ମାଳିକା ଗବେଷକ ମାନଙ୍କୁ ଆହ୍ୱାନ{ମାଳିକା ଯେଉଁ ମାନେ କହୁଛନ୍ତି ସୋଦ୍ଧିପାଠ କଥା କୁହନ୍ତୁ}ହରିଓମ୍ ବାବା ସ୍ଵାଗତ କରିବେ

Поділитися
Вставка
  • Опубліковано 2 січ 2025

КОМЕНТАРІ • 9

  • @SanthadasarathiMaharaj
    @SanthadasarathiMaharaj 9 днів тому +2

    ଜୟ ହୋଦେବରାଜ ବାବା

  • @SanthadasarathiMaharaj
    @SanthadasarathiMaharaj 9 днів тому +2

    ଦେବରାଜ ବାବାଙ୍କର ଜୟ ହେଉ

  • @sibaswain3290
    @sibaswain3290 6 днів тому

    ବନ୍ଦ କର ଭାଇ ଏ କଳ୍କୀ 🙏l

  • @Shree-guru-07
    @Shree-guru-07 9 днів тому +1

    Bhai jay jagannath🙏🙏🙏🙏🙏🙏🙏

  • @SilentManGodsewaadi
    @SilentManGodsewaadi 5 днів тому

    Papun Babu ki jay😊😅😂😂👌👍👍🤣

  • @pradayeenijena1500
    @pradayeenijena1500 8 днів тому

    Kuadu agudaku dhriki anucha

  • @ManasRanjanRautray-l6r
    @ManasRanjanRautray-l6r 9 днів тому +3

    କଳ୍କୀ ଅବତାର ତ କେହି ଜଣେ ଆସିବା ଦରକାର। ସେ କାଶୀ ମିଶ୍ର ଙ୍କ ପୁତ୍ର ହେଉ କି ଆଉ କାହାର ହେଉ ମାତ୍ର ଅବତାର ହିନ୍ଦୁ ଘରେ ଆସିବା ଦରକାର। ଜାତି ବିଭାଜନ ପାଇଁ ଆଜି ହିନ୍ଦୁ ନାଶ ହୋଇ ସାରିଛି। ଏକତା ର ଅଭାବ। ଭବିଷ୍ୟତ ଜ୍ଞାନ ର ଅଭାବ। ଧର୍ମ ଜ୍ଞାନ ର ଅଭାବ ପାଇଁ ପଠାଣ ହିନ୍ଦୁ କୁ ଶେଷ କରି ଚାଲିଛି। ଆଫଗାନିସ୍ଥାନ ,ପାକିସ୍ଥାନ, ଏବେ ବାଂଲାଦେଶ ରେ ହିନ୍ଦୁ ସଂଘାର ଭୟଙ୍କର ଭାବରେ ଚାଲିଛି। ଝିଅ ବୋହୂ ଧର୍ଷଣ ଓ ହତ୍ୟା । ମଠ ମନ୍ଦିର ଭାଙ୍ଗି ପୋଡ଼ି ଲୁଣ୍ଠନ,ହିନ୍ଦୁଙ୍କ ଧନ ସମ୍ପଦ ଲୁଣ୍ଠନ, ଘର ଜମି ପୋଡ଼ି ଓ ଦଖଲ ଚାଲିଛି। ଏପରିକି ଓଡ଼ିଶା ଓ ଭାରତ ଦଖଲ ର ଘୋଷଣା ବି ସରିଛି। ଯିଏ ବି ଅବତାର ଓ କଳ୍କୀ ଅବତାର ହୋଇଛ। ଏ ମେଲଛ ମାନଙ୍କୁ ବିନାଶ କର ।
    ବୌଦ୍ଧ ମାନଙ୍କ ଆରାକାନ ସେନା
    ଇହୁଦି ମାନଙ୍କ IDF ସେନା ଯେଁଉ ଭଳି ଆକ୍ରମଣ କରି ପଠାଣ ବିନାଶ କରୁଛି ସେଇଥିପାଇଁ ମିଆମାର ଓ ଇସ୍ରାଏଲ ବିଶ୍ଵ ରେ ଉଦାହ ରଣ । ଏମାନଙ୍କ ସଂଖ୍ୟା କମ୍। ୧୨୫ କୋଟି ହିନ୍ଦୁ ବିଶ୍ଵ ରେ ଥାଇ ବ୍ରୟଲର କୁକୁଡ଼ା ପରି ମୋଡା ହେବାର କାରଣ କଣ ? କେବେ ହେବ ଶେଷ ଯୁଦ୍ଧ। ପରମାଣୁ ଯୁଦ୍ଧ। ସାତ ଦିନ ର ପ୍ରଳୟ। ତେଣୁ ସବୁ ମାଳିକା ବିଶାରଦ ମାନଙ୍କୁ ଅନୁରୋଧ। କେମିତି ହିନ୍ଦୁ ଜାତି ରହିବ ତାର ନିଜର ଗୋଟେ ଦେଶ ହେବ। ଠାକୁର ମନ୍ଦିର ମୁକ୍ତ ଓ ସ୍ବାଧିନ ହେବେ। ଏ ସନାତନ ଧର୍ମ ର ନାମ ଟେକ୍ ରହିବ ତା ପାଇଁ ମାର୍ଗ ଦର୍ଶନ କରନ୍ତୁ। ସାଧାରଣ ହିନ୍ଦୁ କିଛି ଜାଣପାରୁ ନାହିଁ ତା ପାଇଁ ତଥା କଥିତ ଧର୍ମ ଗୁରୁ ମାନେ ଦାୟୀ।

  • @manojkumarpradhan516
    @manojkumarpradhan516 9 днів тому +1

    ଜୟ ହୋ ଦେବରାଜ ବାବା