କୁଇ ଦିନା ମାଇଁ ଦିନା//NEW KUI CHRISTIAN SONG//SINGER-HANAK DIGAL

Поділитися
Вставка
  • Опубліковано 2 жов 2024
  • ପ୍ରଭୁଙ୍କର ବହୁମୂଲ୍ୟ ନାମ ର ଧନ୍ୟବାଦ ହେଉ( HDmusic)Hanak Digal official ସହିତ ଯୋଡିତ
    ଥିବା ପ୍ରତ୍ୟକ ଙ୍କୁ ନାମସ୍କାର ଜଣାଏ
    ଅନେକ ଦିନ ପରେ ପ୍ରଭୁ ଆମ Hanak Digal official(HD MUSIC)ମାଧ୍ୟମରେ ଏକ ନୂତନ ଗୀତପ୍ରସ୍ତୁତ କରିବା ନିମନ୍ତେ ସାହାଯ୍ୟ କଲେ ଯାହାର PROMO ଆମେ ରିଲିଜ଼ କରି ଅଛୁ
    ଗୀତ ର ନାମ -କୁଇ ଦିନା ମାଇଁ ଦିନା
    ପରିବେଷଣ -ଭାଇ Hanak Digal
    ଲେଖା ଓ ସ୍ୱର -ଭାଇ Hanak Digal
    ଏବଂ ବହୁତ ସୁନ୍ଦର ଭାବରେ ଭାଇ ଓ ଭଉଣୀ ମାନେ ନୃତ୍ୟ ପରିବେଷଣ କରିଛନ୍ତି
    ସମସ୍ତ ଆମର କନ୍ଧମାଳ ପ୍ରଭୁଙ୍କର ପ୍ରେମ ପାଇଥିବାଏବଂ କୁଇ ଦିନ କୁ ଭଲ ପାଉଥିବା ଭାଇ ଭଉଣୀ ବାପା ମା ମାନଙ୍କୁ ମୋର ଅନୁରୋଧ କି ଏହି ପ୍ରଭୁଙ୍କର ଗୌରବ ଉଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଗୀତ କୁ ଥରେ ନିଶ୍ଚୟ ଶୁଣିବେ.
    ସମ୍ପୂର୍ଣ୍ଣ ଗୀତ ଶୁଣିବାକୁ ପାଇବାକୁ ହେଲେ ଆମ Hanak Digal
    official ୟୁଟୁବ channel ସହ ଯୋଡ଼ି ହୋଇ ରୁହନ୍ତୁ. ଧନ୍ୟବାଦ
    • KUI CHRISTIAN SONG SUP... ଜୀଉ ପେନୁ
    • କୁଇ ଦିନା ମାଇଁ ଦିନା//NE... କୁଇ ଦିନା ମାଇଁ ଦିନା
    • PENU DINA SADITI AATE/... ଦିନା ସୋଡିଟି ଆତେ
    • PENU DINA SADITI AATE/... ଇନ୍ଦିନା ଲୁଗୁ ଲୁଗୁନା
    • PENU DINA SADITI AATE/... ଜୀଉ ପେନୁ

КОМЕНТАРІ • 39