JISU BAHTA ENU BAMU//ଯୀଶୁ ବାଃତା ଇନୁ ବାମୁ //NEW KUICHRISTIANSONG/SINGER/LYRICS/MUSIC/HANAK DIGAL//

Поділитися
Вставка
  • Опубліковано 2 жов 2024
  • praise the Lord..
    HD music ତରଫରୁ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟୟ ପ୍ରେମର ନମସ୍କାର ଜ୍ଞାପନ କରୁଅଛୁ।ଦୀର୍ଘ ଚାରି ବର୍ଷ ଧରି HD music ମାଧ୍ୟମରେ ଖ୍ରୀଷ୍ଟିୟ ସମାଜକୁ ପ୍ରଭୁଙ୍କର ଗୌରବ ପ୍ରଶଂସା
    ଓ ମନପରିବର୍ତ୍ତନର ଚେତନା ମୂଳକ ଗୀତ ଗୁଡିକ ଦେଇ ଆସୁଛୁ।ତଦ୍ରୁପ ଆଜି ମଧ୍ୟ୍ୟ ପରିବର୍ତ୍ତନର ଚେତନା ଦେଲାପରି ଗୀତଟି ପ୍ରସ୍ତୁତ କରିଅଛୁ।ଗୀତର Title ହେଉଛି ""ଯୀଶୁ ବାଃତା ଇନୁ ବାମୁ ""ଏହି ଗୀତ ମଧ୍ୟ୍ୟ ଶ୍ରୁତି ମଧୁର ଓ ହୃଦୟ ସ୍ପର୍ଶି ହେଇଛି। ଏଣୁ ଉକ୍ତ ଗୀତଟିକୁ ଥରେ ନିଶ୍ଚୟ ଶୁଣନ୍ତୁ ଏବଂ ପରିବର୍ତ୍ତନ ହୋଇ ପ୍ରଭୁଙ୍କର ସେବାକାର୍ଯ୍ୟ ରେ ଆଗକୁ ବଡ଼ନ୍ତୁ।
    ପ୍ରିୟ ମାନେ ଏହି ଗୀତଟି (ମାଥିଉ 16:26) ବାଇବଲ କହେ ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭହେବ?କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଣ ଦେବ? ଏହି ବାକ୍ୟକୁ ଆଧାର କରିଗୀତଟି ଲେଖିଅଛୁ। ବାସ୍ତବ ରେ ଆଜିର ମଣିଷ ଜଗତର ମୋହ ମାୟା,ଧନ ଲାଭରେ ଆସକ୍ତ ହଇ ଉର୍ଦ୍ଧସ୍ତ ଅନନ୍ତ ଜୀବନ, ଅନନ୍ତ ଶାନ୍ତି ଓ ସ୍ବର୍ଗର ଚିରସ୍ଥାଇ ବହୁମୂଲ୍ୟ ଧନ କୁ ଭୁଲି ଯାଇଛି। ଯାହା ଏହି କ୍ଷଣିକ ଜଗତରେ ଯୀଶୁଙ୍କୁ ନ ପାଇ ସମସ୍ତ ଲାଭ କରି ମୂଲ୍ୟହୀନ ଅଟେ। ଏହି ସମସ୍ତ ବିଷୟରେ ଗୀତ ମାଧ୍ୟମରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଭୁ ଏହି ଗୀତ ଦ୍ଵାରା ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ତାହାଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ସାହାଯ୍ୟ କରନ୍ତୁ।ଆଶା କରୁଛୁ ଏହି ଗୀତ ଆପଣଙ୍କର ଆତ୍ମିକ ଜୀବନରେ ଅଭିବୃଦ୍ଧି ହେବାରେ ନିଶ୍ଚୟ ସାହାଯ୍ୟ କରିବ।
    ଏହିପରି ଅନେକ ଗୀତ ଆପଣମାନେ ଆମ channel ମାଧ୍ୟମରେ ପାଇବା ପାଇଁ ଚାହୁଁଛନ୍ତି ତେବେ Hanak Digal official UA-cam channel କୁ ଯାଇ like, shere &subscribe କରନ୍ତୁ ଏବଂ ଗୀତର link ସର୍ବ ପ୍ରଥମେ ପାଇବାକୁ ହେଲେ all notification on କରନ୍ତୁ।ଯଦି ଏହିପରି ସେବାକାର୍ଯ୍ୟ ଆପଣଙ୍କର ଆତ୍ମିକ ଜୀବନକୁ ଉତ୍ସାହ, ଉଦଯୋଗ, ପରିବର୍ତ୍ତନ ଚେତନା ଦେଉଛି ଏବଂ ଏହିପରି ସେବାକାର୍ଯ୍ୟ ଠିକ ବୋଲି ଆପଣ ଭାବୁଛନ୍ତି ତେବେ ଆପଣ ଆମ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ସୋଇଚ୍ଛା ରେ ଆର୍ଥିକ ସହାୟତା ମଧ୍ୟ୍ୟ କରିପାରିବେ।ଯଦ୍ଵାରା ଆମେ ଆପଣଙ୍କର ସାହାଯ୍ୟ ଓ ସହଯୋଗ ପାଇ ଆହୁରି ଉତ୍ସାହ ର ସହିତ ରେ ଆଗକୁ ବଢ଼ି ପାରିବୁ।
    ତେବେ ଆମର........
    A/c-32117589790 SBI
    Hanak digal
    phone pe
    Google pay
    number -(8895213552)
    ଧନ୍ୟବାଦ
    • କୁଇଦିନା ମାଇଦିନା//NEW#K...
    • KUI CHRISTIAN SONG SUP...
    • JISU MO UDHARA KARI// ...
    • CHRISTIAN NEW ODIA SON...
    • STUTI HEU TUMARA// NEW...
    • ASA JISU NAMO GAIBA/NE...
    • JEDAGATI ABA INU/NEW K...
    • KARIBI MU ARADHANA // ...
    • PENU DINA SADITI AATE/...
    #music
    #deptirekha
    #kuichristiansong
    #sambalpur
    #bidyutbhatrachristiansong
    #singersuperstar
    #lyrics
    ##kui
    #bikramtakri
    #udayatakri
    #aseemapandakuichriatiansong
    #kuisong
    #kuisigers
    ****SONG CREDIT ****
    #song -jisu bahta enu bamu
    #singer-Hanak Digal
    #lyrics -Hanak Digal
    #music -Hanak Digal
    #music arg-ashok Digal
    #Track making-RR studio
    #dubbing-we1studio
    #mastering-Blessig studio
    ####special thanks to ####
    #jekhariya Digal
    #jerosh Digal
    #DK Dharmedra

КОМЕНТАРІ • 138