ରାଜା ସ୍ୱାଇଁଙ୍କର ଏ କି ବିକଳ ଅବସ୍ଥା ? | OTV Janamancha | Athagarh | 2024 Election

Поділитися
Вставка
  • Опубліковано 17 січ 2025

КОМЕНТАРІ • 408

  • @hariomm2301
    @hariomm2301 8 місяців тому +122

    ତାମିଲ ଚାକର ରାଜା ସଇଁ କୁ ଆଠଗଡରୁ ହଟାଓ ଓଡ଼ିଶା ବଞ୍ଚାଓ 😂😂😂😂😂

  • @nishikantabirabar1385
    @nishikantabirabar1385 8 місяців тому +52

    ଗୋଟିଏ ଦଳ 30 ବର୍ଷ ଶାସନ କରିଲା କିନ୍ତୁ କିଛି ବିକାଶ ହେଲାନି ଆହୁରି ବିନାଶ ହେଇଛି ,ତେଣୁ ଜlଗୋ ଜନତା ଯା ଗୋ ଜନତା ।

  • @jagdishsahoo7248
    @jagdishsahoo7248 8 місяців тому +60

    ବିକାଶ ର ତଥ୍ୟ ଦିଅନ୍ତୁ , ବିକାଶ କରିଛୁ ବିକାଶ କରିଛୁ ବୋଲି ଓଡ଼ିଶା ତଥା ଆଠାଗଡବାସୀ ଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ bjd ସରକାର ।

  • @satyaofficial542
    @satyaofficial542 8 місяців тому +111

    ଧୋଂଶ ହେଇ ଯିବୁ ରାଜା ସ୍ୱାଇଁ
    ହଜାର ହଜାର ସମୀର ପ୍ରେମୀଙ୍କ
    ଅଭିଶାପ ରେ ଚୋର

    • @suryakantanayak6916
      @suryakantanayak6916 8 місяців тому

      Raja kichi kari nahi se dalara chapare kahichi ? Babi pandia subrat tanka neiki tiket deichi !

    • @FgggCghgf
      @FgggCghgf 8 місяців тому +1

      He he he 60k+ margin re 2019 re jitithile ..2024 re 30k+ margin re....Athagarh Bagha Raja swain....name is enough

    • @debasisswain637
      @debasisswain637 8 місяців тому

      Yes

  • @jchoudhury274
    @jchoudhury274 8 місяців тому +24

    24 ବର୍ଷରେ ଖାଲି BJD ନେତା ମନ୍ତ୍ରୀ ଅଫିସର ଙ୍କ ବିକାଶ ହେଇ ଛି ଜୟ ଜଗନ୍ନାଥ

  • @Ashutosh9339
    @Ashutosh9339 8 місяців тому +33

    Only BJP Now In Odisha

  • @Amarbehera-sw5pn
    @Amarbehera-sw5pn 8 місяців тому +22

    ଏଥର ନବୀନ କୁ ସପଟ ଦେବା ମାତ୍ରେ
    ତେଲୁଗୁ ଗୁଣ୍ଡା ରାଜ ନିଶ୍ଚୟ ଚାଲିବ ସନ୍ଦେହ ନାହିଁ!
    କଳ କାରଖାନା ସବୁ ତେଲୁଗୁ ହାତରେ ରହିବ!
    ମନ୍ତ୍ରୀ ବିଧାୟକ,ଘରେ ବସି ମାସକୁ କୋଟି କୋଟି
    ଟଙ୍କା ପାଇବେ! ପ୍ରଥମେ କୁହ ଓଡ଼ିଆ ହୋଇ ବଞ୍ଚିବେନାଁତେଲୁଗୁର ଗୋଲାମ ହୋଇରହିବେ!
    ଏହା ଓଡ଼ିଶା ମାଟି ପାଇଁ ଗୋଟେ ସଡ଼ଯନ୍ତ୍ରଚାଲିଛି!
    ରାଜନୀତର ଭିତିର୍ କଥା!

  • @SURENDRAPRADHAN-yc1ig
    @SURENDRAPRADHAN-yc1ig 8 місяців тому +26

    ଏଥର ଆଠଗଡ଼ ରେ ବିଜେପି ସରକାର

  • @chhabindramansingh73
    @chhabindramansingh73 8 місяців тому +24

    ଆଠଗଡ଼ରେ bjd ର କେହି ଜ୍ଞାନୀ ନିର୍ଭିକ ସ୍ୱାଭିମାନି ବୁଦ୍ଧିଜୀବୀ ନାଁହାନ୍ତି ତେଣୁ ରାଜା ଆଠଗଡ଼କୁ ହଳ ବୁଲାଉଛି, ଆଠଗଡ଼ ଟା କୁ ରାଜା ତାନାମରେ ପଟା କରିନେଇଛି bjd ରାଜା ହଟାଅ ଆଠଗଡ଼ ବଞ୍ଚାଅ

  • @sagardas4098
    @sagardas4098 8 місяців тому +24

    Raja Swain ku hatao request to Athagada people

  • @SASADHARAMOHANTY
    @SASADHARAMOHANTY 8 місяців тому +11

    .✓ ଜେ.ବି. ପଟ୍ଟନାୟକ , ଅମର ତାଙ୍କୁ ପ୍ରଣାମ ,🙏🙏

  • @satyaprakashsahoo7630
    @satyaprakashsahoo7630 8 місяців тому +1

    ଏ ମୂର୍ଖ ଝାବଡ ରାଜା ସ୍ବାଇଁ କୁ ହଟାଅ ଓଡିଶା ରାଜ୍ୟ ବଞ୍ଚାଅ 👍👍👍👍👍👍👍👍👍👍👍👍👍👍👍👍

  • @bibhutiparida7565
    @bibhutiparida7565 8 місяців тому +12

    ବିକାଶ ସମେତେ କରୁଚନ୍ତି , ହେଲେ ଲୋକଙ୍କର ବିକାଶ ହେଇ ପାରୁନି । ଅନେକ ମନ୍ଦିର ସୁନ୍ଦର ହେଇ ଥିବାରୁ ଆଉ ମଝିରେ ମଝିରେ କିଛି କିଛି ଟଙ୍କା ମିଳିବାରୁ ଲୋକେ ଦିଅଁ ଦେଖିବାକୁ ସୁଜଗ ପାଉଚନ୍ତି । ଆଉ କୋଲଡ ଷ୍ଟୋର ହେଲେ ତ ମାଲବୁହା ଗାଡ଼ି ସବୁ ଅକାମୀ ହେଇଯିବ !!

  • @srustidhardey5817
    @srustidhardey5817 8 місяців тому +17

    BJD hatau odisha ru ❤❤

  • @sudhiranjanmishra3726
    @sudhiranjanmishra3726 8 місяців тому +2

    କେବଳ ବିଜେପି ❤କେବଳ ମୋଦୀ ❤କେବଳ ଅପରାଜିତା ❤🙏

  • @maheshkumarbag5464
    @maheshkumarbag5464 8 місяців тому +1

    B J P ❤❤❤❤❤❤❤Jay Jagarnath Suwami 🚩🚩🚩🚩🚩🚩🚩

  • @gaganpradhan3893
    @gaganpradhan3893 8 місяців тому +2

    ସାମ୍ବାଦିକ ବାବୁ ଙ୍କୁ ବହୁତ ବହୁତ ଧନ୍ୟବାଦ 👏🏼💐💐💐👏🏼

  • @NamitaSahoo-k4q
    @NamitaSahoo-k4q Місяць тому

    ହାରୁହାରୁ ଜିତିଗଲ ବିଜେପି

  • @noorpetproject
    @noorpetproject 8 місяців тому

    Odisha re ethara Congress ❤❤❤

  • @ashokdash1599
    @ashokdash1599 8 місяців тому +4

    ରାଜସ୍ୱାଇଁ ଙ୍କୁ S. B. I. ତଦନ୍ତ କରାଯାଉ

  • @BirendraNayeak
    @BirendraNayeak 8 місяців тому +5

    Raja ସ୍ୱାଇଁ କାମ କିଛି କରି ନାହାଁନ୍ତି

  • @deepaknayak5735
    @deepaknayak5735 8 місяців тому

    ଏମାନେ ଖାଲି ଏଇଠି ବାଡେଇ ଛିଟି ହେବେ ଭୋଟ ଦେଲା ବେଳେ #BJD କୁ ଭୋଟ ଦେବେ ସେଇଥି ପାଇଁ ତ ରଣେନ୍ଦ୍ର ପ୍ରତାପ 8 ଥର #MLA

  • @bijaykumarbijaykumar4252
    @bijaykumarbijaykumar4252 8 місяців тому

    ବିଜେପି ଜିନ୍ଦାବାଦ ❤❤❤❤

  • @himansudash9149
    @himansudash9149 8 місяців тому

    ଯେତେ ଭୁକିଲେ ରାଜା ସବୁବେଳେ ରାଜା। କିଛି ଫରକ ପଡିବନି।

  • @MjArchu
    @MjArchu 8 місяців тому +9

    ଶିଳ୍ପ ନାହିଁ , cold storage ନାହିଁ, ଚିଟ୍ ଫଣ୍ଡ ଦୁର୍ନୀତି, ସୂତା ମିଲ ନାହିଁ,

  • @RatnakarBal-b4c
    @RatnakarBal-b4c 8 місяців тому

    ଏଡିଟର ମହାଶୟ ଗତ କିଛି ଦିନ ପୂର୍ବରୁ ବିଜେଡି ଅଫିସରେ ପୋଲିସଙ୍କୁ ଗେଟ ସାମ୍ନାରେ ଜଗେଇଥିଲେ. ସେତେବେଳେ ଓଟିଭି ର କର୍ମଚାରୀ ଏ ବିଷୟରେ ପଚାରିଥିଲେ. ପୋଲିସ ଏହାର ସନ୍ତୋଷଜନକ ଉତ୍ତର ଦେଇନଥିଲେ. ମୋତେ ଲାଗୁଛି ସେ ଦିନଠୁ ବୋଧେ ଓଟିଭି ର ଡର ପଶିଯାଇଛି ବୋଧେ

  • @kedarbiswal4575
    @kedarbiswal4575 8 місяців тому +9

    ଵିମା କାର୍ଡରେ ରୋଗୀ ହତାଶ, ଡାକ୍ତରଖାନା ଵାଲା ମାଲାମାଲ।
    ଵିମା - ଲୁଣ୍ଠନ ପାଇଁ ଏକ ନୂଆ ଫର୍ମୁଲା।

  • @bipinsamal4279
    @bipinsamal4279 8 місяців тому +3

    BJP zindabad Modiji zindabad Modiji zindabad jayshriram❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @prashantasahoo6272
    @prashantasahoo6272 8 місяців тому +2

    ରାଜା ବାବୁ ଖାଲି ରାଣୀକୁ ରାତିସାରା ଲଗେଇ ରଖିଲେ ଉନ୍ନତି କଣ କରିବ ରାଜା

  • @bijayjena1699
    @bijayjena1699 8 місяців тому

    Super 👌

  • @antaryamibastia361
    @antaryamibastia361 8 місяців тому

    ଆଠଗଡରେ କେବଳ ବିଯେପି ଆଶିବ ଜୟ ଶ୍ରୀରାମ

  • @surendranathsatapathy8654
    @surendranathsatapathy8654 8 місяців тому

    ବିଜେପି ଜିନ୍ଦାବାଦ. ଜୟ ହିନ୍ଦ.

  • @gurucharansahoo9577
    @gurucharansahoo9577 8 місяців тому

    କେବଳ ପଦ୍ମ ଫୁଲ 👍👍🙏🙏

  • @gyanendranayakkumar5071
    @gyanendranayakkumar5071 8 місяців тому

    ରାଜା ସ୍ଵାଇଁ ଚାଷିଙ୍କଟଙ୍କା ଖାଇ ସାରିଚି ଆଠଗଡ ବଡମ୍ବା କୁଲାଞ୍ଚ ଦେଇିହାତେ କିରଖିଚିବିଜେଡି ଶୁଗାର ମିଲି ବନ୍ଦରେ ଲୱସୁବିଧାବନ୍ଦ ଶ୍ବଛ ଜଳଶେଚନ ବନ୍ଦରାସ୍ତା ବନ୍ଦ ଚାଷିସୁବିଧାବନ୍ଦ

  • @Prakash-d4r4p
    @Prakash-d4r4p 29 днів тому

    Really voice

  • @abhimanyurout4574
    @abhimanyurout4574 8 місяців тому +2

    ବିଜେଡ଼ି,ଦଳ,ଆଜିସବୁଠି,କାନ୍ଦୁଛି

  • @m-solutions6161
    @m-solutions6161 8 місяців тому +12

    Raja swain gale

  • @narayandas369
    @narayandas369 8 місяців тому +2

    ରଣନୀତି ଠିକ ଅଛି, bjd ଟଙ୍କା ବାଣ୍ଟୁଛନ୍ତି, ଏମାନେକଣ କରିବେ

  • @PratapMangaraj-l8y
    @PratapMangaraj-l8y 8 місяців тому +1

    ନାଁ ରାଜା କିନ୍ତୁ ତାଲିବାନି ଗୋଲାମ

  • @sasadharamishra5139
    @sasadharamishra5139 8 місяців тому

    ତାଙ୍କୁ ଆପଣଙ୍କର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରକ୍ଷା ଦେଇଛନ୍ତି।

  • @MDIqubal-k9l
    @MDIqubal-k9l 8 місяців тому

    Raja Zindabad

  • @amritdas8819
    @amritdas8819 8 місяців тому +2

    Perfect

  • @amitbehera3346
    @amitbehera3346 8 місяців тому +1

    ହରି ଲୁଟ୍ ହରି ଲୁଟ୍ ହରି ଲୁଟ୍, ଆଠଗଡ଼ ବାସି କୁ ଖୋଳ କରି ସିର୍ଫ ନିଜ ର ବିକାଶ ଆଉ ନିଜ ପରିବାର ବିକାଶ କରିଛନ୍ତି,,, ଧୋଇ ଲେ ରେ ଆଠାଗଡ ବାସି, ଜଙ୍ଗଲ ଭଳି ଲାଗୁଛି

  • @kedarbiswal4575
    @kedarbiswal4575 8 місяців тому +7

    ଆଠଗଡ଼ ରୁ ଗୁଣ୍ଡା ବାହିନୀ ହଟୁ।

  • @bijaybehera8681
    @bijaybehera8681 8 місяців тому

    ଆଠଗଡ଼ ରୁ ପରିବର୍ତ୍ତନ ଆରମ୍ଭ । ଜୟ ଶ୍ରୀରାମ

  • @nareshdash3796
    @nareshdash3796 8 місяців тому

    ଏଥର କେବଳ ବିଜେପି ।

  • @alokevent05
    @alokevent05 8 місяців тому

    Otv au Argus best news

  • @PrakashKumar-sp2tq
    @PrakashKumar-sp2tq 8 місяців тому

    ଜୟ ଶ୍ରୀ ରାମ ଜୟ ବିଜେପି 🎉🎉

  • @pbm650
    @pbm650 8 місяців тому

    Wonderful concept of janamanchaa

  • @akshayakumarbehera4781
    @akshayakumarbehera4781 8 місяців тому

    ଲାଗୁଛି ଅଭୟ ବାରିକ ଡାକରାରେ ଓଟିଭି କୁମାରପୁର କୁ ଆସିଛି

  • @Sarojakanta-i8u
    @Sarojakanta-i8u 8 місяців тому +1

    Sir you are the grate honest person in odisa,

  • @Ghhggh0
    @Ghhggh0 7 місяців тому

    ଏଇଟା ହିଁ ଠିକ time ଭଲ ଭାବେ ଦାନଠ

  • @ganeshpanigrahi5866
    @ganeshpanigrahi5866 8 місяців тому +5

    ଦୀର୍ଘ ବର୍ଷ ପ'ରେ ଆଠଗଡବାସୀ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମୂର୍ଖତା, ଅଜ୍ଞାନତା ଏବଂ ଭିକ୍ଷାବୃତ୍ତିକୁ ତ୍ୟାଗ କରି ରାଷ୍ଟ୍ରବାଦୀ , ସ୍ବାଭିମାନୀ ଏବଂ ପ୍ରତ୍ୟେକ ଦିଗରେ ସଚେତନ ହେବାରେ ପାଦ ଦେଇଛନ୍ତି ବୋଲି ସୂଚନା ମିଳିଛି...

  • @kamallochannayak9660
    @kamallochannayak9660 8 місяців тому

    Jago Odisha Jago

  • @banshidharpatra5160
    @banshidharpatra5160 8 місяців тому

    2024ରେ BJD ସରକାର ନିଶ୍ଚିନ୍ତ ହେବାକୁ ଯାଉଛି, ଲେଖିକି ରଖନ୍ତୁ,

  • @kishorepaital4292
    @kishorepaital4292 8 місяців тому +1

    ସତରେ କଣ ଆଠଗଡ଼ ପୁଣି ସ୍ଵାଧିନତା ପାଇବ !

  • @srustidhardey5817
    @srustidhardey5817 8 місяців тому +5

    ❤❤❤❤ only BJP win ❤❤❤❤ only BJP is best PM n cm aprajita ❤❤🎉🎉🎉🎉🎉🎉

  • @bansidharpatra4251
    @bansidharpatra4251 8 місяців тому +12

    Boycott BJD, Naveen Pattnayak, V. K. Pandian and Ranendrea Pratap Swain because of their huge corruption and irregularities in Odisha from so long. Brothers and sisters of Athagarh please change this corrupted government during the poll 2024.

  • @Amarbehera-sw5pn
    @Amarbehera-sw5pn 8 місяців тому +3

    ଆରେମୁର୍ଖ ଥରେଚିନ୍ତା କରିବୁ ଆଜିଠାରୁ ତୋନବୀନ ମଉସାଙ୍କୁ ପଚାରିବୁ ଆଉ ସ୍ବର୍ଗକୁ ଯିବୁ
    ୰ଦାମ ରାଉତ ଅଜାକୁ ପଚାରିବୁ ଓଡ଼ିଶାରେ ସ୍ୱାସ୍ଥ୍ୟ କାର୍ଡ ବେଶି ଦେଇଛ(ନାଁ) ଠିପି ଖୋଲା ଠିପି ବନ୍ଦ
    ଔଷଧ ଦୋକାନ ବେଶି ଦେଇଛ(ମଦ) ତୁମେକେତେଦିନର ଜ୍ଞାନି ସମସ୍ତେ ଜାଣିଛନ୍ତି!

  • @anantabarik564
    @anantabarik564 8 місяців тому +1

    Right Satpathy

  • @hrudanandasahuofficial
    @hrudanandasahuofficial 8 місяців тому

    ବିଜେପିହଟାନ୍ତୁ ଓଡିଶାବଞ୍ଚାନ୍ତୁ

  • @abhijitpatnaik7438
    @abhijitpatnaik7438 8 місяців тому

    Well said. Hype for Biju Babu.

  • @dukhabandhubaral1828
    @dukhabandhubaral1828 8 місяців тому

    Good anchoring

  • @prabodhapanda5184
    @prabodhapanda5184 8 місяців тому +6

    ଆଲୋଚନା ର ଏକ ନିର୍ଦ୍ଧିଷ୍ଟ ପାର୍ଟ ଦେଖୋଉଛନ୍ତି, କେବଳ BJP ସପକ୍ଷରେ. ସମ୍ପୂର୍ଣ ଦେଖାନ୍ତୁ.

  • @dhuleswarparida3754
    @dhuleswarparida3754 8 місяців тому +3

    👍👍👍

  • @narayandas369
    @narayandas369 8 місяців тому +5

    ଆପଣାର କେହି ନାହାନ୍ତି, ଟଙ୍କା ବାଣ୍ଟି ଭୋଟ ନେଉଛନ୍ତି

  • @NirakarSamantarai-db2mr
    @NirakarSamantarai-db2mr 8 місяців тому +2

    ଆଦିବନ୍ଧ ଗୋଟିଏ ହେଇଛି? ଶୀତଳ ଭଣ୍ଡାର ଟିଏ ହେଇଛି? ଆଠଗଡ ରୁ ଧବଳେଶ୍ୱର ରାସ୍ତା ଶୋଚନୀୟ, କାହିଁକି ତରନ୍ଵତ ହେଲାନି କାହିଁକି?

  • @biswanathpanda8228
    @biswanathpanda8228 8 місяців тому +1

    ଜନତା ସଠିକ ଜବାବ ଦେବେ.

  • @DevprofessionalPowarzone
    @DevprofessionalPowarzone 8 місяців тому +4

    Ony bjp

  • @alokaranjandash9853
    @alokaranjandash9853 8 місяців тому +1

    ଦୁର୍ନୀତି ଶବ୍ଦର ଅର୍ଥ ନା ନବୀନ ପଟ୍ଟନାୟକ ବୁଝିଛନ୍ତି ନା ଆପଣ ।

  • @LitunSethy
    @LitunSethy 8 місяців тому

    ମିଡିଆ ବାଲା ବିଜେଡି ଠୁ କେତେ ଖାଇଛି ଏତେ ତାପଖ୍ୟରେ ଗପୁଛି ମିଡିଆ ବାଲାଙ୍କର କମ କଣ ଜନତା କେମିତି ଭଲରେ ରହିବେ

  • @dipusahoo8052
    @dipusahoo8052 8 місяців тому

    Ram Narayan vai jindabad

  • @ramachandra8999
    @ramachandra8999 8 місяців тому

    ❤netaji jaha kahile sata katha nija badiru pariba adaya hi thiki tks lordzrmji

  • @sairanjansatapathy8530
    @sairanjansatapathy8530 8 місяців тому +4

    Chora hatao odisha banchao...jay shree ram Jay BJP 🚩

  • @alokaranjandash9853
    @alokaranjandash9853 8 місяців тому +2

    ନବୀନ ପଟ୍ଟନାୟକଙ୍କ ନିଜସ୍ଵ ପାଣ୍ଠି ଅର୍ଥ କ'ଣ ? ତାଙ୍କ ବାପା ଧନତ ?

  • @dwarikanath1958
    @dwarikanath1958 8 місяців тому +1

    ଚାଷୀ ମାନଙ୍କୁ ହର୍କିନ ଦେଖାଉଥିଲେ।

  • @skkundu2668
    @skkundu2668 8 місяців тому

    Raja jitiba

  • @birendrasahu8282
    @birendrasahu8282 8 місяців тому

    ବିଜେପି10ବର୍ଷ ଧରି କଣ କରିଛନ୍ତି ଟିକେ କହୁନ
    ହଁ କରିଛନ୍ତି ଦର ଦାମ ବୃଦ୍ଧି କରିଛନ୍ତି. ଇଲୋକ୍ଟ୍ରାଲ ଲୁଟ କରିଛନ୍ତି

  • @shashankanayak7428
    @shashankanayak7428 8 місяців тому +3

    During BJD time Athgarh cold store closed, Nuapatana speeing mil closed, Sugar mil closed

  • @MaheswarJena-ed6db
    @MaheswarJena-ed6db 8 місяців тому

    ରା ଜା ସ୍ୱାଇଁ ସ ଚୋ ଟ ହୁଅନ୍ତୁ ଲୋ କ ମ ତ ମି ଳି ବ

  • @saratkumarpanda7007
    @saratkumarpanda7007 8 місяців тому

    ସୋଇଁ ଭାଇ ଆଠଗଡିଆ ଙ୍କୁ ବୁଲୁବୁଲୁ ଚଢ଼େଇ କୁ ପାଚିଲା କଦଳୀ ଦେଇ ଭଣ୍ଡେଇ ଛନ୍ତି

  • @MadanMalick-n9e
    @MadanMalick-n9e День тому

    Good.bahi

  • @The.Beest324
    @The.Beest324 8 місяців тому

    👍

  • @raj_creativity8040
    @raj_creativity8040 8 місяців тому

    Jay shree ram ♈♈♈

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    କୁମ୍ଭୀର କାନ୍ଦୁଚି ପିଟିକି ମାରିଦିଅ ରାଜା ସ୍ୱାଇଁ ନୁହେଁ ପ୍ରଜା ସ୍ୱାଇଁ

  • @Gurubachan688
    @Gurubachan688 8 місяців тому

    ତଥାପି ଆଠଗଡ଼ ରାଜା ସ୍ଵାଇଁ ର ଚପଲ କୁ ବି ଦବ। ନୋ ପ୍ରୋବ୍ଲେମ

  • @Manas_Bhoi
    @Manas_Bhoi 8 місяців тому

    Jay Modi Jay Yogi Jay Dharmendra Jay BJP 🎉🎉🎉🎉🎉

  • @bidyadharbarik2601
    @bidyadharbarik2601 8 місяців тому +2

    Bjp only

  • @srikantarout454
    @srikantarout454 8 місяців тому

    Right

  • @ChaitramSoni
    @ChaitramSoni 8 місяців тому

    କିଷାନ କୁ କିଏ ପଚାରୁ ଛି ,କିଶାନ କୁ କେହି ଦେଖିନାହାନ୍ତି,ଓଡ଼ିଶାରେ ଚାଷ ଉତ୍ପାଦନ କଲେ ଧୂଳିର କମ୍ ଦାମରେ ବିକ୍ରି ହୁଏ

  • @narayandas369
    @narayandas369 8 місяців тому +1

    କିଏ ଧରିବ, ଏ ଦୁର୍ନୀତି

  • @bishnumallick4372
    @bishnumallick4372 8 місяців тому

    True to the fact.

  • @iswarnayak1383
    @iswarnayak1383 8 місяців тому +4

    Athagarh basi ebe acstion mode re bjd au nuha ,athara bjp ,jay sri ram, abki bar modi sarkar

  • @kedarbiswal4575
    @kedarbiswal4575 8 місяців тому +3

    ଭବାନି - ଭୋଟରେ ଜିତିବା ମାପକାଠି ନୁହେଁ।
    ଫୁଲନ ଦେଵୀ ଵି ଜିତିଥିଲେ।

  • @sarojasatapathy1455
    @sarojasatapathy1455 8 місяців тому

    Jay shree Ram 🙏

  • @SwabhimanDash-i2i
    @SwabhimanDash-i2i 8 місяців тому +2

    Rajaram Satapathy always tells truth

  • @BhubaneswarMahanta-u3i
    @BhubaneswarMahanta-u3i 8 місяців тому +2

    BJD hatao odisha bachao E Tamil babunka gulami maananku hatantu Odisha basi jagrata hua

  • @BabajiNaik-k8r
    @BabajiNaik-k8r 8 місяців тому +2

    Good rajaram babu

  • @gurucharanbarik7817
    @gurucharanbarik7817 8 місяців тому +1

    ଅଞ୍ଚଳର କର୍ମୀ 😂😂😂😂ନା ଦନା ଚଟା କୁକୁର. 🤔🤔🤔🤔🤔

  • @BabuliMahakud-ej9wf
    @BabuliMahakud-ej9wf 8 місяців тому

    ପରିବର୍ତ୍ତନ ଦରକାର