🔴 LIVE || ବବିଙ୍କୁ ବିଦା କଲେ ନବୀନ || BADAKHABAR TV

Поділитися
Вставка
  • Опубліковано 6 лип 2024
  • 🔴 LIVE || ବବିଙ୍କୁ ବିଦା କଲେ ନବୀନ || BADAKHABAR TV
    #bigbreaking #breakingnews #bjd #naveenpatnaik #odishapolitics #BadaKhabartv #OdishaNews #Odisha #LatestNews
    ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

КОМЕНТАРІ • 167

  • @NilamaniSahu-de9rl
    @NilamaniSahu-de9rl 9 днів тому +40

    ଅଦଳ ବଦଳ ହୁଏ ଠିକ୍ ଅଛି କିନ୍ତୁ ପଣ୍ଡିଆଁ ପରୋକ୍ଷରେ ବିଜେଡ଼ି ରେ ରହିବାର କର୍ମୀ ଅନୁଭବ କଲେ ଲୋକ ଭୋଟ ଦେବନାହିଁ।

    • @spofficialvlogs8308
      @spofficialvlogs8308 9 днів тому +3

      🎉🎉 correct.seya hin haba. emane sabu pandian loka ..

    • @Ritakitchenyt
      @Ritakitchenyt 9 днів тому +1

      Right

    • @babupatnaik9767
      @babupatnaik9767 9 днів тому

      ସବୁ ବିଜେଡ଼ି କର୍ମୀ ଏକ ହୁଅ,ନବୀନ ନିବାସରେ ଧସେଇ ପଶି ପାଣ୍ଡା କୁ ବାହାରକୁ ଟାଣି ଗୋଡେଇ ଗୋଡେଇ ପଥର ମାଡ଼ କର।

  • @RabindrachandraSahu
    @RabindrachandraSahu 9 днів тому +8

    BJD ତୁମେ ଅତିକମରେ 10 ବର୍ଷ ଅପେକ୍ଷା କର ତାପରେ ନବୀନ ଯଦି ବଂଚିଥିବ କଣ ହେବ dekhi7

  • @nabakishorelenka1915
    @nabakishorelenka1915 9 днів тому +38

    ପ୍ରଥମେ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ କୁ ଦଳ ତଥା ନବୀନ ନିବାସ ରୁ ବାହାର କରନ୍ତୁ। ଦ୍ଵିତୀୟରେ ପ୍ରଣବ ପ୍ରକାଶ ଦାସ ଙ୍କ ନାମ ଦଳ ର ସଭ୍ୟ ତାଲିକା ରୁ ରଦ୍ଦ କରାଯାଉ।

  • @banadurgacomputer7894
    @banadurgacomputer7894 9 днів тому +28

    Bjd ର ବୁଦ୍ଧି ଉଦୟ ହେଲା ହାରିଲା ପରେ

  • @rabindranathmaharana334
    @rabindranathmaharana334 9 днів тому +6

    ଯେଉଁ ମାନଙ୍କ ଦ୍ୱାରା BJD ର ଆଜି ଏ ଅବସ୍ଥା ଆମୂଳ ଚୁଳ ପରିବର୍ତ୍ତନ କଲେ ଏବଂ ପାଣ୍ଡିଆନ ଙ୍କୁ ମଧ୍ୟ ବାହାର କଲେ ଯାଇ ଅବସ୍ଥା ସୁଧୁରିବ l

  • @babupatnaik9767
    @babupatnaik9767 9 днів тому +10

    ସସ୍ମିତ ପାତ୍ରକୁ ମଧ୍ୟ ଧକକ୍କା ମାରି ବାହାର କରିବା ଆବଶ୍ୟକ

  • @prafullasahoo3376
    @prafullasahoo3376 9 днів тому +7

    ଘରପୋଡିସାରିବା ପରେ କୂଅ ଖୋଳା ଚାଲିଛି

  • @arunprasaddash1399
    @arunprasaddash1399 9 днів тому +4

    ପାଣ୍ଡିୟାନ ଓଡ଼ିଶାର ରେ ଥିବା ପର୍ଯ୍ୟନ୍ତ ବିଜେଡି ସ୍ଥିତି ଅସମ୍ଭବ।

  • @ReyalityODISHA
    @ReyalityODISHA 9 днів тому +15

    ସବୁ ପୁରୁଣା ଚୋର କୁ ବାହାର କରୁ ନ ହେଲେ ଆଉ ଜିତି ପାରିବ ନାହିଁ !
    ଏ ଥିରେ ଗର୍ବିତିଆ ହାରାମି ମାନଙ୍କୁ ବାହାର କରି ଭଲ ଲୋକ ମାନଙ୍କୁ ଦାଇତ୍ୱ ଦିଅ
    ଆଉ ଶଳା ପାଣ୍ଡିଆନ କୁ BJD ର ଛାଇ ମଡ଼େଇ ଦିଅ ନାହିଁ ନ ହେଲେ bjd କୁ ବୁଡ଼େଇ ଦେବ

  • @prakashkumarjena.babusan.n3760
    @prakashkumarjena.babusan.n3760 9 днів тому +13

    ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର

  • @bhaskarprasadmishra6639
    @bhaskarprasadmishra6639 9 днів тому +3

    କେବଳ ପଦ ପଦବୀ ନୁହେଁ, BJD ର ପ୍ରାଥମିକ ସଦସ୍ୟ ପଦରୁ ବି ବବି ଦାସ ଓ ଭି କେ ପାଣ୍ଡିଆ ଙ୍କୁ ତୁରନ୍ତ ବାହାର କରି ଦେବା ଦରକାର 😢

  • @madhabchandranayak3011
    @madhabchandranayak3011 9 днів тому +4

    ଚୋର ଗଲାପରେ ତାଲା ପକାଇ ସ୍ୱର୍ଗଦ୍ୱାର ରାସ୍ତା ଦେଖନ୍ତୁ

  • @amarendraparida5599
    @amarendraparida5599 9 днів тому +7

    କିଛି ଲାଭ ନାହିଁ ଆଗରୁ ଯଦି ନବୀନ ବାବୁ ଏ ସବୁ କରିଥାନ୍ତେ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା କି ନବୀନ ବାବୁ ହାରିନଥାନ୍ତେ ଏ ସବୁ ରି ମୂଳ ମାଗିହା ପାଣ୍ଡିଆନ 😭

  • @sanjayacharya8572
    @sanjayacharya8572 9 днів тому +6

    ବିଜେଡି ଆଉ କେବେ ବି ଆସିବ ନାହିଁ, ଏହା ମଧ୍ୟରେ ଅନେକ ଆଞ୍ଚଳିକ ଦଳ ଆସି ଯାଇଥିଵେ

  • @babupatnaik9767
    @babupatnaik9767 9 днів тому +3

    ବବି ବାୟ ବାୟ

  • @bipinakumardashbipinakumar9248
    @bipinakumardashbipinakumar9248 9 днів тому +4

    ଯଦି ପାଣ୍ଡିଆନ ତୁମ ଦଳରୁ ବିଦାନ ହୁଏ ତୁମMLA ମାନେ କାନ୍ଦିବ ଆଉ କୋଉ କଣ କରି ୨୫ ବର୍ଷରେ କିଛି କରିପାରିଲ ନି ହାରିଲାଦଳ ଆଉ କଣ କରିପାରିବ ମନଇଚ୍ଛା କାମ କରିବାର ଫଳ ପାଇଲ ଏବେ BJDର ଟିକେଟର ମୂଲ ୧ଟ ଙ୍କାକୁ ଅଯୋଗ୍ୟ

  • @rajeshkumarsahoo2661
    @rajeshkumarsahoo2661 9 днів тому +4

    Bahut bhala karichanti nabin sir ❤❤❤you sir

  • @debasismohanty1988
    @debasismohanty1988 9 днів тому +5

    Right decision by BJD Suprimo

    • @EntertainmentHub7744
      @EntertainmentHub7744 9 днів тому

      it's not BJD Supremo Decisions..... BJD ra sabukichhi abe bhii Pandian Hatare

  • @bisikesanpradhan5880
    @bisikesanpradhan5880 8 днів тому

    Best discotion badakhabar thanks

  • @santoshbiswal622
    @santoshbiswal622 9 днів тому +2

    Excellent👍👍 Navin sir
    🙏🙏🙏🙏🙏

  • @bhagyadharpradhan2124
    @bhagyadharpradhan2124 8 днів тому +1

    ଘର ଲୋକ ଘରର କେବଳ
    କୁଜି ନେତାଙ୍କ ପାଇଁ ନବୀନ
    ସାର୍ ଆଜି ‌ହାରିଛନନ୍ତି

  • @kuanrtudu9960
    @kuanrtudu9960 9 днів тому +3

    ନବୀନ ପଟ୍ଟନାୟକ ଆଉ କେବେବି ଓଡ଼ିଶାରେ ସର୍କାର କରିପାରିବ ନାହିଁ । ଜନସାଧାରଣ ଆଉ ତାଙ୍କ ଉପରେ ଭରସା କରିବେନି ।

    • @ranjanamallik815
      @ranjanamallik815 9 днів тому

      ତୁ ଗୋଟେକାମକର ଅଛୁତା ନଦଂ ମାଳିକାଲେଖେ

  • @kirttanmahanta9806
    @kirttanmahanta9806 9 днів тому +2

    Very good.

  • @pramodkumarbhuyan6169
    @pramodkumarbhuyan6169 8 днів тому

    Very nice disiomm

  • @saratsahoo268
    @saratsahoo268 9 днів тому +3

    ଏଥିରେ କିଛି ମୂଲ୍ୟ ନାହିଁ

  • @lovevenue
    @lovevenue 9 днів тому +1

    Nabin sir you are right 👍

  • @sabitakuldip4192
    @sabitakuldip4192 8 днів тому

    Good job sir 🙏🙏

  • @Sudhir2288
    @Sudhir2288 9 днів тому +1

    Thanks Sir

  • @niranjanmohapatra849
    @niranjanmohapatra849 8 днів тому

    👌👌👍

  • @akmohanty917
    @akmohanty917 8 днів тому

    ପୁରା ଠିକ୍ କରି ଛନ୍ତି ବବି ବିଦାହେବା ନିହତି ଜରୁରୀ ଥିଲା ମଙ୍ଗରାଜ ମଧ୍ୟ ବାହାରି ଗଲା ଠିକ୍ ହେଇଛି

  • @subaschandrapattanaik8670
    @subaschandrapattanaik8670 9 днів тому

    Very good decision for BJD suprimo

  • @arunparida4590
    @arunparida4590 9 днів тому +1

    Jay nabin babu Ri

  • @poonam_pihu8917
    @poonam_pihu8917 8 днів тому

    Tame mane ebe odisha bahar loka nku chief secretary banei delo

  • @user-ey8vh9re4l
    @user-ey8vh9re4l 9 днів тому +3

    Excellent.
    Excellent Excellent Nabini Sir.
    Welcome..
    Nabini. Sir.

  • @padmanabhabhattamishra9159
    @padmanabhabhattamishra9159 9 днів тому +6

    First out v.k.pandian from Odisha

  • @SWARAJHANKAR
    @SWARAJHANKAR 9 днів тому +1

    ଏ ମାଗଣା ମାଧିଆ ପଦବୀ ର ମୂଲ୍ୟ କ'ଣ,,,?

  • @chittaranjanswain1469
    @chittaranjanswain1469 8 днів тому

    Why Shradha not included in the new team😂😅😢

  • @baikunthdash3474
    @baikunthdash3474 9 днів тому +1

    ଜୟ ଶ୍ରୀ ଶ୍ରୀ ଜଗନ୍ନାଥ। ଆପଣ କହୁ ଛନ୍ତି ଲୋକେ ପ୍ରତ୍ୟାଖାନ କରିଛନ୍ତି କିନ୍ତୁ ଆମେ ଭଲ ଭାବେ ଜାଣୁ ଲୋକେ ଓଡ଼ିଶାରେ ବିଜେପି କୁ ଭୋଟ ଦେଇ ନାହାନ୍ତି। କିଛି ଜାଗାରେ ଟିକେଟ ଗୋଳମାଳ ଯୋଗୁ ବିଜେଡ଼ିର କିଛି ଆସନ କମିଛି ସତ ଭୋଟ୍ ତ କମି ନାହିଁ। ଯେଉଁ ବିଜେପି ଲୋକଙ୍କୁ ବାରମ୍ବାର ମିଛ କହି କହି ଠକୁଛନ୍ତି ତାଙ୍କୁ ଓଡିଶା ବାସୀ ଭୋଟ ଦେଇଛନ୍ତି ଆପଣ ମାନେ ଆଖି ଥାଇ ମଧ୍ୟ ଧୃତ ରାଷ୍ଟ୍ର ହୋଇ ଯାଉଛନ୍ତି।

    • @nilambarbehara3562
      @nilambarbehara3562 7 днів тому

      ହାର ଜିତ୍ ର ଏ ଦୁନିଆ,, ତେଣୁ ସମସ୍ତ 147 seat ର contesting candidates ଙ୍କୁ ପ୍ରାର୍ଥନା ଅନୁରୋଧ ସେମାନେ ପୁଣି 2029 ନିର୍ବାଚନ ଲଢ଼ିବେ, କରନ୍ତୁ କି ନ କରନ୍ତୁ କିନ୍ତୁ ସର୍ବାଙ୍ଗୀନ ଉନ୍ନତି କରିବି ବୋଲି ପ୍ରତିଶ୍ରୁତି ଦେବେ

  • @user-vw5bx4cy7r
    @user-vw5bx4cy7r 8 днів тому

    Tame au Bala Kariba

  • @sanatanhembram9991
    @sanatanhembram9991 8 днів тому

    ଲାଭ କେତେ ହେବ ସମୟ କହିବ

  • @nilambarbehara3562
    @nilambarbehara3562 7 днів тому

    Pandian ଙ୍କୁ ଦଳ ର president କରାଯାଉ

  • @Hariyanahiro6523
    @Hariyanahiro6523 8 днів тому

    ସେ ଚୋର କୁ ବବି କୁ cbi ଯାଞ୍ଚ କରାଯାଉଛି ଚିକଫଣ୍ଡ ରେ ଅଛି 🙏🙏🙏

  • @arjunpanda5389
    @arjunpanda5389 9 днів тому

    It should be done ten years before. Too late.

  • @user-vw5bx4cy7r
    @user-vw5bx4cy7r 8 днів тому

    Bala Kariba

  • @malayahota9522
    @malayahota9522 8 днів тому

    Wait for 7 days, Babi das definitely join in BJP. This is purely preplanned.

  • @ganeshsahoo4725
    @ganeshsahoo4725 9 днів тому

    Good

  • @user-hj1yl6ch2h
    @user-hj1yl6ch2h 9 днів тому

    Very good decesion. But V.K Pandian should drive out from BJD as well as restricted to come Naveen Niwas so that BJD will be again strong by the help of Senior BJD leaders.

  • @user-ud1lp4oh5t
    @user-ud1lp4oh5t 8 днів тому

    ପଣ୍ଡିୟନ କୁ କେବେ ବିଦା କରାଯିବ

  • @user-vw5bx4cy7r
    @user-vw5bx4cy7r 8 днів тому

    BJP zindabad

  • @KRISHNAFF9149
    @KRISHNAFF9149 9 днів тому

    Odiakohiparilonahi,nobinchore,hyhy

  • @mitasahoo1922
    @mitasahoo1922 9 днів тому +2

    Very good

  • @MadhuriDikshit-ce8vk
    @MadhuriDikshit-ce8vk 8 днів тому

    Thik nispati agaru nabara thila nabin sir 6 thara cm hoi thante

  • @niazmohammad4382
    @niazmohammad4382 3 дні тому

    I love naveen sir

  • @BiranchiBiswal78
    @BiranchiBiswal78 9 днів тому

    ବାରୁଦ ରେ ନିଆଁ ଲାଗିଲା ଏବେ।

  • @ranjitkumarbhattacharya3668
    @ranjitkumarbhattacharya3668 6 днів тому

    For which ground and why not to others.

  • @AshokPanda-rz3hk
    @AshokPanda-rz3hk 9 днів тому

    But Bobby was not managing the election for the state rather he was confined to his constituency only. He can't be blamed for bjd's failure.

  • @ramakantagopal755
    @ramakantagopal755 8 днів тому

    Aagaru Jani Na Theleki,😂😂😂😂😢

  • @sudhansumishra6986
    @sudhansumishra6986 7 днів тому

    Late re hau pache, Naveen babu thick Kari chanti.. Corrupted Babi Das ku sabu post rupees suspend Kari chanti. Etiki re saribani, Babi das bhalia mala mala corrupted neta achanti BJD re, Naveen babu semananku bahara karantu...Nua Team gathana karantu.. Jagannath nka ashirbad hele next term re BJD phooni asiba and form Govt

  • @user-xu1uf1sy3j
    @user-xu1uf1sy3j 6 днів тому

    ହଟେଇ ଲେ କଣ ହବ ଆଉ ହାରିତ ତ ଗଲେ

  • @nareshpatro7986
    @nareshpatro7986 9 днів тому

    Yebe kichi bebs nahi BBSR re AC re basi kale kan heba pandu ku cleancheet Navin dai bhul karichanti

  • @akpanda833
    @akpanda833 9 днів тому

    Who is behind this change ?

  • @sanjeevkumarmohanty2736
    @sanjeevkumarmohanty2736 8 днів тому

    Pandu against re b action neba darkar

  • @narayanabehera8670
    @narayanabehera8670 9 днів тому +1

    aaou kana kariba nabina padaru hatikie nija sadhou haouchi? nija ta bada chora aagaru Jani na thilu aamiti haouthilaa bolie ?

  • @pkmishra6256
    @pkmishra6256 9 днів тому

    Thanks to Sri Ardhendu Das for your correct political analysys. Bobby himself dag his own kabar as per the advice of Pandiyan as per your analysis. It seems that Pandian is still active in advising to Nabin Paytanaik and he has not lost any faith by Nabin Paytanaik. It is aso being observed that there will be no fruitful and no strongest opposition political groups are there.
    Let us wait and watch what actions is being taken by Bobby groups. BINAS KALE BIPARITA BUDHI. Being the son of Late Jaint Personality Ashok Das, his son has not only lost his father's image but also the image of Odiyas. He acted as per tge instructions of Pandian. Pandian very tactfully utlised him against his own groups and finished himself also.

  • @sushantakumarojha6477
    @sushantakumarojha6477 9 днів тому

    Bahut late re chetile Nabin Babu. Ebe januchanti ta tanka pacha aade kete anitika kama sabu hauthila

  • @ganeshsahoo4725
    @ganeshsahoo4725 9 днів тому

    Start to End Pandiyan

  • @spofficialvlogs8308
    @spofficialvlogs8308 9 днів тому

    BJP chahun thila ,ta pasanda ra offcer Nabin nka political secretary huantu...bjp harassment hela...bjp bhaya kaleni.

  • @mkpradhan2750
    @mkpradhan2750 9 днів тому

    😂😂bjd aau 48 years asi paribani lekhiki rakha

  • @mkpradhan2750
    @mkpradhan2750 9 днів тому

    For 😂 your information
    Naveen jii don't know anything now and before election also
    There was some one behind the chair of Naveen ji
    Now also he is active Naveen ji only..
    Acting 😢😢 so sad

  • @rajanikantapanda8625
    @rajanikantapanda8625 9 днів тому

    No profit will come out it. It is too late.

  • @user-wj3lf4xi7n
    @user-wj3lf4xi7n 9 днів тому

    Pandiyan keba

  • @cotboy42033
    @cotboy42033 8 днів тому

    All these are prospective plans to cover fire weakness.

  • @niranjannayak8577
    @niranjannayak8577 9 днів тому

    Sambidhanre lekha ashi je odishare janma hoini se odishare mantri hoi paribe nahi

  • @anantapradhan2716
    @anantapradhan2716 8 днів тому

    Bjd.ku.ceralac.lactojen.diantu.ta.pare.thik.rahib

  • @user-hj1yl6ch2h
    @user-hj1yl6ch2h 9 днів тому

    Again some Controversial leaders are included in the list.

  • @nareshpatro7986
    @nareshpatro7986 9 днів тому

    Gote IAS ana taku leader kara jitiba agaru hariba

  • @ganeshsahoo4725
    @ganeshsahoo4725 9 днів тому

    Pandiyan kebe jiba

  • @sandipkumardas262
    @sandipkumardas262 9 днів тому

    Hariba pare kana janiparile nabin sir

  • @kamalsamrat2038
    @kamalsamrat2038 9 днів тому

    Khali Bida sabu property siz kara

  • @ChandarasekharGhee
    @ChandarasekharGhee 9 днів тому

    Dibyasankar misar ra baiyan nian sar

  • @sanjibsinger2010
    @sanjibsinger2010 6 днів тому

    PANDU PUNI JADI SAKRIYA RUHE PUNI THARE ODISHA BASI DALAKU SAKTA JHATAKA DEBE.

  • @anantapradhan2716
    @anantapradhan2716 8 днів тому

    Sasmita.patra.ku.tara.rajaniti jiban.sesa.karajau.ta.hele.bjd.banchi.rahiba.jai.jagnnatha

  • @hrudanandasahuofficial
    @hrudanandasahuofficial 9 днів тому

    Babidasnku bjdru bidayakariba uchit 👍

  • @arunkumarsahu915
    @arunkumarsahu915 9 днів тому

    Nabin babu bohut badhiyaa loka kintu kaha pakha bhout kharap 420 loka... Jay shree ram

  • @bidyadharbargejoykrishna4902
    @bidyadharbargejoykrishna4902 9 днів тому

    ବବି ଵା ବୁ ଭଲ ଥିଲେ

  • @user-jj1ls6lr9p
    @user-jj1ls6lr9p 9 днів тому

    Sir apana kemiti janile .tamane apana tanka sahita thile

  • @ajayminz6085
    @ajayminz6085 9 днів тому

    Jitna Paisa churaya hai vah sab return laane ka bad mein pad se hatao ek ek Paisa return hona chahie

  • @spofficialvlogs8308
    @spofficialvlogs8308 9 днів тому

    Mohan majhi nka pacha re kie??Debi misra tuma ku kichi deichanti ki?na bjp ...😊😊

  • @niranjannayak8577
    @niranjannayak8577 9 днів тому

    Tume sambidhanku Dali deisha ana odiaku kipari cm karithila ama odishare e kisambidhana

  • @dolamanisabarrajakhariarod5834
    @dolamanisabarrajakhariarod5834 9 днів тому

    bida hele kebe bi sidha hebe ni

  • @nareshpatro7986
    @nareshpatro7986 9 днів тому

    Yemanankar Duriniti yete achi je kahaku badaile kan heba BJD reorganization kariba lagi puruna lokanku khojibaku padiba ye lelin Sasmita devi sabu nku BJD ra Karmi grahana karibe nahi Pandian kuade gala taku daka aau jail pathaiba bondabosta kara no power no BJD

  • @KRISHNAFF9149
    @KRISHNAFF9149 9 днів тому

    Jia25yearsasonore

  • @dolamanisabarrajakhariarod5834
    @dolamanisabarrajakhariarod5834 9 днів тому

    amanku dala ru bahar kale bjd sthiti thik heba

  • @gurucharanmohapatra4508
    @gurucharanmohapatra4508 5 днів тому

    Negative political analysis. BJD will be the most party powerful

  • @AshokMajhi-kq1vt
    @AshokMajhi-kq1vt 9 днів тому

    Chitfond tanka fyerosto kyeby news channel sir

  • @pintupadhi7668
    @pintupadhi7668 9 днів тому

    😄😄😄Agami dinare dala nishchinha heijiba😢😢😢

  • @sachitradas6257
    @sachitradas6257 9 днів тому

    Babi baharkarideba khub bhal

  • @balaramsahoo7059
    @balaramsahoo7059 9 днів тому +1

    ଫକେ khabar

  • @KRISHNAFF9149
    @KRISHNAFF9149 9 днів тому

    Pandhian chore,agodesorokotikoti,tonkapherostokaroby,theritoren

  • @sanjibsinger2010
    @sanjibsinger2010 6 днів тому

    KHALI SE NUHEN, PANDU, AHURI KICHHI NETA, DALARA KARMI SEMANEBI INVOLVE OCHHANTI.