BJDର ଲକ୍ଷ୍ମୀ ବସ୍ ହେବ ମୁଖ୍ୟମନ୍ତ୍ରୀ ବସ୍ ! | Laxmi Bus | New CM Mohan Majhi | BJP Govt |Odisha Reporter

Поділитися
Вставка
  • Опубліковано 23 чер 2024
  • ଫାଙ୍କା ପଡୁଥିବା ସରକାରଙ୍କ ଲକ୍ଷ୍ମୀ ବସରେ ଯାତ୍ରୀଙ୍କ ଭିଡ଼ ଜମିବା ପାଇଁ ନୂଆ ଯୋଜନା। ଏଣିକି ଲକ୍ଷ୍ମୀ ବସ କେବଳ ପଞ୍ଚାୟତରୁ ବ୍ଲକକୁ ନ ହୋଇ ସହରକୁ ଗଡ଼ିବ। ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚିବ। ବସରେ ଲୋକେ ଯିବେ ସହରକୁ । ଆଗରୁ କେବଳ ବ୍ଲକ ଭିତରେ ହିଁ ରହିଯାଉଥିଲା ବସ ସବୁ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #LaxmiBus #OdishaGovt #NaveenPatnaik #MohanCharanMajhi #OdishaReporter

КОМЕНТАРІ • 241

  • @bishnuprasadrout4739
    @bishnuprasadrout4739 3 дні тому +15

    ବହୁତ୍ ଭଲ ପଦକ୍ଷେପ ❤❤

  • @Tihiditoka
    @Tihiditoka 3 дні тому +78

    ବହୁତ ବହୁତ ଧନ୍ୟବାଦ bjp ସରକାର

    • @Loknath_official
      @Loknath_official 3 дні тому +4

      Bala dhanyabad

    • @sukadevsethi7893
      @sukadevsethi7893 3 дні тому +2

      Kn Baala ku Dhanyawad ​@@Loknath_official

    • @sukadevsethi7893
      @sukadevsethi7893 3 дні тому

      ​@@Loknath_officialMunda re Gobara A6i na kn

    • @Pabitra_kumar_Jena
      @Pabitra_kumar_Jena 3 дні тому +2

      ​@@sukadevsethi7893ଲକ୍ଷ୍ମୀ ବସ ଲଷ୍ମୀ bus ହୋଇ ରହିବା ଉଚିତ.. ଦେଶରେ ସମସ୍ତେ ଜାଣିଛନ୍ତି ଛୋଟ ରୁ ବୁଡ଼ା ନବୀନ ର bus ଲଷ୍ମୀ bus, BJP ଗାଣ୍ଡିରେ ଦମ ଅଛି ତ ସେମିତି bus କରିକି ଦେଖାଉ..

    • @jrvijay2437
      @jrvijay2437 3 дні тому

      ​@@sukadevsethi7893 mgh auu kn tahele

  • @sudhamohanty1347
    @sudhamohanty1347 3 дні тому +10

    ହଁ, ଯେମିତି ହେଉ ଲୋକ ମାନେ ଯାଆନ୍ତୁ। କ୍ଷତି ରେ ନ ଚାଲୁ। ଫାଙ୍କା ଚାଲିଛି

  • @newstarsvision7754
    @newstarsvision7754 3 дні тому +33

    ଠିକ୍ କଥା ଆଜ୍ଞା ନାମ ରୁ କିଛି ନାହିଁ ଭଲ କର୍ମ ହିଁ ନାଁ କୁ ବଡ କରେ 😊 🙏ଜୟ ଜଗନ୍ନାଥ🙏

  • @tgamingpoint6235
    @tgamingpoint6235 3 дні тому +17

    Bahut bhala heba

  • @bapisadangi3373
    @bapisadangi3373 3 дні тому +14

    ତା'ହେଲେ ନବୀନ ପଟ୍ଟନାୟକ ଧୁଆଁ ଯୋଜନା ଠିକ୍

  • @Rudransh4949
    @Rudransh4949 3 дні тому +27

    ବସ୍ ଗୁଡିକ ଯଦି ଜିଲ୍ଲା ରୁ ଜିଲ୍ଲା ଗଲେ ଅଧିକ ଲୋକ ହେବେ

  • @ranajitjena4668
    @ranajitjena4668 3 дні тому +29

    ଏବେ ଯୋଉ ନାମ ଦଉଛ ଦିଅ କିନ୍ତୁ ଏହି ଜନହିତକର ଯୋଜନା ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ

    • @radhamadhav230
      @radhamadhav230 3 дні тому +1

      Right

    • @user-cw2rp3qs2r
      @user-cw2rp3qs2r 3 дні тому +1

      BJD party Tara nijswa party fund paisa ru dei thila ki?

    • @sksamsuddin8371
      @sksamsuddin8371 3 дні тому

      Yes

    • @user-cw2rp3qs2r
      @user-cw2rp3qs2r 3 дні тому

      Scammer!

    • @ranajitjena4668
      @ranajitjena4668 3 дні тому

      @@user-cw2rp3qs2r ଏବେ କଣ ବିଜେପି ଵାଲା ତାଙ୍କ ଘରୁ ଆଣି ଦେଉଛନ୍ତି ଗାଲୁଆ

  • @motilalpradhan2288
    @motilalpradhan2288 3 дні тому +5

    ଲକ୍ଷ୍ମୀ ବସ୍/ମୁଖ୍ୟମନ୍ତ୍ରୀ ବସ୍ ସମ୍ପୁର୍ଣ୍ଣ ବନ୍ଦ ହେବା ଦରକାର। ନଚେତ୍ ଯେମିତି ଅନ୍ୟ ସରକାରି/ବେସରକାରୀ ବସ୍ ଚାଲୁଛି ସେମିତି ଚାଲିବା ଦରକାର

  • @anantasahoo9018
    @anantasahoo9018 3 дні тому +7

    Absolutely right.

  • @bhagabanpradhan7500
    @bhagabanpradhan7500 3 дні тому +6

    Thanks 💯
    Right disisation

  • @sinigahembramsiniga8356
    @sinigahembramsiniga8356 3 дні тому +5

    👣ଲକ୍ଷ୍ମୀ ବସ୍ ନାଁ ଭଲ ଲାଗୁନି ନାହିଁ ଯଦି ମୁଖ୍ୟମନ୍ତ୍ରୀ ବସ୍ ନୁହେଁ🏹 ଜୟଶ୍ରୀ ରାମ୍ ବସ୍ କରିଦିଅ । 🐚ବିଜେଡି ସରକାର ର ଯୋଜନା ବୋଲି ଆଉ କେହି ଜାଣିପାରିବେ ନାହିଁ 👃

  • @KuberSahu-nu4xt
    @KuberSahu-nu4xt 3 дні тому +6

    Gp to block କାହିକି ଯାଉଥିଲା ତା କାରଣ private bus ମାଲିକ ମାନେ କଣ ଛାଡିବେ

  • @dillipbehera-lv8sl
    @dillipbehera-lv8sl 3 дні тому +15

    ମା ଲଷ୍ମୀଙ୍କ ନାଁ ଠାରୁ କଣ ମୁଖ୍ୟମନ୍ତ୍ରୀ ନାଁ ଟା ସର୍ବଶ୍ରେଠ

  • @beshraofficialbs7504
    @beshraofficialbs7504 3 дні тому +2

    Bohut loko ଉପୋକୃତ୍ Heuchonti gann loko ❤❤

  • @awhaan5276
    @awhaan5276 3 дні тому +6

    ସ୍ୱାଗତ ଯୋଗ୍ୟ ପଦକ୍ଷେପ ,ଜୟ ଶ୍ରୀ ରାମ

    • @rajibraulo5146
      @rajibraulo5146 2 дні тому

      Ma laxmi name thu mukhiya mantiri name bhalo ki bhai

  • @BiswajitMohanty-vp4rx
    @BiswajitMohanty-vp4rx 3 дні тому +3

    Thank u mohan sir

  • @rahulmaityofficial7410
    @rahulmaityofficial7410 3 дні тому +1

    ବିକାଶ କାହାକୁ କୁହାଯାଏ ଓଡିଶା ଦେଖିବ ।
    ଭାଜପା ସରକାର 🙏କଥା ଯେମିତି କାମ ସେମିତି

  • @bipinbehera-
    @bipinbehera- 3 дні тому +8

    କେନ୍ଦ୍ର ରେ ସବୁ ପ୍ରଧାନମନ୍ତ୍ରୀ ନାମରେ ହେଲା ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ନାମରେ ଯୋଜନା ସବୁ ହେବ ଖାଲି ନାମ ବଦଳେଇବା କାମ ତ ।

  • @geniuschild3329
    @geniuschild3329 3 дні тому +2

    ମହିଳା ମାନଙ୍କର bus Laxmi bus

  • @Kiprahembram23
    @Kiprahembram23 3 дні тому +5

    laxmi bus ku mohan bus koridio.

  • @balaihansdah9320
    @balaihansdah9320 3 дні тому +4

    ଚାଲି ଲେ ତ ଭଲ କଥା🎉❤🎉

  • @user-nw8ue9pz1v
    @user-nw8ue9pz1v 2 дні тому

    ଯେତେ ନା ଚେଞ୍ଚ କଲେ କଣ ହେବ ଲୋକ ଯେତେବେଳେ ବଶରେ ବଶିବେ କହିବେ ଇଏ ଆମ ନବିନ ବସ ଯେମିତି ପ୍ରଧାନମନ୍ତ୍ରୀ ଆବାଶ କୁ ଲୋକ ଏବେବି କହୁଛନ୍ତି ଇନ୍ଦରା ଆବାଶ ଯେତେ ନା ଚେଞ୍ଚ କଲେ କଣ ହେବ ଯିଏ ଏ ଯୋଜନା କରିଥିବ ତାଆରି ନାଁ ହିଁ ପଡିବ

  • @dalibandhugouri6001
    @dalibandhugouri6001 День тому +1

    ବିଜେପି ଦଲାଲ ଗୋଧି ମିଡିଆ👎👎👎 ଓଡ଼ିଶା ପାଇଁ କଳଙ୍କିତ ଗୋଧି ମିଡିଆ

  • @p.k.adhikari8562
    @p.k.adhikari8562 3 дні тому +1

    ନିଶ୍ଚିତ ରୁପେ ସ୍ଵାଗତ ଯୋଗ୍ୟ ପଦକ୍ଷେପ l

  • @KuberSahu-nu4xt
    @KuberSahu-nu4xt 3 дні тому +11

    ଲଖ୍ମୀ ନା କୁ କାହିକି ବଦଲଉଛ ଲଖ୍ମୀ ତ ସ୍ବୟଂ ମା ଜଗତଜନନୀ ତୁମର କାହି ଫାଟୁଛି ବିଜେଡି କାଲିଆ କଲା ତମେ ବଲିଆ ପୁଣି ଏବେ ସୁଭଦ୍ରା

    • @utkalentertainment3696
      @utkalentertainment3696 3 дні тому +1

      That not (LAXMI )that is "LAccMI"Location Accessible Multimodal Initiative (LAccMI)

  • @suvendukumardash1976
    @suvendukumardash1976 3 дні тому +2

    Good idea

  • @RaghunathGond-ge7og
    @RaghunathGond-ge7og 3 дні тому +6

    ଜେତେ ଜାହା କଲେବି ଆମେ ଜାଣିଛୁ ନବିନ ବାବୁ ଙ୍କ ଜୁଜନା ନାଁ ଛେଚ କଲେବି ସାରା ଓଡ଼ିଶା ଜାଣିଛି ଜୟ ବିଜେଡ଼ି

    • @sudhamohanty1347
      @sudhamohanty1347 3 дні тому

      ଲୋକ ବସୁ ନାହାନ୍ତି କାହିଁକି। କାରଣ ତର୍ଜମା କର।bjp,bjd, ନବୀନ ପଟ୍ଟନାୟକ, ଏଠି ଅନାବଶ୍ୟକ ଶବ୍ଦ। ଯୋଜନା ଭଲ, ନୂଆ ବସ୍, ପଇସା କାମ। ଫାଙ୍କା ଯାଉଛି କାହିଁକି। କାରଣ ଖୋଜ

  • @meherbabu4091
    @meherbabu4091 3 дні тому +16

    Maa laxmi ru ta bada mukhyamantri....jemiti prabhu jagannatha heuchhanti modi bhakta...dhanya re bjp sarkar ... Are tame route change kara ki bjd ra logo hateidia kichhi problem nahi ... Kam se kam laxmi na ta change karani

    • @aayankhan9361
      @aayankhan9361 3 дні тому

      Absolutely right sir, bhagwan ku emane chhadu nahanti,laxmi na kana asubidha heuthila

    • @pratapchandramahanand1405
      @pratapchandramahanand1405 3 дні тому

      Bhai tame janina j bjd sarkar ra neta o official mane dharma na re lokanku blackmail karuthile. Semane janichanti j devadevi name dele loka Biswas karibe karana amemane dharma bhiru.

  • @bhagabatabehera332
    @bhagabatabehera332 3 дні тому +5

    Bus ro colour change heu pls 🙏...

  • @padmalochanmalik6653
    @padmalochanmalik6653 8 годин тому

    बिल्कुल सही वात कहते है।

  • @newtrend2558
    @newtrend2558 3 дні тому +18

    Good job bjp

  • @zipgameryt
    @zipgameryt 3 дні тому

    Bahut bhala

  • @rojalinasahoo314
    @rojalinasahoo314 3 дні тому +1

    Good 👍

  • @biswombarbisoi4650
    @biswombarbisoi4650 3 дні тому +1

    Good

  • @BiswajitMohanty-vp4rx
    @BiswajitMohanty-vp4rx 3 дні тому

    Well judgement

  • @user-dg6pj4wf8u
    @user-dg6pj4wf8u 2 дні тому

    ବସ୍ ଦେଇଛି ନବୀନ ପଟ୍ଟନାୟକ ନାମ ହେବ ମୁଖ୍ୟ ମନ୍ତ୍ରୀ ର? ସୋଲା ତୁମେ ମାନେ ଲୋକଙ୍କୁ ବୋକା ଭାବିଚ ନା? ଆରେ ନା କଣ ବସ୍ ମଧ୍ୟ ଚେଞ୍ଜ୍ କରାଯାଉ ଲକ୍ଷ୍ମୀ ନାମ ରହିଲେ ଲୋକ ନବୀନ ବାବୁ ର ବସ୍ ବୋଲି ଜାଣିବେ। ଓଡ଼ିଶାରେ କେବଳ ନବୀନ ପଟ୍ଟନାୟକଙ୍କ ନାଁ ହିଁ ରହିବ ଆଉ କାହାରି ନୁହଁ ସବୁ ଚେଞ୍ଜ କରି ଦେଇ ପାରିବ କିନ୍ତୁ ଲୋକଙ୍କ ହୃଦୟରେ ଯାହା ଲେଖା ହେଇକି ଅଛି ତାହା କେବେ ବି ଛେଞ୍ଜ ହେବନି।jay naveen 🙏🙏🙏🙏

  • @sampadbarik8802
    @sampadbarik8802 4 дні тому +8

    Ebe au loss habani
    Argus bala,otv bala kahibani ki

  • @SANJAYDAS-wy3nz
    @SANJAYDAS-wy3nz 3 дні тому

    Good job

  • @Richo047
    @Richo047 3 дні тому

    Right decesion Thank u new cm sir

  • @ManojBerera
    @ManojBerera 3 дні тому

    ધનૈ વાતા શાર❤❤❤❤❤❤❤

  • @sambalpuriofficial9545
    @sambalpuriofficial9545 3 дні тому

    Bhal heba agyan dhanya bad❤

  • @SomanathBehera-em8im
    @SomanathBehera-em8im 2 дні тому

    ଲକ୍ଷ୍ମୀ ଙ୍କ ଠାରୁ ମୋହନ ମାଝୀ ବଡ଼ ବୋଧେ

  • @brahmanadabehera2396
    @brahmanadabehera2396 3 дні тому

    ଧନ୍ୟବାଦ୍

  • @Siddhuvlogs8018
    @Siddhuvlogs8018 3 дні тому

    ୧ ନମ୍ବର

  • @SitaSingh-cb8qs
    @SitaSingh-cb8qs 3 дні тому +1

    100% loka hebe

  • @sudhansusekharjena806
    @sudhansusekharjena806 3 дні тому

    Laxmi naryan bus seba jojana lekha jau govt of odisha

  • @paramanandakhara8590
    @paramanandakhara8590 3 дні тому

    Good ନିଷ୍ପତ୍ତି

  • @polakiminarao5864
    @polakiminarao5864 3 дні тому

    Super

  • @swainanil9371
    @swainanil9371 3 дні тому

    Bhala katha

  • @santoshikdr9829
    @santoshikdr9829 День тому

    Very good discussion sir

  • @Lat4566
    @Lat4566 3 дні тому +1

    ମୁଖ୍ୟମନ୍ତ୍ରୀ ବସ ଠିକ ଲାଗିଲାନି
    Consider any other like:
    Odisha Bus Service /
    Odisha Smart Bus /
    Laxmi Smart Bus etc.

  • @rockstarashish5146
    @rockstarashish5146 3 дні тому

    Weldone sir

  • @loknathsatpathy8496
    @loknathsatpathy8496 3 дні тому +1

    Please facilitate good bus service from Bhawanipatna to Sambalpur.

  • @user-ll2fi1ug6g
    @user-ll2fi1ug6g 2 дні тому

    Congratulations

  • @pradeepdas8491
    @pradeepdas8491 День тому

    Very Good job sarakaar

  • @akshaygolari1348
    @akshaygolari1348 2 дні тому

    Well discussion

  • @alokkumarnayakalokkumarnay4085

    Right

  • @sasmitamohanty1970
    @sasmitamohanty1970 3 дні тому

    ନବୀନ ପଟ୍ଟନାୟକ ଯାହା ଯୋଜନା କରିଥିଲେ ନୂଆ ସରକାର କେବଳ ସେ ସବୁକୁ ନିଜ ନାଁ ରେ କରି ବାଃ ବାଃ ନବାକୁ ଯୋଜନା...😅😅😅😅

  • @AnilMallik-fz4zn
    @AnilMallik-fz4zn День тому

    Right👍👍👍👍

  • @musicsongchintu6853
    @musicsongchintu6853 3 дні тому

    Very good

  • @user-ir3cr6uy1z
    @user-ir3cr6uy1z День тому +1

    Excellent step re named Laxmi bus service to mukhya mantri।bud। service

  • @heledadacreation3883
    @heledadacreation3883 2 дні тому

    Very good decision

  • @pramodsahu4459
    @pramodsahu4459 3 дні тому +2

    ସବୁ ଜିଲ୍ଲା କୁ ଯାଉ

  • @Subham12330
    @Subham12330 3 дні тому +2

    Private bus owner kn koribe tahele

  • @jaganpradhan3663
    @jaganpradhan3663 3 дні тому

    Very good dicission

  • @sivaa_D_vlogs
    @sivaa_D_vlogs 3 дні тому

    Good decision

  • @beshraofficialbs7504
    @beshraofficialbs7504 3 дні тому

    Good ❤❤

  • @user-ln3bm8cz7j
    @user-ln3bm8cz7j 3 дні тому

    କାହା ନା ରେ ବସ୍ ଚଳିବନି, ଯନ୍ତା ଟଙ୍କା ଯୋନ୍ତା ପଇସା, ସରକାର ବି ଆମେ କିଣିଛୁ5 କିଣା cm ଏଠି କାହା ବାପ ପଇସା ନୁହଁ ଏ ସବୁ, ଜନତା ର ଜନତା ନରେ,ସବୁ କିଛି ଚାଲୁ

  • @tarakantapanda5240
    @tarakantapanda5240 3 дні тому

    ଲଷ୍ମୀପ୍ରିୟା ନାମରେ ବସ୍ ଚାଲୁ ବସ୍ ର ରଙ୍ଗ ଗେରୁଆ କଲର

  • @SimanchalMali-gb3xh
    @SimanchalMali-gb3xh 2 дні тому

    Odisha ରିପୋର୍ଟର bus ନାମ ଦେଇଦିଅ

  • @mitupintu_-vlogs
    @mitupintu_-vlogs 3 дні тому

    Right decision 👌

  • @Surya-vw8bg
    @Surya-vw8bg 6 годин тому

    Bhahut danya bad pjp sarkar

  • @bijoykumardas4173
    @bijoykumardas4173 3 дні тому +1

    Old wine in new bottle.

  • @funnyy9120
    @funnyy9120 3 дні тому

    ଠିକ୍ ନିଷ୍ପତି

  • @RameshKalaka-vc6oy
    @RameshKalaka-vc6oy День тому

    ❤❤❤❤

  • @rakeshsahooofficial2298
    @rakeshsahooofficial2298 3 дні тому

    BSKY କାର୍ଡ କୁ CMSKY କରି ପାରିବେ କି

  • @GUNANIDHImy
    @GUNANIDHImy День тому

    1. Number

  • @Ajitsahu-bm6cn
    @Ajitsahu-bm6cn 3 дні тому

    ସୁଭଦ୍ରା ବସ୍

  • @ranjankumarnayak1211
    @ranjankumarnayak1211 3 дні тому

    ବହୁତ ସୁନ୍ଦର ଯୋଜନା❤,କିନ୍ତୁ କଥା କୁ କାମରେ ଲଗେଇଲେ ହେଲା 😂😂😂

  • @umtsvlog
    @umtsvlog 4 дні тому +9

    ମୁଖ୍ୟମନ୍ତ୍ରୀ ନିଜ ହାତରୁ ବସ୍ ପାଇଁ ଖର୍ଚ୍ଚ କରୁଛନ୍ତି ନା ଓଡିଶା ସରକାର ଖର୍ଚ୍ଚ କରୁଛି ଯାହା କରୁଛନ୍ତି ଚିରସ୍ଥାୟୀ ପାଇଁ କରୁନାହାନ୍ତି ସବୁ ଲୋକ ସୁବିଧା ପାଇବେ ପଦୂଷଣ କମ ହେବ ସରକାର ବଦଳି ଗଲେ ତାଙ୍କ ଯୋଜନା ର ସମୟ ସରିଯାଉଛି ବୁଝି ହଉନି ତାଙ୍କ ହାତରୁ ଯାଉଛି ନା ଓଡିଶା ପାଣ୍ଠି ରୁ ଯାଉଛି 🧐

    • @bloodpressure1759
      @bloodpressure1759 3 дні тому +5

      Bhakua ta ki tu?
      Laxmi bus is a flop scheme going in loss...

    • @Loknath_official
      @Loknath_official 3 дні тому

      Mohan sarkar deuchhi au bjp phandi

    • @umtsvlog
      @umtsvlog 3 дні тому

      ସିଏ ପଇସା ଆଣୁଛନ୍ତି କଉଠୁ ଆମ ରି ଓଡିଶା ର ପଇସା ଆମ ଓଡିଶା ଲଗାଉଛନ୍ତି ଓ ଏଇଠୁ ତାଙ୍କ ଖାତା କୁ ଯାଉଛି

    • @umtsvlog
      @umtsvlog 3 дні тому +1

      କାମ ହେବା ନାଁ ରେ କିଏ କେତେ ପଇସା ଖାଇବ

    • @umtsvlog
      @umtsvlog 3 дні тому +1

      ଆରେ ଭାଇ ମୁଁ ମୋହନ ସରକାର ବିରୁଦ୍ଧରେ ନୁହେଁ କି ନା ମୁଁ ନବୀନ ସରକାର ସପକ୍ଷରେ ମୁଁ ଏଇ ପ୍ରଣାଳୀ ଯଉ କାମ ହଉଛି ତା ବିଷୟରେ କହୁଛି

  • @rajeshbehera8116
    @rajeshbehera8116 3 дні тому

    LAXMI NARAYAN BUS

  • @chumkisahu4126
    @chumkisahu4126 3 дні тому

    Bahut sundar padakhep❤

  • @utkalentertainment3696
    @utkalentertainment3696 3 дні тому +1

    Location Accessible Multimodal Initiative (LAccMI) Not LAXMI

  • @PanchuGopalSeet
    @PanchuGopalSeet 3 дні тому

    Govt should focus on starting new or, resuming of sick PSU heavy industry rather than any small Enterprise which are already operate by public efficiently.

  • @RanbindraDigal
    @RanbindraDigal 3 дні тому

    Thnku b j p

  • @lalmohonbhuyan2449
    @lalmohonbhuyan2449 3 дні тому

    Private ବସ୍ ବନ୍ଦ କର

  • @shibanaik4983
    @shibanaik4983 3 дні тому +1

    Main road ରେ ଚଳିଲେ ଭଲ ହେବ।

  • @mahendrakhuntia7913
    @mahendrakhuntia7913 3 дні тому

    ବାଳ ମୁଖ୍ୟ ମନ୍ତ୍ରୀ

  • @user-rh5zt3tz9u
    @user-rh5zt3tz9u 3 дні тому

    LAXMI BUS ନାମ ବଦଳାଇ କେନ୍ଦୁଝର ବସ ନାମ କରାଯାଉ

  • @dillipkumarjena2162
    @dillipkumarjena2162 3 дні тому +2

    Luxmi bus service wastage of money........

  • @PB2325bh
    @PB2325bh 3 дні тому

    Ehi sabu bus ku Mo bus re convert kara jau bahut bhala heba
    Or OSRTC ku diya jau semane different route re chaleibe

  • @benjirsabar7868
    @benjirsabar7868 3 дні тому

    Right decision bjp sarkar

  • @ChandraMohan-hh3vi
    @ChandraMohan-hh3vi 3 дні тому

    Supper idia

  • @manoranjsahoo9197
    @manoranjsahoo9197 3 дні тому

    Ekk dam perfect decision odisha sarker ki
    Namho namsker sir 🙏

  • @Radhu1971
    @Radhu1971 3 дні тому

    Free service to people means good.

  • @nabakishoremallick984
    @nabakishoremallick984 6 годин тому

    MAHAPURUSH NKA DHANRE BUS RAJYA TANKA TANKA NAM RAHU

  • @user-ni9ps3lz9p
    @user-ni9ps3lz9p 3 дні тому +2

    Kn pain

  • @user-yn8uh5oo4g
    @user-yn8uh5oo4g 3 дні тому

    ସରକାରୀ ବସ

  • @sudamrana1360
    @sudamrana1360 3 дні тому

    nice decision ❤