Kendara Gita//Cricket Kabita by Haladhar Nag//Kosali Kabita//Tripura Kumar Jena// Lokakala sourabha
Вставка
- Опубліковано 7 лют 2025
- ପ୍ରିୟ ଦର୍ଶକ ବନ୍ଧୁ ଆପଣମାନଙ୍କ ପାଇଁ ନେଇ ଆସିଛି ନୂଆ ଏକ ସୁନ୍ଦର କେନ୍ଦରା ଗୀତ | ଏହି କବିତାଟିକୁ ରଚନା କରିଛନ୍ତି ପଦ୍ମଶ୍ରୀ ଡ଼କ୍ଟର ହଳଧର ନାଗ ଯାହାକି କ୍ରିକେଟ ଖେଳକୁ ନେଇ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯାହାକି ସମ୍ବଲପୁରୀ ଭାଷାରେ ରଚନା କରାଯାଇଛି || ଏହି କବିତାଟିକୁ ମୁଁ କେନ୍ଦରା ଗୀତ ମାଧ୍ୟମରେ ପରିବେଷଣ କରିଛି ଆଶା କରେ ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ | ଜଦି ଏହି ଗୀତଟି ଆପଣଙ୍କୁ ଭଲ ଲାଗେ ତେବେ ଭିଡ଼ିଓ ଟିକୁ like, share, କରନ୍ତୁ ଏବଂ ଏହିଭଳି ନୂଆ ନୂଆ କେନ୍ଦରା ଗୀତ, ଭଜନ, ଦଣ୍ଡ ଗୀତ, ପୁରାଣ, ଖଞ୍ଜଣୀ ଭଜନ, ଏବଂ ଆହୁରି ଅନେକ କିଛି ଦେଖିବା ପାଇଁ ଆମ channel କୁ subscribe କରନ୍ତୁ ଏବଂ bell🔔 icon କୁ ଦବେଇ ଦିଅନ୍ତୁ ଯାହା ଫଳରେ ଆମ ଭିଡ଼ିଓ ଆପଣମାନଂକ ପାଖକୁ ଆଗ ପହଞ୍ଚିବ |
Sambalpuri Kendara Gita//Cricket Kabita by Haladhar Nag//Kosali Kabita//Tripura Kumar Jena// Lokakala sourabha
ସମ୍ବଲପୁରୀ କେନ୍ଦରା ଗୀତ //ପଦ୍ମଶ୍ରୀ ହଳଧର ନାଗଙ୍କ କ୍ରିକେଟ କବିତା // କୋଶଳି କବିତା // ତ୍ରିପୁର କୁମାର ଜେନା // ଲୋକକଳା ସୌରଭ
Song:Cricket Kabita kendara gita
Lyrics: Padmashri Haladhar Nag
Music Director: Tripura Kumar Jena
Singer: Tripura Kumar Jena
Recorded by:- Prajeet Kumar Jena
Video: Prajeet Kumar Jena
Music Lable:Lokakala Sourabha
#kendaragita #lokakalasourabha #tripurakumarjena
#odiakendaragita #haladharnagkabita #haladharnagcricketkabia #kosalikabita #sambalpurikabita #Haladharnag
❤❤❤❤❤
ଧନ୍ୟବାଦ 🙏ଜୟ ଶ୍ରୀକୃଷ୍ଣ
Radhe radhe 🎉
ଜୟ ଶ୍ରୀ ରାଧେ କୃଷ୍ଣ 🙏
ଅତି ସୁନ୍ଦର 😂
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Very nice
Thanks