Kendara gita Hari arjuna chautisa (କେନ୍ଦରା ଗୀତ ହରି ଅର୍ଜୁନ ଚଉତିଶା) by Lokakala Sourabha
Вставка
- Опубліковано 7 лют 2025
- ପ୍ରିୟ ଦର୍ଶକ ବନ୍ଧୁ କେନ୍ଦରା ଗୀତ ମାଧ୍ୟମରେ ଶୁଣନ୍ତୁ କଳିଯୁଗର ଲକ୍ଷଣ ବିଷୟରେ ପ୍ରଭୁ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ କଣ କହୁଛନ୍ତି. ଜଦି ଭିଡ଼ିଓ ଟି ଆପଣ ମାନଙ୍କୁ ଭଲଲାଗେ ତେବେ ଭିଡ଼ିଓ ଟିକୁ like, share କରନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚାନେଲ କୁ subscribe କରନ୍ତୁ... 🙏🙏🙏
kendara gita hari arjuna chautisa
By lokakala sourabha tripura kumar jena.
#lokakalasourabha #kendaragita #hariarjunachautisa #tripurakumarjena #kalijugaralakhyana
Song: Hari Arjuna Chautisa
Singer:-Tripura Kumar Jena
Music Director: Tripura Kumar Jena
Lyrics: jai
Music Lable: Lokakala Sourabha
Very good matters
ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
Bahut badhia gita
ମତାମତ ପାଇଁ ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
ବହୁତ ଭଳ ହୋଇ ଛେ ଗୁରୁ 🙏🙏
ବହୁତ ବହୁତ ଧନ୍ୟବାଦ , ଜୟ ସୀତାରାମ 🙏
ଏ କଳି ଯୁଗରେ ଘଟୁଥିବା ସମସ୍ୟା ଗୁଡିକ ଆପଣ ବାଖ୍ଯା କରିଥିବାରୁ ମୁଁ ଆପଣଙ୍କୁ ହ୍ରୁଦୟରୁ ବହୁତ ବହୁତ ଧନ୍ଯବାଦ ଅର୍ପଣ କରୁଛି।
ଗୀତଟିର ମର୍ମକୁ ବୁଝି ପାରିଥିବାରୁ ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
ସୁପର୍ ସାର୍🙏🙏🙏
ମତାମତ ପାଇଁ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Jay jagannath jay Achutay jay Pacha shakha 🙏🙏🙏🙏🙏🙏
ଜୟ ପଞ୍ଚସଖା 🙏🙏🙏
ଜୟ ଶ୍ରୀ ରାମ
ଅତି ସୁନ୍ଦର
ଧନ୍ୟବାଦ ବାବା , ଜୟ ଜଗନ୍ନାଥ l
Mu kahaku maneni swam prabhu ku mane❤❤❤
ମତାମତ ପାଇଁ ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
op sr namaskar🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
ଅନାମ ବ୍ରହ୍ମ ଶରଣ
ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
🙏🙏 very nice song
Thanks
ହୃଦୟ ରୁ ପ୍ରଣାମ ସାର୍ ଅତି ଚମତ୍କାର 🙏🙏🙏🙏
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
VERY NICE
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Beautiful song
ଧନ୍ୟବାଦ , ଜୟ ସୀତାରାମ 🙏
God bless you
ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
GOD GIFTED VOICE
...very nice 👍.JAI JAGANNATH
ବହୁତ ବହୁତ ଧନ୍ୟବାଦ ଆଜ୍ଞା , ଜୟ ଜଗନ୍ନାଥ 🙏
Sir pranam super mu muntu
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏 କିଏ ଜାଣିପାରୁନି କ୍ଷମା କରିବେ ନମ୍ବର ଦେଲେ କଥା ହେବି l
ଜୟ ଜଗନ୍ନାଥ ସ୍ଵାମୀ
ଜୟ ଜଗନ୍ନାଥ 🙏
Sir song is heart ❤️❤️❤️ touching.....
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଅନେକ ଅନେକ ଶୁଭ କାମନା ଜୟ ଜଗନ୍ନାଥ 🙏
L
Thanks
ଟାଣ ନରହିବ କାର ହେବେ ଅଣାୟତ,
ଟଳି ପଡ଼ୁଥିବେ ଦେଖୁଦେଖୁ ଆଚମ୍ବିତ ରେ ନିଶ୍ଚେ ଠୁଳ
ନାଶ ହେବ ଏମହୀ ମଣ୍ଡଳ ହେ ନିଶ୍ଚେ ଠୁଳ
e line bhul gaichhanti 7:22
ମତାମତ ପାଇଁ ମୁଁ ଆପଣଙ୍କ ପାଖରେ କୃତଜ୍ଞ , ଧନ୍ୟବାଦ ଆଜ୍ଞା 🙏
Nk8,,
ଧନ୍ୟବାଦ , ଜୟ ଶ୍ରୀକୃଷ୍ଣ 🙏
Thank you sir Remember to the comments respectful and to follow Guidelines
ଧନ୍ୟବାଦ ଜୟ ଶ୍ରୀକୃଷ୍ଣ 🙏
Khame suna.2nd gruhasth nunha gerasta.
ମତାମତ ପାଇଁ ଧନ୍ୟବାଦ , ଗୃହସ୍ଥ ଗେରସ୍ତ ଗୋଟିଏ ଅର୍ଥ , ଜୟ ସୀତାରାମ 🙏
Apananka ghara kauthi
Angul
ଅନୁଗୋଳ ଜିଲ୍ଲା , ବଅଁର ପାଳ ବ୍ଲକ , ମହୀଧରପୁର ପଂଚାୟତ l
Sir apanka home angul ki
ହଁ
ହଁ , ଅନୁଗୋଳ , ମହୀଧରପୁର ମୋ ଘର l