ସେ ଆମ୍ଭର ପରମେଶ୍ଵର||Se ambhara parameswara||New Odia Christian Song||singer-Sobulan & Madhusmita||

Поділитися
Вставка
  • Опубліковано 16 гру 2022
  • ସେ ଆମ୍ଭର ପରମେଶ୍ଵର||Se ambhara parameswara||New Odia Christian Video Song||Studio Version|| singer-Sobulan Bhuyan and Madhusmita paricha ||
    Lyrics,Music - Sobulan Bhuyan(8895245421)
    singer- Sobulan Bhuyan & Madhusmita Parichha
    Music programming and arrangement- Ramna
    Audio Recording - Stiphen Raito(6370244932)
    Video Recording and Editing - Akshaya Sabar(8895638845)
    Full Lyrics:-
    ସେ ଆମ୍ଭର ପରମେଶ୍ଵର
    ପ୍ରଶଂସା କରିବା ତାହାଙ୍କର
    ସଦାପ୍ରଭୁ ବଳ ଆମରି
    ସଦାପ୍ରଭୁ ଗାନ ଆମରି
    ସଦାପ୍ରଭୁ ଶକ୍ତି ଆମରି
    ସଦାପ୍ରଭୁ ଜୟ ଆମରି
    ପ୍ରଶଂସା କରିବା ତାହାଙ୍କର =0=
    ସେ ଯେ, ପବିତ୍ର ସତ୍ଯ ତ୍ରୀ ଏକ ଈଶ୍ବର
    ସର୍ବଶକ୍ତିମାନ ସେ ଜୀବନ ଆକର
    ସେ ସ୍ରଷ୍ଟା ସୃଷ୍ଟିର ସ୍ବର୍ଗବାସୀ ଈଶ୍ବର
    ଅସାଧ୍ୟ କିଛି ହିଁ ନାହିଁ ତାଙ୍କର
    ସଦାପ୍ରଭୁ ଶାନ୍ତି ମୁକ୍ତି ଆମରି
    ସଦାପ୍ରଭୁ ଆମ ସାହାଯ୍ୟକାରୀ
    ସଦାପ୍ରଭୁ ଆମ ଉଦ୍ଧାରକାରୀ
    ସେ କ୍ଷମାକାରୀ ଆରୋଗ୍ଯକାରୀ
    ସ୍ତବଗାନ କରିବା ତାହାଙ୍କର =1=
    ପ୍ରାର୍ଥନା ଶୁଣନ୍ତି ଆମ ସଦାପ୍ରଭୁ
    ଯୀଶୁ ନାମେ ଦିଅନ୍ତି ପ୍ରୟୋଜନ ସବୁ
    ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ
    କାରଣ ସେ ଅଟନ୍ତି ମଙ୍ଗଳମୟ
    ସଦାପ୍ରଭୁ ଦୟାମୟ ପ୍ରେମମୟ
    ତାଙ୍କରି ଆଶିଷ ଅବର୍ଣ୍ଣନୀୟ
    ସେ ଅତି ମହାନ ମହିମାରେ ପୂର୍ଣ୍ଣ
    ବିଚାରରେ ଧର୍ମମୟ ସେ ନ୍ୟାୟବାନ
    ଆରାଧନା କରିବା ତାହାଙ୍କର =2=
    ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ....
    ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
    ଧନ୍ୟବାଦ ।
    #seambharaparameswaraodiachristiansong
    #stiphensonmusic

КОМЕНТАРІ • 51