Bhuliparibi Ki Prabhu Tuma Nama || Full Video || Diptirekha Padhi || New Odia Christian Song || 2023

Поділитися
Вставка
  • Опубліковано 2 жов 2024
  • Bhuli Paribi ki Prabhu Tuma Nama || Full Video || Diptirekha Padhi || New Odia Christian Song || 2023
    ◆Song Title:-Bhuli Paribi Ki Prabhu Tuma Nama || ଭୁଲିପାରିବି କି ପ୍ରଭୁ ତୁମ ନାମ
    ◆Singer:-Dipti Rekha
    ◆Music and Lyrics:- Salem Lima
    ◆Music Arrangement:-Bapi Samal
    ◆Producer:-Pinku Digal
    ◆Channel: -Sadaprabhu Music
    ◆Dop & Edit : - Ambram Ganta ( Bapi )
    Lyrics:-
    ଭୁଲିପାରିବି କି ପ୍ରଭୁ
    ତୁମ ନାମ(୨)
    ଭୁଲିପାରିବି କି ପ୍ରଭୁୁ
    ତୁମ ପ୍ରେମ(୨)
    ତୁମ ନାମ କେତେ ଯେ ମହାନ
    ତୁମ ପ୍ରେମ କେତେ ଯେ ଅସୀମ (୨)

    ଅନ୍ଧକାର ଓ ମ୍ରୁତ୍ୟୁଛାୟାରୁ ଉଦ୍ଧାର କରିଲ
    ପାପରୁପ କଟୀ ବନ୍ଧନରୁ ମୋତେ ରକ୍ଷା କଲ
    ଆଶ୍ରାହୀନ ହୋଇ ବୁଲୁଥିଲି ଆଶ୍ରା ମୋତେ ଦେଲ
    ଆପଣା ବକ୍ଷରେ ଯୀଶୁ ତୁମେ ମୋତେ ଆବୋରିଲ
    ଭୁଲିବିନି ତୁମ ସେହି ପ୍ରେମ
    ବନ୍ଚିଥିବି ଏଠି ଯେତେ ଦିନ(୨)

    ଉତ୍ତମ ଦ୍ରବ୍ଯରେ ତୁମେ ମୋତେ ତ୍ରୁପ୍ତ କରାଇଲ
    ବାକ୍ଯ ଦେଇ ତୁମେ ଯେ ମୋହର ରୋଗ ସୁସ୍ଥ କଲ
    ପାପ କର୍ମ ସବୁ ଯେ ମୋହର କ୍ଷମା କରି ଦେଲ
    କ୍ରୁଶୀୟ ରକ୍ତରେ ତୁମେ ମୋର ପାପ ଧୋଇଦେଲ
    ଭୁଲିବିନି ସେ ମଙ୍ଗଳ ଦାନ
    ବନ୍ଚିଥିବି ଏଠି ଯେତେ ଦିନ(୨)
    special thanks🙏🙏 :- Salem Lima
    ◆Contact Us:- Sadaprabhumusic2019@gmail.com
    Phone no:-
    *ANTI-PIRACY WARNING*.
    This Content is Copyright to Sadaprabhu Music SADAPRABHU MUSIC . Any unauthorized reproduction, redistribution or
    re-upload is strictly prohibited of this Material. Legal action will be taken against those who violate the copyright
    of the following material preesented !
    All copyrights reserved with SADAPRABHU Music .2023
    #newodiasong
    #newodiachristiansongs
    #odiachristiansong
    #odiachristiandevotional
    #odiachristianvideo
    #odiachristiansongs
    #odiachristiansong #odiachristiansongs #odiachristianfullvideo #odiachristianvideo

КОМЕНТАРІ • 319