Mohan Majhi jindabad Modijee Jindabad BJP jindabad....Mohan govt has fulfilled all its promises and also done lots of extra unexpected works...We love BJP and mohan Babu and team...
Naveen Patnaik heuchanti Odisha ra sabu tharu bada michhua,sabu tharu bada touter,Odisha Itihash ra sabu tharu bada chora,sabu tharu bada dagabaaj,sabu tharu bada biswas ghatak.Dhanya re Biju Putra.Chhi...........👎👎👎👎👎👎👎👎👎👎👎👎👎
Very good nice analysis.It is quite right that one central Minister of Odisha B.J.P is protecting Pandu.If Mohan Majhi will not understand it he will definitely be blamed in future.
Mohann's priority should his agenda like msp, subhadra, chit fund, road and water to all village, industry, employees, coastal highway and etc. Secondary will be action against computers. So please give some time to him.
ନବୀନ ପଟ୍ଟନାୟକଙ୍କ ପରି ବେଇମାନ ଓ କୃତଘ୍ନ ବିରଳ
ନବୀନ ପଟ୍ଟନାୟକ ନିଜେ ସବୁ ନାଟକର ଲେଖକ। ନବୀନ ପଟ୍ଟନାୟକ ଜନ ଜାଗରଣ ର ଅର୍ଥ ଚୋର୍ ମଚାଏ ସୋର୍। ନବୀନ ପଟ୍ଟନାୟକ ଏତେ ଅପମାନିତ ହେବେ ସେ କେବେ ସପନରେ ଭାବି ନ ଥିବେ।
ଆଜ୍ଞା ସୁନ୍ଦର ଉପସ୍ଥାପନା ପାଇଁ 🙏🙏🙏
ଆପଣ ସବୁବେଳେ ଏହି ନୂତନ ସରକାର ଙ୍କୁ ଠିକଣା ରୂପେ ପରାମର୍ଶ ଦିଗଦର୍ଶନ ଦିଅନ୍ତୁ
Namdu nije jagarana huantu
ନବୀନବାବୁ ଓ ବିଜେଡ଼ି ଗତ 24 ବର୍ଷରେ କଂଗ୍ରେସ ଓ ବିଜେପି ଦଳରୁ ନେତାମାନଙ୍କୁ ନେଇ ଯାହା କରିଥିଲେ ଏବେ ତାର ଫଳ ଅମଳ କରୁଛନ୍ତି
ସାର୍ ଆପଣା କଂ ଉପସ୍ଥାପନା ନବୀନ ପଟ୍ଟନାୟକ ପ୍ରେମୀ କୁଂ ନିଶ୍ଚିତ ଗାତ୍ର ଦାହ କରାଉଥିବ। ୟେମିତି ଆପଣ ଓଡିଶା ବାସୀ କୁଂ ଜାଗ୍ରତ କରୁଥାନ୍ତୁ। ଜୟ ଶ୍ରୀ ରାମ🙏
ନବୀନ ବାବୁ ଅବସର ଗ୍ରହଣ କରି ଆରାମ ଜୀବନ ଯାପନ କରନ୍ତୁ ।
ଯାହା ହେଉଛି ହେଉ ମଦ ବନ୍ଦ ହେଇଗଲା ।ଧନ୍ୟବାଦ ତମକୁ
@@PrasantaKumarPolai who said liquor is banned?
ଏବେ ଆଉ ପାଖରେ ହେଲିକପ୍ଟର ନାହିଁ।କି ପରି ଜନ ଜାଗରଣ କରିବେ? ଏଥିପାଇଁ ବନ୍ଦ କରିଦେଲେ।ହେଲିକପ୍ଟରରେ ନ ଗଲେ ଲାଜ ଲାଗିବ ନାହିଁ?
ଆଜ୍ଞା ନମସ୍କାର ।
ମମତା ମହାନ୍ତଙ୍କ ଯୋଗୁଁ ସାହାସ ପାଇଲେ ବିଜୁ ଜନତାଦଳର ଅସନ୍ତୁଷ୍ଟ ଏବଂ ସନ୍ତୁଷ୍ଟ (ଭିତିରିଆ ଅସନ୍ତୁଷ୍ଟ) ନେତାମାନେ । ଘାଣ୍ଟି ହେଉଥିବା ଚାକର ଚାକରାଣୀ ହୋଇଥିବା , ନେତାମାନେ ବିଜୁ ଜନତାଦଳକୁ ଘାଣ୍ଟିବେ ।
କାରଣ ନବୀନ ବାବୁଙ୍କ କାନ୍ଧରେ ତାମିଲ ଭୂତ ।
ବିଜେଡ଼ିର ଜନ ଜାଗରଣ ପର୍ବ "ପର୍ବତର ମୂଷିକ ପ୍ରସବ ସହ ସମାନ" !! କଣ୍ଡକ୍ଟର ବସ୍ ରେ ଗୋଟିଏ ସିଟ୍ କୁ ଅଧିକାଂଶ ଯାତ୍ରୀଙ୍କୁ ଦେଖାଇ ବସ୍ ରେ ଉଠେଇଲା ଭଳି ବିଜେଡି ରାଜ୍ୟସଭା ସିଟ୍ ପାଇଁ ଅତୀତରେ ଅଧିକାଂଶ ବ୍ୟକ୍ତିଙ୍କୁ ଲୋଭ ଦେଖାଇଛି ।
BJP ra jumula handiya piya cm jatra acting karuchanti
ବିଜୁବାବୁଙ୍କ ସ୍ୱପ୍ନ ପୁରଣ୍ଡ କରିବାରେ ୨୪ ବର୍ଷ
ସହିତ ମୁଖ୍ୟମନ୍ତ୍ରୀ ପଦରୁ ହଟିଗଲେ, ପୁଣି ପାଣ୍ଡ୍ୟା ଆସିଥିଲା ନବୀନ ଓଡ଼ିଶା ର 5Tର ସ୍ୱପ୍ନ ଦେଖାଇ ଏଇ ୨୪ ନିର୍ବାଚନରେ...
ବାବୁରେ, X X କିଏ ଜୁମଲା
ମହାନଦୀରେ 8 ଟି ବ୍ୟାରେଜ
XXXX ଓଡ଼ିଶାରେ ଉଦ୍ୟୋଗ ଶୀଳ୍ପ ଅନେକ ଥିଲା, ଆଜି ଆଉ ନାହିଁ🤣😂
ମୁର୍ଖ ଭିରୁ ଓ କାପୁରୁଷମାନଙ୍କୁ କିଛି ଦିଶିବନି
Au madua Nabin Pattnaik keun acting Karu thila?@@subashsamal3730
ସାଦର ପ୍ରଣାମ, ମମତା ମହାନ୍ତକୁ ବିଜେପି ତରଫରୁ ରାଜ୍ୟସଭା ପଦବୀ ଦେଇ କେନ୍ଦ୍ର ସରକାର ଗୋଟିଏ ଗୁଳିରେ ଦୁଇଟା ଶିକାର କରିଦେଲେ... ଏହା ବିଜେଡି ଦଳପାଇଁ ସତର୍କ ଘଣ୍ଟି... ଜୟ ଶ୍ରୀରାମ 🙏🙏🙏
ବିଜେପି ଦ୍ଵାରା ସ୍ରୁଷ୍ଟି ବିଜେଡି ବିଜେପି ଦ୍ଵାରା ହିଁ ଲୋପ ପାଇବ
ଆଜ୍ଞା ନବୀନ ଙ୍କ ଚର୍ଚ୍ଚା ରେ ପାଣ୍ଡିଆନ କୁ ଡାକି ହେଲିକାପ୍ଟର ହିସାବ ମାଗନ୍ତୁ; କାରଣ ଏମାନେ କେବେ ପଚାରି ପାରିବେ ବୋଲି ଲାଗୁନି।
କେବଳ ଅପେକ୍ଷା ମୋହନ ସରକାର କଣ ପଦକ୍ଷେପ ନେଉଛନ୍ତି।
ଆଜ୍ଞା ନମସ୍କାର। ଆପଣଙ୍କର ଆଜିର ବିଶ୍ଳେଷଣ BJP ର ମାଷ୍ଟର ଷ୍ଟ୍ରୋକ, ବହୁତ ଭଲ ଲାଗିଲା। କିନ୍ତୁ ଗୋଟେ କଥା ମନକୁ ଆସୁଛି, ମନ୍ତ୍ରୀ ମାନଙ୍କ ମଧ୍ୟରେ କଥାର ତାଳ ମେଳ ରହୁନାହିଁ, ଯେମିତି, College election କୁ ନେଇ ଶିକ୍ଷ୍ୟା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ ବୟାନ,ଏମିତି ଅନେକ କଥା। ଏହା ସରକାର ଙ୍କୁ ସବୁବେଳେ ଅପଦସ୍ତ କରୁଛି ଓ BJP କୁ ସମର୍ଥନ ଦେଇ ଆସିଥିବା ଓଡ଼ିଶାର ଜନତା ଙ୍କୁ ଭି ଅପଦସ୍ତ ସାଧାରଣରେ ହେବାକୁ ପଡୁଛି।
ଆପଣ ଏତେ ନିର୍ଭୀକ ଭାବରେ ଉପସ୍ଥାପନ କିପରି କରି ପାରୁଛନ୍ତି।ଆଉ ଅତୀତ ରେ କେତେ ମୂଲ୍ୟ ଦେବାକୁ ପଡ଼ିଛି?
Putra ku hareibaku padichhi
ଜନ ଜାଗରଣ ହେବାରୁ ନବୀନ ବାବୁ କ୍ଷମତା ହରାଇଥିଲେ ।
Solid analysis sir
ଆପଣଙ୍କ ପାଇଁ ଓଡିଶା ର ଜନସାଧାରଣ ବହୁତ କିଛି ଜାଣିପାରୁଛନ୍ତି 🙏
ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ ହେଉ l
Very very good video.beautyful presentation.
ସାର ପ୍ରଣାମ 🙏🌹
ବିଜେଡି ଓଡିଶା ରେ ଜେତେ ଦୁର୍ନୀତି କରିଛି ହୁଏତ ଭାରତ ବର୍ଷରେ କୌଣସି ଦଳ ଏମିତି ଦୁର୍ନୀତି କରିନଥିବ l ଜୟହିଁଦ ମେରେ ଭାରତ ମହାନ
Very good analysis. Thanks a lot.
Really this is great master stroke.
୫ଟି ହେଇଥିଲା ଲୁଟି ନେବାକୁ😢😮😮
ଆପଣଙ୍କର ବିଶ୍ଳେଷଣ ଅତ୍ୟନ୍ତ ଦୁଃସାହସିକ ପଦକ୍ଷେପ।
ଖୋଲାଖୋଲି ଆପଣ ଚେତାଇ ଦେଉଛନ୍ତି, ତାହା ମଧ୍ୟ ବଡ଼ କଥା।
Beautiful analysis
You are so right
ଆପଣ କେବେବି ବିଚଳିତ ହେବା ଉଚିତ ନୁହେଁ କାରଣ ଭଗବାନ ଅଛନ୍ତି ଆପଣଙ୍କ ପାଇଁ.
Bahut sundar Katha
ଛ ମାସ ରେ ଛ ଖୁଣ ମାଫ
ନ ହେଲେ ପଂଚାୟତ ଭୋଟ ରେ ହେବେ ସାଫ
ଉଦାହରଣ ନିମାପଡ଼ା by ଇଲେକ୍ସନ ରେଜଲ୍ଟ
ଏ ଆଠ ଓଲା ଦଳ କୁ କିଏ ବୁଝାଇବ ? ଯେ ଜନତା ଙ୍କ ମଧ୍ୟ ରେ ଜାଗରଣ ଜାଗିଲା ବୋଲି ତ ପାଣ୍ଡୁ ସରକାର ଚିତ୍ ପଟାଙ୍ଗ ମାରିଲା, ଆଉ କୋଉ ପ୍ରକାର ଜାଗରଣ...😊
You are right Sir
୧୫୦ କୋଟି ଲୋକ ବାସ କରୁଥିବା ଦେଶରୁ ପିତଳ ବ୍ରୋଞ୍ଜ ପଦକ ପାଇ ଆମେ ଗୌରବାନ୍ୱିତ🎉🎉🎉
Best analices sir ji
ଖୁବ୍ ସୁନ୍ଦର। ମମତା ମହାନ୍ତ ରାଜ୍ଯସଭାକୁ ଗଲାପରେ ନବୀନ ବାବୁଙ୍କ ଲାଞ୍ଜ ଛିଡିଛିଡି ଯିବ। ପାଣ୍ଡିଆନ ଥିବା ପର୍ଯ୍ଯନ୍ତ ବିଛେଡିର ଅଧଃପତନ ନିଶ୍ଚିତ।
ଓଡ଼ିଶାର ଜନେ ତ ଜାଗିଯାଇଥିଲେ।ଆଉ କି ଜାଗରଣ ବାକି ଥିଲେଯେ ନବୀନ ବାବୁ ଜଗେଇଥାନ୍ତେ?ଯିଏ ଦିନେ ବିଧାନସଭାକୁ ଯାନ୍ତି ନାହିଁ,ଯିଏ ନିଜର କୋଠରୀ ରେ ରହି ନିଜ କର୍ମୀ ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କ ସହିତ ନ ମିଶି ଗୋଟିଏ ଚାକରକୁ ନିଯୁକ୍ତି କରିଥିଲେ ଲୋକଙ୍କ ସୁଖଦୁଃଖ ବୁଝିବାପାଇଁ।ସେ ପୁଣି ଓଡ଼ିଶାର ପୁରପଲ୍ଲୀରେ ବୁଲିବେ?? ଅତ୍ୟନ୍ତ ହାସ୍ୟସ୍ପଦ କଥା।
Apanka Gumar katha bahut bhaut bhala . apna nku bahut Dhanyabad Janta nku maddarshan daba pain ...
ଏହା ହେଉଛି ମାଷ୍ଟର ଷ୍ଟ୍ରୋକ
Bahuta Bahuta Dhanyawad Mohan Sir ♥️🙏
Jay Hind 🇮🇳🙏 Jay Odisha 🇮🇳🙏
ବିନୁ patnaik 5ଟା ଜାଗାରୁ ହାରିଥିଲେ, ନବୀନ 50 ଜାଗାରୁ ଠିଆ ହେଲେବି ହାରିବ.
Sir ଆପଣଙ୍କ ଆଲୋଚନା ବହୁତ ସୁନ୍ଦର ଏବଂ ଶିଖିବା ବା ଜାଣିବା ଭଳି ବିଷୟ , କୋୖଣସି କାରଣରୁ ଦିନେ ବନ୍ଦ୍ ହେଲେ ଅସ୍ତ ବ୍ୟସ୍ତ ଲାଗେ , ମୁଁ ଆପଣଙ୍କ ପ୍ରତୀଟି ପ୍ରୋଗ୍ରାମ ଦେଖେ । ଜଗନ୍ନାଥ ଆପଣଙ୍କ ମଗଂଳ କରନ୍ତୁ।
ଓଡ଼ିଶାକୁ ଲୁଟିବା କୁ ଆସିଛି ପାଣ୍ଡୁ । ତେଣୁ ୫ଟି କରି ଲୁଟିବା ର ଯୋଜନା କରିଥିଲା କିନ୍ତୁ ଓଡ଼ିଶାବାସୀ ଜାଣି ପାରି ତାକୁ ବୁଦ୍ଧି ଶିଖେଇ ଦେଲେ ।
ଓଡ଼ିଶାର ଜନତାଙ୍କ ମଧ୍ଯ ରେ ଜାଗରଣ ହୋଇ ସାରିଛି ବୋଲି ତ ନବୀନ ସରକାର କୁ ଧକ୍କା ମାରି ବାହାର କରିବେଲେ। ଆଉ ନବୀନ ବାବୁ କଣ ଜନ ଜାଗରଣ କରିବେ ବୋଲି କହୁଥିଲେ। କିନ୍ତୁ ସାହାସ ବୋଧେ କରି ପାରିଲେ ନାହିଂ।
Thank you for your information.
ଜୟ ଶ୍ରୀ ଜଗନ୍ନାଥ 🌹🙏।
Sir,ଧନ୍ୟବାଦ୍ ଆପଣଙ୍କ ବିଶ୍ଳେଷଣ ପାଇଁ,,,,,,bjp ର master stroke bjd ପାଇଁ କାଳ ହେବ,,,,,,
Right
ଜୟ ଜଗନ୍ନାଥ,ମୂଳ ମାରିଲେ ଯିବ ସରି,ନଥିବେ କେହି ଅଧିକାରୀ। ନ୍ୟାୟରେ ବଡ଼ ମୁଣ୍ଡିକୁ ଜେଲ ପଠାଇ ବାର ଥିଲା।ଏହା ହୋଇଥିଲେ ବିଜେଡିର ଭଲ ନେତା ମାନେ ଆଗରୁ ଦଳକୁ ଖାଲି କରି ଦେଇ ଥାନ୍ତେ।
Good very good
Jay sri Jagannath
Very good. Tapik congratulations. Namste
Outstanding analysis by Nabin Babu. You should advice our Mohan babu for systematic action. Thanks.
Rightsir
ନବୀନ ଏଣିକି ଲେଖକ ହେଉ.
Sir pranam.
Jay Shriram
ଜନ ଜାଗରଣ ଯାତ୍ରାର ପୋଷ୍ଟ ନବୀନବାବୁଙ୍କ ମୁରବିତ୍ତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଦେଲା ! ସ୍ପଷ୍ଟ ହୋଇଗଲା ନବୀନବାବୁ ଓ ଦଳ ମଧ୍ୟରେ ଦୂରତା ବଢିଯାଇଛି ! ଦଳୀୟ ବ୍ୟାପାରରେ ସମ୍ପୂର୍ଣ ଅଜ୍ଞ ଏପରିକି ନବୀନବାବୁ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି କି ନାହିଁ ନିଜେ ଜାଣି ନଥିବେ !
We have notseen JANAJAGARANA OF BJD.
Mohan Majhi jindabad Modijee Jindabad BJP jindabad....Mohan govt has fulfilled all its promises and also done lots of extra unexpected works...We love BJP and mohan Babu and team...
ମମତା ମହାନ୍ତଙ୍କ ନିର୍ବାଚନ ପରେ ପରେ ପର ଉଇକେଟ୍ ପଡ଼ିବ। ଜନଜାଗରଣ ବଦଳରେ ବିଜଦ ନେତାଙ୍ଗ ଜାଗରଣ ହେଉଚି।
ଆପଣ ଦୃଢ଼ ମନା ହୋଇ ଆଗେଇ ଚାଲନ୍ତୁ । ନବୀନ ପାଣ୍ଡୁ ଯୋଡ଼ି କେବଳ ଘୋଷଣା କରନ୍ତି ଫଳ ଶୂନ
ପାଣି ଟାଙ୍କୀ ତିଆରି ହେଲା ପାଇପଘର ଘର ଦିଆଗଲା ପାଣି ନାହିଁଁ ।
No need of "Janajagarana Yatra" now by BJD. It has already been done.
Very good sir ❤❤❤❤
Yes.
ମୋହନ ସରକାରଙ୍କର ବିରୁଦ୍ଧରେ ଜନଜାଗରଣ ପାଇଁ ଗତ 16 ଅଗଷ୍ଟରୁ ଆରମ୍ଭ ହେବାର ଥିଲା l ମାତ୍ର (ସରକାରୀ )ଜିଲ୍ଲା ସଭାପତି ଓ ସମ୍ପାଦକ ବଦଳି ହେବା ସହ କ୍ଷମତାଶୂନ୍ୟ l କେମିତି ତାହାହେଲେ ଜନ ଜାଗରଣ ହୋଇପାରିବ?
❤❤❤
Naveen Patnaik heuchanti Odisha ra sabu tharu bada michhua,sabu tharu bada touter,Odisha Itihash ra sabu tharu bada chora,sabu tharu bada dagabaaj,sabu tharu bada biswas ghatak.Dhanya re Biju Putra.Chhi...........👎👎👎👎👎👎👎👎👎👎👎👎👎
❤❤❤Thanku sir ❤❤❤Jay jargarnath❤❤❤
ନବୀନ ପଟ୍ଟନାୟକ ଏଭଳି ଏକ ନେତା ଓଡ଼ିଶା ଲୋକ ମାନଙ୍କ ପେଟକୁ ପିଠିକି ଏଭଳି ନାତ ମାରିଚି ଜେ ଲୋକଙ୍କୁ ମୁହଁ ଦେଖେଇ ବାକୁ ଲାଜଲାଗିବ, ଏହାର ଉଦାହରଣ କାହାର ବଂଶ ବୋଡ଼ାଇଚି ତ କାହା ଝିଅର ଇଜ୍ଜତ ନେହିଛି ପୁଣୀ ଦାଦନ ଦୁଃଖ ଲୋକେ ଭୁଲି ନାହାନ୍ତି ।
5ଟି ଗୋଟେ ଚୋରି କରି ବାର ତରିକା
ଏ ସାଲେ କୁଆଡେ ଜନତାଙ୍କ ସେବା କରିବାକୁ ଆସିଛନ୍ତି ରାଜନୀତିକୁ
Sir 🙏
ନବୀନ ବାବୁ ଙ୍କ କଥା ପାଣିରେ ଗାର ଆଉ ବିଜେପି ଯେଉଁ ଚାଲ୍ କରୁଛନ୍ତି ଏଥିରେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ
Very good nice analysis.It is quite right that one central Minister of Odisha B.J.P is protecting Pandu.If Mohan Majhi will not understand it he will definitely be blamed in future.
🙏🙏🙏
❤Soumya Babu nku dakantu thare🙏♥️
If state bjp govt is not taking steps against the corruption of past bjd then the supporters will not get justice
ଖସିଲା ଗୋଡ଼ ତଳକୁ ତଳକୁ
Coment ର reply ଦେବେ
❤
ବିଜୁ ଜନତାଦଳରେ ରାଜ୍ୟ ସଭା ସଦସ୍ୟମାନେ ରହିଲେ କ'ଣ ଆଉ ଓଡିଶା ପାଇଁ ଓଲଟାଇ ପକେଇଵେ। ଆଠଜଣ ମଧ୍ୟରୁ ପ୍ରାୟ ଛଅ ଜଣ ସା୦ସଦ ବିଜେପି ରେ ଯୋଗ ଦେଲେ ଓଡିଶା ପାଇଁ ବିକାଶ ରେ ସହାୟତା ଯୋଗାଇ ପାରିବେ ବୋଲି ଲୋକେ କହୁଛନ୍ତି ଓ ଆଲୋଚନା କରୁଛନ୍ତି।
ନବୀନ ଯୁଗ ହେଵ ଶେଷ।
ପାଣ୍ଡିଆର ହେଵ ସର୍ବନାଶ।
Voters ଙ୍କ Vote ହେଲା Repairing ହେଇଥିବା ଜୋତା ଠାରୁ ହୀନ।
ହୀନ ନୀୟମାନୁବରତିତା ରେ ପରିଚାଳିତ ଦେଶର ଭବିଷ୍ୟତ ଅନଧାର
Jay Sri Ram
Total BJD Rajyasabha sansad will Marg in BJP Party along with many MLA will also join BJP in few months 🙏🌹🙏
Jay shree Ram 🎉🎉🎉
ଭିଜିଲାନ୍ସର ଚଢ଼ାଉ ବନ୍ଦ୍ ହୋଇଗଲା ନା...ଆଗକୁ ଅଛି ? ଏବେ ପ୍ରାୟ ସିବିଆଇ ଚଢାଉ ଆଗକୁ😮
ଜନତା ସଙ୍ଗରେ ଥିଲେ ସିନା ଜନଜାଗରଣ କରିବେ
Jay sri ram🙏🙏🙏🙏🙏
ଆପଣ ଙ୍କ ର ଅହି ଆଲୋଚନା ନବୀନ ବାବୁ ଦେଖନ୍ତି କି ନାହିଁ, ଆପଣ କହି ପାରିବେ l
ଯେତେବେଳେ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିଲା ସେତେବେଳେ ଏଇ ନବୀନ ପଟ୍ଟନାୟକ ଓଡ଼ିଶା ଲୋକଙ୍କୁ ବୋକା ବନେଇ ଏକ ରାଜ୍ୟସଭା ସଦସ୍ୟ ବିଜେପି ହାତକୁ ଟେକି ଦେଇଥିଲେ । ଏବେ ସେମାନେ ନବୀନ ପଟ୍ଟନାୟକ ଙ୍କୁ ଚକମା ଦେଇ ସେହି ପନ୍ଥା ଆପଣଉଛନ୍ତି...🌺🌼🌼🌺 🌺🌻🌺 🌸🌻🌸🌹🌸 🌺🌻
ପାଂଡୁ ମହାଭୈରବଂକ ଅଭିଶାପ ପ୍ରାପ୍ତ ନିଶ୍ଚିତ ଭାବେ 😢😢
Congratulation to Indian hocky 1:19
JAI JAI SHREE JAGANNATH.
1st view
ନବୀନ ବାବୁ ଓ turn ମରୁଛନ୍ତି।
Next Sasmit patra and Manas Mangaraj
Mohann's priority should his agenda like msp, subhadra, chit fund, road and water to all village, industry, employees, coastal highway and etc. Secondary will be action against computers. So please give some time to him.
Basudha yojana agru chalichi water lagi
Tankapari sacrifice rare
BJP paying the opposition back in their own coin.
ରାଜନୀତିର ବେପାରୀକରଣ ବା ବ୍ୟବସାୟୀକରଣ ଇନ୍ଦିରା ସମୟରୁ ଆରମ୍ଭ ହେଲା
ଆଜି ବିଜେପି ସେଇ ଢଙ୍ଗରେ ବେପାର କରୁଚି।
Sir pranam.apanka charcha uchakotira.odisha hocky ra abasta phuskijiba. Bjd ra janajagarana kuadegala.. bjd re neta thile ta...