Why Education Minister Samir Das Blocks Wages & Sends Show Cause Notice To So MAny Teachers?

Поділитися
Вставка
  • Опубліковано 26 чер 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- kanaknewsof...
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #SamirDas #School

КОМЕНТАРІ • 612

  • @Nayak4930
    @Nayak4930 Рік тому +82

    ଧର୍ମକୁ ଆଖି ଠାର |ସବୁ ଗମେଣ୍ଟ ସ୍କୁଲ ର ଏମିତି ହିନସ୍ଥା ଅବସ୍ଥା କେବଳ ଏହି ଗମେଣ୍ଟ ପାଇଁ |ଗମେଣ୍ଟ ସ୍କୁଲ କୁ ଏମିତି ଅବସ୍ଥା କରିଦେଇଛନ୍ତି ଏହି ସ୍କୁଲ ରେ କେବଳ ଗରିବ, ମୁଲିଆ ଶ୍ରେଣୀର ପିଲାମାନେ ହିଁ ପଢୁଛନ୍ତି, ଗରିବ ଲୋକ ତ ସେମାନଙ୍କ ପିଲାଙ୍କୁ ଶିକ୍ଷକ ନ ପଢ଼େଇଲେ ବି ସେମାନେ କିଛି କହିପାରିବେନାହିଁ |ଧନିଘରର ପିଲା ପଢୁଥିଲେ ସିନା ଶିକ୍ଷକଙ୍କ ମନରେ ଭୟ ଆସନ୍ତା, ସେମାନେ ତ ସବୁ ଏହି ମନ୍ତ୍ରୀଙ୍କ ପ୍ରାଇଭେଟ ସ୍କୁଲରେ ପଢିଲେ |

    • @geetasahoo6871
      @geetasahoo6871 Рік тому +2

      ଏଗୁଡାକ ମନ୍ତ୍ରୀ ଆଖିକୁ ଦିଶିବନି । ପାଞ୍ଚଟି class କୁ ଜଣେ ଶିକ୍ଷକ।ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି କି? ନିଜ ପକେଟ୍ ସଂସ୍କରଣ ସର୍ବପ୍ରଥମେ କରନ୍ତୁ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ,,....…

    • @P-Kumar
      @P-Kumar Рік тому

      You are right sir

    • @madhup6071
      @madhup6071 Рік тому

      Vl kahuchhanti sir gariba pilanka pai kia pacharuchhi

  • @sushantakumarpradhan1719
    @sushantakumarpradhan1719 Рік тому +21

    ସମୀର ବାବୁ ସବୁ ଜିଲ୍ଲା ବୁଲି ବୁଲି ଦେଖନ୍ତୁ ସମସ୍ତ ସ୍କୁଲ ଖାଲି ରାଜଧାନୀ ବୁଲିଲେ ହେବ ନାହିଁ ଦୟାକରି ତାସହିତ ସ୍କୁଲ, ଶିକ୍ଷକ, ଶିକ୍ଷତ୍ରି ମାନଙ୍କ ର ସୁବିଧା ଅସୁବିଧା କଣ ପଚାରି ବୁଝ ନ୍ତୁ ଦୟାକରି।🙏

  • @chaitanmurmu8410
    @chaitanmurmu8410 Рік тому +138

    ସବୁ ମନ୍ତ୍ରୀ ଏମିତି ବୁଲିକି ଦେଖିବା ଦରକାର ଖାଲି ଗୋଟିଏ ମନ୍ତ୍ରୀ ବୁଲିଲେ ହବନି

  • @rajeshbiswal3701
    @rajeshbiswal3701 Рік тому +39

    #Abolish contractual system
    ଠିକା ନିଯୁକ୍ତି ବନ୍ଦ କର

    • @laxmikhiti4
      @laxmikhiti4 Рік тому

      Amo Malkangiri re bi tike amiti haithanta ki school manokore name ku hi school achi pila mane kichi jani Nhanti...

  • @amrutahembram4718
    @amrutahembram4718 Рік тому +22

    ଖାଲି ଗୋଟେ ବିଦ୍ୟାଳୟ ଦେଖିଲେ ହେବ ନାହିଁ। ସବୁ ବିଦ୍ୟାଳୟ କୁ ଯାଆନ୍ତୁ ଦେଖିବେ ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝନ୍ତୁ ସବୁ ଠିକ ହେଇଜିବ। ଶିକ୍ଷକ ଭଲ ଅଛନ୍ତି କିନ୍ତୁ ସମସ୍ୟା ଅଧିକ। ସବୁବେଳେ ପ୍ରାଇଭେଟ୍ ସ୍କୁଲ ଆଉ ଗମେଣ୍ଟ ସ୍କୁଲ ସାଂଗ ରେ ତୁଳନା କରାଯାଏ କିନ୍ତୁ ଜାଣିବା ଦରକାର ଯେ ପ୍ରାଇଭେଟ୍ ସ୍କୁଲ ରେ କେତେ ଜଣ ଶିକ୍ଷକ ଅଛନ୍ତି ଆଉ ଗମେଣ୍ଟ ସ୍କୁଲ ରେ କେତେ ଜଣ ଶିକ୍ଷକ ଅଛନ୍ତି କାହିଁ ସେ କଥା ତ କେବେ ପ୍ରଶ୍ନ କରନ୍ତି ନାହିଁ। ତେଣୁ ସବୁ ସମାଧାନ କର ଠିକ ହେଇଜିବ ସମସ୍ୟା।ତା ପରେ ଆସ୍କନ ନେବେ ।

  • @lipi...9256
    @lipi...9256 Рік тому +38

    ସବୁ ବିଦ୍ୟାଳୟ କୁ ସ୍ୱାଗତ ।।।

  • @susantakumarrana5556
    @susantakumarrana5556 Рік тому +5

    ଏହା ଶତ କଥା ଗର୍ରମେନ୍ଟ ସ୍କୁଲ୍ ରେ କେବଳ ଗରିବ
    ଶ୍ରେଣି ର ପିଲା ହିଂ ପାଠ ପଢିଥାନ୍ତି.....ସାରେ ଆପଣ
    ଏହି ପରି ଜଦି ପ୍ରତେକ ସ୍କୁଲ୍ ରେ ପରିବ୍ରହ୍ମଣ କରନ୍ତି
    ତାହାଲେ ଶିଖ୍ୟା ଲାଭ ରେ ଓଡିଶା ର ସ୍ତାନ 1 ନମ୍ବର ରେ ରହିବ.... ସାରେ ଭଗବାନ ଆପଣଙ୍କ ର
    ମଙ୍ଗଳ କରନ୍ତୁ...

  • @icandoeverything2371
    @icandoeverything2371 Рік тому +9

    ଏମିତି ଶିକ୍ଷକ ମାନଙ୍କୁ ଚାକିରୀ ରୁ ବାହର କରା ଯାଉ।

  • @zigajkumar6151
    @zigajkumar6151 Рік тому +92

    ଭଲ ହେଲା ଏମିଥି ଭୁଲିକି ଦେଖିବା ଦରକାର ,ମାଗିଆ ମାନେ ପିଲାଙ୍କୁ ଶିକ୍ଷା ଦଉନାନ୍ତି ଦରମା ନେଉଛନ୍ତି ।

    • @sadasibapradhan7093
      @sadasibapradhan7093 Рік тому +9

      Are sala Tora minister ku kaha school ra bhitibhumi sajadiba Saha class anusare staff deba

    • @rajendrasethi6185
      @rajendrasethi6185 Рік тому

      Tu sala minister ra kukura ki be.

    • @zigajkumar6151
      @zigajkumar6151 Рік тому

      ନାଇଁ ବେ ସାଥ କଥା କହିଲି , କି ବେ ତୋତେ ତାର ଛୋଟେଇଦେଲା ତୋତେ ଏତେ ବାଦିଲା ।

    • @himansusekharbehera426
      @himansusekharbehera426 Рік тому

      Tu jou pela katha kahuchu chada chi chi kharap laguni tate

    • @pradeepmajhi7075
      @pradeepmajhi7075 Рік тому +1

      Tu kia

  • @hscretions6055
    @hscretions6055 Рік тому +17

    କେବେ ଟିକେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଆସନ୍ତୁ ଦୟାକରି କାହାକୁ ନ ଜଣାଇ ଆସନ୍ତୁ ଦେଖିବେ ସ୍କୁଲ ର ସବୁ କଣ ହେଉଛି

  • @mayadhar7856
    @mayadhar7856 Рік тому +3

    ଅତି ଉତ୍ତମ ବିଚାରଧାର sir ମୁଁ ଆପଣ ଙ୍କୁ ସାଲଟ କରୁଛି

  • @kirtandunia5455
    @kirtandunia5455 Рік тому +30

    2 ଦିନ ବୁଲି କରି ଦେଖି ନେଲେ ନେ ହେଇପାରେ ସବୁ ଦିନ ଦେଖେବାର କଥା

  • @cricksyco9078
    @cricksyco9078 Рік тому +3

    ବହୁତ ସୁନ୍ଦର ଏମିତି ହେବା କଥା

  • @ranjit8799
    @ranjit8799 Рік тому +66

    Good job, it should be continued.

  • @abhisek997
    @abhisek997 Рік тому +6

    ଖାଲି ମନ୍ତ୍ରୀ ଆସିଲେ ନୁହେଁ ଅଲଗା ଦିନମାନଙ୍କରେ ବଡ଼ ଅଫିସର ମାନେ ଆସିଲେ ବି ଏମିତି ଏମିତି ଛୋଟ ବଡ଼ ଅସୁବିଧା ହୋଇଯାଏ-ଗାଡ଼ି ଖରାପ ହୋଇଯିବ, ଟ୍ରାଫିକ ଜାମ ହେଇଯିବ, ଘରେ ପିଲା କାନ୍ଦୁଥିବ, ରୋଷାଇ ବି କରିବାର ଥିବ । ଆମେ ସରକାରୀ ଚାକିରୀ କରିଛୁ କେବଳ ଏସବୁ ଏକ ଏକ୍ସକ୍ୟୁଜ ଦେବା ପାଇଁ ।ବୁଝିବାର କଥା ନାଁ | ଅନ୍ୟମାନଙ୍କ ପାଇଁ ଆମେ କଣ ନିତିଦିନିୟା ଅଭ୍ୟାସ କୁ ପରିବର୍ତ୍ତନ କରିପାରିବୁ!shame on this type of government employees

  • @bishnubehera4639
    @bishnubehera4639 Рік тому +15

    Very good discussion

  • @sibaramsahu8873
    @sibaramsahu8873 Рік тому +19

    କିଛି ସ୍କୁଲ କୁ ତ ମାଷ୍ଟ୍ର ମାନେ ଜମା ରୁ ଯାଉ ନାହାଁନ୍ତି

    • @abhisek997
      @abhisek997 Рік тому

      ଶିକ୍ଷାମନ୍ତ୍ରୀଙ୍କୁ ବିନୀତ ଅନୁରୋଧ ସରକାରୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ସ୍କୁଲ ଯିବା ରାସ୍ତାକୁ ନ୍ୟାସନାଲ ହାଇୱେ ରେ ପରିଣତ କରାଯାଉ। ନଚେତ୍ ହାଇୱେ ରାସ୍ତା କଡ଼ରେ ସରକାରୀ ସ୍କୁଲକୁ ସିଫ୍ଟ କରାଯାଉ।

  • @devil4025
    @devil4025 Рік тому +33

    99%school of Odisha are like this 😡
    Government should take appropriate action to rebuild the education system plan like private schools 🙏🙏

  • @musicwombodia1686
    @musicwombodia1686 Рік тому +6

    ସାର ପ୍ରତିଟି ସ୍କୁଲ କୁ ଯାଆନ୍ତୁ ସରକାର ଙ୍କ ଦରମା ମୂଲ୍ୟ ଜଣାପଡିବ 🤔🤔🤔

  • @AS-kf6op
    @AS-kf6op Рік тому +3

    01:24 *ଏ ମାଷ୍ଟ୍ରାଣୀ ନା ହଉଛି ରଶ୍ମିତା ମହାରଥୀ*
    ଏବେ ସେ ଉତ୍ତରା ରେ ରହୁଛି.. ଆଗରୁ ଭୁବନେଶ୍ୱର ଗୌରୀ ନଗରରେ ଘର ଭଡା ନେଇ ରହୁଥିଲା.. ସ୍କୁଲ ପାଖେ ଶାଶୁଘର.. ହେଲେ ଶାଶୁ ଶଶୁରଙ୍କ ପାଖରେ ନ ରହିବା ପାଇଁ ଉତ୍ତରା ରେ ରହୁଛି.ସ୍କୁଲ ସବୁବେଳେ 12ta ରେ ପହଞ୍ଚେ.. ତାକୁ ବିଦା କରିଦେବା କଥା ଚାକିରୀରୁ..

  • @chittaranjannayak3265
    @chittaranjannayak3265 Рік тому +31

    Yes good,I like samir das ,he is doing perfect job.Every minister should do like Mr samir Das.

    • @nimadas118
      @nimadas118 Рік тому

      Au loko ta vali bokachoda heba drkr.Ollagiha ta ri vali bokachoda nka pain education system Saha kheluchhanti ye motherfucker Sameer Dash.

  • @BNB164
    @BNB164 Рік тому +61

    Strict action should be taken against those teachers.

    • @geetasahoo6871
      @geetasahoo6871 Рік тому +3

      Not for teachers but for all govt employees. For vote neta ମନ୍ତ୍ରୀ ସ୍କୁଲ ଗୁଡ଼ିକ ନଷ୍ଟ କରି ପିଲାଙ୍କ ଭବିଷ୍ୟତ ବି ନଷ୍ଟ କରୁଛନ୍ତି।

  • @nayakbrothersvlog5443
    @nayakbrothersvlog5443 Рік тому +4

    Government ଚାକିରି କରିଛନ୍ତି ତ. ତାଙ୍କ ମନ
    ସେ କେବେ ଆସିବେ ସେ ଜାଣି ଥିବେ.

  • @mkm4104
    @mkm4104 Рік тому +4

    This type of surprise visit will required and strict action to be taken against them.

  • @iswarmallik6562
    @iswarmallik6562 Рік тому +7

    Jou school re teacher requirement thiba aau school ghara kharap thiba sethiki samir babu jibeni..... Education re bi politics 🤣🤣🤣🤣🤣🤣🤣🤣

    • @purastammahanta4851
      @purastammahanta4851 Рік тому

      Touch and hold a clip to pin it. Unpinned clips will be deleted after 1 hour.Touch and hold a clip to pin it. Unpinned clips will be deleted after 1 hour.Use the edit icon to pin, add or delete clips.Use the edit icon to pin, add or delete clips.

  • @harishchandrapradhan8637
    @harishchandrapradhan8637 Рік тому +6

    Good decision Sir. Such action should be taken all around Odisha for developing education.

  • @nalinkumarsahu405
    @nalinkumarsahu405 Рік тому +4

    Very nice step.only one minister can not check all these things. All the higher officers of education s Dptt. Should adopt this procedure. Above all other ministers of Odisha should take care of their Deptt. alike Mr. Das.

  • @satyabratamohapatra3840
    @satyabratamohapatra3840 Рік тому +1

    Minister.. Show କରୁଛନ୍ତି ଦମ ଅଛି ତ ସବୁ ଜିଲ୍ଲା ର ଗରମେଣ୍ଟ ସ୍କୁଲରେ ଯାଆ ନ୍ତୁ. ଦେଖନ୍ତୁ ପିଲା ମାନେ ପନିକିୟା ବୀ କହିପାରୁନାହାନ୍ତି. ନା ବୀ ଲେଖିପାରୁନାହାନ୍ତି sir ଦିଦି ମାନେ ମନ ଇଚ୍ଛା ସ୍କୁଲ ଆସୁଛନ୍ତି. ପଠାବି ଠିକ se ପଢା ହଉନି.

  • @debasishdas8221
    @debasishdas8221 Рік тому +1

    Good job sir. I salute you.pl continue your job

  • @santoshsahoo251
    @santoshsahoo251 Рік тому +1

    ସାର୍ ପ୍ଲିଜ୍ ଟେକ୍ କୋରାପୁଟ ଏବଂ ବଲାଙ୍ଗୀର , କଳାହାଣ୍ଡି ଯାଆନ୍ତୁ ନୁତନ ନୁତନ ସ୍କୁଲ୍ ଯୋଜନା ଦେଖିବାକୁ ମିଳିବ 🙏🙏

  • @prasantacreations
    @prasantacreations Рік тому +2

    ବସିକି ତ ଦରମା ପାଉଛନ୍ତି ନା।।। ସବୁ ବିଭାଗରେ ଏମିତି ହେବାକଥା।

  • @pitambarpatra2790
    @pitambarpatra2790 Рік тому +2

    🙏🙏🙏🙏 very good decision sir . Please following all guys

  • @PradeepKumar-tm1xo
    @PradeepKumar-tm1xo Рік тому +12

    Samir das should focus on infrastructure of each school and school curriculum should improve not only punishing teacher but also focus on teacher appointment on regular basis

  • @khirodmohanty3629
    @khirodmohanty3629 Рік тому +10

    Minister Saheba,
    Don't run behind teachers , guide to BEO & DEO ,they are original culprit. Sitting in office collections money through CRCC..

  • @AKSANIL97
    @AKSANIL97 Рік тому +3

    ଜଗନ୍ନାଥପୁର ବିଦ୍ୟାଳୟ ର ନାମ ତମେ ମାନେ ହି କଳଙ୍କ କାହିଁକି ନା ପଇସା ତମେ ଖାଉଚ ବଦନାମ ଗୋର୍ମେଣ୍ଟ ସ୍କୁଲ ହେଉଛି ଛି ଛି ତୁମ ମନ ଙ୍କୁ

  • @pramodsethi9668
    @pramodsethi9668 Рік тому +4

    Great work sir🙏

  • @swopnansupattanaik6381
    @swopnansupattanaik6381 Рік тому +6

    Samir das taking action is justified but in the school outsourcing staff is working who did not get their salary in time with 7 to 8 month delay and also they are working in low wedges since 6 to 7 year with fix salary. So what about them? Is samir das eye on that matter and their future?? No only TRP , media highlight that matter where TRP. Same both Govt. and media.

  • @crickett2021
    @crickett2021 Рік тому +1

    Good sir salute 💯💯🙏👇🙏🙏🙏

  • @prabinaswain4224
    @prabinaswain4224 Рік тому +2

    Sabu school re checking haba darakara. Jagatsinghpur jella re thiba school katha na kahiba bhala ....

  • @krushnapradhan123
    @krushnapradhan123 Рік тому +2

    Great job....sir...

  • @kabitasahoo8385
    @kabitasahoo8385 Рік тому +2

    🙏👍 excellent. Good job. Keep it up.

  • @mamataparida2685
    @mamataparida2685 Рік тому +4

    Many school Teachers are enjoying their job without going to school or going late though they have govt job not like private so punish them properly so that younger will not follow them in future

  • @ullasranjan9049
    @ullasranjan9049 Рік тому +11

    ଅତି ସୁନ୍ଦର ପଦକ୍ଷେପ

  • @radhaswamisuppliers1232
    @radhaswamisuppliers1232 Рік тому +3

    Right decision, in odisha all employees are kham choor
    And some school employees running another business , like St Xavier's kedar gouri employees doing side business lic policies , they are give pressure to make lic policies, otherwise they creat a problems

  • @pattnaikjitu5382
    @pattnaikjitu5382 Рік тому +2

    Thank you Sameer sir

  • @pkkanshine9674
    @pkkanshine9674 Рік тому +1

    Very good action sir👍

  • @rikusahu7251
    @rikusahu7251 Рік тому +1

    Thank you sir, keep it up

  • @kandheikandhei3509
    @kandheikandhei3509 Рік тому +1

    U are gret sir,

  • @r.p.youtube7030
    @r.p.youtube7030 Рік тому +1

    Good jobs

  • @prasantadas7051
    @prasantadas7051 Рік тому +1

    Waw...Good visiting......emiti hele samaste sudharibe.....But one thing emiti anek school achi jouthi Na bholo class room,na pacheri Na. Teacher achanti se problem kemiti slove haba mantri chinta kebe karibe

  • @animanayak5788
    @animanayak5788 Рік тому +1

    Thank you sir.kama chalu

  • @mamatajena9006
    @mamatajena9006 Рік тому +1

    Very good work sir

  • @rasmitasamal7329
    @rasmitasamal7329 Рік тому +2

    Good Decision sir.And also cut H.m.salary full month.

  • @sunilsagar3787
    @sunilsagar3787 Рік тому +1

    Very good decision sir.

  • @urselamajhi521
    @urselamajhi521 Рік тому

    Mantri ku very very thank you👍👍👍👍👍No 1🙏🙏 excellent good

  • @sudiptacharles5174
    @sudiptacharles5174 Рік тому +1

    Good job sir havy punishment techer master

  • @suryakantanayak4463
    @suryakantanayak4463 Рік тому +1

    Good dicition

  • @sarojbehera876
    @sarojbehera876 Рік тому +1

    Salut for good disition

  • @dillipmental4915
    @dillipmental4915 Рік тому +2

    RAYAGADA ku Asantu Sir bahuta bhala lagila daekhiki

  • @subharout2333
    @subharout2333 Рік тому +1

    Right

  • @pradeepkundu8529
    @pradeepkundu8529 Рік тому +1

    Good job

  • @baikunthamajhi9577
    @baikunthamajhi9577 Рік тому +1

    Good decisions Sameer sir

  • @rakeshkumarsahoo5707
    @rakeshkumarsahoo5707 Рік тому

    ଏଇଟା continue କରାଯାଉ

  • @alwayshappy9078
    @alwayshappy9078 Рік тому +7

    Sir ama school ku kebe asantu 😊😊😊

  • @upendraswain516
    @upendraswain516 Рік тому +2

    Good job sir 🙏🙏🙏🙏

  • @smrutiprajnadash9069
    @smrutiprajnadash9069 Рік тому +1

    ଏହି ସଂମ୍ମାନୀୟ ପ୍ରଧାନ ଶିକ୍ଷକ ଜଣଙ୍କ ଅତି ଚତୁର ଭାବେ ଶିକ୍ଷାକୁ ଅବହେଳା କରିଛନ୍ତି | ସାଧାରଣତଃ ବିଦ୍ୟାଳୟ ର ପ୍ରାର୍ଥନା ଶେଷ ପରେ, ସହଯୋଗୀ ମାନଙ୍କ ର ଉପସ୍ଥାନ ରିଭିୟୁ କରି ଦିନର ପ୍ରଥମ ଅଧା ସମୟ କୁ ଶିକ୍ଷା ରେ ଅତି ଉତ୍ସାହ ର ସହ ବିନିଯୋଗ କରାଯିବା ଉଚିତ, କାରଣ ଦିନର ପ୍ରଥମ କାର୍ଯ୍ୟ ପାଇଁ ବହୁତ ଉତ୍ସାହ ଥାଏ | କିନ୍ତୁ ଏଠାରେ ଶିକ୍ଷା ଦାନ ପ୍ରାରମ୍ଭିକ କାର୍ଯ୍ୟ ପରିବର୍ତ୍ତେ ପରିବା କିଣା | ଏହି ଶିକ୍ଷକ ଙ୍କୁ ଯଥାର୍ଥ ବୟସ ଏବଂ ବହୁ ବର୍ଷ କାର୍ଯ୍ୟରେ ନିଯୁକ୍ତି ଥିଲା ଭଳି ଲାଗୁଛନ୍ତି, କିନ୍ତୁ ସବୁ ପରିବା କିଣାରେ ବିନିଯୋଗ | ଲାଗୁଛି ଏହି ଭଳି ଅଯୋଗ୍ୟ, ଅପାରଗ, ଠକ, ଉତ୍ସାହ ହୀନ, ଖାଲି ନାମକୁ ମାତ୍ର ଶିକ୍ଷକ ମାନଙ୍କ ପାଇଁ ଆଜି ଆମ ରାଜ୍ୟ ଓଡିଶା ର ସରକାରୀ ଶିକ୍ଷା ବିପର୍ଯ୍ୟସ୍ତ, ଅନୁନତ ଏବଂ ଅସଫଳ | ଏହି ପରି ଶିକ୍ଷକ ଶିକ୍ଷାର ମୂଲ୍ୟ ବୁଝିବା କଷ୍ଟ, ତେଣୁ ଏହି ପରି ମହାଶୟ ମାନଂକୁ ଯଦି ପ୍ରତି ବ୍ଲକ ରେ ଥିବା ବିଦ୍ୟାଳୟ ମାନଙ୍କ ର ପରିବା କିଣିବା ଦାୟିତ୍ୱ ଦିଆଯାଏ ତେବେ ବହୁତ ଭଲ ହୁଅନ୍ତା, ସେମାନେ ମଧ୍ୟ ସେଥିରୁ ଆଉକିଛି ଲାଭ ପାଇପାରନ୍ତେ 🙏 ବିଜେଡି 25 ବର୍ଷ ରାଜୁତି କରିବାପରେ କହୁଛି କିଛି କିଛି ଭୁଲ ଅଛି 🙏 ମାଡି ଚାଲ 🙏

  • @anilrao3688
    @anilrao3688 Рік тому +1

    Very nice

  • @MLMMARKETING-xs4yd
    @MLMMARKETING-xs4yd Рік тому +5

    ବହୁତ ଭଲ 🙏

  • @chandrasekharkanhar7021
    @chandrasekharkanhar7021 Рік тому +12

    ସମୀର ଆଜ୍ଞା ଆପଣ ଟିକେ ଦେଖିକି ଚାଲନ୍ତୁ ଏମିତି ହେଉ ହେଉ ଆପଣଙ୍କ ଦରମା ବି ବନ୍ଦ ହେଇ ଯାଇ ପାରେ ।

  • @suryspanda3644
    @suryspanda3644 Рік тому +2

    Good work sir👌

  • @udaybhanuroutray6430
    @udaybhanuroutray6430 Рік тому +3

    Sabu govt employee deri re jauchanti
    Samastanka darama bandd kara jau
    Naveen sarkar jhintika mari bani posuchhi

  • @ajayasahu7419
    @ajayasahu7419 Рік тому +2

    Sameer sir apana ete jadi active kahiki education re lanch karbar karuchhanti

  • @subashchandraswain6283
    @subashchandraswain6283 Рік тому

    Thanks 🙏

  • @natratlugun5979
    @natratlugun5979 Рік тому +1

    I have so much happy

  • @debabratasahu8019
    @debabratasahu8019 Рік тому +1

    Right action

  • @kailashnamitavlog4039
    @kailashnamitavlog4039 Рік тому +2

    Good work by minister

  • @darmenderpradhan3584
    @darmenderpradhan3584 Рік тому +1

    Very god sri

  • @paradeshimajhi4604
    @paradeshimajhi4604 Рік тому

    Namoskara sir 🙏 Bhalkarichant very good

  • @krishnasumant6626
    @krishnasumant6626 Рік тому

    Thank you Sir

  • @padmalnaik8017
    @padmalnaik8017 Рік тому

    Thank carry on sir. Obey Delhi government

  • @ratikantajenarn2209
    @ratikantajenarn2209 Рік тому

    Good job sir Namshkar

  • @darshansamad9782
    @darshansamad9782 Рік тому +4

    ମୋ ମତରେ ବୋକା ଛୁଦା ଗାଣ୍ଡୁ ମନ୍ତ୍ରୀଟା ...
    😂🤣🤣🤣🤣 କୋଉ କୋଉ ସ୍କୁଲରେ ତ master hin kom ochhonti, ଶ୍ରେଣୀ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କିନ୍ତୁ master ୩/୪ ta ଏଠି ବାଳ ପିଲା କି ପାଠ ପଢ଼ିବେ...master sit ଆଗେ ଠିକ୍ କର

  • @UMESHKUMAR-qo9zb
    @UMESHKUMAR-qo9zb Рік тому +1

    Kanak news mote amo gann khobor prasarana pain mote tike sahjya karantu

  • @bijaykrishnapanigrahy993
    @bijaykrishnapanigrahy993 Рік тому +3

    Action by Hon'ble Minister against defaulting Teachers of Government Schools deserves appreciation for improving the teaching environment .Government need to take care for improving the education standards of students in Government run schools.

  • @sonagoodlife
    @sonagoodlife Рік тому

    Tqqqq

  • @ashokbariha9275
    @ashokbariha9275 Рік тому

    ମନ୍ତ୍ରୀ ହେବତ ଏମିତି ଇ like you sir 🙏

  • @adityaswain6513
    @adityaswain6513 Рік тому

    Right. To. Education minister

  • @anupamasahoo1853
    @anupamasahoo1853 Рік тому +1

    Sir. Kichi padaunahanti GMT school re kichi padaunahanti darmabandkari thik karichanti

  • @sridevinath4868
    @sridevinath4868 Рік тому +1

    Good job 👍👍

  • @akrutiii....4531
    @akrutiii....4531 Рік тому +1

    Nice sir.

  • @minumalatimajhi2055
    @minumalatimajhi2055 Рік тому +2

    Telkoi block ku b kebe visit karantu sir

  • @debendrajena1031
    @debendrajena1031 Рік тому

    ସବୁ ସରକାରୀ କାର୍ଯ୍ୟାଳୟ ଏହି ଭଳି ଚାଲିଛି

  • @user-jo7ks3ym7s
    @user-jo7ks3ym7s Рік тому +1

    ବଢିଆ ହୋଇଛି, ଏଥର ନାମ ନିଅ

  • @prakashbehera8833
    @prakashbehera8833 Рік тому +1

    Most of the school has same problem.

  • @devanandnag51
    @devanandnag51 Рік тому +1

    These are very common

  • @techtalk2374
    @techtalk2374 Рік тому +1

    No work no pay..

  • @jitendrabehera8058
    @jitendrabehera8058 Рік тому

    Sri Sameer Ranjan Das...🙏🙏...Sir I heartily request ...plz come our ANGUL District....And...go..and... move... check Our all SCHOOL....plz.,.🙏

  • @nilubrother4587
    @nilubrother4587 Рік тому

    Bahut badhia

  • @ajitkumardigal6113
    @ajitkumardigal6113 Рік тому

    This is the credit of odisha government .

  • @mittupilla9157
    @mittupilla9157 Рік тому +1

    Every where same problem,many of teacher even not going school also