Odisha BJP ‘books’ Pandian’s flight to Chennai on June 4?
Вставка
- Опубліковано 25 вер 2024
- #BJP_କାଟିଲା_ପାଣ୍ଡିଆନଙ୍କ_ଫ୍ଲାଇଟ୍_ଟିକେଟ୍ !
ଓଡ଼ିଶାରେ ଆଉ ରହିବେନି ପାଣ୍ଡିଆନ୍ ! ୪ ତାରିଖରେ ଛାଡ଼ିବେ ଭୁବନେଶ୍ୱର ! ଫେରିଯିବେ ତାମିଲନାଡ଼ୁ ! ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କ ପାଇଁ ରାଜ୍ୟ ବିଜେପି ଫ୍ଲାଇଟ୍ ଟିକେଟ୍ କରିସାରିଛି । ଜୁନ୍ ୪ ତାରିଖରେ ‘ବିଜେଡି ଗୋ’ ଫ୍ଲାଇଟ୍ରେ ପାଣ୍ତିଆନ୍ ଚେନ୍ନାଇ ଫେରିଯିବେ ବୋଲି ଟିକେଟ୍ କରିଛି ରାଜ୍ୟ ବିଜେପି ।
#BJP #BJD #Politics #2024Election #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଗୋଟେ ଲୋକ ପଛରେ ସବୁ ବିଜେପି ନେତା ପଡିଛନ୍ତି, ଏଇଟା ବିଜେପି ହାରିବାର ଭୟ
Sadharana janta bi jabab debe wait kra...
ଯଦି BJD 💚 ଜିତେ BJP ନେତା ଇସ୍ତଫା ଦେବେ ତ ଦମ୍ ଅଛି
Chatukaritar praman diantu nahi
BJD is person centred party,and the person is VK pandian
Tamil sasan darakare nahi
୧୫ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିବ? ଏହା ବୋଧେ ଏକବିଂଶ ଶତାବ୍ଦୀର ସବୁଠୁ ବଡ ମିଛ
Kan kahithila bhalesa sunu😅
Pura chup rahija bedha chua .. BJD mendha ki tu ?
Au ta maa ku papu au Pandu gahuchanti bodhay 😂😂😂
@ddt930 chup kare Odia maghiya bjd cheliiii na mendha tu be bedha chua
15 lakh kia daba kahi thila 😅😅 to bopa kale dekhuchu 15 lakh 😅
ବିଜେପି ପାଇଁ ସବୁଠୁ ବଡ ଆଲର୍ଜି କଣ ଜାଣନ୍ତି, ଚାକିରି
ବିଜେପି ସରକାରରେ ହିଁ ଦେଶରେ ବେକାରୀ ହାର ସବୁଠୁ ଉପରେ,ଏକଥା କଣ ଅନ୍ଧଭକ୍ତ ମାନିବ
Mere pass to nakri he. Tum padhai nehi karte kya 😂
Modi kahila OTV office agara gota chicken pakada dokan kara sata hin job 200 miluchi Zee news ra kahichi 😂
Right
Ki Re Panda Maghiya .. tu kna BJD mendha ki ? Pakhala khaiki soija
Those who are not preparing well they are not getting the job
ନିଯୁକ୍ତିର ନାଁ ଗନ୍ଧ ନାହିଁ, ଯୁବବର୍ଗଙ୍କ ଭବିଷ୍ୟତ ଗଲାଣି ଅନ୍ଧାର ହୋଇ
Pura chup rahija bedha chua .. BJD mendha ki tu ?
Bjd jindabad
😂@@errkggift❤❤❤
@@krishnakhanda7125Odia loka nku na sodhile sudhribeni.. sabu maghiya guda 200 tanka neiki bjd ku vote dauchanti .sethi pain sodhibaku paduchi
Ja papa karichhi chakri ta pua se jaga madibasuchhi
ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି କରି ଲୋକଙ୍କୁ ଲୁଟୁଛି ବିଜେପି
Bjp modi sola lutuchhi
Aau bjd kn lutuchi tike kahiluni
Bjd bhari bhala nuhon,,,,,,,
ଯୁବବର୍ଗଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଛି ବିଜେପି
Sethipain rajya sarkar 7 Barsha pare junior teacher recruitment bahara kale😂😂
😆😆😆😆😆
Bjp nude bjd Khera karuchi
ଏଇଟା ପୁରା ମାଗେଣା ଖିଆ ଟା 😂😂😂
Pura chup rahija bedha chua .. BJD mendha ki tu ?
BJD ର ମେନିଫେଷ୍ଟ ବିଜେପି ନେତାଙ୍କୁ କଷ୍ଟ ଲାଗୁଛି । ଆଉ ଜଉ ନେତା ଟୁରିଷ୍ଟ ଆସୁଛନ୍ତି ସେମାନେ ଯଥାଶୀଘ୍ର ବିଦାୟ ହେବେ ❤
ମାଗଣାରେ ଗ୍ୟାସ ଦେଇଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି, କିନ୍ତୁ କେତେ ଗ୍ୟାସ ଟାଙ୍କି ଫାଙ୍କା ପଡିଛି ତାହାର ହିସାବ ଦେବାକୁ ବୋଧେ ଭୁଲି ଯାଇଛନ୍ତି
Sata Katha kahila
ଆମର ଗ୍ୟାସ୍ ଟା ବି ଫାଙ୍କା ପଡିଛି 😅
Tame sabu magana khiya😅😅😅
😂😂😂😂
ହଁମ କି ଶଳା ତାମିଲ ପେଳଚଟା
ପାଣ୍ଡିଆନ ପାଇଁ ଟିକେଟ ତମେ କରିଛ ନା ପାଣ୍ଡିଆନ ତମମାନପାଇଁ ଟିକେଟ କରିଛି ଜଣା ପଡିବ 4 ତାରିଖରେ ଏମିତି ପାଳ ପକେଇକି ଉଚ୍ଚା କାହିଁକି ହଉଛ.. କାହାପାଇଁ ଟିକେଟ ହେଇଚି ସ୍ୱୟଂ ଜଗନ୍ନାଥ ଜାଣିଛନ୍ତି... ଗୋଟେ ଲୋକ ପାଇଁ ଭାରତସାରା ଡ଼ରୁଛ କାହିଁକି ଓଡିଶା ଲୋକମାନେ ସବୁକଥା ଜାଣିଛନ୍ତି
ଚିକ୍କିଣିଆ କଥା କହିବେ, ଭୋଟ ହାତେଇବା ପରେ ପଛରେ ଲାତ ମାରିବେ । ଏହା ହିଁ ବିଜେପି ନେତାଙ୍କ ଅଭ୍ୟାସ
Thik kahuchhanti...ହେଲେ ପରିବର୍ତ୍ତନ ହେବା ଉଚିତ୍ ....new party...
Kn bjd netanka aviyas nahin,,,ama ganku thare aasa buliki jiba
ଯୁବବର୍ଗଙ୍କୁ ଚାକିରି ନାହିଁ, ମହଙ୍ଗା ମାଡରେ ଜନତା ହାଇଁପାଇଁ । ଇଏ କଣ ଅଚ୍ଛେଦିନ
Pura chup rahija bedha chua .. BJD mendha ki tu ?
Business kara lokanku chakiri dia khali sarkar sabu karibe au tame kana kariva
Only congress next pm Rahul Gandhi Modi ku gandi re Latha marideleni odisha re jaga khojuchhi modi
@ddt930 Sanskar au jaha kuha Tuma Maa bi Mo Maa
ଜୟ ବିଜେଡ଼ି , ଜୟ ନବୀନ
Jay BJP Jay Modi Jay Shree Ram
Magana mad mansha khao
ଗ୍ୟାସ ଦର ୧୧୦୦ ପାର, ଏହା ଠାରୁ ଆଉ ଅଧିକ ଅଚ୍ଛେଦିନ କଣ ହୋଇପାରିବ?
ଭାଇ, ଗ୍ୟାସ ଓ ପେଟ୍ରୋଲ ଦର ବଢୁଛି କାରଣ ବିଦେଶ ରୁ ଆମଦାନୀ ହେଉଛି । କେଉଁ ସରକାର ଅଛି କୁହ ଏହାକୁ କମ କରିବ ।
2013 re 1200 tanka gas Dara thila 2015 re 560 thila au Abe 850 achi
Gas Dara petroleum Dara OPEC country control karanti
Gas kinuchu ki chuda kinuchu sala 800 tanka gas re 1100 kebe hela 😅😅😅 mg mada pila belaku ta 750 ml ra aniki piucha dam dekha jauni 😅
@@satyabannaik4539 se mala je to gandi kain phatuchi to aja thila ki se 😅
ବିଜେପି ସରକାରରେ ଗରିବଙ୍କ ପାଇଁ ଗ୍ୟାସ୍ ଏବେ ଦୁଃସ୍ୱପ୍ନ ପାଲଟିଛି
Gas abe kete achi re bala
Election ପାଁଇ କମିଛି cylinder ଦମ ତାପରେ 2000 ହବ
@@rasmistatus apana khali gas rate ku dhariki basichanti tmk au kichi dekha jauni tapare inflation ku neiki sabu jinisa automatic raise heuchi
ଆଗ ସ୍ବପ୍ନ ଥିଲା କିନ୍ତୁ ଏବେ 10 କୋଟି ଗରିବ ଗ୍ୟାସ୍ ଯାଳୁଛନ୍ତି ଆଉ ଆମ ଗାଁ ର ସବୁ ଗରିବ ଯାଳୁଛନ୍ତି ଆମ ଗାଆଁ କୁ ଗ୍ୟାସ୍ ଗାଡ଼ି ଆସୁଛି
Gas⛽ 750 ba 800 achi
ପେଟ୍ରୋଲର ଆକାଶଛୁଆଁ ଦର ପାଇଁ ଲୋକ ଗାଡି ଚଲାଇବା ଭୁଲିଗଲେଣି
Patrol 103 mada 1500 litar
Ghare ghare 5 ta gadi hele kan heba petrol dara obviously badhiba
Mada dara pain mada pieba vulunahanti kintu petrol dara pain gadi chaleiba vuligale .....wah !
Are vai mada 160 ltr okk😊
Bhai badhiba ekaa tamar salary badhuni ki tama age badhuni ki sethipain sabu badhiba 900 tanka deiki mada bottole pi daucha 900 tanka gas te Ani paruna 100 tanka deikie tela pakei paribani kintu gutka cigrette dina ku 100 tanka ra khaiba piba
ବିଜେପି ନେତାଏ ଉତ୍ତର ଦେବେ କି, ପେଟ୍ରୋଲ ଓ ଗ୍ୟାସରୁ ଟଙ୍କା ଲୁଟି ବିଜେପି କାହା ପକେଟରେ ଭରୁଛି
Capital expenditures re kharcha hacuhi
Amo India abe Japan pore financial structure re 5th sthano re achi
Anya state bhali Odisha nija tax kamauni kanhiki ?
Gas 800 ausethiru subsidy 300 au rajya tax 250 tebe Kendra 250 re gas douchi
GST re kete CGST au SGST tike check karantu janiparibe kie kete nauchi
ବର୍ଷକୁ ୨ କୋଟି ଚାକିରି । ଘୋଷଣା ବୋଧେ ବିଜେପି ନେତାଏ ଭୁଲିଗଲେଣି ।
BJD chakiri dei dei 25 years re 270000 post khali padichhi 😂
Sethipaen to odisha Loko chakiri paen gujrat jauchhanti bhokua
Odisha re ete jaye jetiki post baharichi hisab achi ki. Jadi achi kete post deichi posting.
Tu Dina ku kate ghanta padhuchu kaha
ହେମନ୍ତ ବିଶ୍ଵ ଶର୍ମା ନିଜେ ଗୋଟେ ବଡ଼ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ।ଶାରଦା ଚିଟଫଣ୍ଡ ରେ ଲୋକ ଙ୍କ ପଇସା ଖାଇଥିଲା ।berger louis କେସ ରେ ବି INVOLVED ଥିଲା ।। CBI ତା ନା ରେ ଚାର୍ଜସିଟ୍ ବି ବନେଇ ଥିଲା ।BJP washing machine ରେ ପଶି ସେ ଏତେ ଶୁଦ୍ଧ ହେଇ ଗଲା ଯେ ଆସାମ ରେ BJP ସରକାର ହେଲା ପରେ ସେ ମୁଖ୍ୟମନ୍ତ୍ରୀ ବି ହେଇ ଗଲା ।ସେ କଣ ଦୁର୍ନୀତି କଥା କହୁଛି ଆଉ ଲୋକ ଶୁଣୁଛନ୍ତି ମୁ ଆଶ୍ଚର୍ଯ୍ୟ । ତା ନାଁରେ CBI କେସ ବି open ହଉ।କିନ୍ତୁ ହେବନି ।coz ସେ BJP ରେ।।ଯେ ଯାଏଁ କଂଗ୍ରେସ ରେ ଥିଲା ସେ ଅପରାଧୀ । ଏବେ ଯଦି pandian ବି BJP ରେ ମିଶି ଯାଏ ସେ ତାକୁ ବି ମୁଖ୍ୟମନ୍ତ୍ରୀ କରିଦେବେ। BJP ra ନୀତି ଆଦର୍ଶ ସବୁ ମିଛ ।ଓଡ଼ିଶା ରେ bjp ସରକାର ହେଲେ privatisation ନାମ ରେ ସବୁ ଆଦାନୀ ଆଉ ଅମ୍ବାନୀ ନେବେ , corruption ହେବ bt cbi Ed କିଛି କରିବେନି coz ଗୋଟେ super corrupted loka ମୁଖ୍ୟମନ୍ତ୍ରୀ ହେବ ।ସେ ଗୁଜୁରାଟ ରୁ କଣ୍ଟ୍ରୋଲ ହେବ ।ଓଡ଼ିଆ ନାମ ରେ ଗୁଜରାଟୀ ଚଳେଇବେ ।i think people wil accept gujju people over Tamil .. Odia wil gradually loose its identity
Thik kahicha bhai ....I appreciate 👍
Thic kahicha Bhai a sala kateta modi modi ghusi deichanti au chariade bhuku chanti
Right Bhai😊😊😊❤❤❤❤
ପାଣ୍ଡିଆନ୍ କଣ ବିଜେପି ର ମଧ୍ୟ ଯିବାର ସମୟ ହୋଇଗଲା, ସମସ୍ତେ ପ୍ରସ୍ତୁତ ରୁହ, ମୁଁ ଜଣେ ସାଧାରଣ ଭୋଟର ଭାବେ ମନ୍ତବ୍ୟ ଦେଉଅଛି।
ଗୋଟେ ଲୋକ ପଛରେ ସମସ୍ତେ ପଡ଼ିଛ.. ୟାକୁ କୁହନ୍ତି ଭୟ 😍😄😄😄😄
Bala naaaaa
କଥା ଲୋକର ନୁହଁ ,କଥା ଆଦର୍ଶ ଓ ବିଚାରଧାରା ର ।
@@pravanjandash2468 ବାଳ ନା ନୁହଁ ରେ ସେଇଟା ଭଲ ନା ।
ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଗରୁ କାଇଁ ଆସୁ ନଥିଲେ
ସିଏ କଣ ପ୍ରଧାନମନ୍ତ୍ରୀ?
Right
Tuma gharaku dakilani asibe.Sala jemiti to dada pua bhai😂
Naveen Babu election time re odisha sara bulanti anya time re kn pai Naveen nibasa re soi ruhe ?
chup tamil pandu r chamcha...be murkha t naveena kete thara barsha re loko seva bhavan aau vidhan sabha jae be....kete thara hinjili jaichi naveena 5yr re.....sala tu swabhimani odia ti🤔chakara,chamcha,pada chata,
ଆଗ ନିଜ ଦଳକୁ ସୃଧୁଢ କର, ପାଣ୍ଡିଆନ ପଛରେ ପରେ ଲାଗିବ,
5 ta Tamil officer Odisha chhadi le odisha odia pu cm haba se jau party hau ame adjust karidabu 👍👍
yes se tamil pandu paine pura odia jati pura gaon gaon reekjut hei sarichanti...tume jadi swabhimani odia t tume v asa hato.milao..nahele jao tamil pandu r gulamgiri karibo🤣
ତମର ଏତେ ପଇସା ତମେ ପାଣ୍ଡିଆନ କୁ ଟିକେଟ କରିଦଉଛ, ପାଣ୍ଡିଆନ ତ କହିଲା ନବୀନ ମୁଖ୍ୟମନ୍ତ୍ରୀ ନ ହେଲେ ସେ ରାଜନୀତି ରୁ ସନ୍ୟାସ ନବ ତମ ଭିତରୁ ଯଦି କାହାର ଦମ ଥିଲା ତା challenge ku accept କଲନୀ 😁
Super coment bro 👍
BJP ପାଖରେ develop କିଛି ନାହିଁ Pandian pachare ପଡିଛି
ବିଜେପି ର ପେଣ୍ଟ ଖୁଲି ଦେଲାଣି ଓଡ଼ିଶାର ପାଣ୍ଡିଆନ ।ଆଉ ବାକି ଅଛି କେନ୍ଦ୍ର ର କୁଆଡେ ଯିବ ଗେରୁଆ ଧାରି
BJD ପୁଣି ଥରେ ଓଡ଼ିଶା ରେ ସରକାର ଗଠନ କରିବ 🎉🎉💯
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏 ଜୟ ଜଗନ୍ନାଥ 🙏🙏🙏 ଜୟ ବିଜେଡ଼ି 🎉🎉🎉🎉🎉🎉
ଯାହା ବି ହେଉ ପଛେ BJP କିନ୍ତୁ ଭଲ ନାଟକ କରିବା ଶିଖିଛି
ମିଛ news...
Aparajita ku pathhai diya bihar
Odisha loke kamare biswas karanti .. dilogue baji re nuhe...
Puni b. J. D sarkaar odishare heba
କିଛି କହି ହେବ ନାହିଁ , ଜଗନ୍ନାଥଙ୍କ ଇଚ୍ଛା ଅନୁସାରେ ସବୁ ହେଉଛି , ଜଗା ଏକା ବଡ଼ , ଜୁନ୍ 4 ରେ ଜଗା ପାଣ୍ଡୁ କୁ ପାଖରେ ରଖୁଛି କି ତାଡ଼ିଦେଉଛି ଜନଆ ପଡ଼ିଯିବ ,ସେତେ ବେଳେ jagannath nka ଇଛା କୁ ସମ୍ମାନ ଦେବା ପାଇଁ ଆମେ ସମସ୍ତେ ଏକାଠି ହୋଇ ଅଭିବାଦନ ଜଣାଇବା।😅😅😅
Pre book a ticket for your boss and Aparajita to New Delhi😂😂 as National spokesperson
Nabin କୁ ଆମେରିକା ପଠେଇଦିଅ
😢
😂😂😂😂great 👍 👌
For writing his biography
America nuha ....kala Pani ku patha jau
😊😊😅😅😅 comedy
ଭାରତ ବରସ ରେ ଇତିହାସ ହବ ଜୟ ନବୀନ
Odisha BJP jagannath nku bhuligala hariba thaya 💯💯💯💯💯
ବେଶୀ emotional ହୁଅନି ଭାଇ ।
BJD jaganatha nka ସ୍ଵର୍ଣ୍ଣ ଅଳଙ୍କାର ku khaigalani seta mgh tate dekha jauni
କେନ୍ଦ୍ରରେ ବିଜେପି ରାଜ୍ୟରେ ମଧ୍ୟ ବିଜେପି ସରକାର ହେଲେ ରାଜ୍ୟସଭା, ସଂସଦରେ ଆଉ ବିଧାନ ସଭାରେ ଜଉ ବିଲ୍ ପାସ୍ କରିବ ବିଜେପି ସେଇଟା ଲୋକମାନଙ୍କୁ ପସନ୍ଦ ନ ହେଲେ ଆଉ ପ୍ରତ୍ୟା ହାର ହେବତ ? ଏହା ଟିକେ। ରାଜ୍ୟବାସୀ ଭାବନ୍ତୁ । ଯେମିତି କୃଷି ତିନିଟା ପ୍ରତ୍ୟାହାର୍ଭେଇଚିକି ?
ଏବର୍ଷ ନବୀନ ପାଡିଆନ ଙ୍କୁ ବିଦାୟ ଦିଅନ୍ତୁ ଓଡିଶା ବାସୀ 🙏🏻🙏🏻🙏🏻
Jay Jagannath
କେନ୍ଦ୍ରରେ ପ୍ରଧାନ ମନ୍ତ୍ରୀ ମୋଦି ଠିକ୍ ।କିନ୍ତୁ ଓଡ଼ିଶା ରେ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ କୌଣସି ପାର୍ଟି
ଓଡ଼ିଶା ପାଇଁ ବିପଦ। ତେଣୁ ଓଡିଶା ରେ bjd ଠିକ୍। ଏହା ମୋର ବ୍ୟକ୍ତିଗତ କଥା ।ମୁଁ କୌଣସି ପାର୍ଟି ପକ୍ଷରୁ କହୁନାହିଁ।
ତା ମାନେ ନୁହେଁ କି mp ସିଟ୍ କୁ bjp କୁ ଦେବା। mp ସିଟ୍ ଯଦି bjp କୁ ଦେବା ତେବେ ସବୁ ଭଲ କାମ ରେ ବନ୍ଦ କରି ହଇରାଣ କରିବେ ।ତେଣୁ ମୋ ମତ ରେ ଦୋଇ ଟି ଯାକ ଶଙ୍ଖ ଚିହ୍ନ ରେ ଭୋଟ ଦେବା ଆମେ bjp କୁ ଭୋଟ ନ ଦେଲେ ମଧ୍ୟ ସେ କେନ୍ଦ୍ରରେ ସରକାର ଗଠନ କରିବ ।
ଭଗବାନ କାହାର ଗର୍ବ ଓ ଅହଙ୍କାର ବରଦାସ୍ତ କରନ୍ତି ନାହିଁ
Sethipai ta sabubel bjd jiti asuchi...😅
Right 👍
ଜୟ ଶ୍ରୀରାମ 🚩
Congratulations 🎉🎊🎉 ଚାଲି jao by by ପାଣ୍ଡିଅନ
Sabu edit Sala mu emiti kete tck karidebi 😅😅😅
ଏ BJP ନେତା ଆମକୁ ଲୁଟି ନେବେ ।ଏଥର ଜିତିବା ପରେ GST ଡବଲ ଓ ସୁନା ଆଉ ପେଟ୍ରୋଲ ଦର ବୃଦ୍ଧି ଭୟଙ୍କର ଭାବରେ ବୃଦ୍ଧି କରିବେ l ଆମ ଗରିବ ଲୋକଙ୍କୁ ଲୁଟି ଏ ମୋଦି ବାବୁ ଯୋଉ ଦlମି ଦାମୀ suit ଆଉ ଲକ୍ଷ ଲକ୍ଷ ଟଙ୍କlର ଚଷମା ପିନ୍ଧୁଛନ୍ତି କଣ thick କରୁଛନ୍ତି
କେତେ ସତ ଦେଖିବାକୁ ବାକି । ଆପଣ
ମାନଙ୍କ ପାଖରେ ପ୍ରଶ୍ନ ଆପଣ ମାନଙ୍କ ପାଖରେ ଉତ୍ତର
ସମ୍ପୂର୍ଣ୍ଣ ସତ l
Kartik pandian ho na chahiye odisha me ❤❤❤❤🙏🙏🙏
Jail heba Katha
Pl CBI & ED should investigate various corruption of Odisha.
Very good
ବିଜେପି ହାରିବ ସୁନିଶ୍ଚିତ
Bbsr ru Bihari 4 re jiba re odisha ru BJP hariba thaya re
ବିଜେଡି ନେତା ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ୍ ସର୍ବଦା ଏକ ଚର୍ଚ୍ଚାର ବିଷୟ ହୋଇଯାଇଛନ୍ତି କେବଳ ଓଡ଼ିଶାବାସୀ ନୁହେଁ ସମସ୍ତଙ୍କ ପାଇଁ ।
Ei sabu kara bjp wala au media wala ku vi laja nahi
ପଣ୍ଡିଆନ୍ ଯାଉ ଆମ ନବୀନ ଥାଉ
ଓଡିଶା ପାଇଁ କିଛି ତ ବିଜେପି କରିପାରିନାନି ଆଉ କଣ କରିବ କାମ କିଛି ନାହିଁ
BJD hatau odisha ru 🎉🎉🎉🎉🎉🎉🎉
ନିର୍ବାଚନ ଲଢ଼ିବା ଆଗରୁ ପାଣ୍ଡିଆନ ର ଭବିଷ୍ୟତ ଖତମ, ନା ଚାକିରୀ ଅଛି ନା ନେତା ହେଇ ପାରିବ
Karodpati hela pandita
BJP ସରକାର ଭୁଲି ଗଲେଣି ବୋଧେ ବିଜେପି ସରକାର ଲାଗି ଆମ ଦେଶ ପଛରେ ପଡ଼ିଲାଣି ଆଉ BJP ସରକାର ଦରକାର ନାହି 🙋
ଏ ପାଣ୍ଡିଆନ ଜଗୁ ଆମ ଓଡିଶାରେ ଅଶାନ୍ତି ସୃଷ୍ଟି କରୁଛି
Athare BJP💖
ବହୁତ ଭଲ ପାଣ୍ଡୁ କୁ ତାମିଲନାଡୁ ଆଉ ନବୀନ କୁ ଦିଲୀ ପଡ଼ଠେଇ ଦିଆ ଯାଉ ଜୁନ 4 2024
Au bjp ku...Goa ..
Bjd ku tkaer dai paribani bjp .
Pandya ekka ladhiba...
@@suniltanty2811 ଯେତେ ସପନ ଦେଖିଛ bro ସତ ନାଇଁ ହୁଏ ଏଇଥରେ ଓଡ଼ିଶାରେ bjp ସରକାର 100%
Eturu Jana padila pandian BJP ra nida hajei dei chhanti
ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ । ଗୋଟିଏ ୨୫ ବର୍ଷର ସରକାର ଭାଙ୍ଗିବାକୁ ହେଲେ ଦୃଢ଼ ନେତୃତ୍ବର ଆବଶ୍ୟକତା ରହିଛି ଆଉ କେନ୍ଦ୍ରୀୟ ନେତୃତ୍ବ ମୋଦି , ଶାହା ଆସିଲେ କିଛି ଲାଭ ନାହିଁ ।
Otv ku e news bahut bhala laguchhi
Khali otv ku nuha swabhimani odia nku bhala laguchhi 👍 Naveen Babu nka fan ame Biju babu nka fan kintu pandu ra krita dasa nuha 👍👍 odia pua jhia nku Hebe ama next cm kau gumsta nuha
tu jadi swabhimani odia hei thantu tote v vala lagi thanta...tu t helu tamil pandu r pada chata chakara,tote ebe tamil news vala lagibo...ki odia be tu t rakta re kn madhubabu,fakirmohan,gopbandhu etc nka r rakta bahuni emane ae odia jati r swabhiman paine ladhei kari thile .aaau ebe ame sei ladhei puni ladhuchu...bt tu kn karuchu bhai...se pandu odia jati ku apaman pare apaman kari chalichi..aau t odisha re kn sabu odia hinzda ,se pandu cm haba ku basichi
@@iconicindrajit3660 kie bujhei baa emana nku prabada purusa bibu Babu nka swopna ra odisha mada mukta odisha aji puni eka record karichhi 4.5cr janata bisista odisha last 30 days re 650 cr ra bidesi mada paichhanti IND ra sabu thu bada parba election re mada Mansa ra Banya hauchhi
@@_mr___rajput yes bro..bt don'tworrey lokonku jete mada mansa,tanka bantile v loke aau vote bjd ku debeni...sabu padma re debe vote,sabu khai jibe bjd thu bt bjp ku sabu vote debe...coz ebe odia swabhiman r katha uthichi,odia r prana mahaorabhu jagannath nka r katha uthichi.ebe loke sachetan heleni.....dekhibo result baharu..chamtkar hebo....ebe odisha sara gote factor kamo dauchi seita hauchi tamil pandu birodhi factor..aeita hi bjp paine 100, 100re fayda hauchi....
ଭଲ ହେଲା। ଓଡ଼ିଶା ରେ କେବଳ ଓଡ଼ିଆ ଲୋକ ଶାସନ କରିବେ
ଓଡ଼ିଶାରେ କେବେ ED CBI ତଦନ୍ତ ହେବ MLA ମାନଙ୍କୁ ତାରିଖ ଟେ କହୁନ୍
Athre gundagardi kamiba BJP sarkar asiba 🙏
Odisha BJP Dina re swapna dekhuchi
Wait and watch
hmmmmm aau tamil pandu dina rati swapna dekhuchi cm haba odisha re🤣
ବହୁତ ଭଲ ଲାଗିଲା ମୋ ହୁଦୟ ସାନ୍ତି ମିଳିଲା
ପାଣ୍ଡୁ ଯାହା ଲୁଟିଛି ଓଡିଶା ରୁ ସବୁ ବାହାର କର ଆଉ ଝୁଲା ଦେଇକି ବିଦା କର
Jadi jibaku ichcha nahin tebe parcel Kari ki pathaidia
ଆସାମ ରାଜ୍ୟ କେତେ ନମ୍ବର ରେ ଅଛି କହିବେକୀ
ଆସାମ ମୁଖ୍ୟ ମନ୍ତ୍ରୀ ଲୁଟି ଲୁଟି BJP ରେ ଆସି ମିଶି ସ୍ୟଚ୍ଛ ହେଇ ଗଲା ତା ନାଁରେ CBI au ED ଲାଗି ଥିଲା ତା ଭାଗ୍ୟ ଭଲ BJP କୁ ଆସି ସ୍ୟଛ ହେଇ ଗଲା
ଏ ଦେଶରେ ଆଉ କେହି ଶାସନ କରିବେନି ଖାଲି BJP କରିବ କାରଣ ସେ ମନେ ହିଁ ଜାଣି ଛନ୍ତି ଖାଲି ଶାସନ କରି ଆଉ କେହି ଜାଣି ନାହାଁନ୍ତି
ହେମନ୍ତ ବିଶ୍ଵ ଶର୍ମା ଆସାମ କୁ କେତେ ନମ୍ବରେ ରଖିଚି ଆଗ କହୁ
ପଣ୍ଡିଆଁ ନେତା ନାଁ କୁତା
ଜଦି ଆମେ ଓଡ଼ିଆ ❤ ଜଦି ହିନ୍ଦୁ ଧର୍ମର ଲୋକ ଆମେ❤ ସମସ୍ତେ ଗୋଟିଏ କଥା କୁହ ରତ୍ନ ଭଣ୍ଡାର କେବେ ଖୋଲିବ❓BJP ଆସିଲେ ❤ ରତ୍ନଭଣ୍ଡାର ଖୋଲାଯିବ❤ ଜଗନ୍ନାଥଙ୍କ ଜମି ବେଦାନ୍ତ ଠାରୁ ଆସିବ ❤ ଶ୍ରୀମନ୍ଦିର ଚାରି ଦୁଆର ଖୋଲା ଯିବ❤ ଜଗନ୍ନାଥ ଙ୍କୁ ଯେ ଭିକ ମଗେଇଛି😂ତାକୁ ଓଡ଼ିଶାରୁ ଫୋପାଡି ଦିଅ
Tame news channel ki bjp agent
ଜୟ ଶ୍ରୀରାମ ଠିକ୍ ହେଇଛି 🙏🙏🙏🙏
Time asile jana padiba kie jiba kie jibani
ଯାହା ହେଉଛି ତା ହା ସମୟ ର khhel ଜୟ ଜଗନ୍ନାଥ
BJD ରେ ଯୋଗଦେବା pandian ପାଇଁ ଶନିଦଶା ପଡ଼ିଲା,
Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
ପାଣ୍ଡୁ ଜିବ ତାମିଲ ନାଡୁ😂😂😂😂
Good news ❤
💯💯💯👍thik katha,😅
ବିଜେପି ସରକାର କହିଥିଲା-ଦେଶରୁ ଗରିବ ହିଟିବ. ହେଲେ ଦରଦାମ ଆଜି ଆକାଶଛୁଆଁ-ଗ୍ୟାସ ଦର ଆକାଶଛୁଆଁ-ବେରୋଜଗାର ବେକାରୀ ସଂଖ୍ୟା ଦେଶରେ ସାର୍ବାଧିକ-ପରିତାପର ବିଷୟ ଦେଶ ଆଜି ଧନୀଲୋକଙ୍କ ହାତରେ ଶାସନ ଚାଲିଛି ଦେଶର ଗରିବ ଜନତାଙ୍କ କଥା କିଏ ପଚାରୁଛି.. ଦେଶରେ ଆଜି ଲୋକସଭାରେ ଶିକ୍ଷିତ ନେତାର ବହୁତ ଆବଶ୍ୟକତା ରହିଛି. ଯିଏକି ଲୋକସଭାରେ ଏଭଳି ପାଖଣ୍ଡି ବିଜେପି ସରକାରକୁ ଉଚିତ ଦେବେ-ଦେଶର ଶିକ୍ଷିତ ଜନତା କୁ ମୋଦି ସରକାର ମୂର୍ଖ ଭାବିବା କଦାପି ଉଚିତ ନୁହେଁ..ଭାରତ ପାଇଁ ଦୁର୍ଭାଗ୍ୟ ମୋଦି ସରକାର..?
Bata Ram Mandir kisne banaya Agar vah Nahin Hote yah Mumkin hota hai kya❤
ପାଣ୍ଡୁଜିବ ତାମିଲନାଡୁ ନବିନ ଜିବ ମସାଣି😂😂😂
ତୁମେ ପାଦ ଧରିବ ଆଗକୁ ଦେଖ କଣ ହେବ।।। ତୁମେ ମଧ୍ଯ ବିଜେଡ଼ି ସହିତ ମିଶିକି କାମ କରିବ 👍
@@LittleDanceralishaJune 4 ku weight kare kie kahara goda dharuchhi okkkk padachata
Tamil pandu hatao ODISHA BANCHAOO
@@LittleDanceralishaତମେ ତାମିଲି ପାଦ ଧରୁଛ ଧର, କିନ୍ତୁ ଆମେ ନୁହେଁ 🤣ତମେ ପାଦ ଚଟା
June 4 re gandimareihaba pain jaga khoja..
ଖୁବ ଭଲ ହୁଅନ୍ତା, ତଥାପି ସନ୍ଦେହ.
ଏ ଟିକେଟ ବି cancel ହୋଇପାରେ
Bjp ra garb huigalani
Good job pjp...
Bhai Odisha Loka Chinhichanti Tanka Pain Kie Kan Karichanti BJP ete prahasana, katakhya Kariba thik nuhen,,,, center re ta maximum ministry re ama odia member ,,, sethiki re kn ama odisha pain kichhi bhala chinta kariparileni,,,, khali Odisha RE CM bjp hele Development karidaba,,, na adou nuhen ,,, Tame bhai Center re thik achha kichhi asubidha nahin,,,, kintu Odisha pain perfect nuhan BJP.
ପାଣ୍ଡିଆନଙ୍କୁ ଲଙ୍ଗଳା କରି କି ଖେଦ।
😂
Right 👍👍👌👍
ତାମିଲ ହଟାଅ ଓଡିଶା ବଞ୍ଚାଅ
Best place is jail known as kala Pani in Andaman Nicobar 😂😂
Ek number
OTV ku patheidebu
Pandian ta kahichi bjd najitila rajaniti chadidaba jadi dam achi tahala dramedra kahu jadi Odisha ra sarkar nakala rajaniti chadidaba....😅😅
ଖାଲି ପେଣ୍ଟ ସାର୍ଟ ପିନ୍ଧେଇକି ଛାଡ଼ିବେ, ନହେଲେ ଗଲାବେଳେ ବି ଓଡିଶାରୁ କଣ କଣ ନେଇକି ପଳେଇବେ ଜଣାନାହିଁ.... ରତ୍ନ ଭଣ୍ଡାର ଚାବି
Pocket re jadi chabi neijiba, tenu 😢😮😅
😅bcdj
ଜଲଦି ପାଣ୍ଡିଆନକୁ ଓଡିଶାରୁ ବିଦା କରନ୍ତୁ, ଏ କିଏ ଏ ଓଡିଶା ରାଜନୀତିରେ
ଓଡିଶା ପାଇଁ ପ୍ରଭୁ ଜଗନ୍ନାଥ ଚିନ୍ତା କରିବେ ତୁମେ ବିଜେପି ଦଳ ଭାଡୁଆ ଦଳ ତୁମେ କେବେ ଠୁ ଚିନ୍ତା କଲନି ରାଜ୍ୟ ର ସ୍ବାର୍ଥ
Chora party
@@sirazulkhan8820yes u r right bjp chor party.
Right 👍 bro
ଭଲ,
Odisha BJP jagannath nku bhuligala tamunku bhulijiba re
ODISHA bjp kebhe na jagannath nku bhuli thila naa bhuli pariba olti bjd ranta bhandara original chabi rakhiki khola karuchhi 😂😂