Ate sunder boluchanti satare manata bhai bhuligala sabu dukha..Anama bhai nka no tikia dele ama Samvedana program ku dakibu...bhainku Bhagaban sabu bele valare rakhantu..
Really this type of program conducted by the nandighosh 📺 is very very nice and and the selection of candidate in this program is also nice and all the above many many thanks to the interviwer sir.
The entire credit in exploring & exposing real talents in various versatile fields goes to Nandighose TV. May god help Anam Bhoi to steal the limelight with his god gifted talent. 👍👌
ମୁଁ ଆଶ୍ଚର୍ଯ୍ୟ ଆପଣଙ୍କ କଣ୍ଠ ରୁ ଗୀତ ଶୁଣି... ଯେମିତି ଭିକାରି ସାର ଗାଇଥିଲେ ସେହିପରି ଅଳ୍ପ ନାହିଁ ପୁରା ସ୍ୱର ମିଶିଯାଉଛି... ଏମିତି ଗୀତକାର ମୁଁ ଏବଂ ଆମ ଓଡିଶା ବାସୀ ଚାଁହୁଛୁ 🌹🌹🌹🌹🌹...
ବିଶ୍ୱାସ ହେଉନି ଆଉ ଜଣେ ଭୀକାରୀ ବଳ ଆମ ଗହଣ ରେ ଅଛନ୍ତି। ସଂଗୀତ ନିର୍ଦ୍ଦେଶକ ଙ୍କୁ ଅନୁରୋଧ ଏହି ମହାଶୟ ଙ୍କୁ ସୁଯୋଗ ଦିଅନ୍ତୁ ,ବହୁ ସଂଖ୍ୟାରେ ଗୀତ ରେକର୍ଡ କରନ୍ତୁ ହୁଏତ ଆଙ୍କ ପରେ ଆଉ ଜଣେ ଭୀକାରୀ ବଳ ମିଳି ପାରିବେ ନ ପାରିବେ
Right
ସୁନ୍ଦର ପ୍ରସ୍ତାବ.. ଅନ୍ତତଃ ପ୍ରତିଭାକୁ ଉଚିତ ସମ୍ମାନ ମିଳୁ 👍👍
ଅନାମ ଭାଇ ଜଣେ ସ୍ୱାଭିମାନୀ ସରଳ ପ୍ରତିଭାଧାରୀ ବ୍ୟକ୍ତିତ୍ବ 🙏💚❤
Please give me more chances
Right
ଏ ମଉସାଙ୍କୁ ଗୋଟେ ସୁଜୋଗ ମିଳି ଯାଉ। ଜୟ ଜଗନ୍ନାଥ 🙏🙏🙏
Jay Jagannath 🙏
Already sujoga milichi
Jay jagannath
ହରେକୃଷ୍ଣ 🙏
ବହୁତ ଖୁସି ଲାଗିଲା...
ଏପରି ଜଣେ ବ୍ୟକ୍ତିତ୍ୱ ଙ୍କୁ ଶୁଣି।
ଜୟ ଶ୍ରୀ ଜଗନ୍ନାଥ 🙏
God bless you,
ଶଙ୍କର ଭାଇ ଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ଆପଣଙ୍କର ଏ ନିଆରା ପ୍ରଚେଷ୍ଟା ପାଇଁ ଏତେ ସୁନ୍ଦର ଗୀତ ଶୁଣିବା କୁ ମିଳିଲା ବାପ ଝିଅ ଙ୍କ କଣ୍ଠସ୍ୱର ଅତ୍ୟନ୍ତ ମନୋମୁଗ୍ଧକର ।
Sata re
ଏମିତି କଳାକାର ଙ୍କୁ ଆମ ଓଡ଼ିଶାର ସଂଗୀତ ନିର୍ଦ୍ଦେଶକ ମାନେ ଦେଖି ପାରୁନାହାନ୍ତି । କିନ୍ତୁ ଫାଲତୁ ଲୋକ ଙ୍କୁ ନେଇ ଗୀତ ତିଆରି ବାରେ ବ୍ୟସ୍ତ । ଜୟ ଜଗନ୍ନାଥ 🙏🙏🙏
Right
ହରେକୃଷ୍ଣ 🙏
Right
ଏମିତି ବଣମଲ୍ଲୀ କୁ ଖୋଜି ବାହାର କରିଥିବା ରୁ ଧନ୍ଯବାଦ।
ଏମିତି ଜଣେ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିଥିବାରୁ ନନ୍ଦିଘୋଷ ଟିଭି କୁ ଧନ୍ୟବାଦ୍
ଅତି ସୁନ୍ଦର voice 👌 chance ମିଳିବା ଦରକାର
ହେ ପ୍ରଭୁ ଜଗନ୍ନାଥ ଏ ଭାଇ ଉପରେ ତମ ଆଶ୍ରୀଵାଦ ଥାଉ। ଷ୍ଟୁଡିଓ ରେ ଗାଇବା ପାଇଁ ସୁଯୋଗ ମିଳୁ। ଜୟ ଜଗନାଥ 🙏🙏🙏🙏🙏
ଅତି ସୁନ୍ଦର ଟ୍ୟାଲେଣ୍ଟ ଅଛି ମଉସାଙ୍କର ଆଉ ଝିଅର ଆଙ୍କୁ ସୁଯଗ ଦିଆଯାଉ (ଟୁଗୁରୁ ଭୋଳ ବର୍ଷା ଭୋଳଙ୍କୁ ଦାରିଆଣିକୁ ସୁଯଗ ଦିଆଯାଉଛି dirctarଙ୍କୁ ଆଉ ଲୋକ ମିଳୁ ନାହାନ୍ତି )
ବହୁତ ବଢିଆ ପ୍ରତିଭା 👌
ଏତେ ସୁନ୍ଦର ଗୀତ ଗାଇପାରୁଛନ୍ତି ।ଏକା ଅନେକଙ୍କର
ପ୍ରତିଭାକୁ ସାଉଁଟି ପାରିଛନ୍ତି ,ଶହେ ସଲାମ ଭାଇ ।
ଏପରି ବ୍ୟକ୍ତିତ୍ବକୁ ଲୋକଲୋଚନକୁ ଆଣିଥିବା ଶଙ୍କର
ଭାଇଙ୍କୁ ଧନ୍ୟବାଦ ।
ଶ୍ୟାମ ହେ ଭାବବିନୋଦିଆ ଘନଶ୍ୟାମ ହେ - wah bahut badhia.
ଭାଇ ଶତ ଶତ ପ୍ରଣାମ । କି ସୁନ୍ଦର୍ ସ୍ୱର । ଆପଣ ଶ୍ମଶାନ ତୁଳସୀ ପାଲଟି ଯାଇଛନ୍ତି ।
ବହୁତ ଭଲ ଲାଗୁଛି ଆଉଟିକେ ନ୍ୟୁ କରିଥିଲେ ଭଲ ହାଇଥଟା
ଶଙ୍କର ଭାଇଙ୍କୁ ବହୁତ୍ ବହୁତ ଧନ୍ୟବାଦ୍,ଗାଁ ଭିତରୁ ବଣ ମଲ୍ଲି ଖୋଜି ବାହାର କରିଛନ୍ତି ।ଏଇ ଗୁଡ଼ା ମିଡ଼ିଆ ଭାଇମାନେ ଦେଖିବା କଥା ।ଯେଉଁମାନେ ସେଲିବ୍ରେଟି ହେଇଛନ୍ତି ସେଗୁଡା ଖାଲି ଦେଖେଇବେ,କେତେବେଳେ କିଏ ଖାଇଲା,କେତେବେଳେ ହଗିଲା,କେତେବେଳେ ଚଢ଼ିଲା,ଯାବତୀୟ ବେକାରିଆ କଥା ଦେଖେଇବେ ।
ଅତି ସୁନ୍ଦର କଣ୍ଠ,ଏମିତି ପ୍ରତିଭା ଆଗକୁ ଆସିବା ଦରକାର।ମୁଁ ଆପଣଙ୍କ କଣ୍ଠ ରେ ଭଜନ ସମ୍ରାଟ ଭିକାରି ବଳଙ୍କୁ ପାଇଲି, ଜୟ ଜଗନ୍ନାଥ 🙏
ଏଭଳି ଏକ ସୁନ୍ଦର ପ୍ରତିଭାବାନ ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷାତ କରି ଲୋକଲୋଚନକୁ ଆଣି ଥିବାରୁ ଆପଣଙ୍କୁ ଧନ୍ୟବାଦ୍ ❤
This episode is epic. Thank you Nandighosh TV and Sankar Vai
ଓଃ କି ସୁନ୍ଦର ଖାଉଛନ୍ତି ଭିକାରୀ ବଳ ପାଟ କୁ 🙏🙏🙏🙏ଜୟ ଜଗନ୍ନାଥ
Super 👌👌👌👌👌👌👌👌👌👌
ବହୁତ ସୁନ୍ଦର ଲାଗୁଛି
ମୋତେ ଲାଗିଲା ଆଉଜଣେ ଭିକାରୀ ବଳ ଧନ୍ୟବାଦ୍ ଅନାମ ଭାଇ
Very nice 👍 voice very nice song heart 💜❤️❤️💜 touching ବଉତ୍ ବଢିଆ ଲାଗୁଛି
ବହୁତ ସୁନ୍ଦର କଣ୍ଠସ୍ୱର
ବହୁତ ସୁନ୍ଦର ଲୋକ ଅନାମ ଭାଇ ।
କଣ୍ଠ ବି ମଧୁର, ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।ଓଡିଁଶାର ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅନାମ ଭାଇଙ୍କୁ ଗୀତ ଗାଇବାର ସୁଯୋଗ ଦେବାକୁ ଅନୁରୋଧ ।ଯାହାକି ବିଗତ ଦିନର ସ୍ମୃତି ସବୁକୁ ଆମେ ମନେ ପକେଇ ପାରିବୁ । ଜୟ ଜଗନ୍ନାଥ ।
Such an innocent, simple, sweet vocal person I have ever seen. May God bless you.
The real talent of odisha 🙏
Yes
Sir
The real talent of odisha.
God bless him always..❤❤❤
ଅତି ସୁନ୍ଦର ଭାବରେ ଗାଉଛନ୍ତି
ଏଭଳି କଳାକାର ଯୋଗୁଁ ଗାଁ ଆଜି ଧନ୍ୟ
ଶକର ଭାଇଙ୍କ ପ୍ରଚେଷ୍ଟା କୁ ଧନ୍ୟବାଦ
Sankar bhai.... 👍👍👍👍👍
କିଛି ସବଦ ପାଇ ପରୁନି କଣ ଲେଖିବି...
ଗୋଟେ ଅନୁରୋଧ ଶଙ୍କ ଭାଇ ଙ୍କ ଉପରେ ଗୋଟେ
Episode heithile
Thank you nandighosa tv and the entire team for showing us the hidden talents of odisha..Anama sir's singing is very heart touching.
ଅତି ସୁନ୍ଦର କଣ୍ଠ ଅନାମ ବାବୁ ଈଶ୍ୱର ଙ୍କ ଦୟାରୁ ପାଇଛନ୍ତି
Exceptional talented singer, should be given adequate opportunity..👏
ବହୁତ୍ ସୁନ୍ଦର୍ ଭାଇ ଗାଇଲେ 🙏🏻♥️🙏🏻♥️👌
ଏଭଳି ବ୍ୟକ୍ତିଙ୍କୁ ମୋର ପ୍ରଣାମ।।।🙏
👍🙏
ଏହି ଭାଇଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ ବହୁତ ଖୁସି ଲାଗିବ। ଧନ୍ୟବାଦ
ଖୁବ୍ ସୁନ୍ଦର୍ episode...ଏପରି ପ୍ରତିଭା ଲୁକାୟିତ ହୋଇ ରହିଛନ୍ତି ଦୁଃଖର କଥା। ଅକ୍ଷୟ ମହାନ୍ତି କି ପ୍ରଫୁଲ୍ଲ କରଙ୍କ ଭଲି ସଙ୍ଗୀତ ନିର୍ଦ୍ଦେଶକ ନାହାନ୍ତି..ଥିଲେ ଏମାନେ ନିଶ୍ଚୟ ସୁଯୋଗ ପାଇଥାନ୍ତେ...
ଵହୁତ ସୁନ୍ଦର ଲାଗିଲା।ଏଵେ ଵି ସୁଯଗ ମିଳୁ।
best talent ..au gaon loka bi bahut vala jay jagannath🙏
ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଧନ୍ୟବାଦ |
ବହୁତ ସୁନ୍ଦର ଭଏସ୍
ଏ ଭଗବାନ କ ଅମୂଲ୍ୟ ରତ୍ନ ଦାନ ।
ଏହାର ସର୍ବାଙ୍ଗ ସୁଯୋଗ ଉଠାନ୍ତୁ ଡାଇରେକ୍ଟର ଭାଇ ମାନେ
ଏମିତି ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ନନ୍ଦିଘୋଷ ଟିଭି ଓ ଆମ ଓଡ଼ିଆ ମାନଙ୍କ ପାଇଁ ଏକ ଗର୍ବ ର କଥା l ଏହି ପ୍ରୟାସ ଜାରି ରହୁ l ଜୟ ଜଗନ୍ନାଥ...💐💐💐🙏🙏🙏
ବହୁତ ବଢିଆ.....
ସତରେ ଅନାମ ଭାଇ ଆପଣଙ୍କର କଣ୍ଠରେ ଚମକ୍ ଅଛି 💐🙏
ଖୁବ୍ ସୁନ୍ଦର୍ ସାକ୍ଷାତକାର
Satare kete sarala jibana yehi Anam bhai nka ra. He is so blessed. Beautiful song
1st part was great this is our culture....proud to be odia
Wah Anam bhoi wah 👏👏👏 superb 👍👍👍Thank u Nandighosh tv 👍👍👍
bohut Sundar kanthoswara , agoru gito gaiba re sujog miliba darkarthila .....❤️tothapi bohut bohut dhanyabad 🙏🙏🙏
Nandighosh tv ku ases dhanyabad ehi bhali gaan ra pratibha mananku samnaku anithibaru.
Such a humble and innocent guy with full of talent....salute
You are truly a gem of odisha. Mahaprabhunkara Karuna apananka upare sarbada thau. JAY JAGANNATH 🙏🙏🙏
No doubt he's a excellent singer his voice is so heart touching
ଜଣେ ନମ୍ର କୃଷକ, ସରଳ ଗ୍ରାମବାସୀ, ପ୍ରକୃତରେ ଜଣେ ପ୍ରାଣକୃଷ୍ଣ ଗାୟକ କଣ୍ଠଶିଳ୍ପୀ | ଓଡ଼ିଶାର ଅମର ସ୍ୱର
Wooow Badhia Voice Anama sir
This is the really talent of singer .🙏 very good singing sir . really very nice ......
Hhhh maja aasigala aagya episode dekhi...ki gahali kio..😊by the way fantastic voice.
Ati Chamatkar kantha. Jagannatha karantu sabubele amiti Gita gauthantu. Koti koti pranam abhali bismaya kala bhali pratibha nka pain. Ae mo Odisha.
ବହୁତ ଭଲ ଲୋକ ଅନାମ ଭାଇ
ଅନାମ ଭାଇଙ୍କ ନୂଆ ଜଗନ୍ନାଥ ଭଜନ କେବେ ଆସିବ ଆମେ ଅପେକ୍ଷା କଲୁ......
ଅନାମ ଭାଇ ଶତାୟୁ ହୁଅ ଏହା ମୋର ଜଣାଣ
ଆମ ଓଡ଼ିଆ ଭାରି ବଢିଆ, ଜୟ ଜଗନ୍ନାଥ
ସୁନ୍ଦର eaposoad sankar bhai
A great talent, A great innovation of Nandighosh Diary .
He could be a judge in today's reality show... Love you sir... Great singing🤗
Ate sunder boluchanti satare manata bhai bhuligala sabu dukha..Anama bhai nka no tikia dele ama Samvedana program ku dakibu...bhainku Bhagaban sabu bele valare rakhantu..
ଏପରି ପ୍ରତିଭା ଖୁବ୍ ଶୀଘ୍ର ପ୍ରକାଶ ହେବା ଆବଶ୍ୟକ
Very talented uncle,plz give one chance .God bless you uncle 🙏🙏
Bahut bahut badhia anchoring and programs Thanku
ଝୁଲ ରେ କଂହେଇ ଝୁଲ୍ ପରେ ଜଣେ ଜଣେ ଆସି ଯେମିତି ସବୁ ଠାକୁରଙ୍କୁ ଝୁଲାଇ ଚାଲିଲେ, ଭଲ ଲାଗିଲାନି ।।
କିନ୍ତୁ ଏ ମଉସାଙ୍କ ସ୍ୱର ଉଚ୍ଚ କୋଟୀର
କାଳିଆ ସାଆନ୍ତ ଆମ
କରୁଣା କଲେ ମିଳଇ ସୁନାମ.. ବିଶ୍ଵ ତମାମ ଗୋ,
ଯେସନ ଖ୍ୟାତି ଲଭିଲେ ଭାଇ ଅନାମ ଗୋ।।
କଣ୍ଠରେ ସଙ୍ଗୀତ ଯାଦୁ
ଝରୁଛି ସତେକି ଭକ୍ତିର ମଧୁ.. ଅମୃତ ସିନ୍ଧୁ ଗୋ,
ଶୁଣି ଶୀହରଣ ଜାଗେ ଅନ୍ତର ହୃଦୁ ଗୋ ।।
ଏଡ଼େ ବଡ଼ ସେ ପ୍ରତିଭା
ପ୍ରତିକୂଳ ପରିବେଶରେ ଉଭା... ପାଇଲେ ଶୋଭା ଗୋ..
ମହାପ୍ରଭୁଙ୍କ ଆଶିଷ କି ମନଲୋଭା ଗୋ ।।
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
ବହୁତ ଖୁସି ଲାଗିଲା
Really this type of program conducted by the nandighosh 📺 is very very nice and and the selection of candidate in this program is also nice and all the above many many thanks to the interviwer sir.
Thanks Nandi Ghosh to bring, Really talented person. Odia leading music directors should give opportunities.
Jaya Sree Jagannatha Swami Jaya Banamali Banare Fhuti Banare Jharipade Anam Bhai akalapratibha Thai Banare Rahigale Nandighosa TVKU Dhanyabad
ଦ୍ୱିତୀୟ ଭିଖାରୀ ଭଳ 🙏🙏💐💐
ହୀରା ଜଣେ... 👌
Really bahut sundar lagila y episode 🙏🙏🙏
ବହୁତ ବଢିଆ 👏👏👏🙏♥️🌹
ଶଙ୍କର ବାବୁ ଙ୍କୁ ଅନେକ ଅନେକ ଧନ୍ୟବାଦ ,
ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ
A Unique multi-talented n simple living n high thinking gentlemen...God bless you. Jai Jagannatha...Give a chance to become as a singer.....
ଭଲ ଲାଗିଲା
ଆମ ସମାଜ ଏମିତି ଯେ ଏଠାରେ ଭୋଇ ଜାତିର ମଣିଷ ଟି ଏ ଯେତେ ପ୍ରତିଭା ବାନ୍ ହୁଅନ୍ତୁ ନା କାହିଁକି ତା ପାଦ ରେ ଶିକୁଳି ଲଗାଇ ଟାଣି ଧରାଯାଏ । କୋଉଠି ମନ୍ଦିର ମନା ତ କୋଉଠି ମଣିଷ କୁ ଛୁଇଁବା ମନା । ଏମିତି କିଛି ଅସଭ୍ୟ କୂପମଣ୍ଡୁକ ମଣିଷ ଅଛନ୍ତି ଯେଉଁମାନଙ୍କ ପାଇଁ ଭୋଇ ଜାତି ଅସ୍ପୃଶ୍ୟ କାରଣ ସେମାନଙ୍କ ହୀନମନ୍ୟତା ତାଙ୍କୁ ଏପରି ମାନସିକତା ରେ ପହଞ୍ଚାଇଥାଏ । ଅନାମ ଭୋଇ ଙ୍କୁ ଭଗବାନ ଏତେ ଶ୍ରୁତି ମଧୁର କଣ୍ଠସ୍ୱର ଦେଇଛନ୍ତି । ପରିବାର ର ଦାୟିତ୍ଵ ପାଇଁ ସେ ନିଜ ସଙ୍ଗୀତ ଦୁନିଆଁ ଠୁ ଦୂରେଇ ଯାଇଥିଲେ ଏ ପ୍ରସାରଣ ଦ୍ୱାରା ଯଦି କିଛି ଗୀତ ଗାଇବାର ସୁଯୋଗ ମିଳେ ଏ ଜାତି ପ୍ରତି ଏକପ୍ରକାର ସମ୍ମାନ ହେବ ।
Kan nagaile mausa koti koti pranam🙏🙏🙏 apananku emiti pratibha nku ama gahanare anithibaru bahut dhanyavaad nandighosha channel ku 👏👏
ଅତି ସୁନ୍ଦର
ପ୍ରକୁତରେ ହୃଦୟ ସ୍ପର୍ଶି ❤🙏
Nandighosh tv sahita sankara bhai sabubele thahantu.. Jai jagannath..
I am very proud for Anam bhoi and his talent.
Thank you
ଅତି ଚମତ୍କାର କଣ୍ଠ।
The really telent sir Odisha God bless you
Really nice and mind-blowing
@@bharatchandrasahoo2069 qq
@@bharatchandrasahoo2069 k
Very nice
Bahut sundar voice ❤Jay Jagannath
The entire credit in exploring & exposing real talents in various versatile fields goes to Nandighose TV. May god help Anam Bhoi to steal the limelight with his god gifted talent. 👍👌
ବହୁତ ଭଲ
Bohut sunder voice👍👍🎰🎰🎰🎰🎰🎰🎰👍👍👍
Wonderful.. excellent.....mind blowing...this episode and singer
Mu thanku salutu marichi, really very tallent person for Odisha