Despite Major Odisha Leaders Campaigning, No Impact On Jharkhand Elections | Details

Поділитися
Вставка
  • Опубліковано 26 лис 2024

КОМЕНТАРІ • 361

  • @bidyabhusanmohanty387
    @bidyabhusanmohanty387 4 дні тому +148

    ବହୁତ ଭଲ ହେଇଛି 🎉

    • @nandansahu3832
      @nandansahu3832 3 дні тому

      Bjd nija haribare dukhi au para haribare khusi. Mora nisa nahi mo bhaira achhi.

    • @salom859
      @salom859 3 дні тому +1

      😂😂😂😂

    • @baruncreation8489
      @baruncreation8489 3 дні тому

      ​@@nandansahu3832ଶୁଭଦ୍ରା ଯୋଜନା ଦେଲ ନାହି ଆଉ

    • @kamalsahoo3966
      @kamalsahoo3966 3 дні тому

      💯🌹💯💯💯👍👍👍👍

    • @vlogofjackson4449
      @vlogofjackson4449 3 дні тому

      #. ​@@nandansahu3832 Mgh BJP kukur 😂

  • @rameshdumal9386
    @rameshdumal9386 3 дні тому +92

    ବହୁତ୍ ଭଲ ହୋଇଛି

    • @jagabandhudakua9592
      @jagabandhudakua9592 3 дні тому

      ମହାରାଷ୍ଟ୍ର ରେ ବାଳ ଖାଇ ଯାଇଛି😂😂😂
      ସେଇଟା କାଇଁ ଭୁଲି ଯାଉଛ ଭାଇ
      ଯୋଉଠି ଜିତିବାର ଆସା ନଥିଲା ସେଇଠି ଜିତିଛି BJP ୟା ଠୁ ଅଧିକା ଆଉ କଣ ଦରକାର

    • @eodia6475
      @eodia6475 3 дні тому

      ସମୟ ବୋହୁତ ବଳବାନ ତେଣୁ ଅପେକ୍ଷା କର। ବେଶୀ ଖୁସି ହବାର କାରଣ କିଛି ନାହିଁ।କଉ ପାର୍ଟି ଆସି ମୋତେ ଟେକି ଧୋରିବେନି ତେଣୁ ମୁଁ ଝାଡ଼ଖଣ୍ଡ ରେ ବାସ କରି ଜାଣି ଯାଇଛି ଯେ ଦୁନିଆରେ କୋଉ ପାର୍ଟି ଭଲ ନୁହଁ କିନ୍ତୁ ବିଜେପି ଦୁନିଆରେ ସବୁଠୁ ବିଶ୍ୱାସ ଘାତକତା ପାର୍ଟି ତେଣୁ ମୁଁ କେବେ ଗୋଟେ ଭୋଟ ଦେଇନି ବିଜେପିକୁ । ତମେ ମାନେ ଓଡ଼ିଶା ରେ ବିଜେପିକୁ ଟେକି ଧୋରିଥାଓ। ପୋଡ଼ିଲେ ଖାଇବ।

  • @SIBAPRASADDASH-l7d
    @SIBAPRASADDASH-l7d 4 дні тому +122

    ଏବେ ଓଡ଼ିଶାରେ ଇଲେକ୍ସନ ହେଉ ବିଜେଡି ଜିତିବ

    • @SandeepSharma-f4u
      @SandeepSharma-f4u 3 дні тому

      Tu pagal chhoda

    • @LalatenduMahakud
      @LalatenduMahakud 3 дні тому +1

      ଓଡ଼ିଶା ରେ ସବୁ ମାଗଣା ଖିଆ ଅଛନ୍ତି

    • @Ayushmanhota-p3u
      @Ayushmanhota-p3u 3 дні тому +1

      Right bro

    • @Trailokyabarik-n7e
      @Trailokyabarik-n7e 3 дні тому +2

      BHAI MANE APANA MANE KHUSITOHA KOHIKI 24 YEAR GOVT ODISHA KETE DEVLOPMNET HEICHI ,MAHA,GUJRAT.HARAYANA,KARTAKA BJP GOVT THILABELE DEVLOP RICH STATE HEICHANTI .AJIBI ODISHA BAHARE AMAKU POOR KUHA JAUCHI .EHA BJD OSMITA 😂😂😂😂

    • @dculpin2ustudio801
      @dculpin2ustudio801 3 дні тому +2

      Tama gaon re company hoigalani Naa nahi ...tu manager thibu nihaati​@@LalatenduMahakud

  • @laxmidharsahoo2431
    @laxmidharsahoo2431 4 дні тому +99

    ୨୦୨୯ରେ ଜଣାପଡିବ ବିଜେପିକୁ କେତେ ଭଲ ପାଉଛନ୍ତି

    • @Trailokyabarik-n7e
      @Trailokyabarik-n7e 3 дні тому +1

      MAHARASTRA BIG STATE HEIKI BJP JITICHI KICHI PHARAK PADIBANI -JJM BALA PARTY -SAHITA INDIA MENTA EITA BHOLO DEVLOPMENT HEBA

    • @nandakishorebarik547
      @nandakishorebarik547 3 дні тому +2

      Maharashtra re shiv sena jitichi bjp nuhen😅😅​@@Trailokyabarik-n7e

    • @shivsankar6018
      @shivsankar6018 3 дні тому

      Kintu Bhai Bjp ta majority ​paichi je 100+
      Au shiv sena 40+
      Au NCP 30+
      Total upare NDA 200+ seat paichhi@@nandakishorebarik547

    • @saswat_kumar_69
      @saswat_kumar_69 3 дні тому

      Research properly 😂​@@nandakishorebarik547

  • @birendraswain2631
    @birendraswain2631 3 дні тому +68

    ଅନ୍ଧ ଥରେ ବାଡ଼ି ହଜାଇ ବାରମ୍ବାର ହଜାଇନହି

    • @Trailokyabarik-n7e
      @Trailokyabarik-n7e 3 дні тому +1

      JJM-INDIA JITICHI.JHARKHAND RE JMM KICHI KORINI MUN KEONJHR-JH BORDER RE ASCHI-ODISHA KU BJP ACICHI THIK HEICHI.BJD 24 YEAR NO1 STATE HEIPARILANI .GUJRAT.TM HEICHANTI BINA BJP RE.SABU PARTY THARE JITIBA KOTHA

    • @curiouswants7668
      @curiouswants7668 3 дні тому

      Au maharastra re bhai Sethi bi bodhe andha hoi gale na kn🤔

  • @AkashPaik-s7h
    @AkashPaik-s7h 3 дні тому +41

    ଭଲ ହେଉଛି

  • @manashbehera5825
    @manashbehera5825 4 дні тому +186

    Jharkhand Loka Odisha Loka Bholia Boka Nuhonti

    • @jagabandhudakua9592
      @jagabandhudakua9592 3 дні тому

      😂😂😂
      ତାହେଲେ ତମେ ବହୁତ୍ ଚାଲାକ୍ 24 ବର୍ଷ ର ମୂର୍ଖ ଶାସନ ରେ କେବଳ କୁଜି ନେତା ଆଉ ବଡ ବଡ଼ିଆ ବାବୁ ମାନଙ୍କର ହିଁ ଉନ୍ନତି ହେଇଛି କିନ୍ତୁ ଗରିବ ସେଇ ଗରିବ ହେଇ ରହିଛି ।
      ସେଇଥିପାଇଁ ତମେ ବହୁତ୍ ଚାଲାକ୍😂😂😂

    • @Trailokyabarik-n7e
      @Trailokyabarik-n7e 3 дні тому

      JH RA BOKA SEMANE ADIVASI BESI KINTU ETHARA JMM-INDIA MENTA RE STATEDEVLOPMENT HUENAHI.AHURI CORRUPTION HEBA MUN JHARKHAND BORDER RAHUCHI-KJR JH BHITORE BAHUT DIFFRENT S ACHI

    • @nandansahu3832
      @nandansahu3832 3 дні тому +2

      Odisha loka boka nathile aji 24 barsa sarkar thila. Au pailu kana pradhanmantri awas ku biju pakaghara, 5t rangamara school master nahanti, gote cpu re 3ta moniter, kotipati officer, modi chaulaku nabin bag, neta stagere chup pandian deuthae asudh odia bhasana, pari babina itishree pihu madhabolata, mukhyamantri upere pandian raja. Bjdbalanka tinitinita pradhanmantri awas au goribapain 20000 lancha. Gote corupted sarkar tharu odisha banchigala

    • @bhagat9148
      @bhagat9148 3 дні тому

      ​@@nandansahu3832hau vai dekhiba ete kete development hauchy ..ame b dekhuchy sabu ta Adani sir nauchanti...

    • @durgasharma1502
      @durgasharma1502 3 дні тому

      Kintu chutiya maribe sabu hindu pathana hi raaj karibe 😂

  • @JagatDas-f1i
    @JagatDas-f1i 4 дні тому +69

    କଥା ବେଶୀ କାମ କାମ

  • @MillanmayaYouTubechannel
    @MillanmayaYouTubechannel 3 дні тому +10

    ଝାଡ଼ଖଣ୍ଡ ବାସି କୁ ବହୁତ ବହୁତ ଧନ୍ୟବାଦ

  • @BishwanathSethiBishwa
    @BishwanathSethiBishwa 3 дні тому +25

    ଭଲ ହେଇଛି ବିଜେପି ଯାଇଛି ।

  • @pravatkumarmishra9760
    @pravatkumarmishra9760 3 дні тому +41

    B j p ଯାହା କହେ ତା କରିନି ଓଡ଼ିଶାରେ ଭତା ଆନ୍ଦୋଳନର ପ୍ରଭାବ ପଡୋଶୀ ରାଜ୍ୟରେ।ପଡ଼ିଲା ବିଶ୍ୱାସକୁ ନେଲେନି

    • @Trailokyabarik-n7e
      @Trailokyabarik-n7e 3 дні тому

      MAHARASTRA RE BJP-MAHAYUTI LEAD KORICHI JHARKHAND JITILE BHOLO NA JITITLE BHI BHOLA.POOR STATE PAIN JMM THIK 🤣

  • @theka20fz76
    @theka20fz76 4 дні тому +84

    Odia loka 50 hazar ra chakkar re fasigale😂

  • @ranajitkumarmohanty9740
    @ranajitkumarmohanty9740 3 дні тому +26

    ଯେଉଁମାନେ ଓଡ଼ିଶାରେ ଓଡ଼ିଆ ଠିକ କହି ପାରୁନାହାଁନ୍ତି, ସେମାନେ ଝାରଖଣ୍ଡରେ କଣ ତାଡି ଥାନ୍ତେ ll
    ଆମ ମନ୍ତ୍ରୀ ତାଙ୍କ ନିଜ standard ଜାଣନ୍ତୁ ll

    • @Trailokyabarik-n7e
      @Trailokyabarik-n7e 3 дні тому

      GOOD NEWS.MAHARSTRA RICH AND DEVLOP HEIKI BJP WIN HEICHI.JHARKHAND BJP-HEUKI JMM KICHI PHARAK PADUNAHI 🤣🤣🤣🤣🤣

    • @KcsahuOdishaculture
      @KcsahuOdishaculture 3 дні тому

      ​@@Trailokyabarik-n7e Odisha re loka mene kahuchanti andha bhakta manamku mada mari manipur, up,gujarat ku patha heba

  • @Amoodisha-m2p
    @Amoodisha-m2p 3 дні тому +5

    ବହୁତ ଭଲ ହେଇଛି ଓଡିଶା ରେ ବି ଏମିତି ହେବା ଦରକାର

  • @satyabadinayak8219
    @satyabadinayak8219 3 дні тому +8

    ଖାଲି ଅପେକ୍ଷା କର ପଞ୍ଚାୟତ election ku aau 2029 ku

  • @tatahunngama7828
    @tatahunngama7828 3 дні тому +13

    Jai congress 🎉🎉

  • @damodharsahu4111
    @damodharsahu4111 4 дні тому +21

    Super michhua BJP

  • @explorewithlife
    @explorewithlife 4 дні тому +35

    Jay Naveen .....

  • @rajendrarajput8469
    @rajendrarajput8469 4 дні тому +15

    Jay INDIA Alince Party Jindabad

  • @umkuma5434
    @umkuma5434 3 дні тому +10

    ଓଡିଶାର ନେତା ମାନେ କେବଳ ଓଡିଶା ପାଇଁ ଅଟନ୍ତି । ସେମାନଙ୍କର ସର୍ବ ଭାରତୀୟ ଇମେଜ ନାହିଁ । ମୁଖ୍ୟମନ୍ତ୍ରୀ ଜଣେ ନୁଆଁ ଲୋକ ଓ ଆଗରୁ କିଏବି ଜାଣିନଥିଲେ। ଏଣୁ ସେମାନଙ୍କର ପ୍ରଚାର କାମଦେଲାନି ବୋଲି ବେଶି କହିବା ଠିକ ହେବନି ।

  • @santoshkumarpanda9968
    @santoshkumarpanda9968 3 дні тому +7

    Badhiya heichi

  • @narayanpradhan7148
    @narayanpradhan7148 3 дні тому +1

    Excellent hechi

  • @niranjanpalnsp509
    @niranjanpalnsp509 3 дні тому +1

    Bahut badhiya

  • @prashantprashant5044
    @prashantprashant5044 2 дні тому +1

    Very good

  • @ratikantdas2123
    @ratikantdas2123 3 дні тому +12

    Very very good 💯

  • @mrmohanty4194
    @mrmohanty4194 3 дні тому +6

    ଇଏ ଯୋଉଠି କି ଯିବେ ସେଇ ଜାଗାରେ ହରିବେ 😅

  • @Diptimaan-i4n
    @Diptimaan-i4n 4 дні тому +25

    Jeun vul hela Odisha re se vul aauthare Jharkhand re helani😊😊

  • @RPCreations.
    @RPCreations. 3 дні тому +3

    ବହୁତ ଭଲ ହେଇଛି ।କଥା ରେ ଅଛି ଅପେକ୍ଷା ଫଳ ସବୁ ବେଳେ ମିଠା । ଫାଇନାଲ bjp hari gola😅

  • @arunakumarkata6903
    @arunakumarkata6903 3 дні тому +1

    ଯାହା ବି ହଉ ବହୁତ ଦିନ ପରେ କନକ news ଭଲ ଖବର ଛାଡି ଚି

  • @jagannathpradhan7858
    @jagannathpradhan7858 3 дні тому +2

    ଯାତ୍ରା ପାର୍ଟି କୁ ଠିକ ହୋଇଛି

  • @khageshwersahoo5557
    @khageshwersahoo5557 4 дні тому +10

    ମୋଦି ଦେଟ ଦେଇଥିଲେ ନିମନ୍ତ୍ରଣ ଡେଟ୍ କୁଆ ଗଲା ତମ ସରକାର କେବେ ଶପଥ ପାଠ ନବ

  • @munhapradhan8188
    @munhapradhan8188 3 дні тому +4

    ଏଇ କଥା ସୁଣିକି ମୋର ମନ ଖୁସି ହେଇଗଲା😂

  • @geniuschild3329
    @geniuschild3329 3 дні тому +5

    ଲୋକ boka ନୁହଁନ୍ତି, ମିଛରେ ମାହିର

  • @sudhansusekhardash9010
    @sudhansusekhardash9010 3 дні тому +3

    ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ହାରିଲେ ବୋଲି ଚର୍ଚ୍ଚା।

  • @mukeshpradhan5063
    @mukeshpradhan5063 3 дні тому +4

    Only Naveen Patnaik ❤

  • @md.khurshid1066
    @md.khurshid1066 3 дні тому +4

    ଓଡ଼ିଆ ଲୋକ ଓଡିଶା ର ଭୁଲ୍ jharkanda ରେ ଦୋରାଇଲେ ନାହିଁ

  • @pradeepkisan4127
    @pradeepkisan4127 3 дні тому +2

    ନିଜ ରାଜ୍ୟର ଭାଷା ଠିକ୍ ସେ କହି ପାରୁ ନାହାଁନ୍ତି ଅନ୍ୟ ରାଜ୍ୟ କୁ ପ୍ରଚାର୍ ପାଇଁ ଯାଇଥିଲେ 😂😂

  • @baruncreation8489
    @baruncreation8489 3 дні тому +3

    ସୁଭଦ୍ରା ଯୋଜନା ଲାଗୁ କରିଲ ନାହିଁ ଆଉ
    😂😂😂😂🎉

  • @bapanbehera5228
    @bapanbehera5228 3 дні тому +3

    Bohuta Bhala hiechi

  • @nalajipradhan-rk3gb
    @nalajipradhan-rk3gb 3 дні тому +12

    Katha kuha kapila bjp

    • @nandansahu3832
      @nandansahu3832 3 дні тому

      Mha rastrare kana hela. Sethi kemiti jitila?

  • @nilakanthabehera2367
    @nilakanthabehera2367 3 дні тому +2

    ଖାଲି କଥା କାମ କିଛି ନହିଁ

  • @rajatkumarnanda1386
    @rajatkumarnanda1386 3 дні тому +1

    Thik heichi

  • @jagankumar4899
    @jagankumar4899 3 дні тому +2

    ଓଡିଆ ମୂର୍ଖ ଓ ଅନ୍ଧ ବୋଲି ଝାଡ଼ଖଣ୍ଡ କ'ଣ ସେଇଆ କି,ଭାବିବା ମୂର୍ଖ ର ପରିଚୟ ନୁହେଁ କି?

  • @kalpatarusahoo1682
    @kalpatarusahoo1682 4 дні тому +17

    Semane thik karichanti chor nku heireichanti

  • @SurendraMallick-ef8bq
    @SurendraMallick-ef8bq 3 дні тому +2

    ଝାଡ଼ଖଣ୍ଡ ବାଲା ଦେଖୁଛନ୍ତି, ଓଡ଼ିଶାର, ଅବସ୍ଥା

  • @ashokpraharaj2492
    @ashokpraharaj2492 4 дні тому +6

    ଏମାନେ କଣ ଓଡିଶା ଲୋକ ହୋଇ ଗଲେ କି

  • @abhibiswal8750
    @abhibiswal8750 3 дні тому +4

    କିଛି ଗୋଟେ କରିକି ଜିତିଯିବେ ,,

  • @Bndas42-m9k
    @Bndas42-m9k 4 дні тому +9

    Modi guarantee fake guarantee 😭

  • @thebachelorlife3303
    @thebachelorlife3303 3 дні тому +4

    ସବୁ ଜାଗାରେ ମିଛ ଆଉ blame ପ୍ରଚାର କାମ କରେନି।କିଛି କାମ କଲେ ଭୋଟ ମିଳେ।

  • @ShriyaR-g5g
    @ShriyaR-g5g 3 дні тому +4

    Bahut bholo heichi ......I want to see fail bjp ..on. central government

  • @gamechanger7414
    @gamechanger7414 4 дні тому +15

    Actually budhia semane

  • @muktikantabehera3939
    @muktikantabehera3939 4 дні тому +19

    Modi ku india ru hateiba darkar modi garib ra nuha

    • @SanjeevKumar-nf1xw
      @SanjeevKumar-nf1xw 3 дні тому

      ମୋଦି ହଟିଲେ ପାକିସ୍ତାନ ଇଣ୍ଡିଆ ରେ ପସି ଗାଣ୍ଡୀ ଗୁଳି ମାରିଦେବା.ବିଜେପି ଜିନ୍ଦାବାଦ

  • @Lat4666
    @Lat4666 3 дні тому +1

    ଝାଡ଼ଖଣ୍ଡର ଅବୁଝା ଲୋକଙ୍କୁ ଓଡ଼ିଶାର ଭଲ ଲୋକ କେତେ ବୁଝେଇଲେବି ସେମାନେ କଣ ବୁଝିପାରିବେ ?

  • @HiranBehera-g4k
    @HiranBehera-g4k 3 дні тому +6

    Dharmendra ta choro ta

  • @BijayKumarbagh
    @BijayKumarbagh 3 дні тому

    Jay adivasi jay jharkhand

  • @gajendramajhi3718
    @gajendramajhi3718 3 дні тому

    ବିଜେପି ର କଳା କାରନାମା ଲୋକ ମାନେ ଜାଣିଛନ୍ତି ସେଥି ପାଇଁ ବିଜେପି ହାରିଲେ

  • @umakantadalbehera1212
    @umakantadalbehera1212 3 дні тому

    ଭଲ ହେଇଛି
    Jay bjd

  • @KcsahuOdishaculture
    @KcsahuOdishaculture 3 дні тому +1

    ଝାଡ଼ଖଣ୍ଡ ର ଲୋକ ସ୍ୱାଭିମାନୀ ଆମ ଭଳି 50 ହଜାର ଟଙ୍କା ଲୋଭ ରେ ପଡିଲେ ନାହିଁ ଭାରତୀୟ ଜୁମଲା ପାର୍ଟି ର 3 ହଜାର ଭତା, 300 ୟୁନିଟ୍ ବିଜୁଳି କହି ଓଡ଼ିଆ ଲୋକ ଙ୍କୁ ଭୁଆଁ ବୁଲାଇଲ ସୁଭଦ୍ରା ଯୋଜନା ଟଙ୍କା 50ହଜାର କହି 5 ହଜାର ଆଉ ରାଜ୍ୟପାଳ ପୁଅ ଓଡ଼ିଆ ଅଫିସର ଙ୍କୁ ମାଡ଼ ମାରିଲା ତେଣୁ ଝାଡ଼ଖଣ୍ଡ ଲୋକ ଜାଣି ପାରିଲେ ଭାରତୀୟ ଜୁମଲା ପାର୍ଟି, ଭାରତୀୟ ଯାତ୍ରା ପାର୍ଟି ଆସିଲେ ଆମକୁ ଏଭଳି କରିବ

  • @AmarBehera-yi6tu
    @AmarBehera-yi6tu 3 дні тому

    Congratulations 🎉

  • @kamalsahoo3966
    @kamalsahoo3966 3 дні тому

    💯💯💯👍👍👍👍

  • @jitraytudu9655
    @jitraytudu9655 3 дні тому

    Namo nio

  • @panchutudu8456
    @panchutudu8456 3 дні тому

    Bholo heiche

  • @dilipkumarmallick3951
    @dilipkumarmallick3951 3 дні тому +2

    ମୋହନ ମାଝି ସାର୍ ଝାଡ଼ଖଣ୍ଡ ରେ କହିଥିଲେ ଆମେ ଓଡ଼ିଶା ରେ ଯାହା କହିଥିଲୁ 100 ଦିନରେ ପୂରଣ କରିଛୁ । ହେଲେ ବାସ୍ତବରେ ତାହା ହେଇଛି କି ନାହି ଝାଡ଼ଖଣ୍ଡ ବାସି କଣ କିଛି ଖବର ରଖି ନ ଥିବେ କି ? ତାହାର ପ୍ରଭାବ ପଡିଛି ଝାଡ଼ଖଣ୍ଡ ରେ । ଯଦି ମୋହନ ସାର୍ ମହାରାଷ୍ଟ୍ର ରେ ଷ୍ଟାର ପ୍ରଚାରକ ହେଇଥାନ୍ତା ତେବେ ସେଠାରେ ବି ଝାଡ଼ଖଣ୍ଡ ପୋରି ଅବସ୍ଥା ହେଇଥାନ୍ତା। ।ସେଠାକୁ ପ୍ରଚାର ପାଇଁ ନା ଯାଇ ଭଲ କରିଛନ୍ତି ।

  • @Naturemajhi5416
    @Naturemajhi5416 3 дні тому

    ଓଡିଶା ପାଇଁ କାମ କରି ପାରୁନାହାନ୍ତ ଏ ମାନେ କଣ କରବେ

  • @BabyMadi
    @BabyMadi 3 дні тому +1

    🌹👍👍👍

  • @ArunDas-gj9dw
    @ArunDas-gj9dw 4 дні тому +5

    Bjp hotao orissa banchao

  • @gopinathdeheri1442
    @gopinathdeheri1442 3 дні тому

    Bahut bhala hela

  • @ckbhuyab4189
    @ckbhuyab4189 3 дні тому

    Good

  • @prabhatkumarpattnayak419
    @prabhatkumarpattnayak419 3 дні тому

    Good news

  • @Jonas_121
    @Jonas_121 3 дні тому

    ସେଠାରେ ଏକ୍ ହେ ତ ସେଫ୍ ହେ ଆଉ ବାଟୋଗେ ତ କଟୋଗେ କାମ ଦେଲାନି। ଜୟ ଆଦିବାସୀ 🎉

  • @Fighter_is_live
    @Fighter_is_live 3 дні тому

    ଓଡ଼ିଶା ରେ ବିଜେପି କଣତାଢି ପକାଇଛି ଲୋକେଠିକ ବୁଝିଛନ୍ତି

  • @NakulNayak-v6x
    @NakulNayak-v6x 3 дні тому

    ଓଡିଶା ଲୋକ ଥରେ ବାଡ଼ି ହଜେଇଛି ଆଉ ନୁହେଁ

  • @JayantaKumarMohanta-xs1ff
    @JayantaKumarMohanta-xs1ff 2 дні тому

    ବିଜେପି ଆସିବାରୁ ରାସ୍ତାର ଅବସ୍ଥା କଂଗ୍ରେସ ଅମଳ କୁ ଆସିଗଲା ଯାଜପୁର ଡ଼ୁବୁରି ସୁକିନ୍ଦା ରେ ଯମ ଖାତ

  • @chandaneswarnewsplus
    @chandaneswarnewsplus 3 дні тому +1

    Good for voter

  • @kamallochannayak9660
    @kamallochannayak9660 3 дні тому

    Good Happen

  • @jitendersahu8468
    @jitendersahu8468 2 дні тому

    ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାଡ଼ଖଣ୍ଡ ଦାୟିତ୍ଵ ଦେବାରେ ଥିଲା. ସେ କଣ କରିଥାନ୍ତେ ଜଣା ପଡିଥାନ୍ତା

  • @srikantbehera399
    @srikantbehera399 3 дні тому

    Jharkhand re BJP harila kia khushi like kara

  • @KunujaniKunujani
    @KunujaniKunujani 3 дні тому

    🎉good

  • @NarendraSeth-g9o
    @NarendraSeth-g9o 4 дні тому +3

    Odisha basi saral aou 50hajar pai vote dele kintu jharkhand basi tanka badanam birudhhare vote dele jai jharkhand basi

  • @jayantabehera5326
    @jayantabehera5326 3 дні тому

    Sabu kadhua jai thile
    Sisupala hei Nirlaz hei ferile

  • @LachamanPujari-v1u
    @LachamanPujari-v1u 3 дні тому

    ଓଡ଼ିଶା ରେ ଟକି ଛ ବାହାର ରାଜ୍ୟ ର ଲକ ଜାଣି ଛନ୍ତି ଆଉ ଓଡ଼ିଶା ର ନେତା ର କଥା ଶୁଣିବେ ନାହିଁ

  • @arunakumarkata6903
    @arunakumarkata6903 3 дні тому

    କର୍ଣ୍ଣାଟକ ରେ କଣ ଓଡିଶା ବି ବିଜେପି ଆସିବ ନାହିଁ

  • @ramsudarshan2163
    @ramsudarshan2163 3 дні тому

    Bahut bhala haichi 😅😅😅😅

  • @dillepbhai5329
    @dillepbhai5329 4 дні тому +3

    Jumla party bjp.

  • @sbkumar15
    @sbkumar15 3 дні тому +2

    Assam ra cm asiba jhrkhnd ku odisha cm jiba jhrkhnd kintu jharkhand ra cm ku kehi harei parileni .
    Jay jharkhand..

  • @ManguluNaik-c6e
    @ManguluNaik-c6e 3 дні тому +2

    Jharkhakhanda murabada modiji jindabad mohaajhi jindabad jai jai sitaram

    • @dibakarpatra4928
      @dibakarpatra4928 3 дні тому +1

      Congress ❤ jindabad

    • @nandansahu3832
      @nandansahu3832 3 дні тому

      ​@@dibakarpatra4928cong upare bharsa kari hariana, maharastra hataru gala. Cong au patiara nahi. Kebala hindu birodhi vote pain kichhijagare jituchhi

  • @sumantanaik430
    @sumantanaik430 3 дні тому +4

    Ama odisha basi nku dooka dei bjp sarakar nidare suipadichhi panchayat nirbachan re uchiti siksha darkara

    • @nandansahu3832
      @nandansahu3832 3 дні тому

      Panchayat election re subhadra jojana kam kariba. Jou panchayat election hoithila sarpanch bjd au wordmember majority antibjd jitthile kebala patchre chalichhi. Agaku dekha semane padma pokhariku dinbe nahele sarpancha uparku anei rahithibe

  • @Vibek5678
    @Vibek5678 2 дні тому

    ଓଡିଶା ରେ ବି bjd ଆସିଥାନ୍ତା କିନ୍ତୁ voting machine ସବୁ ଗଡ଼ବଡ଼ କରିଦେଲା . ଥରେ ଖାଲି ballat paper ରେ vote ହେଉ ଦେଖିବ 100% ଗ୍ୟାରେଣ୍ଟି ନବୀନ ପଟନାୟକ ପୁଣି ମୁଖ୍ୟମନ୍ତ୍ରୀ seat ରେ ବସିବେ କିନ୍ତୁ bjp ବାଲାଙ୍କର ସାହସ ନାହିଁ 2 nd time ballat paper vote କରିବାକୁ 😂😂😂😂😂😂

  • @nabinraj7474
    @nabinraj7474 3 дні тому

    ବିଜେପି ତ ବିଜେଡ଼ି ର ନୀତି ରେ ଚାଳିଛି
    ଏମିତି ହିଁ ହେବ

    • @nandansahu3832
      @nandansahu3832 3 дні тому

      Bjdra kou nitii nahi. Taha kebala pandian planning re chalichi. Ethi neta chup pandian kariba sasana. Jou mukhyamantri bayasadhika karanaru odisha buli parantini. Anya upare mukhyamantri nirvara karithile. Tenu loka hateidele

  • @biswaamat8488
    @biswaamat8488 3 дні тому

    ଟିକେ ଲାଜ କର ।

  • @rockysahusahu8994
    @rockysahusahu8994 3 дні тому

    Only Naveen 2029

  • @gyanranjanpradhan5312
    @gyanranjanpradhan5312 3 дні тому +1

    Michha pratishruti dei odishare jitigale.

  • @sudhir740
    @sudhir740 2 дні тому

    Jay modi jay bharat 🙏🙋🏿

  • @lalatendumohakud8568
    @lalatendumohakud8568 3 дні тому

    Only JMM😂

  • @chandrikadas-in8qf
    @chandrikadas-in8qf 3 дні тому +1

    Odisha bala aska 15 tankara aquat

  • @Abhimanyu1443
    @Abhimanyu1443 3 дні тому

    ଓଡ଼ିଶା ମାନଙ୍କର ଟଙ୍କା 15 ଙ୍ଗାଡି ଅଦ୍ଧାର

  • @santali.soren.sipahi5133
    @santali.soren.sipahi5133 3 дні тому +1

    👌👌👍💪💪💪💪💪🏹🏹🏹🏹

  • @gupteswardash1413
    @gupteswardash1413 3 дні тому

    Bahut bhala heichi bjp ku

  • @chaitanyasahoo1075
    @chaitanyasahoo1075 4 дні тому +1

    Bjp modi modi modi modi 🇮🇳

    • @saina.s.p..1035
      @saina.s.p..1035 4 дні тому

      😅😂😂😂😂😂😂😂😂😂😂

    • @jamesrodes560
      @jamesrodes560 4 дні тому

      Tate mada haba to bopa modi ku bi mada haba

  • @saratSahoo-yx8kt
    @saratSahoo-yx8kt 3 дні тому

    Jay BJD