ହାଃ କୃଷ୍ଣ ବୋଲି ଯାଉ ଜୀବ ନାଟ୍ୟକାର ନିର୍ଦ୍ଦେଶକ ଏକାଠି କହିଲେ ଉଚିତ ପ୍ରାପ୍ୟ ମିଳେ! anchor Krishna Kumar

Поділитися
Вставка
  • Опубліковано 28 гру 2024

КОМЕНТАРІ • 51

  • @dillipkumarsahoo1133
    @dillipkumarsahoo1133 18 днів тому +4

    ଦୁଇ ରଚନାତ୍ମକ ଲେଖକ ଓ ନିର୍ଦ୍ଦେଶ ଙ୍କୁ ମୋର ଭୂମିଷ୍ଟ ପ୍ରଣାମ 🙏🙏👍👌🫶👏🥰

  • @rakeshpalai9523
    @rakeshpalai9523 18 днів тому +3

    ଏଇ ଭଳି ନାଟକ ଆସିବ ଦରକାର। ଦୁଇ ଯୋଡ଼ିଙ୍କୁ ମୋର ପ୍ରଣାମ, ପୁଣି ଅପେକ୍ଷାରେ ନୂତନ ନାଟକକୁ🙏🙏🙏💐💐💐

  • @khuntulapadmana8033
    @khuntulapadmana8033 17 днів тому +2

    ବହୁତ ବଢିଆ ନାଟ୍ୟକାର

  • @upendrapatel3503
    @upendrapatel3503 18 днів тому +3

    Bahut Sundar jai jagannath

  • @prasnakumarjalli3293
    @prasnakumarjalli3293 18 днів тому +4

    Bhai ha krushna boli jau jiba nataka ti ganjam district re sabu ade one day play heigalani bahut bhala heichhi

  • @jitendrasahu-zz6rk
    @jitendrasahu-zz6rk 18 днів тому +3

    Shibani ra super hit jatra ha Krushna boli jau jib

  • @bijayamallick6797
    @bijayamallick6797 18 днів тому +1

    ନିହାର ସାରଙ୍କ ନାଟ୍ୟରଚନା ବହୁତ ଉଚ୍ଚକୋଟୀର

  • @manasthanapati5018
    @manasthanapati5018 12 днів тому

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @ganeshsahu4917
    @ganeshsahu4917 17 днів тому +2

    Best❤

  • @dillipkumarbhoi7256
    @dillipkumarbhoi7256 16 днів тому

    ସମସ୍ତ ନାଟକରେ ନାଟକ ମଞ୍ଚସ୍ଥ ପୂର୍ବରୁ ନାଟ୍ୟକାରଙ୍କ ଓ ନିର୍ଦ୍ଦେଶକଙ୍କ ନାମ ଘୋଷଣା ହେଉ l

  • @PrasannaMohapatra-x1n
    @PrasannaMohapatra-x1n 16 днів тому +1

    Super hit natak

  • @jayaprakashpatel8994
    @jayaprakashpatel8994 18 днів тому +1

    Jay Jagannath
    Sir

  • @manmathmajhi1092
    @manmathmajhi1092 18 днів тому +1

    Jay jagannath bhai, nice vlogs

  • @prasantanayak2531
    @prasantanayak2531 18 днів тому +1

    ଜୟ ଜଗନ୍ନାଥ 🙏

  • @PabitramohanSwain-t3n
    @PabitramohanSwain-t3n 18 днів тому +1

    God bless Nihar sir kalia sir

  • @Z50creation
    @Z50creation 18 днів тому +1

    Very nice vlogs bhai Jay jagannath 🙏🙏🙏

  • @deepakrath2853
    @deepakrath2853 18 днів тому +2

    ହା କୃଷ୍ଣ ବୋଲି ଜୀବ ଯାଉ ଯାତ୍ରା ଇତିହାସ ର ଶ୍ରେଷ୍ଠ ନାଟକ।ନିହାର ସାର୍ ଓ ବଳିଆ ସାର୍ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ।

    • @prasantanayak2531
      @prasantanayak2531 16 днів тому +1

      🙏

    • @prasantanayak2531
      @prasantanayak2531 16 днів тому +1

      🙏

    • @deepakrath2853
      @deepakrath2853 16 днів тому

      @@prasantanayak2531 ଯାହା ହଉ ମୋର ଅହୋ ଭାଗ୍ୟ ସାର୍ ନିଜେ reply ଦେଇଛନ୍ତି

  • @lalitsha8889
    @lalitsha8889 18 днів тому +1

    ଯାହାହଉ

  • @jitendrasahu-zz6rk
    @jitendrasahu-zz6rk 18 днів тому +1

    Krishna bhai namskar

  • @byomokeshpatra6223
    @byomokeshpatra6223 9 днів тому

    ହାଃ କୃଷ୍ଣ ବୋଲି ଯାଉ ଜୀବ, ଗୋଟିଏ ମାଇଲଖୁଣ୍ଟ, ଏଇ ଭଳି ନାଟକ ଆସିଲେ ଆଗକୁ ନାଟକ ଚାଲିବ, ମୋର ଗୋଟେ ଅନୁରୋଧ, ପୌରାଣିକ ନାଟକକୁ ଆଗକୁ ଆଣିଲେ ଭଲ ହୁଅନ୍ତା, ବର୍ଷରେ ଗୋଟିଏ ଗୋଟିଏ ପୌରାଣିକ ନାଟକ ହେଲେ ଭଲ ହୁଅନ୍ତା, ଦର୍ଶକ ନିଶ୍ଚିତ ଗ୍ରହଣ କରିବେ, ଜୟ ଜଗନ୍ନାଥ

  • @bhadraktokajitu
    @bhadraktokajitu 17 днів тому +2

    Nihar Sir nkara nataka e akhi kanduchi toripain dekhisaribapare mu nijaku nataka lekhiba pain prastuta karichi

  • @keshabchandramohapatra3098
    @keshabchandramohapatra3098 18 днів тому +3

    Sir ମୋର ଅନୁରୋଧ ଆପଣଙ୍କ ଙ୍କୁ ଅତୀତର ନାଟକ ଗୁଡିକ ଷ୍ଟେଜ ପରିବେଷଣ କରାଯାଉ. ଜିଅନ୍ତା ଶବ ବଉଳ ଫୁଲ ବଉଳ ବେଣୀ ଏ ଦୁନିଆ ଚିଡ଼ିଆ ଖାନା ଏମିତି ଅନେକ ନାଟକ ଅଛି ସେ ନାଟକ ଗୁଡିକ ପ୍ଲେ କରାଗଲେ ଭଲ ହୁଅନ୍ତା

  • @2KUNA373
    @2KUNA373 18 днів тому +2

    Nice bhai

  • @JagamohanMishra-i4u
    @JagamohanMishra-i4u 18 днів тому

    ନିହାର ସାର୍ ଗୋଟେ ଭଲ ନାଟକ ଦେଇଛନ୍ତି, କିନ୍ତୁ ଭାଗବତର ଆହୁରି ଅନେକ ପଂକ୍ତି, ତଥା ଭାଗବତ ପୁରାଣ ର ମହତ୍ତ୍ଵ ବିଷୟରେ ଅନେକ ପଂକ୍ତି ଅଛି ସେଗୁଡ଼ିକର ସ୍ଥଳ ବିଶେଷରେ ପ୍ରୟୋଗ କରିଥିଲେ ପରମ ଶାସ୍ତ୍ର ଭାଗବତର ମହନୀୟତା ଆହୁରି ପ୍ରତିପାଦିତ ହୋଇପାରିଥାନ୍ତା, ସଂସ୍କୃତି ଓ ପରମ୍ପରା ପ୍ରତି ଆହୁରି ସମ୍ମାନ ବଢ଼ିଥାନ୍ତା। ଯଥା "ଯିଏ ମୋଠାରେ କରେ ଆଶ, ମୁଁ ତାର କରେ ସର୍ବନାଶ" ଝିଅଟି ମଲା ପରେ ଏହି ପଂକ୍ତି ଇତ୍ୟାଦି, ସାର୍ ଆହୁରି ଟିକେ ଭାଗବତ ଉପରେ ଗବେଷଣା କରିଥିଲେ ନାଟକଟି କାଳଜୟୀ ହୋଇପାରିଥାନ୍ତା।

  • @balaramjena2909
    @balaramjena2909 18 днів тому +3

    👌👌👌👌👍👍👍👍👍

  • @sibaprasadpadhan5556
    @sibaprasadpadhan5556 18 днів тому +1

    Krishna bhai puruna nataka au thare asile bhala huanta mo mata re

  • @Santanuking446
    @Santanuking446 16 днів тому

    All odisha re history create karithiba. Record srusti karithiba nataka. Haa krushna boli jau jiba. Sabu pura palli re kheluchi.

  • @mayanprusty6838
    @mayanprusty6838 18 днів тому +1

    ❤❤❤❤

  • @gourhariswain2438
    @gourhariswain2438 18 днів тому

    Bahut vala natya kara balia sir kehi Apana vali saman heby ni natya kara

  • @bidyadharnayak5475
    @bidyadharnayak5475 18 днів тому +2

    👍🙏👍👍👍👍🇮🇳

  • @KISHOREJATRA
    @KISHOREJATRA 15 днів тому

    ମୁଁ ନାଟ ଦେଖିଲା ବେଳେ ମନେ ମନେ ଲେଖକ ଙ୍କ ଲେଖା କୁ ଅନେଗୁଡ଼ିଏ ପ୍ରଶଂସା କରୁଥିଲେ,

    • @KISHOREJATRA
      @KISHOREJATRA 15 днів тому

      ମନେ ହଉଥିଲା ପାଦ ଛୁଁଇ ପ୍ରଣାମ କରିବାକୁ ସମସ୍ତ କଳାକାର ଓ ପରଦା ପଛର ସେ ମହା ନାୟକ ମାନଙ୍କୁ

  • @actor_satya07
    @actor_satya07 18 днів тому +1

  • @Kalandicharansahoo-pz6gj
    @Kalandicharansahoo-pz6gj 10 днів тому

    Very nice play ⏯️⏯️⏯️

  • @jitendrasahu-zz6rk
    @jitendrasahu-zz6rk 18 днів тому

    Nihar Sar balia Sar namskar

  • @gourhariswain2438
    @gourhariswain2438 18 днів тому

    Rip sen kate au kichi rakhi leni sir goty choto pila rip hauchi Ae sin kati au kichi sae jagarey rakhantu sir

  • @jagajibannayak3380
    @jagajibannayak3380 16 днів тому

    Apananka chesta jogu samajare jemiti ama parampara, ama odia nka chali chalan puni purba pari pheri asu, taha hin prabhu jagannath nka nikatare prathana. Jatra hin agami dinare eka surkshya kabacha heu samajara mangala paine.

  • @LovelyBabyTurtles-li2bg
    @LovelyBabyTurtles-li2bg 16 днів тому +1

    ନିହାର ଭାଇ ନମସ୍କାର। ଆମକୁ Drama ଶିଖେଇଲା ବେଳେ ତୁମ ପେଟ ଚାଖଣ୍ଡେ ଭିତରକୁ ଥିଲା।ଆଉ ଏବେ ଦୁଇ ଚାଖଣ୍ଡେ ବାହାରି ପଡିଲାଣି।ନାଟକ ତୁମର ଯେତେ ବଢୁଛି ପେଟ ବି ସେତେ ବଢୁଛି।ଥରେ ଦେଖାହେବାକୁ ଇଚ୍ଛା ।

  • @Pkm373
    @Pkm373 16 днів тому

    ବଳିଆ ସାରଙ୍କୁ ମୁଁ ଗୋଟେ ଅନୁରୋଧ କରିବି ଯେ ପ୍ରତି ବର୍ଷ ଆପଣ ୪ ରୁ ୫ଟି ନାଟକରେ ନିର୍ଦ୍ଦେଶନା ଦିଅନ୍ତୁ ଆଉ ବେଶି Focus କରନ୍ତୁ ଆଉ ଅଧିକ କଣ ହେଇ ପାରିବ, ଟଙ୍କା ଲୋଭରେ କେବେ ଅଧିକ ନାଟକ କରନ୍ତୁ ନାହିଁ, କଥାରେ ଅଛି ଅତି ଲୋଭରେ ମୃତ୍ୟୁ ତେଣୁ ଅଧିକ ଲୋଭ କରିଲେ ନାଟକ ଫ୍ଲପ୍ ହେବାର ବେଶି ସମ୍ଭାବନା ଅଛି, ଅଧିକ କାମରେ ମୁଣ୍ଡ ଖେଳେଇଲେ କାମ ଠିକ୍ ସେ ହୁଏ ନାହିଁ

  • @lalitsha8889
    @lalitsha8889 18 днів тому +1

    ଜୟ ଜଗ୍ରନ୍ନାଥ 🙏🏻🙏🏻

  • @sesadevpanda1346
    @sesadevpanda1346 18 днів тому +1