Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବାହାଘର ଜୀବନର ଲକ୍ଷ୍ୟ ନୁହେଁ ଏହା ଜୀବନର ଏକ part ଏବେ ତୁମେ ଯାହା କରୁଛ ଭଲ ଈଶ୍ୱର ଏତବି ନିଦୟ ନୁହନ୍ତି ଦେଖିବା ତୁମ କୁ ଏକ ଭଲ ଝିଅ ମିଳିବ ଏକ ଗୁଣ ବତି ଝିଅ
Yes Marriage is a part of Life not the Whole Lifestyle.,Jadi kie bhala miliba thik achi nahele nahin
@@tapasswain3231absolutely right 👍
@@tapasswain3231 if all are think same, then what about next generation
Au kichi na kai tu tahele baha helu
Upadesa debaku sabu bahari padibr kintu samastanku Govt Job Balla darkar. Sata na didi
ସୁନ୍ଦର ହୃଦୟ ପୁଅର ଅଛି ଜଗନ୍ନାଥ ତୁମ ସାଥୀରେ ଅଛନ୍ତି
ସୁନ୍ଦର ଝିଅ ଟି ଏ ଏ ପରିବାରକୁ ମିଳୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜୟ ଜଗନ୍ନାଥ
ଖାଲି ସୁନ୍ଦର ହେଲେ, ହେବ ନାହିଁ, ଗୁଣ ବି ନିହାତି ଭଲ ହେବା ଦରକାର।
😢ajikali govt job and private hele software job... crorepati business thile jhio miluchanti😢😢b.tech ...m.tech kariki mothe jhio erhipain milinahanti SOFTWARE job ..ki govt job kariparile nahi ..boli jhio deunahanti😢😢
Sabuthu jhia pata thik achi
@@YBS55bhai mtech kou field re karuchanti
Mana sundar
ମନଦୁଃଖ କରନି ଭାଇ ମା ଅଛି ଯାହାର ସାହା ଅଛି ତାହାର, ମା ହେଉଛନ୍ତି ତୁମ ଭଗବାନ, ଭଗବାନ ପାଖରେ ଅଛନ୍ତି ମାନେ ସବୁବେଳେ ସୁଖରେ ରହିବ
👍
ମହାରାଷ୍ଟ୍ର ର ଗୋଟେ ବଡ଼ ବ୍ୟାପାରି ତାଙ୍କ ଲୌହ ଭରା କଣ୍ଠ ରେ କହିଥିଲେ ଝିଅ କୁ ପଛେ ରିକ୍ସା ଚଳାଳୀ ସଙ୍ଗେ ବିବାହ କର କିନ୍ତୁ ଉଚ୍ଚ ଶିକ୍ଷିତ ନିଶା ସେବନ କରୁଥିବା ପୁଅ ସଙ୍ଗେ ବିବାହ କରନାହିଁ.....
Right
I like you ❤
Wow ek dam Right
Right ❤❤
Thik kahichi ta
,, ବାହାଘର ନହେଲେ କଣ ବଞ୍ଚି ହବ ନାହିଁ ଭଗବାନ ଶ୍ରୀକୃଷ୍ଣ ଅନୁସରଣ କର ହରେ କୃଷ୍ଣ 🙏🏾🙏🏾
ବାହାଘର ହବନି ଆଉ ବାଣ୍ଡ କୁ ହଲେଇବ😂
ହଜାରେ ଝିଅ ସହ ଲୀଳା କରି ମାଇଁ କୁ ବାହା ହେବ🙏
Bhai dil ki baat aap bil diye😊😊😊
Right👍
❤
ରୋଷେଇ କରି ପେଟ ପୋଷୁଥିବା ମଣିଷ କ'ଣ ଭୂଲ କରିଛି 😢 ଜୟ ଜଗନ୍ନାଥ ❤
ମୁଁ ଆମ ଗାଁ କୋଣାର୍କ କୁ ସବୁବେଳେ ସେଇ road ରେ ଯାଏ । ଏଥର ନିଶ୍ଚିତ ସେଠି ଭୋଜନ କରିବି 😃😋😋 ମାଉସି ଙ୍କ କଥା ରେ ପେଟ ପୁରୀ ଯାଉଛି 🥰🙏🏻
ବହୁତ ଭଲ ଭାଇନା ❤
ଏହି video ଦେଖି କାହା ଆଖିରେ ଲୁହ ଆସିଗଲା Plz like
😢luha asi jauchi
Ma akhire luha asigala 😢😢😢
Mo akhire bi luha asigala
Mo
😢😢😢
ବହୁତ ସୁନ୍ଦର ବୋହୂଟେ ପାଇବେ ମା 🙏
Ok
Are sundara nuhe bhala jhia darakara jiaki dukha samayare sathire rahiba sukha bele ta bahara loka sanga dianti
କାନ୍ଦ ନି ଭାଇ ତୁମ ପାଖେ ତୁମ ଈଶ୍ୱର ମାଆ ଅଛନ୍ତି,❤ ସୁଖ ନିହାତି ମିଳିବ ଜୟ ଜଗନ୍ନାଥ 🙏
Nice maa
Mausi au tankara pua bahut bhala Pure hearted person ❤
This is a perfect example of son and mother bond relationship.
ଖୋଜନ୍ତୁ ଭଲ କନ୍ୟା ମିଳିବ। ଆଉ ନମିଳିଲେ ବି ଆହୁରି ଭଲ । ଆଜିକାଲି ଯେମିତି ପରିସ୍ଥିତି ହେଲେଣି ଆଉ ପରସ୍ପର ପ୍ରତି ସମ୍ମାନ ନାହିଁ ।
You are right
ଏମିତି ଅନେକ ପୁଅଙ୍କ ଜୀବନ ରେ ହଉଛି ଆଜି କାଲି..
Bapa manku sath deba aji kali birala , God bless you beta
ସବୁ ମାଆଙ୍କର ସ୍ବପ୍ନ ଥାଏ ପୁଅ ବାହାକରେଇ ବୋହୂ ଆଣିବାକୁ ,, ହେଲେ ପୁଅ ବାହା ହେଲା ବେଳକୁ ମାଆର ଅଧା ଜୀବନ ଚାଲିଯାଏ ଝିଅ ଖୋଜି ଖୋଜି l ଝିଅ ଘର ର ଯୋଉ ଡିମାଣ୍ଡ ଝିଅ ମିଳିବା ବହୁତ୍ କଷ୍ଟ ,, ବାପା ବିକୁଥିବ ସୁନୁପାମ୍ପୁଡ଼ି ମା ଖୋଜୁଥିବ ସେଣ୍ଟ୍ରାଲ ଗମେଟ ଚାକିରି
U r 200% right brother 😂.Now good character person not needed for life partner.only money & Govt. Job.
Right bhai ❤
@@tanmaybehera1542kalyug para money name fame is GOD.thik bhula bichar nahi.😢😢😢
ଶଳା ସମାଜ ର ରୀତି ନୀତି ଅଛି ପୂର୍ବପୁରୁଷ ବେଳରୁ ଚଳି ଆସୁଛି ବୋଲି ଝିଅକୁ ବାହା ହେଲି ନହେଲେ ବାଳ ଝିଅକୁ କିଏ ପଚାରେ 🤣single ଲାଇଫ best
Bibah kahinki kala Bhai Brahmacharya Palan karithantao Sabuthu best 😌🙏🏻
ଆଜି ର ତାରିଖ ରେ ବିବାହ ହବା ଟା ବଡ କଥା ନୁହେଁ...ଗୋଟେ ଉଚିତ୍ ଆଉ ସବୁ ସୁଖ ଦୁଃଖ ରେ ସାଥ ଦେଲା ବାଲା ସାଥିଟିଏ ମିଳିବା ଦରକାର...
ଭଗବାନ ତମର ମଙ୍ଗଳ କରନ୍ତୁ
ସେଇ ଜଗନ୍ନାଥଙ୍କ ସାହା ଭରସା
ଭାଇ ଜମାରୁ ବାହା ହୁଅନି ନ ହେଲେ ତମେ ଏମିତି କାନ୍ଦିବ ଯେ କାହା ଙ୍କୁ କହି ପାରିବନି ଯଦି ତମେ ଚାଁହୁଛ ଅନାଥ ଆଶ୍ରମ ଯାଇ ଗୋଟେ ପିଲା ଙ୍କୁ ନିଅ ଯିଏ କି ନୂଆ ପରିଚୟ ପାଇବ 🙏🙏🙏
Right bhai
so, you are giving it a try ??
@@chinmaymishra4119 yes who knows no
ତୁ ବାଳ ଏତେ negative ଚିନ୍ତା କରନା, ଯେମିତି ସବୁ ଝିଅ ଖରାପ 😂😂
ଆଜି କାଲି ନାରୀ ମାନେ reels re video viral re ହୁଅନ୍ତି ଛତ୍ରଖିଆ ଙ୍କୁ ଭଲ ପାଇ,ହେଲେ ଏଇ ପୁଅ କଣ ଖରାପ୍
ଗରିବ ଝିଅ ଟେ ଦେଖିକି ବାହା ହଉନା.. ମିଳିବେନି କଣ କହୁଚ
Gariba jhianka besi bhau😂😂
ମୁଁ ଗରିବ ହେଇ ପାରେ କିନ୍ତୁ ମୁଁ ଫୁଟାଣି ନୁହେଁ, ନିଜର କିଛି ନଥିବ କଥା ବଡ଼ ବଡ଼ କହୁଥିବ, କଣ ଫାଇଦା? 😏@@AshutoshMishra-m6v
ସବୁ ଗରିବ ଝିଅ କ'ଣ ସମାନ 😡😡
ଆଜିକାଲି ସବୁ ଚାକିରିଆ ବର ଦରକାର୍। ବାହାହେବା କିଛି ଦରକାର୍ ନାହିଁ ଭାଇ। ଜୀବନ ଥିବା ପର୍ଯ୍ୟନ୍ତ ଖୁସିରେ ରୁହ ଭାଇ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 କଣ ପାଇଲ ଆଜି କାଲିକା ଝିଅ ମାନଙ୍କର।
Thik kahichanti .
Thik Kahichanti❤❤❤
ଚାକିରିଆ ହେଲେ ବି ସୁନ୍ଦର୍ ଥିବା ଦରକାର୍ ମୁ ଫିଲ କରିଛି ସାମ୍ନାରେ ତ ନୁହଁ ପଛରେ କୁହନ୍ତି ବହୁତ୍ କଷ୍ଟ ଲାଗୁଛି
You are right 👍
@Mr.ACCURSEDMAN.1994 hn bhai pua kala thile ,langur ke angur kuhanti na, ta mo mate chakiria pua chakiria jhia ku baha hele vi bhala
Sabu maa bapa nku amiti pua gote milu
ସବୁ ଜନ୍ମ ରେ ମୁଁ ତା ପୁଅ ହବା ପାଇଁ ଚାଁହୁଛି ଭାଇ ଙ୍କର ଏଇ line ଟା ରେ ମୁଁ କାନ୍ଦି ପକେଇଲି 😭😭🙏
ମା ଦୁଃଖ କରନ୍ତୁ ନାହିଁ ଈଶ୍ୱର ଭାଇଙ୍କୁ ଓ ତୁମ୍ଭକୁ ସାହାଯ୍ୟ କରିବେ.
ଦରକାର୍ ନାହିଁ ଭାଇ। ବାହାଘର ମଣିଷ ଜୀବନର ଲକ୍ଷ୍ୟ ନୁହେଁ। ଆପଣଂକ ମାଁ ପାଇଁ ଆଉ ସମାଜ ପାଇଁ କାମ ଜାରି ରଖନ୍ତୁ।
ତୁମ ଦୁହିଁଙ୍କୁ ଭଗବାନ ସବୁ ଜନ୍ମରେ ମା ଓ ପୁଅ କରି ରେ ଜନ୍ମ ଦିଅନ୍ତୁ 😊
ସବୁଠୁ ତମେ ଭାଇ ବଢିଆ,.. ତମ ନିଜ ରୋଜଗାର ରେ ଚୋଳୁଛ ଆଉ କାହା ବାପାର ନୁହଁ.. All the best bro... ତମକୁ ସବୁଠୁ ଭଲ ଝିଅ ମିଳିବେ /ଯିଏ ନିଜେ Income କରିକି ପୋଶୁଛି ସେ ହିଁ ଜାଣିଛି।....
କନ୍ଦନି ଭାଇ ତୁମ ପାଖ ରେ ମା ଅଛି 😢😢😢ଯୋଉ ମାନେ ତୁମ କୁ ଏତେ ଦୁଃଖ ନୀଚା ଦେଖୁଛନ୍ତି ସେମାନଙ୍କ କଥା ଛାଡ ଲାଇଫ ରେ କିଛି କରିବାର ଅଛି ଆଗ କୁ ମାଡି ଚାଲ 🙏 ଜୟ ଜଗନ୍ନାଥ ମୁଁ ଠାକୁର ଙ୍କୁ ଡାକୁଛି 🙏 ତୁମର ସବୁ ମନସ୍କାମନା ପୁର୍ଣ ହଉ
ମା ଆପଣ ଦୁଃଖ କରନ୍ତୁ ନାହିଁ, ସବୁ ଭଲ ହେବ।
ସେ ଝିଅ ବହୂତ ଭାଗ୍ୟବାନ ହେଇଥିବ ଯିଏ ତୁମ ପୁଅର ହାତ ଧରିବ ❤❤
Prabhu Jagannath tuma ku sabu bale bhlare rakhantu
Mausi bahut bhagyaban je emiti pua achhi tanka pakhare
ପୁରୁଷ ହୋଇ କାନ୍ଦିବା ତୁମକୁ ଶୋଭା ପାଉନି, ବିବାହ ପାଇଁ ତୁମର ଜନ୍ମ ହୋଇନାହିଁ, ବିବାହ ଭଗବାନଙ୍କ ହାତରେ, ବିବାହ ପରେ ତୁମର ଜୀବନ ଯେ ସୁଖମୟ ହୋଇଯିବ ତାହାର ଗ୍ୟାରେଣ୍ଟି ନାହିଁ, ମନ ଦୃଢ଼ କର, କର୍ମ କରିଯାଅ, ବିବାହ କରି ବହୁ ପୁରୁଷଙ୍କର ଜୀବନ ଅଶାନ୍ତି ରେ କଟୁଛି, ତେଣୁ ଭଗବାନଙ୍କୁ ଡାକ,ସେ ଯାହା କରିବେ, ତୁମ ହାତରେ କିଛି ନାହିଁ
ଠିକ କହିଛ ଭାଇ
@BiswaଠnathBehera-oj1or ଠିକ କହିଲଭାଇ 🙏🙏
Sae tanka bapa nka katha pae kanduthile baha haba pae nuha
Right broo
@@BiswanathBehera-oj1orକଣ ଠିକ୍ କହୁଛ.. ପୁଅ ହୋଉ କି ଝିଅ ସମସ୍ତ ଙ୍କ ପାଇଁ emotion ସମାନ.. କାନ୍ଦିଲେ ଦୁଃଖ କମିଯାଏ
ସ୍ବାଭିମାନର ସହ ବଞ୍ଚିବା କେବେ ବି ଖରାପ୍ ନୁହେଁ। ନିଜ ଗୋଡ଼ରେ ସେ ଠିଆ ହୋଇଛନ୍ତି।
@Suchana TV ..Eii Video dekhi emotional heigali..Maa hin sabu kichhi...Maa achhi dunia ra sabu kicchi pakhare achhi..
ଭାଇ ଆପଣ ଗରିବ ଝିଅ ଦେଖନ୍ତୁ ଯଦି ଆପଣ ଧନିଝିଅ ଖୋଜୁଛନ୍ତି ତାଙ୍କରବହୁତ ଘମନ୍ଡ ତାଙ୍କୁଭାଇ ହିର ପିଲା ଦରକାର 🎉😂❤❤
@@talumunda4585 hmm bohut gariba jhia Achanti
Are gariba ghara ra jhia vi chakiria darkar, ta I think chakiria bala chakiria, business man , bussiness ku baha hele mast heba
Reporter nku dhanyabad ❤
କିଏ ଜଣେ ଅଛି ଅପେକ୍ଷା କର ନିଜ କର୍ମରେ ଆଗେଇ ଚାଲ।
ସୁନ୍ଦର ପରିବାର, ସୁନ୍ଦର ପ୍ରୟାସ ଜୀବନକୁ ବଂଚେଇ ରଖିବା ପାଇଁ... ସଚୋଟ, ଉଚିତ କର୍ମ ଓ ପରିଶ୍ରମ ର ଫଳ ମିଠା ହିଁ ହେଇଥାଏ.... କିନ୍ତୁ ଗୋଟେ କଥା ମେଡିଆ ଭାଇ ମାନେ... ଦୟା କରି ତାଙ୍କ ଲାଇଫ କୁ ଏମିତି ସୋସିଆଲ ମେଡିଆ ରେ highlight କରନ୍ତୁନି... ଭଲ ଭାବରେ ତମେ ମାନେ ଜାଣିଛ, ଯେତେ highlight କରିବେ, ତା ପରେ ଆସିଯିବେ, କିଛି food inspector କିମ୍ବା ମୁନିସିପାଲିଟି ମେମ୍ବର ମାନେ... ପରିସ୍କାର, ଅପରିଷ୍କାର, ସ୍ୱଚ୍ଛତା ଉପରେ ପ୍ରଶ୍ନ ଆରମ୍ଭ କରି ଦେବେ ଆଉ ହୋଟେଲ ଟିକୁ ବନ୍ଦ କରି ଦେବେ.
Bhai right katha
Bhai tome thik kotha kohicho... 👍 but social media no asile ame kichi jani pari nothantu
@@_OD_09_rider haan je, but ame janiba apekhya tanka life ki tanka business re kichhi disturbance na hau boli kahuthili.... God bless them 🙏
@@janmejaydas1434Apananka mata vi thik sir, social media dwara postive vi provide hue au negative vi
ସୁନ୍ଦର ମା ପୁଅ କଂ କାର୍ୟ୍ଯ।
ଝିଅ ଘରର ହାରାମି ଯାକପଇସା ନଥିବ ଖାଲି ଫୁଟାଣି ଆହୁରି ଟିକେ ସୁନ୍ଦର ଥିବ, ଵିନା କଷ୍ଟ ପାଠ ପଢ଼ି, ଚାକିରି କରିଥିବ ଦିନ,ରାତି ଦିଶିବ ନାହଁ ଅନ୍ୟ ଜିଲ୍ଲାରେ ଚେଷ୍ଟା କର,ଅନ୍ୟ ଜାତି, ଅନ୍ୟ ଧର୍ମ ମିଳିବ
Hnn pa Sabu Eia Ajikali Hauchi Swarth
Aji kali jhia nkara chora, khanta, madua, pasanda, bhala pila pasanda nuha
Thik kahicha
Good morning maam thik katha kahichanti
💯
Right ma'am 👍🏻
Praise the Lord
Hare Krishna 🙏🙏🙏🙏🙏🙏
ହେ ଜଗନ୍ନାଥ, ଆଉ ଜନ୍ମ ଦିଅନି 🙏ଜୀବନ ବଡ଼ କଷ୍ଟ😢
ଦୁଃଖ କରନି ଭାଇ ଆମେ ବି ତମ ଭଳିଆ ଅବିବାହିତ ଅଛୁ ଖୁସିରେ ଅଛୁ । ବାପା ମା ଥୁଲେ ବିବାହ କିଛି ବଡ଼ କଥା ନୁହଁ । ମା ଙ୍କ ହାତ ଯେତେ ପର୍ଯ୍ୟନ୍ତ ଅଛି କେବେ ବିବାହ କୁ ନେଇ ଦୁଃଖ କରନି 🙏🙏
ସବୁଠାରୁ ଟଙ୍କା ଵାଲା ହୋଟେଲ ଵାଲା
Hmm bhai Mora bi hotel achhi 2 ta monthly income 9lakh + ,PG pare job na kari business karuchhi ,10 ta lokanku job deichhi hotel re ,Life change karibaku hele business karibaku pade
ସମାଜରେ ଯିଏ ଭଲରେ ରହିବ ଦେଖି ସହିପରିବିନି ସଲେ
Radhe radhe ❤
ଭଗବାନ୍ ସତରେ କଣ ଅଛନ୍ତି 😌😔
Jamaru nahanti
My self opinion
Michha tare lokamane believe karuchanti bhagaban kehi bi nahanti andha biswas
Badhia report❤
ଆରେ ଭାଇ ତୋ ଭାଗ୍ୟ ଭଲ ରେ ତୁ ବହାହେଇନୁକାହିଁକି କହିଲୁ ଆଜିକାଲି ଯୋଉ ସ୍ମାର୍ଟ ଝିଅ ବାପ୍ ରେ (ultra pro max) ତେଣୁ ବାହା ହେଇନ ଭଲ,ବାହା ହେଲେ ବି ଭଲ,ବାହା ନହେଲେ ବି ଭଲ,ମନ ଦୁଃଖ କରନି please❤
Bhai ka Kanda dekhi mo akhire luha❤❤❤
ଏପରି ଝିଅକୁ ବାହା ନ ହେଲେ କିଛି ସମୟ କାନ୍ଦିବ ଆଉ ଯଦି ବାହା ହେବ ଜୀବନ ସାରା କାନ୍ଦିବ
ଏଇ ହୋଟେଲ କୋଉଠି ଅଛି ଜାଗା ର ନାଁ କଣ
Phulnakhara niali road sundargon pakhre village dhaba
Badajharilo dalchirasahi
ଏବେର ସମୟ ରେ ସବୁ ଝିଅ ଚାହାନ୍ତି ସମ୍ରାନ୍ତ ପରିବାର ରେ ବହୁ ହେବେ କିନ୍ତୁ ଭଲ ମଣିଷ କୁ କେହି ଚିହ୍ନି ବେନି l ଗୋଟେ ପୁଅ ର ଦୁଃଖ ଗୋଟେ ପୁଅ ହି ଜାଣିଚି
ଗୁଡ୍ ୱାର୍କ 🙏👌👍
Jau jhia baha heba e pua ku se bahut bhagyaban heba.....kash mate agaru emiti pua ra Rishta asanta..
Tame chesta kara
@hapinamajhi9548 mui all ready baha heigali..
@@Bgl3254 live re ବାହା ହେଇ ଗଲ
Jay Jagannath 🙏🙏🙏
ଆଜି କାଲି ଝିଅ ତୋ ସବୁ lover ବାନେଇଲେ ଆଉ ଆମ ପରି ଯଦ୍ଧା ମାନଙ୍କୁ କିଏ ପଚାରେ ଯିଏ ଯେତିକି ବେକାର ତାକୁ ସେତେ ଝିଅ ପସନ୍ଦ କରିବେ ଛି ଛି ଛି ରେ ନନୀ ଛି 😂🤣
ଭାଇ ଲଜ୍ୟ ଲାଗିବା କଥା ଗୋଟେ ଝିଅ ପାଇଁ କାନ୍ଦୁଛ , ମାଡ଼ିଚାଲ
ବହୁତ ଭଲ ଝିଅ ମିଳିବେ❤
ଆଜିକାଲି ବି ବଡ ଅଜବ ଦୁନିଆ, ଝିଅମାନେ ହୃଦୟହୀନ ବେକାର ପୁଅଙ୍କୁ ହୃଦୟ ଦେଇ ଭଲ ପାଇବେ, କିନ୍ତୁ ଯିଏ ନିଜର ଜୀବନର ସବୁ ସମୟ ନିଜ କର୍ମରେ ନିୟୋଜିତ କରୁଛି, ନିଜକୁ ବେକାରୀ ଜୀବନ ଠାରୁ ଦୂରେଇ ରଖିଛି... ତାକୁ କେହି ପସନ୍ଦ କରନ୍ତିନି 😢😮
Maaa God bless u🙏🙏🙏🙏🙏
Jay jagannath❤❤❤❤❤
ଅତି ସୁନ୍ଦର
Jai jagannath bhai
ନିଶ୍ଚୟ 😢ହେବେ ଧର୍ଯ୍ୟ ଧ ର
13:05 13:05 13:06 ❤❤❤ 13:11 13:12 13:12 13:12 ❤❤❤ 13:14 13:15 13:15 13:15 13:15 ❤❤❤❤
ବାପା ଛାଣ୍ଡ ପୁଅ ମାନେ ଏମିତିଆ ଭାଇ ମୁଁବି ସେମିତି ମହାପ୍ରଭୁ କୋଉ ଜନ୍ମର ଦୁଃଖ ଭୋଗୁଚୁଆମେ ଜୟ ଜଗନ୍ନାଥ😭😭
ମୁଁ ଯେତେବେଳେ ଯାଏ ଏ ହୋଟେଲ ଖାଏ ବହୁତ୍ ଭଲ ଖାଇବା ମିଳେ ଘର ଖାଇବା ଭଳି ଲାଗେ
Bhai dekhiba ame eai video ku emiti viral karibu gote bhala ପରିବାର ର ଝିଅ ନିଜେ marrage 🎉କରିବାକୁ ରାଜି ହେଇଯିବେ 😢
ଆପଣ ମାନଙ୍କ ଆଶୀର୍ବାଦ ଦରକାର 🙏🙏🙏
@khokabhai3596 Bhai contact number deya mu kichhi kariki kahibi mo UA-cam channel re comment Kara jay Jagannath ⭕‼️⭕
❤️❤️
ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରସା ରଖ 🙏🏽 ମା'ଙ୍କ ଦୁଃଖ ନିଶ୍ଚିତ ପ୍ରଭୁ ଜଗନ୍ନାଥ କଥା ଶୁଣିବେ ରାସ୍ତା ମିଳିବ
Maa heuchi ମା
ଠାକୁର ଡାକ ଶୁଣିବେ ଜୟ ଜଗନ୍ନାଥ
Chinta karanahi Bhai Jay Jagannath
Bhagabanka upare bharasa rakhantu sabu thik hei jiba. Jay jagannath 🙏🙏🙏
God bless you bhai & mausi 🙏🙏🙏🙏🙏
God Bless You Maaaa.. Apananku Kotie Pranam
Jay hanuman 🙏
ନିରାମିଷ ଓ ବିନା ପିଆଜ ରସୁଣ ହୋଟେଲ କର , ଭଗବାନଙ୍କୁ ଭୋଗ ଲଗାଇ ଓ ତାଙ୍କୁ ଭରସା କରି ଚାଲ, ହୁଏତ ଠିକ୍ ହୋଇ ଯାଇ ପାରେ। ଜୀବ ହତ୍ଯା କର ନାହିଁ।
He Jaga sabu janma re tu mate mo maa kole rakhibu🙇🏻♀️👩👧🎯💯
❤❤❤❤you maaa🙏🙏🙏bahut khushii lagila
ମା❤
Maaa❤❤❤❤Strong mind ❤❤❤❤Apananka pkuku jibi maaa
Bhai 💙🩷🫂🇮🇳🫡😥😥 maa pappa hamesha khush rahen sabke 💙🩷🫂🇮🇳🫡🫡😥😥🪖🌾🙏🙏🙏🙏🙏🥺🥺
ମାଉସୀଙ୍କ ବେବହାର ମା ଭଳିଆ ଲାଗିବ ଆପଣ ଥରେ ଯାଆନ୍ତୁ ଭଲ ଲାଗିବ❤
😭 don't cry apana bhala kama karuchhanti ethire kichhi feel kariba darkar nahin
Hotel achhi kichhi kharap katha nuhen.jhia milibe. Samastanka bichara saman nuhen.Bhagaban achhanti.
Jagannath mahaprabhu tuma family ku sabubele khusi re rakhantu 🙏🙏🙏
Apari. Manku. Koti koti Pranam
God bless you brother 🙏🙏🙏
ତମେ ତମ କର୍ମ କରିଚାଲ ଭାଈ ଦିନେ ଏମିତି ସମୟ ଆସିବ ତମର ସବୁକିଛି ଠିକ୍ ହୋଇଯିବ ତମେ ତମ କର୍ମ ଉପରେ ଧ୍ୟାନ ରଖ.... ଜୟ ଶ୍ରୀ ରାମ 🚩
Video Ta Dekhiki Akhiru Pani Asigala. Hruday Swarshi. Koti koti Pranam 🙏🙏
❤❤❤❤
Jay Jagannath achhi brother
Maa🌹🙏🙏🙏🙏🙏🙏....
Tq suchanatv...emiti news dekheiba pain😢
ବାହାଘର ଜୀବନର ଲକ୍ଷ୍ୟ ନୁହେଁ ଏହା ଜୀବନର ଏକ part ଏବେ ତୁମେ ଯାହା କରୁଛ ଭଲ ଈଶ୍ୱର ଏତବି ନିଦୟ ନୁହନ୍ତି ଦେଖିବା ତୁମ କୁ ଏକ ଭଲ ଝିଅ ମିଳିବ ଏକ ଗୁଣ ବତି ଝିଅ
Yes Marriage is a part of Life not the Whole Lifestyle.,Jadi kie bhala miliba thik achi nahele nahin
@@tapasswain3231absolutely right 👍
@@tapasswain3231 if all are think same, then what about next generation
Au kichi na kai tu tahele baha helu
Upadesa debaku sabu bahari padibr kintu samastanku Govt Job Balla darkar. Sata na didi
ସୁନ୍ଦର ହୃଦୟ ପୁଅର ଅଛି ଜଗନ୍ନାଥ ତୁମ ସାଥୀରେ ଅଛନ୍ତି
ସୁନ୍ଦର ଝିଅ ଟି ଏ ଏ ପରିବାରକୁ ମିଳୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜୟ ଜଗନ୍ନାଥ
ଖାଲି ସୁନ୍ଦର ହେଲେ, ହେବ ନାହିଁ, ଗୁଣ ବି ନିହାତି ଭଲ ହେବା ଦରକାର।
😢ajikali govt job and private hele software job... crorepati business thile jhio miluchanti😢😢b.tech ...m.tech kariki mothe jhio erhipain milinahanti SOFTWARE job ..ki govt job kariparile nahi ..boli jhio deunahanti😢😢
Sabuthu jhia pata thik achi
@@YBS55bhai mtech kou field re karuchanti
Mana sundar
ମନଦୁଃଖ କରନି ଭାଇ ମା ଅଛି ଯାହାର ସାହା ଅଛି ତାହାର, ମା ହେଉଛନ୍ତି ତୁମ ଭଗବାନ, ଭଗବାନ ପାଖରେ ଅଛନ୍ତି ମାନେ ସବୁବେଳେ ସୁଖରେ ରହିବ
👍
ମହାରାଷ୍ଟ୍ର ର ଗୋଟେ ବଡ଼ ବ୍ୟାପାରି ତାଙ୍କ ଲୌହ ଭରା କଣ୍ଠ ରେ କହିଥିଲେ ଝିଅ କୁ ପଛେ ରିକ୍ସା ଚଳାଳୀ ସଙ୍ଗେ ବିବାହ କର କିନ୍ତୁ ଉଚ୍ଚ ଶିକ୍ଷିତ ନିଶା ସେବନ କରୁଥିବା ପୁଅ ସଙ୍ଗେ ବିବାହ କରନାହିଁ.....
Right
I like you ❤
Wow ek dam Right
Right ❤❤
Thik kahichi ta
,, ବାହାଘର ନହେଲେ କଣ ବଞ୍ଚି ହବ ନାହିଁ
ଭଗବାନ ଶ୍ରୀକୃଷ୍ଣ ଅନୁସରଣ କର
ହରେ କୃଷ୍ଣ 🙏🏾🙏🏾
ବାହାଘର ହବନି ଆଉ ବାଣ୍ଡ କୁ ହଲେଇବ😂
ହଜାରେ ଝିଅ ସହ ଲୀଳା କରି ମାଇଁ କୁ ବାହା ହେବ🙏
Bhai dil ki baat aap bil diye😊😊😊
Right👍
❤
ରୋଷେଇ କରି ପେଟ ପୋଷୁଥିବା ମଣିଷ କ'ଣ ଭୂଲ କରିଛି 😢 ଜୟ ଜଗନ୍ନାଥ ❤
ମୁଁ ଆମ ଗାଁ କୋଣାର୍କ କୁ ସବୁବେଳେ ସେଇ road ରେ ଯାଏ । ଏଥର ନିଶ୍ଚିତ ସେଠି ଭୋଜନ କରିବି 😃😋😋 ମାଉସି ଙ୍କ କଥା ରେ ପେଟ ପୁରୀ ଯାଉଛି 🥰🙏🏻
ବହୁତ ଭଲ ଭାଇନା ❤
ଏହି video ଦେଖି କାହା ଆଖିରେ ଲୁହ ଆସିଗଲା Plz like
😢luha asi jauchi
Ma akhire luha asigala 😢😢😢
Mo akhire bi luha asigala
Mo
😢😢😢
ବହୁତ ସୁନ୍ଦର ବୋହୂଟେ ପାଇବେ ମା 🙏
Ok
Are sundara nuhe bhala jhia darakara jiaki dukha samayare sathire rahiba sukha bele ta bahara loka sanga dianti
କାନ୍ଦ ନି ଭାଇ ତୁମ ପାଖେ ତୁମ ଈଶ୍ୱର ମାଆ ଅଛନ୍ତି,❤ ସୁଖ ନିହାତି ମିଳିବ ଜୟ ଜଗନ୍ନାଥ 🙏
Right
Nice maa
Mausi au tankara pua bahut bhala
Pure hearted person ❤
This is a perfect example of son and mother bond relationship.
ଖୋଜନ୍ତୁ ଭଲ କନ୍ୟା ମିଳିବ। ଆଉ ନମିଳିଲେ ବି ଆହୁରି ଭଲ । ଆଜିକାଲି ଯେମିତି ପରିସ୍ଥିତି ହେଲେଣି ଆଉ ପରସ୍ପର ପ୍ରତି ସମ୍ମାନ ନାହିଁ ।
You are right
ଏମିତି ଅନେକ ପୁଅଙ୍କ ଜୀବନ ରେ ହଉଛି ଆଜି କାଲି..
Bapa manku sath deba aji kali birala , God bless you beta
ସବୁ ମାଆଙ୍କର ସ୍ବପ୍ନ ଥାଏ ପୁଅ ବାହାକରେଇ ବୋହୂ ଆଣିବାକୁ ,, ହେଲେ ପୁଅ ବାହା ହେଲା ବେଳକୁ ମାଆର ଅଧା ଜୀବନ ଚାଲିଯାଏ ଝିଅ ଖୋଜି ଖୋଜି l
ଝିଅ ଘର ର ଯୋଉ ଡିମାଣ୍ଡ ଝିଅ ମିଳିବା ବହୁତ୍ କଷ୍ଟ ,,
ବାପା ବିକୁଥିବ ସୁନୁପାମ୍ପୁଡ଼ି ମା ଖୋଜୁଥିବ ସେଣ୍ଟ୍ରାଲ ଗମେଟ ଚାକିରି
U r 200% right brother 😂.
Now good character person not needed for life partner.only money & Govt. Job.
Right bhai ❤
@@tanmaybehera1542kalyug para money name fame is GOD.thik bhula bichar nahi.😢😢😢
ଶଳା ସମାଜ ର ରୀତି ନୀତି ଅଛି ପୂର୍ବପୁରୁଷ ବେଳରୁ ଚଳି ଆସୁଛି ବୋଲି ଝିଅକୁ ବାହା ହେଲି ନହେଲେ ବାଳ ଝିଅକୁ କିଏ ପଚାରେ 🤣single ଲାଇଫ best
Bibah kahinki kala Bhai Brahmacharya Palan karithantao Sabuthu best 😌🙏🏻
ଆଜି ର ତାରିଖ ରେ ବିବାହ ହବା ଟା ବଡ କଥା ନୁହେଁ...ଗୋଟେ ଉଚିତ୍ ଆଉ ସବୁ ସୁଖ ଦୁଃଖ ରେ ସାଥ ଦେଲା ବାଲା ସାଥିଟିଏ ମିଳିବା ଦରକାର...
ଭଗବାନ ତମର ମଙ୍ଗଳ କରନ୍ତୁ
ସେଇ ଜଗନ୍ନାଥଙ୍କ ସାହା ଭରସା
ଭାଇ ଜମାରୁ ବାହା ହୁଅନି ନ ହେଲେ ତମେ ଏମିତି କାନ୍ଦିବ ଯେ କାହା ଙ୍କୁ କହି ପାରିବନି ଯଦି ତମେ ଚାଁହୁଛ ଅନାଥ ଆଶ୍ରମ ଯାଇ ଗୋଟେ ପିଲା ଙ୍କୁ ନିଅ ଯିଏ କି ନୂଆ ପରିଚୟ ପାଇବ 🙏🙏🙏
Right
Right bhai
so, you are giving it a try ??
@@chinmaymishra4119 yes who knows no
ତୁ ବାଳ ଏତେ negative ଚିନ୍ତା କରନା, ଯେମିତି ସବୁ ଝିଅ ଖରାପ 😂😂
ଆଜି କାଲି ନାରୀ ମାନେ reels re video viral re ହୁଅନ୍ତି ଛତ୍ରଖିଆ ଙ୍କୁ ଭଲ ପାଇ,ହେଲେ ଏଇ ପୁଅ କଣ ଖରାପ୍
ଗରିବ ଝିଅ ଟେ ଦେଖିକି ବାହା ହଉନା.. ମିଳିବେନି କଣ କହୁଚ
Gariba jhianka besi bhau😂😂
ମୁଁ ଗରିବ ହେଇ ପାରେ କିନ୍ତୁ ମୁଁ ଫୁଟାଣି ନୁହେଁ, ନିଜର କିଛି ନଥିବ କଥା ବଡ଼ ବଡ଼ କହୁଥିବ, କଣ ଫାଇଦା? 😏@@AshutoshMishra-m6v
ସବୁ ଗରିବ ଝିଅ କ'ଣ ସମାନ 😡😡
ଆଜିକାଲି ସବୁ ଚାକିରିଆ ବର ଦରକାର୍। ବାହାହେବା କିଛି ଦରକାର୍ ନାହିଁ ଭାଇ। ଜୀବନ ଥିବା ପର୍ଯ୍ୟନ୍ତ ଖୁସିରେ ରୁହ ଭାଇ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 କଣ ପାଇଲ ଆଜି କାଲିକା ଝିଅ ମାନଙ୍କର।
Thik kahichanti .
Thik Kahichanti❤❤❤
ଚାକିରିଆ ହେଲେ ବି ସୁନ୍ଦର୍ ଥିବା ଦରକାର୍ ମୁ ଫିଲ କରିଛି ସାମ୍ନାରେ ତ ନୁହଁ ପଛରେ କୁହନ୍ତି ବହୁତ୍ କଷ୍ଟ ଲାଗୁଛି
You are right 👍
@Mr.ACCURSEDMAN.1994 hn bhai pua kala thile ,langur ke angur kuhanti na, ta mo mate chakiria pua chakiria jhia ku baha hele vi bhala
Sabu maa bapa nku amiti pua gote milu
ସବୁ ଜନ୍ମ ରେ ମୁଁ ତା ପୁଅ ହବା ପାଇଁ ଚାଁହୁଛି ଭାଇ ଙ୍କର ଏଇ line ଟା ରେ ମୁଁ କାନ୍ଦି ପକେଇଲି 😭😭🙏
ମା ଦୁଃଖ କରନ୍ତୁ ନାହିଁ ଈଶ୍ୱର ଭାଇଙ୍କୁ ଓ ତୁମ୍ଭକୁ ସାହାଯ୍ୟ କରିବେ.
ଦରକାର୍ ନାହିଁ ଭାଇ। ବାହାଘର ମଣିଷ ଜୀବନର ଲକ୍ଷ୍ୟ ନୁହେଁ। ଆପଣଂକ ମାଁ ପାଇଁ ଆଉ ସମାଜ ପାଇଁ କାମ ଜାରି ରଖନ୍ତୁ।
ତୁମ ଦୁହିଁଙ୍କୁ ଭଗବାନ ସବୁ ଜନ୍ମରେ ମା ଓ ପୁଅ କରି ରେ ଜନ୍ମ ଦିଅନ୍ତୁ 😊
ସବୁଠୁ ତମେ ଭାଇ ବଢିଆ,.. ତମ ନିଜ ରୋଜଗାର ରେ ଚୋଳୁଛ ଆଉ କାହା ବାପାର ନୁହଁ.. All the best bro... ତମକୁ ସବୁଠୁ ଭଲ ଝିଅ ମିଳିବେ /ଯିଏ ନିଜେ Income କରିକି ପୋଶୁଛି ସେ ହିଁ ଜାଣିଛି।....
କନ୍ଦନି ଭାଇ ତୁମ ପାଖ ରେ ମା ଅଛି 😢😢😢ଯୋଉ ମାନେ ତୁମ କୁ ଏତେ ଦୁଃଖ ନୀଚା ଦେଖୁଛନ୍ତି ସେମାନଙ୍କ କଥା ଛାଡ ଲାଇଫ ରେ କିଛି କରିବାର ଅଛି ଆଗ କୁ ମାଡି ଚାଲ 🙏 ଜୟ ଜଗନ୍ନାଥ ମୁଁ ଠାକୁର ଙ୍କୁ ଡାକୁଛି 🙏 ତୁମର ସବୁ ମନସ୍କାମନା ପୁର୍ଣ ହଉ
ମା ଆପଣ ଦୁଃଖ କରନ୍ତୁ ନାହିଁ, ସବୁ ଭଲ ହେବ।
ସେ ଝିଅ ବହୂତ ଭାଗ୍ୟବାନ ହେଇଥିବ ଯିଏ ତୁମ ପୁଅର ହାତ ଧରିବ ❤❤
Prabhu Jagannath tuma ku sabu bale bhlare rakhantu
Mausi bahut bhagyaban je emiti pua achhi tanka pakhare
ପୁରୁଷ ହୋଇ କାନ୍ଦିବା ତୁମକୁ ଶୋଭା ପାଉନି, ବିବାହ ପାଇଁ ତୁମର ଜନ୍ମ ହୋଇନାହିଁ, ବିବାହ ଭଗବାନଙ୍କ ହାତରେ, ବିବାହ ପରେ ତୁମର ଜୀବନ ଯେ ସୁଖମୟ ହୋଇଯିବ ତାହାର ଗ୍ୟାରେଣ୍ଟି ନାହିଁ, ମନ ଦୃଢ଼ କର, କର୍ମ କରିଯାଅ, ବିବାହ କରି ବହୁ ପୁରୁଷଙ୍କର ଜୀବନ ଅଶାନ୍ତି ରେ କଟୁଛି, ତେଣୁ ଭଗବାନଙ୍କୁ ଡାକ,ସେ ଯାହା କରିବେ, ତୁମ ହାତରେ କିଛି ନାହିଁ
ଠିକ କହିଛ ଭାଇ
@BiswaଠnathBehera-oj1or ଠିକ କହିଲଭାଇ 🙏🙏
Sae tanka bapa nka katha pae kanduthile baha haba pae nuha
Right broo
@@BiswanathBehera-oj1orକଣ ଠିକ୍ କହୁଛ.. ପୁଅ ହୋଉ କି ଝିଅ ସମସ୍ତ ଙ୍କ ପାଇଁ emotion ସମାନ.. କାନ୍ଦିଲେ ଦୁଃଖ କମିଯାଏ
ସ୍ବାଭିମାନର ସହ ବଞ୍ଚିବା କେବେ ବି ଖରାପ୍ ନୁହେଁ। ନିଜ ଗୋଡ଼ରେ ସେ ଠିଆ ହୋଇଛନ୍ତି।
@Suchana TV ..Eii Video dekhi emotional heigali..Maa hin sabu kichhi...Maa achhi dunia ra sabu kicchi pakhare achhi..
ଭାଇ ଆପଣ ଗରିବ ଝିଅ ଦେଖନ୍ତୁ ଯଦି ଆପଣ ଧନିଝିଅ ଖୋଜୁଛନ୍ତି ତାଙ୍କରବହୁତ ଘମନ୍ଡ ତାଙ୍କୁଭାଇ ହିର ପିଲା ଦରକାର 🎉😂❤❤
@@talumunda4585 hmm bohut gariba jhia Achanti
Are gariba ghara ra jhia vi chakiria darkar, ta I think chakiria bala chakiria, business man , bussiness ku baha hele mast heba
Reporter nku dhanyabad ❤
କିଏ ଜଣେ ଅଛି ଅପେକ୍ଷା କର ନିଜ କର୍ମରେ ଆଗେଇ ଚାଲ।
ସୁନ୍ଦର ପରିବାର, ସୁନ୍ଦର ପ୍ରୟାସ ଜୀବନକୁ ବଂଚେଇ ରଖିବା ପାଇଁ... ସଚୋଟ, ଉଚିତ କର୍ମ ଓ ପରିଶ୍ରମ ର ଫଳ ମିଠା ହିଁ ହେଇଥାଏ.... କିନ୍ତୁ ଗୋଟେ କଥା ମେଡିଆ ଭାଇ ମାନେ... ଦୟା କରି ତାଙ୍କ ଲାଇଫ କୁ ଏମିତି ସୋସିଆଲ ମେଡିଆ ରେ highlight କରନ୍ତୁନି... ଭଲ ଭାବରେ ତମେ ମାନେ ଜାଣିଛ, ଯେତେ highlight କରିବେ, ତା ପରେ ଆସିଯିବେ, କିଛି food inspector କିମ୍ବା ମୁନିସିପାଲିଟି ମେମ୍ବର ମାନେ... ପରିସ୍କାର, ଅପରିଷ୍କାର, ସ୍ୱଚ୍ଛତା ଉପରେ ପ୍ରଶ୍ନ ଆରମ୍ଭ କରି ଦେବେ ଆଉ ହୋଟେଲ ଟିକୁ ବନ୍ଦ କରି ଦେବେ.
Bhai right katha
Bhai tome thik kotha kohicho... 👍 but social media no asile ame kichi jani pari nothantu
@@_OD_09_rider haan je, but ame janiba apekhya tanka life ki tanka business re kichhi disturbance na hau boli kahuthili.... God bless them 🙏
@@janmejaydas1434Apananka mata vi thik sir, social media dwara postive vi provide hue au negative vi
ସୁନ୍ଦର ମା ପୁଅ କଂ କାର୍ୟ୍ଯ।
ଝିଅ ଘରର ହାରାମି ଯାକ
ପଇସା ନଥିବ ଖାଲି ଫୁଟାଣି
ଆହୁରି ଟିକେ ସୁନ୍ଦର ଥିବ, ଵିନା କଷ୍ଟ ପାଠ ପଢ଼ି, ଚାକିରି କରିଥିବ
ଦିନ,ରାତି ଦିଶିବ ନାହଁ
ଅନ୍ୟ ଜିଲ୍ଲାରେ ଚେଷ୍ଟା କର,ଅନ୍ୟ ଜାତି, ଅନ୍ୟ ଧର୍ମ ମିଳିବ
Hnn pa Sabu Eia Ajikali Hauchi Swarth
Aji kali jhia nkara chora, khanta, madua, pasanda, bhala pila pasanda nuha
Thik kahicha
Good morning maam thik katha kahichanti
💯
Right ma'am 👍🏻
Praise the Lord
Hare Krishna 🙏🙏🙏🙏🙏🙏
ହେ ଜଗନ୍ନାଥ, ଆଉ ଜନ୍ମ ଦିଅନି 🙏
ଜୀବନ ବଡ଼ କଷ୍ଟ😢
ଦୁଃଖ କରନି ଭାଇ ଆମେ ବି ତମ ଭଳିଆ ଅବିବାହିତ ଅଛୁ ଖୁସିରେ ଅଛୁ । ବାପା ମା ଥୁଲେ ବିବାହ କିଛି ବଡ଼ କଥା ନୁହଁ । ମା ଙ୍କ ହାତ ଯେତେ ପର୍ଯ୍ୟନ୍ତ ଅଛି କେବେ ବିବାହ କୁ ନେଇ ଦୁଃଖ କରନି 🙏🙏
ସବୁଠାରୁ ଟଙ୍କା ଵାଲା ହୋଟେଲ ଵାଲା
Hmm bhai Mora bi hotel achhi 2 ta monthly income 9lakh + ,PG pare job na kari business karuchhi ,10 ta lokanku job deichhi hotel re ,Life change karibaku hele business karibaku pade
ସମାଜରେ ଯିଏ ଭଲରେ ରହିବ ଦେଖି ସହିପରିବିନି ସଲେ
Radhe radhe ❤
ଭଗବାନ୍ ସତରେ କଣ ଅଛନ୍ତି 😌😔
Jamaru nahanti
My self opinion
Michha tare lokamane believe karuchanti bhagaban kehi bi nahanti andha biswas
Badhia report❤
ଆରେ ଭାଇ ତୋ ଭାଗ୍ୟ ଭଲ ରେ ତୁ ବହାହେଇନୁ
କାହିଁକି କହିଲୁ ଆଜିକାଲି ଯୋଉ ସ୍ମାର୍ଟ ଝିଅ ବାପ୍ ରେ (ultra pro max) ତେଣୁ ବାହା ହେଇନ ଭଲ,ବାହା ହେଲେ ବି ଭଲ,ବାହା ନହେଲେ ବି ଭଲ,ମନ ଦୁଃଖ କରନି please❤
Bhai ka Kanda dekhi mo akhire luha❤❤❤
ଏପରି ଝିଅକୁ ବାହା ନ ହେଲେ କିଛି ସମୟ କାନ୍ଦିବ ଆଉ ଯଦି ବାହା ହେବ ଜୀବନ ସାରା କାନ୍ଦିବ
ଏଇ ହୋଟେଲ କୋଉଠି ଅଛି ଜାଗା ର ନାଁ କଣ
Phulnakhara niali road sundargon pakhre village dhaba
Badajharilo dalchirasahi
ଏବେର ସମୟ ରେ ସବୁ ଝିଅ ଚାହାନ୍ତି ସମ୍ରାନ୍ତ ପରିବାର ରେ ବହୁ ହେବେ କିନ୍ତୁ ଭଲ ମଣିଷ କୁ କେହି ଚିହ୍ନି ବେନି l ଗୋଟେ ପୁଅ ର ଦୁଃଖ ଗୋଟେ ପୁଅ ହି ଜାଣିଚି
ଗୁଡ୍ ୱାର୍କ 🙏👌👍
❤
Jau jhia baha heba e pua ku se bahut bhagyaban heba.....kash mate agaru emiti pua ra Rishta asanta..
Tame chesta kara
@hapinamajhi9548 mui all ready baha heigali..
@@Bgl3254 live re ବାହା ହେଇ ଗଲ
Jay Jagannath 🙏🙏🙏
ଆଜି କାଲି ଝିଅ ତୋ ସବୁ lover ବାନେଇଲେ ଆଉ ଆମ ପରି ଯଦ୍ଧା ମାନଙ୍କୁ କିଏ ପଚାରେ ଯିଏ ଯେତିକି ବେକାର ତାକୁ ସେତେ ଝିଅ ପସନ୍ଦ କରିବେ ଛି ଛି ଛି ରେ ନନୀ ଛି 😂🤣
ଭାଇ ଲଜ୍ୟ ଲାଗିବା କଥା ଗୋଟେ ଝିଅ ପାଇଁ କାନ୍ଦୁଛ , ମାଡ଼ିଚାଲ
ବହୁତ ଭଲ ଝିଅ ମିଳିବେ❤
ଆଜିକାଲି ବି ବଡ ଅଜବ ଦୁନିଆ, ଝିଅମାନେ ହୃଦୟହୀନ ବେକାର ପୁଅଙ୍କୁ ହୃଦୟ ଦେଇ ଭଲ ପାଇବେ, କିନ୍ତୁ ଯିଏ ନିଜର ଜୀବନର ସବୁ ସମୟ ନିଜ କର୍ମରେ ନିୟୋଜିତ କରୁଛି, ନିଜକୁ ବେକାରୀ ଜୀବନ ଠାରୁ ଦୂରେଇ ରଖିଛି... ତାକୁ କେହି ପସନ୍ଦ କରନ୍ତିନି 😢😮
Maaa God bless u🙏🙏🙏🙏🙏
Jay jagannath❤❤❤❤❤
ଅତି ସୁନ୍ଦର
Jai jagannath bhai
ନିଶ୍ଚୟ 😢ହେବେ ଧର୍ଯ୍ୟ ଧ ର
13:05 13:05 13:06 ❤❤❤ 13:11 13:12 13:12 13:12 ❤❤❤ 13:14 13:15 13:15 13:15 13:15 ❤❤❤❤
ବାପା ଛାଣ୍ଡ ପୁଅ ମାନେ ଏମିତିଆ ଭାଇ ମୁଁବି ସେମିତି ମହାପ୍ରଭୁ କୋଉ ଜନ୍ମର ଦୁଃଖ ଭୋଗୁଚୁଆମେ ଜୟ ଜଗନ୍ନାଥ😭😭
ମୁଁ ଯେତେବେଳେ ଯାଏ ଏ ହୋଟେଲ ଖାଏ ବହୁତ୍ ଭଲ ଖାଇବା ମିଳେ ଘର ଖାଇବା ଭଳି ଲାଗେ
Bhai dekhiba ame eai video ku emiti viral karibu gote bhala ପରିବାର ର ଝିଅ ନିଜେ marrage 🎉କରିବାକୁ ରାଜି ହେଇଯିବେ 😢
ଆପଣ ମାନଙ୍କ ଆଶୀର୍ବାଦ ଦରକାର 🙏🙏🙏
@khokabhai3596 Bhai contact number deya mu kichhi kariki kahibi mo UA-cam channel re comment Kara jay Jagannath ⭕‼️⭕
❤️❤️
ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରସା ରଖ 🙏🏽 ମା'ଙ୍କ ଦୁଃଖ ନିଶ୍ଚିତ ପ୍ରଭୁ ଜଗନ୍ନାଥ କଥା ଶୁଣିବେ ରାସ୍ତା ମିଳିବ
Maa heuchi ମା
ଠାକୁର ଡାକ ଶୁଣିବେ ଜୟ ଜଗନ୍ନାଥ
Chinta karanahi Bhai Jay Jagannath
Bhagabanka upare bharasa rakhantu sabu thik hei jiba. Jay jagannath 🙏🙏🙏
God bless you bhai & mausi 🙏🙏🙏🙏🙏
God Bless You Maaaa.. Apananku Kotie Pranam
Jay hanuman 🙏
ନିରାମିଷ ଓ ବିନା ପିଆଜ ରସୁଣ ହୋଟେଲ କର , ଭଗବାନଙ୍କୁ ଭୋଗ ଲଗାଇ ଓ ତାଙ୍କୁ ଭରସା କରି ଚାଲ, ହୁଏତ ଠିକ୍ ହୋଇ ଯାଇ ପାରେ। ଜୀବ ହତ୍ଯା କର ନାହିଁ।
He Jaga sabu janma re tu mate mo maa kole rakhibu🙇🏻♀️👩👧🎯💯
❤❤❤❤you maaa🙏🙏🙏bahut khushii lagila
ମା❤
Maaa❤❤❤❤
Strong mind ❤❤❤❤
Apananka pkuku jibi maaa