PM Modi and Home Minister Amit Shah on Mission to Make Odisha Number 1

Поділитися
Вставка
  • Опубліковано 22 гру 2024

КОМЕНТАРІ • 490

  • @odishavillagearea5838
    @odishavillagearea5838 2 дні тому +40

    ଓଡ଼ିଶାରେ ଆଉ ଯାହା ଅଛି ସବୁ ଖାଇଦବ ବିଜେପି

  • @Settyman
    @Settyman 2 дні тому +15

    ଆଦାନି କୁ ଜମି ଦବାକୁ ବାରମ୍ବାର ଓଡ଼ିଶା ଆସୁଛନ୍ତି ।

  • @pradeepbiswal1962
    @pradeepbiswal1962 2 дні тому +41

    OTV News channal ... ଟିକେ ସତ କହିଲେ ଭଲ ହୁଅନ୍ତା .. ସାରା ଓଡ଼ିଶା ଆଜି କାନ୍ଦୁଛି ସବୁ ରେଟ୍.. ମହଙ୍ଗା ରେ ଆଳୁ ସମସ୍ୟା ମିଛ..୪୦-୫୦ ରୁ କମ ହଉନି , ସାଧାରଣ ଜନତା ହନ୍ତସନ୍ତ ବାଧ୍ୟକ୍ୟ ଭତା, ମିଛ, 300 ୟୁନିଟ ବିଜୁଳି ମିଛ, ମଦ ମୁକ୍ତ ଓଡିଶା, ମିଛ , ...ଆଉ କେତେ ମିଛ କହିବ ... OTV News channal ଲୋକଙ୍କ ପାଇଁ ସତ news କର.....

  • @meghamegha5577
    @meghamegha5577 2 дні тому +104

    ସୁଦ୍ ମିଛ ଓଡିଶାକୁ ମୋଦୀ ବିକ୍ରିକରିବ ଆଉ ମାତ୍ର କିଛିଦିନ

    • @prasantdas8398
      @prasantdas8398 2 дні тому +8

      ଯେମିତି ଗୁଜୁରାଟ୍ କୁ ବିକ୍ରି କରି ଦେଇଛନ୍ତି

    • @AkshayKumar0506
      @AkshayKumar0506 2 дні тому

      @@meghamegha5577 Tame kinibaku reddy heiki ruha

    • @galaxyboy6873
      @galaxyboy6873 2 дні тому +7

      ଯେମିତି ମହାରାଷ୍ଟ୍ର,ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ,ଗୁଜୁରାଟ୍,ମଧ୍ୟ ପ୍ରଦେଶ କୁ ବିକି ଦେଇଛି

    • @galaxyboy6873
      @galaxyboy6873 2 дні тому +14

      ତମ ଭଳି ଲୋକ ଙ୍କ ଯୋଗୁଁ ଆଜି ଓଡିଶା ପଛରେ

    • @jayantedit1905
      @jayantedit1905 2 дні тому +12

      ତମେ କିଣିବ ବୋଧେ

  • @aaishwaryabarik147
    @aaishwaryabarik147 2 дні тому +65

    କଣ ସବୁ ରାଜ୍ୟ 1 ନମ୍ବର ହେବ....ଖାଲି ପବନା କଥା.....

    • @swapnilraja1409
      @swapnilraja1409 2 дні тому

      ବିହାର 20 ବର୍ଷ ହେଲା ଅଛନ୍ତି, ତାଙ୍କ ପାଟଣା ରୁ 50 km ଦୂରରେ ବସ ଦେଖି ନାହାଁନ୍ତି 😂BARH NTPC ଯିବାକୁ ଲୋକ ଗାଡି ଭଡ଼ା କରିବାକୁ ପଡେ😂😂😂

    • @physicsedupoint5497
      @physicsedupoint5497 2 дні тому

      sabu kemiti haba saya pa

    • @physicsedupoint5497
      @physicsedupoint5497 2 дні тому +2

      no 5 hela ama bahut khusi

    • @Basudev-t1i
      @Basudev-t1i День тому

      ​@@physicsedupoint5497karnatak,Andra Pradesh,madhya pradesh ku madhya same pm kahithile

  • @rkswain3055
    @rkswain3055 2 дні тому +36

    କିଛି ହବନି...

  • @Bindashapi
    @Bindashapi 2 дні тому +74

    ଓଡିଶା ରେ ଦାଦନ ସମସ୍ୟା କୁ ଦୂର କରନ୍ତୁ ତା ପରେ ଅନ୍ୟ କଥା ଭାବିବେ, ନହଲେ BJP ର ନାଁ ଲିଭିଯିବ 👍

    • @padmalochanbhoi3706
      @padmalochanbhoi3706 2 дні тому

      ତୋର ବାପା ତାମିଲନାଡୁ ଚୋର କାହିଁକି ଗଲାଣି ବୋ ମାଗିହା ଚୋର ପୁଦି ସବୁ ତ ଓଡ଼ିଶା ରୁ ନେଇ ଗଲା ତାମିଲନାଡୁ

    • @_mr___rajput
      @_mr___rajput 2 дні тому +3

      Dadana sanasya band hebe bahu company asuchhi dkhenkanal re solar company bhumi pujana hoigalani

    • @bhubancreation
      @bhubancreation 2 дні тому +4

      ଆରେ ନବୀନ କିଛି କରି ନାହିଁ ପାରି 24 ବର୍ଷ ରେ ଏମାନେ 5 ବର୍ଷ ଦାଦନ ପାଇଁ କଣ କରିବେ

    • @sanjaymaharana6744
      @sanjaymaharana6744 2 дні тому +2

      Cangress 60 kan kala 😁😁😁

    • @prasantdas8398
      @prasantdas8398 2 дні тому +4

      ଓଡିଶା ରେ କଂଗ୍ରେସ 50 ବର୍ଷ ଶାସନ୍ କଲା ଦାଦନ ମୁକ୍ତ କରିପାରିଲାନାହିଁ ବିଜେଡି 24 ବର୍ଷ ଧରି ଶାସନ୍ କଲା ଦାଦନ ମୁକ୍ତ କରିପାରିଲାନାହିଁ ବିଜେପି କୁ 15 ବର୍ଷ ଟାଇମ୍ ଦିଅ ଦାଦନ ମୁକ୍ତ ଓଡିଶା ନିଶ୍ଚିତ ହବ,ଏବଂ ଓଡିଶା ବି ଗୁଜୁରାଟ୍ ଭାଲିଆ ଗୋଟେ ରାଜ୍ୟ ରେ ପରିଣତ ହୋଇପାରିବ ଇଏ ମୋଦିଜୀ ଙ୍କ ଗ୍ୟାରେଣ୍ଟି ହେ

  • @BaskeyAnanta
    @BaskeyAnanta 2 дні тому +61

    ଓଡ଼ିଶା ର ଖଣିଜ ପଦାର୍ଥ ଲଭ ରେ ବାରମ୍ବାର ଓଡ଼ିଶା କୁ ଆସୁଛନ୍ତି

    • @_mr___rajput
      @_mr___rajput 2 дні тому +8

      Sethi pai ta 25yr koraput , kandhaman aji bhi emiti dadan gada hoiki achhi

    • @PremanandadasPremananda
      @PremanandadasPremananda 2 дні тому +3

      @@_mr___rajput sethipain ta modi 10 year re 225lakh dolar loan kari desa ku debalia paristiti hebaku basilani

    • @satyashrivastav5436
      @satyashrivastav5436 2 дні тому

      😂😂😂😅😅😅😅😂😂😅😅​@@PremanandadasPremananda

    • @dipti7034
      @dipti7034 2 дні тому +3

      ​@@PremanandadasPremananda first dollar ra spelling thik se lekh 😂😂

    • @_mr___rajput
      @_mr___rajput 2 дні тому

      @@PremanandadasPremananda loan nia jae devloment pai naveen babu bhi neichhanti 😂 world ra sabuthu adhika loan neithiba country America puni world ra sabu thu strong country america 🤣 ethiru bujha jae loan development and business pai kara jaemiti ind Manmohan Singh time re gold deiki loan karithila aji sei gold ru kichhi mukula gala 😂 70yr re kete hoithila 10yr re 8 ti kendriya bidyalaya ,16ti iiit,8ti iim,7ti iit , 42 nutana agrani sikhyaanustana emitu sikhya upar bahut hoichhi , 2014 jae airport 74 ebe 148 , 70yr Aiims 7ti thila ebe 23 ,2014 sudha 387 mbbs clg thila ebe 704 😂, 2014 sudha univercity 725 ebe 1113 😂😂, iims 2014 belaku 13 ta ebe 20 , 2014 sudha NH 91.283 km thila ebe 1,45.155 km 😂, 2014jae highway constraction 4,174, 2024 -9,302
      Railway track length 2014 -89,919,000
      2023 - 106,939,080
      Emiti kahile saribani😂😂

  • @MinakshiBhoi-h8h
    @MinakshiBhoi-h8h 2 дні тому +30

    Jay Sri Jagannath

  • @lingarajbehura3421
    @lingarajbehura3421 2 дні тому +23

    କିଛି ହେବନି jsw କୁଆଡେ ଗଲା ଜବାବ ଦେଇ ପାରିବେ ମୋଦି ଜୀ , ଓଡିଶା କୁ ଲୁଟିବା ଚାଡ 🙏🇮🇳🚩

    • @siddhantajena1582
      @siddhantajena1582 2 дні тому

      Jsw ra official website jaiki dekhinia jani pariba JSW kuade jaichi na nahi

    • @dipti7034
      @dipti7034 2 дні тому

      ​@@siddhantajena1582 website re English re lekha thiba padhi parile sina 😂😂

  • @RanjanKumar-mx1ki
    @RanjanKumar-mx1ki 2 дні тому +15

    ଯଦି ଓଡିଶା ପାଉଁ ଏତେ ଦରଦୀ ତେବେ ହୀରାକୁଦ ଡ୍ୟାମ ପରି ଆଉ ଦୁଇଟି ଡ୍ୟାମ ଇଡ଼ିଶା ର ମୁଖ୍ୟ ନଦୀ ରେ କର ଓ ଜଳ ସେଚନ କୁ ବ୍ୟାପକ କର ଦେଖିବା କେତେ ଭଲ ପାଉଛ ଓଡିଶା କୁ l ଖାଲି ବଡ ବଡ ମିଟିଙ୍ଗ କରି ଦେଲେ କିଛି ଉନ୍ନତି ହେବ ନାହଁ ରାଜ୍ୟ ବାସୀଙ୍କର

    • @niladri5954
      @niladri5954 2 дні тому +1

      Kau nadi kuha ?

    • @debashishpradhan3874
      @debashishpradhan3874 2 дні тому

      ନାହିଁ ଭାଇ bjd ହଉ ବା ବିଜେପି ସବୁ pro ଓଡିଶା।କିନ୍ତୁ ଆମ ଲୋକ ସବୁ ଜିନିଷକୁ ବିରୋଧ

    • @SRMHACKERYT1230
      @SRMHACKERYT1230 2 дні тому +1

      Bjd bele kahiluni bedha chhua

  • @jaliapradhan7573
    @jaliapradhan7573 2 дні тому +22

    ଭତ୍ତା କୁଆଡେ ଗଲା 3000, ବିଜୁଳି ଛାଡ଼ କହିଥିଲେ ଏ ସବୁ କୁଆଡେ ଗଲା ବିଜେପି ସବୁ ନାଟକ ବାଜି ଚାଲେଛି ଓଡିଶା ରେ

    • @bibhuprasad6706
      @bibhuprasad6706 2 дні тому +1

      Bjd au kan rakhichi je, bjp daba

    • @shaitansingh9698
      @shaitansingh9698 2 дні тому

      Electric use karani, Navin tamaku ete karam kudhia karideichi je, sabu khali free darkar😂😂

  • @prasannajena5461
    @prasannajena5461 2 дні тому +1

    ଓଡ଼ିଶା କୁ no 1 ନୁହେଁ, Adani କୁ no 1 କରିବା ପାଇଁ feku modi ବାରମ୍ବାର ଓଡ଼ିଶା ଆସୁଛନ୍ତି ।😂

  • @pratapkumarjena1310
    @pratapkumarjena1310 2 дні тому +4

    OTV କହୁ ଗୁଜୁରାଟ କେତେ ନୁମ୍ବର ହବ, bjp ଯେତିକି କହୁନଥିବ ତାଠାରୁ ଆହୁରି ଅଧିକ otv ବହୁତୀ ବାହାଦୁରିଆ ଗପୁଛି

  • @Rseries-93
    @Rseries-93 2 дні тому +6

    ଯେଉଁ ଦିନ ମାଗଣା ଯୋଜନା ବନ୍ଦ ହେବ ଏବଂ ଓଡ଼ିଶା ରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରି ଜନସାଧାରଣ ଙ୍କୁ ରୋଜଗାର ଯୋଗାଇଦେବେ ସେହିଦିନ ଜାଣିବ ଓଡ଼ିଶା ବିକାଶ ପଥରେ ଆଗକୁ ବଢ଼ିବ...!

    • @srsahoo1
      @srsahoo1 День тому

      Very Nice thought 👍

  • @MukeshKumarSahu-gw4sq
    @MukeshKumarSahu-gw4sq 2 дні тому +2

    Pradhan mantri ଯେତେବେଳେ ଉତ୍ତରପ୍ରଦେଶ ଗ୍ରସ୍ତ କରନ୍ତି ସେଠାକାର ଅଧିବାସୀ ଙ୍କୁ କୁହନ୍ତି ଯେ ଉତ୍ତରପ୍ରଦେଶ ଦେଶ ର ଏକ ନମ୍ବର ହେବ ଯେତେବେଳେ ଛତିଶଗଡ ଯାଆନ୍ତି ସେଠାରେ ମଧ୍ୟ ଏପରି କୁହନ୍ତି ଆଉ ଓଡ଼ିଶା ଆସି ଏପରି କହିବା କୋ ବଡ କଥା

  • @rudraprasadjati9189
    @rudraprasadjati9189 2 дні тому +18

    ଓଡ଼ିଶାର ଖଣି ଖାନନ କେମିତି ଲୁଟ୍ ହେବ ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ବାରମ୍ବାର ଓଡ଼ିଶା ଆସୁଛି। କଣ ନା ଓଡ଼ିଶା କୁ ଏକ ନମ୍ୱର କରିଦେବୁ ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠି କହୁଛନ୍ତି ଆମେ ଏକ ନମ୍ୱର କରିଦେବୁ ତାହେଲେ କରିବ କାହାକୁ । ଆଗ ନିଜ ରାଜ୍ୟ ଗୁଜୁରାଟ ର ଅବସ୍ଥା ନ କହିଲେ ଭଲ।

    • @banamalibehera8781
      @banamalibehera8781 2 дні тому

      NAVEEN GENDAA AAU KAN BAAKI RAKHICHHIKI BHAAI SABUTA SAARI DEICHHI SHESHARE GARIBANKA CHEATFUND TANKAA SABULOOTILAA.

    • @himansupatra7544
      @himansupatra7544 2 дні тому +1

      ଭାଇ ସେଥି ପାଇଁ ବୋଧେ ଓଡିଶାର ସବୁ ଗରିବ ଓ ମଧ୍ୟବିତ୍ତ ପଛୁଆ ବର୍ଗ ଲୋକ ମାନେ ଗୁଜୁରାଟ ରେ ଦାଦନ ଓ ଶ୍ରମିକ ଭାବେ ଖଟିବାକୁ ଯାଇଥାଏ ନ କଣ ଭାଇ ଓଡ଼ିଆ ଲୋକଙ୍କୁ ବୋଧେ ବୋକା ଭାବିଲ। 😂😅

    • @rudraprasadjati9189
      @rudraprasadjati9189 2 дні тому

      @himansupatra7544 ସବୁ ବିକ୍ରି କରିଦେବେ ଗୁଜରାଟୀ କୁ (ଆଦାନୀ)

    • @LovemyyBharat
      @LovemyyBharat 2 дні тому +1

      ​@@rudraprasadjati9189ତାମିଲନାଡୁ ଯାଉଥିଲା ନହେଲେ ଗୁଜରାଟ ଯିବ, କିନ୍ତୁ devlopment ta heba na gujrat bhali

    • @santoshnayak278
      @santoshnayak278 2 дні тому

      Right baa

  • @pradeepkumarmuduli4843
    @pradeepkumarmuduli4843 2 дні тому +10

    Jay modi ji jay bharat Mata

  • @ParameswarMuduliTutu
    @ParameswarMuduliTutu 2 дні тому +11

    ଏଡ଼ ବେଲଜ୍ୟା ମିଡ଼ିଆ ନିଜ ରାଜ୍ୟ ଗୁଜୁରାଟ ୧ନମ୍ବର କରି ପାରି ଲାନି ତମେ କଣ ବାଳ ସବୁ ଗାଲୁ ଆଉ ଓଡ଼ିଆ ମିଡ଼ିଆ ସବୁ ବିକ୍ରି ମୋଦି ଭଳି ମିଡ଼ିଆ ବି ଗାଲୁ ପେଲି ବାରେ ଓସ୍ତାତ

    • @_mr___rajput
      @_mr___rajput 2 дні тому

      Nija moharasta ku ta 1kariki rakhichhi naa

  • @tapanswain2686
    @tapanswain2686 17 годин тому +1

    Naben is great

  • @susantrait6176
    @susantrait6176 2 дні тому +16

    Jaya shree Ram

  • @jagabandhugiri6980
    @jagabandhugiri6980 2 дні тому +10

    Jay Hind 🇮🇳🇮🇳🙏🙏🙏😊

  • @bismayakhilar3526
    @bismayakhilar3526 2 дні тому +2

    Odisha ra bikash hi desh ka asli vikash hoga,bahut asha achi mo odisha agaku jiba,plz develop to odisha 😢 I love my odisha ❤

  • @Iswarnayak-r3c
    @Iswarnayak-r3c 2 дні тому +14

    Jay Sri ram Jay jay ram,❤️🙏🙏🙏🙏🚩🚩🚩🚩🚩🚩

  • @sameer_sahoo
    @sameer_sahoo 23 години тому +1

    2:14 biggest joke 😂😂😂

  • @HimansuSahu-n5n
    @HimansuSahu-n5n 2 дні тому +11

    Very good

  • @asutoshbiswal7173
    @asutoshbiswal7173 2 дні тому +2

    ଜୟ ଜଗନ୍ନାଥ 👏🏻👏🏻

  • @Nayak_c
    @Nayak_c 2 дні тому +3

    Gujarat kete no re rahiba ??

    • @sandeeprout3324
      @sandeeprout3324 2 дні тому

      Gujurat already developed hei sarichi but odisha is a developing state

  • @soumyabvu2377
    @soumyabvu2377 2 дні тому

    Odisha already No 1 heiki achhi ❤🎉

  • @JRBhanjadeo
    @JRBhanjadeo 2 дні тому +2

    25 ବର୍ଷ ରେ ଆଦାନୀ କେମିତି ଓଡ଼ିଶା ରୁ ଲୁଟ କରିବ। ମୋଦୀ ବି ଅମର ନୁହଁ 😂😂😂

  • @CHITTARANJAN-mf4zn
    @CHITTARANJAN-mf4zn 2 дні тому +2

    Boycott OTV News

  • @ayushmanpanigrahi1995
    @ayushmanpanigrahi1995 2 дні тому +1

    Odisha basinka ashirwad ru hi bjd janma nei thila au tanka ashirwad ru hi bjd bhasma hai gala 😂

  • @bharatchandrabarik5921
    @bharatchandrabarik5921 2 дні тому +5

    Jay Shree Ram

  • @jayanyanaik7772
    @jayanyanaik7772 2 дні тому +4

    ଜୟ ହୋ ମୋଦି ❤️❤️❤️👍👍
    ଜୟ ବିଜେପି 👍👍🙏

  • @benudharparida1996
    @benudharparida1996 2 дні тому +3

    ସବୁ ଲୁଟିକି ଖାଇଯିବେ 😄

  • @AkshayKumar0506
    @AkshayKumar0506 2 дні тому +4

    Jay Jagannath

  • @Prasannapuja
    @Prasannapuja 2 дні тому +3

    Out souricing

  • @sishirrout9026
    @sishirrout9026 2 дні тому +6

    We fully support modi,saha,bjp in odisha,jay sri ram, jai jagannath

  • @jagabandhugiri6980
    @jagabandhugiri6980 2 дні тому +6

    Jay Hind India 🇮🇳🙏🙏🙏🙏🙏 Happy New year 2024

  • @DDaimond-ys5tu
    @DDaimond-ys5tu 2 дні тому +5

    😂😂😂 ମହାରାଷ୍ଟ୍ର ତାମିଲନାଡ଼ୁ 2,3 ନମ୍ବର କୁ ପଳେଇ ଆସିବେ ଓଡ଼ିଶା 1 ନମ୍ବର ଦେବ😂 ଧନ୍ୟ ହେ ମଦି ସାହା, ଦର ବୃଦ୍ଧି ହେଇ କି ଓଡ଼ିଶା ଲୋକ ର 2027 ରେ ନିଶ୍ୟସ ପଡ଼ିବ 😢 ତମେ ହରିବ 100 ପ୍ରତିଶତ

  • @suraj-o9o8e
    @suraj-o9o8e 2 дні тому +4

    ଜୟ ଜଗନ୍ନାଥ👏

  • @NiBiswa
    @NiBiswa 2 дні тому +3

    Odisha no1 iyou know that ❤❤

  • @ChandraParaja-c9q
    @ChandraParaja-c9q 2 дні тому +5

    ସବୁ ମିଛ ପ୍ରତିଶ୍ରୁତି 😂😂😅😅

  • @Siddharth96.
    @Siddharth96. 2 дні тому +6

    Jay shree Ram

  • @Thanks290
    @Thanks290 2 дні тому +1

    😂😂😂ଗୋଦି ମେଡ଼ିଆ ନ 1 ଓଟିଭି

  • @sanjaymaharana6744
    @sanjaymaharana6744 2 дні тому +2

    Jai shree Ram jai shree ram 🚩 Modi jindabad welcome Odisha 🙏🏽🙏🏽🙏🏽🙏🏽🙏🏽🙏🏽♥️

  • @susantrait6176
    @susantrait6176 2 дні тому +11

    Jaya Modi Jay Bharat Mata Jay BJP

  • @maachandimata.nuagaon3583
    @maachandimata.nuagaon3583 2 дні тому +1

    ସବୁ ଖଣି ଖାଈବା ପାଇଁ ପ୍ଲାନ୍

  • @dakeshwarsabar5410
    @dakeshwarsabar5410 2 дні тому +5

    Jay modi ji jay bjp jay odisha jay Hind jay Bharat 🙏🙏🙏🇮🇳🇮🇳

  • @jagabandhugiri6980
    @jagabandhugiri6980 2 дні тому +5

    Jay Hind Modi Jay Hind 🇮🇳🇮🇳🙏🙏 Happy New year 2024

  • @ashokparida7837
    @ashokparida7837 2 дні тому +3

    ଖଣି ଖାଦାନ ଲୁଟ୍ ପାଇଁ ମସୁଧା, ଆଦାନୀ ପାଇଁ

  • @PuspakKumarMohanty
    @PuspakKumarMohanty 2 дні тому +1

    HEARTY WELCOME TO PM

  • @Surajkumarbisoyi
    @Surajkumarbisoyi 2 дні тому +3

    Very good ❤❤❤🎉🎉🎉🎉

  • @SanjitBarik-e6p
    @SanjitBarik-e6p 2 дні тому +1

    Right katha bhalu sir

  • @ranjitnayak1415
    @ranjitnayak1415 2 дні тому +5

    Odisha ku adani hatare biki dela

  • @rajud3603
    @rajud3603 2 дні тому +1

    ତମ ଗୁଜୁରାଟକୁ ଆଗ 1 ନମ୍ବର କର ହୋ ତାପରେ ଓଡ଼ିଶା କଥା ବୁଝିବ।।। ତମ ଯୁମ୍ଲା ବାଜି ଓଡ଼ିଶା ବାସୀ ଜାଣି ସାରିଲେଣି

    • @debashishpradhan3874
      @debashishpradhan3874 2 дні тому

      Congress 50 ବର୍ଷ karila, bjd 24 ବର୍ଷ karila ଏଇ ସରକାର 6 ମାସ ହେଇନି। 5 ବର୍ଷ ହଉ ତାପରେ କିଏ kn କରିଛି ତାହା ଦେଖିକି ଆମେ ପୁଣି vote ଦବା ଆଉ ସରକାର ଆଣିବା
      ଏତେ ଜଲଦି compare କରିବା ବୋଧେ ଠିକ୍ ହବନି ମୋ ମତରେ

    • @rajud3603
      @rajud3603 2 дні тому

      @@debashishpradhan3874 ଭାଇ ଫିଲ୍ମ ଯାହା ହେଉନା କାଇଁ but trailer ଏକଦମ୍ ଜବରଦସ୍ତ ହେବା ଦରକାର ଓଡ଼ିଶା BJP ର trailer ହିଁ ଖରାପ ଆଉ ଫିଲ୍ମ୍ ଟା ଯାକ ଯାହା କରିବେ ଏବେ ଠାରୁ ଜନାପଡ଼ିଗଲାଣି

    • @debashishpradhan3874
      @debashishpradhan3874 2 дні тому

      @@rajud3603 ଦେଖିବା ସମୟ ଦିଆ ଯାଉ। କାମ କରିଲେ ପୁଣି ସରକାର କୁ ଆସିବେ ନହେଲେ ବାହାରିବେ

    • @debashishpradhan3874
      @debashishpradhan3874 2 дні тому

      @@rajud3603 ଏତିକି କହିପାରିବି କି ଆମ ଅଞ୍ଚଳରେ ଯେଉଁ ରାସ୍ତା ର ଉନ୍ନତି କରଣ ପାଇଁ ଆମେ 5 ବର୍ଷ ହେଲା ସରକାରଙ୍କୁ ନିବେଦନ କରୁଥିଲୁ, ସେଇ ରାସ୍ତା ପାଇଁ 1 ମାସ ତଳେ 22 କୋଟି ଟଙ୍କା ଅନୁମୋଦିତ ହୋଇଛି। ଏଇଟା ବି ସତ nabin ବାବୁ ସମୟରେ ମଧ୍ୟ କିଛି odr ରାସ୍ତା 2 ଲେନ କୁ convert ହେଇଛି। ତାଙ୍କୁ ବି ଧନ୍ଯବାଦ୍ ଦେବି auu ମୋହନ ବାବୁ ଙ୍କୁ ବି ଧନ୍ଯବାଦ୍।
      ମୁଁ କୌଣସି ସରକାର ଙ୍କ ସପୋର୍ଟ ରେ ନୁହଁ, ମୋ ପାଇଁ ଯିଏ ମୋ ଦେଶ ରାଜ୍ୟ ପାଇଁ କାମ କରିବ ମୁଁ ତାକୁ vote ଦେବି। bjp କାମ nakarile କେହି b vote ଦେବେନି ।ନବୀନ୍ ବାବୁଙ୍କ 24 ବର୍ଷ ର ଲୋକ ସମ୍ପର୍କ ରହିଛି। ବିଜେପି bjd tho adhika କାମ କରିପାରିଲେ ଲୋକେ vote ଦେବେ nahele ନାହିଁ

    • @debashishpradhan3874
      @debashishpradhan3874 2 дні тому

      Center re dekhile ଏବେ ବିଜେପି ଛଡା ଏତେ ଭଲ ଦଳ ନାହିଁ। michha ସତ ସବୁ ଦଳ କହୁଛନ୍ତି କିନ୍ତୁ ground ରେ କାମ ବିଜେପି ର Bhala rahuchhi। road hau ba economy ba industries ।କିନ୍ତୁ odisha pai bhala katha eita he ଉଭୟ bjd ଆଉ ବିଜେପି pro ଓଡିଶା party ।ଦୁହେଁ ଓଡିଶା ପାଇଁ କାମ କରିବେ।

  • @jagabandhugiri6980
    @jagabandhugiri6980 2 дні тому +4

    Good evening sir odisha Jay Jagannath 🙏🙏🙏🙏🙏🙏 Happy New year 2024

  • @balarambiswasl8303
    @balarambiswasl8303 2 дні тому +2

    Faste pariba rate ta kama karibe au 300unit bijuli keb free debe aita kahibe ta pare odisha bikash katha chinta karibe 😊

  • @SushilBiswall
    @SushilBiswall 2 дні тому +1

    Only BJP only MODI

  • @Hiii6589jggyio
    @Hiii6589jggyio 14 годин тому +1

    Modira Pila chua nahi khaiba kan

  • @debendrakumar4642
    @debendrakumar4642 2 дні тому +1

    Odisha re au jaha luchiki achi like coal chromite mines etc taku kemiti khaiba au. ED IT ru kemiti khaiba 33% tax slab ku koubatare galeki lageiba asabu pain ....bada pokhari re au macha nahin gadia ru macha mariba

  • @Sudhir2288-d5l
    @Sudhir2288-d5l 2 дні тому +1

    I ❤ Modi Ji

  • @skrushnareddy6796
    @skrushnareddy6796 19 годин тому

    ସବୁ ମହା ପ୍ରଭୁ ଙ୍କ ନୀଲା

  • @KailashNaik-c3z
    @KailashNaik-c3z 2 дні тому

    ଯୋଉଠି ଦରକାର ନାହିଁ ସେଇଠି ବିକାଶ କୋରିଲେ ରାଜ୍ୟ ର ବିକାଶ ହେବ ନାହିଁ , ସରକାର କେବଳ ବାହାର ଟା ବିକାଶ କରୁଛି, କିନ୍ତୁ ଏବେବି ଗୋଟେ ଗୋଟେ ଜିଲ୍ଲା ସମସ୍ୟା ଘେରରେ ଅଛି ,ଖାଲି ରାଜଧାନୀ ର ହିଁ ବିକାଶ ଯଦି କରିବ ତାହାଲେ ରାଜ୍ୟ ର ବିକାଶ ହେଇପାରିବ ନାହିଁ।

  • @dambarutitisilet4476
    @dambarutitisilet4476 2 дні тому

    OTV ମିଛ ତୁମେ କହୁଛ ମୋଦି ସାହା ଓଡିଶା ବାରମ୍ବାର ଆସିବା କଥା ହେଲା ଓଡିଶା ର ସବୁ ଖଣିଜ ପଦାର୍ଥ ଧନ ଅଳଙ୍କାର ଲୁଟି ନେବାର ବିଚାର
    ମୋଦି ଗୁଜୁରାଟ କେ ଆଜି ପ୍ରଯ୍ୟନ୍ତ ନମ୍ବର 1କରି ପାରିଲା ନାହିଁ। ଓଡିଶା କୁ କଣ ନମ୍ବର 1କରିବ ଏସବୁ ମିଛ କଥା ----ପଇସା ଖାଇ ମିଛ ଖବର ପ୍ରସାରଣ କର ନାହିଁ ଜୟ ଜଗନ୍ନାଥ 🙏

    • @SRMHACKERYT1230
      @SRMHACKERYT1230 2 дні тому

      Dekhibu ja gujurat ra devlopment ku odishaku 10 thara kaniba bjd chela

  • @mynameisnew3783
    @mynameisnew3783 2 дні тому +6

    BJD mukta odisha haba

  • @jagankumar4899
    @jagankumar4899 День тому

    ଘନ ଘନ ଆସିବାର କାରଣ ହେଲା ଓଡ଼ିଶା କେମିତି ଭିକାରୀ ଏକ ନମ୍ବର ହେବ, କେମିତି ଓଡ଼ିଶା ରୁ ସବୁ ଲୋଟିବେ, ବିଜେପି ପାର୍ଟି ର ଲକ୍ଷ ଆଉ କିଛି କରିବ ନାହିଁ ବିଜେପି

  • @Mukesh-y2h5m
    @Mukesh-y2h5m 21 годину тому

    Thank you

  • @BINDUMATINAYAK-uu8cl
    @BINDUMATINAYAK-uu8cl 2 дні тому

    Good 👍❤❤❤

  • @Lawrencebolte
    @Lawrencebolte 2 дні тому +1

    10 barsa hela modi jou state jauchi sethi kahuchi No 1 banei daba 😂😂 aji jain gujurat NO 1 hei parila ki modi sethi 20 barsa hela achi 😂😂😂 UP heiparila ki ?? Punjab heiparila ki ?? Mp ??? Khali gapa prabala kama durbala 😂😂 actually kou state No 1 haba aga decide kara 😂

  • @darlingmadhab8818
    @darlingmadhab8818 2 дні тому +2

    25 ବର୍ଷ ଖାଇ ଥିଲେ 5ବର୍ଷ re😂ଖାଇକି ଦେଖେଇ ବେ 😃

  • @Shreyasubi
    @Shreyasubi 2 дні тому

    ଓଡ଼ିଶା ବିକ୍ରି ହୋଇଯିବ,, OTV mediate କରୁଛି

  • @EDUCATIONALINSTITUTION08
    @EDUCATIONALINSTITUTION08 2 дні тому +1

    Forest gaurd protest aau LTR aspirants mananka protest kn pain otv nija channel dekhauni .

  • @suryakantamahalik3462
    @suryakantamahalik3462 День тому

    ଆଗରୁ ଗାଁ ରେ 300 ଦିନ କାମ ମିଳୁଥିଲା କିନ୍ତୁ ଏବେ ଲୋକ ବେଶୀ ଦାଦନ ଖଟିବାକୁ ଯାଉଛନ୍ତି...

  • @SiddhuKumar-l3e
    @SiddhuKumar-l3e День тому

    PM sir ନିଜ ରାଜ୍ୟ ଗୁଜୁରାଟ କୁ 1 ନୁମ୍ବର କରି ପାରୁନାହାନ୍ତି ଓଡ଼ିଶା କୁ କଣ 1 ନୁମ୍ବର କରିବେ, ଖାଲି ତ ରଙ୍ଗ ବଦେଲେଇ ଜାଣିଛନ୍ତି ଆଉ କଣ

  • @debendranaik-f9b
    @debendranaik-f9b 2 дні тому +1

    OTV ra no 1

  • @shaitansingh9698
    @shaitansingh9698 2 дні тому

    ❤🙏🏻dhanyabaad BJP, mu asha karuchi rajya re bahut unnati haba

  • @Rkm12379
    @Rkm12379 19 годин тому

    ଓଡିଶାକୁ ଦେଖି ଲୋଭ ରେ ଖଣିଜ ସମ୍ପଦ ବିକିବା ପାଇଁ ଆସୁଛନ୍ତି

  • @mynameisnew3783
    @mynameisnew3783 2 дні тому +3

    Congress mukta odisha haba

  • @swapnilraja1409
    @swapnilraja1409 2 дні тому

    😂😂😂 ଡାହା ମିଛୁଆ, ଆଗ ଦେଇଥିବା ପ୍ରତିଶ୍ରୁତି ପୂରଣ କର। ତା ପରେ ତମ ଟାଉଟରି କଥା ବୁଝିବୁ😂ନହେଲେ ଇଲେକ୍ସନ 1 ବର୍ଷ ଥିବ,ଯାତ୍ରା ଆରମ୍ଭ କରିବ😂😂😂

  • @manojparida5032
    @manojparida5032 2 дні тому +2

    Bikas heba otv ra😂😂😂

  • @Iswarnayak-r3c
    @Iswarnayak-r3c 2 дні тому +5

    ନା ନା BJD ର ପତନ ହେଇ ଜାଇଚି, ଗଣେଶ୍ଵର ବାବୁ ଠିକ୍ କଥା କହିଛ,

  • @rajivelochanbehera5590
    @rajivelochanbehera5590 2 дні тому +1

    Kn achi au kahuna Kariba pain ki tame Kariba khali sea ku change Kariba design

  • @nareshng5486
    @nareshng5486 2 дні тому +2

    ଆଉ କଣ ବାକି ରହିଗଲା ପ୍ରାଇଭେଟ ସଂସ୍ଥା କୁ ଦେବାପାଇଁ ଦେଖିକି ଯିବେ ।

    • @YouthTalkSibaram
      @YouthTalkSibaram 2 дні тому +3

      Private hele bahut development heba government hele ଲୁଟୁ ଛନ୍ତି ସାଧାରଣ ଲୋକ ଠାରୁ ଲାଞ୍ଚ ଆଉ ସରକାରି କାମ ଠିକ୍ ରେ କରୁନାହାନ୍ତି

    • @Guru-j2r
      @Guru-j2r 2 дні тому

      Privatisation kan kharap ki
      Desa swadina heba para tharu jetiki development heithila au 2014 para tharu jou development heichi taku compare kara.
      Capitalism is better than socialism

  • @Jonas_121
    @Jonas_121 2 дні тому

    ଓଟିଭି ଚ୍ୟାନେଲ କେତେ ଟଙ୍କାର ଲାଁଚ ନେଇଛି ବିଜେପି ଠାରୁ।

  • @KhateiSameer-i2l
    @KhateiSameer-i2l 11 годин тому

    ବଙ୍ଗଳା ରେ ଆଳୁ କେଜି 25 ଟଙ୍କା ଓଡ଼ିଶା ରେ 60 ଟଙ୍କା ବିକାଶ ଜୋର ସୋର ଚାଲିଛି

  • @SantoshSantosh-ol2sq
    @SantoshSantosh-ol2sq 2 дні тому +3

    ବିଜେପି ପ୍ରଥମ ଥର ଆସା

  • @sunilkumarpatnaik6953
    @sunilkumarpatnaik6953 2 дні тому

    Odisha rey New New Railway Factories. ...New New Cold Storages. ..NEW 2ND AIIMS. ...New New ELECTRONIC HOME APPLIANCES PRODUCTION UNITS. ...establish karajau ODISHA rey.

  • @DashMusic-yx6rv
    @DashMusic-yx6rv 2 дні тому +2

    Number 1 lute

  • @pyarigudiya9821
    @pyarigudiya9821 2 дні тому

    Han,last aadu No.1
    Jane dina majuria pauchi Rs.500,aou jane Junior Teacher ra 1 dina ra salary Rs.370,
    Lajja nahin,e sarkar puni 1 number kariba Odisha ku🤔🤔🤔😏😏😏

  • @shreedhar7963
    @shreedhar7963 2 дні тому

    OTV pai ek number odisha.. gujarati asiki gujarati asmita karibe😂😂😂😂

  • @BBM-f4v
    @BBM-f4v 2 дні тому

    BJP ପ୍ରଥମେ NH ଆଉ ରେଲୱେ କାମ କରୁଛି ତାପରେ ସବୁ ଲୋଟିବ ଓଡ଼ିଶାରୁ

    • @Mr..KumarAditya
      @Mr..KumarAditya 2 дні тому

      Murkha Education Pain Au Medical Pain Kn Bila Vitare Pasiki Jiba Road na hele Desha ,Rajya Devlop pain Aga Road Ra Devlop haba drkr ta pare au jaha

    • @BBM-f4v
      @BBM-f4v День тому

      @Mr..KumarAditya ତୁ ପଣ୍ଡିତ ଦେଖିବୁ ଓଡ଼ିଶାକୁ ମୋଦି କେମିତି ଇଞ୍ଜିନ କରିବ ଭାରତକୁ develop କରିବାରେ।ମୋତେ ଲାଗୁଛି ତୁ ଗୋଟେ ଅନ୍ଧଭକ୍ତ ଆଉ ରଙ୍ଗ ବଦଳା ସରକାରର କୁଜି ହେଇଥିବୁ

  • @sunil7358
    @sunil7358 2 дні тому

    Jay shree ram🙏🙏

  • @mcmallick440
    @mcmallick440 2 дні тому

    ଖାଲି ଆସି କି ଭାଷଣ ଦେଇ ଗଲେ କଣ ହବ କିଛି ତ ଉନ୍ନତି କରିଲେ ସିନା ହବ

  • @baistnabakanhar5410
    @baistnabakanhar5410 4 години тому

    ଓଡ଼ିଶାକୁ ବିଜେପି ସରକାର ସବୁ ବିକ୍ରି କରିଦେବେ

  • @arakshitapujhari3728
    @arakshitapujhari3728 2 дні тому

    Primary education ku important na dele odisha bikash haba nahi teacher ku to peon tharu b hina dekhuchhi govt

  • @thoughtsoflife...9585
    @thoughtsoflife...9585 2 дні тому

    Gopalpur. Port already 95% under Adani and only 5% with Govt. Likewise how all will go to their hand, they're planning.. How much they are giving importance to Odisha all knows in budget assignment.

  • @SRMHACKERYT1230
    @SRMHACKERYT1230 2 дні тому

    Odisha 1 number heba jay bjp🎉🎉. Chamcha au kritadasa nkara vlbohuta paduthiba

  • @Kashmirofodisha
    @Kashmirofodisha 2 дні тому

    ଓଡ଼ିଶା ରୁ ସବୁ ଲୁଟି ନେବେ bjp, ବିକାଶ ନୁହ ବିନାଶ ହେବ l

  • @manmathanayak2998
    @manmathanayak2998 19 годин тому

    6 ମାସରେ ପବ୍ଲିକ କନ୍ଧିଲେଣୀ , ବିଜେପି ଚଲେଇ ପାରିବନି