tu kan kahuchu janiparuchu ta,,, rate sina loke karuchanti,,, hele rosei swayam maa annpurna karuchanti,,, bhabiki katha kaha,,, tama mandira prasad manisa randhichi,,
In stead of government's proposal for free Annaprasad, let the price of itemwise Mahaprasad rice be standardized and govt should consider supply of omfed ghee at a subsidised rate. High cost of is spreading negative message to bhaktas who are coming from far & eide
South indian temples offer just Rice, Sambar and butter milk as prasad, that doesn’t cost much or can even be free. There should be a low cost option introduced.
ଦକ୍ଷିଣ ଭାରତର ଅନେକ ପ୍ରସିଦ୍ଧ ମନ୍ଦିର ତଥା ଭାରତର ବଡ ବଡ ଗୁରୁଦ୍ୱାରା ଲଙ୍ଗର ରେ ପ୍ରସାଦ ମାଗଣା ଦିଆଯାଏ। ଏବଂ ମହାପ୍ରଭୁ ଜଗନ୍ନାଥ କେବଳ ଧନୀ ଲୋକଙ୍କ ପାଇଁ ନୁହଁ ତାଙ୍କରି ପ୍ରସାଦ ପାଇବା ର ଅଧିକାର ଗରିବ ହେଉ କି ଧନୀ ସମସ୍ତଙ୍କ ର ଅଛି। ହେଲେ ଏହା ଏବେ ଗୋଟେ ଗରିବ ଭକ୍ତ ପାଇଁ ଅତ୍ୟନ୍ତ କଷ୍ଟ। ଏହାଦ୍ବାରା ରାଜ୍ୟ ବା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ଗରିବ ଶ୍ରଦ୍ଧାଳୁ ଙ୍କ ପାଇଁ କଷ୍ଟ ହେଉଛି।
ତିରୁପତି ବାଲାଜୀ ମନ୍ଦିର ରେ ତାଙ୍କ ମନ୍ଦିର ହୁଣ୍ଡି ରୁ ଯେଉଁ ପଇସା ବାହାରୁଛି ସେଇ ପଇସା ରେ ଲୋକ ମାଗଣା ଖାଉଛନ୍ତି
Sata katha Bhai North India ra free ra prasada Mila mu recent jaithili golden temple
@@prasanjitnath625ticket କାଟୁଛନ୍ତି ଯୋଉ
Ayodha aau kashi re free Prasad miluchi
ଆମ ଏଠି ଖାଲି ବେପାର ଚାଲିଛି। ଠିକ୍ ଅଛି ଗରିବଟିଏ ଖାଇ ପାରୁଥିବା ଭଲି ଦାମ୍ ହେଲେ ଚଳନ୍ତା ଏମାନେ ତ ଲୁଟିଲା ଭଲି କରୁଛନ୍ତି ଆନନ୍ଦବଜାର ରେ
Bahut ବଢିଆ ପ୍ରସଙ୍ଗ ଉଠେଇଚ ଆଜ୍ଞା ___ମହା ପ୍ରସାଦ ଦର କମେଇବା ଉଚିତ୍
ଜୟ ଜଗନ୍ନାଥ 🙏🙏🙏କହିଲେ ଠିକ ହବନି କିନ୍ତୁ ପୁରୀରେ ପଣ୍ଡା ମାନେ ଜଗନ୍ନାଥ ଙ୍କ ନା ଧରି ଅନ୍ୟାୟ କରୁଛନ୍ତି ଭକ୍ତ ଙ୍କୁ ଲୁଟୁଛନ୍ତି ଦର୍ଶକ ହତାଶ ହୋଉଛନ୍ତି ପ୍ରଭୁ ଙ୍କ ନିକଟକୁ ଆସି ଭକ୍ତ ଭଲଭାବେ ପ୍ରସାଦ ବି ପାଉନାଁହାନ୍ତି ଜଦି ଭକ୍ତ ଜଣେ ଭଗବାନ ଙ୍କ ନିକଟକୁ ଆସି ଜଦି ଏତେ ଉଚ୍ଚ ଦରରେ ଭୋଗ କିଣିବ ସାଧାରଣ ଜନତା ଙ୍କ ଅବସ୍ଥା କଣ ହବ ଏଥି ପ୍ରତି ସରକାର ଧ୍ୟାନ ଦବା ଦରକାର
ପୁରୀ ରେ ସବୁ ଲୋକମାନଙ୍କ ଲୁଟିଛନ୍ତି
Right 😢mu jai thili mu janichi😢
@@Sr_zone_95 ଆପଣ ମାନେ ଶ୍ରୀକ୍ଷେତ୍ର ଯାଉଛନ୍ତି କେତେ ଖର୍ଚ୍ଚ ହେଲା ତାହାର ହିସାବ କରିବା ପାଇଁ ନାଁ ଦିଅଁମାନଙ୍କୁ ନୈବେଦ୍ୟ ଅର୍ପଣ ପାଇଁ ? ଶୁଦ୍ଧ ଭକ୍ତି ପାଇଁ ଅର୍ଥର ଆବଶ୍ୟକତା କଣ ?
ଅବଢ଼ା ମାଗଣା ରେ ଦିଆଯାଉ 🙏
Bhai paisa deiki ta bahut kharap quality au magena 😂
@@ayaskanta100kharap quality nuhan se heuchi Maha Prasada....amruta...
@KALYANIPADHY-fx9ki seia bhabiki ta ame pai dauchu ma kintu taku kukuranku dele kukura bi khaibani quality has degraded to absymal levels
@KALYANIPADHY-fx9kiTik katha kahichanti maha Prasad ta na mo Kalia Santa ra pakhare lage Jay Jagannath 🌼🌼🌼🌼⭕‼️⭕
@@rambhabatipradhan3095 Kalia Santa pakhe lage Kalia Santa khayeni ame kintu khau au ta jogu kahuchu
ମୋତେ ଲାଗୁଚି କାଳିଆ କୁ ଦେଖିବା ପାଈଁ ବି ପଇସା ଏବେ ଦେବାକୁ ପଡ଼ିବ।।
ଏ ଭାଇ ମୁଁ 25ଟଙ୍କା ଦେଇ କାଳିଆ କୁ ଦେଖିଚି ,, ପୁରା ମନ୍ଦିର ଭିତରେ ପଶିଥିଲା ପଣ୍ଡା ଯୋଉଠି ପୂଜା କରେ ,,, ସେ ଟିକେଟ ବନ୍ଦ୍ ହେଇଗଲାଣି ବୋଧେ ଏବେ ଚାଲୁ ହବ
Yes, ame to 1000 deiki darshan karichu...
Thik katha
ଆମ ଜଗା ଏବେ ମହଙ୍ଗା ଠାକୁର ହେଇଗଲାଣି, ଆଗରୁ ସବୁ ଓଡ଼ିଆ ଶସ୍ତା ରେ ମହାପ୍ରସାଦ ପାଉଥିଲେ ଏବେ କିନ୍ତୁ ଜଗା ତ ନିଜେ ନିଜକୁ ମହଙ୍ଗା ଠାକୁର କରିଦେଲା ଗରିବ ଲୋକେ ବା କଣ କରିବେ। ଜଗା କୁ ଦେଖିବାକୁ ବି ଏବେ ପଇସା ଲାଗିବ ।।ଧନ୍ୟ ରେ କାଳିଆ, ଧନ୍ୟ ତୋ ଲୀଳା।🙏🙏🙏🙏
Prasad 1000 hele bi jaga kichhi kariba nahi😢
@cryptoverse2751 ଠିକ୍ କହିଲେ
ପ୍ରସାଦ ଖାଇବା କିଛି ଦରକାର ନାହିଁ। ଭକ୍ତି ରହିଲେ ଟିକେ ତୁଳସୀ ପତ୍ର ମହା ପ୍ରସାଦ ହେଇ ଯାଇଥାଏ। ବାହାରୁ 60 ଟଙ୍କାରେ ଅରୁଆ ଡାଲମା ଖାଇ ଘରକୁ ପଳେଇ ଆସିବୁ। କିଛି ଅସୁବିଧା ନାହିଁ। ଭକ୍ତି ହିଁ ମୂଳ ମନ୍ତ୍ର।
ସବୁ ତାଙ୍କରି ଇଚ୍ଛା
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ - ଖୁବଶୀଘ୍ର ଭକ୍ତଗଣ ମହାପ୍ରଭୁଙ୍କ ଦର୍ଶନ ପରେ ମାଗଣା ଅବଢ଼ା ମିଳିବ, କୁଆଡେ ଗଲା ସରକାରର ଏ ପ୍ରତିଶ୍ରୁତି। ଭୁଲିଗଲେ ନା ଜାଣି ନଜାଣିବାର ଅଭିନୟ କରୁଛନ୍ତି 😡😡।
ଅଭଡ଼ା ନେଇ ପଣ୍ଡା ଘର ଦୁଆରେ ଫିଙ୍ଗୁଛନ୍ତି ବେପାର କରୁଛନ୍ତି ଅନ୍ୟ ଧାମରେ ପ୍ରସାଦ ମାଗଣାରେ ବଣ୍ଟା ହେଉଛି ଏଠି ପଣ୍ଡା ସେବାୟତ ଜଗନ୍ନାଥଙ୍କ ପ୍ରସାଦ ବିକି ସୁନାବେଶରେ ବୁଲୁଛନ୍ତି ଖୁବଶୀଘ୍ର କରୋନା ଭଳି ମହାମାରୀ ଜଗନ୍ନାଥ ଆଣୁଛନ୍ତି
ଅନ୍ୟ ରାଜ୍ୟ ମାନଙ୍କ ମନ୍ଦିରର ପ୍ରସାଦ ବହୁତ ଶସ୍ତା କିମ୍ଵା ମାଗଣା କିନ୍ତୁ ଏଠି 😂
Right
ଅନ୍ୟ ରାଜ୍ୟମାନଙ୍କରେ ଦରମା ମଧ୍ୟ ଅଧିକ।
@@Weareequal-i6e kou darama
ପଣ୍ଡା ମାନେ ସବୁ ଲୁଟି ଖାଇ ସାରିଲେଣି
Sei poisa re beka re anguthi re mota mota suna chain mudi pindhuchhanti a😢
@@meenakhimistri5206bilkul thik katha kahuchanti
ପୁରୀ କେବଳ ଧନୀ ଲୋକ ପାଇଁ ଆମ ଭଳିଆ ଗରିବ ଲୋକ ପାଇଁ ନୁହେଁ
ପ୍ରତିଦିନ ଦରିଦ୍ର ନାରାୟଣ ସେବା କରାଯାଉ। ଯଦି 5 ଟଙ୍କା ଯଦି ଆହାର ମିଳୁଛି ତେବେ 10 ଟଙ୍କାରେ ମହା ପ୍ରସାଦ ମିଳିବା ଦରକାର
ବହୁତ୍ ବଢିଆ କଥା ଟି କୁ ଆପଣ ଆଣିଛନ୍ତି ଏ ବିଷୟ ରେ ଟିକେ ଭଲସେ ଧନ୍ୟ ଦିଅନ୍ତୁ
ଏହାଠୁ ଭଲ ମୋ ଗାଁ ମହାଦେବଙ୍କ ପ୍ରସାଦ. ଦେଶୀ ଘିଅ. ନିଜ ଜମିବାରିରେ ହେଉଥିବା ପାରିବା ମୁଗ ଡାଲମା
tu kan kahuchu janiparuchu ta,,, rate sina loke karuchanti,,, hele rosei swayam maa annpurna karuchanti,,, bhabiki katha kaha,,, tama mandira prasad manisa randhichi,,
ଆପଣ କଣ କହୁଛନ୍ତି ନିଜେ ଜାଣିପାରୁଛନ୍ତି ତ? କୋଉଠି କଣ କୁହାଯାଏ ଟିକେ ଭାବିକି କୁହନ୍ତୁ ଆଜ୍ଞା
@@shaktiSartବେକାର କଥା ସବୁ ପ୍ରସାଦ ସମାନ ଖାଦ୍ୟ ମାନେ ମା ଅର୍ଣ୍ଣପୂର୍ଣା ok
@@shaktiSartଜଗନ୍ନାଥ ଯେମିତି ଦେବତା ସେପରି ଅନ୍ୟ ଦେବା ଦେବୀ ମାନେ ମଧ୍ୟ ସେପରି. କୌଣସି ଭାଗବାନ କିମ୍ବା ତାଙ୍କ ପ୍ରସାଦ କୁ ଉଚ୍ଚନୀଚ ଦେଖିବା ସମ୍ପୁର୍ଣ୍ଣ ଭୁଲ
@@sriyanshupadhi6627 mu jane khadya hele Annapurna... mu rosei katha kahuchi ... mahaprasad bisayare thare bhalaki bujh... ta pare kahibu
ଦାନ ହୁଣ୍ଡି ର ପଇସା କଣ ହେଉଛି ?
ଲୋକେ ପ୍ରଶ୍ନ କାହିଁକି ପଚାରୁ ନାହାନ୍ତି ?
ପୁରୀ ରେ ଜଗନ୍ନାଥ ରହିବାପାଇଁ ଉପଯୁକ୍ତ ସ୍ଥାନ ନୁହେଁ,ଆମ ଗାଆଁକୁ ପଳିଆସିବା ଦରକାର
ପ୍ରଭୁଙ୍କ ଚରଣ ଲାଗିଲା ମାତ୍ରେ ଆମ ଗାଆଁ ସଂସ୍କୃତି
ବଡ଼ଦାଣ୍ଡ ହେଇଯିବ, ବଡ଼ଦାଣ୍ଡ ହେଲାମାନ୍ତ୍ରେ
ସମସ୍ତ ଭକ୍ତମାନଙ୍କୂ ମହାପ୍ରସାଦ ମାଗଣାରେ ମିଳିବ
ପ୍ରଭୁଙ୍କ ଇଛା
ଜୟ ଜଗନ୍ନାଥ
ମୁଁ ଆଜି ପ୍ରଥମ ଥର ଶୁଣିଲି ମହାପ୍ରସାଦ ର ମଧ୍ୟ ଦର ଅଛି business କରିଦେଲେ ଭଗବାନ ମଧ୍ୟ ବିକ୍ରି ହେଇ ସାରିଲେଣି 😢😢😢😢
Bhagwan bikri hei nahanti... Bhagwan ka naa re bepar chalai chanti
ସରକାର ଙ୍କୁ ଏତିକି ଅନୁରୋଧ ପୁରୀ ରେ ଭକ୍ତ ଙ୍କୁ ରହିବା ଖାଇବା ମାଗଣା କରନ୍ତୁ
ଦେଶୀ ଗୋଵଂଶ ର ସୁରକ୍ଷା ହେଲେ ସଵୁ କିଛି ସୁଦ୍ଧ ମିଳିପାରିବ 🙏🚩
ମହା ପ୍ରସାଦ କୁ ଆଉ କିଛି ଦିନ ପରେ କୋଟି ପତି ଲୋକ ଖାଇବେ ସାଧାରଣ ଲୋକ ଖାଇବା ସ୍ବପ୍ନ ହେଇଯିବ ଏ ପୁରୀ ପଣ୍ଡା ମାନେ ବହୁତ୍ ଲୁତିଲେଣି କିନ୍ତୁ ସରକାର ସବୁ ଦେଖି ଅଦେଖା
ପୁରୀ ରେ ବଡ ଗୋଶାଳା ତିଆରି କରା ଯାଉ, ଏହାର ସମସ୍ୟା ଦୂର ହେବ 🙏 👍🫶👌
ସରକାର ଓ ପ୍ରଶାସନ ହସ୍ତକ୍ଷେପ ଓ ସବସିଡିର ଆବଶ୍ୟକତା ରହିଛି...
ଭକ୍ତ ଙ୍କ ଦାନ ହୁଣ୍ଡି ମାନଙ୍କରୁ ମିଳୁଥିବା ଅର୍ଥକୁ ବ୍ୟବହାର କରାଯାଏ ତେବେ ଏପଣ୍ଡା ମାନଙ୍କର ଦୌରାତ୍ମ ରୁ ରକ୍ଷା ମିଳିବ,
ତୂରନ୍ତ ସମସ୍ତଙ୍କ ପାଇଁ ଦର ରେଟକୁ କମେଇବା ପାଇଁ ସରକାରଙ୍କୁ ଅନୁରୋଧ ଜୟ ଜଗନ୍ନାଥ ❤🙏🙏🙏
ମହାପ୍ରସାଦ ଏତେ ହୁହୁ ହୋଇ ବଢୁଛି ଯେ ହାତ ମାରି ହେଉନି
ସତରେ କଣ ପ୍ରଭୁ ଙ୍କୁ କିଛି ଦେଖା ଯାଉନି ଆଉ😢
ଜୟ ଜଗନ୍ନାଥ
ଆମ ଓଡିଶା ରେ ଆଉ ପଇସା ନାହିଁ ସେଥି ପାଇଁ ଭକ୍ତମାନଙ୍କୁ ମୋହା ପସାଦ ଏତେ ଟଙ୍କା ରେ ଦେଉଛନ୍ତି ଆମ ଓଡିଶା କେବେ ବଦଳିବ Jai jagannath❤❤❤❤❤
ଦେଖନ୍ତୁ ଯେଉଁମାନେ ବି କହୁଛନ୍ତି କି ମହାପ୍ରସାଦ ମାଗଣାରେ ମିଳିବା ଦରକାର ତାହା ଠିକ୍ କଥା। କିନ୍ତୁ ଆମ ଓଡ଼ିଶା ଲୋକମାନେ ଆଉ ଆଗ ଭଳି ଚାଷ କାର୍ଯ୍ୟ କରୁନାହାନ୍ତି । ପ୍ରାୟ ସବୁ ପନିପରିବା ବାହାରୁ ଆସୁଛି। ଶ୍ରୀମନ୍ଦିର ଆୟ ମଧ୍ୟ କମ୍ ଅନ୍ୟ ମନ୍ଦିର ତୁଳନାରେ। ତେଣୁ ରେଟ୍ ବଢିବା ସ୍ବାଭାବିକ କଥା।
ଶ୍ରଦ୍ଧାଳୁ ପ୍ରତି ବର୍ଷ 40 ରୁ 50 cr ଦାନ କରନ୍ତି ସେ ପଇସାରୁ କିଛି ଖର୍ଚ କରାଯାଉ
ମହା ପ୍ରସାଦ ଭକ୍ତ ଙ୍କୁ ମାଗଣା ଦିଆ ଯାଉ
100 ଟଙ୍କା ଦେଇ ଏବେ ସବୁ ଭକ୍ତ ପାତ୍ର ଥାଳି ରେ ମହାପ୍ରସାଦ ପାଉଛନ୍ତି, ବଡ଼ିଆ ବ୍ୟବସ୍ଥା ହୋଇଛି ll ଜୟ ଜଗନ୍ନାଥ ll
Thakur nka name nei thakuchhanti..... ମୁଁ କେବେଠୁ ଦେଖିଲିନି ଯେ ଅଧିକ ନେଉଛନ୍ତି ଏଇଟା ଏବେ କାର କଥା ନୁହଁ
ବିଜେପି ମନ୍ଦିର ଚଳାଇପାରୁନି
ତ୍ରିପତି ରେ ସବୁ ଦିଅ ମାଗଣା 🙏🏻🙏🏻
ପୁରୀ ପ୍ରଶାସନ କୁ ଅନୁରୋଧ ଆପଣ ଧ୍ୟାନ ଦେବେ। ବହୁତ ଲୋକ ହଇରାଣ ହେଉଛନ୍ତି। ମୁଁ ବି ଶୋଷଣ ର ଶିକାର ହେଇଛି
ମନ ଇଚ୍ଛା ଦାମ କରି ଚାଲିଛନ୍ତି । Middle class ଲୋକ ଙ୍କ ପାଇଁ ବଡ଼ ଅସୁବିଧା ।
Jay jagannath 🚩🙏🙏🙏🙏
ଲୁଟେରା ଦଳ ସବୁ ପୁରୀରେ ,ଲୋକଙ୍କ ତଣ୍ଟି ଚିପି ଚିପି ଜଗନ୍ନାଥ ମନ୍ଦିର କୋଟି ପତି
ପୁରୀ ସେବାୟତ ଟା ଭକ୍ତଙ୍କୁ ଏତେ ଲୁଟୁଛନ୍ତି, ଆଉ ଏ ମହାପ୍ରସାଦ ବିକାଳିଙ୍କ କଥା ନ କହିବାଟା ବହୁଗୁଣା ଭଲ, ସବୁ ଗୋଟେ ଫଳର ମଞ୍ଜି। ତୁରନ୍ତ ଶ୍ରୀ ମହାପ୍ରସାଦକୁ ମାଗଣା ବିତରଣ କରାଯାଉ ନହେଲେ ଅବଢ଼ା ମହାପ୍ରସାଦର ମାନ ହାନି ହେବ 😡🤬। ଜୟ ଜଗନ୍ନାଥ 🙏🏻
Right jago Odisha CM sir mahaprasad free rahega Katha
ମୋର ଗୋଟିଏ ଅନୁରୋଧ, ମନ୍ଦିର ପ୍ରଶାସନ ନିଜେ ଅବଢ଼ା ବିକ୍ରି କରୁ
ଭଗବାନଙ୍କ ନାରେ ବେପାର କରୁଛନ୍ତି ସରକାର
Right
ବହୁ ବିଶୃଙ୍ଖଳା ଘଟୁଥିବା ଶ୍ରୀମନ୍ଦିରକୁ ସଜାଡ଼ିବାପାଇଁ ବିଜେପି ସରକାର କେବଳ ସକ୍ଷମ ହେବ, ଏ ଆଶା ରହିଛି l ଦେଖାଯାଉ - କ'ଣ ହେଉଛି ! ଯଦି ବିଜେପି ଶ୍ରୀମନ୍ଦିରକୁ ସଜାଡି ପାରୁନି ତା'ହେଲେ ଆଉ କାହାଠାରୁ ଆଶା କରିବା ବୃଥା l ପରିଚାଳନା କମିଟି....... ଛାଡ଼ ... ବହୁ ଆଡମ୍ବର ଲଘୁ କ୍ରିୟା ଭଳି l ଜୟ ଜଗନ୍ନାଥ l
ମହାପ୍ରସାଦ ଅମୂଲ୍ୟ ମୂଲ୍ୟ ବେଶୀ କିଛି ଅଧିକା ମୂଲ୍ୟ ହେଇନି ଆଉ ରହିଲା ଏବେ କେହି ଗରିବାଲୋକ ନାହାନ୍ତି
ଏଇଟା ପ୍ରସାଦ ନା 5star ହୋଟେଲ ଖାଦ୍ୟ। ଏଗୁଡ଼ା ପ୍ରସାଦ ନୁହଁ ଡାଲି ଭାତ ହୋଟେଲ 😮😮😮😮😮
Reat କାମ କରାଯାଉ
କିଛି ଲାଭ ନାହିଁ
ଯେତେ ଯାହା କଲେ News
କିଛି ଆକ୍ସନ ନେଲେ ,ଏମାନେ ପା ପର୍ଭୁଙ୍କୁ Strik କରିକି ଉପାସ ରେ ରଖିଦେବେ👍🙏
ଜୟ ଜଗନ୍ନାଥ 🙏
ଜୟ ବିଜେପି ପ୍ରଶାସନ
ଭାରତ ଭିତରେ ଅନ୍ୟ ବଡ ବଡ ମନ୍ଦିର ରେ ପ୍ରସାଦ ମାଗଣା ରେ ଦିଆ ଯାଇଛି କିନ୍ତୁ ଓଡ଼ିଶା ରେ କଣ ପାଇଁ ନୁହଁ ଓଡ଼ିଶା କୁ ଆଉ କେତେ ଦିନ ତୁମେ ଲୁଟି ଖାଇବ
ମନ୍ଦିର ରେ ପ୍ରସାଦ ଟିକିଏ ପାଇଁ ଯାଆନ୍ତି ହେଲେ ପୁରୀ ରେ ବିନା ପ୍ରସାଦ ରେ ଫେରୁ ଛନ୍ତି । ଧନ୍ୟ ସରକାର ।
ଭକ୍ତ ଙ୍କ ପାଇଁ ପଦେ.... ସେହି ଜାଗା କୁ ଯାଉଛ କାହିଁକି।। ସେ ଭାବ ର ଠାକୁର... ଯୋଉଠି ବି ଯୋଉ ପରିସ୍ଥିତି ରେ ଥାଇ ହାତ ଜୋଡି ଦେଲେ ... କାମ ଓଭର । ଆଉ ତୁମେ ମୌଜ ପାଇଁ ଯାଉଛ ... ଆଉ ଚଢା ଦର ରେ କିଣା ବିକା ହବ ହିଁ ହବ ।
ଜଗ୍ନାଥଙ୍କ ଦୟାରୁ ମୁ ମାତ୍ର ୧୦୦/- ରେ ମହାପ୍ରସାଦ ପାଇଛି। ଲୋକେ ହୋଟେଲ ରେ ୧୦୦୦/- ୧୦୦୦/- ଦେଇ ଖାଇବେ କିନ୍ତୁ ପ୍ରସାଦ ଟିକିଏ ବଢ଼ିଗଲେ ରଡ଼ି କରିବେ। କାରଣ ଏମାନେ ମହା ପ୍ରସାଦକୁ ସାଧାରଣ ପ୍ରସାଦ ଭାବୁଛନ୍ତି, ଆଉ ଜଗନ୍ନାତ ମନ୍ଦିର କୁ ବୁଲିବା ଜାଗା। ଭକ୍ତିରେ ଜଗା ଦର୍ଶନ କଲେ ମାଗଣା ପ୍ରସାଦ ବି ମିଳିବ। ଜୟ ଜଗନ୍ନାଥ 🙏, ଭଗବାନଙ୍କୁ ନେଇ ରାଜନୀତି କରନି 🙏😭😭😭😭😭😭😭😭😭😭😭😭
ଭାରତ ରେ ଯେତେ ସବୁ ବଡ଼ ମନ୍ଦିର ଅଛି ସବୁ ଥିରେ ପ୍ରସାଦ ମାଗଣାରେ ଦିଆ ଯାଏ କିନ୍ତୁ ଓଡ଼ିଶା ରେ ସେମିତି କିଛି ବି ବ୍ୟବସ୍ଥା ନାହିଁ ପୁରୀରେ ପ୍ରସାଦ କୁ ବେପାର ରେ ଲଗେଇ ସାରିଲେଣି ଆଉ କିଛି ବି ନାହିଁ ଟଙ୍କା ପାଇଁ ପ୍ରସାଦ ବିକୁଛନ୍ତି ଥରେ ବାହାର ରାଜ୍ୟ ମନ୍ଦିର କୁ ଜାଇ ଦେଖ..
ପୁରୀ re aji kali ବ୍ରାହ୍ମଣ ମାନେ ଖୋଲାଖୋଲି ଚୋରି କରୁଛନ୍ତି ଧର୍ମ au ଠାକୁରଙ୍କ ନାଁ ରେ... ଓଡିଶା govt ae upara ଦୃଷ୍ଟି daba darkar, କାରଣ ମନ୍ଦିର ପ୍ରଶାସନ ଏମିତି ଚୋରଙ୍କ ଦ୍ଵାରା ହିଁ ଚାଲିଛି 👍🏻
Jai Jagannath ❤
Jay Jagannath 🙏
Jay Jagannath 🚩🇮🇳🙏🚩🇮🇳🙏
ପୁରୀ ରେ କାର ରଖିବା ଷ୍ଟାଣ୍ଡ ରୁ ନେଇକି ମହା ପ୍ରସାଦ ସବୁ ମହଙ୍ଗା କରିଦେଲେଣି, ଏବେ ଆଉ ଆଗ ଭଳି ଯିବା କୁ ଇଚ୍ଛା ହୁଏନି ଯେମିତି କଲେଜ ବେଳ ସମୟ ରେ ପଲଉ ଥିଲୁ ୨୦୧୫ ଯାଏଁ
Jai jagannath
କିଛି ପରିବର୍ତ୍ତନ ହବନି
ଏଗୁଡ଼ିକ ସବୁ ପ୍ରହସନ
ଏମାନଙ୍କୁ ଭିଡିଓ କଣ୍ଟେଣ୍ଟ ହିଁ ଦରକାର
କିଛି ମିଳିଲାନି ତ ମହାପ୍ରସାଦ ଉପରେ ବନେଇଦିଆ
ତମେ ଭିଡିଓ ପୋଷ୍ଟ କଲେ ଲୋକ ଦେଖିବେ ଆଉ ଭୁଲିଯିବେ।
ଆଉ ତମକୁ views ମିଳିଯିବ ବାସ୍ ଏତିକି......
ମହା ପ୍ରସାଦ ଜଣେ ଖାଇଲେ ଏକ ଲକ୍ଷ୍ୟ ଟଙ୍କା କରିଦିଅ
Loka kehi khaibeni , puri panda vika magiba start karidebe .
Jai jagannath Swami ⭕❗⭕
Jay jagannath 🙏❤️🙏 🥺
Absolutely correct. Very high rates and V expensive
ପ୍ରସାଦ ମାଗଣା ହବା ଦରକାର୍
ଯଦି ଆନନ୍ଦ ବଜାରରେ ଆନନ୍ଦ ମିଳିବନି ତା ହେଲେ ଆନନ୍ଦ ବଜାର ନା କଣ ପାଇଁ.......?
Jay Jagannath🙏🙏🙏🙏🙏🙏🙏
Jay Jagannath 🙏 🙏 🙏
Government kichi steps neba darkar
ସବୁ ସେବାୟତ ମାନଙ୍କ ପାଇଁ ଦାଇ
Mahaprasad should be free for all
Puri Jagannath mahaprasad garibi looking free karonto Sarkar
This is right bro i am going to puri tample 13 December re but 150 rice dal small
In stead of government's proposal for free Annaprasad, let the price of itemwise Mahaprasad rice be standardized and govt should consider supply of omfed ghee at a subsidised rate. High cost of is spreading negative message to bhaktas who are coming from far & eide
Bhala Lutuchanti 😂😂😂😂👌🏻👌🏻👌🏻👌🏻
ଭାଇ ଏତେ ଠକୁଛନ୍ତି ହିସାବ ବାହାରେ
ଓଡିଶା ବିଜେପି ଜିନ୍ଦାବାଦ
ଗୋଟିଏ, ଦିନରେ, କେତେ, ଲିଟର, ଲାଗୁଛି
Thik katha
ପ୍ରସାଦ ନୁହେଁ ସେସବୁ ମହାପ୍ରସାଦ
ବର୍ତ୍ତମାନ ର ଅବ୍ୟବସ୍ଥା ଏତେ ଯେ ଆଉ କିଛି ମାସ ଗଲା ପରେ ଗୋଟେ ସାଧାରଣ ମଧ୍ୟବିତ୍ତ ପରିବାରର ସଦସ୍ୟ ଆଉ ଶ୍ରୀଜଗନ୍ନାଥ ମନ୍ଦିରରେ କଣ ପୁରୀ ରେ ପାଦ ରଖିବା ପାଇଁ ମଧ୍ୟ ଲକ୍ଷେ ଥର ଭାବିବ ।
Some non-ethical un-printed rules are there for entering into the sri Jagannath temple Puri in recent time
1. ଆପଣ ଯଦି ଜଗା ଦର୍ଶନ ପାଇଁ ଆସୁଛନ୍ତି ଆପଣଙ୍କ ମାସିକ ଦରମା 1 lakh above ହେବାକୁ ପଡିବ
2.ଆପଣ ଯଦି ମହାପ୍ରସାଦ ପାଇବାକୁ ଚାହାନ୍ତି ତେବେ ଆପଣକଂ ମାସିକ ଦରମା 2 lakh ରୁ ଅଧିକ ହେବା ଦରକାର
ଲୋକେ ପୁଣ୍ୟ ଅର୍ଜନ ଏବଂ ମୋକ୍ଷ ପ୍ରାପ୍ତି ପାଇ 4 ଧାମ ମଧ୍ୟରୁ ଏହି ଏକ ଜଗନ୍ନାଥ ଧାମ ଦର୍ଶନ ପାଇଁ ଆସନ୍ତି । ବାସ ଆଉ କିଛି ମାସର ବ୍ୟବଧାନ ମଧ୍ୟରେ ଜଣେ ଦର୍ଶନାର୍ଥି ପୁଣ୍ୟ ଅର୍ଜନ ପାଇଁ ନୁହେଁ ପାପ ଅର୍ଜନ ପାଇ ପୁରୀ ଆସିବାଟା ସାର ହେବ ମହାପ୍ରସାଦ ଏତେ ଚଢା rate ଯେ ସେ ପାଇପାରିବନି ତ ସେ ବାଧ୍ୟ ହୋଇ ରାସ୍ତା କଡ ହୋଟେଲ ରେ ପିଆଜ ରସୁଣ କିମ୍ବା ସମୁଦ୍ର ବେଳାଭୂମି ରେ ପ୍ରସ୍ତୁତ seafood ଖାଇ ଗୃହକୁ ଫେରିବ
ଶ୍ରୀ ମନ୍ଦିର ହୁଣ୍ଡିରୁ ଦୈନିକ ଦାନ ରାଶି ପରିମାଣ ଦେଶର ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ଠାରୁ ବହୁତ କମ୍ । ଉପରକୁ Original ଘିଅ ରେ ପ୍ରସାଦ ପ୍ରସ୍ତୁତି ମହଙ୍ଗା ହେବା ସ୍ୱାଭାବିକ କଥା | ମନ୍ଦିର ହୁଣ୍ଡିରେ ପକାଇଲା ବେଳେ ହାତ ଯିବନି ଶସ୍ତାରେ ମହାପ୍ରସାଦ ଖୋଜିଲେ ହବକି ?
ଯାହା କହିଲେ ଠିକ୍ କହିଲେ।
ଲୋକେ ଯଦି, ଏହି ପରି ପାଗଳ ହେବେ ମନ୍ଦିର ର ଭୋଗ ଖାଇବା ପାଇଁ ତାହେଲେ ଏଇଟା ହିଁ ହେବ ।
ସେଇଥିରେ, ସରକାର କହିଥିଲେ ଯେ, ମାଗଣା ଭୋଗୋ ଦେବେ ଆଉ ରିହାତି ପାଇଁ ଲୋକଙ୍କ tax ପଇସା ରେ ମାଗଣା ରେ ବାଣ୍ଟିବେ
Jay Jagannath
,Prasad free re miliba dar kaar Jay jagarnath Swami,,🙏
Are ଭାଇ ମହାପ୍ରସାଦ ମାଗଣା କରାଯାଉ କେବଳ ସେଇଠି ଖାଇବା ଲୋକଙ୍କ ପାଇଁ ଯିଏ ନବ ସିଏ କିନିକି ନଉ କିନ୍ତୁ ଆନନ୍ଦ ବଜାରରେ ଯିଏ ପ୍ରସାଦ ସେବନ କରିବ ତାକୁ ମାଗଣା ଦିଆ ଯାଉ ଅନ୍ୟ ମନ୍ଦିରରେ ମାଗଣା ଦିଆ ଯାଉଚି ପୁଣି ବଡ଼ ଠାକୁରଙ୍କ ର ଅବଢ଼ା ପୁଣି ମା ଲକ୍ଷ୍ମୀ ବସିଛନ୍ତି ମାଗଣା କରାଗଲେ ଲୋକେ ଆନନ୍ଦ ରେ ଦାନ ବି କରିବେ ହୁଣ୍ଡିର 3 ରୁ 4 dubble income ହବ ଆମର ଭାରତ ଓ ଓଡ଼ିଶା ର ଲୋକ ବହୁତ୍ ଡାନି ଲୋକ ଦାନ ଦବା ପାଇଁ ଇଚ୍ଛା କରନ୍ତି ଦାନ ଦେଲେ ଲୋକ ମାରିକି ନଉଛନ୍ତି ବୋଲି ସେମାନେ ଅଳ୍ପ ଦେଉଛନ୍ତି ଯଦି ଜାଣିବି ki ଆମେ ଦାନ ଦେଲେ ଏହି ଦାନ ଲୋକ ମାନେ ଖାଉଛନ୍ତି ମହାପ୍ରସାଦ ତେବେ 100 ଜାଗାରେ 500 ଦେବେ କିଏ 10 ଟଙ୍କା ଦାନ ଟା କିଏ 1000 ମା ଲକ୍ଷ୍ମୀ ଥାଉ ଥାଉ ପୁଣି ପଇସା ର ଅଭାବ ହବ 😂😂😂 ଜୟ ଜଗନ୍ନାଥ 🙏🙏🙏
South indian temples offer just Rice, Sambar and butter milk as prasad, that doesn’t cost much or can even be free. There should be a low cost option introduced.
ପୁରୀରେ ସମସ୍ତେ ଲୁଟୁଛନ୍ତି
ଅନ୍ଧ ଭକ୍ତ, ସେତିକିରେ ସନ୍ତୁଷ୍ଟ ହୁଅ!, 250 ଟଙ୍କାରେ କଣ ପୂରା ଆନନ୍ଦ ବଜାର କିଣି ନେବ? ତମ ଭାଗ୍ୟ ଭଲ, ସେବାୟତମାନେ ତୁମ ଗାଲ ପାଟି ଫଟେଇ ନାହାନ୍ତି. ପକେଟରେ ଟଙ୍କା ଥିଲେ ଓ ଖର୍ଚ୍ଚ କଲେ, ସେବାୟତମାନେ ଆଦର କରିବେ.
Gvt should take authority of ananda bazzar...Please gvt regulate the price hike of Mahaprashad.
Otv nice job.rakhyasa basichi pati melei.😢
କିଛି action ନିଅନ୍ତୁ 😢
ଜଗନ୍ନାଥ ଙ୍କୁ ମାନେ କିନ୍ତୁ ଅଭଡ଼ା, ଆଉ ପ୍ରସାଦ କେବେ ଖାଏନି 😂 ଏତେ ନୁଙ୍ଗୁରା ସେ ଭୋଗ 😂 ଛି
ଅଭଡ଼ା ନୁହେଁ ଅବଢ଼ା ।
Thik katah
Aau nia Subhadra Jojana
Aau nia Magana chaula
Sabu Darr daam badhiba
ଓଡିଶା ଲୋକ ସବୁ ବାହାରୁ ହୋଟେଲ ରୁ କିଣି ଖାଅ କେହି ସେ ଅଭଡ଼ା ଖାଅନି କିଛି ଆବଶ୍ୟକ ନାହିଁ ସେ ଅଭଡ଼ା ଖାଇବାର
Rate should be fixed
ସତ କଥା ରେଟ କମ ହେବା ଦରକାର