Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଗାୟିକା ମହାଶୟ ଙ୍କୁ ମର କୁଟି କୁଟି ପ୍ରାଣମ 🙏🙏🙏🙏
ଆପଣଙ୍କ ର ପାଲା ପରିବେଷଣ ଅତ୍ୟନ୍ତ ସୁନ୍ଦର,
ବାସ୍ତବରେ ଉର୍ମିଳା ସାହୁ ସବୁଠାରୁ ଜ୍ଞାନୀ ଗାୟିକା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
ଅତି ସୁନ୍ଦର ଉପସ୍ଥାପନା, ବାଖ୍ୟା ବେଶ ହୃଦୟ ସ୍ପର୍ଶି, ଓଡ଼ିଆ ସାହିତ୍ୟ ର ମାନ ଲୋକ ଲୋଚନ କୁ ଆଣୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ତଥା ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ଖ୍ୟାତି ଅମର ରହୁ, ଜୟ ଶ୍ରୀ ହରି ❤
Bahuta.sundar.pala
X
ଅସୀମ ଜ୍ଞାନ ସୁନ୍ଦର ପାଲା ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୂଁ କିଂଚିତ ମାତ୍ର ଯେତେ ପ୍ରଶଂସା କଲେ ବି କମ ହେବ ଜୟ ଶ୍ରୀ କୃଷ୍ଣ 🙏🙏🙏
ଉର୍ମିଳା ଭଉଣୀ ଧନ୍ୟବାଦ ତମର ବିଶ୍ଲେଷଣ ପାଇଁ ❤
Ati sundha pala karuchhanti bhauni❤❤❤❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି ଆପଣ ଆପଣଙ୍କର ପରିବେଷଣ
🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻♂️🙏🕉️
ଅତି ସୁନ୍ଦର ପାଲା , ଭଗବାନ ତୁମର ମଙ୍ଗଳ କରନ୍ତୁ
ଉର୍ମିଳା ସାହୁ ଦିଦି ଯେତେ ପାଲା ଗାଇଛନ୍ତି ଅତି ସୁନ୍ଦର ଏବଂତାଙ୍କ କଣ୍ଠ ସ୍ବର ହୃଦୟସ୍ପର୍ଶୀ।ମୋତେ ବହୁତ ଭଲ ଲାଗେ । ଏମିତି ପରିବେଷଣ ଜାରି ରଖନ୍ତୁ ।
😢
Adhunika badhja palla
6g to 6FYIyjm..
Sudhir
ଅତି ସୁନ୍ଦର ପାଲା ପରିବେଷଣ ।
ବହୁତ ବଢିଆ ପାଲା ପରି ବେସନ କରୁ ଛନ୍ତି
ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବା କୁ ବହୁତ ପ୍ରୟାଶ କରିଛନ୍ତି। ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ।
ଗାୟିକା ମହାଶୟା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏.............
🎉
ବହୁତ ଭଲ ଲାଗିଲା ଆପଣଙ୍କ ପାଲା ଆପଣ ମାନଙ୍କ ପାଇଁ ଓଡ଼ିଆ ପାଲା ବଞ୍ଚି ରହିଛି 🙏🙏
ଉର୍ମିଳା ଦିଦି ଆପଣ ସମସ୍ତ ଙ୍କ ଠାରୁ ବଡ ଭଗବାନ ଆପଣ ଙ୍କୁ ମଙ୍ଗଳ କରନ୍ତୁ
Bahuta badhia
ଗାୟିକା ମହାଶୟା ପ୍ରକୃତରେ ମା ଶାରଳାଙ୍କ ବରଦାନ ପାଇଛନ୍ତି, ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ
Up
ବହୁତ ସୁନ୍ଦର ଆପଣଙ୍କ ପରୀ କେତେଜଣ ଗାୟକ ଗାୟିକା ପାଇଁ କଳିଯୁଗ ରହିଛି ଓ ହେଲେ କେବେଠାରୁ ଧ୍ଵଂସ ହେଇ ସାରନ୍ତାଣି ଆପଣଙ୍କ ପାଇଁ ଆମ ପରମ୍ପରା ବଞ୍ଚି ରହିଛି ଆଶା କରିଵି ଅଧିକ ରୁ ଅଧିକ ପାଲା ପରିବେଷଣ କରନ୍ତୁ ଆଉ ଏ ସମାଜ କୁ ଶିକ୍ଷଣୀୟ ବାର୍ତ୍ତା ଦିଅନ୍ତୁ ହୃଦୟ ରୁ ଧନ୍ୟବାଦ ଜୟ ଜଗନ୍ନାଥ
1:56
((
@pramoddash-2774 9tt14:27 😊😅😊and the one on my
Sabu bhagaban nka icha jaganath
@@pramoddash-2774❤
❤ବହୁତ ସୁନ୍ଦର ସଂସ୍କୁର୍ତ୍ତିକ ପାଲା 🙏
RADHE Krishna Krishna RADHE RADHE RADHE RADHE RADHE RADHE ❤❤❤❤❤
One of the best pala gayika🙏🙏🙏 ati sundar paribeshan. Koti koti pranam Madam 🙏🙏
ବହୁତ୍ ବହୁତ୍ ଧନ୍ୟବାଦ।ଯାହାହେଉ ।ମୁଁ ଆପଣଙ୍କ ବାପା ମା ଙ୍କୁ ପ୍ରଣାମ କରୁଛି ।ମା ଆପଣଙ୍କୁ ଆଶ୍ରିବାଦ୍ କରନ୍ତୁ ଏହାଠାରୁ ଆହୁରି ଭଲ ପାଲା କରନ୍ତୁ ।ବେଟି ଟିକେ ନିଜ ଫୋନ ନମ୍ବର ଟି ଦେଲେ ଖୁବ୍ ଭଲ ହୁଅନ୍ତା ।
ଉର୍ମିଳା ସାହୁ ତୁମକୁ ମୋ ହୃଦୟ ରୁ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଉପ କ୍ଷନା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
କଣ୍ଠରେ କାଗ୍ଦଦେବୀ l🌸🙏👍
ଭାରି ସୁନ୍ଦର ସ୍ଵର ଓ ସୁନ୍ଦର ଉପ୍ଥାପନା,ମନ ଛୁଆଁ ପାଲା
ଉର୍ମିଲା ଦିଦି ଆପଣଙ୍କର ପାଲା ଶୁଣିବା କୁ ବହୁତ ଭଲ ଲାଗେ । ଧଞବାଦ୍
👍👍👍
ଉର୍ମିଳା ସାହୁ ତମକୁ ମୋର ପ୍ରଣାମ 🙏🙏🙏🙏
Nice description of God's creation 🎉🎉❤
ପାଲାର ଅର୍ଥ କ'ଣ ଦୟାକରି କହନ୍ତୁ। Jay Jagannath 🙏🙏🙏🙏🙏🙏🙏🙏
ଉଚ୍ଚାରଣ ବହୁତ ସୁନ୍ଦର
ଜୟଜଗନାଥ
ଅତି ସୁନ୍ଦର, ସତରେ ନିଆରା । ମ୍ୟାଡମ ଙ୍କ ପାଲା ପରିବେଷଣ ସମାଜକୁ ସୁଶିକ୍ଷା ଦଉଛି ।
Oti sunder pala poribesan
ସୁନ୍ଦର ଉପସ୍ଥାପନା ଭଉଣୀ।
Gaika maa nku mora koti pranam bahut sundar pala suniki bahut bhala lagila🙏🏻🙏🏻🙏🏻🙏🏻
ଅତି ସୁନ୍ଦର ଉପ୍ଥାପନା, ଭଉଣୀଙ୍କର,ବହୁତ୍ ବହୁତ୍ ଧନ୍ୟବାଦ୍। ପାଲା ମାଧ୍ୟମରେ ଆପଣ ବହୁତ୍ ସାମାଜିକ ଶିକ୍ଷା ଦେଉଛନ୍ତି।ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ।ଜୟ ଜଗନ୍ନାଥ
Bahut sundar pala Dede 🙏💞
ଦିଦି ଆପଣ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏
ଅତି ସୁନ୍ଦର ପାଲା 😊
ଗୁଡ।ଗାୟିକା।ମହାଶୟ
ଉର୍ମିଳା ସାହୁ ପାଲା ଗାୟିକା ମହୋଦୟାଙ୍କୁ ଯୋଗାଯୋଗ ହୋଇ ପାରୁନାହିଁ--ଆମେ ଗଞ୍ଜାମ ଜିଲ୍ଲାର ବାଲିପଦରକୁ ନିମନ୍ତ୍ରଣ କରି ଆଣି ତାଙ୍କ ଠାରୁ ପାଲା ପରିବେଷଣ ଶୁଣିବାକୁ ଇଛା ପ୍ରକାଶ କରିଛୁ--ଦୟାକରି ଯୋଗାଯୋଗ ନମ୍ବର କିମ୍ବା ତାଙ୍କ ଦଳର ଠିକଣା ଜଣାଇଲେ ଆମେ ଖୁସିହେବୁ---🙏
ଏଇଟା.. ପାଲା ନୁହଁ ଆଜ୍ଞା ନୀତିଶିକ୍ଷା ଜଗନ୍ନାଥ ଆପଣଂକ କଣ୍ଠ ରେ ବସି କହୁଛନ୍ତି 🙏🙏🙏
🎉🎉🎉🎉bahut sundar🎉🎉🎉🎉🙏🏻🙏🏻🙏🏻
Very nice pala ❤️❤️❤️❤️❤️❤️❤️
ବହୁତ ବଢିଆ, ବହୁତ ବଢିଆ 👌
Dekhile atma shanti laguchi....❤🙏
Jay jagannath swami very very good didi aapnku jetebi pada sunuchhi sabu padar satantr bhal lage ❤❤❤❤
ଆପଣଙ୍କ ପାଲା ଉଚାରଣ ବହୁତ ସୁନ୍ଦର। ଯୋଗାଯୋଗ କିପରି କରାଯିବ।
Bhala paribesana
Excellent knowledge and extraordinary melodious voice
Bahut sundar paribeshan didi super 🌹
Bahut Sunder...... Jay Jagannath Mahaprabhu 🙏
ଗାଜକ ମହାଶୟ ବହୁତ ବଢିଆ ଧନ୍ୟବାଦ 🙏🙏🙏
Pranama didi
Koti koti naman maa.jay Jagannath saranam 🙏🙏🙏
ଜୟ ଜଗନ୍ନାଥ 🙏🙏🙏ଗାୟିକା ଉର୍ମିଳା ସାହୁଙ୍କ ପାଲା ଗାଇବା ଶୈଳି ଓ କହିବା ଶୈଳି ଏକ ନିଆରା, ଅତି ସୁନ୍ଦର୍ 💯💯💯💯💯💯💯💯💯💯💯💯💯💯💯💯
Urmila Bahuni tumaku koti koti pranam 🙏🙏🙏
ନମ୍ରତା ଶାନ୍ତ,ସରଳ ପାଲା ଗାୟକ ହେଉଛନ୍ତି ଉର୍ମିଳା ସାହୁ ଦି।ସମସ୍ତେ ଅନୁକରଣ କର ଆଉ ପାଲା କରନ୍ତୁ।ବହୁତ୍ ସୁନ୍ଦର୍ ଲାଗିଲା ମୋତେ❤❤❤❤❤
God.bless.urmilabhauni
Bahut sundar pala didi
ଭଲ ଲାଗିଲା
Jay Jagannath 💩🙏❤️🙏💐👍👍👍
❤..bahuta...Sundar....Pala....,mote...bhalla....lage
ଉର୍ମିଳା ମା ଶ୍ରୀ ଚୈତନ୍ୟ ଙ୍କ ଅବତାର
ସୁନ୍ଦର ପାଲା
ମେଡମ ପାଲା ଦ୍ୱାରା ସମାଜରେ କେଉଁ ପ୍ରଭାବ ପରିବାର ପ୍ରତି ଆସେ ଆଲୋଚନା କଲେ ଭଲ ଲାଗିବ 🙏🙏ଧନ୍ୟବାଦ
Jay jagannath.... ❤❤❤❤ touching
ଆପଣଙ୍କ କଣ୍ଟ କୁ ସ୍ବରସ୍ବତୀ ବିଜେ କରିଛନ୍ତି
ଭଲଶିଖିବାକୁମିଳିଲା ଭ ଉଣୀ
ବହୁତୁ ସୁନ୍ଦର ଲାଗୁଚି ❤️❤️
ପ୍ରଣାମ madam ❤❤❤❤
ଆଗମୀ ଦିନରେ ଅପନଙ୍କୁ ଆମ ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ରହିଲା।
Ati sundar paribesana❤❤❤❤❤
Radhe radhe Jay shree Krishna 🙏🙏🙏
Bahut sundar gayika, କୋଟି ପ୍ରଣାମ
Jay jagannath ❤❤❤❤
ଆପଣଙ୍କୁ ମୋର ଅଶେଷ ପ୍ରଣାମ ❤❤🎉🎉
Beautiful pala
ଆଲୋ ଦିଦି ତୁମେ ପାଲା ଗାଇବାକୁ ବହୁତ ଆଡ଼କୁ ଯାଉଛନ୍ତି ଏ ଭାଇ ପାଇଁ ଗୋଟିଏ ଭାଉଜ ଠିକ୍ କରି ପାରୁନାହାନ୍ତି କାହିଁକି, ସତରେ କ'ଣ ଧନ ନାହିଁ ବୋଲି ମଣିଷ କାହାକୁ ଆବଶ୍ୟକ ନାହିଁ କେବଳ ଟଙ୍କା କୋଠା ଚାକିରି ବେକାରୀ ଭିକାରୀ ଏ ସମସ୍ତଙ୍କୁ ଝିଅ ମିଳୁଛି ତୁ ଗୋଟେ ସ୍ତ୍ରୀ ଠିକ୍ କରି ପାରୁନୁ, କିନ୍ତୁ ପାଲା ଭଲ ହେଉଛି ଧନ୍ୟବାଦ 🌹🙏
ଅତି ସୁନ୍ଦର ଏବଂ ଉଚ୍ଚ କୋଟିର. ଧନ୍ୟବାଦ ମାଡାମ🙏
🎉best gayika urmila didi
Khub sunder ❤🎉😮
Ati sundar video 👏
ଅତି ସୁନ୍ଦର ପାଲା 🙏🙏🙏💐💐💐
ବହୁତ ସୁନ୍ଦର ହେଇଛି ❤❤
Radhe radhe deviji 🙏🙏♥️🙏🙏🙏
Bahut badhia shikhya amopain.
Urmila sahu is my favourite pala singer.god bless him and no 1 singer for me.jay Jagannath 🙏🙏🙏
Jagannath ତମକୁ ସେ ସୁସ୍ତ ରଖନ୍ତୁ
ଗାୟିକା ମହାଶୟା ସୁନ୍ଦର ଉପସ୍ଥାପନା ଆପଣଙ୍କୁ କୋଟି ପ୍ରଣାମ
Jay Jagannath 🙏Sundar paribesana ucha koti re gaika
Jay jaganatha ⭕‼️⭕🙏🙏God bless you 👌👌♥️♥️
Pala Bahuta bhala lagila didi 🙏🙏🙏
Good job, best of luck ❤❤
ଆପଣ ଙ୍କ ପାଲା ଅତି ସୁନ୍ଦର ସୁନ୍ଦର ଭାବରେ ପରି ବେଷଣ କରୁଛନ୍ତି ଆପଣ କୁ କୋଟି କୋଟି ପ୍ରଣାମ ଆପଣ ଙ୍କର ଯୋଗା ଯୋଗ ନଂବର ମିଳି ପାରିବ କି
Ati sudar
Gaika mahasaya knu koti koti pranam❤❤❤❤
Super ❤❤❤ Namaskar Mam
Beautiful pala❤
ଗାୟିକା ମହାଶୟ ଙ୍କୁ ମର କୁଟି କୁଟି ପ୍ରାଣମ 🙏🙏🙏🙏
ଆପଣଙ୍କ ର ପାଲା ପରିବେଷଣ ଅତ୍ୟନ୍ତ ସୁନ୍ଦର,
ବାସ୍ତବରେ ଉର୍ମିଳା ସାହୁ ସବୁଠାରୁ ଜ୍ଞାନୀ ଗାୟିକା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
ଅତି ସୁନ୍ଦର ଉପସ୍ଥାପନା, ବାଖ୍ୟା ବେଶ ହୃଦୟ ସ୍ପର୍ଶି, ଓଡ଼ିଆ ସାହିତ୍ୟ ର ମାନ ଲୋକ ଲୋଚନ କୁ ଆଣୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ତଥା ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ଖ୍ୟାତି ଅମର ରହୁ, ଜୟ ଶ୍ରୀ ହରି ❤
Bahuta.sundar.pala
X
ଅସୀମ ଜ୍ଞାନ ସୁନ୍ଦର ପାଲା ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୂଁ କିଂଚିତ ମାତ୍ର ଯେତେ ପ୍ରଶଂସା କଲେ ବି କମ ହେବ ଜୟ ଶ୍ରୀ କୃଷ୍ଣ 🙏🙏🙏
ଉର୍ମିଳା ଭଉଣୀ ଧନ୍ୟବାଦ ତମର ବିଶ୍ଲେଷଣ ପାଇଁ ❤
Ati sundha pala karuchhanti bhauni❤❤❤❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି ଆପଣ ଆପଣଙ୍କର ପରିବେଷଣ
🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻♂️🙏🕉️
ଅତି ସୁନ୍ଦର ପାଲା , ଭଗବାନ ତୁମର ମଙ୍ଗଳ କରନ୍ତୁ
ଉର୍ମିଳା ସାହୁ ଦିଦି ଯେତେ ପାଲା ଗାଇଛନ୍ତି ଅତି ସୁନ୍ଦର ଏବଂତାଙ୍କ କଣ୍ଠ ସ୍ବର ହୃଦୟସ୍ପର୍ଶୀ।ମୋତେ ବହୁତ ଭଲ ଲାଗେ । ଏମିତି ପରିବେଷଣ ଜାରି ରଖନ୍ତୁ ।
😢
Adhunika badhja palla
6g to 6FYIyjm..
Sudhir
ଅତି ସୁନ୍ଦର ପାଲା ପରିବେଷଣ ।
ବହୁତ ବଢିଆ ପାଲା ପରି ବେସନ କରୁ ଛନ୍ତି
ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବା କୁ ବହୁତ ପ୍ରୟାଶ କରିଛନ୍ତି। ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ।
ଗାୟିକା ମହାଶୟା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏.............
🎉
ବହୁତ ଭଲ ଲାଗିଲା ଆପଣଙ୍କ ପାଲା ଆପଣ ମାନଙ୍କ ପାଇଁ ଓଡ଼ିଆ ପାଲା ବଞ୍ଚି ରହିଛି 🙏🙏
ଉର୍ମିଳା ଦିଦି ଆପଣ ସମସ୍ତ ଙ୍କ ଠାରୁ ବଡ ଭଗବାନ ଆପଣ ଙ୍କୁ ମଙ୍ଗଳ କରନ୍ତୁ
Bahuta badhia
ଗାୟିକା ମହାଶୟା ପ୍ରକୃତରେ ମା ଶାରଳାଙ୍କ ବରଦାନ ପାଇଛନ୍ତି, ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ
Up
ବହୁତ ସୁନ୍ଦର ଆପଣଙ୍କ ପରୀ କେତେଜଣ ଗାୟକ ଗାୟିକା ପାଇଁ କଳିଯୁଗ ରହିଛି ଓ ହେଲେ କେବେଠାରୁ ଧ୍ଵଂସ ହେଇ ସାରନ୍ତାଣି ଆପଣଙ୍କ ପାଇଁ ଆମ ପରମ୍ପରା ବଞ୍ଚି ରହିଛି ଆଶା କରିଵି ଅଧିକ ରୁ ଅଧିକ ପାଲା ପରିବେଷଣ କରନ୍ତୁ ଆଉ ଏ ସମାଜ କୁ ଶିକ୍ଷଣୀୟ ବାର୍ତ୍ତା ଦିଅନ୍ତୁ ହୃଦୟ ରୁ ଧନ୍ୟବାଦ ଜୟ ଜଗନ୍ନାଥ
1:56
((
@pramoddash-2774 9tt
14:27 😊😅😊and the one on my
Sabu bhagaban nka icha jaganath
@@pramoddash-2774❤
❤ବହୁତ ସୁନ୍ଦର ସଂସ୍କୁର୍ତ୍ତିକ ପାଲା 🙏
RADHE Krishna Krishna RADHE RADHE RADHE RADHE RADHE RADHE ❤❤❤❤❤
One of the best pala gayika🙏🙏🙏 ati sundar paribeshan. Koti koti pranam Madam 🙏🙏
ବହୁତ୍ ବହୁତ୍ ଧନ୍ୟବାଦ।ଯାହାହେଉ ।ମୁଁ ଆପଣଙ୍କ ବାପା ମା ଙ୍କୁ ପ୍ରଣାମ କରୁଛି ।ମା ଆପଣଙ୍କୁ ଆଶ୍ରିବାଦ୍ କରନ୍ତୁ ଏହାଠାରୁ ଆହୁରି ଭଲ ପାଲା କରନ୍ତୁ ।ବେଟି ଟିକେ ନିଜ ଫୋନ ନମ୍ବର ଟି ଦେଲେ ଖୁବ୍ ଭଲ ହୁଅନ୍ତା ।
ଉର୍ମିଳା ସାହୁ ତୁମକୁ ମୋ ହୃଦୟ ରୁ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଉପ କ୍ଷନା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
କଣ୍ଠରେ କାଗ୍ଦଦେବୀ l🌸🙏👍
ଭାରି ସୁନ୍ଦର ସ୍ଵର ଓ ସୁନ୍ଦର ଉପ୍ଥାପନା,ମନ ଛୁଆଁ ପାଲା
ଉର୍ମିଲା ଦିଦି ଆପଣଙ୍କର ପାଲା ଶୁଣିବା କୁ ବହୁତ ଭଲ ଲାଗେ । ଧଞବାଦ୍
👍👍👍
ଉର୍ମିଳା ସାହୁ ତମକୁ ମୋର ପ୍ରଣାମ 🙏🙏🙏🙏
Nice description of God's creation 🎉🎉❤
ପାଲାର ଅର୍ଥ କ'ଣ ଦୟାକରି କହନ୍ତୁ। Jay Jagannath 🙏🙏🙏🙏🙏🙏🙏🙏
ଉଚ୍ଚାରଣ ବହୁତ ସୁନ୍ଦର
ଜୟଜଗନାଥ
ଅତି ସୁନ୍ଦର, ସତରେ ନିଆରା । ମ୍ୟାଡମ ଙ୍କ ପାଲା ପରିବେଷଣ ସମାଜକୁ ସୁଶିକ୍ଷା ଦଉଛି ।
Oti sunder pala poribesan
ସୁନ୍ଦର ଉପସ୍ଥାପନା ଭଉଣୀ।
Gaika maa nku mora koti pranam bahut sundar pala suniki bahut bhala lagila🙏🏻🙏🏻🙏🏻🙏🏻
ଅତି ସୁନ୍ଦର ଉପ୍ଥାପନା, ଭଉଣୀଙ୍କର,ବହୁତ୍ ବହୁତ୍ ଧନ୍ୟବାଦ୍। ପାଲା ମାଧ୍ୟମରେ ଆପଣ ବହୁତ୍ ସାମାଜିକ ଶିକ୍ଷା ଦେଉଛନ୍ତି।
ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ।
ଜୟ ଜଗନ୍ନାଥ
Bahut sundar pala Dede 🙏💞
ଦିଦି ଆପଣ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏
ଅତି ସୁନ୍ଦର ପାଲା 😊
ଗୁଡ।ଗାୟିକା।ମହାଶୟ
ଉର୍ମିଳା ସାହୁ ପାଲା ଗାୟିକା ମହୋଦୟାଙ୍କୁ ଯୋଗାଯୋଗ ହୋଇ ପାରୁନାହିଁ--
ଆମେ ଗଞ୍ଜାମ ଜିଲ୍ଲାର ବାଲିପଦରକୁ ନିମନ୍ତ୍ରଣ କରି ଆଣି ତାଙ୍କ ଠାରୁ ପାଲା ପରିବେଷଣ ଶୁଣିବାକୁ ଇଛା ପ୍ରକାଶ କରିଛୁ--
ଦୟାକରି ଯୋଗାଯୋଗ ନମ୍ବର କିମ୍ବା ତାଙ୍କ ଦଳର ଠିକଣା ଜଣାଇଲେ ଆମେ ଖୁସିହେବୁ---🙏
ଏଇଟା.. ପାଲା ନୁହଁ ଆଜ୍ଞା ନୀତିଶିକ୍ଷା ଜଗନ୍ନାଥ ଆପଣଂକ କଣ୍ଠ ରେ ବସି କହୁଛନ୍ତି 🙏🙏🙏
🎉🎉🎉🎉bahut sundar🎉🎉🎉🎉🙏🏻🙏🏻🙏🏻
Very nice pala ❤️❤️❤️❤️❤️❤️❤️
ବହୁତ ବଢିଆ, ବହୁତ ବଢିଆ 👌
Dekhile atma shanti laguchi....❤🙏
Jay jagannath swami very very good didi aapnku jetebi pada sunuchhi sabu padar satantr bhal lage ❤❤❤❤
ଆପଣଙ୍କ ପାଲା ଉଚାରଣ ବହୁତ ସୁନ୍ଦର। ଯୋଗାଯୋଗ କିପରି କରାଯିବ।
Bhala paribesana
Excellent knowledge and extraordinary melodious voice
Bahut sundar paribeshan didi super 🌹
Bahut Sunder...... Jay Jagannath Mahaprabhu 🙏
ଗାଜକ ମହାଶୟ ବହୁତ ବଢିଆ ଧନ୍ୟବାଦ 🙏🙏🙏
Pranama didi
Koti koti naman maa.jay Jagannath saranam 🙏🙏🙏
ଜୟ ଜଗନ୍ନାଥ 🙏🙏🙏ଗାୟିକା ଉର୍ମିଳା ସାହୁଙ୍କ ପାଲା ଗାଇବା ଶୈଳି ଓ କହିବା ଶୈଳି ଏକ ନିଆରା, ଅତି ସୁନ୍ଦର୍ 💯💯💯💯💯💯💯💯💯💯💯💯💯💯💯💯
Urmila Bahuni tumaku koti koti pranam 🙏🙏🙏
ନମ୍ରତା ଶାନ୍ତ,ସରଳ ପାଲା ଗାୟକ ହେଉଛନ୍ତି ଉର୍ମିଳା ସାହୁ ଦି।ସମସ୍ତେ ଅନୁକରଣ କର ଆଉ ପାଲା କରନ୍ତୁ।ବହୁତ୍ ସୁନ୍ଦର୍ ଲାଗିଲା ମୋତେ❤❤❤❤❤
God.bless.urmilabhauni
Bahut sundar pala didi
ଭଲ ଲାଗିଲା
Jay Jagannath 💩🙏❤️🙏💐👍👍👍
❤..bahuta...Sundar....Pala....,mote...bhalla....lage
ଉର୍ମିଳା ମା ଶ୍ରୀ ଚୈତନ୍ୟ ଙ୍କ ଅବତାର
ସୁନ୍ଦର ପାଲା
ମେଡମ ପାଲା ଦ୍ୱାରା ସମାଜରେ କେଉଁ ପ୍ରଭାବ ପରିବାର ପ୍ରତି ଆସେ ଆଲୋଚନା କଲେ ଭଲ ଲାଗିବ 🙏🙏ଧନ୍ୟବାଦ
Jay jagannath.... ❤❤❤❤ touching
ଆପଣଙ୍କ କଣ୍ଟ କୁ ସ୍ବରସ୍ବତୀ ବିଜେ କରିଛନ୍ତି
ଭଲଶିଖିବାକୁମିଳିଲା ଭ ଉଣୀ
ବହୁତୁ ସୁନ୍ଦର ଲାଗୁଚି ❤️❤️
ପ୍ରଣାମ madam ❤❤❤❤
ଆଗମୀ ଦିନରେ ଅପନଙ୍କୁ ଆମ ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ରହିଲା।
Ati sundar paribesana❤❤❤❤❤
Radhe radhe Jay shree Krishna 🙏🙏🙏
Bahut sundar gayika, କୋଟି ପ୍ରଣାମ
Jay jagannath ❤❤❤❤
ଆପଣଙ୍କୁ ମୋର ଅଶେଷ ପ୍ରଣାମ ❤❤🎉🎉
Beautiful pala
ଆଲୋ ଦିଦି ତୁମେ ପାଲା ଗାଇବାକୁ ବହୁତ ଆଡ଼କୁ ଯାଉଛନ୍ତି ଏ ଭାଇ ପାଇଁ ଗୋଟିଏ ଭାଉଜ ଠିକ୍ କରି ପାରୁନାହାନ୍ତି କାହିଁକି, ସତରେ କ'ଣ ଧନ ନାହିଁ ବୋଲି ମଣିଷ କାହାକୁ ଆବଶ୍ୟକ ନାହିଁ କେବଳ ଟଙ୍କା କୋଠା ଚାକିରି ବେକାରୀ ଭିକାରୀ ଏ ସମସ୍ତଙ୍କୁ ଝିଅ ମିଳୁଛି ତୁ ଗୋଟେ ସ୍ତ୍ରୀ ଠିକ୍ କରି ପାରୁନୁ, କିନ୍ତୁ ପାଲା ଭଲ ହେଉଛି ଧନ୍ୟବାଦ 🌹🙏
ଅତି ସୁନ୍ଦର ଏବଂ ଉଚ୍ଚ କୋଟିର. ଧନ୍ୟବାଦ ମାଡାମ🙏
🎉best gayika urmila didi
Khub sunder ❤🎉😮
Ati sundar video 👏
ଅତି ସୁନ୍ଦର ପାଲା 🙏🙏🙏💐💐💐
ବହୁତ ସୁନ୍ଦର ହେଇଛି ❤❤
Radhe radhe deviji 🙏🙏♥️🙏🙏🙏
Bahut badhia shikhya amopain.
Urmila sahu is my favourite pala singer.god bless him and no 1 singer for me.jay Jagannath 🙏🙏🙏
Jagannath ତମକୁ ସେ ସୁସ୍ତ ରଖନ୍ତୁ
ଗାୟିକା ମହାଶୟା ସୁନ୍ଦର ଉପସ୍ଥାପନା ଆପଣଙ୍କୁ କୋଟି ପ୍ରଣାମ
Jay Jagannath 🙏
Sundar paribesana ucha koti re gaika