Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବହୁତ ବହୁତ ଧନ୍ୟବାଦ ଆଜ୍ଞା ବାପା ମାଆ ଙ୍କ ବିଷୟରେ ସମାଜକୁ ବାର୍ତା ଦେଉଥିବାରୁ 🙏🙏🙏🙏🙏🙏🙏🙏🙏🙏
ଶୁଣିବାକୁ କଷ୍ଟ ହେଲେ ବି ନିରାଟ ସତ୍ୟ 🙏
ଏପରି ଗାୟକ ଆଉ ଜନ୍ମ ହେବେନି।ଜୟ ଜଗନ୍ନାଥ କୃଷ୍ଣ ଚନ୍ଦ୍ର ସାହୁ ଷଡ଼ଙ୍ଗୀ ଢେଙ୍କାନାଳ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
RV
ସୁନ୍ଦର ସୁନ୍ଦର ପରିବେଷଣ,, ଆପଣ ମାନଙ୍କ ଭଳି କଳାକାରଙ୍କୁ ଜଗନ୍ନାଥ ଙ୍କୁ ନିବେଦନ ନିରୋଗ, ଦୀର୍ଘାୟୁ କରନ୍ତୁ 🙏🌹🙏♥️
👌👌👌👌
Sir ଆପନଙ୍କୁ 💯💯💯 💯 ନମସ୍କାର ସାର୍ ଆପଣଙ୍କ number ଦିଅନ୍ତୁ
ଅତି ନିଷ୍ଠୁର ସତ୍ୟକୃଷ୍ଣ ଚନ୍ଦ୍ର ସାହୁ ଷଡ଼ଙ୍ଗୀ ଢେଙ୍କାନାଳ
ପାଲା ଶୁଣିଲେ ସିନ। ଏ ଜ୍ଞାନ ପାଇବେ . ନ ହେଲେ କଉଠୁ ପାଇବେ
ଗାୟକ ମହାଶୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ବହୁ ସୁନ୍ଦର ପାଲା ପରିବେଷଣ କରି ବାପା ମା ଙ୍କ ପ୍ରତି ସେବା ଏବଂ ଭଲ ପାଇବା ପ୍ରତି ଦୃଷ୍ଟି ଆକର୍ଷଣ କରି ଥିବା ରୁ 🎉❤❤❤❤❤❤❤❤❤🎉
ହୃଦୟରୁ ପ୍ରଣାମ 🙏🙏ବହୁତ ସୁନ୍ଦର
ଧନ ଥିଲାବେଳେ ମନନାହିଁ. ମନ ଥିଲାବେଳେ ଧନନାହିଁ
କେତେ ପ୍ରଶଂସା କରିବି ,,ଭାଷା ନାହିଁ ମୋ ମୁଖରେ,,,,ମୋ ଆୟୁଷ ଲାଗୁ ଆପଣ ଙ୍କୁ,,ଆହୁରି ଦିଗ୍ଦ ଦର୍ଶନ ଦିଅନ୍ତୁ
Bahut sundar byakhya paribesana karichhani gayaka sir.
Heart touching odia pala
ବାଃ କି ସୁନ୍ଦର କଥା ସବୁ ଭାଇ ଭଉଣୀ ଥରେ ଶୁଣନ୍ତୁ
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
👏Jay jagannath prabhuBahut sundar pala
Bahut sundar .Jaya Jagannath namaste 🙏
Ati sundar paribesana Piyush sir nka pala
ସମସ୍ତେ ବୁଝିବା ଦରକାର କିନ୍ତୁ ବହୁତ୍ ବଢ଼ିଆ ଲାଗିଲା
Very good very nice
Guru 🙏🙏🙏🙏🙏
Really heart touching...
ବହୁତ୍ ବହୁତ୍ ଧନ୍ୟବାଦ ବିଶ୍ଵନାଥ sir🙏🙏🙏
Bahut sundar pala
ମୂର୍ଖ ପୁଅଙ୍କର ଟିକେ ଦିବ୍ୟଜ୍ଞାନ ଉଦୟ ହୋଇଯିବ ବୋଲି ମୁଁ ଭାବୁଛି
ଲୋକଙ୍କୁ ସଚେତନ ର ବାର୍ତ୍ତା ଦେଉଥିବା ରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ sir ମୋବାଇଲ ନମ୍ବର ସେଣ୍ଡ କଲେ ଭଲହବ ହୁଏ ତ ଆମେ ବି ଆପଣଙ୍କୁ ଡାକି ପାରୁ
Jay Jagarnath Bahutasundar Pala
I salute you sir.your Pala gives social teaching in the society .
Dhanyabad Bhai amiti digdarsana deuthantu ajira kalusita samajaku.
Sir,You are the social reformer.💐💐🙏🙏
Bahuta bahuta danyabad bahuta bhala lagila
ପାଲା ଗାୟକ ମହାଶୟ ,ମୋ ସ୍ବାମୀ ସବୁବେଳ ବାପା ମା ଭଗବାନ ତାଙ୍କୁ ପୁଜା କର ବୋଲି କହନ୍ତି, କିନ୍ତୁ ମୋ ଶାଶୁ ସନ୍ତୁଷ୍ଟ ନୁହନ୍ତି।
Really heart touching
Gayak mahasaya apananku koti koti namaskar.
ଜୟଜଗନାଥ
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
ସମାଜ ଶିକ୍ଷ୍ୟା ❤
💯 right 👍👍👍
Bahutu sundara katha
Very very nice
ଗୁରୁ ବାକ୍ୟ ମନିବି ସର୍ବଦା,,,,,ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍ ଆଜ୍ଞା,, ନୂଆ ଶିକ୍ଷା ପାଇଲି,,,ଝିଅ କିପରି ହେବା ଦରକାର
Ati sundar 🙏🙏🙏🙏
ଆପଣ ଠିକ କହୁଛନ୍ତି ପାଲା ଅତି ସୁନ୍ଦର ଲାଗିଲା
ଶିକ୍ଷଣୀୟ ଉପସ୍ଥାପନା 🙏🙏🙏
Dhanyabad sir
ସମାଜକୁ ଉତ୍ତମ ମାର୍ଗଦର୍ଶକ ଉଦ୍ଦେଶ୍ୟରେ ଏହିଭଳି ପାଲା ମାଧ୍ୟମରେ ପରିବେଷଣ ପାଇଁ ଶୁଭେଛା।ଜଗନ୍ନାଥ ସ୍ଵାମୀ ଆପଣଂକ ମଙ୍ଗଳ କରିବା ସହିତ ଦୀର୍ଘାୟୁ କାମନା କରୁଛି।ଜୟ ଜଗନ୍ନାଥ
Apanaku Mora koti koti pranam apanaka paladekhi Mora akhiru luha bahari asuchi😂😂😂
ବହୁତ୍ ଭଲ ଲାଗିଲା ହେଲେ ଆଜି କାଲି କେହି ବି ଜାଣିବେନି
Sir 🙏🙏🙏🙏🙏
bahut sundar bislesana❤🎉🎉 🙏
Bahut badhia katha kahichhanti apana 🙏🙏🙏
ବହୁତ୍ ସୁନ୍ଦର
Jay shree Ram Jay sita Ram 🌄🥥🥥🥥🙏🙏🙏🧎
Good
Very nice sir
ଏଠି ପୁଅର ବାପା ମା କଥା କହିଲ ଗୁଟେ ଝିଅ ର ବାପା ମା କଥା କୁହନ୍ତୁ କଣ ତାଙ୍କର କିଛି ଲେଖା ହେଇନି ପୁରାଣ ରେ😢😢😢😢😢
Right bhauni😢
ଠିକ୍ କଥା କହିଲେ ସାର❤❤❤
Sir right katha
Bahut vala sikhaaya
ବହୁତ ସୁନ୍ଦର ଶିକ୍ଷଣୀୟ କଥା
Live TV Live 🙏 Guru ji 🙏
Gita aemiti hoichhi akhiru luha palei asuchhi sundar gita bhai aemiti sabu gau thaooooo
Thik katha mu pala dekhibaku bahuta vala paye.....ajira duniyare ghatuthiba nichaka satya ghatana kahile guruji❤
ବାସ୍ତବିକ ସତ୍ୟ
ବହୁତ ସୁନ୍ଦର ସାର୍
Sir bahut sundar
Bahut sundar kathati 🙏
Thanks for you
Bahuta sundar Katha
ବହୁତ ସୁନ୍ଦର 🙏🏽
🙏🙏🙏jay jaganath 🌿mu kintu semiti bhou nuhe🌿🙏🙏🙏🙏🙏🙏
Right sir
ସାମୀ ସ୍ତ୍ରୀ ପାଇଁ କଣ କରିବା କଥା କୁହନ୍ତୁ।
You are really right sir 🙏🙏
Very nice
🙏🙏🙏niratsatya ate
🎉🎉🎉🎉🙏🙏🙏🙏🙏🙏
❤ru🙏sir jibana re banchiba pain nijaku dharjayaseela hebapain khuba sikhaniya.
Nirata satya❤❤❤
Bahut sundar
Jay jagannath
Bdhiaa
Ati sundar ❤katha
ଧନ୍ୟବାଦ
Vary nice ❤❤❤
Sir Bahuta Dhanyabad
Bahut Sundar 🙏🙏🙏🙏🙏🙏
ଏମିତି କହିଲେ ଚଳିବନି ଶ୍ଳୋକ କୁହନ୍ତୁ
Hrudaya ku chhuithiba katha sabu🙏
Jay Krishna
🙏🙏🙏
Right katha jay shree Jagannath 🙏🙏🙏♥️♥️♥️🌷🌷🌷
Nai sir jadi sasura bapa hebe tahele bohu bi nischaya jhia pari seba karibe
Jyoti photography 🙏🏻👌🏻 god bless you thkurabapa jeumane sunuchhanti ki chhi kamare lagantu please
🙏🙏🙏🌹🌹🌹💐
Jay Jagannath Jay odisha 🎉🎉🎉🎉❤
❤❤❤
Ehi sansare mo maa pari au kie haba
Bhai 🙏🏼🙏🏼🙏🏼🙏🏼🙏🏼, nirat satya katha, hele sunila pare kete loka badalibe kejani ?
🙏🙏🙏🙏🙏
Akhire luha anidela really appreciate
ବହୁତ ବହୁତ ଧନ୍ୟବାଦ ଆଜ୍ଞା ବାପା ମାଆ ଙ୍କ ବିଷୟରେ ସମାଜକୁ ବାର୍ତା ଦେଉଥିବାରୁ 🙏🙏🙏🙏🙏🙏🙏🙏🙏🙏
ଶୁଣିବାକୁ କଷ୍ଟ ହେଲେ ବି ନିରାଟ ସତ୍ୟ 🙏
ଏପରି ଗାୟକ ଆଉ ଜନ୍ମ ହେବେନି।
ଜୟ ଜଗନ୍ନାଥ
କୃଷ୍ଣ ଚନ୍ଦ୍ର ସାହୁ ଷଡ଼ଙ୍ଗୀ ଢେଙ୍କାନାଳ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
RV
ସୁନ୍ଦର ସୁନ୍ଦର ପରିବେଷଣ,, ଆପଣ ମାନଙ୍କ ଭଳି କଳାକାରଙ୍କୁ ଜଗନ୍ନାଥ ଙ୍କୁ ନିବେଦନ ନିରୋଗ, ଦୀର୍ଘାୟୁ କରନ୍ତୁ 🙏🌹🙏♥️
👌👌👌👌
Sir ଆପନଙ୍କୁ 💯💯💯 💯 ନମସ୍କାର ସାର୍ ଆପଣଙ୍କ number ଦିଅନ୍ତୁ
ଅତି ନିଷ୍ଠୁର ସତ୍ୟ
କୃଷ୍ଣ ଚନ୍ଦ୍ର ସାହୁ ଷଡ଼ଙ୍ଗୀ ଢେଙ୍କାନାଳ
ପାଲା ଶୁଣିଲେ ସିନ। ଏ ଜ୍ଞାନ ପାଇବେ . ନ ହେଲେ କଉଠୁ ପାଇବେ
ଗାୟକ ମହାଶୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ବହୁ ସୁନ୍ଦର ପାଲା ପରିବେଷଣ କରି ବାପା ମା ଙ୍କ ପ୍ରତି ସେବା ଏବଂ ଭଲ ପାଇବା ପ୍ରତି ଦୃଷ୍ଟି ଆକର୍ଷଣ କରି ଥିବା ରୁ 🎉❤❤❤❤❤❤❤❤❤🎉
ହୃଦୟରୁ ପ୍ରଣାମ 🙏🙏
ବହୁତ ସୁନ୍ଦର
ଧନ ଥିଲାବେଳେ ମନନାହିଁ. ମନ ଥିଲାବେଳେ ଧନନାହିଁ
କେତେ ପ୍ରଶଂସା କରିବି ,,ଭାଷା ନାହିଁ ମୋ ମୁଖରେ,,,,ମୋ ଆୟୁଷ ଲାଗୁ ଆପଣ ଙ୍କୁ,,ଆହୁରି ଦିଗ୍ଦ ଦର୍ଶନ ଦିଅନ୍ତୁ
Bahut sundar byakhya paribesana karichhani gayaka sir.
Heart touching odia pala
ବାଃ କି ସୁନ୍ଦର କଥା ସବୁ ଭାଇ ଭଉଣୀ ଥରେ ଶୁଣନ୍ତୁ
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
👏Jay jagannath prabhu
Bahut sundar pala
Bahut sundar .Jaya Jagannath namaste 🙏
Ati sundar paribesana Piyush sir nka pala
ସମସ୍ତେ ବୁଝିବା ଦରକାର କିନ୍ତୁ
ବହୁତ୍ ବଢ଼ିଆ ଲାଗିଲା
Very good very nice
Guru 🙏🙏🙏🙏🙏
Really heart touching...
ବହୁତ୍ ବହୁତ୍ ଧନ୍ୟବାଦ ବିଶ୍ଵନାଥ sir🙏🙏🙏
Bahut sundar pala
ମୂର୍ଖ ପୁଅଙ୍କର ଟିକେ ଦିବ୍ୟଜ୍ଞାନ ଉଦୟ ହୋଇଯିବ ବୋଲି ମୁଁ ଭାବୁଛି
ଲୋକଙ୍କୁ ସଚେତନ ର ବାର୍ତ୍ତା ଦେଉଥିବା ରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ sir ମୋବାଇଲ ନମ୍ବର ସେଣ୍ଡ କଲେ ଭଲହବ ହୁଏ ତ ଆମେ ବି ଆପଣଙ୍କୁ ଡାକି ପାରୁ
Jay Jagarnath Bahutasundar Pala
I salute you sir.your Pala gives social teaching in the society .
Dhanyabad Bhai amiti digdarsana deuthantu ajira kalusita samajaku.
Sir,You are the social reformer.💐💐🙏🙏
Bahuta bahuta danyabad bahuta bhala lagila
ପାଲା ଗାୟକ ମହାଶୟ ,ମୋ ସ୍ବାମୀ ସବୁବେଳ ବାପା ମା ଭଗବାନ ତାଙ୍କୁ ପୁଜା କର ବୋଲି କହନ୍ତି, କିନ୍ତୁ ମୋ ଶାଶୁ ସନ୍ତୁଷ୍ଟ ନୁହନ୍ତି।
Really heart touching
Gayak mahasaya apananku koti koti namaskar.
ଜୟଜଗନାଥ
ଜୟ ଜଗନ୍ନାଥ
🙏🙏🙏🙏🙏🙏🙏
ସମାଜ ଶିକ୍ଷ୍ୟା ❤
💯 right 👍👍👍
Bahutu sundara katha
Very very nice
ଗୁରୁ ବାକ୍ୟ ମନିବି ସର୍ବଦା,,,,,ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍ ଆଜ୍ଞା,, ନୂଆ ଶିକ୍ଷା ପାଇଲି,,,ଝିଅ କିପରି ହେବା ଦରକାର
Ati sundar 🙏🙏🙏🙏
ଆପଣ ଠିକ କହୁଛନ୍ତି ପାଲା ଅତି ସୁନ୍ଦର ଲାଗିଲା
ଶିକ୍ଷଣୀୟ ଉପସ୍ଥାପନା 🙏🙏🙏
Dhanyabad sir
ସମାଜକୁ ଉତ୍ତମ ମାର୍ଗଦର୍ଶକ ଉଦ୍ଦେଶ୍ୟରେ ଏହିଭଳି ପାଲା ମାଧ୍ୟମରେ ପରିବେଷଣ ପାଇଁ ଶୁଭେଛା।
ଜଗନ୍ନାଥ ସ୍ଵାମୀ ଆପଣଂକ ମଙ୍ଗଳ କରିବା ସହିତ ଦୀର୍ଘାୟୁ କାମନା କରୁଛି।