Nature & Life | ଗଙ୍ଗଶିଉଳି ଗଛର ବିଭିନ୍ନ ଅଂଶକୁ ବ୍ୟବହାର କରି ନିରୋଗ ରହିବା ପାଇଁ ଆପଣାନ୍ତୁ ଆମର ଏହି ଘରୋଇ ଉପାୟ
Вставка
- Опубліковано 20 вер 2024
- SUBSCRIBE to #MBCTV Here: goo.gl/5WRw7I
Follow MBC TV on Social Media:
Facebook: / mbcodisha
Twitter: / mbctvodisha
Instagram: / mbctv_odisha
For More News and Videos Visit Here:
www.mbctv.co.in/
ପ୍ରକୃତି ର ବରଦାନ ହେଇଚି ଏହି ସବୁ ଔଷଧ ବୃକ୍ଷ । ମାନବ ସମାଜ ଏହି ସବୁ ର ପ୍ରୟୋଗ କରିବା ନିହାତି ଆବଶ୍ୟକ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Radhe Radhe 🙌
@@Radharanidasirinu ରାଧେ☘️🚩 ରାଧେ 🚩☘️🌴🌱
Very much interesting as well as educative..
ଉତ୍ତମ ମୁଁ ମଧ୍ୟ ସର୍ବଦା ଏହାକୁ ବ୍ୟବହାର କରେ
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
ମୁଣ୍ଡ ର ବାଳ ପାଚୁଛି କଣ କଲେ ଛାଡିବା medicen
ଅତ୍ୟୁପାଦେୟ 👌
Thanks 😊🙏😊🙏😊🙏
Jay jagannath swami
Hare Krishna hare Krishna 🤗🤗🙏🙏🙏
Thanks for Good Information
🌅 ସୁନ୍ଦର ଅତି ସୁନ୍ଦର 🧘🧘🧘
Jay jagannath
ସୁପର ହିଟ୍
ଗଙ୍ଗ ଶିୟୁଳି ପତ୍ରକୁ ସିଝାଇ ତାର ରସକୁ ଆମେ କେତେ ଦିନ ପର୍ଯ୍ୟନ୍ତ ରଖି ପିଇ ପାରିବା ମାଡାମ୍ ଉତ୍ତର ଦେବେ ଜୟ ଜଗନ୍ନାଥ 💐💐
Good suggestion for the Health.Thank u sir Namaste
🙏useful medicine in fever
Nice information mam very Good. 👍
Thank you so much dide 🙏🙏🙏🙏🙏🙏
Nice information
God bless you
Kebal mati patraere
Thanks video karithibaru
thanks man for ayurvedic information
JAY SHREE RADHE KRISHNA
Jay Jagannath🌹
👌👌
Ok.very good
Right answer.tasted it.
ଜଗଂଲ ପାହାଡ ପର୍ବତ ଅାଦି ଅଂଚଳରେ ଦେଥାଯାଏ । ଏହା ଏକ ଜଗଂଲ ବୃକ୍ୟୟ ଗଛଅଟେ ।
Ama ghara bagichare re achhi
ମୁଁ ଆଜି ଯଦି ବଞ୍ଚିଥାଏ, ତେବେ ଗଙ୍ଗଶିଉଳି ପତ୍ର ପାଇଁ ବଞ୍ଚିଛି । ଦିନ ଥିଲା ମୋତେ ୧/୨ ମାସ ସମୟ ଅନ୍ତରରେ ଜ୍ଵର ଆସୁଥିଲା । ମୁଁ କିଛି ଦିନ ଏହାକୁ ଗୋଲ ମରିଚ ସହିତ ଖାଲି ପେଟରେ ସକାଳୁ କିଛିଦିନ ଖାଇଲି, ମୁଁ ସୁସ୍ଥ ହୋଇ ଗଲି । ସୁନ୍ଦର ସୂଚନା ପାଇଁ Mam ଙ୍କୁ ବହୁତ ଧନ୍ୟବାଦ।
Very good medicine. Thanks .
Akerkara benifit
ଗଙ୍ଗ ଶିୟୁଳି=ଜଙ୍ଗଲିଆ ଗଛ ଶିଙ୍ଗରା ହାର ଗଛକି?ଆମେ ଜାଣିପାରୁ ନାହୁଁ
Han
Tq so much mam
Thank you Mem
Very good 👍
Very nice video
Save tree and safe life
ଭିଡ଼ିଓ ଟି ରେ visual ଓ music ଅଧିକ ଓ information କମ l
Very nice
Right👏👏👏
ଆମେ ସବୁେବେଲେ ପିଇ ଥାଉ ଭଲ କାମ କରେ
❤️❤️❤️❤️❤️❤️👍
Thanks a lot
Nice mam
I will try
🙏🙏🙏🙏🌹💐🥀🌼
ସବୁ ସତ କଥା କହିଲ ଯେ,
୧- ମୁଁ ବୁଝି ପାରୁନାହିଁ ସକାଳ କେତେ ସମୟରୁ କେତେ ସମୟ ମଧ୍ୟରେ ସେବନ କଲେ ଦେହପାଇଁ ଉପକାର ?
୨-କେତେ ପରିମାଣରେ ସେବନ ଶରୀରର ହିତକାରକ ?
୩-କେତେ ଦିନ ପର୍ଯ୍ୟନ୍ତ ସେବନ କରିବେ ତାହା କହିବେ କି ?
ମନ ଇଛା ଯେତେବଳେ ସେବନ କଲେ ତାହା କିଛି କାମ କରେ ନାହିଁ ।🇳🇪🇳🇪🇳🇪🤔🤔
Yes bro you are genues man in tha world ❤❤❤😊❤❤❤
@@Swadhinmurmu15❤❤❤
Love you yaar bro
@@Swadhinmurmu15 thank you
Good information.
Odabhhajañ
Nice medicine
👌🏾
Super
We always use this medication in any type of fever in our family
Oksir
Thanks 😊 🙏
True. I have experienced
Tq mam
I'm using this leaves since 4 months but no benefit getting.
Nice video
2005 ରୁ 2008 ତିନି ବର୍ଷ ପର୍ଯ୍ୟନ୍ତ ପ୍ରାୟ ମ୍ୟାଲେରିଆ ପୀଡିତ ରହୁଥିଲି,2008 ମସିହାରେ ମୋତେ କେହିଜଣେ ଗଙ୍ଗଶିଉଳି ପତ୍ର ର ରସ ସେବନ କରିବାକୁ କହିଲେ ଆଉ ତାହା ମୁଁ କେବଳ 7 ଦିନ ହିଁ ସେବନ କରିଥିଲି,ଆଉ ତାହା ପରଠାରୁ ମୁଁ କେବେ ଆଉ ମ୍ୟାଲେରିଆ ରେ ଆକ୍ରାନ୍ତ ହୋଇନି ।
ଗଙ୍ଗଶିଉଳୀ ସହିତ ଆଉ କଣ ମିଶାଇବାକୁ ପଡିବ କି?
ଦିନକୁ କେତେ ଗ୍ରାମ ଏବଂ କେମିତି ଖାଇବାକୁ ପଡିବ।
@@ramachandrajena1059 Pratyak din aaku Khaibara abasyakata na thae... Kebala bhisana jwara, Typhoid, maleria, tatha anyana bhutanu janaita roga re pidita hele hin aaku seban Kariba Uchit... besi Kichi misaiba darkar nahi...mu ta semiti bati ki pi die..... bahut badhia kama kari thae.
Moro b same situation bhai
@@ramachandrajena1059 honey misantu
0
Satare ehasats ate
Good
Thanks
Thank you so much 🙏
True
👍 very nice
Keep it up lonyyy
ଏହା ପ୍ରକୃତ ବାସ୍ତବ ନିରାଟ ଅପ୍ରିୟ ସତ୍ୟ ଗଙ୍ଗ ସିୟୁଳି ପତ୍ର ଅନେକ ପ୍ରକାରର ଜରକୁ ଭଲ କରେ ମୁଁ ମଧ୍ୟ ସୁସ୍ତ ହୋଇଛି ମୁଁ ମଧ୍ୟ୍ୟ ହଳଦୀ ଗୁଣ୍ଡ ଉଷୁମ ପାଣି ପ୍ରତ୍ୟେକ ଦିନ ସେବନ କରୁଛି ସବୁଦିନ ସକାଳୁ ଦିନକୁ ଥରେ ଅନେକ ସୁସ୍ଥ ଲାଗୁଛି ଓ ଗ୍ୟାସ ରୋଗରୁ ମଧ୍ୟ୍ୟ ମୁକ୍ତି ପାଇଚି ମୋର ଭୟଙ୍କର ଗ୍ୟାସ ହେଉଥିଲା ମୋର ହଳଦିରୁ ମୁକ୍ତି ପାଇଛି ମୁଁ ଭୁକ୍ତଭୋଗି ଓ ଅନୁଭବି ଅନୁଭୂତି ମଧ୍ୟ୍ୟ ପାଇଛି ଏହା ପ୍ରକୃତ ବାସ୍ତବ ନିରାଟ ସତ୍ୟ କଥା
Kipari gyas heauthila Bhai
Mate barambar dakar aasuchhi
Haldi Pani piele bhal heba ki gyas
Ok
Tq
Jaha, kahuchantithik
Daily seban kale kana kharap ki pranam 🙏🏼
Good information mem 🙏🙏
Kete dina sebana karibaku padiba?
Hu
Madam Ganga siulira any nama kana .
Sister sukanti mu apankar reply bujhi parili nahee.Matee Asthma pai medicine darkar.
Madam 11 masara sisuku deihaba ki nai?
Miyleriaa
Ahaako Ketedina Parjyanta Beyabahara Karibaku Heba
Fever hele what Patra sijhai pile bhal heijae
Please typhoid pain kichi upachar kuhantu 🙏🙏🙏🙏🙏🙏🙏
Bhai tomora typhoid thik helaa kii
@@somr863 Mora typhoid kebe hei nathila
@@jyotiranjan8642 ta typhoid paain upachar pocharu thila
Let me know kindly how to use for Asthma this leafe?
Jemiti jwara pain semiti
Thank you
mu Bahu thire bebahara kare bahutu bhala
ଶ୍ଵାସରେ କେମିତି ବେଭାର ହବ
Basab by
Dhanyabad🙏🙏🙏
🙏🙏🙏
Kete matra re peiba dinaku?
Does ?
ଏଥର ମୁଁ ବି ଜାଣି ଲି
MO
Covid ନହେବା ପାଇଁ ଆମେ ପ୍ରାୟ ଏକ ବର୍ଷ ହେଲା ବେବହାର କରୁଛୁ ।
thank
Typed jara comuni mu babahar karithili Kali jara kamila
શું
Right
Jnuaniya bacho kanti dekha jae
ମୋର ମାନେଅଛି ମୋ ଜେଜେ ବାପା କହିଥିଲେ
Hii
🥀💐🌹🙏🙏🙏
kitni kharp hechhi kahenchhan?
Re h to wérrttth-
I.......
👍🙏🙏🙏
Bharisundarlagilamate
ଏହାର ବ୍ୟବହାର ଆମେ ଏବେବି କରୁ ।