Bhai mora stone heithilaa operation sucessful bhi hela mate dr kahithile paani 3 to 4 litre pibaaku ebe gote years pare se hospital ku relative ku neiki jaaichi checkup karibaaku dr dekhiki pachaarile bhala achha ta mu kahili han sir se mate kahuchanti sufficient paani piuthiba sabubele....aau ebe a Dr kahuchanti paani adhika pile kidney kharap maaghiaa kai baandaku aau banchibu aame paani jadi adhika pike kidney kharap taahale mada pibaa chaala aau kan karibaa kuha bhai 😂😂😂😂
As in sickle cell case RBC turn into sickle shape. So it will act as hindrance for blood flow. If we drink more water then it will liquify blood more. Hence blood flow smoothly in blood vessels. That's the reason
ଖରା ଦିନ ରେ କମ୍ ପାଣି ପିଇଲେ ପରିସ୍ରା ଜଳାପଡା ହବ
ଏ ଭାଇ ମଣିଷ କଣ କରିବ କୁହ 😮
ଜଣେ ଡକ୍ଟର କହୁଛନ୍ତି ପାଣି ଅଧିକ ପିଅ ଆଉ ଜଣେ କହୁଛନ୍ତି ପାଣି ଅଧିକ ପିଇଲେ କିଡନି ଖରାପ ହେବ ।
Bhai mora stone heithilaa operation sucessful bhi hela mate dr kahithile paani 3 to 4 litre pibaaku ebe gote years pare se hospital ku relative ku neiki jaaichi checkup karibaaku dr dekhiki pachaarile bhala achha ta mu kahili han sir se mate kahuchanti sufficient paani piuthiba sabubele....aau ebe a Dr kahuchanti paani adhika pile kidney kharap maaghiaa kai baandaku aau banchibu aame paani jadi adhika pike kidney kharap taahale mada pibaa chaala aau kan karibaa kuha bhai 😂😂😂😂
😂😂😂@@NormalDev99
@@NormalDev99😂😂😂😂😂😂
Sethi pain mote raga lage mg mananku
Kaha katha suna nahi kidney water ration follow Kara
1 day water intake= total body weight/20
ଆମେ ପ୍ରଥମରୁ ଜାଣିଛୁ ଜଣେ ମନୁଷ୍ୟ 3 ରୁ 4 ଲିଟର ପିଇବା ଆବଶ୍ୟକ
Correct
କେମିତି କେମିତି ଡକ୍ଟର ହୋ ତୁମେ କିଏ କହୁଛି ଅଧିକ ପାଣି କିଏ ପୁଣି କମ୍
👍🏾
ମୂଲ୍ୟବାନ ତଥ୍ୟ ଦେଇ ସ୍ବାସ୍ଥ୍ୟ ପାଇଁ ସଚେତନ କରିଥିବାରୁ ବହୁତ ଧନ୍ୟବାଦ୍ ଜଣାଉଛୁ
ପ୍ରାୟ ସବୁ କଥାରେ ଅଧେ ଡାକ୍ତର ଯାହା କହନ୍ତି ଅଧେ ତାର ଓଲଟା କହନ୍ତି।ଆମେ କୋଉ କଥା ମାନିବୁ ଜାଣିଵା ମୁସ୍କିଲ।
Exactly
ଅପ୍ରିୟ ସତ କଥା କହିଲେ
ଠିକ୍ ସାର ପ୍ରକୃତରେ।
କୁହାଯାଏ ବହୁତ ପାଣି ପିଇବ।।ପାଣି ଯେତେ ପିଇବା ସେତେ ଭଲ।।
Seta myth...... Jauta v atya dhik kale seta kharap..
Ajithu 15 litter piantu apana
Everything excess is Bad. Taking lots of Alloapathy medicine also bad for Liver and Kidney.
Right....
E sala ku pita
ହଳଦିଆ ହେଲେ ପରିସ୍ରା ଭଲ ଆଉ ସଫା ହେଲେ ଖରାପ କେଉ ବହିରେ ଲେଖା ହୋଇ ଛି କେଜାଣି
ବହୁତ ସୁନ୍ଦର୍ ଭିଡିଓ ସାର ଆପଣଙ୍କୁ ଧନ୍ୟବାଦ 🙏🙏
ପରାମର୍ଶ ପାଇଁ ଧନ୍ୟବାଦ , Sir
ଏଇ ଡାକ୍ତର ଟା ଠିକ୍ ଭାବରେ ପାଠ ପଢି ନ ଥିବ। ହଉ ଠିକ୍ ଅଛି ପାଣି ପିଇବା ବନ୍ଦ୍ କରି ଦେବି। ତାରି ବଦଳରେ ମଦ ପିଇଦେବି।😂😂😂😂😂
Right bhai😅😅
😂 sahi bat hai bhai edhr ye mat khao vo mat khao ....arree yar khaye toh ky khae ... Tqsm for good information but water is necessary sir
Gold medalist re Ei Dr, AMRI hospital re , urologist Dr
ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କୁ ଧନ୍ୟବାଦ
ବହୁତ ଭଲ ଲାଗିଲା
ଅଧିକ ପାଣି ପିଇବା ଖରାପ ନୁହେଁ ଅଧିକ ଡାକ୍ତର କଥା ଶୁଣିବା ଖରାପ।
Thik kotha
Thikk thikk
Right
ଡକ୍ଟର ତାଙ୍କ ମତାମତ ଠିକ୍ ରଖିଛନ୍ତି
୧୦ ଲିଟର ପାଣି ପିଇଲେ kidney ପାଇଁ extra work rahiba ।୨-୨. ୫ଲିଟର ପାଣି ପିଇବା ଠିକ୍। ଖରା ରେ କାମ କରୁଥିବା ଲୋକ ଅଧିକା ପାଣି pieba। Ac ତଳେ କାମ କରୁଥିବା ଲୋକ କମ୍ ପାଣି pieba
Good Advice Doctor sir
ବହୁତ୍ ବଢିଆ, ଧନ୍ୟବାଦ ଡାକ୍ତର ପ୍ରଧାନ
ଏ ସଳା ଲୋକଙ୍କ ମୁଣ୍ଡ ଖରାପ ହୋଇଗଲା ଯାହାକୁ ଯାହା ମନ ହେଲା ତାହା ଆସିକି କହିଲେ, କିନ୍ତୁ ମୁଁ ଯେତିକି ଚାହିଁବି ସେତିକି ପାଣି ପିଇବି
Thanks for th advice
ଆମ body ହଉଚି ଆମ ପାଇଁ ମେଡ଼ିସିନ୍ ଶୋସ ଲଗିଲେ ପାଣି ପିଇବା ଦରକାର୍ । ଜବରଦସ୍ତି ପାଣି ପିଇବା ଠିକ୍ ନୁହ ।
Right kahila bhai jadi ama body ku pani darkar taha ama ku Sosa madhyama re janapadiba o ame pani piba seita hi thik
Excellent sir ❤❤❤
Kidney ଖରାପ ହେବାର କାରଣ ଡାକ୍ତର ଅଯଥା medicine ଯଥା psntopazol ,painkiller ଇତ୍ୟାଦି।
Thank you Dr. Pradhan
ଆଜି କା ଦିନରେ Dactar ଆଉ Dactar ହେଇକି ନାହିଁ -----------------/🙏🙏🙏🙏🙏🙏🙏🙏🙏🙏🙏
Very informative video. 👏
Valuable tips sir 👏🏼❤️God bless you always yourself ❤️
Juhar sir bahut badia ❤❤❤❤❤
Thanks sir 🙏🙏🙏🙏🙏
Bilkul dhanyavaad Aapan Bahut Bada, dr
Thanks Sir ❤❤❤❤
ସୁପର୍
VV good doctor.
Thank you sir for your good advice🙏
Om Shanti sir ji aapko बहुत-बहुत dhanyvad Om Shanti
Thank you sir for your precious talk
Manny many thanx sir
Excellent sir
Thanks sir
ତାହେଲେ କଣ ପାଣି ମାପିକି ପିଇବା ନା କଣ
ପୁରା ସତ କଥା ❤
Pranam sir 💐🌹👏🙏🏻
ଡାକ୍ତର ମାନେ କହୁଛନ୍ତି ପାଣି ଅଧିକା ପିଇବା ପାଇଁ
ଖରାଦିନେ ମାଟି ମାଠିଆ ପାଣି ପିଇବା ଠିକ୍
👌
Many Many Thanks sir.
0:18 World kidney ଦିବସ!!! 😮
1. World Kidney Day
2. ବିଶ୍ଵ ବୃକକ ଦିବସ
Nice vedio 👌👍
Jay shree jagannath 🙏🙏🙏
ଅଧିକ ପାଣି ପିଲେ ପେଟରେ ବନ୍ୟା ହୋଇ ଯିବ, ସେଥିପାଇଁ ଯେତିକି ଆବଶ୍ୟକ ସେତିକି ପାଣି ପିଆନ୍ତୁ😅😅😅
Right
Thank you sir 🙏
thanks for this video ❤❤❤❤❤
dhanyabad sir
Thanks a lot for information
ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ ଏହାହିଁ Natural System
Good suggestion.We can avoid drinking of excess water.
Brilliant. Excellent information doctor.
Very nice🙏
Valuable information sir…Sir u gave me so much confidence to overcome one of my health problems..Gratitude sir🙏
The best ever doctor I have ever seen.
ଏପରି ଡକ୍ଟର ପାଖକୁ ଯିବା ଅପେକ୍ଷା ବଇଦ ପାଖକୁ ଯିବା ଭଲ,,,
Thank you sir very nice sharing 🙏
Thank you Dr Pradhan ❤
ସିଧା ଅପରେସନ୍ room ରୁ interview ଦେବାକୁ ପଳେଇ ଆସିଥିବାରୁ Thank you
Good information
Satare sir Aapana Bahut bada Doctor😮
ୟା କଥା ବହୁତ ଭୁଲ ଅଛି ନଜାଣିଲା ଲୋକ ଭ୍ରମିତ ହେବେ ଜଣେ ଲୋକ ଖରା ଦିନରେ ୪ରୁ ୫ ଲିଟର ଶିତ ଦିନରେ ୩ଲିଟର ଛୋଟପିଲାଙ୍କ କଥା ଅଲଗା ।
Thank you so much for your knowledgeable informations sir.
ଆଉ କେତେଦିନ ପରେ ଆଉ ଜଣେ କହିବ ପାଣି ପିଇବା ମନା 😄😄କଣ କଣ ହୋଉଛି??
Thick kahi lo Bhai 😂
Sir sickel cell diises petient ku ଅଧିକା ପାଣି ପିଇବା ପାଇଁ ଡାକ୍ତର କହିକି କହିଥାନ୍ତି?
As in sickle cell case RBC turn into sickle shape. So it will act as hindrance for blood flow. If we drink more water then it will liquify blood more. Hence blood flow smoothly in blood vessels. That's the reason
Many many thanks
ଯେଉଁ ଡାକ୍ତର ପାଖକୁ ଯିବ ,ସେଇ ଡାକ୍ତର କଥା ମାନିବାକୁ ପଡ଼ିବ
Mor porishra 3/4 thore hua days wise
Sir namaskar 🙏🏻
Bahut bahut dhanaybad ❤❤❤❤❤
କୋୖଣସି ରୋଗ ପାଇଁ ଵି ପରାମର୍ଶ କରିପାରନ୍ତି, ମହିମା ଅଲେଖ ମହାପ୍ରଭୁ ସୁଦୟା କରିନ୍ତୁ,
Jie jaha ichha କହୁଛନ୍ତି
❤❤❤❤
ପ୍ରତି ୨୦ କିଲୋଗ୍ରାମ ଓଜନର ୦୧ ଲିଟର ପାଣି ପିଇବା ଜରୁରୀ, ଅର୍ଥାତ୍ ଗୋଟିଏ ଲୋକ ର ୬୦ କିଲୋଗ୍ରାମ ଓଜନ ଥିଲେ ୦୩ ଲିଟର ରୁ କମ୍ ପାଣି ପିଇବା କଥା ନୁହେଁ ।
Very impressive
You are right but people don't understand they only know to drink more water daily
👏
Its true. 3 to 4 ltrs Only.
Thanks
Sat.katha.sar..jetiki.dar.kar.seti.ki.p.ba.katha..right.katha.sar..data.kahile..
Seithi painy kohonti DOCTORS DIFFER 😊😊😊
Please take my obeisance on the discussion with the respectable doctor ❤❤❤
An excellent urologist
ଅଭିନନ୍ଦନ ସାର 🙏🙏
🙋👍
ଏଇଟା ପାଗଳ ଡକ୍ଟର ଟା 😅😂
Hospital Addresh
Sir ପାଣି ପିଇଲେ ବଲ ବୁଲି କହନ୍ତି ହେଲେ ଆପଣ କହୁଛନ୍ତି ପାଣି ବେଛି ପିଇଲେ ଖରାପ ଆମେ କଣ କରିବୁ ପାଣି ପିବୁ ନା ନାହିଁ କୁହ
Doctor Differ ଭିନ୍ନଲୋକ ର ଭିନ୍ନମତ ବେଶିନୁହେକି କମ୍ ନୁହେ ଆପଣ ମାନେ ମଧ୍ୟମ ଧରଣର ପାଣି ପିଅନ୍ତୁ Ak Mishra B p collageଏହା ମୋର ବ୍ୟକ୍ତିଗତ ଅନୁଭୂତି 40 ବରଷର
🙏Good Doctor. And Good job to understanding.👍👌🙏
ପାଣି ପିଇବ ଅଧିକ Nuhe, Taking lots of Alloapathy medicine also bad for Liver and Kidney.
Taking painkiller medicine/injection dirtct harm to kideny
Achha,, ସେ ଡାକ୍ତର ଭୁଲ କହୁଛନ୍ତି, ନହେଲେ ତାଙ୍କର business କେମିତି ହେବ , ଚାକିରି ପଳାଇଯିବ ଯେ , ସତ କହିଲେ ଲୋକଙ୍କୁ, ୧୦୦୦ ଟଙ୍କା ଯାଗାରେ ଆମେ ୨ ରୁ ୩ ଲାଖ୍ ଖର୍ଚ୍ଚ କରିବା।
Excess water piba bhala.. 2-3 lit thik... But ta saha exercise kariba bhala adhika water drink kari workout nakale kharap haba
Mar banda kahucha pani jete pibo ସେତିକି ଭୋଲୋ ଇଖିନି କହୁଚ ପାଣି ପିଲେ କiଡିନି ଖରାପ ବଳି ଇଟକର କଠାକେହି nai suno
Save water drins beer 🍺 😂