Khola Katha | Exclusive Interview with Gopalpur MLA Pradeep Panigrahi

Поділитися
Вставка
  • Опубліковано 23 лют 2024
  • #ଭାଇର_ନୂଆ_ଭାବନା
    ‘ଆସନ୍ତା ଦୁଇମାସ ନିର୍ଦ୍ଧାରିତ କରିବ । ଆମେ ଖାରବେଳଙ୍କ ଦାୟାଦ ନା ଆମେ ଭୋକୁଆ ।‘
    #PradeepPanigrahi #Kholakatha #OTV #Odishatv
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 102

  • @samarendrarout4341
    @samarendrarout4341 3 місяці тому +5

    Jay Shree Ram 🙏❤

  • @padmalochansamal2212
    @padmalochansamal2212 3 місяці тому +7

    ଏବେ ଓଡ଼ିଶାରେ ପାଣ୍ଡିଆନ ଶାସନ ଚାଲିଛି, ଛାତ୍ର ଛାତ୍ରୀ ବେକାରୀ ଯୁବକ ପାଈଁ ଯେତେ ଯୋଜନା କଲେ କଣ ହେବ ନିଯୁକ୍ତି ରେ ବ୍ୟାପକ ଦୁର୍ନୀତି କରିବେ କଠିନ ପରିଶ୍ରମ କଲେ କି ଲାଭ ମିଳିବ ଯୋଉ ବେକାରୀ କୁ ସେଇ ବେକାରୀ ହୋଇ ରହିବେ,ଯଦି ଯେତେକ ସବୁ ଦୁର୍ନୀତି ପାଇଁ ଦୃଢ କାର୍ଯୟାନୁଷ୍ଠାନ ନିୟମ ନକରି ଏସବୁକୁ ପ୍ରଶୟ ଦେଇଛି ସରକାର

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 3 місяці тому +4

    JaySriRam 🙏

  • @narayanbehera1373
    @narayanbehera1373 3 місяці тому +2

    ଲୋକଙ୍କ ପାଇଁ ଯେଉଁ ପଇସା ଖର୍ଚ୍ଚ ହେଇଛି ଅବା ହଉଛି ସେଥିରେ କେଉଁଠି ନା କେଉଁଠି କେତେ ଅସହାୟ କେତେ ହତାଶ ବାବୁ ପ୍ରଦୀପ ତାହା ସ୍ପଷ୍ଟ ବାରି ହେଉଛି।

  • @sharadamohanty5629
    @sharadamohanty5629 3 місяці тому +1

    Right.

  • @narayanbehera1373
    @narayanbehera1373 3 місяці тому +1

    ନିଜର ପାପ ଧୋଇବା ପାଇଁ ଆଜି ବୋଧେ ରାମ ନାମ ଜପ କରୁଛନ୍ତି ବାବୁ ପ୍ରଦୀପ। ହା ହା ହା ହା

  • @srustidhardey5817
    @srustidhardey5817 3 місяці тому +1

    ❤❤❤❤ right

  • @bijaytripathy2119
    @bijaytripathy2119 3 місяці тому +2

    5t chairman VK Pandian nka motivational speech ku student mane accept karuchanti

  • @tirtharajpanda7237
    @tirtharajpanda7237 3 місяці тому +1

    All the best Pradeep bhaina

    • @santosh34554
      @santosh34554 3 місяці тому

      ପ୍ରଦିପ ଭାଇନା ଦେହରେ ମାଉସ ନାହିଁ। ଖାଲି ମଦ ଅଛି।

  • @maheshpatnaik6972
    @maheshpatnaik6972 3 місяці тому +1

    ଆପଣ ପ୍ରଦୀପ ବାବୁ ଏତେ ବଡ ବଡ କଥା କହୁଛନ୍ତି....କିନ୍ତୁ ଆପଣ ଯଦି ନିର୍ବାଚନ ଏବେ ନିର୍ବାଚନ ଲଢ଼ିବେ ତେବେ ହାରିବା ସୁନିଶ୍ଚିତ..…

  • @prasantasahoo4833
    @prasantasahoo4833 3 місяці тому +1

    ଓଡ଼ିଶାରେ ନାଜୀବାଦର ଆବଶ୍ୟକତା ରହିଛି l

  • @narayanbehera1373
    @narayanbehera1373 3 місяці тому +1

    ଏବେ ଠାରୁ ଲୋକେ ସୂଚନା ଦେଇ ସାରିଲେଣି ଆଜ୍ଞା ବାବୁ ପ୍ରଦୀପ।ଆଉ ପନ୍ଦର କୋଡିଏ ଦିନ ଅପେକ୍ଷା କରିବା କିଛି ଆବଶ୍ୟକ ହିଁ ନାହିଁ।

  • @narayanbehera1373
    @narayanbehera1373 3 місяці тому +1

    O ର ମାନେ ବୁଝି ପାରୁ ନାହାଁନ୍ତି ବାବୁ ପ୍ରଦୀପ। ହା ହା ହା ହା

  • @bijaytripathy2119
    @bijaytripathy2119 3 місяці тому +1

    Student mananka personality development lagi bahuta vala steps neihanti Manyavar mukhya mantri Navin Pattnaik

  • @anmayeedas4839
    @anmayeedas4839 3 місяці тому +1

    ଯେଉଁ ଲୋକ ତାଙ୍କ ଜୀବନ କାଳରେ ଲୋକଙ୍କ ପାଇଁ କୌଣସି ବିକାଶ କାର୍ଯ୍ୟ କରିନାହିଁ ସେ କେମିତି ଜାଣିବେ ଓଡ଼ିଶାର ବିକାଶ କେମିତି ହୋଇଛି ଆଉ ଓଡିଶା କେତେ ବଦଳିଛି l

  • @biswakalyandas4901
    @biswakalyandas4901 3 місяці тому +2

    "ଔଷଧ ବିକଳ ରେ ତାଟିଆ କାମୁଡି ହେବାର ମାନେ କିଛି ନ ଥାଏ" ଏହା ପ୍ରଦୀପ ପାଣିଗ୍ରାହୀ ଙ୍କ ଜ୍ଞାନ୍ତସାରର ବାହାରେ କି?

  • @bijaytripathy2119
    @bijaytripathy2119 3 місяці тому +1

    Hard work lagi jadi student mananku inspired karuchanti 5t chairman VK Pandian apananku kainki problem houchi

  • @tapasentertainment9135
    @tapasentertainment9135 3 місяці тому +3

    Everybody knows well you are far distance from corruption.

  • @narayanbehera1373
    @narayanbehera1373 3 місяці тому +1

    ଓଡ଼ିଶାର ପ୍ରାଚୂର୍ଯ୍ୟ ବିଷୟରେ କେବଳ ବାବୁ ପ୍ରଦୀପ ଙ୍କୁ ହିଁ ଅବଗତ ।ଆଉ ସମସ୍ତେ ଅଜ୍ଞ ନୁହଁ ????

  • @narayanbehera1373
    @narayanbehera1373 3 місяці тому +1

    ସେଇ ଗୋପାଳପୁର ବାସୀ ଆଜ୍ଞା ଆପଣଙ୍କ ଉପରକୁ ଅଣ୍ଡା ମାଡ଼ ମଧ୍ୟ କରିଥିଲେ ।

  • @ajitsahu502
    @ajitsahu502 3 місяці тому +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ତାଙ୍କୁ ପଚିଶ ବର୍ଷ ଶାସନ କରି ଆସିଛନ୍ତି!

  • @narayanbehera1373
    @narayanbehera1373 3 місяці тому +1

    ଯେଉଁ ଦଳର ନେତୃତ୍ୱ ଙ୍କୁ ବିଗତ ଦିନରେ ଦୁର୍ବ୍ୟବହାର କରିଥିଲେ ଆଜି ତାଙ୍କ ମିଡିଆ ରେ ସମ୍ମାନ ପାଉଛନ୍ତି ବାବୁ ପ୍ରଦୀପ।ଛି ଛି ଛି ଛି

  • @narayanbehera1373
    @narayanbehera1373 3 місяці тому +1

    କିଏ କରୋପଟେଡ ତାହା ଆଉ କାହାକୁ ଅଛପା ନାହିଁ ଆଜ୍ଞା ବାବୁ ପ୍ରଦୀପ।

  • @ajitsahu502
    @ajitsahu502 3 місяці тому +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଫିସ କୁ ଆଙ୍ଗୁଳି ଉଠାଉଥିବା ନେତା ନିଜ କଳା କାରନାମା ବିଷୟରେ ଟିକେ ଲୋକ ଙ୍କୁ କହିଲେ ବହୁତ ଭଲ ହୋଇଥାନ୍ତା!

  • @raghunathdas-mb7yr
    @raghunathdas-mb7yr 3 місяці тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ଆଗରୁ କରୁଥିଲେ ଏବେ ମଧ୍ୟ ଚଳୁ ରଖିଛନ୍ତି ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ କ୍ରମ ମାଧ୍ୟମରେ |

  • @narayanbehera1373
    @narayanbehera1373 3 місяці тому +1

    ଚାକିରି ଦେବା ନାଁରେ ଯୁବକ ଯୁବତୀ ମାନଙ୍କୁ ଠକିବା କେଉଁ ପ୍ରକାର ଗର୍ବ ଆଜ୍ଞା ବାବୁ ପ୍ରଦୀପ ???

  • @raghunathdas-mb7yr
    @raghunathdas-mb7yr 3 місяці тому +1

    ଛତ୍ର ସମାଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି ତାହା ସାରାଦେଶରେ ପ୍ରଥମ ତାହା ହେଉଛି ସାର୍ବଜନୀନ କଳାରସିପ ବ୍ୟବସ୍ଥା |

  • @anmayeedas4839
    @anmayeedas4839 3 місяці тому +1

    ବିଜୁ ଜନତା ଦଳ ର ବିକାଶ ମୂଳକ କାମରେ ଓଡିଶା ବାସୀ ବିଶ୍ଵାସ କରନ୍ତି, କିନ୍ତୁ ବିରୋଧୀ ଦଳ କେବଳ ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଇବା ଜାଣିଛନ୍ତି।

  • @bijaytripathy2119
    @bijaytripathy2119 3 місяці тому +1

    Youths youths nka lagi bahuta facilities anichanti Manyavar mukhya mantri Navin Pattnaik

  • @anmayeedas4839
    @anmayeedas4839 3 місяці тому +1

    ପ୍ରଦୀପ ବାବୁ ଆପଣ ବିଜେଡି ଦଳ ଓ ଦଳର ମୁଖିଆ ଙ୍କ ନାଁ ରେ ଯେତେ ଅପପ୍ରଚାର କରିବାର ଅଛି କରନ୍ତୁ କିନ୍ତୁ ସମୟ ପାଖେଇ ଆସୁଛି ଆପଣଙ୍କ ମୁହଁକୁ ଲୋକେ କେମିତି ଶକ୍ତ ଚାପୁଡା ଦେବେ ଆପଣଙ୍କ ମୁହଁ ପୂରା ଚୁପ କରିଦେବେ l

  • @anmayeedas4839
    @anmayeedas4839 3 місяці тому +2

    ଓଡ଼ିଶାରେ ଥିଲା ବେଳେ ରାଜ୍ୟ ସରକାରଙ୍କୁ ବହୁତ ପ୍ରଶଂସା କରୁଥିଲ ଏବେ ନିଜ ସ୍ୱାର୍ଥ ପାଇଁ ବିଜେପି ବିଜେପି କୁ ଯାଇଛ ଏବେ ବିଜେପି କୁ ପ୍ରଶଂସା କରିବ ଏଇଟା କୌଉ ନୂଆ କଥା କି l

  • @bijaytripathy2119
    @bijaytripathy2119 3 місяці тому +1

    Nua -O program student mananka self dependent re help karuchi but Pradip Panigrahi ehi program ku biroda karuchanti

  • @KalapanaJena-jz9ir
    @KalapanaJena-jz9ir 3 місяці тому +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଓଡିଶା ର ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ନୂଆ -ଓ ଯୋଜନା କରିଛନ୍ତି!

    • @patitapabanmahapatra3536
      @patitapabanmahapatra3536 3 місяці тому

      Chhi chhi tuma bhalia chatukara pain aaji Odisha ku Tamil maane saasana karuchhi

  • @amitnayak6018
    @amitnayak6018 3 місяці тому +3

    Ganjam dist Tigar @mr.pradip (Best politicians in odisha).

  • @bijaytripathy2119
    @bijaytripathy2119 3 місяці тому +1

    Biju Janata Dala Odishara janatanka lagi dedicatedly kama karuchi

  • @narayanbehera1373
    @narayanbehera1373 3 місяці тому +1

    ଏତେ ଦିନ ପର୍ଯ୍ୟନ୍ତ କେଉଁଠି ଥିଲେ,ନା ନିର୍ବାଚନ ଆସୁଛି ବୋଲି ଏତେ ନାଟକ ଆଜ୍ଞା ????

  • @PB2325bh
    @PB2325bh 3 місяці тому +1

    Kukuda bilai sange kn 😂😂
    - Mast dialogue marile

  • @prasantbehera3016
    @prasantbehera3016 3 місяці тому +3

    You were also the part of that corruption

  • @bsn8527
    @bsn8527 3 місяці тому +3

    Sei office re Dealing Assistant Bhabore Pradeep Babu Posting Pai thile😂😂 Ebe Sei profitable post Chali jibaru Sabu Sata Baharuchi😂😂😂 Nahele BJD au Naveen ku Bikasha Purusha Kahi Chitkara Karuthila😂😂😂 Chamatkar Tautor loko Eita😂😂

  • @anmayeedas4839
    @anmayeedas4839 3 місяці тому

    ନିଜର ସ୍ବାର୍ଥ ସିଦ୍ଧି ପାଇଁ ପ୍ରଦୀପ ପାଣିଗ୍ରାହୀ କିଛି ବି କରି ପାରନ୍ତି ନିଜର ସ୍ୱାର୍ଥ ହାସଲ କରିବା ହେଉଛି ତାଙ୍କର ମୂଳ ଉଦେଶ୍ୟ l

  • @desirecipe7128
    @desirecipe7128 3 місяці тому +2

    Pandia 😂

  • @raghunathdas-mb7yr
    @raghunathdas-mb7yr 3 місяці тому

    ପ୍ରଦୀପ ବାବୁ ଆପଣ ସରକାର ରେ ଥିଲା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଆ ନ କହିବା ଟା ଚଲୁଥିଲା କିନ୍ତୁ ଆଜି ଅସୁବିଧା ହେଉଛି |

  • @raghunathdas-mb7yr
    @raghunathdas-mb7yr 3 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା କୁ ବିଶ୍ୱ ସ୍ତରୀୟ କରାଇଛନ୍ତି ଏଥିରେ ସନ୍ଦେହ ନାହିଁ |ସେଇଥିପାଇଁ ନବୀନ ପଟ୍ଟନାୟକ ଙ୍କୁ ଲୋକ ମାନେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବାକୁ ଯାଉଛନ୍ତି |

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ପ୍ରଦୀପ ବାବୁ ଯେଉଁଭଳି ମନଗଢା ପ୍ରସଙ୍ଗ ସବୁ ଆଣି ଗଣମାଧ୍ୟମ ଆଗରେ ରଖୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତି ହୀନ l ପ୍ରଦୀପ ବାବୁଙ୍କର ମୁଣ୍ଡ ଦୋଷ ଅଛି ତେଣୁ ସେ ଏମିତି ବେଳେ ବେଳେ ମିଡ଼ିଆ ଆଗରେ ଭାଷଣ ଦିଅନ୍ତି l

  • @narayanbehera1373
    @narayanbehera1373 3 місяці тому

    ଯୁବ ବର୍ଗଙ୍କୁ ନିଯୁକ୍ତି ର ମିଛ ସ୍ବପ୍ନ ଦେଖାଇ ଠକିଥିବା ଲୋକ ଆଜି ଛାତ୍ରଙ୍କ ଭବିଷ୍ୟତ କଥା କହିବା ଅତ୍ୟନ୍ତ ଲଜ୍ୟା ଜନକ।

  • @ajitsahu502
    @ajitsahu502 3 місяці тому

    ଚାଲୁଣି କହୁଛି ଛୁଞ୍ଚି କୁ ତୋ ତଳେ ଗୋଟିଏ କଣା ଅଛି ବୁଝିବା ଲୋକ ଠିକ ବୁଝିବେ ଅଧିକ ବୁଝାଇବା ଆବଶ୍ୟକ ନାହିଁ!

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ଗୋପାଳ ପୁର ରେ 5T ଅଧ୍ୟକ୍ଷ ଙ୍କର କାର୍ଯ୍ୟ କ୍ରମ ଓ ଏତେ ପିଲା ମାନଙ୍କୁ ଦେଖି ପ୍ରଦୀପ ବାବୁ ପାଗଳ ହୋଇ ଯାଇଛନ୍ତି!

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଶାର ଲୋକଙ୍କ ପ୍ରତି ଥିବା ଭଲପାଇବା ଯୋଗୁଁ ଓଡ଼ିଶାର ଜନ ସାଧାରଣ ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଟା ନିଶ୍ଚୟ |

  • @anmayeedas4839
    @anmayeedas4839 3 місяці тому +3

    ନବୀନ ବାବୁଙ୍କ ନେତୃତ୍ଵରେ ଓଡ଼ିଶା ଆଜି ବିଶ୍ୱ ଦରବାରରେ ପରିଚିତ, ଆଉ ଆପଣଙ୍କ ପ୍ରକୃତି ହେଉଛି ଓଡ଼ିଶାର ବଦନାମ କରିବା।

    • @patitapabanmahapatra3536
      @patitapabanmahapatra3536 3 місяці тому

      Manibaku padiba Aapanankara Pandian Saha Bed share karibara pratibha ku 👌

  • @maheshpatnaik6972
    @maheshpatnaik6972 3 місяці тому

    ଆପଣ କଣ ନିର୍ଦ୍ଧାରିତ କରିବେ ପ୍ରଦୀପ ବାବୁ...ଜନତା ଠିକ୍ ସମୟ ରେ ଆପଣଙ୍କ କଥା ବୁଝିବେ....ତେଣୁ ଚିନ୍ତା ନ କରିବା ଭଲ...ସେମିତି ରେ ତ ଆପଣଙ୍କ ପରିସ୍ଥିତି ବଡ ଜଟିଳ ...

  • @patitapabanmahapatra3536
    @patitapabanmahapatra3536 3 місяці тому

    A corrupted Government ku hatajau

  • @anmayeedas4839
    @anmayeedas4839 3 місяці тому

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ ମନେ ରଖିଥାଅ ପ୍ରଦୀପ ବାବୁ l

  • @gyanaranjanjena9326
    @gyanaranjanjena9326 3 місяці тому

    COVID tanka khae ebe bhadra 😂😂

  • @narayanbehera1373
    @narayanbehera1373 3 місяці тому

    ଖାରବେଳ ଙ୍କ ଦାୟାଦ ଭାବରେ ଲୋକଙ୍କୁ ଠକିବା ଭୁଆଁ ବୁଲେଇବା କୁ ଗୌରବ ମନେ କରୁଥିଲେ କି ବାବୁ ପ୍ରଦୀପ ??

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ପ୍ରଦୀପ ପାଣି ଗ୍ରାହୀ ଙ୍କୁ ଓଡିଶା ରାଜନୀତି ବିଷୟରେ କିଛି ଜଣା ନାହିଁ ଖାଲି ଲୋଟିବା ଜାଣିଛନ୍ତି lଏଇଟା ନୂଆ ଓଡିଶା ନା ନବୀନ ଓଡିଶା ସେ ଜାଣିବେ କେମିତି l

  • @raghunathdas-mb7yr
    @raghunathdas-mb7yr 3 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକ ଙ୍କ ପାଇଁ କାମ ଯୋଗୁଁ ସେ କ୍ରମାଗତ ଦଶ ବର୍ଷ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଏଥିରେ ସନ୍ଦେହ ନାହିଁ |

  • @iconicindrajit3660
    @iconicindrajit3660 3 місяці тому +4

    pandu ethara tamil jibo sure😂

  • @raghunathdas-mb7yr
    @raghunathdas-mb7yr 3 місяці тому

    ଆପଣ ଙ୍କ ପରି ଲୋକକୁ ଗୋପାଳପୁର ବାସୀ କେବେହେଲେ କ୍ଷମା କରିବେ ନାହିଁ |ନିର୍ବାଚନ ଆସୁଛି ଜାଣିପାରିବେ ପ୍ରଦୀପ ବାବୁ ଲୋକଙ୍କୁ ଠକିଲେ କଣ ହୁଏ |

  • @raghunathdas-mb7yr
    @raghunathdas-mb7yr 3 місяці тому

    ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ରେ ଯଦି କୋରାପସନ ହେଉଛି ଆପଣ ଏତେଦିନ କେମିତି ରହିଲେ ନା ଆପଣ ଙ୍କୁ ନବୀନ ପଟ୍ଟନାୟକ ବହି ସ୍କୃତ କଲା ବୋଲି ଖରାପ ହୋଇଗଲା |

  • @anmayeedas4839
    @anmayeedas4839 3 місяці тому

    ବିଜେଡି ଦଳ ରୁ ଯିଏ ରିଜେକ୍ଟ ହୋଇଛି ତାଙ୍କ କଥାକୁ ଲୋକେ କାହିଁକି ବା ଶୁଣିବେ l

  • @subadgiri9846
    @subadgiri9846 3 місяці тому

    Mane ea odisha rohu nahi Khali election re stand krina pani ta ete dino bjd re kn koruthila

  • @raghunathdas-mb7yr
    @raghunathdas-mb7yr 3 місяці тому

    ପ୍ରଦୀପ ବାବୁ ଆପଣ ଏତେ ଢ଼ାବା କାହିଁକି ମାରୁଛନ୍ତି ହୋ ଆପଣ ଥିଲା ବେଳେ CMO ଅଫିସରେ କୋରାପସନ ହେଉନଥିଲା ଆପଣ ଚାଲି ଆସିଲା ପରେ ହୋଇଗଲା |

  • @raghunathdas-mb7yr
    @raghunathdas-mb7yr 3 місяці тому

    ଚୋର ଙ୍କ କଥା କେହି ଶୁଣନ୍ତି ନାହିଁ ଓଡ଼ିଶାର ବିକାଶକାର୍ଯ୍ୟ କୁ ସାରା ବିଶ୍ୱ ପ୍ରଶଂସା କରୁଛି ଆଉ ଏ ପ୍ରଦୀପ କଣ ବାହାସ୍ପଟ ମାରୁଛି କିଏ ଶୁଣିବ |

  • @anmayeedas4839
    @anmayeedas4839 3 місяці тому

    ପ୍ରଦୀପ ବାବୁ ଆପଣ ଓଡିଶା ର ଲୋକଙ୍କ ଠାରୁ ଟଙ୍କା ନେଇ ଠକି ବିଜେପି ଦଳକୁ ଚଲୋଗଲେ ନଜର କଳା ସାମ୍ରାଜ୍ୟ ର କଳଙ୍କ କୁ ଲିଭେଇବା ପାଇଁ l

  • @bijaytripathy2119
    @bijaytripathy2119 3 місяці тому

    Pradip Panigrahi first nija attitude thik karantu anya ku advice diontuni

  • @narendrakumarpruseth4226
    @narendrakumarpruseth4226 3 місяці тому +3

    pradeep panigrahi a great person of odisha

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ପ୍ରଦୀପ ବାବୁ ବିଜେଡି ଦଳରୁ ତଡ଼ା ଖାଇଲା ପରେ ବୋଧ ହୁଏ ମୁଣ୍ଡ ପାଗଳ ହୋଇ ଗଲାଣି ସେଥିପାଇଁ ଦେବାଳିଆ ହୋଇ ମିଡ଼ିଆ ଆଗରେ ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି ।

  • @bijaytripathy2119
    @bijaytripathy2119 3 місяці тому

    Biju Janata Dala ru out haba pare Pradip Panigrahi nka munda kama karuni Odishara development ku biroda karuchanti

  • @swarnaprabhalenka572
    @swarnaprabhalenka572 3 місяці тому

    Rajaniti dore bandhe re panigrahi

  • @anmayeedas4839
    @anmayeedas4839 3 місяці тому

    ତୁମ ଦଳ ଏହି ଇଲେକ୍ସନ ରେ ବିଜେପି ମୁକ୍ତ ଓଡିଶା ହେବ ଆଗକୁ ଦେଖି ଚାଲ l

  • @kamakalantamohapatra4015
    @kamakalantamohapatra4015 3 місяці тому

    ତ ଘର ଚୋର ଅଫିସ ଭାବୁଛୁ କି ରେ ,, ନବୀନ ଓଡ଼ିଶା ମାଟି ର କୋହିନୋର୍ ହୀରା

  • @maheshpatnaik6972
    @maheshpatnaik6972 3 місяці тому

    ଗେରୁଆ ଦଳ ରେ ମିଶି ନିଜକୁ ମହାନ୍ ଭାବିବା ଭୁଲ ପ୍ରଦୀପ ବାବୁ....ଆପଣଙ୍କ ପାଇଁ ବିଜେଡି କୁ ବଦନାମ ହେବାକୁ ପଡ଼ୁଚି...ଗେରୁଆ ଦଳ ବି ଦିନେ ଆପଣଙ୍କ ପାଇଁ ବଦନାମ ହେବ..

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ପ୍ରଦୀପଙ୍କ ମୁଣ୍ଡ ଦୋଷ ବାହାରିଲାଣି, ସେଥିପାଇଁ ପାଗଳର ପ୍ରଳାପ କରୁଛନ୍ତି l ତାଙ୍କ କଥାରେ ଓଡିଶାର ଲୋକମାନଙ୍କ କିଛି ଫରକ ପଡିବ ନାହିଁ l

  • @bijaytripathy2119
    @bijaytripathy2119 3 місяці тому

    Nijara swartha lagi Pradip Panigrahi ei sabu drama karuchanti

  • @bijaytripathy2119
    @bijaytripathy2119 3 місяці тому

    Manyavar mukhya mantri Navin Pattnaik corruption ku tolerate karantini sethilagi Pradip Panigrahi nka pari corrupted politician nku Biju Janata Dala ru out kari dele

  • @anmayeedas4839
    @anmayeedas4839 3 місяці тому

    ପ୍ରଦୀପ ପାଣିଗ୍ରାହୀ ନିଜେ ଜଣେ ଚୋର ସେଥିପାଇଁ କଥାରେ ଅଛି ଚୋର ମୁହଁ ଟାଣ l

  • @SubhenduSekhar-gp5uc
    @SubhenduSekhar-gp5uc 3 місяці тому +1

    Pandu lutiba

  • @user-sv2mq1ge5y
    @user-sv2mq1ge5y 3 місяці тому

    Actually odia language re katha nihati darkar odisha ra CM ku actually right 👍 6:41 Naveen sarkar old hoigalani change kara ,New generation new things new ideas new Development jay BJP ❤ if you support BJP like comment

    • @Naru99712
      @Naru99712 3 місяці тому

      Bhai sabu thik odia launguage thik but se puruna bjd wala nku nai kn pai nuaa bjp kariba

    • @user-sv2mq1ge5y
      @user-sv2mq1ge5y 3 місяці тому

      @@Naru99712 actually amiti dekile bhai. Odisha re Congress first party Tila pare change karidele

  • @user-gq7ur5qp4d
    @user-gq7ur5qp4d 3 місяці тому

    Bjp

  • @user-xu9vo5po2b
    @user-xu9vo5po2b 3 місяці тому +2

    Tu magia sala choro magia

  • @anmayeedas4839
    @anmayeedas4839 3 місяці тому

    ଆମ ନବୀନ ରାଇଜେ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହେଉଛନ୍ତି ଚାଷୀ ଏବଂ ସାଧାରଣ ଜନତା କିନ୍ତୁ ପ୍ରଦୀପ ବାବୁ ନିଜକୁ ବହୁତ ସୁଦୃଢ କରିଛନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପାଇଁ l

    • @santosh34554
      @santosh34554 3 місяці тому

      ଦେହରେ ମାଉସ ତ ନାହିଁ କଣ ସୁଦୃଢ କରିଦେବେ 😂