Politics Splits Sura Routray Family | After Manmath Routray Joins BJD, Sura Quits All Responsiblity

Поділитися
Вставка
  • Опубліковано 27 бер 2024
  • Political differences divide Sura Routray family: Manmath joins BJD, prompting Sura to relinquish all responsibilities.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #SuraRoutray

КОМЕНТАРІ • 566

  • @dhamirona8662
    @dhamirona8662 2 місяці тому +326

    ବଡପୁଅ ସିଦ୍ଧାର୍ଥ ପ୍ରକୃତ ଓଡିଆ ପିଲା ଜୟ ହୋ

    • @Manu-nz8gx
      @Manu-nz8gx 2 місяці тому +4

      Yes

    • @raghumaninayak9593
      @raghumaninayak9593 2 місяці тому +2

      ସିଦ୍ଧାର୍ଥ ବାବୁ ଠିକ କଥା କହିଲେ

    • @bhaktasahu6058
      @bhaktasahu6058 2 місяці тому

      ଠିକ କଥା

    • @prabhudattaacharya7758
      @prabhudattaacharya7758 2 місяці тому

      Yes..
      He is a good person, clean hearted person

    • @BikramMajhi-yg9nw
      @BikramMajhi-yg9nw 2 місяці тому

      C̊o̊n̊g̊r̊e̊s̊ k̊ů j̊i̊t̊ååo̊ d̊e̊s̊h̊å b̊åc̊h̊åo̊

  • @pintusahoo-informative
    @pintusahoo-informative 2 місяці тому +89

    Sidharth ସାର୍ ପ୍ରକୁତ ଓଡ଼ିଆ ପୁଅ... ପାଇକ ପୁଅ

  • @odiaallsports7475
    @odiaallsports7475 2 місяці тому +145

    ସିଦ୍ଧାର୍ଥ ବାବୁ ତମେ ମହାନ ରାଜନୀତିରେ ତମପରି ମଣିଷ ଦରକାର, thanks

    • @alekhkumarmohanty1073
      @alekhkumarmohanty1073 2 місяці тому +1

      ଆପଣ ଜଣେ ବହୁତ ଜ୍ଞାନୀ ଲୋକ

    • @odiaallsports7475
      @odiaallsports7475 2 місяці тому

      @@alekhkumarmohanty1073 ତମେ ଜଣେ ମହା ପଣ୍ଡିତ ପରି ଲାଗୁଛ thanks

  • @EXPLORE-EVERYTHING999
    @EXPLORE-EVERYTHING999 2 місяці тому +106

    ଆମର ନିମାପଡ଼ା ନିର୍ବାଚନ ମଣ୍ଡଳୀ ନୁହେଁ। କିନ୍ତୁ ନିମାପଡ଼ା ବାସିଙ୍କୁ ମୁଁ ଏତିକି ଅନୁରୋଧ କରୁଛି ଯେ ସିଦ୍ଧାର୍ଥ ଭାଇଙ୍କୁ ଥରେ ସୁଯୋଗ ଦିଅନ୍ତୁ। ମୋର ଦୃଢ ବିଶ୍ୱାସ ଯେ ସେ ଭଲ କାମ କରିବେ।

    • @ashutosh_gunu
      @ashutosh_gunu 2 місяці тому

      Se gandi mariki galein jatani

    • @screenguide417
      @screenguide417 2 місяці тому +2

      କଣ ଖବର ଦେଖ,ଖାଲି ଡ୍ରାମା

  • @dr.ratnakarmohapatra1463
    @dr.ratnakarmohapatra1463 2 місяці тому +54

    Siddhartha babu , You are right person.

  • @Aviator_7940
    @Aviator_7940 2 місяці тому +27

    Siddharth bhai congress hele bi pura principle loka, salute

  • @udaynathray4251
    @udaynathray4251 2 місяці тому +38

    ସିଦ୍ଧାର୍ଥ ବାବୁ ଓଡିଶା ରାଜନୀତି ପାଇଁ ଆପଣ ଯୋଗ୍ୟ କିନ୍ତୁ ମନ୍ମଥ ବାବୁ ଯିଏ କି ବାପା ଭାଇର ହେଲାନି ସେବି ଆଉ କାହାର ପ୍ରିୟ ହୋଇପାରିବ ନାହିଁ. ଭୋଟର ମୂର୍ଖ ନୁହନ୍ତି.

  • @Jay-ho1234
    @Jay-ho1234 2 місяці тому +77

    ଏ ସବୁ ଖେଳ ଚାଲିଛି. ଲୋକ ଜାଣି ସାରିଲେଣି.

  • @rebatikantabisoi7265
    @rebatikantabisoi7265 2 місяці тому +47

    Sidharth Babu Salute.

  • @Kulamani-nr5oq
    @Kulamani-nr5oq 2 місяці тому +15

    No power, no money, only quality ,himat, and dil is in sidhartha vai . I like you heartly really odia toka.namaste

  • @dusasansahoo1339
    @dusasansahoo1339 2 місяці тому +7

    siddarth is a open minded having a great heart ...he is dedicated in his profession . No doubt. keep it on to restore the loss if any

  • @bachanmohanty1439
    @bachanmohanty1439 2 місяці тому +22

    Siddhartha babu real Kalinga sena sie

  • @user-gm3hr3eq2n
    @user-gm3hr3eq2n 2 місяці тому +20

    south movie କୁ କାଟିଦେବ😂😂😂😂😂😂

  • @umasankarbarik7
    @umasankarbarik7 2 місяці тому +4

    ସୁର ଭାଇ ହେଉଛନ୍ତି ପୁରୁଣା ମୂଷା କୋଉ ଗାତ କୁଆଡେ ଯିବ ସବୁ ଜଣା

  • @krushnachandradas3089
    @krushnachandradas3089 2 місяці тому +24

    Manath hariba 😂😂😂

  • @arjunbehera1398
    @arjunbehera1398 2 місяці тому +3

    Satare Sidhartha Bhai apana jane spasta baadi, apana nku mora hrudaya ru bahut bahut dhanyabad 👌👌✌

  • @sashipani953
    @sashipani953 2 місяці тому +6

    ଆଧା ଇଧର ଯାଓ, ଆଧା ଉଧର ଯାଓ, ବାକି ଆଧା ମେରେ ପିଛେ ଆଓ ----- ରାଜନୀତି ଚାଲ ଦେଖ।

  • @manojbehera4792
    @manojbehera4792 2 місяці тому +7

    This is clever trick of Sura babu.

  • @sankarsansethy7305
    @sankarsansethy7305 2 місяці тому +16

    Bada bhai. Opinion ok

  • @SunilkumarSeth-up6lj
    @SunilkumarSeth-up6lj 2 місяці тому +6

    Sidharth rautray Bhai justice for odisha...u r the best & u can do anything better for odisha..🙏👍..

  • @asutoshpradhan9277
    @asutoshpradhan9277 2 місяці тому +3

    Great personality sidharth sir 👏👏👏👏👏👏

  • @theniharika06
    @theniharika06 2 місяці тому +3

    ସବୁ ନାଟକ

  • @ambarishswain3233
    @ambarishswain3233 2 місяці тому +11

    Siddharth Babu real son of Sura Babu

  • @krushnachandradas3089
    @krushnachandradas3089 2 місяці тому +16

    Only for Congress party best party ❤❤❤

  • @SidharthMishra99
    @SidharthMishra99 2 місяці тому +4

    Honest Person Sidharth

  • @anantamajhi4667
    @anantamajhi4667 2 місяці тому +13

    କିଛି କଳି ହୋଇ ନାହିଁ। ଏହା ଚତୁରତାର ରାଜନୀତି।

  • @prasantchinara9911
    @prasantchinara9911 2 місяці тому +1

    Good

  • @user-gm3hr3eq2n
    @user-gm3hr3eq2n 2 місяці тому +7

    ରୋଲ😢😢😢😢😢😢😢

  • @umakantbag4800
    @umakantbag4800 2 місяці тому +1

    One man talented and intelligent sidharth sir 🙏🙏💐💐❤❤I support you sir,, 🙏

  • @user-cf8om9mo5z
    @user-cf8om9mo5z 2 місяці тому +4

    Thik kasichhanti bhai

  • @pabitramohansamantaray3721
    @pabitramohansamantaray3721 2 місяці тому

    Jay Jagannath

  • @pralayaofficial1060
    @pralayaofficial1060 2 місяці тому +3

    Perfect candidate sidhartha Routray Bhai 👍🏻 We love you Bhai ❤❤

  • @sarojpradhan5509
    @sarojpradhan5509 2 місяці тому +10

    ବୋପା ପୁଅ ଏଠି ନାଟ ଲଗେଇଛ ନୁହେଁ। ବଡ଼ ପୁଅ ଆସି ମିଛରେ କ୍ୟାମେରା ଆଗରେ ସୁକୁ ସୁକୁ ହେଇଛି। ଏତେ ଯଦି ଦରଦ ତା ହେଲେ କଂଗ୍ରେସ ଦଳରୁ କଉ କର୍ମୀ କୁ ଟିକଟ ଦେଲ ନାହିଁ କାହିଁକି? ବୋପା ଗାଦି ଛାଡିଲା ପୁଅ ଗାଡିରେ ବସିବ। ଶଳା ଏ ବୋପା ସୂରିଆ ଯାଇ ପାଣ୍ଡିଆନ ପାଦ ଧରି ସାନ ପୁଅ ପାଇଁ ଟିକେଟ ଖଣ୍ଡେ ଯୋଗାଡ଼ କରିଛି। ବଡ଼ ପୁଅ ଆସି କୁମ୍ଭୀର କାନ୍ଦଣା କାନ୍ଦୁଚି। ଲଜ୍ୟା .... ଲଜ୍ୟା....😂😂

    • @blistering2900
      @blistering2900 2 місяці тому +1

      Abe tote kahinki ye sabu chinta. Ta bapa auu pua dekhibe

  • @janakidash6833
    @janakidash6833 2 місяці тому

    Right

  • @krushnachandradas3089
    @krushnachandradas3089 2 місяці тому +5

    Bhai you are right ❤❤❤

  • @krupasindhuswain7051
    @krupasindhuswain7051 2 місяці тому

    Bhai great bro

  • @aloksamal9045
    @aloksamal9045 2 місяці тому +14

    ପୂର୍ବ ନିର୍ବାଚନରେ ପାରାଦୀପ ରେ ବାପ ପୁଅ politics ଓଡ଼ିଶାବାସୀ ଦେଖିସାରିଛନ୍ତି

  • @shradhanjalitripathy9486
    @shradhanjalitripathy9486 Місяць тому +1

    ଯେଉଁ ପୁଅ ବାପାର ହେଲାନି ସେ ଲୋକ ମାନଙ୍କର କ'ଣ ହେବ ?

  • @dayanidhimohanta7376
    @dayanidhimohanta7376 2 місяці тому +6

    Siddhartha babu apana congress mp bbsr ladhantu

  • @manoranjansahoo6064
    @manoranjansahoo6064 2 місяці тому

    Sidhartha sir tamaku Mora namaskar

  • @prasantadas87
    @prasantadas87 2 місяці тому +6

    Hariba

  • @ManitaBhatra-wr6wo
    @ManitaBhatra-wr6wo 2 місяці тому

    Right Bhai,💯💯💯💯💯

  • @dibyasakti1089
    @dibyasakti1089 2 місяці тому

    Right person

  • @SunilkumarSeth-up6lj
    @SunilkumarSeth-up6lj 2 місяці тому

    ❤❤

  • @user-vh9ht1bn9e
    @user-vh9ht1bn9e 2 місяці тому

    Salam bhai

  • @user-tb9pp1dm8l
    @user-tb9pp1dm8l 2 місяці тому +1

    ସୁର ଭାଇ ସବୁ ଜାଣିଛି

  • @arjunkumarsahoo5768
    @arjunkumarsahoo5768 2 місяці тому

    ❤ real

  • @Katak_Dk
    @Katak_Dk 2 місяці тому +1

    ସେଟିଂ କରି ସୁର ବାବା ଛାଡିଛି

  • @rabipanigrahi3322
    @rabipanigrahi3322 2 місяці тому +1

    କ୍ଷମତା ପାଇଁ ଡ୍ରାମା l ଭୁବନେଶ୍ୱର ରେ ନିଶ୍ଚୟ ହାରିବ l

  • @dhirenmohapatra4584
    @dhirenmohapatra4584 2 місяці тому

    ବହୁତ ଭଲ ହୋଇଛି ।

  • @shradhanjalitripathy9486
    @shradhanjalitripathy9486 Місяць тому

    ଗଣତନ୍ତ୍ର ରାଷ୍ଟ୍ରରେ ଗୋଟିଏ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ଶାସନ କରିବ ! ଏହା କଣ ଗଣତନ୍ତ୍ର ନା ରାଜତନ୍ତ୍ର | ପରିବର୍ତ୍ତନ ଆବଶ୍ୟକ ।

  • @sauravkumarpuhan
    @sauravkumarpuhan 2 місяці тому

    Right sidharth sir❤

  • @harekrushnapagal1405
    @harekrushnapagal1405 2 місяці тому +2

    ଏ ଅଖାଡୁଆ ଅସୁର ରାବଣ ବଂଶ ଜ ସୁର 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଗାନ୍ଧୀ ବଂଶ ବାଦ୍ ରାଜନୀତି କଂଗ୍ରେସ ର ଚାଟୁକାର
    ର ପରିବାରରେ ଏ କି ବାର ମୁଣ୍ଡିଆ ଵେମୁରିଆ କାହାରି ମନ କାହାକୁ ପାହୁନି
    କାରଣ ଯେଉଁ ଅସୁର ରାଵଣ ବଂଶ ଜ ସୁର
    ଫୁଟାଣି ମାରେ ମୁ ଭାରତ ରେ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଗାନ୍ଧୀ ବଂଶ ବାଦ୍ ରାଜନୀତି କଂଗ୍ରେସ ର ଚାଟୁ କାର ମେ।ର ପିଲା ସେହିଆ ହେଵେ 12 ମୁଣ୍ଡିଆ ପରି ବାର 12 ଆଖଡା ନିଜ ସ୍ଵର୍ଥ ପାଇଁ ବାପ କଥା ପୁଅ ମାନୁତ ନାହିଁ
    ହାଈରେ କୁଲୁ କୁଲୁ ଭଙ୍ଗା ଲାଈଟିରେ ପମ୍ପ ଦେଲୁ ଦେଲୁ

  • @SnehasishEmpires
    @SnehasishEmpires 2 місяці тому +1

    ବାହାରେ ଅନେକ, ଘରେ କିନ୍ତୁ ଏକ, ଏ ହେଉଛି ରାଜନୀତି ର ଅ, ବୁଝିବା ଲୋକ ଠିକ୍ ବୁଝିବେ

  • @sadhudas2758
    @sadhudas2758 2 місяці тому +1

    ମିଡିଆ କଣ୍ ଏମାନଙ୍କ ନାଟକ ଜାଣିପାରୁନି

  • @satyapriyaswain8110
    @satyapriyaswain8110 2 місяці тому

    Sidharth Babu ur great

  • @satyapriyaswain8110
    @satyapriyaswain8110 2 місяці тому

    Thik kahuchanti

  • @manaskumarsahoo243
    @manaskumarsahoo243 2 місяці тому +1

    ନାହିଁରେ ଭାଇ ଏଇଟା ରାଜନୀତି ଚାଲ

  • @ajayarautray618
    @ajayarautray618 2 місяці тому +2

    ତମ ପରିବାର ମିଛୁଆ

  • @nagendranathmohanty8007
    @nagendranathmohanty8007 2 місяці тому

    Right . Aneswar

  • @dillipparida9257
    @dillipparida9257 2 місяці тому +1

    ଲୁଚିଛି ନାଁ ଗୋଡ଼ ଦୁଇଟା ଦୁଶୁଛି , ଏ ପ୍ଲାନ୍ ଏକ ବର୍ଷ ପୂର୍ବେ ହୋଇଥିଲା, ସୁନ୍ଦର ଅଭିନୟ ବାପ ଓ ୨ ପୁଅ ମିସି କରୁଛନ୍ତି, ଜୟ ଶ୍ରୀରାମ 🚩

  • @emmi-ni7sr
    @emmi-ni7sr 2 місяці тому +1

    ଏଣ୍ଡୁଅ ପରି ରଙ୍ଗ ବଦଳାଉ ଛନ୍ତି ସୁର....
    ତାଙ୍କର ଦଶ ଟା କଥା ସେମିତି ତାଙ୍କ ପୁଅ ମନ୍ମୋଥ
    ତମେ ସବୁ ରାଜନୀତି ଛାଡ଼ି ଦି ଅ ସବୁ ଠିକ୍ ହେଇଯିବ

  • @bishnuprasadpuri7661
    @bishnuprasadpuri7661 2 місяці тому

    😢

  • @sadhudas2758
    @sadhudas2758 2 місяці тому +1

    ହୋ ଭକତେ ! ଏ ବାପ ପୁଅ ଭଲ ନାଟକ ।
    ସାବଧାନ

  • @krushnachandradas3089
    @krushnachandradas3089 2 місяці тому +2

    Jay Congress Bijay Congress party

  • @sarojkumarmohanty6139
    @sarojkumarmohanty6139 2 місяці тому +1

    Prakutare Bhai Apan thik katha kahichanti , Swabhiman bhali manisara gote thare gale au jiban Sara kebe feribanahin ,

  • @shinquanone8714
    @shinquanone8714 2 місяці тому +2

    ଘରେ ଯଦି ଆଉ କିଏ ଅଛି nimapada ରେ ଠିଆ କରେଇ ଦିଅ।😅😅😅😅😅

  • @Gyanabhr
    @Gyanabhr 2 місяці тому

    It's all preplanned work.

  • @PrasantaBehur-mb2ro
    @PrasantaBehur-mb2ro 2 місяці тому

    👏👏👏👏👏👏👍👍👍👍👍

  • @factsofindianfamilyvlog6227
    @factsofindianfamilyvlog6227 2 місяці тому

    Tame election upare focous dia he...

  • @motilaldash4645
    @motilaldash4645 2 місяці тому +1

    Sidhartha is a Great

  • @kuanrtudu9960
    @kuanrtudu9960 2 місяці тому

    ଆପୋଣଙ୍କ କଥା ମାନୁନି ତାକୁ ତେଜପୁତ୍ର କଲେନାଇ । ଖାଲି ଭୁବନେଶ୍ୱର ବାସୀ ନୁହଁ ସାରା ଓଡ଼ିଶା ବାସୀ ତାଙ୍କୁ ଅଭିଶାପ ଦେଉଛନ୍ତି । ତାର ସର୍ବନାଶ ହେବ ନିହାତି ।

  • @sarbeswarsarbeswar8851
    @sarbeswarsarbeswar8851 2 місяці тому

    Seems to be siddharta babu is an nobleman

  • @_jr_creation_2281
    @_jr_creation_2281 2 місяці тому

    ଏଇଟା ହେଉଛି କଳିଯୁଗ ରାଜନୀତି, କିନ୍ତୁ ବିଜେଡି ଯାହା ବି କରୁଛି ଭୁଲ କରୁଛି, ଆଉ ମନ୍ମଥ ରାଉତରାୟ ବାବୁ ଙ୍କ କଥା ତ ମହାନ 🤫🙏🏻❤

  • @pattadarodisha
    @pattadarodisha 2 місяці тому +1

    ଭାଇ କାଇଁ ଭାବୁଛ ଯେ ଘର 3 ଭାଗ ହେଲା 3 ଟା Income source ଆସିଲା ଶଳା ସବୁ ଡ୍ରାମା ପୁରା ନିଶା ମହାରଣା training ଦେଇଛି ବାପ ପୁଅ ଦି ଜଣ ଯାକୁ 😂😂😂😂😄

  • @ashutoshbarik9014
    @ashutoshbarik9014 2 місяці тому

    Sridhatha, bhai, bhala, katha, kahila

  • @techconcepts4you850
    @techconcepts4you850 2 місяці тому +1

    its just called clever politics ..just infront of media they r acting 😊

  • @use843
    @use843 2 місяці тому

    Hariba sure

  • @bnayak2202
    @bnayak2202 2 місяці тому

    ପ୍ରକୃତରେ ସିଦ୍ଧାର୍ଥ ଭାଇ ହେଉଛନ୍ତି ଲଢ଼ୁଆ ପୁଅ ଆମ ମାଟିର ଗର୍ବ,i like this sidarth bhai

  • @dillipkumarjena9008
    @dillipkumarjena9008 2 місяці тому

    ❤🎉❤

  • @srimantaswain1514
    @srimantaswain1514 2 місяці тому

    Aljya

  • @sumantachampati5638
    @sumantachampati5638 2 місяці тому

    It's a political move before election then they get together .

  • @jyotsna99.
    @jyotsna99. 2 місяці тому

    Its simply a mind game they want to grab the rule in each of their hands from different party.

  • @sudhansulenka6985
    @sudhansulenka6985 2 місяці тому

    Sidhartha bhai jay jagannath

  • @bikramkumarbal5854
    @bikramkumarbal5854 2 місяці тому

    ବଡ ଭାଇ ସବୁବେଳେ ବଡ଼,କିନ୍ତୁ ଏଇଟା ଜଣା ଶୁଣା ବୁଝା ମଣl ରେ

  • @rajeshkumarlp90senapati87
    @rajeshkumarlp90senapati87 2 місяці тому

  • @GaribCeo
    @GaribCeo 2 місяці тому +2

    Both son are all gas no beer they just ride on the popularity of their Dad.!! 😂

  • @user-co8kp4tj6c
    @user-co8kp4tj6c 2 місяці тому +1

    କୋଉ ବିଶ୍ୱାସ ରେ କଂଗ୍ରେସ ତାଙ୍କୁ ପ୍ରଚାର ଦାୟିତ୍ୱ ଦେବ? ବାପ ତ ଏ ଘଟଣାର ସୂତ୍ରଧର। ପରିବାରର ସମସ୍ତେ ଅଭିନୟ କରୁଛନ୍ତି।

  • @jayantakumarbehera1456
    @jayantakumarbehera1456 2 місяці тому

    Jay shree Krishna

  • @rajeshkumargiri3515
    @rajeshkumargiri3515 2 місяці тому

    3 phalo kebolo aaponko thumbnail re kintu Bhitore and bahare sobuthi semane ek ochhonnti

  • @tapubably3899
    @tapubably3899 2 місяці тому

    Apana gote sachha loka bhali laguchanti.dayakari apananka mata badalei sadharan janatanku boka baneibe nahi .apanku nei odisha basi nua swapna dekhuchanti siddharth babu❤🎉

  • @dilipsamal4536
    @dilipsamal4536 2 місяці тому

    ବଡ଼ ଘର ବଡ଼ ଗୁମର କଥା ଲ ସୁର ନିଜକୁ ଭାବୁଚି ବହୁତ ବଡ଼.... 😁😁😁

  • @tapannayak4187
    @tapannayak4187 2 місяці тому +1

    ଜଟଣୀ କୁ ଜଟଣୀ ପୁଅ ସିଦ୍ଧାର୍ଥ ଆବଶ୍ୟକ ସ୍ବାଧୀନ ପ୍ରାର୍ଥୀ ହେଉପଛେ

  • @user-wx4wk5cv4t
    @user-wx4wk5cv4t 2 місяці тому +2

    Kahinki natak.karucha. saty sarbada satya

  • @PriyaranjanNayak951
    @PriyaranjanNayak951 2 місяці тому

    ଯିଏ ପ୍ରଭୁ ରାମଚନ୍ଦ୍ର ଙ୍କୁ କଟାକ୍ଷ କରି କହୁଥିଲା ତାକୁ ଠିକ ହେଇଛି ତୁ ନାମ ନେ ସୁରବୁଢା। ରାମ କେ ବିନା ଜାନ ନହିଁ, ରାମ କେ ଶିବା କାମନେହିଁ jaysriram🙏🚩

    • @PriyaranjanNayak951
      @PriyaranjanNayak951 2 місяці тому

      ରାମ ଙ୍କ ପଛରେ ରାବଣ ଲାଗିଥିଲା ତାର ସର୍ବନାଶ ହେଲା ତୋର ବି ହବ

  • @rabindranathbehera4115
    @rabindranathbehera4115 2 місяці тому

    ଘର ଭଙ୍ଗା ମାନଙ୍କର ଏମିତି ଘର ଭାଙ୍ଗେ

  • @ashokkumarbehera3341
    @ashokkumarbehera3341 2 місяці тому

    Siddharta Bhai thik kahuchhanti

  • @chhabiladila4404
    @chhabiladila4404 2 місяці тому

    ଭାଇ ସମସ୍ତଙ୍କର ପରିବାର ଅଛି କିନ୍ତୁ ସୁର ଭାଇଙ୍କର ପରିବାର କୁ କେଭେ ଆଦର୍ଶ ମାନିବନି ରାଜନିତୀ ତା ରାସ୍ତା ରେ

  • @umeshkumarsamal6512
    @umeshkumarsamal6512 2 місяці тому

    Political re bohut money bodhe all family intrested same path

  • @maa..1234
    @maa..1234 2 місяці тому

    କିଛି ଦିନ ପୂର୍ବରୁ ସୁର କହୁଥିଲା ମୋ ପୁଅ ସେ ମୋ ସହ ରହିବ ହେଲେ ଆଜି ଲାଗୁଚି ସେ ତା ପୁଅ ନୁହେଁ😂😂