ବିଜେଡିର ପଡିଲା ପ୍ରଥମ ୱିକେଟ! ଆଉ 31 ହେବେ ରନ ଆଉଟ୍!

Поділитися
Вставка
  • Опубліковано 8 вер 2024
  • Join this channel to get access to perks:
    / @terachhabaana

КОМЕНТАРІ • 86

  • @user-tm1kk4sd3q
    @user-tm1kk4sd3q Місяць тому +5

    ବହୁତ ସୁନ୍ଦର ଉପସ୍ଥାପନା। ଧନ୍ୟବାଦ।

  • @jayaramasahoo7106
    @jayaramasahoo7106 Місяць тому +6

    ଧନ୍ୟବାଦ ଆପଣଙ୍କ ଖୁଲାସା ପାଇଁ ପ୍ରଶାନ୍ତ ବାବୁ

  • @ajaykumarrout5798
    @ajaykumarrout5798 Місяць тому +12

    ବିଜୁଜନତା ଦଳ ଏକ ଟାଉଟର ଦଳ. ଭୂତେଈ ଭୂତେଈ 25ଵରଷ ଶାସନ କରି ଓଡିଶାର ଗୌରବ କୁ ବରବାଦ କରିଦେଲେ.

  • @subrataran
    @subrataran Місяць тому +20

    ବିଜେଡି ଦଳ ଭାଙ୍ଗି ଯିବା ଉଚିତ୍ କାରଣ ଓଡ଼ିଶା କୁ ବିଜୁ କି ନବୀନ ଓଡ଼ିଆ ଖାଣ୍ଟି ନୁହନ୍ତି ବାଞ୍ଜ କି ଜାଣିବ ପ୍ରସବ କଷ୍ଟ

  • @subrataran
    @subrataran Місяць тому +9

    ଜାନକୀ ବାବୁ ମହା ଜ୍ଞାନୀ। ଏବଂ ଖନ୍ତି। ଓଡ଼ିଆ କିନ୍ତୁ। ନବୀନ ନକଲି ଓଡ଼ିଆ ଓ ମଦୁଆ ରଣ୍ଡୁଆ। ପରିବାର ବାଦ୍

  • @user-tm1kk4sd3q
    @user-tm1kk4sd3q Місяць тому +7

    ଜୟ ବିଜେପି
    ଜୟ ବିଜେପି

  • @PurnachandraBehera-if5tu
    @PurnachandraBehera-if5tu Місяць тому +1

    Thanks। ବହୁତ ବହୁତ ଧନ୍ୟବାଦ। ନବୀନ ବାବୁ ହାରାମି ନେତା।

  • @maheswarparihari5189
    @maheswarparihari5189 Місяць тому +2

    ଅଲଗା ପାଟିରୁ ଆସିଥିବା ନେତା ମାନେ କେବଳ ପଇସା ଏବଂ ପାୱାର ଲୋଭରେ ଆସିଛନ୍ତି,ଉଦ୍ଧାରଣ ସୁଲୋଚନା ଦାସ,ସମିତ ପାତ୍ର ,ମାନସ ମଙ୍ଗରାଜ,ଗଣେଶ୍ୱର ବେହେରା, ମାଡମ ଲେଖାଶ୍ରୀ ଏହି ପରି ବହୁତ ଅଛନ୍ତି । ଏମାନଙ୍କୁ କ୍ରୀତ ଦାସ ବ୍ୟତୀତ ଆଉ କଣ କୁହାଯାଇ ପାରେ।

  • @sadanandanaik370
    @sadanandanaik370 Місяць тому +4

    ଅତି ଲୋଭରୁ ମୃତ୍ୟୁ

  • @betexshyamsundar990
    @betexshyamsundar990 Місяць тому +6

    ଯେତେ ଶୀଘ୍ର ବିଜେଡି ରୁ ଅଳିଆ ଯିବେ ସେତେ ବିଜେଡି ପାଇଁ ଭଲ. ନଚେତ ବିଜେଡି ପାଇଁ ଏଇ ମାନେ କାଳ ହେବେ

    • @swadhikarbetaj3768
      @swadhikarbetaj3768 Місяць тому

      ବିଜେଡିହିଁ ହେଉଛି ସଂପୂର୍ଣ୍ଣ ଅଳିଆ ଗଦା।କେଉଁ ନେତା ସଂଫା ଅଛିନ୍ତି ଟିକିଏ କହିବେକି?

  • @rajamishra2312
    @rajamishra2312 Місяць тому +2

    ଆଜ୍ଞା ଆପଣ ବୋଧେ ଜାଣିନାହାନ୍ତି ବିଜେଡି କୁ ଆସିବା ଆଗରୁ ମାମତା ଙ୍କର କିଛି ଅସ୍ତିତ୍ବ ନଥିଲା। ସେ କେବେ ଆଗଧାଡିର ନେତ୍ରୀ ନୁହନ୍ତି। ଭଲ ସେ ଭାଷଣ ମଧ୍ୟ ଦେଇ ଜାଣନ୍ନ୍ତି ନାହିଁ। ଭଲ ହେଲା ଏମିତି ନେତା ବାହାରିଗଲେ।ମୟୂରଭଞ୍ଜ ପାଇଁ ମଙ୍ଗଳ ହେବ । ଦେଖା ଯାଉ ସେ କଣ ତେମ୍ପାଡ଼ିବେ ଆଗକୁ

  • @niranjanpanda8574
    @niranjanpanda8574 Місяць тому +2

    CBI, ED ତଦନ୍ତ ହେଲେ ବିଜେଡି ଶେଷ ହୋଇଯିବ।

  • @chhabindramansingh73
    @chhabindramansingh73 Місяць тому +17

    ହାରାମି ନବୀନ ନିଷ୍ପ୍ରଭ ନିଷ୍କ୍ରିୟ,, ହୋଇ,ପାଣ୍ଡୁଆ ହାତରେ bjd କୁକୁର ଙ୍କ ଡୋରି ଧରେଇ ନିଜେ ଭୋ ଭୋ ହୋଇ ମଦ ପି ଅୟସ କଲା

  • @niranjanbarik3967
    @niranjanbarik3967 Місяць тому +1

    ଅପ୍ରିୟ ସତ୍ୟ କହିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍

  • @gopalsamall8365
    @gopalsamall8365 Місяць тому +2

    ନବୀନ ବାବୁ ରାଜନୈତିକ ବ୍ୟକ୍ତିତ୍ୱ ନ ଥିଲେ
    ଏଥିପାଇଁ ନେତୃତ୍ୱ ବିକାଶ ପାଇଁ କଲେଜ ନିର୍ବାଚନ କୁ ବନ୍ଦ କରି ଦିଆଗଲା l

  • @ajitkumarpanda6388
    @ajitkumarpanda6388 Місяць тому +2

    ଏ ହେଉଛି ସମୟ ର ଖେଳ,,,,,ମମତା ମହାନ୍ତ ଏହାର ଉଦାହରଣ,,,,,,,
    ଯିଏ ଅନ୍ୟ କୁ ଧ୍ଵଂସ କରିଛି ତାର ଧ୍ଵଂସ ଅବଶ୍ୟମ୍ଭାବୀ,,,,,,,,

  • @Tukunu7248
    @Tukunu7248 Місяць тому +3

    Prasant Jagdev is only leader in India 🇮🇳 who can win 🏆 over 3 different Constituency ( 2014 Begunia- Congress durga, 2019- Chilika BJP durga, 2024- Khorda BJD durga ) continuously. ❤
    Gr8 👍 leader for people

  • @sahadevnayak4382
    @sahadevnayak4382 Місяць тому

    Very good indepth analysis of the present political scenario in Odisha.

  • @mauditripati2254
    @mauditripati2254 Місяць тому +3

    Nabin Babu turanta pandia ku hatantu nhele sabu wicket padijiba

  • @nabinbeura3225
    @nabinbeura3225 Місяць тому +2

    ଯେ ଚବିଶି ବର୍ଷରେ ଚବିଶି ଥର ବିଧାନ ସଭା ଯାଇନାହାଁନ୍ତି se kete ଜାଣିବାର?

  • @bijoykumarnayakcongratulat5733
    @bijoykumarnayakcongratulat5733 Місяць тому +1

    ନବୀନ, ପାଣ୍ଡିଆନ ଙ୍କ ମିଳିତ ପାଲା, ଓଡିଶା ଟା କୁ ଖାଇ ଦେଲା। CBI ଯଦି ଖୋଜିବ, ଦୁହିଁଙ୍କୁ ଗୋଟିଏ ଘରେ ପାଇବ। ଜଣେ ଘରେ, ଜଣେ ବିଧାନ ସଭାରେ, ପାଣ୍ଡିଆନ ର କଥା ନବୀନ ଙ୍କ ମୁଂହ ରୁ ବାହାରେ।

  • @user-fo9ko2lq6x
    @user-fo9ko2lq6x Місяць тому +9

    ବିଜେଡି ର ଦୁର୍ଗପତନର ଆରମ୍ଭ ହେଲା ଏବଂ ଏହା ଶେଷ ହେବାକୁ ଖୁବ୍ କମ୍ ସମୟ ଲାଗିବ । ଏସବୁର କାରଣ ଏକମାତ୍ର ପାଣ୍ଡିୟାନ୍ ,ଏହି ସତ୍ୟକୁ ନବୀନ ବାବୁ ଯେତେ ଶୀଘ୍ର ବୁଝିପାରିବେ ଦଳ ପାଇଁ ସେତେ ମଙ୍ଗଳମୟ ହେବ ।

    • @chhabindramansingh73
      @chhabindramansingh73 Місяць тому

      Bjd ଧ୍ବଂସ ର ମୂଳ ନବୀନ ଜିଏ କହିବ ପାଣ୍ଡୁଆ ଦାଈ ଭୁଲ, ହଣ୍ଡାରେ ଚଟୁକୁ ଭରୀକଲା କିଏ

  • @pitambrarout8724
    @pitambrarout8724 Місяць тому +2

    ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଥିଲେ ।
    ସମର୍ଥନରେ ନୁହେଁ

  • @user-yv4vw4sm7o
    @user-yv4vw4sm7o Місяць тому

    ସୁନ୍ଦର ଉପସ୍ଥାପନା

  • @bhubaneswarsamantaray7936
    @bhubaneswarsamantaray7936 Місяць тому

    Dhanyabaad.m.Dampurna satakàtha preacher karuchhanti

  • @prafullachandramohanty7096
    @prafullachandramohanty7096 Місяць тому +1

    ଖାଲି ସେତିକି ନୁହେଁ ଦାହା ବାହସ୍ପଟ୍ଟ ମିଛୁଆ ମଧ୍ୟ

  • @umeshsahoo2005
    @umeshsahoo2005 Місяць тому +1

    All.. out.. Hoijibe

  • @brundabanpanigrahi9887
    @brundabanpanigrahi9887 Місяць тому

    Excellent.Disintgrations of BJD has started.How many years an ignorance suspicious back stabbing arrogant nature will keep a party intact.At the same time the B team BJP should be cautious Under no circumstances the state BJP will inherit the arrogance proud inefficient and shrewd nature of its central leadership.We hope after a long 25 years black suffocating period people of Odisha will inhale free oxygen of this beautiful state.

  • @swarnamohanty3121
    @swarnamohanty3121 Місяць тому +2

    BJP election electral bond 7000 koti paithila, jaha Supreme court illegal kahithila, tara sadupjoga kale.

  • @FAKIRJENA-du2zs
    @FAKIRJENA-du2zs Місяць тому +1

    କଥା ତା ନୁହେଁ ଯଦି ପାଣ୍ଡୁ ନବୀନ ଯୋଡ଼ି ଧରା ନ ହୋଇ ଜେଲରେ ନ ପଡ଼ିବେ BJP ଯେ କୌଣସି ସମୟରେ ଭାଙ୍ଗି ପାରେ। ଏ କଥା ଏବେ କେହି ବୁଝି ପାରିବେନି।

  • @missdishapanday
    @missdishapanday Місяць тому +1

    Jay bjp sarkar

  • @subratray1653
    @subratray1653 Місяць тому +1

    Really really really perfect analysis 👌👌👍

  • @birakishorpanda1515
    @birakishorpanda1515 Місяць тому +3

    5T=ପାଞ୍ଚ ଜଣ ତାମିଲ

  • @dhirendranathamohanty6367
    @dhirendranathamohanty6367 Місяць тому +1

    Very nice byte of Prashant.Welcome

  • @chaitanyasahoo8971
    @chaitanyasahoo8971 Місяць тому +1

    Aare jagadev babu ,aapananka tharu beiman aau kehi nahi

  • @surendranathsahoo9304
    @surendranathsahoo9304 Місяць тому

    You are absolutely right, sir

  • @babanathasahu1029
    @babanathasahu1029 Місяць тому

    Beautiful presentation.

  • @anantanaik549
    @anantanaik549 Місяць тому +1

    Apana Mane khusi ta🎉

  • @bhagirathipradhan4590
    @bhagirathipradhan4590 Місяць тому

    You are right

  • @SasmitaSamal-hi2zi
    @SasmitaSamal-hi2zi Місяць тому

    Actually Bijoy Mohapatra was a founder member of BJD.

  • @ChandrasekharMohapatra-cd2dy
    @ChandrasekharMohapatra-cd2dy Місяць тому

    Your presentation deserves credibility.

  • @shivaprasadsamal8665
    @shivaprasadsamal8665 Місяць тому

    Bjd re alternative leadership tiari heipariba nahin. BjD regional party absolutely headed by Nsbin & Nabin unmarried issueless, no successor.

  • @missdishapanday
    @missdishapanday Місяць тому

    Jay shree ram 🙏

  • @NilamaniSahu-de9rl
    @NilamaniSahu-de9rl Місяць тому

    ମମତା ମହାନ୍ତ ଉଇକେଟ ପତନ ର ଖଳନାୟକ ନକହି କିଏ ସେ ହିରୋ କହିଲେ ଠିକ୍ ହେବ।

  • @sunakarsamantaray9737
    @sunakarsamantaray9737 Місяць тому

    ସତ କଥା ।

  • @kajalbrahma3822
    @kajalbrahma3822 Місяць тому

    Ur really great sir🎉

  • @user-fo2mr7qy7b
    @user-fo2mr7qy7b Місяць тому +1

    Sir Mane kehi madhya niras huantu nahin sabu dalara utthan o pattan achhi.Agaku kana heba samaya kahiba please wait.

  • @user-jo8fr3mc7r
    @user-jo8fr3mc7r Місяць тому +1

    Bjd ଓଡିଶା ର ବ ବର୍ନ ସଙ୍କର ଦଳ

  • @missdishapanday
    @missdishapanday Місяць тому

    Very good habo

  • @bibhutibhusansahu8808
    @bibhutibhusansahu8808 Місяць тому

    Mamata mahant gotia engeen re chasakaruthila sethire khusi helanahi tenukari se dabalsandhaku nei chasakaribaku bjp re jogadela

  • @lilamayasahu6669
    @lilamayasahu6669 Місяць тому

    Cm mohan st caste
    33 sc/st bjp mla out of 81

  • @user-gj1oz8by8l
    @user-gj1oz8by8l Місяць тому

    ନବୀନ ବାବୁଙ୍କ ଉଦ୍ଦେଶ୍ୟ ପୂରଣ ନ ହେବାରୁ ସେ ବର୍ତ୍ତମାନ ବିତସ୍ପୁହ ହେଲେଣି କାରଣ ସେ ଯେମିତି ଓଡ଼ିଆ ନ ଜାଣି 24 ବର୍ଷ ଶାସନ କଲେ ସେମିତି pandian sir କିଛି କିଛି ଓଡ଼ିଆ ଜାଣି କାହିଁକି ମୁଖ୍ୟ ମନ୍ତ୍ରୀ ହୋଇ ପାରିବେ ନାହିଁ ? ସେଇଟା ନବୀନ ବାବୁଙ୍କର ସ୍ବପ୍ନ କାରଣ ଓଡ଼ିଶାରେ BJD ରେ ମୁଖ୍ୟ ମନ୍ତ୍ରୀ ହେବା ପରି ଲୋକ କେହି ନାହାନ୍ତି ବୋଲି ସେ ଜାଣିଛନ୍ତି ।

  • @missdishapanday
    @missdishapanday Місяць тому

    Nabin pattnayak last time

  • @binayakrai9009
    @binayakrai9009 Місяць тому

    ନବନୀ ଆଉ କେବେ ହବନି

  • @GeliRaut
    @GeliRaut Місяць тому

  • @ashokmohanty6513
    @ashokmohanty6513 Місяць тому

    Samaya Bada Balaban

  • @user-lr4ek3pl5u
    @user-lr4ek3pl5u Місяць тому

    Gog

  • @user-mr9wp7fm6g
    @user-mr9wp7fm6g Місяць тому

    Jatharth o bastab samalochana

  • @tapankumarsenapati52
    @tapankumarsenapati52 Місяць тому

    Bjd jadi kichhi bidhayaka bjp re misanti tahele Ara thara congress win

  • @luckymba3013
    @luckymba3013 Місяць тому

    Rught

  • @arabindamishra4045
    @arabindamishra4045 Місяць тому

    ବିପିନ ବାବୁ, ଆପଣ ପ୍ରତି ଏପିସୋଡ ରେ ଶ୍ରୋତା ମାନଙ୍କର ଦେଇଥିବା କିଛି ମତାମତ ( comments) ପଢନ୍ତୁ ଓ ତାର ଉତ୍ତର ଦେଇ ପାରିଲେ ଭଲ ହେବ। ଏହାଦ୍ୱାରା ଆପଣଙ୍କ program ଟି ଆହୁରି ଅଧିକ ଆକର୍ଷଣୀୟ ହୋଇ ପାରିବ।

  • @chaitanyasahoo8971
    @chaitanyasahoo8971 Місяць тому

    Madam kete tanka re bikri hele , dhanyabad.

  • @user-re2xv6sh8g
    @user-re2xv6sh8g Місяць тому

    Das ma admi Kam nahi. Puran plar jiba Naya player ayga. Isma duk karna jur rat nahi aya ta achi bat kachad hatan jaruri

  • @sureshchandradash6900
    @sureshchandradash6900 Місяць тому

    ସାର ପାଣ୍ଡୁ କେବେ ତିହାର jail ଯିବ, ଦିଲ୍ଲୀ CM କେତେ ଦିନ ଭିତରେ ରହିଲେଣି

  • @narasinghdas3623
    @narasinghdas3623 Місяць тому

    UnaOdia dala vangijau.

  • @rabijena4494
    @rabijena4494 Місяць тому

    BJP cohr

  • @sibaprasadmishra7263
    @sibaprasadmishra7263 Місяць тому

    Nabin is not a leader

  • @bijaychoudhury8091
    @bijaychoudhury8091 Місяць тому

    ସତ ରେ bjd କଣ ଶେଷ ହୋଇଯିବ

  • @Skstarvlog3735
    @Skstarvlog3735 Місяць тому

    Naveen dine congress budeithila neta aniki aji nije naveen au genda budi budi jauchi😂.bjd the end😂

    • @Zanil-kr7ll
      @Zanil-kr7ll Місяць тому +1

      Naveen Pattanaik kahaku paisa deiki kini na thile semane nija ichha re misithile don't worry samaya bada balaban

  • @chittaranjanparida2157
    @chittaranjanparida2157 Місяць тому

    Bjp supported you are

  • @pabitrabarik6957
    @pabitrabarik6957 Місяць тому

    Bjd dubijiba darkar

  • @SasmitaSamal-hi2zi
    @SasmitaSamal-hi2zi Місяць тому

    You Budu do not know that Srikanta Jena was not a member of BJD .

  • @saratchandrabiswal8285
    @saratchandrabiswal8285 Місяць тому

    Jay BJP ❤

  • @anantakumardey8868
    @anantakumardey8868 Місяць тому

    Tame andhabhakta bodhhue

  • @sibaprasadmishra7263
    @sibaprasadmishra7263 Місяць тому

    Mostly Swabhiman Persons can't stay in BJD . It's true..

  • @rabinarayanmohanty9018
    @rabinarayanmohanty9018 Місяць тому

    you are right

  • @rabinarayanmohanty9018
    @rabinarayanmohanty9018 Місяць тому

    you are right