If the exam is cancelled, then i will go abroad.

Поділитися
Вставка
  • Опубліковано 8 жов 2024
  • ପରୀକ୍ଷା ବାତିଲକୁ ନେଇ ଖପ୍ପା ପରୀକ୍ଷାର୍ଥୀ । ଅଫଲାଇନ ପରେ ଅନଲାଇନ ପରୀକ୍ଷା କଲେ । ଆଉ ଏବେ ବାତିଲ କରିଦେବେ କହୁଛନ୍ତି । ହାତଯୋଡି କର୍ତ୍ତୃପକ୍ଷଙ୍କୁ ନିବେଦନ କଲେ ଖୋଦ ପରୀକ୍ଷାର୍ଥୀ ।
    #osssc #amin #RI #sunstartv #sunstarnews #exam #odishanews #latestnews #examcancel
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠UA-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

КОМЕНТАРІ • 1,1 тис.

  • @chandrakantamajhi5684
    @chandrakantamajhi5684 18 годин тому +165

    ଯାହାକୁ ସାପ କମୁଡ଼ିଛି ତାକୁ ପାଳ ଦଉଡ଼ି ଦେଖିଲେ ଡର ଲାଗେ ... ଅର୍ଥ ହେଲା ଯିଏ ପଇସା ଦେଇଛି ପରୀକ୍ଷା ବାତିଲ କଥା ଶୁଣିଲେ ଡର ଲାଗିବ ଆଜ୍ଞା

    • @KumarRaj75-k
      @KumarRaj75-k 17 годин тому +8

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

    • @Humanity299
      @Humanity299 15 годин тому +6

      😅😅😅😅 ପ୍ରଶ୍ନ ଟିକେ ସହଜ ଥିଲା କରିଦେଇଛି ବୋଧେ ସେଥିପାଇଁ ଆଗକୁ ସେମିତି ପ୍ରଶ୍ନ ଆସିବ ନା ନାଇଁ ଭାବୁଛି

    • @PranabBastia
      @PranabBastia 15 годин тому +4

      ​@@KumarRaj75-k tu au gote dalal ... Osssc ra full form Jana nahi .. peo re 88 rakhuchi ki bhala teacher heithiba Jana paduchi amaku

    • @rrchannel2686
      @rrchannel2686 12 годин тому

      Tu Pakistan pala

    • @baikunthakanhar5422
      @baikunthakanhar5422 10 годин тому

      Dalal

  • @Maaduatoka
    @Maaduatoka 22 години тому +135

    padhi padhi parilini sethi pain sesha belaku kichhi tanka deichhi , exam cancel katha suni mora fatilani

  • @shivasingh4522
    @shivasingh4522 23 години тому +154

    ଏ ଶଳା ପଇସା ଦେଇଚି ଯାହା ଜଣାପଡୁଛି

    • @saktiman1969
      @saktiman1969 22 години тому +5

      Tme Paisa deiparina boli poduchi badhe.khali yaku taku Paisa deichi kahucha.patha padha.

    • @ghanashyamswain4941
      @ghanashyamswain4941 22 години тому +5

      ତୋର ଶେଷ ପରୀକ୍ଷା ସମୟ ବୋଲି 5 ଲକ୍ଷ ପିଲାଙ୍କର ପରୀକ୍ଷା ଶେଷ ନୁହେଁ l

    • @saktiman1969
      @saktiman1969 21 годину тому

      @@ghanashyamswain4941 mu sei Katha kahuchi.tma 2-4 janankar prblm pain 5lakh pila basiki au thare exam debeni.

    • @jadunathmarandi779
      @jadunathmarandi779 21 годину тому +7

      ତୁ ଯଦି ପ୍ରକୃତରେ ପାଠ ପଢିଛୁ ତାହେଲେ ପୁଣି ଥରେ ପାରିବୁ, ତୁ ଟଙ୍କା ଦେଇଛୁ ବୋଲି ଏତେ ଭୁକୁଛୁ

    • @KumarRaj75-k
      @KumarRaj75-k 17 годин тому +2

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

  • @ashisasap6750
    @ashisasap6750 22 години тому +95

    100% paisa deichi 😂...!!!

    • @priyabratajena8690
      @priyabratajena8690 8 годин тому

      Pura paisa dei dei chhabati bodhe

    • @ACTIVE_BOY_
      @ACTIVE_BOY_ 3 години тому

      ମୁଁ ପଇସା ଦେବି କିଏ କରେଇ ଦେବ କି ?

  • @BikashVlogs38448
    @BikashVlogs38448 19 годин тому +64

    ଆରେ ଭାଇ ଭଲ ସେ ପଢ଼ିଥିଲୁ ଯଦି re-exam ହେଲେ ବି ତମର exam ଭଲ ହବ। ଆଉ ଯଦି ଏଥର 16ଲକ୍ଷ ଦେଇଥିବ exam cancel ହେଲେ ଆଉ ଫେରି ପାଇବନି 😂😂

    • @susantamallick9192
      @susantamallick9192 19 годин тому +1

      Right ❤❤❤❤❤

    • @KumarRaj75-k
      @KumarRaj75-k 18 годин тому

      Neeraj Chopra sabubele gold medal anuthile ethara bi bahut hard work karithile kintu gold aniparileni bhujhiparuthibe nischya...

    • @KumarRaj75-k
      @KumarRaj75-k 17 годин тому

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

    • @HimansuSekharSwainHSS
      @HimansuSekharSwainHSS 11 годин тому +1

      Bhai age bi matter ...social pressure bujhibani tume ..ahuri 1 year wait Kariba kete muscil

    • @aspirant68889
      @aspirant68889 8 годин тому +1

      @@KumarRaj75-k 2023peo ja exam re 88 mark se rakhichi...setebele 35 age thila ..Abe 36 age belaku 100 ru 100 💯 ri result rakhiba bodhe...tume au bhasan deo ni...jaiki peo ja result check Kara janipariba...

  • @BikashVlogs38448
    @BikashVlogs38448 19 годин тому +59

    ମୁଁ 100 💯% sure ଏ ଲୋକ , ଆଉ ପାଖରେ ଠିଆ ହେଇଥିବା ମଉସା , aspirant ନୁହନ୍ତି , ଏମାନେ 16 ଲକ୍ଷ ଦକ୍ଷିଣା ବାଲା 😂😂

  • @santoshpanda6136
    @santoshpanda6136 22 години тому +78

    1000- 1000 ପିଲା ମିଛ କହୁଛନ୍ତି, ବାବା, କେବଳ ତୁମେ ହିଁ ସତ କହୁଛ, ତୁମେ ପଢିଛ ଆଉ ଥରେ exam ହେଲେ ତୁମେ pass କରିବ, ତୁମେ ଡ଼ରୁଛ କାହିଁକି ଆଉ ଥରେ exam କୁ, 1000-1000 ପିଲା କାଉ, ଆଉ ତୁମେ ହେଉଚ ରାଜହଂସ 😘

    • @Sssssssssssssssssg3x
      @Sssssssssssssssssg3x 20 годин тому +1

      Nai ma kali jama 500pila bi nathile Tu gani sikhina aau chakiri kn kariba😂😂😂😂

    • @cricketwolrd371
      @cricketwolrd371 20 годин тому

      Tu janichhu kali 500 thile boli kali mu nije sethare thili au puni kali odisha driver sangha nka dwara stick heithila ta bus chalynatila​@@Sssssssssssssssssg3x

    • @KumarRaj75-k
      @KumarRaj75-k 18 годин тому +2

      Neeraj Chopra sabubele gold medal anuthile ethara bi bahut hard work karithile kintu gold aniparileni bhujhiparuthibe nischya...

    • @cricketwolrd371
      @cricketwolrd371 17 годин тому

      @@KumarRaj75-k niroj chopra jau jagarare pahanchichhi Sethi pahanchiba pain 0.0000001 percent under re asibaku padiba.but gov jobs re amiti nahni bahuta types post ta.au gote katha bhai example jadi dauchha tk bhabi chinti dia gotia gov job au Olympics medal vitare mati au akash ra farak so kau time' re kau example dia jae aga sikha

    • @cricketwolrd371
      @cricketwolrd371 17 годин тому

      @@KumarRaj75-k au bhai jau bekar example dauchha tameta gote government job saha Olympics medals tulana karuchha tame jemiti kahuchha Elon musk, mark jukarbarg,mike Tyson, Michel philips,sundar pichai,satya nadal amananka saha tulana karidaba

  • @Sasmita1212
    @Sasmita1212 23 години тому +49

    Bidesh jiba pai paisa achhi to pakhare ethi pila khaiba pai paisa nai. Kete paisa deichhu.

  • @binayakumarbehera1537
    @binayakumarbehera1537 День тому +68

    TU JADI GYANI HEITHIBU 10 THARA EXAM HELE B TU PASS KARIBU

    • @webtutorial2764
      @webtutorial2764 23 години тому +3

      Hann bhai

    • @santoshpanda6136
      @santoshpanda6136 22 години тому +4

      ଆଗରୁ ଚାକିରି ପାଇ ପାରୁ ନଥିଲେ, କଣ କରୁ ଥିଲେ, ଏବେ ଏତେ ଭାଷଣ ଝାଡୁଛନ୍ତି

    • @saktiman1969
      @saktiman1969 22 години тому +2

      Tor job darkar ni.tu daily asiki exam de.patha asuni boli laza re exam cancel hu boli jagichi.

    • @smitapragyanrout4645
      @smitapragyanrout4645 20 годин тому

      Ethi pila mane corruption against re strike kari thile seita bujha.....

    • @smitapragyanrout4645
      @smitapragyanrout4645 20 годин тому +1

      Jahara bhala heichi tanka against re nuha .odisha ru corruption hatao

  • @JyotsnaBiswal-b5d
    @JyotsnaBiswal-b5d 23 години тому +26

    Ri exam Katha kahu kahu. ... Bharatpur thana bisayare Bhai kahile........😂😂 Yee hin BJP ra Paisa khaichi ...BJP dalal......

    • @akkumar622
      @akkumar622 20 годин тому +1

      Exam cancel heu

    • @KumarRaj75-k
      @KumarRaj75-k 17 годин тому

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

  • @GkguruRoyal
    @GkguruRoyal 21 годину тому +11

    A gote dalall. Mu yaaku janichhi. A mo friend thhu 2 lakh tanka nei taaku job daba boli kahi job delani.

  • @Learn2unlearn
    @Learn2unlearn 12 годин тому +19

    ଏମିତି ପାଗଳ କେବେ ବି ଦେଖିନି। ଜୟ ଶ୍ରୀରାମ

  • @mdbabar2012
    @mdbabar2012 23 години тому +31

    Ye pila ro last attempt achi ye pila v corruption re involved thibo😅😅😅😅.....

  • @atulpradhan1551
    @atulpradhan1551 22 години тому +19

    Bhai jadi tu patha padhichu then 100 times
    Exam dele bi pass karibu
    Then why you fear for exam cancellation .
    It mean Tu 20lakhs deichu bodhe

    • @dhukhisyammohanty4120
      @dhukhisyammohanty4120 19 годин тому +1

      U are right bro 👍👍. Patha padhi thiba pila ku dara kn se jete thara exam dele se pass kari b ....

    • @KumarRaj75-k
      @KumarRaj75-k 18 годин тому

      Neeraj Chopra sabubele gold medal anuthile ethara bi bahut hard work karithile kintu gold aniparileni bhujhiparuthibe nischya...

  • @Dusmanta738
    @Dusmanta738 21 годину тому +14

    Esala ପଇସା ଦେଇକି qualify Kariba

    • @KumarRaj75-k
      @KumarRaj75-k 17 годин тому

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

  • @ashimdas9182
    @ashimdas9182 23 години тому +46

    ତା ମାନେ corruption କୁ ତୁ shaport କରୁଛି

    • @RAFTAR45
      @RAFTAR45 22 години тому +4

      Junior teacher re corruption heithila samaste chup rahile ta
      Abe phuni corruption hou au samaste chup ruhantu

    • @RAFTAR45
      @RAFTAR45 22 години тому +4

      Bhai ra preliminary exam ku ate Dara thare heijiba au thare qualify hei paribeni
      Kintu main re kemiti pass karibe

    • @RAFTAR45
      @RAFTAR45 22 години тому +2

      Smells very bad

    • @priyatamapatra9377
      @priyatamapatra9377 10 годин тому

      Support

  • @PradeepKumar-b3k1u
    @PradeepKumar-b3k1u 23 години тому +28

    Preliminary au main tamaku kn darkar .tame ta deaicho 16 lakh

    • @saktiman1969
      @saktiman1969 22 години тому +1

      Tma gaan re patha padhiki kehi job painathibe badhe.

    • @PradeepKumar-b3k1u
      @PradeepKumar-b3k1u 22 години тому

      @@saktiman1969 Paisa jiba balai phatuchi ki re

    • @saktiman1969
      @saktiman1969 22 години тому

      @@PradeepKumar-b3k1u tote kichi asilani badhe sethipain re exam ku jagichu.tor au job habani.

    • @PradeepKumar-b3k1u
      @PradeepKumar-b3k1u 22 години тому

      @@saktiman1969 are boka already peo re achi mu

    • @saktiman1969
      @saktiman1969 21 годину тому

      @@PradeepKumar-b3k1u tahele tu 16 lakh deiki paichu badhe.sethipain 16lakh bisayare janichu. Result asu dekhiba tu ri re prelim CLR karichu ki ni.

  • @ranajitasamal9327
    @ranajitasamal9327 23 години тому +29

    Tora center kouthi thila taku pachara

  • @user-cu3xq7pt4z
    @user-cu3xq7pt4z 17 годин тому +40

    ଟଙ୍କା ବୁଡି ଯିବାର ଭୟ ମୁହଁରେ ଦେଖା ଯାଉଛି ଯିଏ ପାଠୁଆ ସେ exam କୁ ଡରିବନି

  • @mitunakumarjena6609
    @mitunakumarjena6609 23 години тому +16

    Tume sabu Students vhali Laguna...pura overage lagucha...khali political karibaku asicha..

    • @KumarRaj75-k
      @KumarRaj75-k 17 годин тому

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

    • @mitunakumarjena6609
      @mitunakumarjena6609 17 годин тому

      ​@@KumarRaj75-ktanka left loka students mote laguni Bhai

    • @sycoknowledge2119
      @sycoknowledge2119 7 годин тому

      Au jau pila.ra kharap heichi

    • @rabindradebnath744
      @rabindradebnath744 5 годин тому

      ​@@KumarRaj75-k aare Bhai nijaku kasta heuchi boli se kahuchanti but all odisha pila nko kastha bujhi paru nahanti ,sie kau bhali teacher ho jie kebal nijo dukho dekhe pararo nuho

    • @rabindradebnath744
      @rabindradebnath744 5 годин тому

      Mor bi exam bhalo heichi but mu bi e abyabasta ku protest kuruchi au ichha karuchi ki re-exam heu

  • @kanha0225
    @kanha0225 22 години тому +15

    Kicchi habani don’t worry bro ❤
    Jagannath will help everyone 🫶🏻🙏🏼🙏🏼

    • @Rajesh-l8x1n
      @Rajesh-l8x1n 8 годин тому

      Hmm .re exam aau thare haba ta bhai .. thank you 😅😂

  • @pitambergopal9881
    @pitambergopal9881 23 години тому +17

    Bhai samaste chahunchhanti band pain ,mu mora 27 re thila computer off heigala 30-40 m vala hela ki ,nija chinta karuchha Sara odisha ra pila hairana hauchhanti dekhajouni ki

    • @saktiman1969
      @saktiman1969 22 години тому +2

      Tamaku 5lakh pila asiki kahithibe exm cancel Kariba pain.dahara ta

    • @Maaduatoka
      @Maaduatoka 22 години тому

      ​@@saktiman1969 kete tanka deichha bhai , dalal contact number achhi ki ?

    • @pitambergopal9881
      @pitambergopal9881 21 годину тому +1

      @@saktiman1969 kahibe kn lagichhanti

  • @bubunucreation9295
    @bubunucreation9295 День тому +28

    Eie pura Paisa ଦେଇଛନ୍ତି ତାଙ୍କ ମୁହଁରୁ ଜଣା ପଡ଼ି ଯାଉଚି 😅

    • @UmakantaMirdha-b2h
      @UmakantaMirdha-b2h День тому +2

      Sata katha bhai deiji na hele araa kan pai fatuji

    • @MilinaDash-uq9rx
      @MilinaDash-uq9rx День тому +1

      Right bhai. Jadi Jane padichi ta se aau thare exam dele asubidha kn. Bayasa kn darkar amin RI kn 1yr postpone hei jiba. Emane sabu gote gote dalal

    • @sunilmeher280
      @sunilmeher280 23 години тому +1

      😂 Sab Paisa Ra Khel Ai Bhai😜 Hetir Lagi Ete Badhu6e

  • @dipakkumarbhoi2898
    @dipakkumarbhoi2898 6 годин тому +6

    Ya ku Boat & stream aau Pipe cistern ru gote gote problem dia jau 😂😂😂

  • @Sutudychanel
    @Sutudychanel 23 години тому +21

    Eye 15lakh deichi .odisha rahibu kemiti jaga badi ta biki paisa deicha. Haland palao .

  • @knowledgepoint739
    @knowledgepoint739 19 годин тому +8

    କୋଉ ଯାତ୍ରା ପାଟି ରେ ଥିଲ,,,,
    ତମେ ଯୋଡ଼ି ଭଲ Student than skill test ଆଉ ନାହିଁ,, ତମେ କଣ ଜାଣିନ

  • @namefame66
    @namefame66 34 хвилини тому

    ପଇସା ଦେବା ପିଲା ମାନେ ଏଭଳି ହିଁ ଯୁକ୍ତି କରନ୍ତି,
    Civil JE, ବେଳେ ବି ଏଭଳି ହିଁ ହେଉଥିଲେ ଯେଉଁମାନେ ପଇସା ଦେଇଥିଲେ,
    ତେଣୁ ଏମାନଙ୍କୁ ଧରାଯାଉ, ସବୁ ସତ ବାହାରିବ

  • @samaimunda943
    @samaimunda943 8 годин тому +5

    ତୋର ଯଦି ଜ୍ଞାନ ଅଛି ତୋ ଆଉ ଥରେ exam ଦେଲେ ଅସୁବିଧା ରହିଲା କୋଉଠି

  • @mamimurmu9369
    @mamimurmu9369 23 години тому +14

    Apn jodi bhol padhichhnti tebe agku b jete thor hele b apn bhol karibe daruchhnti kahiki

    • @basudevupadhyaya6198
      @basudevupadhyaya6198 21 годину тому

      Tahale gote kama Kara jetethara exam haba setethara cancel kar

    • @cricketwolrd371
      @cricketwolrd371 20 годин тому +1

      ​@@basudevupadhyaya6198 tu kauthu asichhu be jani parunu ki kichhi kn hauchhi sabu centre manankare sabu centre re minimum boundary 500 m rahiba darkar athi kemitika centre re exam hauchhi akhiki dekha jauni ki

    • @knowledgepoint739
      @knowledgepoint739 19 годин тому

      କି ବାଳ କଥା କହୁଚୁ ରେ ପାଗଳ​@@basudevupadhyaya6198

    • @basudevupadhyaya6198
      @basudevupadhyaya6198 15 годин тому

      @@mamimurmu9369 are maa ama pakhare exam dabaku au time nahi ama age 35 heigalani.

    • @basudevupadhyaya6198
      @basudevupadhyaya6198 15 годин тому

      @@cricketwolrd371 thare advertisement bahari exam hei pila chakiri paila belaku minimum 1.5 yrs.eibhalia cancel hele jou Mane talented students semane kn karibe .sie chakiri karibe na eibhalia exam douthibe

  • @raghunathojha4148
    @raghunathojha4148 День тому +48

    Yeah 100% paisa deichi..
    Ajega ghaa kahi hueni ki sahi huani sei bhalii aara situation...💉💉💉

    • @saktiman1969
      @saktiman1969 22 години тому

      Tu murkh ta kichi asilani badhe exm cancel pain jagichu.

    • @saumyaranjanpradhan6617
      @saumyaranjanpradhan6617 22 години тому +2

      Jiae patha padhichi.....se aau thare dele exam bhuli jiba ki

    • @akkumar622
      @akkumar622 20 годин тому

      Thik katha bhai 😂😂

    • @cricketwolrd371
      @cricketwolrd371 20 годин тому

      Na re bhai se kahuchhi cancel hele foreign paleibi baharaku jibaku paisa achhi ya pakhare

    • @saktiman1969
      @saktiman1969 20 годин тому

      @@saumyaranjanpradhan6617 Jia vabuchi ethar exm corruption heijaichi.se osssc CGL re paiki dekhau.exm cancel nahele daruchi kanhiki

  • @sachikantajena7511
    @sachikantajena7511 22 години тому +6

    ଏଇଟା corporation କରିଛି
    ତୁ କଣ prelim clear karidabu

  • @multimithu2144
    @multimithu2144 Годину тому

    Ye ପରୀକ୍ଷାର୍ଥୀ ନୁହେଁ ୟେ ହଉଛି ମଉସା 😂😂😂😂

  • @kaluaanag7957
    @kaluaanag7957 7 годин тому +4

    05:35ଭାଇ ର ପାଖ ରେ ବହୁତ ପଇସା ଅଛି ଦେଶ ଛାଡି ଅନ୍ୟ ଦେଶ କୁ ଯିବା କଥା କହୁଛନ୍ତି 😂😂😂

  • @Shinning_Stitya1509
    @Shinning_Stitya1509 10 годин тому +2

    Prlm exam re server issue, mouse automatic chaliba etc once hella pare kou superintendent kn Kariba ....
    Kala belaku kn aau thiba ...
    Already exam sari jaithiba na

  • @Subhamsahoo17
    @Subhamsahoo17 23 години тому +7

    Abe jaa.... Kehi tate rokibeni sala baharu asi paisa dei job karibaku chahnuchhu..... Media wala setiki murkha yanku patha pachhara mu 100% sure amane kichhy kahiparibeni🙏🙏🙏🙏🙏✅✅✅✅

  • @binayakumarbehera1537
    @binayakumarbehera1537 День тому +11

    Are SALA AUU THARE EXAM DELE TORO KN PHATUCHI

    • @aspirant68889
      @aspirant68889 8 годин тому

      @@binayakumarbehera1537 taa Paisa chalijiba j...Dara lagibani na..😄

  • @sankarhansda-ek2mb
    @sankarhansda-ek2mb День тому +18

    Eei mane sabu beimane

  • @akkisorrout8247
    @akkisorrout8247 21 годину тому +2

    Please Note his name...Then check after releasing answer key..#HESCAMED

  • @pankaj4104
    @pankaj4104 23 години тому +5

    Faith group pila 8 lakh aga deichi au 8 daba hela pare , 20lakh ru discount heiki 16 lakh heichi ... Jie kinibaku chanhucha a loka saha contact kara faith group re add Karidaba se

  • @manaskumarhembram1808
    @manaskumarhembram1808 3 години тому +2

    Mains exam ବେଳକୁ ଏମିତି ହେଲା ତ ତା ପାଇଁ ତମେ responsibility ନେବକି ଯଦି responsibility ନେବ ତାହେଲେ address ପଠେଇ ଦିଅ

  • @Subhamsahoo17
    @Subhamsahoo17 23 години тому +7

    Media wala taku details pachhara.... Yara kou shift thile question kan thila tara ans deichhy a sure dhara padijiba

  • @santoshreddy8737
    @santoshreddy8737 20 годин тому +4

    My dear friends, I want to make it clear that the person in the interview is my respected teacher. Having been his student, I can vouch for his excellent character. Recently, some have wrongly thought he was involved in corruption and bribery after watching his interview. From my own experience, I am certain these claims are false. My teacher is a great educator and a person of integrity. I believe he would never do such a thing and can assure you that he would never go against his principles.

    • @KumarRaj75-k
      @KumarRaj75-k 18 годин тому +3

      Mu bi tanka sahit misichhi, bahut bhala manisa 🙏🙏🙏 e sala mane exam bhala karinahanti tenu exam cancel pai kahuchhanti...

    • @priyatamapatra9377
      @priyatamapatra9377 10 годин тому +2

      Tankara katharu laguchi se bhadra byakti. Au dekhiki lagu b nhi je se. Such a big amount deithibe job pain.. I thought that thing.. But he knows actual thing

    • @MrSasikanta
      @MrSasikanta 9 годин тому

      Tu Bhai exam deinu bodhe kebe au exam bhala katha kahuchu tu yankara last exam ra mark dekh 180 ru only 88 rakhichanti, au jou pila strike karuchanti taa bhitaru bahut pila baharibe joumane last 2 ta exam qualify karuchanti au R.I exam b qualify karibe , tu ae bhainku kaha aji jae kete ta exam qualify karuchanti dekhei diantu pila au false allegation lageibeni,​@@KumarRaj75-k

  • @tapashappy5017
    @tapashappy5017 22 години тому +11

    RI EXAMରେ କୋଉ subject thila ଜାଣିଛୁ ?ତୁ 150 ଟଙ୍କା ଦଲାଲ ଠାରୁ ନେଇ ଯାଇଛୁ ସେଠି crowd କରିବା ପାଇଁ।

    • @KumarRaj75-k
      @KumarRaj75-k 17 годин тому

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

  • @srsss
    @srsss День тому +9

    3gate-2lakh,8lakh,10lakh

  • @shristishristi2411
    @shristishristi2411 23 години тому +8

    ତୁ ଜଣେ ଭଲ କରିଛୁ ବୋଲି ଆଉ ସବୁପିଲା କଣ ଘାସ କଟିବେ

  • @defenc143
    @defenc143 23 години тому +9

    a mag taku dekhile jna paduchi....mag chora ta

  • @Vswari98
    @Vswari98 22 години тому +4

    Aare bhai jane pila prelims deiprini mains deba kemiti au tame Jadi padhichha nxt exam hele seithe b bhal kariba . Exam cancle hau re exam hau

  • @maheswarswain4998
    @maheswarswain4998 23 години тому +13

    Eita paisa deichhi

  • @mr.biswaranjandash8993
    @mr.biswaranjandash8993 23 години тому +9

    I support bro

  • @ashimdas9182
    @ashimdas9182 23 години тому +18

    ଗଞ୍ଜାମ ମାନେ curroption

    • @KumarRaj75-k
      @KumarRaj75-k 17 годин тому

      ଶିବ ବାବୁ ଜଣେ ଭଲ ଟିଚର, ଦିଗପହଣ୍ଡି ଅଞ୍ଚଳରେ ଶହ ଶହ ଛାତ୍ର ତାଙ୍କର ସରଳତା, ନିଷ୍ଠାପର ଓ ସତ୍ୟବାଦିତ ପାଇଁ ତାଙ୍କୁ ଅନୁଗାମୀ କରନ୍ତି, ସେ ତାଙ୍କର ମନର କ୍ଷେବ ପ୍ରକାଶ କରୁଛନ୍ତି ଆଉ କିଛି ନୁହଁ ସେ କୌଣସି ଦୁର୍ନୀତି ରେ ସାମିଲ ଥିବେ ବୋଲି ନାଁ ତାଙ୍କ ଛାତ୍ର ନାଁ ତାଙ୍କ ବନ୍ଧୁ ପରିଜନ ସାଙ୍ଗସାଥି କେହିଁ ବି ତିଳେ ବିଶ୍ୱାସ କରିବେନି... ସେ ତାଙ୍କ ନିଜସ୍ୱ ମତ ପ୍ରକାଶ କରୁଛନ୍ତି ଆଉ ଆପଣ ମନେ ଉତ୍ୟକ୍ତ ହୋଇ ଜଣେ ନିଷ୍ଠାପର ଶିକ୍ଷକଙ୍କ ପ୍ରତି କଟୁ୍ଵାଚନ ଠିକ ନୁହେଁ ଧନ୍ୟବାଦ... ଜୟ ଜଗନ୍ନାଥ....

  • @ripu506
    @ripu506 23 години тому +3

    Rajneeti easy re entry kariba paain semane exam cancel karibaku chahunchanti bhai mane a dirty politics ku tk bujha. Highlight hele ta party daki ki ticket daba na

  • @sunilmeher280
    @sunilmeher280 23 години тому +4

    Tune Jadi Abroad Jai ki Rahi paru6a Tahele Kahi Exam Dau6a, Au Junior Teacher Bele Kehi Kahileni Boli Ame B Kahibuni Ki ❓

  • @ranajitasamal9327
    @ranajitasamal9327 23 години тому +10

    Arita chora ta

  • @pradeeptaghadei556
    @pradeeptaghadei556 23 години тому +4

    Don't support corruption

  • @kumarsisir8352
    @kumarsisir8352 23 години тому +4

    Tu mgh daruchu kale ta 15 lakh budijiba boli

  • @biswanathswain7248
    @biswanathswain7248 16 годин тому +3

    Exam cancel hele paisa return asiba sei paisa re bhai bidesh jibe 😂😂😂

  • @SureshKumarBehera-h2g
    @SureshKumarBehera-h2g 22 години тому +4

    Ea gote katha kuha kapila...jadi bhai talent achi jebe b exam dia vala haba...

  • @bikashkumarpati6926
    @bikashkumarpati6926 23 години тому +3

    Anguro koli jie khaeni se khata kahibo....tu paisa deichu boli khata angura koli ku mitha kahuchu...na kn kahucho bhai mane😂😂😂

  • @debidattagamming2113
    @debidattagamming2113 23 години тому +4

    ତୁ ଯେତେ ଭଲ କର exam ତୋ ନା ଲିଷ୍ଟ ରେ ଆସିବନି କାଇଁକି ନା ଲିଷ୍ଟ ଆଗ ରୁ ତିଆରି ହୋଇସାରିଛି ଯିଏ ପଇସା ଦେଇଛି ତା ନା ଆସିବ

    • @Sipra1325
      @Sipra1325 19 годин тому +1

      Ye Paisa dei na thiba boli guarantee kan achi...

  • @pashupati55
    @pashupati55 7 годин тому +2

    *Bhai amara jami biki sabu paisa deichanti job pain RI Cancel hei gale se au banchibe kemiti* 😂😂😂

  • @Sophiebutter
    @Sophiebutter 22 години тому +7

    U are Absolutely right

  • @karunakarkk6725
    @karunakarkk6725 22 години тому +5

    I support bhi

  • @manaskumarhembram1808
    @manaskumarhembram1808 3 години тому +1

    Address ପଠେଇ ଦିଅ ଭାଈ ଆଉ ଘୁଟାଲା ହେଲେ ତମ ନାଁ ରେ case କରିବୁ ରାଜି ତ

  • @mithileshpanda
    @mithileshpanda 23 години тому +4

    Tu teacher katha kana paen kahuchu..tate to RI katha pachara hauchi

  • @manaskumarhembram1808
    @manaskumarhembram1808 3 години тому +1

    ଥରେ ଭାବି ଚିନ୍ତା କରି କହିବରେ ଭାଈ ନହେଲେ address ଖୁଜି ଯିବୁ

  • @krishnamohapatra-my7uf
    @krishnamohapatra-my7uf 23 години тому +3

    Oooo agaru Paisa denathila abe deichii ....sure ea Paisa deichii

  • @manaskumarhembram1808
    @manaskumarhembram1808 3 години тому +1

    ଯେତେ ଚୁପ୍ ହେଇକି ରହିବ ସେତେ ଘୁଟାଲ କରିବେ ଏକ ବାର ବାର fail ହେଇ କି ଆସିଅଛ ଜାଣିଥିବ ଦୁଃଖ କେମିତି ଲାଗେ । ଏକ ବାର ଆମେ ସହି ଯିବୁ mains exam exam ବେଳକୁ ସହିପାରିବ ତ

  • @sunilsethi9158
    @sunilsethi9158 22 години тому +4

    Right 👍👍👍👍👍👍👍 bro jahara exam bhala heichi jo semane kuade jibe exam bhal haba 5 jankra au exam kharap heba 10000 jankra ok exam batili habni ok

  • @bhimakantamusical7158
    @bhimakantamusical7158 20 годин тому +2

    ଏତେ ଦିନ କଣ କରୁଥିଲା ଯେ ଚାକିରୀ ପାଇଲାଣି ୟେ,

  • @MalatiPradhan-ex9ox
    @MalatiPradhan-ex9ox 23 години тому +13

    A mane gote gote pagal😂😂😂😂

  • @GkguruRoyal
    @GkguruRoyal 21 годину тому +1

    NAVEEN Government job bikri kala. Se odisha ru out hela. Abe BJP ra out haba ra time asigala. 5 lakh students*6 members per student@=3000000.Election re hisab haba.

  • @harekrushnamohanta7747
    @harekrushnamohanta7747 23 години тому +7

    Yara admit card nathiba check kara

  • @Kahnucharansahu_
    @Kahnucharansahu_ 9 годин тому +1

    ଆପଣ ଆପଣଙ୍କ କଥା କହିଦେଲେ ସାର୍ କିନ୍ତୁ ଏକାଧିକ ପିଲା osssc ର ଦୁର୍ନୀତି ଓ କଳୁଷିତ ପରିବେଶ ରେ exam centre ପାଇଁ exam ଦେବାରୁ ବଂଚିତ ଅଛନ୍ତି ସେମାନେ କେମିତି କରିବେ ଥରେ ଭାବିଲେନି । ଆପଣ apply karichnti ଯଦି ବା cancel ହୁଏ ପୁଣି apply କରିବାକୁ ପଡିବନି ଏଣୁ ଆପଣଙ୍କ age ବି safe ରହିଲା । ଆପଣ ଏତେ ଭଲ କି exam ଦେଇଛନ୍ତି ଅର୍ଥାତ ଆଉ ଥରେ ଦେଲେ ବି ପାଇବେ ଆପଣ Sinciarity, Exam dedication କଥା ରୁ ଜଣା ପଡୁଛିବ। exam ବାତିଲ ନହେଉ ଭାବୁଛନ୍ତି ତେବେ ଅନ୍ୟ ପିଲାମାନଙ୍କ ପାଇଁ କିଛି ମତାମତ ଦିଅନ୍ତୁ କଁଣ କରା ଯାଇ ପାରିବ....କେବଳ ନିଜ କଥା କହିକି ଚୁପ୍ ରହିଲେ ଅନ୍ୟମାନେ ବି suicide କରିବେ ନିଶ୍ଚିତ

  • @basudevupadhyaya6198
    @basudevupadhyaya6198 21 годину тому +3

    Exam cancel habani

  • @didyouknow1783
    @didyouknow1783 22 години тому +2

    Tama bhalia corrupted loko desare rahile b kharap . Tome joun desare rahiba seithi corruption hebo . Bajje loko akdam ae . Paisa deichhanti ea , tenu yanku prabala Dara . Second time ea pass e kariparibeni .

  • @TapaspatraTapu
    @TapaspatraTapu День тому +3

    Tu bahut bada pandit Seioai ete din bekara bulucha tadi pakaibu ri exam re

  • @groundrepot
    @groundrepot 6 годин тому +1

    Naa ta mane rakhithao bhaimane shiv kumar gauda, digapahandi, ganjam

  • @raghunathmuduli2392
    @raghunathmuduli2392 23 години тому +3

    Bhai 20 lakh bila biki daechhi 😂😂😂

  • @akshya3587
    @akshya3587 21 годину тому +2

    Ek dum right bhai ....

  • @millansoren9139
    @millansoren9139 23 години тому +5

    Full support bro 💪💪💪

  • @Lovely143Dipti
    @Lovely143Dipti 21 годину тому +2

    ଜଉ ସେଣ୍ଟର୍ ରେ problem ହେଇଛି ସେଠି ଯାଞ୍ଚ କରନ୍ତୁ, ଗରିବ ପିଲା କେତେ କଷ୍ଟ କରି 2 ବର୍ଷ ହେଲା ପରିଶ୍ରମ କରି exam ଦେଇଛନ୍ତି, ତେଣୁ exam ବାତିଲ ହେଇ ପାରିବ ନାହିଁ, ଜଉ ମାନେ ଏତେ ଜ୍ଞାନୀ ସେମାନେ OPSC,UPSC ଦିଅନ୍ତୁ,UA-camR ହେଇ athi ଡ୍ରାମା କରନି

  • @rajeshpatra9734
    @rajeshpatra9734 23 години тому +3

    Very good bro

  • @damusingbhatara3894
    @damusingbhatara3894 10 годин тому +2

    Exam cancel kara

  • @BrightKeshari
    @BrightKeshari 22 години тому +2

    Jadi bhala heichhi exam, so next aau thare exam dele bi bhala heba. So don't worry

  • @BikashSahoo-rh3ft
    @BikashSahoo-rh3ft 11 годин тому +1

    Tu bhala dalari dhari6i jana padu6i😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @rishi98493
    @rishi98493 2 години тому

    Ok I respect ur words but once think about us when we were about to start the exam there was no questions and options only numbers were visible que and ans were not visible after 20 min they shut down the computer and again start it but the it wasn't start from the starting time it was 15 min late the whole exam was about of 1hr 30 min but I got 1hr 15 min what about that Mr. Do u have to say anything about that ??? I was not even able to see some questions. If u r prepared well then definitely u will get the success if the exam conducted again so don' t worry . Exam should be cancelled and it must scheduled again in offline mode

  • @mrsstudio156
    @mrsstudio156 19 годин тому +1

    Bhai mun bi jane aspirant mora exam 22 September re thila , mo exam bhala heichi, but mun chahunchi j re- exam hau because , mun sure achhi j re exam hele bi mo exam bhala hin heba au mun janichi bahut pila exam deiparinahanti, Harrassment heichhancti, technical issues pain so I am suggesting to re conduction of exam in a transparency way so that all eligible candidates can get this job not corrupt one.

  • @Comedy-mageparab
    @Comedy-mageparab 7 годин тому +1

    Odisha ଛାଡ଼ିବୁ ଯଦି ଛାଲି ଯା ତୁ ଜଣେ ଗଲେ ଆମ odisha ର କିଛି ହେବ ନାହିଁ।

  • @rajkumar-tx8dq
    @rajkumar-tx8dq 21 годину тому +1

    Side re chhida heiki joumane tali maruchhanti .semane kon student na gurdian ????

  • @makingcraft98
    @makingcraft98 19 годин тому +1

    E ganjam ra mane sure deichhi note au aneka pila nka thu bi tanka khaichhi e sala ya na re abhijoga achhi

  • @binodsoren5585
    @binodsoren5585 4 години тому

    BANGLADESH KU AASO

  • @Drvictor98
    @Drvictor98 2 години тому

    He should be ARRESTED immediately , aku dharile dalal dhara padibe , patha padhichu 100 thara exam dele b vla karibu , reexam hele jetiki exam deithile setiki au thare debe tora Kain phatuchi 😂😂😂

  • @maheshmotivation1682
    @maheshmotivation1682 20 годин тому +1

    Siba kumar gauda , ganjam district ra . Check kala kaha pakhare a6i ki peo au forest gaurd pdf re iara na a6i ki nahi

    • @aspirant68889
      @aspirant68889 19 годин тому +1

      Mu check karithili ganjam district ra peo result ...se 88 mark rakhichi....age 36 + heba..apan b check kariparibe.....

    • @maheshmotivation1682
      @maheshmotivation1682 7 годин тому

      Hnn ame chantinti permanatly tranceparency re exam heu boli but sei valia kete ta chandala root ta ku bujhi parunahanti ...

  • @Jyostnarani-wx6ko
    @Jyostnarani-wx6ko 16 годин тому +1

    Ea shala 100%paisa deichhi exam band nahele osssc office jalidebu

  • @bikramroutaray935
    @bikramroutaray935 16 годин тому +2

    ଏଇଟା ଶଳା ଦଲାଲ କୁ ପଇସା ଦେଇଛି

  • @sidhantabehera6875
    @sidhantabehera6875 21 годину тому +1

    ଏମାନେ ପରୀକ୍ଷା ସତରେ ଦେଇଛନ୍ତି???
    କଥା କୁହା ଶୈଳୀ ରେ ରାଜନୈତିକ ଚିନ୍ତାଧାରା। ସମସ୍ତ ଙ୍କ ସ୍ଵାର୍ଥ ଲାଗି ପରୀକ୍ଷା ର ତଦନ୍ତ କରାଯିବ ନିହାତି।

  • @himanshudas4577
    @himanshudas4577 21 годину тому +1

    ବେ କେହି ଦୁନିଆରେ ଘର ଲୋକଙ୍କୁ ପଚାରି ମରୀ ନାହାନ୍ତି ଯଦି ମରି ବାର ଅଛି ମରିଯା,, କାରଣ mariba ପାଇଁ permission niya Jaye ନାହିଁ,,,

  • @Threatsstar7
    @Threatsstar7 22 години тому +1

    Aye odia re 20 ta ans dei deichhi...sethipain uduchhi upare .,..
    Jiban re ate easy question dekhini...

  • @madhubehera2084
    @madhubehera2084 4 години тому

    Aoo jaumane exam re problem face karichanti semanakar kiso hebo ?????

  • @Dsmeher
    @Dsmeher 10 годин тому +1

    ଭାଇ ତୁଇ ଯଦି ପାଠ ପଢ଼ିଚୁ ତାହେଲେ , 2 ଥର୍ exam ହେଲେ କଣ problem, ବାଳ ଶଳା selfish, ନିଜ କଥା ଭାବୁ ଥା, ତୁଇ ଯଦି govt job ଟେ ପାଇବୁ ବେଳେ ,ନିଜର କଥା ଭାବିବୁ ଜଣା ଗଲା ନ, ତୁଇ ବେଟା Odisha କେ ବିକି ଦେବୁ,
    ଶଳା ଚୂତିଆ ତୁଇ କେନ୍ସି job ପାଇବାର ର like ନୁହେ,