Jibana Do Chhakire Ashara Alok Ep 361, 15 APRIL 2023

Поділитися
Вставка
  • Опубліковано 21 вер 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also a few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real-life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behooves its pioneering efforts.
    Accordingly, its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news!
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 36#OdishaTV#OTV

КОМЕНТАРІ • 4,6 тис.

  • @AshokKumar-p2b7o
    @AshokKumar-p2b7o 8 місяців тому +2974

    ଆଶାର ଅନ୍ଧାର ଦେଖିକି କିଏ ଏ episode ଦେଖିବାକୁ ଆସିଛ ତ ଗୋଟେ like ହଉ

  • @madhusmitamohanty8103
    @madhusmitamohanty8103 10 місяців тому +988

    ଆଶାର ଆଲୋକ ଦେଖିବା ବେଳେ ଆଜିବି
    ମିହିର ଦାସ ଙ୍କୁ ଆଖି ଖୋଜୁଛି miss u mihir sir 😭🙏

  • @manaskuanar3295
    @manaskuanar3295 9 місяців тому +2155

    Funny anugulia comedy dhekiki kou mane vedio dekhuchha🤧🤧🙂😊
    Like heuu🙂

  • @papundehury5009
    @papundehury5009 8 місяців тому +125

    ଲୋକଟି ବହୁତ ସରଳ କିନ୍ତୁ ଶିକ୍ଷାର ଘୋର ଅଭାବ ଆଉ ମଦ ପାଇଁ ଆଜି ଏ ଅବସ୍ଥା. ବୋଧ ହୁଏ ଶିକ୍ଷାଗତ ବୁଝିବା ଥିଲେ ଏମିତି ହୋଇନଥାନ୍ତା. ଶିକ୍ଷା ମଣିଷ ପାଇଁ ନିହାତି ଅପାରହାର୍ଯ୍ୟ. ଜୟ ଜଗନ୍ନାଥ 🙏🏻💐

    • @skslalaji1432
      @skslalaji1432 4 місяці тому +1

      Dharma gyaana darkar

    • @papundehury5009
      @papundehury5009 4 місяці тому

      @@skslalaji1432 ଶିକ୍ଷା ବେଶୀ ଇମ୍ପୋଟାଣ୍ଟ

    • @FOOTBALLINDIA365
      @FOOTBALLINDIA365 2 місяці тому

      Pakka magia ta

  • @ajit.pintusethy4865
    @ajit.pintusethy4865 10 місяців тому +5836

    Insta dekhiki kou mane episode dekhibaku asicha gote like heijau 😊😊😊😊

  • @nirajanandansamal28
    @nirajanandansamal28 9 місяців тому +518

    କଥା ଟ୍ଟା ତ ମଜା ଲାଗୁଚି ହେଲେ , ସେ ସ୍ତ୍ରୀ ଲୋକ ଟିର ଦୁଃଖ କିଏ ବୁଝିବ 😢

  • @surajkumarsahoosurajkumars5910
    @surajkumarsahoosurajkumars5910 9 місяців тому +253

    ଭାଗ୍ୟ ରେ ଥିଲେ ଏପରି ସ୍ତ୍ରୀ ମିଳେ , ଦୁର୍ଭାଗ୍ୟ ରେ ଏପରି ସ୍ୱାମୀ ମିଳେ ।

    • @sujatasahoo6509
      @sujatasahoo6509 9 місяців тому

      😂😂😂😂

    • @subhasisrout2489
      @subhasisrout2489 8 місяців тому +7

      Bhai ei loka taku kichi na khali mada dakra buchuati badi re

  • @sasmitasethy3688
    @sasmitasethy3688 6 місяців тому +117

    ଏମିତି ଧର୍ଯ୍ୟବାନ ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ 😢😢😢😢😢😢😢😢

  • @jhilubehera4977
    @jhilubehera4977 9 місяців тому +114

    🥺🥺😭 ବହୁତ ସଚଟ ହୃଦୟ ର ସ୍ୱାମୀ ସ୍ତ୍ରୀ ଦୁହେଁ😢 ଶିକ୍ଷା ଅଭାବ ପାଇଁ ଜୀବନ ଦୋଛକି ରେ 😢😢 ଭଗବାନଙ୍କ ନିକଟରେ ପ୍ରାର୍ଥନା .......🤲🤲🤲🤲🤲🙏🙏🙏🙏🙏🙏🙏🙏🙏........

  • @SKCRICKET1432
    @SKCRICKET1432 9 місяців тому +276

    ଆଜି ପ୍ରମାଣ ହେଲା- ପ୍ରେମ ନିଶା ଆଉ ମଦ ନିଶା ପଡ଼ିଥିବା ବ୍ୟକ୍ତିଙ୍କୁ କେହି ବୁଝେଇ ପାରିବେ ନାହିଁ ।

  • @chittabehera1206
    @chittabehera1206 10 місяців тому +1997

    ଶିକ୍ଷାର ଅଭାବ ଯୋଗୁ ଏପରି ପରିସ୍ଥିତି। ସୁସ୍ଥ ସମାଜ ଗଠନ ଓ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ହେଲେ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର । 😢 ଏଠାରେ ଶିକ୍ଷା ଅର୍ଥ କେବଳ ପୁସ୍ତକଗତ ନୁହେଁ, ବରଂ ଶିକ୍ଷା ବା ଶିକ୍ଷିତ ସେ ଯିଏ ଭଲ ମନ୍ଦ, ଉଚିତ୍ ଅନୁଚିତ୍ ବିଚାର କରି ପାରୁଥିବା ବ୍ୟକ୍ତି ।

  • @sonusoumya8519
    @sonusoumya8519 9 місяців тому +655

    ଅସାର ଅନ୍ଧାର ଦେଖିକି କିଏ କିଏ ଆସିଛ 😂😂??

    • @Sanu143-w5t
      @Sanu143-w5t 8 місяців тому +2

      Mu 😂

    • @Pintu_Ghana
      @Pintu_Ghana 8 місяців тому +1

      Mu bi

    • @priyatamaparida8323
      @priyatamaparida8323 8 місяців тому +1

      😂😂😂😂😂😅

    • @hemantakumarnayak2373
      @hemantakumarnayak2373 8 місяців тому +1

      Mu

    • @222mbv
      @222mbv 8 місяців тому +1

      ଯଉ ମାନେ ମଦ ପିଉଛନ୍ତି ତାକ ପାଇଁ ଏଇ ଅଧାୟ ଟି ଭାଇମାନେ ଦେଖି ବଦଳି ଯାଓ ଜୟ ଜଗନ୍ନାଥ

  • @bikashmohanty977
    @bikashmohanty977 9 місяців тому +978

    ସତରେ କିଏ କିଏ Instagram ଦେଖି ଫୁଲ୍ episode ଦେଖୁଛ ଲାଇକ କର❤

  • @aj.648
    @aj.648 10 місяців тому +2045

    Kie kie mo valia insta reel dekhiki asichha dekhibaku 😂😂

  • @sidheswarsahoo2790
    @sidheswarsahoo2790 9 місяців тому +988

    *Funny Anugulia Video ଦେଖିବା ପରେ କିଏ ଆସିଲ 😂😂😂*

  • @BiduBireka
    @BiduBireka 8 місяців тому +111

    ଡାଲମା ମା i love you ତମ ଧନ୍ୟବାଦ ଯେ ତମେ ଏତେ ଦୁଃଖ ପାଇକିବି ସେଭଳିଆ ସ୍ୱମୀ ପାଖରେ ରହିବାକୁ ଚାହୁଁଚ ସତରେ i real love you❤❤❤❤❤❤❤❤

  • @changinglifeofsima2193
    @changinglifeofsima2193 9 місяців тому +154

    ଭଗବାନ୍ ଏତେ ସୁନ୍ଦର ସ୍ତ୍ରୀ କୁ ଏତେ କଷ୍ଟ ଦିଅନି....🙏 ତାଙ୍କୁ ସାହସ ଆଉ ଧୈର୍ଯ୍ୟ ଦିଅ...

  • @ajayakumarbeura9824
    @ajayakumarbeura9824 9 місяців тому +110

    ମିହିର ଦାସ ବଞ୍ଚିଥିଲେ ଏ ଶୋ ଦେଖିସାରିଲା ପରେ ନିଶ୍ଚୟ ମରିଯାଇଥାନ୍ତେ 😂😂😂

  • @rajkishorenaik3346
    @rajkishorenaik3346 10 місяців тому +264

    ମଦ ଟା ସମାଜ ପାଇଁ କେତେ ଯେ ବିପଦ ଜନକ ଏଥିରୁ ପ୍ରମାଣିତ 😢

  • @akashpradhan8705
    @akashpradhan8705 8 місяців тому +13

    ସତରେ ଦେଖିଲା ପରେ ବହୁତୁ ଦୁଃଖ ଲଗୁଛି 😢😢😢ଭଗବାନ କରନ୍ତୁ ତମେ ଦୁଇଜଣ ଭଲରେ ରୁହ ଶ୍ୟାମି ସ୍ତ୍ରୀ ର ସମ୍ପର୍କ ସବୁଠୁ ନିବିଡ଼ ସମ୍ପର୍କ ସତରେ ମୁଁ ସହିପାରୁନି ଭଗବାନ କରନ୍ତୁ ଏମିନ୍ତି କାହା ଜୀବନରେ ନୋ ଆସୁ ଜୟ ଜଗନ୍ନାଥ 🙏🙏🙏🙏

  • @Ariyan.ariyan.ariyan
    @Ariyan.ariyan.ariyan 9 місяців тому +68

    ଅନୁଗୁଳିଆ ବଣ୍ଟି ର କମେଡି ଭିଡିଓ ଦେଖି କେଉଁମାନେ ଆସିଛ ଲାଇକ କର

  • @nibeditajena3070
    @nibeditajena3070 9 місяців тому +49

    ଏତେ ଦିନ ପରେ ଗୋଟେ episode ଦେଖିଲି ଯେଉଁଥିରେ ମିଛ ଟିକେ ମଧ୍ୟ ନାହିଁ ବଡ଼ ବଡ଼ିଆ ଙ୍କ ଝଗଡା ରେ ମିଛ ଅଧିକ

  • @SarojiniRout-j6i
    @SarojiniRout-j6i 10 місяців тому +85

    ଏମିତି ଅଜବ ମଣିଷ ମୁଁ ଏ ଜନ୍ମରେ ଦେଖି ନାହିଁ 🙏🙏🙏 ଭବିଷ୍ୟତ ରେ ଏମିତି ଦୁଃଖ ଏ ମଣିଷ ପାଇବ ସବୁ ଜଳ ଜଳ ହୋଇ ଦେଖା ଯାଉଛି 🙏🙏 ଭଗବାନ ତୁମେ ଭରଷା 🙏🙏🙏

    • @priyabratamallik3277
      @priyabratamallik3277 9 місяців тому

      Emiti bahut achanti tike kbk areara links pakhakku jantu janibe emane kete pachare achanti only for education kam

  • @sisirmohan7517
    @sisirmohan7517 4 місяці тому +37

    ଏଥିରୁ ଜଣାପଡିଲା ଗଟେ ମଣିଷ ପାଇଁ ଶିକ୍ଷା କେତେ ଯେ ଦରକାର। ଶିକ୍ଷା ହିଁ ମଣିଷ କୁ ଆଲୋକ ଦେଖାଏ

    • @incredibleworld2712
      @incredibleworld2712 4 місяці тому +1

      Maha gyani ta bada ghare e sabu besi hue janichhu but spread Hueni anubhab aau barsha bodhe patha padhi nahanti😊😊😊

    • @sisirmohan7517
      @sisirmohan7517 4 місяці тому

      @@incredibleworld2712 ତା ହେଲେ ମୂର୍ଖ ହେବା ଟା ଠିକ୍ କି

  • @sscreation8414
    @sscreation8414 9 місяців тому +220

    ଶ୍ରେଷ୍ଟ ମଦୁଆ ପୁରସ୍କାର ୟାକୁ ରାଷ୍ଟ୍ରପତି ଙ୍କ ଦ୍ବାରା ଦିଆଯାଉ 😂

  • @manoranjancreations9040
    @manoranjancreations9040 9 місяців тому +106

    ପାଗଳ ଠାରୁ ମହାପାଗଳ ରେ ଭାଇ ଇଏ ପଶୁ ଠାରୁ ହୀନ ବୁଦ୍ଧି ୟା ପାଇଁ ସାରା ଜୀବନ ଜେଲ୍ ଠିକ୍ ।

    • @ranjitamishra7623
      @ranjitamishra7623 9 місяців тому +1

      Right 👍

    • @alishasoren3608
      @alishasoren3608 4 місяці тому

      Mu se jegare thile loko supari logei jibanoru marideithanti supari dei ହାଣି ଦେଇଥାନ୍ତି😡😡😡

    • @BIBEKPRADHAN-te1hm
      @BIBEKPRADHAN-te1hm 3 місяці тому

      Yaku hato goda katiki and ankhi kadhiki sala ku rasta re phopadidia....

  • @gajapatitoka3000
    @gajapatitoka3000 8 місяців тому +152

    ଯେତେ ସବୁ episode ଦେଖିଥିଲି ଏହି episode ସବୁଠାରୁ ଭଲ episode full 😂😂😂

  • @kshirodbarik673
    @kshirodbarik673 8 місяців тому +111

    ଏଥିପାଇ ସରକାରଙ୍କ ର ଦୋଷ, ଦୟାକରି ନିଶାଦ୍ରବ୍ୟ ବନ୍ଦ କରାଯାଉ... 🙏🙏🙏

    • @barsaarati9217
      @barsaarati9217 8 місяців тому

      Sata katha

    • @sohalkymohapatra
      @sohalkymohapatra 8 місяців тому

      Sedina kebe asiba kebala bhagavan nku jana😢....ethipain kete jibana nasta heijauchi...

  • @shubhramanyutarai4963
    @shubhramanyutarai4963 10 місяців тому +165

    ବହୁତ ହସ ଲାଗିଲା episod ଦେଖି .😅😅😅
    ଭଗବାନ କରନ୍ତୁ ସେ ଦୁହେଁ ମିଶି ଯାନ୍ତୁ

    • @king.kanha__
      @king.kanha__ 10 місяців тому +4

      Aau kaha dukha re hansucha chaka akhi sabu dekhuchi

    • @lopitanayak3392
      @lopitanayak3392 9 місяців тому +1

      Noo ..amiti Manisa saha au rahiba uchit nuhe .se gote pagala .

  • @DebashreeDebajani-vx2rv
    @DebashreeDebajani-vx2rv 10 місяців тому +76

    ସତରେ ଏଇ Episode ଟା ବହୁତ ହସ😅 ଲାଗୁଛି କିଏ ବୁଝେଇବ ଏମିତିକା ଲୋକଙ୍କୁ

  • @suchismitadash9036
    @suchismitadash9036 10 місяців тому +217

    Insta rells dekhiki kie kie asicha like karidia 😄😄😄

  • @annuscollection8045
    @annuscollection8045 8 місяців тому +97

    ଦୁଃଖ ଲାଗୁଛି ଏଇ ମହିଳାଙ୍କୁ ଦେଖିକି , ଏମିତି ପୁରୁଷକୁ ଚପଲ ସେକା ଦରକାର , ତା ଛୁଆ ମାନେ ତାକୁ ବାଡେ଼ଇବା ଉଚିତ ... ସେଇ ୧୮ ବୟସ ଝିଅ ବି ସେକିବା ଦରକାର ତାକୁ

  • @ganeswarmahanta616
    @ganeswarmahanta616 9 місяців тому +71

    ଅତି ସୁନ୍ଦର ମୁଁ ଛୁଟ ବେଳେ ପଢାବହିରେ ପଢ଼ିଥିଲି ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ଆଜି ସେପରି ଲୋକ ଗୋଟେ ଦେଖିଲି ଧନ୍ୟବାଦ

  • @wemad4volleyball317
    @wemad4volleyball317 9 місяців тому +42

    Education ଅଭାବ ସମସ୍ତେ କହୁଛନ୍ତି. କିନ୍ତୁ ଏଇ ସବୁ କେଶ୍ ବେଶୀ ଶିକ୍ଷିତ ମାନେ ହିଁ କରୁଛନ୍ତି. ଉଦାହରଣ ଅନୁଭବ, ବର୍ଷା, ଅମୀର ଖାନ୍, ଆହୁରି ବହୁତ୍ ଅଛନ୍ତି. Living relationship ଟା ଶିକ୍ଷିତ ସାମାଜ ର କାମ.

    • @Queenmina-t9d
      @Queenmina-t9d 9 місяців тому +1

      That's the truth

    • @PinkiHarijan-v4q
      @PinkiHarijan-v4q 9 місяців тому

      ତାଙ୍କ କଥା ଶୁଣି ଅ ଶିକ୍ଷିତ କହୁଛନ୍ତି 😢😢

    • @wemad4volleyball317
      @wemad4volleyball317 9 місяців тому

      @@PinkiHarijan-v4q ଆପଣ ଠିକ୍ କହୁଛନ୍ତି ହେଲେ କିଛି ଶିକ୍ଷିତ କଥା ସେଭଳି ନ କହି ବି ତା ଠାରୁ ହୀନ କାମ କରନ୍ତି ଏବଂ ମିଛ ଉପରେ ମିଛ କହି ଚାଲନ୍ତି

    • @rajkumarbarik5187
      @rajkumarbarik5187 9 місяців тому

      Correct

    • @rajkumarbarik5187
      @rajkumarbarik5187 9 місяців тому +1

      Kan pakruti mishra pakhare education nathila

  • @debendrarout678
    @debendrarout678 10 місяців тому +98

    ସରକାର ବି ଟିକେ ଦେଖୁ ମଦ ପାଁଇ କଣ କଣ ହଉଚି ଆହୁରି ବି ମଦ ଦୋକାନ ଖୋଲୁଛି

  • @jitenparida5574
    @jitenparida5574 9 місяців тому +33

    କିଛି ଅସଭ୍ୟ ଲୋକ କମେଡି ଭିଡିଓ ଦେଖିକି ଆସି ଏଥି judgemts ହସି କି ଦେଉଛନ୍ତି !!
    ସେମାନେ ୟେ ଦେଖୁନାହାନ୍ତି ଏ ମାଆ ଙ୍କ ଉପରେ କି ପ୍ରକାର ଅତ୍ୟାଚାର ହେଇ ଆସୁଛି !!!

    • @manojpanda87
      @manojpanda87 7 місяців тому +2

      Bahut badhia comment seimananku joumane khauchhanti badhia comedy episode boli, semane realise karunahanti je ete abujha lokaku bujhaibara sakti kahapakhare nahin boli

    • @sarmilasingh6906
      @sarmilasingh6906 3 місяці тому

      Thik kotha

  • @prafullapaik8290
    @prafullapaik8290 10 місяців тому +194

    ଏମିତି ନିର୍ଲଜ୍ଜ ମଣିଷ ଏହି ଦୁନିଆରେ ଅଛନ୍ତି ମୁଁ ପ୍ରଥମଥର ପାଇଁ ଦେଖିଲି ।

    • @sunitamuduli3404
      @sunitamuduli3404 10 місяців тому

      Mo husband bi atharu adhika nirlaja manisa

    • @prafullapaik8290
      @prafullapaik8290 10 місяців тому

      @@sunitamuduli3404 ଜାରଜ ସନ୍ତାନ ହେଲେ ହିଁ ଏମିତି ନାରୀମାନଙ୍କ ଉପରେ ଅତ୍ୟାଚାର କରିବେ।

    • @rojalinayushmansatapathy1016
      @rojalinayushmansatapathy1016 10 місяців тому

      ​@@sunitamuduli3404😢

    • @SipraMishra-cz1lq
      @SipraMishra-cz1lq 10 місяців тому

      Same

    • @Champamandal02
      @Champamandal02 10 місяців тому +1

      Mo husband b amete mu singl maa 🥺🥺🥺🥺

  • @HelpInOdiaByLipu
    @HelpInOdiaByLipu 9 місяців тому +21

    ଏମିତଆ ଅସଭ୍ୟ ଆଉ ଅଶିକ୍ଷିତ ଲୋକ ବି ଥାନ୍ତି ବିଶ୍ୱାସ ହଉନି....... ମାନବିକତା ବୋଲି ଗୋଟେ ଶବ୍ଦ ଅଛି ସେ ବୋଧେ ଜାଣିନି....... ହେଲେ ସେ ମା ଙ୍କୁ କୋଟି ନମସ୍କାର🙏🙏🙏🙏

  • @lipakchoudhury3287
    @lipakchoudhury3287 9 місяців тому +46

    ଆଶାର ଆଲୋକ ଗୋଟେ ଭଲ ପ୍ରୟାସ। ଓ ଟିଭି ଗୋଟେ ମୋଟରସାଇକେଲ ଦେଲେ ଆମେ ଖୁସି ହେବୁ

  • @Jasabanta07
    @Jasabanta07 8 місяців тому +26

    ସରକାର ଏହି ପ୍ରତି ଧନ୍ୟ ଦେବା ଦରକାର.

  • @trueindianman9336
    @trueindianman9336 9 місяців тому +245

    Salute to this lady(wife). Her understanding and patience is exceptional.

  • @akankshyahotta846
    @akankshyahotta846 10 місяців тому +93

    ସତରେ ଭାଇ... ଆଜି ତୁମେ ଆଶାର ଆଲୋକ ଟାକୁ, ପୁରା ଲିଭେଇ ଦେଲ😅😅
    ଭାଇ ଏଇଟାକୁ ଓଟିଭି ଷ୍ଟୁଡିଓ ଯାଇଁ ଯିଏ ଆଣିଛି ତାକୁ ୧୦୮ ନମସ୍କାର😅🙏

  • @sitahansda9585
    @sitahansda9585 Рік тому +151

    ମଦୁଆକୁ ଆଉ ମୁର୍ଖ ଲୋକ କୁ କେବେ ବୁଝାଇ ପାରିବେନି

  • @kulmanipradhan6737
    @kulmanipradhan6737 7 місяців тому +8

    ଏ ସବୁ ଦେଖିବା ପରେ ଡାଲମା କୁ ଦେଖି କାନ୍ଦ ଲାଗୁଛି ତାର ସ୍ବାମୀ କି ଦେଖି ହସ ଲାଗୁଛି କି ଅଦୁଭୁତି ସିନ୍❤🙏

  • @ritubiswal1634
    @ritubiswal1634 9 місяців тому +12

    ଏମିତି କା ଲୋକର ଗୋଡ ହାତ ଆଗ ଭାଙ୍ଗିକି ଛାଡ ତା ପରେ ଜାଇକି ମଦ ନିସା ଆଉ ଦୀତୀୟ ଲଭ୍ ନିସା ଛାଡିଜିବ ...... ଜୟ ଜଗନ୍ନାଥ 🙏🙏

  • @jilusahoo1388
    @jilusahoo1388 9 місяців тому +383

    ଏ ମା'ଙ୍କୁ ହୃଦୟରୁ ଶତଶତ🙏🙏🙏🙏

  • @monalipriyadarshini6211
    @monalipriyadarshini6211 9 місяців тому +15

    ଶିକ୍ଷା ର ଅଭାବ ଥିଲେ ବି ଲୋକ ଭୁଲ କରନ୍ତି ଶିକ୍ଷା ଥାଇକି ବି ଲୋକ ଭୁଲ କରନ୍ତି କିନ୍ତୁ ଅସଲ ଶିକ୍ଷା ମଣିଷର ସୁସ୍ଥ ମାନସିକତା । ଗୋଟିଏ ସୁସ୍ଥ ମାନସିକ ଲୋକ ହିଁ ଠିକ୍ ନିଷ୍ପତି ନେଇପାରେ 👍

  • @Sheenu22AM
    @Sheenu22AM 8 місяців тому +44

    Salute to this lady
    Her patience level is out of imagination
    May God gives her lots of happiness and blessings ❤

  • @nirmalasethi4928
    @nirmalasethi4928 Рік тому +61

    ମୂର୍ଖ ଲୋକ ଙ୍କୁ ବୁଝେଇ ପାରିବେନି,,ବିଷ ଟିକିଏ ଦେଇ ଦିଅ ଶାନ୍ତି ରେ ଶୋଇବ

  • @saispandanpanda9153
    @saispandanpanda9153 9 місяців тому +109

    Most beautiful thing in this video is that lady's level of understanding and patience. Only one is responsible for this situation is EDUCATION..

    • @Darksouldraws
      @Darksouldraws 8 місяців тому

      No

    • @PujaBehera-ie1yd
      @PujaBehera-ie1yd 6 місяців тому +2

      Sikhya ra abhaba pain nuha budhi ra abhaba pain emiti hauchi. kete apathua achanti joumane patha padhithiba lokanku bi pani piaidebe

    • @saispandanpanda9153
      @saispandanpanda9153 6 місяців тому

      @@PujaBehera-ie1yd education doesn't mean what you only get from books. It's also about culture ,socialization , behavior .

  • @bharatkumarbehera3588
    @bharatkumarbehera3588 9 місяців тому +16

    ଅବଶ୍ୟ ଲୋକଟିର ଶିକ୍ଷା ର ଅଭାବ ଏବଂ କୁସଙ୍ଗ ପାଇଁ ଏମିତି ଅବସ୍ଥା ନହେଲେ ଲୋକଟି ମିଛ କହୁନାହିଁ 👍👍ପୁରେ heart❤

    • @citizen1999
      @citizen1999 9 місяців тому

      Sala taku pitiba katha pure heart kn

  • @jitendrapradhan333
    @jitendrapradhan333 8 місяців тому +34

    Credit goes to Naveen Pattanaik for making sure that, every village must be a wine HUB. Example my own village -Taratua, PO: Iswapur, Nilgiri, Balasore. Waah Waah re sarkar.

    • @Asutosh_007
      @Asutosh_007 8 місяців тому +1

      Bhai Dhenkanal, Cuttack au angul ta Desi mada re bhasuchi ... mainly Cuttack ..Dipa tala andhara Kain amanku dekha jiba 😅

    • @mrnobody9799
      @mrnobody9799 8 місяців тому +2

      Thik katha nabeen babu ghara ghara buli jai daki ani mada peauchanti au loka mane bohut gariba au niriha tanku badhya kari pati re kahali pakai nabeen babu peai douchanti bohut dukha ra bisay ama rajya re nischita bhabe Bihar bhalia mada band heba darkar au desa ra top mada kala bajari re odisha jiba darkar loka niriha bhai nabeen babu tanka jeban sange kheluchanti

  • @muodia698
    @muodia698 9 місяців тому +42

    ବହୁତ ସୁନ୍ଦର ମଣିଷ ଟେ ଟିକେ ଯଦି ବୁଝିପାରନ୍ତ ତାର ସଂସାର ଟି ବେଶ ହସ ଖୁସି ରେ ଚାଲନ୍ତା ଜଗନ୍ନାଥ କରନ୍ତୁ ଏ 2 ଜଣ ମିଶି ଯାଆନ୍ତୁ 🙏

    • @dibyaranjanbapundas8552
      @dibyaranjanbapundas8552 9 місяців тому +2

    • @santoshnayak6459
      @santoshnayak6459 9 місяців тому +2

      ସୁର ଅଜାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ

    • @Tapaswini36018
      @Tapaswini36018 9 місяців тому +4

      Eii loka saha rahiba apekhya eka rahiba bahut vla ..

    • @muodia698
      @muodia698 9 місяців тому

      @@Tapaswini36018 ଜୀବନ ର ରାସ୍ତା ବହୁତ ଲମ୍ବା ବନ୍ଧୁ ଏକା ଚାଲିବ ବହୁତ କଷ୍ଟ ତା ପାଇଁ ଭଗବାନ ସାଥି ଟେ ବନେଇଛନ୍ତି ଦୁଃଖ ରେ ସୁଖ ରେ ଲଢ଼ିବା ପାଇଁ. ଏ ଲୋକ ଟି ଆଉ ଏକ ଝିଅ କଥା ରେ ପଡି
      ଆଉ ମଦ ନିଶା ରେ ପଡି ଅବାଟ କୁ ଚାଲି ଯାଇଛି ତାଙ୍କୁ ତାର ସ୍ତ୍ରୀ ଚେଷ୍ଟା କରି ଭଲ ବାଟ କୁ ଆଣିବା ଦରକାର ସତ ଚେଷ୍ଟା ପରେ ଯଦି ଜଣେ ଭଲ ବାଟ କୁ ନ ଆସିଲା ତା ହେଲେ ତାକୁ ଏକା ଛାଡି ଦେବା ଦରକାର ମୋ ମତ ରେ ଗୋଟେ ଘର କୁ ଭାଙ୍ଗି ଦେବା ବହୁତ ସହଜ କିନ୍ତୁ ଗୋଟେ ଘର କରିବା କେତେ ଯେ କଷ୍ଟ ତିଆରି କରିଲା ଵାଲା ଏକା କହିପାରିବ ଜୟ ଜଗନ୍ନାଥ 🙏

    • @Tapaswini36018
      @Tapaswini36018 9 місяців тому +1

      Emt manisa saha se stree kmt sara jiban katiba..jie vla paiki 3 ta pila heiki gote jhia pain change heiparila..jie thare vul kala na se bar bar Kariba.. don't chance again.. vagawan achhanti se stree pain .. emt Swami saha lyf impossible

  • @tiriababu2089
    @tiriababu2089 9 місяців тому +109

    ପ୍ରେମ ନିଶା ର କମାଲ୍ ନୁହେଁ... ଏଇ ହଉଛି ହାଣ୍ଡିଆ ନିଶା ର କମାଲ୍... 😊😊

  • @RupeshKumarPanda-so4pm
    @RupeshKumarPanda-so4pm 10 місяців тому +53

    ଏଇ ଅଜବ ଲୋକ କୁ କେବଳ ସୁର ରାଉତରାୟ ବୁଝେଇ ପାରିବ

  • @RS-StudyCircle
    @RS-StudyCircle 8 місяців тому +39

    ମା ର ଦୁଃଖ ଦୂର କର ପ୍ରଭୁ ତାକୁ ସାହା ହୁଅ 😢

  • @durgacharanpalei7046
    @durgacharanpalei7046 10 місяців тому +70

    ହେ ଭଗବାନ ! 😢 ଏମିତି ମଣିଷ କୁ ଭଗବାନ ଛଢା ଆଉ କିଏ ବୁଝେଇ ପାରିବେ ନାହିଁ ।
    It is a mad man.

  • @odiatraveler6630
    @odiatraveler6630 9 місяців тому +158

    ଏହି episode ଟି ଦେଖିଲା ପରେ ଲଗିଲା ସେଇ ଭାଇ ଜଣ ଙ୍କ ସରଳ କିନ୍ତୁ ମଦ ହିଁ ସେମାନଙ୍କ ପରିବାର କୁ ନଷ୍ଠ କରି ଦେଇଛି ଭାବନ୍ତୁ କେତେ ଏମିତି ନିରୀହ ଓ ସୁନ୍ଦର ସଂସାର ଉଜୁଡ଼ି ଯାଉଛି କାରଣ ଏହି "ମଦ "

    • @Eklakshya98
      @Eklakshya98 9 місяців тому +1

      ନା ଭାଇ ମଦ କୁ ଖରାପ କୁହନି 😂😂😂

    • @Jdvpatra3
      @Jdvpatra3 9 місяців тому +1

      Mada nuhn. Maada pita avab janita Roga!

    • @rockvlog2936
      @rockvlog2936 9 місяців тому +1

      ମଦ ଛାଡିଲେ ମଦ ଆପେ ବନ୍ଦ ହେଇଯିବ 👍🙏

    • @jhunimajhi1930
      @jhunimajhi1930 9 місяців тому

      Sata sir

    • @jhunimajhi1930
      @jhunimajhi1930 9 місяців тому

      Ahi ta madara kamal

  • @subhabratamishra4465
    @subhabratamishra4465 9 місяців тому +318

    ଅପଦାର୍ଥ ସ୍ବାମୀ । ଏ ଶଳାକୁ ବିଦ୍ୟୁତ୍ ଆଘାତ୍‌ ଦେଲେ ସୁଧୁରି ଯିବ‌ ।

  • @shubhamkumarprusty6716
    @shubhamkumarprusty6716 9 місяців тому +30

    Beautiful massage for society ❤️

  • @anjalipravasingh8760
    @anjalipravasingh8760 Рік тому +45

    ଏ ଭଳି ସ୍ବାମୀ କୁ ଜେଲ ରେ ପୁରା ମଲା ପର୍ଯ୍ୟନ୍ତ ରଖିବା କଥା ।

  • @utkaliniparida
    @utkaliniparida 9 місяців тому +28

    Girls Mane Independent haba nihati darkar..🥺 Prabhu Mahadev Sei Lady nku strength diantu..❤🙏🏻😢

    • @Sonahoney56
      @Sonahoney56 9 місяців тому +3

      Mu aapana nka comment re aka mata

  • @hinduhunawaamnahi.8928
    @hinduhunawaamnahi.8928 9 місяців тому +120

    Kie Sabu Bunty bhai ra video dekhiki ashi cha 😂🎉

  • @mamunhere
    @mamunhere 9 місяців тому +86

    I don't know how people find this funny...look at his wife's eyes ...my heart is broken 💔😭

  • @soumyaranjandas6525
    @soumyaranjandas6525 9 місяців тому +24

    ଏ episode ରୁ ମତେ ସିଖିବାକୁ ମିଳିଲା
    ଜିବନ ଷାରା ନିଷା କରିବିନି, ଆଉ ଆଜି ପର୍ଯ୍ୟନ୍ତ କିଛି ନିଷାଭି କରିନାହିଁ ( 0 )zero tolerance ନିଷା ପାଳନ କରୁଛି
    ଆଉ ୨ ଟ କଥା ସିଖିବାକୁ ମିଳିଲା ମିଛ କହୁନାହିଁ ଏତେ ସବୁ ହେଲାପରେ ।
    ମୁ ମୋ ନିଜକୁ ପଚାରିଲେ ମୁଁ କିଛି ମିଛ କହୁଛି 0 ମିଛ ନ ହେଲେବି 10% ମିଛ ରେ ଜିବନ ବଚାଈବୀ / ଜିଏ ମୋ କଥାରେ ସହମତ 👍like kara

  • @justfitforlife5061
    @justfitforlife5061 9 місяців тому +14

    Finally mote ei episode ta miligola kie kie mo bholi kie kie khojicha tike like👍 koro

  • @MonalishaDas-nd7wg
    @MonalishaDas-nd7wg Рік тому +41

    ବାହା ହେଲା ପରେ ପ୍ରେମ ସରିଗଲା ବହୁତ୍ ଲୋକଙ୍କ ଜୀବନରେ ଏମିତି ହଉଛି .....

  • @music-world7825
    @music-world7825 8 місяців тому +53

    Always Miss Our Legend Mihir Sir 🥹

  • @asishpradhan7587
    @asishpradhan7587 9 місяців тому +12

    ଭାଇ ମାନେ ଏ ଲୋକକୁ ଭଲ ସେ ଚିହ୍ନି ରଖ , ଯୋଉଠି ଦେଖିବ ସେଇଠି ୟା ଗୋଡୋ ହାତ ଭାଙ୍ଗି ଦେବା ଉଚିତ୍ 🤛🤜🤜

  • @muodia698
    @muodia698 9 місяців тому +17

    ଆଶା ର ଆଲୋକ ଦେଖିଲେ ଆଜି ବି ମିହିର ଦାସ ଙ୍କ କଥା ଭାରି ମନେ ପଡେ ତାଙ୍କ କଥା ରେ କିଛି ଯାଦୁ ଥାଏ ତାଙ୍କ କଥା କହିବା ସେଈଳୀ ଭାରି ଭଲ ଲାଗେ ତାଙ୍କ ପରି ଯେତେ ଯେ ଆସିଲେ ବି ହେଇପାରିବେନି 😢କଥା ରେ ଅଛି ପରା old is gold

  • @bismayakumarbehera5552
    @bismayakumarbehera5552 10 місяців тому +501

    Mihir das is the perfect person for this show

  • @sudarsanentertainments
    @sudarsanentertainments 5 місяців тому +7

    🎉ଆଦିବାସୀ ଲେକ କିଛି ବୁଝନ୍ତି କିଛି ନାହିଁ ସାର୍

  • @rakeshofficial7441
    @rakeshofficial7441 10 місяців тому +25

    OTV ତରଫରୁ ଗୋଟେ ନୂଆ bike ଦେଇଆଯାଉ

  • @arjunsahoo1852
    @arjunsahoo1852 9 місяців тому +100

    ସତରେ Sanatan ସେ ମାଉସୀ ଙ୍କ ପ୍ରତି ବହୁତ ଅନ୍ୟୟ କରିଛ...ଏମିତି ସ୍ତ୍ରୀ ଭାଗ୍ୟ ରେ ଥିଲେ ମିଳେ...ହେଲେ ଏମିତି ଅଭଦ୍ର ଅବୁଝା , ମଦୁଆ , ନିର୍ଲୋଜ ସ୍ୱାମୀ କାହାକୁ ନ ମିଳୁ😢

    • @chintuanusunu
      @chintuanusunu 9 місяців тому +2

      ମତେ ମିଳିଛନ୍ତି ଏମିତିକା ଜଣେ educated husband. ମୋ ଜୀବନ ଅନ୍ଧାର କରିଦେଇଛନ୍ତି

    • @arjunsahoo1852
      @arjunsahoo1852 9 місяців тому +1

      @@chintuanusunu emiti swami nku duru juhar bhauni🤨

    • @SantoshMahapatra-zb6gl
      @SantoshMahapatra-zb6gl 9 місяців тому +1

      ହେଲେ s

    • @debendrapatel7792
      @debendrapatel7792 9 місяців тому +1

      ଆଉ ଜଣକୁ ଏମିତି ସ୍ବାମି ମିଲିଛି

  • @nirodnayak8015
    @nirodnayak8015 10 місяців тому +26

    ଏଠାରେ ସେ ତୃତୀୟ ନମ୍ବର ଝିଅ କୁ ଆଣିଥିଲେ ଭଲ ହୋଇ ଥାନ୍ତା.... ନା କଣ...?

    • @pujapanda01
      @pujapanda01 10 місяців тому

      Tara kn kama se asiba actually amane patha padhi nahanti tenu bhul thik kn bujhiba tanka pain sambhaba nuhe mane maturity nahi bayasa hei jaithile madhya

  • @Mscreation6371
    @Mscreation6371 8 місяців тому +6

    ଶିକ୍ଷାର ଅଭାବ ରହିଛି ସେଥି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହଉଛି😢😢😢

  • @The_Avengers_Assemble
    @The_Avengers_Assemble 10 місяців тому +31

    ଏତେ ସବୁ ପରେ ଯାହା ବି କହୁଛି 💯 % ସତ କହୁଛି

  • @DharmrajBapi
    @DharmrajBapi 9 місяців тому +13

    ମାନିବାକୁ ହେବ ଟୋକା ଟା ସତ କହୁଛି ପୁରା ଖୋଲା ଖୋଲି। କିନ୍ତୁ ସେ ସ୍ତ୍ରୀ ଲୋକ ର କଥା ଦୁଃଖ ଲାଗୁଛି 😢😢

  • @himanshuodisha7782
    @himanshuodisha7782 10 місяців тому +21

    ଏଇ episode ଦେଖି ସାରିଲା ବେଳକୁ ମୋର କଣ ଇଚ୍ଛା ହେଉଛି ଜାଣିଛୁ ନା
    ସତରେ ଯୋଦି ତୁ ମୋ ଆଗୋରେ ଥାଆନ୍ତୁ ନା ତତେ ଗୋଟେ ବ୍ରହ୍ମ ଚାପୁଡ଼ା ମାରିବି ବୁଝିଲୁ,,,,,
    ତର ବୋହୁତ ଠିଆ ହଉଚୁ ବୋଧେ,,,, ତୁ ତ ଚୁଆ ଆଉ ମଇପୋ କଥା ବୁଝ,,,, ପ୍ରଥମେ ସେମାନେ,,,, ଚେହେରା ଥିଲା ତାକୁ ଭଲ ପାଉଥିଲୁ,, ଚେହେରା ଚାଲିଗଲା ତୁ ତାକୁ ଭୁଲିଗଲୁ,,,, ଦେଇକି 18ବର୍ଷ ଝିଅ କୁ ବାହା ହବୁ,,,,,,,, ଛୁଆ ଜନ୍ମ କରିଲା ବେଳକୁ ଚେହେରା ଦେଖୁନୋଥିଲୁ,,,, ବେଳ ଅଛି ସୁଧୁରି ଯା, ନୋହଲେ ତତେ ଜଉଟି ଦେଖିବି ସେଇଠି ସବୁ ରାଗ ସୁଝି ଦେବୀ ବୁଝିଲୁ

    • @army_Lover_rojalin
      @army_Lover_rojalin 9 місяців тому

      ଠିକ୍ କହିଲେ ଆପଣ
      ୟାର True Love ବୋଲି କିଛି ନାହିଁ Sala ଯାହାକୁ ଦେଖିଲା ସୁନ୍ଦର ତାକୁ ବାହା ହେଉଛି ଏମିତି ଲୋକ ଙ୍କୁ ମାରି ଦବା କଥା

  • @rasmiranjansahoo7337
    @rasmiranjansahoo7337 9 місяців тому +24

    ଏଥୁରୁ prove ହେଇ ଗଲା ଜେ...ମଦ ନିଶାଠାରୁ ପ୍ରେମ ନିଶା ଅଧିକ ...ଯିଏ ପ୍ରେମ ନିଶା ରେ ପଡିଛି ସେ ସବୁ ଭୁଲିଛି....

  • @basantakaran6669
    @basantakaran6669 Рік тому +30

    ନବିନ ସରକାର ଙ୍କୁ ଦେଖାଅ ଈ ଭିଡିଓ ଜେ ଆଉ ମଦ ଦୋକାନ ଖୋଲିବେ

  • @rainwarmehendicreation
    @rainwarmehendicreation 10 місяців тому +34

    Pls ଏ stage ରେ mihir sir ଙ୍କ ଫଟୋ ଲଗାନ୍ତୁ 🙏🏻🙏🏻🙏🏻

  • @wemad4volleyball317
    @wemad4volleyball317 9 місяців тому +26

    ଏଇଠି ଗୋଟେ ପଜିଟିଭ କଥା କିଏ ଲକ୍ଷ୍ୟ କରିଛ.... ସେ ଲୋକ ଟା ର ଗୁଣ ଖରାପ ଅଛି ଏହା ସତ୍ୟ କିନ୍ତୁ ସତ କହିବାକୁ ଟିକେ ବି ପଛେଇ ନାହିଁ

    • @madhusmita7260
      @madhusmita7260 9 місяців тому +1

      Ete positively bhabani.ete bekar loka jie realize kariparuni kn bhul karuchi.every line re amti katha kahuchi sunibaku kharap laguchi

    • @wemad4volleyball317
      @wemad4volleyball317 9 місяців тому

      @@madhusmita7260 ଲୋକଟାକୁ ମୁଁ ଭଲ କହୁନି ଆଜ୍ଞା. ସେ ଯାହା ବି ହଉ ଆଜି କାଲି ସତ କଥା ସାମ୍ନା ରେ କିଏ କହୁଛି. ୟେ ସିନା ମୂର୍ଖ ହେଲେ ଆଜି କାଲି educated ଲୋକ ବେଶୀ ଏମିତି କରୁଛନ୍ତି. ପରକିୟା ପ୍ରୀତି ପ୍ର୍ୟତେକ ଦିନ social ମିଡିଆରେ ବାହାରୁଛି ତାପରେ ବି ସେମାନେ ମିଛ କହୁଛନ୍ତି. କିନ୍ତୁ ଏ ଲୋକଟି ଦୋଷୀ ତାପରେ ସେ ସତ କଥା ସାମ୍ନା ସାମ୍ନି କହୁଛି ଏତିକି କିଏ କରେ

  • @deepakpradhan9290
    @deepakpradhan9290 3 місяці тому +2

    ଆଉ ଥରେ ବାଲେମା ଆଉ ସନାତନ କୁ ଡକାଜାଉ କିଏ କିଏ ମୋ , comment ରେ ସହମତ like କର଼

  • @maheshmotivation1682
    @maheshmotivation1682 10 місяців тому +27

    ଜେଲ୍ ରେ ସେ ଦିନ କାଟିଲେ ଜାଣିପାରିବ ଗୋଟେ ମଣିଷ ର କଷ୍ଟ ସବୁ ନିଶା ଉତୁରିଯିବ

  • @Sonamuduli2
    @Sonamuduli2 9 місяців тому +52

    ମଦୁଆ କୁ ଯେତେ ବୁଝାଇଲେ ବୁଝିବନି... ମଦ ବନ୍ଦ କଲେ ସବୁ ଠିକ୍ ହେଇଯିବ ମଦ ସବୁ କିଛି ନଷ୍ଟ କରିଦେଇଛି😢

    • @ashutoshbehera4918
      @ashutoshbehera4918 8 місяців тому

      Samste mada piuchanti kintu ya bhalia nuha Street ku chadiba

    • @bismayakhilar3526
      @bismayakhilar3526 8 місяців тому

      Mada ବନ୍ଦ ପାଇଁ କିଛି କରିବା ଦରକାର khali କହିଦେଲେ ହବନି

    • @mrlucifer8455
      @mrlucifer8455 8 місяців тому

      ​@@ramyaranjan01bhai patha padhina bodhe 5th class pare

  • @DasBharati-d1l
    @DasBharati-d1l 9 місяців тому +6

    ଏ ଶଳା କୁ ଆଗ ଥାନାରେ ଦିଅ ଆଉ ସବୁ ପରେ କଥା 🙏🏻ଜୟ ଜଗନ୍ନାଥ

  • @chandraprakashmallick7922
    @chandraprakashmallick7922 9 місяців тому +4

    ଯଦି ଓଡିଶାରୁ ମଦ ବନ୍ଦ କରିଦିଆଯାଏ. ତାହେଲେ ଏସବୁ ଘଟଣା ହୁଅନ୍ତା ନାହଁ. ନବୀନ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ. ଜୟ ଶ୍ରୀରାମ 🙏🏻. ଜୟ ବଜରଙ୍ଗବାଲି

  • @BinayaMajhi-uy2by
    @BinayaMajhi-uy2by 10 місяців тому +30

    ଏକୁ ଵାନ୍ଧିକି ପିଟିଲେ ସାଇଟି ହବ ଏଭଳି ଲୋକ ଏ ସମାଜ ରେ ରହିବାର ଆବଶ୍ୟକତା ନାହିଁ ମାରିଦେବା ଦରକାର

  • @jyotiranjanpasa7976
    @jyotiranjanpasa7976 9 місяців тому +10

    Kau Mane funny anugulia bunty Bhai ra video dekhi ethiki asi cha like kari dia😂😂😂

  • @sushreesangeetagochhayat7516
    @sushreesangeetagochhayat7516 10 місяців тому +229

    Education is most important 😌

    • @tunaprusty8815
      @tunaprusty8815 10 місяців тому +2

      Right

    • @-charming.Annnnniiiiiiiiii
      @-charming.Annnnniiiiiiiiii 10 місяців тому +9

      Naa educated loka v emiti karuchhanti but kehi direct kahu nahanti...sabu pua better chhanhantu😢

    • @Roc749
      @Roc749 10 місяців тому +6

      Education with Character are important

    • @durgamaharana8065
      @durgamaharana8065 10 місяців тому +6

      Education is our second important priority but Sanskar is our first and most important priority...bahut loko educated hei b vul rasta re janti but sanskari heba nihati jaruri ...jane murkha hele b chaliba but sanskari heba darkar ..

    • @sagarparida579
      @sagarparida579 10 місяців тому +2

      ​​@@-charming.Annnnniiiiiiiiii
      First educated loka bi emiti karuchhanti kahile thik
      Hele sabu pua better chahanti yeta sampurna bhul kichhi jhia yemiti bi mu dekhichhi jeu mane ki better paigale nija janma kala bapa maa katha bi bhabantini 😡

  • @sweta01536
    @sweta01536 8 місяців тому +3

    ଯେଉଁ ମାନେ ଏସବୁ ଦେଖୁଛନ୍ତି... ଭାବିପାରୁଛନ୍ତି ତ ନିଶା କେତେ ସର୍ବନାଶ କରୁଛି 😔... ସମାଜରେ ନିଶା ଜିନିଷ କେତେ କାହା ସଂସାର ଭସାଉଛି, କେତେ କାହା ଆଖିରେ ଲୁହ ଦଉଛି 😔..... Plz ଏସବୁ ବନ୍ଦ ହେବା ନିହାତି ଜରୁରୀ 😔

  • @mangalentertainment6898
    @mangalentertainment6898 9 місяців тому +47

    ଏ episode ଦେଖିକି ମୁଁ mental ହେଇଗଲି

  • @mrkanhucharanodiyacomedy5237
    @mrkanhucharanodiyacomedy5237 9 місяців тому +30

    ମୋ ମତରେ ଏ ଶଳା କୁ ଶୁଦ୍ଧି ହେଇଯିବ କଥା,
    ନିଜର ଶଙ୍ଖା ସିନ୍ଦୁର ଭାଗୀ ଏ ଶଳା ମଦୁଆ କୁ ସବୁଦିନ ପାଇଁ ଜୀବନରୁ ଭୁଲି ଯିବା ଭଲ

    • @kumarbapinayak1476
      @kumarbapinayak1476 8 місяців тому

      Tathapi Ta upare kichhi farak padibani ...Bcz yara emotion hni nahni

  • @ganeswar5187
    @ganeswar5187 9 місяців тому +8

    ଯେତେ ବୁଝେଇଲେ ବି ବୁଝିବନି ଜେଲ ଆଉ ପୋଲିସ ମାଡ଼ ନିହାତି ବୁଝେଇ ଦବ ହଁ ଏମିତି ବି କହୁନି ସେ ଯେ ଦୁଇ ଜଣକୁ ରଖିବ ପୋଷିବ ଭଲରେ ଠିକ ki ଭୁଲ କହିଲି

  • @litupradhan77
    @litupradhan77 7 місяців тому +4

    ୟାକୁ କେତେ ବୁଝେଇଲେ ବି ଇଏ ବୁଝିବନି , ୟାକୁ ୧୮ ବର୍ଷ ଝିଅର ପ୍ରେମ ବାୟା କରିଛି 😂😂😂😂😂

  • @aadilifestyle7378
    @aadilifestyle7378 9 місяців тому +5

    ଭଗବାନ ବି ଏ ଭଳି ଲୋକଙ୍କୁ ବୁଝେଇ ପାରିବେନି ଶିକ୍ଷା ର ଅଭାବ ଆଉ ମଦର ମାତ୍ରାଧିକ ପାଦୁର୍ଭାବ ଯୋଗୁ ଏ ଭଳି ପରିସ୍ଥିତି

  • @manjulatabiswal3347
    @manjulatabiswal3347 10 місяців тому +86

    ଏଇ ଏପିଶୋଡ ଟା ମୁ ଯେତେ ଥର ଦେଖୁଚି ସେତେ ଥର ହସି ହସି ଗଡୁଚି 😀😀😀😀 ସୁକାନ୍ତ ସାର ଯୋଉ ସବୁ ଉଦାହରଣ ଦେଇ ବୁଝାଉ ଛନ୍ତି। ଜଣେ ଭଲ ମଣିଷ ନିହାନ୍ତି ବୁଝି ପାରିବ ହେଲେ ଏ ଲୋକ ଟା ମଣିଷ ନୁହେଁ ବୋଲି ଏମିତି କା ସବୁ ବେଲଜ୍ୟ କଥା କହୁଛି

  • @SKSATAPATHHYBUTTERFLY
    @SKSATAPATHHYBUTTERFLY 9 місяців тому +32

    ବହୁତ କଷ୍ଟ 😭e ଦୁନିଆ ରେ ଲୋକ ଜାଣିବା ପାଇଁ.....
    ଆଜି ମୁଁ ଆସ ର ଆଧାର episode dekhiki mu aasichhi dekhiba pai kie kie aasichanti kuhantu 💘👍👍👍👍

  • @gopinathmallickmallick2711
    @gopinathmallickmallick2711 8 місяців тому +2

    ଏହି ଭଳି ମା-ଆ ଯୋଗୁଁ ଓଡ଼ିଶାର ଗୋଟିଏ
    ଛକା ମୁଖ୍ୟମନ୍ତ୍ରୀ ଅଛି।