Mo Bapa | Emotional Odia Song | Aliva Lenka | Sricharan Mohanty | Kalandi Rout | Sanjay

Поділитися
Вставка
  • Опубліковано 25 жов 2024

КОМЕНТАРІ • 532

  • @udayalima9094
    @udayalima9094 Рік тому +47

    ବୋଉ ଗୀତ ପରେ ବାପା ଗୀତ ବି ସୁନ୍ଦର ହିଟ୍ ହୋଇଛି. ୨ ଜଣ ଗାୟକ ଗାୟିକା ଲେଖକ ବଂଧୁ କୁ ବହୁତ ବହୁତ ଧନ୍ଯବାଦ🤝 ଜୟ ଜଗନ୍ନାଥ🙏

    • @puspalatadash5512
      @puspalatadash5512 Рік тому +2

      🙏 ଜୟ ଜଗନ୍ନାଥ 🙏 ବୋଉ ଗୀତ ପରି ବାପା ଗୀତ ଟି ମଧ୍ୟ ବହୁତ ସୁନ୍ଦର ହେଇଛି। ଲେଖକ ଗାୟକ ଗାୟିକା ଙ୍କୁ ବହୁତ ବହୁତ ଧନ୍ୟବାଦ।

    • @bhagabanbehera9394
      @bhagabanbehera9394 6 місяців тому

      ବହୁତ ସୁନ୍ଦର ହେଇଛି କବିତା ସଂକଳନ ରଚନା ଭଲ ଭାବରେ ସୁନ୍ଦର ଶ୍ବର ଦେଇଛନ୍ତି , ଧନ୍ୟବାଦ 🙏🙏

    • @TapasDash-s5t
      @TapasDash-s5t Місяць тому

      ​@@puspalatadash5512😢

  • @urmiladei5260
    @urmiladei5260 Рік тому +11

    ଅତ୍ୟନ୍ତ ହୃଦୟ ସ୍ପର୍ଶୀ ବାପା ସତରେ ଯେତେ ଉପମା ଦେଲେ ବାପାଙ୍କ ସଙ୍ଗେ ତୁଳନୀୟ ଠାରୁ କମ ଜଣା ପଡୁଛି l ଧନ୍ୟବାଦ ସମସ୍ତଙ୍କୁ

  • @manaranjanpradhan345
    @manaranjanpradhan345 Рік тому +9

    ଲେଖକ, ପ୍ରଯୋଜକ, ଗାୟକ ଓ ନିର୍ଦ୍ଦେଶକ ସମସ୍ତଙ୍କୁ କୋଟି ପ୍ରଣାମ l ବାଃ ଚମତ୍କାର......

  • @pramilagantayat2470
    @pramilagantayat2470 Рік тому +22

    ହୃଦୟସ୍ପର୍ଶୀ ଗୀତ ।ବାପାଙ୍କୁ କୋଟି କୋଟି ପ୍ରଣାମ 🙏🙏❤️❤️🌹🌹

  • @monalisa.amohapatra9328
    @monalisa.amohapatra9328 Рік тому +14

    ଖୁବ୍ ସୁନ୍ଦର ପରିପ୍ରକାଶ..... 👌👌ଆଖି ଛଳଛଳ ହୋଇଗଲା। ସତରେ ବାପା ମାଆ ଥିଲେ ସବୁକିଛି ଅଛି ।🙏🏻🙏🏻🙏🏻

  • @manasmahapatra5320
    @manasmahapatra5320 Рік тому +42

    ବହୁତ ହୃଦୟ ସ୍ପର୍ଶି , ଗୀତ ଟି ଶୁଣିଲା ପରେ ମୋ ଆଖିରୁ ଲୁହ ଝରିଗଲା, ମୋ ବାପାଙ୍କ କଥା ବହୁତ ମନେ ପଡିଲା, ମହାପ୍ରଭୁ ମୋତେ ପ୍ରତିଟି ଜନ୍ମ ତାଙ୍କ କୋଳରେ ଦିଅନ୍ତୁ 🙏🙏👌

  • @pradipbhuyan5594
    @pradipbhuyan5594 Рік тому +8

    ଅତି ସୁନ୍ଦର ଲାଗିଲା ଆଜ୍ଞା । Hara krishna 🙏

  • @sambitkumardash4437
    @sambitkumardash4437 Рік тому +11

    ଭାବନାକୁ ଶବ୍ଦରେ ଅତି ସୁନ୍ଦର ଭାବରେ ସଜାଇଅଛନ୍ତି Lyricist.. Beautiful brother❤ ଅତି ସୁନ୍ଦର ଲେଖା।

  • @purandarbarik3689
    @purandarbarik3689 6 місяців тому +2

    ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ 🙏

  • @kabitamohanta1525
    @kabitamohanta1525 Рік тому +8

    ସତରେ ପୁରା ହୃଦୟ ସ୍ପଶି ଗୀତଟିଏ ହୃଦୟ କୁ ଛୁଇଁଲା ଲଭ ୟୁ ବାପା

  • @biswaranjanjena403
    @biswaranjanjena403 Рік тому +9

    ବୋଉ ଗୀତ ପରେ ଏବେ ବାପା ଗୀତ
    ଖୁବ୍ ସୁନ୍ଦର, ଆପଣ ଦୁଇ ଜଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଜୟ ଜଗନ୍ନାଥ

    • @geetanjailidevi8839
      @geetanjailidevi8839 Рік тому +1

      Bapa bou tharu aou kia bada nanhi 🙏🙏🙏🙏🙏🌹🌹🌹🌹🌹

  • @RanjanKumar-rb9hx
    @RanjanKumar-rb9hx Рік тому +56

    ବାପା ବୋଉଙ୍କର ଗୀତ କରିଥିବା ସମସ୍ତ କଳାକାର ଙ୍କୁ ହୃଦୟରୁ ପ୍ରଣାମ ❤

    • @kadambini-cm4is
      @kadambini-cm4is Рік тому

      Mo tarngatv hu nmbnbyarnhatbt.
      Mo by hu ni
      Mo Mo
      Mo😅😅

  • @jayashreedas7473
    @jayashreedas7473 Рік тому +10

    ବହୁତ ସୁନ୍ଦର ହେଇଛି ଗୀତଟି ହୃଦୟ ସ୍ପର୍ଶୀ , I love you Bapa

  • @manaskumarbehera1718
    @manaskumarbehera1718 2 місяці тому +2

    ଗୀତ ଗାଉଥିବା ଭାଈ ଭଉଣୀ କୁ ଧନ୍ୟବାଦ୍, ଗୀତଟି ବହୁତ ଭଲ ଲାଗୁଛି,ଗୀତଟି ଏକଦମ୍ ମନକୁ ଛୁଇଁ ଯାଉଛି, ବହୁତ୍ ବହୁତ୍ ଧନ୍ୟବାଦ୍

  • @entertainment4you...974
    @entertainment4you...974 Рік тому +5

    Bahut sunder song payeen Dhanyabad.Singer jodi superhit......Thanks to your all team for this beautiful song....

  • @sureshsahoo9628
    @sureshsahoo9628 Рік тому +11

    Mo Bapa Mo pain Jagannath Mo bou Mo pain mahalaxmi ❤❤

  • @susamaranipnigrahi46
    @susamaranipnigrahi46 Рік тому +6

    Bhaari mane pade mo bapanka katha miss u baapa heart touching song

  • @opgameplay1362
    @opgameplay1362 Рік тому +8

    Bapa is bapa. Can't be compared with any one of the world. The sacrifice of a father is known after his departure. He takes the risk, faces the challenge, for the family up to his last breath. Father is great,

  • @miraashish5046
    @miraashish5046 2 місяці тому +1

    ବହୁତ ହୃଦୟସ୍ପର୍ଶି 😭😭 ଏ ଗୀତ ଟି ଶୁଣିଲା ବେଳକୁ ଆଖିରୁ ଲୁହ ଝରି ପଡୁଚି

  • @basantakumaridei5998
    @basantakumaridei5998 Рік тому +7

    Nice heart touching song. Bapa tuma padatale more koti koti Pranam. I love you Bapa.

  • @babudash1336
    @babudash1336 Рік тому +6

    ଅତିସୁନ୍ଦର ବଢିଆ ଲାଗିଲା ଗିତଟିର ପୁରାଟିମ୍ କୁ ଅଶେଷ ଅଶେଷ ଧନ୍ୟବାଦ୍ ।।ଏହିପରି ସୁନ୍ଦର ସୁନ୍ଦର ଗୀତ ସୁମନ କ୍ରିଏସନ
    କରନ୍ତୁ ।

  • @minakhidas8858
    @minakhidas8858 4 місяці тому +1

    ଖୁବ୍ ସୁନ୍ଦର ଉପସ୍ଥାପନା ଏବଂ ରଚନା ତଥା ସ୍ବର ସଂଯୋଜନା। ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା।

  • @dhirajmohanty8544
    @dhirajmohanty8544 4 місяці тому +1

    ବାପା ପା ମୁଣ୍ଡକୁ ଛାତ. ଭଗବାନଙ୍କ ଶ୍ରେଷ୍ଠ ସୄଷ୍ଟି ବାପା ଆଉ ମାଆ. ସବୁଦିନ ସମୟରେ ମୋ ହୃଦୟରେ ଅଛନ୍ତି ସେମାନେ. ସବୁ ମନେ ପଡୁଛି ଗୀତଟି ଶୁଣି.❤

  • @JishukrishnaDas-et4ek
    @JishukrishnaDas-et4ek 3 місяці тому +1

    ବାପା ଓ ମା ଆମ ଜୀବନ କିନ୍ତୁ ବାପା ହେଉଛନ୍ତି ପରିବାରର ମୂଖ୍ୟ

  • @chumkisahoo6833
    @chumkisahoo6833 Рік тому +6

    ହୃଦୟ ପର୍ଶୀ ଗୀତଟିଏ ବାପା ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻😭😭 i miss you Bapa😭🙏🏻

  • @saiexpress2514
    @saiexpress2514 Рік тому +4

    ଲେଖକ ଓ ଗାୟକ ଗାଇକା ମୋ ହୃଦୟରୁ 🙏🙏🙏🙏🙏 ଏ ଗୀତ ଶୁଣି 😭😭😭😭

  • @amolgurav7318
    @amolgurav7318 Місяць тому

    ଭାଇ ରେ ଏ ଗୀତ ମୋର ଆଖି ରୁ ଲୁହ କୁ ବନ୍ଦ୍ ହେବାକୁ ଦଉନି
    ଏ ଗୀତ ଟି ଏତେ ଯେ ସୁନ୍ଦର୍ ହୋଇଛି ଯାହା କି ଭାଷା ରେ ଅନୁବାଦ କରିହେବନି
    So beautiful song i love you song

  • @badaljena4158
    @badaljena4158 Рік тому +1

    ଅତି ସୁନ୍ଦର ଓ ପ୍ରେରଣା ଦାୟୀ ପ୍ରକୃତ ରେ ବାପା ସହିତ କାହାକୁ ତୁଳନା ଅସମ୍ଭବ

  • @ritadash3480
    @ritadash3480 Рік тому +4

    Bapa tumanku koti koti pranam 🙏🙏 tuma atma sadgati prapti hou 🙏
    🙏

  • @sunitabehera561
    @sunitabehera561 Рік тому +2

    ବୋଉ ପରେ ବାପା ଗୀତ.. ବହୁତ ସୁନ୍ଦର ଲାଗୁଚି.... ହୂରଦ୍ୱୟ କୁ ଛୁଇଁ ଗଲା...😢

    • @ranjanswain7524
      @ranjanswain7524 Рік тому

      Everybody has to praise the theme of the song. Really heart touching ♥️

  • @tapankumarswain6515
    @tapankumarswain6515 Рік тому +1

    ହେଲାଯେ,ବୋଉ ପରି ହୃଦୟସ୍ପର୍ଶୀ ହେଲାନି ।

  • @gitaraniparida8842
    @gitaraniparida8842 Рік тому +3

    Heart touching song.beautiful voice God bless both of you 🎉😢

  • @manojkumarpani6424
    @manojkumarpani6424 6 місяців тому +1

    ପୁଣି ଥରେ ଏହି ଗୀତ ଟିକୁ ବହୁତ୍ ସୁନ୍ଦର ଭାବରେ ଲେଖିଥିବାରୁ ମୁଁ ମୋ ସାଙ୍ଗ କାଳିନ୍ଦୀ କୁ ବେଶି ଧନ୍ୟବାଦ୍ ଦିଏ

  • @bharatdas1596
    @bharatdas1596 Рік тому +2

    ATI Sundar lekha .heart touching words written by lyricist.🙏🙏🙏🙏

  • @sarojininayak2209
    @sarojininayak2209 Рік тому +1

    Bahut sundar laguchi gita bapa ka pai akhiru luha Asijauchi

  • @animamishra688
    @animamishra688 Рік тому +6

    Beautiful composition , lyrics & beautiful singing by Shricharan Mohanty ❤❤❤

  • @bhumiaradhana433
    @bhumiaradhana433 11 місяців тому +1

    ଗୀତ ଟି ଏତେ ହୃଦୟସ୍ପର୍ଶୀ ଯେ ମୋ ଆଖିର ଲୁହ ଆସିଗଲା। ମାତ୍ର ୧୨ମି ଶୁଣିଲି।ଆଉ ଶୁଣିବାକୁ ଧୈର୍ଯ୍ୟ ରହିଲାନି।

  • @bhubunipatro1016
    @bhubunipatro1016 8 місяців тому

    ବହୁତ୍ ଭଲ ଲାଗିଲା ଗୀତ ଟି ଶୁଣି... ବହୁତ୍ ବହୁତ୍ ଧନ୍ୟବାଦ୍ ଚରଣ ଭାଇ , ଅଲିଭା ଅପା 🙏🙏👍👍🤝🤝🤝🤝

  • @sibaprasadranabijuli8116
    @sibaprasadranabijuli8116 Рік тому +3

    Miss you Bapa in every moment of my life. Puni feri asantaki😢

  • @purnachandranaik1014
    @purnachandranaik1014 8 місяців тому

    ହୃଦୟସ୍ପର୍ଶୀ ହୋଇପାରିଛି ଏହି ଗୀତ, nice

  • @shubhasmitadas1224
    @shubhasmitadas1224 Рік тому +4

    Mo baba mo super hero.... Love you baba 😍😍.... thank you Aliva miss and shreecharan sir 🙏😍🙏

  • @saiaradhyajena4778
    @saiaradhyajena4778 Рік тому +3

    ହୃଦୟ ଛୁଇଁଲା ଭଳି ସଂଗୀତ 🙏💐

  • @stv7560
    @stv7560 Рік тому +2

    ବାପା ବିନା କଣ ହୁଏ ଏବେ ଆମେ ବୁଝିପାରୁଛି,କାରଣ ବାପା ଏବେ ଚାଲି ଯାଇଛନ୍ତି । ବାପାକୁ ଭୁଲିବା ଏତେ ସହଜ ନୁହେଁ । Always miss Papa

  • @sarojkumarpradhan1917
    @sarojkumarpradhan1917 Рік тому +2

    Sundar prachestha, both singer are excellent with all musical teem, thanks

  • @jkacademy2357
    @jkacademy2357 Рік тому +10

    Very heart touching. Beautiful composition. Hats off to the entire team for giving justice to the song written by talented friend Kalandi sir.❤❤❤❤

    • @kunabarik5029
      @kunabarik5029 Рік тому +1

      Bapa maa. Hele duniyara sabutharu bada hele. Sei santan taaknu. Chinhi paruni

  • @MUSIClover-iq8bg
    @MUSIClover-iq8bg Рік тому +4

    Very beautiful song ,thank you so much kalandi sir for your lyrics and srichanran sir for singing this song , again thank you to all the team members.

  • @MaahiNaik-sk9cp
    @MaahiNaik-sk9cp 6 місяців тому +3

    ମାଆ ନଥିଲେ ଘର ଅନ୍ଧାର ଆଉ ବାପା ନଥିଲେ ଦୁନିଆ ଅନ୍ଧାର ହେ ପ୍ରଭୁ ମୋ ମାଆ ବାପା କୁ ସବୁ ବେଳେ ଖୁସି ରେ ରଖିଥିବ ପ୍ରଭୁ ❤ ଜୟ ଜଗନ୍ନାଥ 🙏🙏🙏

  • @entertainment4you...974
    @entertainment4you...974 Рік тому +4

    Special thanks to Mr Kalandi Rout for writing such a beautiful song

  • @girijasankardas8084
    @girijasankardas8084 10 місяців тому +1

    Love you....papa mu mo papa ku bohut bhalo pa..A.....mo papa mo best friend ❤ kintu aji kali Lako Mane papa au maa ku kn karuchati dekhatu ......au gote kotha puo jhio Mane Bodo hela belaku bugparuna hati je duniya Bodo khi nahati papa maa chada.....I lov u papa and maaa😊❤❤❤❤

  • @Markandeswar-n5t
    @Markandeswar-n5t 7 місяців тому

    ପିଲାମାନଙ୍କ ପାଇଁ ସକଳ ତୀର୍ଥ ହେଉଛି ବାପା ବୋଉ, ବହୁତ ହୃଦୟ ସ୍ପର୍ଶି ଗୀତ ଟି

  • @chandanamishra4980
    @chandanamishra4980 Рік тому

    Mo Bapa (Nana) nka katha mora bahut manepade sabu bele, Nana tumara sthana kehi purana kariparibeni. Tume amaku asirbada karuthantu .🙏🙏🙏

  • @bhaskarsethi9927
    @bhaskarsethi9927 Рік тому +3

    This song is real heart touching.. Very beautiful.

  • @swarnalata6172
    @swarnalata6172 Рік тому +2

    Really very heart touching... ❤❤❤miss you Bapa😭😭😭

  • @Deepak-mi3eo
    @Deepak-mi3eo Рік тому +4

    Beautiful song thanks sanjay for your music composition

  • @bhanupriyaparida5138
    @bhanupriyaparida5138 3 місяці тому

    Satare kete sundar a Gita jie lekhichanti tanku dhanyabad Love u so much BAPA MAMI❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @bijayprakashpanda6583
    @bijayprakashpanda6583 Місяць тому

    ଅତି ସୁନ୍ଦର୍ ଗୀତ ଓ ପରିବେଷଣ 💗👌

  • @SambitDas-u6i
    @SambitDas-u6i Місяць тому +1

    I love you bapa .thanks singer

  • @ManaseeMohanty
    @ManaseeMohanty Рік тому +7

    Love you Bapa.Miss you very much. I feel your fragrance every where. 🙏

  • @debajanimajhi2539
    @debajanimajhi2539 Рік тому +3

    Mind-blowing sir your voice is amazing

  • @beenapanipradhan9344
    @beenapanipradhan9344 4 місяці тому

    Papa ଙ୍କୁ କୋଟି କୋଟି ପ୍ରଣାମ,🙏🏻🙏🏻🙏🏻❤️❤️❤️

  • @AkshayaKumarJena-rb6iz
    @AkshayaKumarJena-rb6iz Рік тому +2

    Simply heart touching! Thank you the team

  • @khageswarojha8784
    @khageswarojha8784 10 місяців тому +2

    Mo bapa maa duniara sabutharu bhala l love you maa bapa

  • @radhakantarajaguru5183
    @radhakantarajaguru5183 Рік тому

    ଏ ଗୀତ କୁ ମୁ କେଉଁ ଶବ୍ଦର ଧାଡିରେ ପ୍ରଶଂସା କରିବି, କେଉଁଠୁ ଆରମ୍ଭ କରିବି କେଉଁଠୁ ଶେଷ କରିବି. ଯାହା ବି ଲେଖିଲେ କମ ହେବ......
    ଅତ୍ୟନ୍ତ ଉଚ୍ଚ କୋଟିର ବନ୍ଦନା 🙏🙏🙏
    ଏହାକୁ ଆମେ ସଂଗୀତ କହିବା ଭୁଲ ହେବ ଏହା ବାପାଙ୍କ ବନ୍ଦନା 🙏🙏🙏🙏🙏

  • @satyaranjanpradhan7122
    @satyaranjanpradhan7122 Рік тому

    Great writer and singer all cast .bapa and maa nka upare best song and message.thanks to all🙏🙏.love u bapa bou

  • @biranchikumarmishra49
    @biranchikumarmishra49 Рік тому

    Emiti hrudaya ku chuinla bhali gita. Mu agaru sunini,sunila pare bahuta dukha asuchi,karana mo pakhare bapa ,bou kehi nahanti,kintu mo hrudaya bhitare sthan dei sarichi,bahuta sundara gita,gayaka gayika,mananku mor ases dhanyabada,

  • @santanumohanty8
    @santanumohanty8 Рік тому

    Suniki luha 😢😢Ashigala....
    Bahut sunder Gita.....❤❤❤🎉🎉🎉🎉🎉🎉🎉

  • @subhrajittripathy2972
    @subhrajittripathy2972 Рік тому +2

    ❤❤❤❤Ever green song.
    Proud of to Singer , writer and maker .

  • @ashirbaddas207
    @ashirbaddas207 Рік тому +2

    Fabulous sir heart touching love your song...

  • @pruthwirajchoudhury4265
    @pruthwirajchoudhury4265 5 місяців тому +1

    Beautiful song

  • @SadlifeP7853
    @SadlifeP7853 Рік тому +1

    Thank amiti gote song pai 🙏🙏🙏🙏🙏🙏

  • @minakhidas8858
    @minakhidas8858 4 місяці тому +3

    କୁଳାଙ୍ଗାର ପୁଅଝିଅମାନେ ଗୀତଟି ଶୁଣିବା ଉଚିତ।

  • @durgadas617
    @durgadas617 Рік тому +2

    ଏ ଗୀତ ଦ୍ଵାରା ବାପା ଆମ ପାଇଁ କଣ ତାହା ଜନେଇଲେ ସେଥିପାଇଁ ଧନ୍ୟବାଦ୍

  • @pramodkumarbehera9498
    @pramodkumarbehera9498 8 місяців тому

    Namaskar, very heart ❤💕 touching song, Bapa(Father) is Bapa, No ultimate than Bapa, he is our Backbone, he bears all difficulties in life to maintain the family showing good path for us, That's why... Pita swarga, pita Dharma pita hi paramo taapah..... ......

  • @lipakchoudhury3287
    @lipakchoudhury3287 Рік тому +3

    ମୋ ବାପା ହେଉଛନ୍ତି ଦୁନିଆର ସବୁଠୁ ଭଲ ବାପା।ତାଙ୍କ ପାଦତଳେ କଟି ଜାଉ ବର୍ଷ ପରେ ବର୍ଷ ଅନେକ ବରଷ।

  • @manonayak1452
    @manonayak1452 9 місяців тому

    ବାପା, ମା ଙ୍କ ଗାଥା ସବୁଠି ଓ ସବୁଠାରେ ମାଇକି ମାଧ୍ୟମ ରେ ପୂଜା ପରବ ରେ ବାଜୁ ଏହା ମୋର କାମନା।

  • @gitaanjali9318
    @gitaanjali9318 Рік тому +2

    ଶ୍ରୀଚ଼ରଣ ଓ ଅଲିଭା ଙ୍କୁ ଅନେକ ଅନେକ ଧନ୍ୟବାଦ ଏପରି ସୁନ୍ଦର ଗୀତଟିଏ ପାଇଁ ❤

  • @SampurnaPatra-k5e
    @SampurnaPatra-k5e 8 місяців тому

    Gita ti bahut bhala laguchi akhire luha asijauchi apana manaku dhanyabada ete sundar gita suneithibaru

  • @sangeetaswain2719
    @sangeetaswain2719 Рік тому +2

    Bahut sundar lekha ❤❤❤❤awesome voice mam,, 🥰🥰🥰🥰

  • @antaryamipradhan8552
    @antaryamipradhan8552 7 місяців тому

    FATHER IS A GREAT WORD. WHEN I LOST HIM' THEN I UNDERSTAND THE MEANGING AT THE AGE OF 50.. JOY JAGANNATH.

  • @chirasmitamohanty1506
    @chirasmitamohanty1506 Рік тому +2

    Really heart touching song,thanks to entire team @ lyricist ,composer n singer

  • @sumantsenapaty1929
    @sumantsenapaty1929 10 місяців тому +1

    Thanks Suman creation for this amazing song that touches every human being.Role of a father can’t be replaced by any body.God bless u entire team.

  • @tripuramalbisoyi4768
    @tripuramalbisoyi4768 Рік тому +2

    Bahut bhala lagila gita ti heart touching ❤❤❤❤

  • @bishnucharansahoo1561
    @bishnucharansahoo1561 9 місяців тому

    ଗୀତଟି ଭଲ ହୃଦୟସ୍ପର୍ଶୀ । ଆଇ ଲଭ ଇୟୁ ବାପା ।

  • @Jugbalgond7777
    @Jugbalgond7777 9 місяців тому

    ବହୁତ ସୁନ୍ଦର ହେଇଛି ବୋଉ ଗୀତ ପରେ ବାପା ଗୀତ ବି ସୁପର ହିଟ୍ ହୋଇଛି ଗୀତ ଟିକୁ ଶୁଣିଲେ ଆଖିରୁ ଲୁହ ଆସେ ବହୁତ ଦୁଃଖ ଲାଗେ କାହିଁକି ବାପା ଆଉ ଏଇ ଦୁନିଆରେ ନାହିଁ ମନେ ପଢେ😢 ଗୀତକୁ ଗାଇଛନ୍ତି ବଡ ଭଉଣୀ ଅଲିଭା ଦିଦି ବଡ ଭାଇ ଚରଣ ମହାନ୍ତିଙ୍କୁ ଓ ଗୀତ ଲେଖିଥିବା ବନ୍ଧୁଙ୍କୁ ମୁଁ କୋଟି କୋଟି ପ୍ରଣାମ କରୁଛି 🙏ଓ ଭଗବାନଙ୍କର ଆର୍ଶୀବାଦ ରହୁ 🙏ଜୟ ଜଗନ୍ନାଥ 🙏🌅🏹 ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @tapaswinibehera9868
    @tapaswinibehera9868 Рік тому +3

    Heart touching song....❤

  • @TAPANKUMARPRADHAN-fw5hn
    @TAPANKUMARPRADHAN-fw5hn 6 місяців тому +1

    Very nice aliva didi

  • @sonalipriyadarshinisamal4563
    @sonalipriyadarshinisamal4563 Рік тому +1

    Khub sundar .JAY JAGANNATH 🙏🏻❤️

  • @monalishaacharya4258
    @monalishaacharya4258 Рік тому +2

    Heart touching song, love u bapa

  • @tapankumaracharya2788
    @tapankumaracharya2788 7 місяців тому

    My heartfelt thanks to all artists as well as Lyricist of Bou and Bapa really heart touching

  • @KishoriTripathy
    @KishoriTripathy 7 місяців тому

    Really heart touching ❤ song thanks to entire team 😢 love you bapa

  • @sabitrisahoo9514
    @sabitrisahoo9514 7 місяців тому

    Thank you so much amiti gote song pai god bless you

  • @KabijyotiNiranjanpati
    @KabijyotiNiranjanpati 5 місяців тому

    Very attractive lyrics and music with voice of the team.. many thanks..

  • @sarmisthanayak1674
    @sarmisthanayak1674 Рік тому +6

    Beautiful singing Sricharan & Aliva ❤🎉

    • @kunabarik5029
      @kunabarik5029 Рік тому

      Sanju lata Barik

    • @bijoyapriyadarsinidash922
      @bijoyapriyadarsinidash922 Рік тому

      କୋଟି କୋଟି ପ୍ରଣାମ ବାପା।।।। I am missing my sweet ବାପା।।।

  • @ramkrishnagouda9086
    @ramkrishnagouda9086 7 місяців тому

    ଏହି ଗୀତ ମାନ ଶୁଣି ଶୁଣି ମୁଁ ଭାବପ୍ରବଣ ହେଇଯାଉଛି କାହା filings କେମିତି ଲାଗୁଛି କହିପାରିବିନି,ମୁଁ ଏତିକି ଆଶା କରୁଛି ଯେଉଁ ସନ୍ତାନ ମାନେ ବାପାମାଙ୍କୁ ହତାଦର କରୁଛନ୍ତି ସେମାନଙ୍କୁ ସେବାରୁ ବଞ୍ଚିତ କରୁଛନ୍ତି ଏ ଗୀତକୁ ଶୁଣି ଯଦି ବଦଳି ଯାଆନ୍ତେ ବହୁତ ଭଲ ହେଇଥାନ୍ତା ଆମ ଭାରତ ସୁନାର ଭାରତ ହେଇଥାନ୍ତା😢😢❤❤

  • @nirupamasamantaray798
    @nirupamasamantaray798 Рік тому

    Mo.. Khusi.. Pae.. Bahuta.. Sundara. Song.... Anithibaru... 🙏🙏🙏🙏🙏sir... Tamaku..... Au. Sricharan. Sir. Au. Mamnku

  • @rasmiranjanlenka-1
    @rasmiranjanlenka-1 Рік тому +1

    ହୃଦୟ ସ୍ପର୍ଷି ସୁନ୍ଦର ଗୀତ ଟିଏ

  • @itishreepanda3393
    @itishreepanda3393 Рік тому +2

    Love u bapa I really miss you 😭😘😘😘

  • @hrushikeshbehura5070
    @hrushikeshbehura5070 7 місяців тому

    ସମସ୍ତଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ 🙏🙏

  • @manarani2022
    @manarani2022 Рік тому +1

    ବୋଉ ଗୀତ ପରେ ମୁଁ ଭାବୁ ଥିଲି ବାପା ଙ୍କ ପାଇଁ ଗୀତ ଟିଏ ବୋଲ ନ୍ତେ କି?ଯାହା ହେଉ ଆଜି ମୁଁ ବହୁତ୍ ଖୁସି ହେଲି ଗୀତ ଟି ଶୁଣି।ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍।

  • @krushnachoudhury8429
    @krushnachoudhury8429 Рік тому +1

    Very heart itching song ever and heartily congratulation for the making of thefruitful.song,very good