Jibana Emiti Prashnate Tara Uttara Nahin | ଜୀବନଧର୍ମୀ ଗୀତ | Aliva Lenka | Kalandi Rout

Поділитися
Вставка
  • Опубліковано 1 гру 2024

КОМЕНТАРІ • 1,8 тис.

  • @litanpalei6347
    @litanpalei6347 10 місяців тому +46

    ଏହି ଗୀତଟି ଏତେ ହୃଦୟସ୍ପର୍ଶୀ ସତରେ , sister ଆପଣକୁ କୋଟି କୋଟି ପ୍ରଣାମ ❤ଧନ୍ୟବାଦ❤

  • @bapinapradhansinu4636
    @bapinapradhansinu4636 10 місяців тому +33

    ଅତି ସୁନ୍ଦର୍ କଣ୍ଠ ହୃଦୟ କୁ ଛୁଇଯାଉଚି ଯେତେ ଶୁଣିଲେନି ଆହୁରି ଶୁଣିବାକୁ ଇଛା ହେଉଛି 🙏⭕‼️⭕ଜୟ ଜଗନ୍ନାଥ

  • @sahanitusar9096
    @sahanitusar9096 11 місяців тому +179

    କି ସାଧୁବାଦ୍ ଦେବି ମୁଁ ପାରୁନି ଜାଣି..........
    ଭବିଷ୍ୟତରେ ଏମିତି ସୁନ୍ଦର ଗୀତ ଗାଉ ଥା
    💐💐 ମୋ ସୁନା ଭଉଣୀ..💐💐

  • @satyabratapatra713
    @satyabratapatra713 10 місяців тому +31

    କି ସୁନ୍ଦର କଣ୍ଠ , ଜୀବନ ମରଣ ର ମହତ୍ତ୍ଵ ବାଣୀ । କୋଟି କୋଟି ଜନ୍ମ ର ପାପ କ୍ଷୟ ହେବ ଏ ଗୀତ ଶୁଣିଲେ । ଶତ ଶତ ଧନ୍ୟବାଦ୍ ଅଲିଭା ଅପା ।

  • @bhagyarathiprusty9982
    @bhagyarathiprusty9982 10 місяців тому +89

    ଖୁବ୍ ସୁନ୍ଦର୍ ଗୀତ. ଧନ୍ୟ ବାଦ ଜଣାଉଛି ତୁମକୁ. ଆଗକୁ ଏହି ଭଲି ଗୀତ ମାନ ପ୍ରସାରଣ କର ❤️👍💐👍❤️

  • @ranjitabarik9866
    @ranjitabarik9866 10 місяців тому +22

    Really heart touching song. Jibanara bastabikata

  • @dilliprath5144
    @dilliprath5144 10 місяців тому +106

    ସମସ୍ତ ଙ୍କୁ ବହୁତ ବହୁତ ଧନ୍ୟବାଦ .ସୁନ୍ଦର ସ୍ୱର ,ରଚନା ଓ ନିର୍ଦେଶନା . ମଣିଷ ଅନେକ କଥା ଏ ଗୀତ ରୁ ନିଶ୍ଚିନ୍ତ ଶିଖି ପାରିବ .

  • @barsanayak5514
    @barsanayak5514 8 місяців тому +8

    ସୁନ୍ଦର ଗୀତ ମସ୍ତ

  • @judhistiradalai9818
    @judhistiradalai9818 10 місяців тому +60

    ଆମ ଆତ୍ମ ଚିନ୍ତନ.... ମଣିଷ କୁ ଦିଏ ଦିବ୍ୟ ଜୀବନ... ଅତି ସୁନ୍ଦର କବିତା, କଣ୍ଠସ୍ୱର 🌹

  • @UpendraKumarBehera
    @UpendraKumarBehera 10 місяців тому +113

    ହୃଦୟ ସ୍ପର୍ଶୀ ଗୀତ ଟିଏ ପାଇଁ ଗୋଟେ ଲାଇକ

  • @Swadhincreation12
    @Swadhincreation12 10 місяців тому +104

    ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ଗାଇଛନ୍ତି ଦିଦି ଏହି ଗୀତ ଟି ମୋ ହୃଦୟକୁ ଛୁଇଁଛି ❤❤

  • @Jugbalgond7777
    @Jugbalgond7777 10 місяців тому +7

    ବହୁତ ସୁନ୍ଦର ହେଇଛି ଲେଖା ଆଉ ଗୀତକୁ ଗାଇ ଶୁଣାଇଛନ୍ତି। Aliva ଅପା ଙ୍କୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏🌅🏹 ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @chittaranjansahoo9985
    @chittaranjansahoo9985 10 місяців тому +48

    ବହୁତ ସୁନ୍ଦର କଣ୍ଠସ୍ବର ଭଉଣୀ❤❤❤🙏🙏🙏💐💐💐💐💐

  • @bipinchandrabarik1954
    @bipinchandrabarik1954 9 місяців тому +11

    ହୃଦୟ ସ୍ପର୍ଶ ଗୀତ, ଅତି ସୁନ୍ଦର, ଜୟ ଜଗନ୍ନାଥ

  • @BasantaRout-su5jh
    @BasantaRout-su5jh 11 місяців тому +41

    ବହୁତ ବହୁତ ଧନ୍ୟବାଦ ସୁମଧୁର ଗୀତ ଆହୁରି ଏମିତି ଗୀତ ଆଗକୁ ଆସୁ ଜୟ ଜଗନ୍ନାଥ

    • @sumancreationmedia
      @sumancreationmedia  11 місяців тому +1

      Jay jagannath 🙏,new year re asuchhi new vajana.pls watch

  • @debasispanigrahi4712
    @debasispanigrahi4712 9 місяців тому +8

    ଅଲିଭା ଅପା ବହୁତ ବହୁତ ସୁନ୍ଦର କଣ୍ଠ ତୁମର 🙏♥️👍👌

  • @SunnyMaster-u2d
    @SunnyMaster-u2d 10 місяців тому +26

    ବହୁତ ସୁନ୍ଦର ଲେଖା ଆଉ ଗୀତ।
    💞💞💞💞💞
    ଜୟ ଜଗନ୍ନାଥ 🙏🙏🙏🙏

  • @geoluisngh8685
    @geoluisngh8685 9 місяців тому +12

    ମାଡାମ ଗୀତ ରୁ ଆମ୍ବୁତ୍ତ ଝରୁଛି 🙏🙏🙏🙏👌

  • @HareKrushna-f3d
    @HareKrushna-f3d 11 місяців тому +39

    ଅତି ସୁନ୍ଦର ଲେଖା ଓ ସୁନ୍ଦର କଣ୍ଠ ପ୍ରଭୁ ଆଖଣ୍ଡଳମଣି ଅପାର କୃପା ବାରି ସଦା ବେଳେ ଝରି ପଡୁଥାଉ ।

  • @Laxmipriyamahakur2000
    @Laxmipriyamahakur2000 8 місяців тому +3

    Bhagaban tumar kantha ku ahuri Sundar karantu didi

  • @PravakarMalik-yh5vv
    @PravakarMalik-yh5vv 10 місяців тому +33

    ସୁନ୍ଦର ରଚନା କରିଛନ୍ତି, ଧନ୍ୟବାଦ 🙏🙏🙏🙏 ହୃଦୟ ସ୍ପର୍ଶ ଭାବନା,,😢😢❤❤

  • @dipakkumarbal8318
    @dipakkumarbal8318 10 місяців тому +33

    ବହୁତ ସୁନ୍ଦର ଲେଖା l ଆନ୍ତରିକ ଧନ୍ୟବାଦ l ଭଉଣୀଙ୍କ କଣ୍ଠରେ ଗୀତଟି ଶ୍ରୁତି ମଧୁର ହୋଇଛି l ପ୍ରଣାମ l ଜୟ ଜଗନ୍ନାଥ 🙏🙏

  • @hariharamahanta375
    @hariharamahanta375 10 місяців тому +13

    ଏଇ ଗୀତ ଶୁଣି କାଳେ ଯୁବ ସମାଜ ଉପରେ କାଳେ ପ୍ରଭାବ ପକାଇବ ଈଶ୍ୱର ଙ୍କର ପଥରେ ଚାଲିବାକୁ ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଧନ୍ୟ ବାଦ୍ ଭଉଣୀ

  • @rabindrapatro3569
    @rabindrapatro3569 11 місяців тому +32

    ବହୁତ ସୁନ୍ଦର, କଣ୍ଠସ୍ୱର ଅତି ମିଠା,ଗାଇବା ଶୈଳି ବି ଚମତ୍କାର।ଜୟ ଜଗନ୍ନାଥ 🙏

  • @ranjankumarmaharana3620
    @ranjankumarmaharana3620 9 місяців тому +9

    ସତ୍ୟ ଘଟଣା ଓ ସତ୍ୟ କଥା ଉପରେ ଲେଖିଥିବା ଓ ରଚନା କରିଥିବା ମହୋଦୟ ଙ୍କୁ ସତ ସତ ହୃଦୟ ରୁ ପ୍ରଣାମ 🙏🙏🙏🙏🙏🙏🙏

  • @official.kubera2
    @official.kubera2 10 місяців тому +43

    ଏଇ ଗୀତ ଟା ମତେ ବହୁତ୍ ହୃଦୟ କୁ ଚୁଇଲା ❤❤❤❤ilove this song❤❤❤

  • @tekrambagh5243
    @tekrambagh5243 10 місяців тому +185

    ଜୀବନରେ ଗୀତ ତ ଅନେକ ଶୁଣିଛି, କିନ୍ତୁ ଏ ଗୀତ ଶୁଣିଲା ପରେ ଜୀବନର ମୂଲ୍ୟ କିଛି ନାହିଁ ବୋଲି ଭାବୁଛି।

  • @munaho8147
    @munaho8147 10 місяців тому +14

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ❤❤❤ ମଧୁର ବଚନ ❤❤❤❤

  • @SarojKumar-py4pd
    @SarojKumar-py4pd 9 місяців тому +5

    ଦିଦି ବହୁତ ଭଲ ଗିତ ଟିଏ ,ଆଗକୁ ଆଉ ଗୋଟିଏ ଭଲ ଗିତ ଟିଏ ଆଣି ବାକୁ ଅନୁରୋଧ ❤🙏🙏🙏🙏🙏🙏🙏

  • @sushilgadtia171
    @sushilgadtia171 10 місяців тому +14

    ଅତ୍ୟନ୍ତ ସୁନ୍ଦର ଏହା ସମ୍ପୂର୍ଣ୍ଣ ଆକର୍ଷଣୀୟ.

  • @chintamanigochhayatgochhay9471
    @chintamanigochhayatgochhay9471 10 місяців тому +6

    ଗୀତ ରଚନା କରିଥିବା ବ୍ୟକ୍ତି ଙ୍କୁ ସତ୍ ସତ୍ ପ୍ରଣାମ .. 🙏🙏 ସୁମଧୁର ପରିବେଷଣ କରିଥିବାରୁ କୋଟି କୋଟି ପ୍ରଣାମ ମହାଶୟl 🙏🙏❤❤❤❤❤❤❤

  • @Pusttome-Athiest.955
    @Pusttome-Athiest.955 10 місяців тому +53

    ସତ ରେ ଗୀତ ଟି ବହୁତ ହୃଦୟସ୍ପର୍ଶି ହୋଇଛି ମୋର ପ୍ରଭୁ ଶ୍ରୀ ରାମ ଙ୍କୁ ପ୍ରାର୍ଥନା ଯେ ମୋତେ ଥରେ ଅଯୋଧ୍ୟାକୁ ଡାକରା ଦିଅନ୍ତୁ 🚩🙏 ଜୟ ଶ୍ରୀ ରାମ 🙏🚩

  • @sanjaysingkalah7920
    @sanjaysingkalah7920 8 місяців тому +2

    ମୋ ହୃଦୟକୁ ଚୁଇଁଚି ଏଇ ଗୀତ 😅ପାଇଁ ଧନ୍ୟବାଦ ଦିଦି 🌹❤🇮🇳👍

  • @panchanannayak3084
    @panchanannayak3084 11 місяців тому +38

    ସୁନ୍ଦର ଗୀତ ସୁନ୍ଦର୍ କଣ୍ଠ

  • @statustrendingreels
    @statustrendingreels 9 місяців тому +4

    ଏଇ ଗୀତ ଶୁଣିଗିନି କିଛି ଲୋକ ଆମର ସମାଜ ସୁଧିରିଯିବ ❤❤❤❤❤❤❤❤

  • @Lyrics-PankajRout-Creation
    @Lyrics-PankajRout-Creation 11 місяців тому +37

    ଜୀବନ ଦର୍ଶନ ଉପରେ ଆଧାରିତ ଗୀତଟି ବହୁତ୍ ସୁନ୍ଦର୍ ହୋଇଛି, ଅତି ସୁନ୍ଦର ଓ ଆକର୍ଷଣୀୟ ଗୀତର ସ୍ୱର 💐💐💐💗💗💗❤️❤️❤️💓💓💓🌷🌷🌷🎉🎉🎉

    • @babuandmama4316
      @babuandmama4316 11 місяців тому

      😂

    • @kalandirout4858
      @kalandirout4858 11 місяців тому

      Thanks a ton for your feedback and appreciation.

    • @kalpesarabu9537
      @kalpesarabu9537 10 місяців тому +2

      Jibana ra asali Satta kahila jhahaku bhala laagila See gote like karidiya❤❤❤

  • @sunilsamada8503
    @sunilsamada8503 10 місяців тому +10

    ଏ ଗୀତ ଟି ଆରମ୍ଭ ରୁ ସେଷ ଜାକ ସୁଣିଲେ ନିଶ୍ଚିତ ଭାବରେ ସମସ୍ତଙ୍କ ଛୁଇଁ ବ କୀ ମଧୁର କଣ୍ଠ ❤❤❤ ଏ ଜୀବନ ଧନ୍ୟ ❤ ,🙏🙏🙏🙏🙏🙏 ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @SRajCreations
    @SRajCreations 10 місяців тому +11

    ଅତି ସୁନ୍ଦର ଗୀତ..... ମନ କୁ ମୋହିନେଲା..ଚମତ୍କାର କଣ୍ଠ ଆପଣ ଙ୍କର llllll

  • @Viratk225
    @Viratk225 9 місяців тому +6

    ବଃ କି ସୁନ୍ଧର ଗୀତ🙏

  • @bhubanbisoyi6535
    @bhubanbisoyi6535 11 місяців тому +42

    ଏମିତି, ଭୋଜନ,ଗାଇତିବାରୁ , ତୁମକୁ ବହୁତ, ବହୁତ ଧନ୍ୟବାଦ,ଦିଦି, 🙏🙏🙏👍👍👍🙏

  • @bishmagahir375
    @bishmagahir375 5 місяців тому +2

    ଅର୍ଥ ଭାବ କଣ୍ଠ ସ୍ବର ସହିତ ଏ ମନ ଶିକ୍ଷା ସମସ୍ତେ ଶୁଣି ମାନି ଚଳିବା ଉଚିତ ଧନ୍ୟବାଦ

  • @sudhakarsamal6225
    @sudhakarsamal6225 11 місяців тому +32

    ନିଆରା କଣ୍ଠ ଟି ବହୁତ ବହୁତ ସୁନ୍ଦର❤❤❤❤❤❤❤❤

  • @santoshsahoo5082
    @santoshsahoo5082 9 місяців тому +1

    ନିଚ୍ଛକ ସତ୍ୟ ଘଟଣା ଉପରେ ଆଧାରିତ ସଂଗୀତ ଟି ହୃଦୟ ସ୍ପର୍ଶି

  • @iswarmahanta9662
    @iswarmahanta9662 10 місяців тому +8

    ହୃଦୟସ୍ପର୍ଶୀ,ସୁନ୍ଦର କଣ୍ଠସ୍ଵର, ଧନ୍ୟବାଦ, ଭଉଣୀ

  • @9xm50
    @9xm50 10 місяців тому +9

    😊Ati Sundar Lyrics 📀🎵🎙️📻👌🙏
    ❤Lot Of Love From PuriDhamश्रीजगन्नाथपुरी 🪷⭕❗⭕🚩🙏

  • @Beautiful.Odisha
    @Beautiful.Odisha 10 місяців тому +8

    ଅତି ସୁନ୍ଦର ଲେଖା ଓ ସଂସାର କୁ ଗୋଟିଏ ଭଲ ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ 🙏🙏

  • @FreeFire-es5mf
    @FreeFire-es5mf 2 місяці тому +2

    ହୃଦୟସ୍ପର୍ଶୀ ଗୀତ। ଏତ ନିରାଟ ସତ୍ୟ କଥା। ମାଡାମ ଆପଣଙ୍କ କଣ୍ଠ ବହୁତ ସୁନ୍ଦର।

  • @BIDHUBHUSANCREATIONS
    @BIDHUBHUSANCREATIONS 11 місяців тому +22

    ସୁନ୍ଦର ରଚନା ଅତି ସୁନ୍ଦର କଣ୍ଠ ❤️ଜୟ ଜଗନ୍ନାଥ 🙏🙏🙏

  • @happyhanumankids
    @happyhanumankids 10 місяців тому +5

    ଏଇ ଗୀତ ଶୁଣିଗିନି କିଛି ଲୋକ ସୁଧିରିଯିବେ thnks lot didi ❤❤❤❤❤

  • @Ranuqueen1234
    @Ranuqueen1234 10 місяців тому +51

    ଜନ୍ମ ଓ ମୃତ୍ୟୁ ର ସତ୍ୟ ଘଟଣା ଉପରେ ଆଧାରିତ ଏହି ଗୀତ। ଆମର ଜୀବନରେ ଯାହା ଲକ୍ଷ୍ୟ ଥିଲେ ମଧ୍ୟ ଆମ ଶେଷ ଠିକଣା ହେଉଛି ମୃତ୍ୟୁ........ ଏବଂ ମୃତ୍ୟୁ ର କିଛି ସମୟ ନ ଥାଏ

  • @Lambodarsa-w9n
    @Lambodarsa-w9n 10 місяців тому +7

    ଆହାଃ କି ସୁନ୍ଦର ଗୀତ

  • @rameshchandrapanda7505
    @rameshchandrapanda7505 9 місяців тому +3

    ସୁନ୍ଦର ରଚନା ସଂଗୀତ ଏବଂ ସୁନ୍ଦର କଣ୍ଠ ସମସ୍ତଙ୍କୁ ହୃଦୟ ରୂ ଅଭିନନ୍ଦନ

  • @anandpatri3498
    @anandpatri3498 11 місяців тому +9

    ଜୀବନର ଗୁରୁତ୍ବପୂର୍ଣ୍ଣ କଥା ସାଙ୍ଗକୁ ସୁନ୍ଦର ସ୍ୱର

  • @narayanmohanty2569
    @narayanmohanty2569 7 місяців тому +1

    ସଂଗୀତ ପରିବେଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ.
    ଗୀତିକାର ଓ ସଂଗୀତକାର ଙ୍କୁ ହାର୍ଦିକ ଅଭିନନ୍ଦନ.

  • @hindunaik4000
    @hindunaik4000 11 місяців тому +16

    Very nice topic song
    Nice performance 🎉
    ସୁନ୍ଦର କଣ୍ଠ

  • @parimitanayak5475
    @parimitanayak5475 7 місяців тому +1

    ବହୁତ୍ ସୁଦର ଗୀତ ଭଲ ଲାଗିଲା ଏ ଇଟା ସତ୍ୟ ହିଁ ସୁନା ଭ ଉଦି 🙌🙌🙌♥️

  • @official.kubera2
    @official.kubera2 10 місяців тому +285

    Ae ଗୀତ ଟା ଯିଏ ଭଲ ପାଓ ସେ ଗଟେ like କର ❤❤❤

  • @rjpapukumar2997
    @rjpapukumar2997 10 місяців тому +5

    Bahut Sundar

  • @arabindabehera-y9h
    @arabindabehera-y9h 10 місяців тому +6

    ଭଉଣୀ ର ବହୁତ୍ ସୁନ୍ଦର କଣ୍ଠ ଭଗବାନ୍ ବଳରେ ରଖିଥାଉ

  • @KM-jt8mn
    @KM-jt8mn 10 місяців тому +2

    ଗୀତ ଲେଖା ଓ ଗୀତଟିର କଣ୍ଠ ଦାନ ଅତିସୁନ୍ଦର ଏବମ ପରିପୂରକ । ଗୀତର କଣ୍ଠଦାନ ଅତି ମର୍ମସ୍ପର୍ଶୀ ଓ ଜୀବନ ଧର୍ମୀ । ଆପଣଙ୍କର ପ୍ରୟାସ ଜୀବନ ଜାଗୃତି ପାଇଁ ଅତି ପ୍ରଶଂସନୀୟ ଓ ଅତୁଳନୀୟ। ଏହା ବିପଥଗାମୀ ସମାଜ ପାଈଁ ଆଲୋକ ବାର୍ତିକା ।
    - ଅଶେଷ ଅଶେଷ ଧନ୍ୟବାଦ

  • @balaramsamal3172
    @balaramsamal3172 11 місяців тому +22

    ବହୁତ୍ ସୁନ୍ଦର୍ ସାର୍, ଖୁବ୍ ବାସ୍ତବିକ୍ ଲେଖା। ଜନାଦୃତ ହେଉ ଏତିକି ଶୁଭେଚ୍ଛା❤

    • @kalandirout4858
      @kalandirout4858 11 місяців тому

      ଧନ୍ୟବାଦ

    • @mayaurapadhan2759
      @mayaurapadhan2759 11 місяців тому

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅

    • @mayaurapadhan2759
      @mayaurapadhan2759 11 місяців тому

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅

    • @mayaurapadhan2759
      @mayaurapadhan2759 11 місяців тому

      ​@@kalandirout4858😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅

  • @pramodinimeher2018
    @pramodinimeher2018 10 місяців тому +4

    ଏଇ ଗିତ ଶୁଣି ମୋ ଆଖି ରୁ ଲୁହ ବାହାରି ଗଲା ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤

  • @JyotiJena-j8r
    @JyotiJena-j8r 10 місяців тому +6

    ମନ ଛୁଇଁ ଲାଭଳୀ ଗୀତଟି ଧନ୍ୟବାଦ
    ବୋହୁତ ସୁନ୍ଧର ଲେଖାଟି

  • @goudhansabar5817
    @goudhansabar5817 10 місяців тому +2

    ସତରେ ଜୀବନ ର କିଛି ମୂଲ୍ୟ ନାହିଁ🥰 ଜୟ ଜଗନ୍ନାଥ ସ୍ବାମୀ 🙏🙏

  • @papunadethi9371
    @papunadethi9371 10 місяців тому +3

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ଜୟ ଜଗନ୍ନାଥ ମହା ବାହୁ

  • @sudarsandash8042
    @sudarsandash8042 11 місяців тому +20

    ଲେଖକ ଙ୍କୁ ବହୁତ ବହୁତ ଧନ୍ୟବାଦ

  • @buduramgouda7690
    @buduramgouda7690 9 місяців тому +3

    ଜୀବନ ପ୍ରତି ଗୀତ ଟି ଭହୁତ ଘୃତ ପୂରଣ ବୁଜିଲେ ❤❤❤ ଭହୁତ ସୁନ୍ଦର ଲାଗିଲା ଭଜନ 👍👍👍 ଏ ପ୍ରଭୁ ଭଗବାନ ଜୟ ନାରାୟଣ ଜୟ ମା ଲକ୍ଷ୍ମୀ 🙏🙏🙏🙏🙏

  • @asimanayak9761
    @asimanayak9761 11 місяців тому +9

    ଅତି ସୁନ୍ଦର,😍😍😍😍😍😍

  • @TamaxBarik
    @TamaxBarik 4 місяці тому +2

    ଗୀତ ଲେଖକ ଓ ଗୀତ ଗାଇକା ଦୁଇ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

  • @harishmohanta294
    @harishmohanta294 11 місяців тому +9

    ଅତି ସୁନ୍ଦର ଗୀତ ❤️👌

  • @ramachandramohapatra4245
    @ramachandramohapatra4245 10 місяців тому +3

    ବହୁତ୍ ବହୁତ୍ ଧନ୍ୟବାଦ୍ 💐💐ବହୁତ୍ ଦିନ ପରେ ଗୋଟେ ଗୀତ ଆସିଲା
    ଯିଏ ଗାଇଛନ୍ତି ଆଉ ଯିଏ ଲେଖିଛନ୍ତି ତାଙ୍କୁ ମୋର ହୃଦୟ ରୁ ସାଧୁବାଦ୍ 🙏

  • @jrchouhan122
    @jrchouhan122 2 місяці тому +1

    Sabudina pain amar hei rahithiba aehi gitati❤ Dhanyabad

  • @Nareshkumarofficial
    @Nareshkumarofficial 10 місяців тому +8

    VERY NICE SONG AND VERY SWEET VOICE 😘 . LOVE FROM BARIPADA MAYURBHANJ

  • @balaramg4557
    @balaramg4557 9 місяців тому +3

    very nice beautiful bhajan

  • @niranjanmohapatra849
    @niranjanmohapatra849 11 місяців тому +11

    ଏନ୍ତୁଡ଼ି ଶାଳରୁ ସମଶାନ ଯାଏ ସମସ୍ତ ତଥ୍ୟ ନିହିତ.... ଜୟ ଜଗନ୍ନାଥ 🙏🙏

  • @anirudhabarik5590
    @anirudhabarik5590 6 місяців тому +1

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ‌ 🙏🏵️🌸🌺🌷🌷🙏🌸🏵️🌺🌷🌷🙏🌸🏵️🌺🌷🌷

  • @ashokkumarparida1820
    @ashokkumarparida1820 10 місяців тому +7

    Hey prabhu 👌👌🙏🙏🙏🙏

  • @AtulAtul-g3b
    @AtulAtul-g3b 2 місяці тому +1

    🎉🎉🎉 ଓଡ଼ିଶାର ଗୋୖରବ କଣ୍ଠଶିଳ୍ପୀ ❤❤❤ ବହୁତ ସୁନ୍ଦର ଗୀତ

  • @nareshkumarrout3650
    @nareshkumarrout3650 11 місяців тому +6

    ଆ...ହା.....କି ମଧୁର ସ୍ଵର 🥰👌👌🙏🙏🙏

  • @yoursbablumotercycles1571
    @yoursbablumotercycles1571 8 місяців тому +1

    I think it's a history for new generation ❤❤❤❤

  • @BaysakuPardhi-we9df
    @BaysakuPardhi-we9df 10 місяців тому +4

    ଅତି ସୁନ୍ଦର ସଂଗୋ ପାଇବାରୁ ଧନ୍ୟ ବାଦ 👌🙏

  • @ramakantajb9469
    @ramakantajb9469 10 місяців тому +1

    ଅତି ସୁନ୍ଦର ଭାବରେ ଏହି ଗୀତ ଟିକୁ ଗାଇ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ madam . ଗୀତ ରଚନା କରିଥିବା Sir ଙ୍କୁ b ବହୁତ ବହୁତ ଧନ୍ୟବାଦ

  • @debasismohanty1988
    @debasismohanty1988 11 місяців тому +12

    Sweet voice didi .God bless you

  • @DillipMajhi-h3j
    @DillipMajhi-h3j 2 місяці тому +1

    Bahut badhiya gito didi 🙏🙏🙏🙏🙏

  • @priyadarshimohanty4485
    @priyadarshimohanty4485 11 місяців тому +7

    Aliva sister your tone is very nice and heart touching. God bless you 🙏

  • @Sipunmohanta766
    @Sipunmohanta766 10 місяців тому +1

    ଖୁବ୍ ସୁନ୍ଦର ଗିତଟେ 🎉 ଜୀବନର ପ୍ରତେକଦିନ ଘଟୁଥିବା ଅଭିଯୋଗ ହେଉଛି ଏକ ଗୀତ

  • @sumantasabar8958
    @sumantasabar8958 10 місяців тому +8

    ବହୁତ ଭଲ ଗୀତ

  • @banamalibarik74
    @banamalibarik74 8 місяців тому +1

    Sura saha Gita badhia laguchhi. Aayojak mananku dhanyabad

  • @gajananamahanandia7763
    @gajananamahanandia7763 11 місяців тому +6

    Dhanyabad daughter Aliva,Writer, Composer,and all participants. Beautiful and heart touching Bhajan and really for every and each living body but it is very very important for hu.an being. It is my thinking. Thanks all member of the team. Thanks again.

  • @chaitanyakanhar585
    @chaitanyakanhar585 10 місяців тому

    ବହୁତ୍ ସୁନ୍ଦର୍ ହୋଇଛି,ଯେମିତି ସ୍ଵରସ୍ଵତି କଣ୍ଟ ଶିଳ୍ପୀ ,,,,,ଯିଏ ବି ଲେଖିଛନ୍ତି ,ବହୁତ୍ ସୁନ୍ଦର ଲେଖି ଛନ୍ତି ଧନ୍ୟ ବାଦ,, ଜୟ ଜଗନ୍ନାଥ ❤❤❤❤❤❤

  • @nirasahu6409
    @nirasahu6409 10 місяців тому +5

    bahut sundar song jai sri jaganath 🎉🎉🎉

  • @maguninayak6796
    @maguninayak6796 10 місяців тому +6

    Many thanks to the writer for his philosophical comments on LIFE.Singing too is heart touching. Thanks all the team .

  • @tarunabhue2125
    @tarunabhue2125 10 місяців тому +5

    ଏହି ଗୀତରେ ପ୍ରତ୍ୟେକ ପଦରେ ସତ୍ୟତା ଅଛି l

  • @ArakshitaMajhi
    @ArakshitaMajhi 10 місяців тому +3

    Bahut.sundar.jay.jgannatha🙏🙏🙏

  • @arunakumarjena4298
    @arunakumarjena4298 11 місяців тому +4

    ଆପଣଙ୍କର ଅତି ସୁନ୍ଦର୍ ଗୀତ ❤❤❤❤❤

  • @md_muna
    @md_muna 10 місяців тому +1

    Final aji full gita ta sunili jay jagannatha .. thanks Aliva didi

  • @saritapradhan6364
    @saritapradhan6364 11 місяців тому +9

    Very Very Meaningful Song.Your Way Of Singing With Ur Attractive Smile Is So So Sweet. Always Be Happy ❤❤

  • @subinsethi9039
    @subinsethi9039 9 місяців тому

    Gita ta ❤❤❤hrudaya ku chuin chuin jauchi i love this song

  • @saiaradhyajena4778
    @saiaradhyajena4778 10 місяців тому +5

    ହୃଦୟ ଛୁଇଁଲା ଭଳି ଗୀତଟିଏ ସାର୍ 💐🙏

    • @MonaLisa-m7z
      @MonaLisa-m7z 10 місяців тому

      Bahut bhala heichi

    • @MonaLisa-m7z
      @MonaLisa-m7z 10 місяців тому

      Jibana sabu kahani pura bujhei dela ai gita

  • @pradeepmahapatra4805
    @pradeepmahapatra4805 10 місяців тому +1

    Ate sunder Bhajan tia😢❤