Power weeder in Odisha | Power weeder in dhenkanal | husqvarna power weeder | stihl power weeder
Вставка
- Опубліковано 8 лют 2025
- #MyDesiFarm
Namaskar🙏🏻
I'm SR Mahakhud, Welcome to our UA-cam channel "My Desi Farm".
Details of the Dealer:
Name: Amlan Rout
Mob: 7608832796
Address: Shakuntala Agro Agency, Radhakrushna Bazar, Dhenkanal, Odisha-769001
ବହୁତ୍ ରେଟ୍
Ok
300 ବର୍ଷର ପୁରୁଣା କମ୍ପାନି ବାପରେ ବାପ କି ମିଛ😊😊😊😊
ଭଦ୍ରକ ରେ agency କେଉଁଠି ମିଳିବ
Puri re koyuthi
ଚିକିଟା ମାଟିରେ ଚାଷ ହେଇ ପାରିବ କି
Power weeder 5years heba baharichhi
7 hp kete dam paduchhe
ପୁରୁଣା ବୋଲି 300 ବର୍ଷ ର , ଯେତିକି ମିଛ ଚଳିବ ସେତିକି କୁହ , ଚାଷୀ ମାନଙ୍କୁ କଣ ଭାବୁଛନ୍ତି
Khali comment mari jananti loka , google ki wikipedia padhantu .Jana padijiba 😅
2024 jaen count kale 335 barsa hauchi. Kichhi na jani kahinki comments dauchanti.
ଭାଇମାନେ କାଇଁ ଏମିତି କହୁଛନ୍ତି। ସମସ୍ତଙ୍କର ଟିକେ common sense ରହିବା କଥା power ୱେଡର 300 ବର୍ଷ ପୂର୍ବେ ବନି ନଥିଲା। ସେ company ଆଗରୁ ଦା, କୋଦାଳ ବନାଉଥିବ। କାଇଁ ଭାଇ ଗୋଟେ highlight ହେବା ପାଇଁ ଏତେ ବଢ଼େଇ କି କହୁଛନ୍ତି
୩୦୦ ବର୍ଷ ତଳେ ଶଗଡ ତିଆରୁ ଥିଲେ
ଠିକ କଥା ଭାଇ 300 ବର୍ଷ ତଳେ କମ୍ପାନୀ କରିଥିଲା କିନ୍ତୁ power weeder ବେଶି ସେ ବେଶୀ 10 ବର୍ଷ ପୁରୁଣା technology
ଏତେ ପଇସା ଦେଇ କୀ ଚାଷୀ ନେବେ କାହିଁକି?? ତା ବଦଳରେ shakti power tiller କାହିଁକି ନେବେ ନାଇଁ.. 75k re w SHG ପାଇଁ...ବେକାର କଥା କହୁଛ ଖାଲି
ସବୁ ବେକାର ମେସିନ୍
Bahut paisa lutuchha
Samaste Dhenkanalia nuhanti
Dhenkanalshopkneuthi
Sakuntala Agro Agency, Dolamandap sahi , Dhenkanal
Made in china
ନୟାଗଡ ରେ ଏହାର ଏଜେନ୍ସୀ କେଇଂଠି