ଦରଦାମ ବୃଦ୍ଧିକୁ ନେଇ ତାତିଲା ବିଜେଡି ; ସରକାରଙ୍କୁ ଟାର୍ଗେଟ କରିବା ସହ ଦେଲା ଚେତାବନୀ

Поділитися
Вставка
  • Опубліковано 2 лип 2024
  • କମିବାର ନାଁ ନେଉନି ବଜାର ଦର; ଅତ୍ୟାବଶକ ସାମଗ୍ରୀ ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି, ସେପଟେ ସରକାରକୁ ଟାର୍ଗେଟ କଲେ ବିରୋଧୀ
    #newsinodia #news #newsupdate #sunstartv #sunstarnews #price #government #sunstartvnews
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/odia/
    ➠UA-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

КОМЕНТАРІ • 60

  • @mithunabhoi8732
    @mithunabhoi8732 3 дні тому +6

    ବିଜେପି ସରକାର ❤ କରିଚି🙏🙏🙏🙏

  • @linkangarnaik4519
    @linkangarnaik4519 3 дні тому +5

    ଇଏ ହେଇନି କିଛି ଦେଖ ଆଗକୁ କଣ ହଉଛି 😂😂😂😂

  • @DolamaniBagarty-dc3bw
    @DolamaniBagarty-dc3bw 3 дні тому +5

    ଇଟା ବିଜେପି ସରକାର ଦାୟୀ

  • @salkhanmurmu3449
    @salkhanmurmu3449 День тому +1

    ସବୁ ଜିନିଷ ରେ ଦର ଦାମ୍ ଵଢି ଗଲା, କିନ୍ତୁ ଶ୍ରମିକ ମାନଙ୍କର ଦର୍ ଦାମ୍ ବ୍ରୁଦ୍ଦି ହଉ ନାହିଁ କାହିଁକି

  • @narayandalai8414
    @narayandalai8414 День тому +1

    ଚାଷୀ କଣ ଖାଇବ, ତାର ପରିବା ଦର ଯଦି କମି ଯାଏ, ତେବେ ଚାଷୀ ଭିକ ମାଗିବ

  • @haraprasadmahanta4657
    @haraprasadmahanta4657 День тому +1

    ସବୁ ବଢିଲେ ଭଲ ଚାଷୀ କୁ ନବୀନ ପଟ୍ଟନାୟକ ୨୪ କିଛି କଲା ନାହିଁ ଗତ ବର୍ଷ ବିଲାତି ୨୫୦ ଟଙ୍କା କିଲୋ ହୋଇ ଥିଲା

  • @salkhanmurmu3449
    @salkhanmurmu3449 День тому +1

    ବିଜେପି ସରକାର କଣ ଜାଣି ପାରୁନି

  • @pravakarpradhan1571
    @pravakarpradhan1571 3 дні тому +1

    ଦିଦି you are right,

  • @user-xl5zl3kk2s
    @user-xl5zl3kk2s 3 дні тому +2

    Sarkar re jiye rahiba se daye heba

  • @kalyanpanda5885
    @kalyanpanda5885 23 години тому

    ଖାଉଟି ତ ଅଭିଯୋଗ କରୁନାହାନ୍ତି, ଏମାନଙ୍କୁ କାହିଁ ଏତେ ବାଧୁଛି

  • @bhaktimarga853
    @bhaktimarga853 День тому +1

    ବିଜେଡ଼ି କଅଣ କରୁଥିଲା? ବିଜେଡ଼ି ସରକାର ବଙ୍ଗଳା ତିଆରିରେ ଲାଗିଥିଲା ବୋଧେ . 1:59

  • @sambitnayak6030
    @sambitnayak6030 День тому

    Govt dai

  • @rabindrapradhan4792
    @rabindrapradhan4792 День тому +1

    Note neithibaa voter

  • @basantapradhan3406
    @basantapradhan3406 3 дні тому +3

    ଆରେ ବାରମସୀ ଚଢେଇ ତୁ bjp ରେ ଥିଲାବେଳେ କେତେ ରମ୍ପି ହଉଥିଲୁ ଏ bjd କେଇଟା ଶୀତଳ ଭଣ୍ଡାର କରିଛି କେତେ ଜମିକୁ କେନାଲ କରିଛି।

  • @HrushikeshSamantaray-tb5xn
    @HrushikeshSamantaray-tb5xn 2 дні тому +1

    Dekhare andha bhakta

  • @kalyanpanda5885
    @kalyanpanda5885 23 години тому

    ନେଖା ଅପା ସେତେବେଳେ ନବୀନା ଉପରେ ଚଢ଼ୁ ଥେଲେ ପା

  • @banamalisahoo683
    @banamalisahoo683 День тому

    ଏଇ ସମୟ ରେ ତ ସବୁ ବର୍ଷ ଦର ଦାମ୍ ବଢେ ନୁଆ କଥା କଣ ଏମିତି କି ସବୁ ମୁଁ ଦେଖି ଆସୁଛି ଏଟା ନୁଆ କୀ?

  • @bimaldehury7119
    @bimaldehury7119 3 дні тому +1

    Double engine ta sethilagi badhuchhi

  • @haraprasadmahanta4657
    @haraprasadmahanta4657 2 дні тому +1

    BJD ୨୪ ବର୍ଷ କଣ ବାଳ କରିଛି ଚାଷୀ ମାନେ ଅଧିକ ରୋଜଗାର କରିବେ ନା ନାହିଁ ଦରଦାମ ବଢିବା ଦରକାର ଚାଷୀ ଅଧିକ ଟଙ୍କା ପାଇବା ଦରକାର

    • @davidpahad3
      @davidpahad3 День тому

      BJP hasn't capability to take administration on Odisha

  • @pramodkumardas4277
    @pramodkumardas4277 3 дні тому +2

    Bjd dai karana sabu kaidaichanti

  • @kalyanpanda5885
    @kalyanpanda5885 23 години тому

    ଶଳା ବିଜେଡି ବେଳେ କଣ ସବୁ ଛୋଡ଼ି ପକେଇଥିଲେ ଦର ବଢିଲା ବେଳେ

  • @davidpahad3
    @davidpahad3 День тому

    ଏହା BJP ର
    "ଶବ୍ କା ସାଥ୍, ଶବ୍ କା ବିକାଶ୍"

  • @KedarJena-ki9el
    @KedarJena-ki9el День тому

    କୁମ୍ଭୀର କାନ୍ଦଣା,ଓ ହୋ ରେ

  • @sureshchandrabhoi5409
    @sureshchandrabhoi5409 День тому

    ମୋହନା ଦାଈ.

  • @krushnachandrabhadra8024
    @krushnachandrabhadra8024 11 годин тому

    CM kon poriba kon logaeba

  • @anilkumarsethi1765
    @anilkumarsethi1765 23 години тому

    ତୁମ ବିଜେଡି ସମୟରେ 1 ଟଙ୍କାରେ ଡାଲି,ଚାଉଳ,ପରିବା ଇତ୍ୟାଦି ସାଧାରଣ ଲୋକମାନଙ୍କୁ ଦଉଥିଲ ନାହିଁ

  • @ratikantamunda6151
    @ratikantamunda6151 День тому

    Chasi katha kete bujhi thilo

  • @ratikantamunda6151
    @ratikantamunda6151 День тому

    Rate kamila bele to kichhi kahuna

  • @gaganbiharimahanta4951
    @gaganbiharimahanta4951 День тому

    BJD sarkar samay re pariba rate kan badhi na thila?

  • @nikunjapanda4825
    @nikunjapanda4825 3 дні тому

    Mohan majhi cm pain jogya nuha madam

  • @user-et4hp2kd9j
    @user-et4hp2kd9j 3 дні тому +1

    BJD dai

  • @BibunaBibhuti
    @BibunaBibhuti 23 години тому

    Bjp high ratere kichhikarunaahaanti wait for 5 years

  • @akshayapraharaj-mw1tv
    @akshayapraharaj-mw1tv 3 дні тому

    Are mema kichi din take tam Nabin babu para thile tam munhaku saram nahi ehi jinisara dardam pata tama taimiru achi midiare kanhiki tame tam thobada mnuha ku dekhaucha tumara ta bayas hoigalani ehipari micha kahibaru khyant ruha

  • @madhusmitaswain715
    @madhusmitaswain715 День тому

    BJD ବେଳେ କଣ ଦର ଦାମ୍ ବଢ଼ି ନ୍ ଥିଲା ।ମନେ ପକାନ୍ତୁ।ଡାଲି ,ଟmaato ,rice, ପେଟ୍ରୋଲ, x y z ।ଆଳୁ ,ପିଆଜ,

  • @kananbiharipattanayak6602
    @kananbiharipattanayak6602 День тому

    ଭୋଟ ପାଇଁ ଟଂକା ବାଣ୍ଟିବା ଓ ଭୋଟଦେବାପାଇଁ ସାଧାରଣ ଲୋକ ଟଂକା ନେଲାବେଳେ କାଇଁ ବାଧିଲା ନାହିଁ ତ

  • @HiniGouda-p6b
    @HiniGouda-p6b 2 дні тому

    Cold storage au krusi prochhana dia jaunathila bjd sasanare . Khali beshyalaya khulajauthila .

  • @ratikantamunda6151
    @ratikantamunda6151 День тому

    Bjd Sarkar thila bele gachha lagei thile abe dam badhu na thanta

  • @prasannakumarnayak5286
    @prasannakumarnayak5286 3 дні тому

    Aray aray dine bjd ku kahu thila yebe bjp ku tume ticket pa e yepata separate.....

  • @ranjanbehera-op7od
    @ranjanbehera-op7od День тому

    Bjd dai bjd samayare kete sitala vandar karithila,chasi kukisubidhakarithile lokechasakaribe

  • @Sumantasethy-zw7rm
    @Sumantasethy-zw7rm 17 годин тому

    Athipaen bjd dae

  • @abhijitnayak8901
    @abhijitnayak8901 3 дні тому

    BJP

  • @prasannakumarnayak5286
    @prasannakumarnayak5286 3 дні тому

    Bjd da e

  • @anandapanda4268
    @anandapanda4268 19 годин тому

    Bjd athipanidai

  • @RanjitMohanty-zg2xm
    @RanjitMohanty-zg2xm 2 дні тому

    Sarakar dayee odissa 5 years re bhika magiba srilanka paristiti heba

  • @DivyasinghSoren
    @DivyasinghSoren День тому

    BJD Sarkar bele bodhe 5 tanka re miluthila .........

  • @AtulDash-o6r
    @AtulDash-o6r День тому

    Bjd ସମୟରେ ରସୁଣ , ଟମାଟୋ etc କିମିତି ହୂହୁ ହେଇ ବଢୁଥିଲା ,ତୁମେ ସମାଲୋଚନା କରୁଛ ଟିକେ ଲାଜ ନାହିଁ।ତୁମେ ପର। Bjp ରେ ଥିଲା ,ତୁମକୁ ସରମ ଆସିବା କଥା। ।

  • @pradipdehuri2853
    @pradipdehuri2853 Годину тому

    Lekha mam tamara ki bhagya BJP rethila birodhi dalare, abe bjd re bi virodhi dalare

  • @prafullakumarpradhan8129
    @prafullakumarpradhan8129 День тому +1

    ଦରଦାମ ଆହୁରି ବଢୁ l ଆମେ ରାଜନୀତି

  • @rozasaiodiakitchen
    @rozasaiodiakitchen 2 дні тому

    Bjp ku vote dei chhanti abe marantu