E Geeta Re Odisha ra Geeta... Odia Maananka Geeta... E Geeta pratiti odia nka Hrudaya ra Geeta... Mate personally bahut Bhala lagichi.. Samastanka Hrudaya re Sabu Dina Mane rahila pari Geeta...
Gita ti sareera tatwa upare lekha tatsahita mahaprabhu nka mandira ra view aau puri ra sprasha 😍😍😍😍😍 Odia industry re sabu din pain ei movie ti abismaraniya hoi rahiba ❤️
Finally tarang cine production back with its Silver screen movie woo puni aei Ganesh puja re ❤❤❤❤❤.....we are eagerly waiting for the movie bas sara Odisha ra cinema hall re release hele bhala hanta....❤❤❤❤❤❤
Landed in India yesterday from abroad and went straight away to watch this movie as my wife was waiting for me to be with her to witness this movie together. Awesome is the only word I can describe this... should be nominated for a National Award without fail... Made so emotional.... Sabyasachi is at his best in a different avatar... Icing on the cake: Met Sabyasachi in the theatre at the end of the movie...Really...Odia movie now came to a different level... Thanks to the team Pushkara to gift such an world class movie...
Excellent, Wonderful, Incredible,Wish it All success in fetching the market and millions of hearts and mind of the people.Undoubtedly it will win numerous of awards in National Film Fare Awards and National Film Festival Awards.Enriched application and contribution will be appreciated for ever .
ଏଇ ଓଡ଼ିଶା ମାଟି ର ଗୀତ ଟି ନିହାତି ହିଟ୍ ହବା ଦରକାର। ଆଉ ସେଇ ଦାୟିତ୍ଵ ମୁଁ ଆପଣଙ୍କୁ ଦେଉଛି । ଜୟ ଜଗନ୍ନାଥ
ନିଶ୍ଚିତ ଭାଇ ସଙ୍ଗୀତ ଟି ବହୁତ ହୃଦୟ ସ୍ପର୍ଶି ହେଇଛି ଅନ୍ତରରୁ ସାଧୁବାଦ ଜଉ ଜଗନ୍ନାଥ!!🙏
ନିଶ୍ଚୟ
I love you sir
Yr Big fan I'm waiting for this movie sir
ଅବଶ୍ୟ ହେବ ଛାତି ପିଟିକି ହିଟ୍ ହେବ । no doubt love you bhai❤🙏
ଉତ୍କଳମଣି ଗୋପବନ୍ଧୁ ଦାସ ଯେମିତି ଦରଦି ମଣିଷ ଥିଲେ , ସେହିପରି ସବ୍ୟସାଚୀ ଭାଈ ମଧ୍ୟ ଜଣେ। କୋଭିଡ ସମୟରେ ସେ ନିଜ କଥା ଭୁଲି ବହୁତ୍ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ଭଗବାନ ଙ୍କ ନିକଟରେ ଏତିକି ପାର୍ଥନା ତାଙ୍କର ପୁଷ୍କରା ସିନେମା ବହୁତ୍ ବଡ଼ ସଫଳତା ପାଉ। love you Sabya Bhai ❤❤❤❤
We wanted such authentic odia lyrics always. And on top of it realistic picturisation is enhancing it.
Yes mam. Puskara blockbuster heba sure. Jay jagannath
❤❤
Yes 👍 🙌 madam
Yes 👍 🙌 madam
Hindi ରେ dubb କରନ୍ତୁ.... 👍
ମୁଁ ଓଡ଼ିଆ... ମୋ ଓଡ଼ିଆ ଭାଷା ମୋ ଜଗନ୍ନାଥ ମୋ ସ୍ୱାଭିମାନ 🙏🙏🙏କୋଟି ଓଡିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ ହେଉ
ଆମ ପିଲାଦିନଟି ଗାଁ ଗହଳ ପରିବେଷ୍ଟିତ ଛୋଟ ସହରାଞ୍ଚଳ ରେ କଟିଥିଲା। ଗାଆଁ ଲୋକେ ସନ୍ଧ୍ୟାରେ ବରଗଛମୂଳେ ଖଞ୍ଜଣି ବଜେଇ, କିମ୍ବା ଶବ ଯାତ୍ରା ସମୟରେ ଏଇ ଗୀତଟି ବୋହୁତ ଶୁଣିଥିଲୁ। ଏବେ ଆମେ ପ୍ରବାସୀ ଓଡ଼ିଆ। ଦୀର୍ଘ ବର୍ଷ ପରେ ପୁଣି ଏଇ ଗୀତ ଶୁଣି ଚକ୍ଷୁ ସଜଳ ହେଲା। ଏଇଟିକୁ ଏତେ ସୁନ୍ଦର ଭାବରେ ଲୋକ ଲୋଚନକୁ ଆଣିଥିବାରୁ ଅନେକ ଅନେକ ଧନ୍ୟବାଦ। ଭଗବାନ ଏଇ ଚଳଚ୍ଚିତ୍ରକୁ ଅଶେଷ ସଫଳତା ଦିଅନ୍ତୁ।
ସବ୍ୟ ଭାଇ ଏଇ ଗୀତ ଟି ଏତେ ସୁନ୍ଦର ହୋଇଚି କି ଯାହା ଭାଷା ରେ ବର୍ଣ୍ଣନା କରିହେବନି କେବଳ ଏତିକି କହିବି ଏଇ ସିନେମା ଟି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆଗକୁ ନେବ ।
Love you Bhai feel my love ❤️❤️
ୟାଙ୍କୁ କହନ୍ତି ପ୍ରକୃତ ଓଡ଼ିଆ ଗୀତ ❤️ ଆମ ରଙ୍ଗ ଓଡ଼ିଆ ଢଙ୍ଗ ଓଡ଼ିଆ ❤️
କହିପାରିବିନି କେତେ ଖୁସି ଲାଗୁଛି !❤ ଖାଣ୍ଟି ଓଡ଼ିଆ ଗୀତ ଆଉ ପୁଣି ଏତେ ସୁନ୍ଦର୍... ଆମ ସଂସ୍କୃତି ଆମ ରାଜ୍ୟ ଆମ ଓଡ଼ିଆ ❤
Very nice
ସବୁ ଓଡ଼ିଆ ସିନେମା ଅଭିନୟ ଆରମ୍ଭ ହୋଇ ଗଲା ପୁଷ୍କରା ହେଲା ଗୋଟେ କଥା
ପୁଷ୍କରା ପାଇଁ ଓଡ଼ିଶା ଅଜି ଖୁସି ଲାଗିଲା
ମୁଁ ଗୋଟେ Andhara ପିଲା❤ମୁଁ କେବେ ଭାବିନୋଥିଲି ମୁଭିର ଗୀତ ଏତେ ଭଲ ଥିବ ବୋଲି ❤❤❤ ମୁଁ ଜାଣିବାରେ ଓଡ଼ିଆ ସିନେମା ଭିତରେ ଏହି ସିନେମା ଗିତ ଗୁଡ଼କୋ ମୋ ହୃଦୋୟୋକୁ ଟଚ୍ କରିଛି ।
ମୁଁ ଆଜି ଗୋର୍ଭିତ ଯେ ବଲିଉଡ୍ actor ସବ୍ୟସାଚୀ ଭାଇଙ୍କ big fan ବୋଲି।jai hind jai କଳା ।❤❤❤
ଏହି ଗୀତ ଟି ଶୁଣିବା ପରେ ମୁଁ କହିବି, ଓଡ଼ିଆ ଭାବରେ ମୁ ଗର୍ବିତ ।
ଓଡ଼ିଆ ଲୋକ ଓଡ଼ିଆ ନିଛକ କାହାଣୀ, ଆଉ ଗୀତ ପାଇଁ ଭୋକିଲା ଥିଲା ବେଳେ, ପୁଷ୍କରା ର ଆବିର୍ଭାବ।
ଟିମ୍ କୁ ଶୁଭେଚ୍ଛା!😍🔥
ଜୟ ଜଗନ୍ନାଥ!🛐🌸
ଖଞ୍ଜଣିର ବ୍ୟବହାର ଗୀତରେ! ବହୁତ୍ ବଢିଆ! 👌🏻👌🏻👌🏻
ଏତେ ଦିନ ପରେ ଗୋଟେ ଗୀତ ରେ ମାଟିର ମହକ ଆଣିଥିବାରୁ, ଧନ୍ୟବାଦ
ମୋତେ ବହୁତ୍ ବଲ ଲାଗିଲା ଗୀତ ହୃଦୟକୁ ଟଚ୍ କଲା ଗୀତ ❤ ସବ୍ୟ ଭାଇ
ଏଇ ହେଉଛି ଓଡ଼ିଆ ସିନେମା 👌👌👌
ଶୁଣି ଭଲ ଲାଗିଲା କିନ୍ତୁ ଦେଖିବାକୁ ଭଲ ଲାଗିଲା
ଆମ ଓଡ଼ିଶା ସବୁବେଳେ ମହାନ୍ ଆଉ ମହାନ୍ ହେଇକି ରହିଥିବ ଆମର ଜଗନ୍ନାଥ ସଂସ୍କୃତି ଭାରି ବଢିଆ.....ଗର୍ବରେ କୁହ ଆମେ ଓଡ଼ିଆ ଭାରି ବଢିଆ....ଜୟ ଜଗନ୍ନାଥ 🙏🙏🙏
ଗୀତଟି ବହୁତ ବଢିଆ ହେଇଛି ବାସ୍ତବରେ ଯଦି ଆମ ଓଡ଼ିଆ ଭାଷା, ସଂସ୍କୃତି କୁ ଭବିଷତ୍ୟରେ ବଞ୍ଚାଇ ରଖିବାକୁ ହେଲେ ଆମେ ସବୁ ଆମ ମାତୃ ଭାଷା ର ସବୁ ଜିନିଷ ପ୍ରତି ଆଗ୍ରହ ରଖିବାକୁ ପଡ଼ିବ ସେ ଯାହା ବି ହେଉ ସିନେମା, ନାଚ, ଗୀତ , କଳା, ସଂସ୍କୃତି, ଅଛାର ବ୍ଯବହାର,ସମ୍ମାନ, ଚାଲିଛଳନି ଇତ୍ୟାଦି। ମୋ ମତରେ ବର୍ତ୍ତମାନର ଯୋଉ ସିନେମା ଦମନ, ପୁଷ୍କର, ମଲ୍ୟଗିରି .... ଏ ସବୁ ଆଗ ଅପେକ୍ଷକୃତ ଭଲ ହେଇଛି ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାକରେ ପ୍ରାର୍ଥନା କରୁଛି ବାବୁ ଭାଇ, ସବ୍ୟସାଚୀ ଭାଇ ହଉ ଯିଏ ବି ହଉ ନା କାହିଁକି ଓଡ଼ିଆ ସିନେମା ଜଗତର ମାନ୍ ସମ୍ମାନ କୁ ବଞ୍ଚାଇ ରକିଥାଆନ୍ତୁ ରହିଲି ଜୟ ଜଗନ୍ନାଥ ❤❤❤
ଖୁବ୍ ସୁନ୍ଦର 🎉🎉.... ଆମ ଭାଷା ଓ ଆମ ସଂସ୍କୃତିର ଅଗ୍ରଗତି ...🙏👌👍
ଆମେ ଓଡ଼ିଆ ଏକଦମ୍ ବଢିଆ l ଓଡ଼ିଆ ମାନେ ନିଜର ମାଟି ପାଣି ପବନ କୁ ଭଲ ପାଆନ୍ତି। ଆମ ପଖଳ କଂସା ର ସ୍ଵାଦ କୋଉଠି ମିଳିବନି। Jay jagannath। ଓଡ଼ିଆ ଫିଲ୍ମ ରେ ଓଡ଼ିଆ ର ବାସ୍ନା ଓଡ଼ିଆ ମାନେ ଖୋଜନ୍ତି। ଭାବୁଛି ଏ ଫିଲ୍ମ ଖାଣ୍ଟି ଓଡ଼ିଆ ଫିଲ୍ମ ହୋଇଥିବ। Jay jagannath
Pura sudhaa odia song proud feel karuchi mu gote odia 😊😊😊🎉🎉🎉
ବହୁତ ସୁନ୍ଦର ଲେଖା ଓ ହୃଦୟସ୍ପର୍ଶିି ❤
ଓଡ଼ିଶା ସଂସ୍କୃତି ପରମ୍ପରା କୁ ନେଇ ଅତି ଉଚ୍ଚ କୋଟୀର ସଙ୍ଗୀତ ଟି ହୃଦୟକୁ ସ୍ପର୍ଶ କରୁଛି!! ଓଡ଼ିଶା ର ମର୍ଯ୍ୟାଦା କୁ ଅତୀବ ଉଜ୍ବଳ କରୁଛି!!
ଅଶେଷ ଅଶେଷ ଧନ୍ୟବାଦ୍ ଏହି ପରି ସଙ୍ଗୀତ ଉପସ୍ଥାପନ କରି ଥିବାରୁ ବହୁତ୍ ଗର୍ବ ଲାଗୁଛି!!
ଜୟ ଜଗନ୍ନାଥ 🙏
ଏହି ପରି ଏକ ପୌରାଣୀକ ଫିଲ୍ମ ମୁଁ ଦେଖିବାକୁ ଚାହୁଥିଲି ।ଏହି ଗୀତ କୁ ହିଟ କରିବାର ଦାୟିତ୍ବ ମୁଁ ଆପଣକୁ ଦେଲି।ଜୟ ଜଗନ୍ନାଥ।
ପୁରା ଶୁଦ୍ଧ ଓଡିଆ ଗୀତ ରେ ଓଡିଆ ମାଟି ର ବାସ୍ନା ସ୍ପଷ୍ଟ ବାରି ହେଉଛି। ଜୟ ଜଗନ୍ନାଥ🙏❤
ଜୀବନ ର ସତ୍ୟତା ପ୍ରତିପାଦନ କରୁଥିବା ଏହି ସଂଗୀତ ର ପୁନରୁଦ୍ଧାର କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ !
ଏ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ରେ 😊❤waah କି ସୁନ୍ଦର୍ lyrics ପୁରା 60's 70's ଭଳି ହେଲେ views ନାହିଁ 😢
ଓଡ଼ିଆ ହେଉଛି ଓଡ଼ିଶାର ଗର୍ବ 😊ଆଉ ଜଗନ୍ନାଥ ହେଉଛନ୍ତି ଆମ ଗର୍ବ ❤।ଏହି ସଙ୍ଗୀତ କୁ ହୃଦୟରୁ ଆଉ ଏହି ପୁଷ୍କର କାହାଣୀ କୁ ହୃଦୟ ରୁ ଭଲ ❤ପାଇବା ମିଳିବ ନିଶ୍ଚିତ 😊👍👍👍
ପ୍ରଭୁ, ଓଡ଼ିଆ ନିଜର ସ୍ୱାଭିମାନ ଏହିପରି ବଜାୟ ରଖୁ, we no need to rely on other state movie entities to copy ❤
ଓଡ଼ିଆ ଭାଷା ସାହିତ୍ୟରେ ❤ ଏହି ସଂଗୀତ ❤
Finally odia Film 📽️🎥 industry cahalijiba athara...❤❤❤❤❤❤
#pushkara
#sabhya bhai
#pushkarafamily...❤❤❤❤
E Geeta Re Odisha ra Geeta... Odia Maananka Geeta... E Geeta pratiti odia nka Hrudaya ra Geeta... Mate personally bahut Bhala lagichi.. Samastanka Hrudaya re Sabu Dina Mane rahila pari Geeta...
super.....sabya bhai
This is really a different version and emotions song , thanks sabya bhai for give this type of song and movie
Bhai kebe asiba ei movie mu bohut excited achhi ei movie ku dekhiba pain 😄🥰
Gita ti sareera tatwa upare lekha tatsahita mahaprabhu nka mandira ra view aau puri ra sprasha 😍😍😍😍😍
Odia industry re sabu din pain ei movie ti abismaraniya hoi rahiba ❤️
ଓଡ଼ିଆ ଗୀତ ଓଡ଼ିଶାର ମାଟିର ଗୀତ ଆମର ଗର୍ବ ଓ ଗୌରବର ପ୍ରତୀକ।
ଗୀତଟି ପୁରା ହୃଦୟ କୁ ଛୁଇଦେଲା 😊
Very nice song sunile bahut bhala laguchi movie keta bhala thi bo waiting in 19 September
Yaku kuhanti Odia Gita.❤
Choudhury Bikash Das is a Jewel of Odia Film Industry . Sabyasachi is in a nice avatar. ❤
Proud to be an Odia ♥️!
ବାଃ....ବହୁତ୍ ବଢିଆ.... ଶୁଭକାମନା....🎉
Jay Jagannath 🙏
Bahut Dina pare gote song ❤
ବହୁତ ଭଲ ଲାଗୁଛି ❤❤❤ ଗୀତ😊
Bahut bhala haichi natural laguchi bahut bhala #original content odisha content Jay jaganath
Finally a fresh a music and a fresh vibe❤🎉Our Odia film Industry is changing ❤😊
Pushkara song always superb
Its pure odia..❤❤❤❤❤
ପୂରା ଓଡ଼ିଆ ସଂସ୍କୃତି ରେ ଭରପୂର ଗୀତ ଟି ,ଜୟ ଜଗନ୍ନାଥ 🙏🙏🙏
I am proud of from odisha❤❤❤au e song bisayare kana kahibi pura super ❤🎉
After a long time
Very unique song..super
Finally tarang cine production back with its Silver screen movie woo puni aei Ganesh puja re ❤❤❤❤❤.....we are eagerly waiting for the movie bas sara Odisha ra cinema hall re release hele bhala hanta....❤❤❤❤❤❤
Sabyasachi Bhai fan like hear ❤
ଓଡ଼ିଶା ମାଟିର ସୁନ୍ଦର ଗୀତ
Jay Jagannath Swami Nayana Pathagami Bhaba Tume
Story ete ete ete ete ............... Sundar je kichhi kahihabani😊😊 sabda nahi ❤❤
Ati sundar song
Bahut Dina pare gote hrudaya sparshi odiya Gita sunibaku milila .mana aananda heigalaa .
Ati sundar
Bahut sundar chesta ama odia vari badhia
🙏🙏🙏ମୋ ଓଡ଼ିଆ ଭାଷା ଆଉ ଓଡିଶା ମହାନ 🙏
Trailer tells everything ❤❤❤.so each and every part of this movie will be HIT🎯
❤Lot Of Love From PuriDham 📿⭕❗⭕🚩🙏
Gamechanger for Odia Industry ❤️
We need this type of song again and again ❤
Jaya jagannath❤🙏
Super hit song sabyasachi bhai
ବହୁତ୍ ବଢିଆ ଲାଗିଲା 😊❤
Sabutu super hit film ❤❤
Ollywood king Sabyasachi sir
Pushkara song always blockbuster
ଆମ ସଂସ୍କୃତି ଆମ ରାଜ୍ୟ ଆମ ଓଡ଼ିଆ ❤
Blockbuster movie super star Sabyasachi bhai 👌👌👌👌❤️❤️❤️❤️❤️
Song super heichi film bhout bhala heithiba 👌👌👌
Landed in India yesterday from abroad and went straight away to watch this movie as my wife was waiting for me to be with her to witness this movie together. Awesome is the only word I can describe this... should be nominated for a National Award without fail... Made so emotional.... Sabyasachi is at his best in a different avatar... Icing on the cake: Met Sabyasachi in the theatre at the end of the movie...Really...Odia movie now came to a different level... Thanks to the team Pushkara to gift such an world class movie...
This is not song this is reality of world everything is temporary only our good deeds will permanent
Mast movie hai kab Aayega, pan India
Prasansa nakari Rahi paruni 🙏🙏🙏
Excellent, Wonderful, Incredible,Wish it All success in fetching the market and millions of hearts and mind of the people.Undoubtedly it will win numerous of awards in National Film Fare Awards and National Film Festival Awards.Enriched application and contribution will be appreciated for ever .
Non stop listening from morning to till now@sabyashachi
ବହୁତ ଭଲ ଲାଗିଲା
ମତେ ଗୀତ ତା ବହୁତ୍ ଭାଲ ଲାଗିଲା..
ବହୁତ ଦିନ ପରେ ଏତେ ଭଲ ଫିଲ୍ମ ଦେଖିଲି ❤ ଓଡ଼ିଆ ଫିଲ୍ମ ଜିଏ ନଦେଖୁଚ ଏଇ ଫିଲ୍ମ ଥରେ ଦେଖ ଓଡିଆ ହେବା ଅନୁଭବ କରିବ
So Raw and authentic 👏🏻🙏🏻
ପୁଷ୍କରା ଓଡିଆ ଚଳଚିତ୍ରର ଏକ ଚୀର ସବୁଜ ସୃଷ୍ଟି । ଏମିତି ଚଳଚିତ୍ର ସୃଷ୍ଟି ହଉ
Bastabatara chhunka....hrudya sparsi gita ie..💯
ଖୁବ୍ ସୁନ୍ଦର ଗୀତଟିଏ 🎉🎉।
ଆମ ସଂସ୍କୃତି ଆମ ପରମ୍ପରା 🙏🙏🙏
Pushkara movie thare dekhantu kemiti laguchhi kahibe amaku ta bahut vala lagila thank you Sabyasachi sir
ପୁରା ଓଡ଼ିଆ ସଂକୃତି ❤
Super hit song bro 🤞🤞
ଅତି ସୁନ୍ଦର 🤩
Block buster movie Odia movie Odia mati jay jagannath 🎉🎉🎉🎉🎉🎉
Sabya bhai acting most ❤
ବେଙ୍ଗ କହେ ବେଙ୍ଗୁଲି ଲୋ ଦୁନିଆ ଘଡି ଘଡି କେ ଆନ ଜୟ ଜଗନ୍ନାଥ 🙏
Nice video sabysachi bhai🎉🎉🎉😂❤❤❤❤❤😢😢😮😅😅😊
ଏ ବର୍ଷର ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର... ପୁଷ୍କରା....
Jay shree jagannath bhal lagila film asile mu dekhibi
Such a Memorable days found in this Song with Some old Version, puruna dina Phereianithibaru Dhanyabad Sabya Sir 👍
Super Duper Hit🔥🔥🔥
Super excited song ❤