ପୋଲିସ ହାତରେ ପଡ଼ିପାରେ ହ୍ୟାଣ୍ଡକପ୍‌ ! | Odisha Reporter

Поділитися
Вставка
  • Опубліковано 19 вер 2024
  • ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଦେହରେ ହାତ ମାରି ଅଡୁଆରେ ପଡିଛି କମିଶନରେଟ ପୋଲିସ। ସସପେଣ୍ଡ ହୋଇଥିବା 5 ଜଣ ପୋଲିସଙ୍କ ନାଁରେ ସାଂଘାତିକ ବୟାନ ଦେଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଯଦି ଘଟଣା ସତ ହୋଇଥିବ ତାହେଲେ ଖସି ପାରିବନି ପୋଲିସ। ଆବଶ୍ୟକ ପଡିଲେ ପୋଲିସ ହାତରେ ପଡିପାରେ ହ୍ୟାଣ୍ଡକପ୍ ! ତେବେ ଏହାକୁ ନେଇ ଆଲୋଚନା ଦେଖନ୍ତୁ ମନ୍ଥନରେ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Manthan #Bharatpurpolice #army #Bhubanewar #odisha #cops #Police #hospital

КОМЕНТАРІ • 256

  • @SanjayVerma-yi1po
    @SanjayVerma-yi1po 3 години тому +47

    କୋଉ ପାଗଳ କୁ ନେଇ କି ଆସି ବସାଇ ଦେଛନ୍ତି ଇଏ ମେଡିକାଲଅଫିସର ବିନା ଟେଷ୍ଟ ରେ କହୁଛି ହେବି ଡ୍ରିଙ୍କ କରି ଛନ୍ତି

  • @gangadhardash3430
    @gangadhardash3430 3 години тому +23

    ବ୍ୟୋମକେଶ ବାବୁ ବାସ୍ତବ କଥା
    ପରିପ୍ରକାଶ କରିଥିବାରୁ
    ଅନେକ ଅନେକ ଧନ୍ୟବାଦ

  • @mr.sanjayinformationdiscov3282
    @mr.sanjayinformationdiscov3282 2 години тому +25

    ମୁଁ ବ୍ୟମକେଶ ବାବୁ ଙ୍କ କଥାରେ 100% ଏକମତ👏👏👏👏👏

  • @SatyaDharmaNyaya
    @SatyaDharmaNyaya 2 години тому +25

    ହରୀହର ବାବୁ ଜେଣ ଖୋଦ୍ ଲାଞ୍ଚୁଆ ଅଫିସର ଥିଲେ । ତାଙ୍କରି କଥାରୁ ସ୍ପଷ୍ଟ ଜଣାପଡୁଛି ।

  • @mr.sanjayinformationdiscov3282
    @mr.sanjayinformationdiscov3282 2 години тому +21

    ଭାରତର ସବୁଠୁ ଲାଞ୍ଚୁଆ ଅଧିକାରୀ ହେଉଛନ୍ତି ପୋଲିସ, ଆଉ ପୂର୍ବତନ ପୋଲିସ ବାବୁ କହୁଛନ୍ତି ପୋଲିସ ଷ୍ଟେସନରେ ଲାଞ୍ଚ କାରବାର ହେଉନି😂😅😅😅🤣🤣🤣

    • @jchoudhury274
      @jchoudhury274 2 години тому +2

      ଲlଞ୍ଚ ନ ଦେଲେ କିଛି କରୁନାହାନ୍ତି

  • @swadhikarbetaj3768
    @swadhikarbetaj3768 3 години тому +33

    ଏ ଶଳାଟି କୁ ଆଗେ ମାଡ ଦରକାର

  • @FAKIRJENA-du2zs
    @FAKIRJENA-du2zs 3 години тому +13

    ଏହି ବୁଢାକୁ ଧରି ଆଗପଛ କରି ବଜେଇଲେ ଠିକ୍ ହବ। କାରଣ ଏଟା ମିଛ କହୁଛି।

  • @pradiptarout4070
    @pradiptarout4070 2 години тому +11

    ଓଡ଼ିଶା ପୋଲିସ 24 ଘଣ୍ଟା ମଦ ପେଇକି ବୁଲୁଛି

  • @Suva833
    @Suva833 3 години тому +17

    ମୋ ମତରେ ଏ କେଶ୍ ରେ ପୋଲିସ୍ ବିରୁଦ୍ଧରେ ପବ୍ଲିକ୍ ରାସ୍ତା କୁ ଆସିବା ଦରକାର

    • @JogeswarMajhi-lt7hj
      @JogeswarMajhi-lt7hj 2 години тому

      ଆମ ଓଡ଼ିଶା ରେ ନ୍ୟାୟ ପାଇଁ ଲୋକ ବାହାରିବେ ନାହିଁ,, କେବଳ ଯାତ୍ରା,,ହେଲେ ବାହାରିବେ,,

    • @PKPadhi-qv1mj
      @PKPadhi-qv1mj 31 хвилина тому

      Sarkar action mood re. Public kihinki asibe?

  • @srisaidesignvastu9209
    @srisaidesignvastu9209 3 години тому +10

    ପୋଲିସ ର ଭୂଲ ନାହିଁ ପୋଲିସ ଅରୁଆ ଚାଉଳରେ ଧୂଆ ,ଏ ଡହରା ବାଇଟ୍ ଦଉଛି! ପୋଲିସ ଆଉ କ'ଣ ରେଫ୍ କରିବାର ବାକିଥିଲା କି ?

  • @Mrrp56
    @Mrrp56 2 години тому +17

    ଭରତ ପୂର୍ iic ଭଳି
    ଏଇଟା ବଡ଼ ଚୋର

  • @srisaidesignvastu9209
    @srisaidesignvastu9209 2 години тому +10

    ଏହରିହର ବାବୁ ଘରକୁ ଗଲେ ଜଣା ପଡିବ ସେ କେତେ ଇମାନଦାର୍ !

  • @srisaidesignvastu9209
    @srisaidesignvastu9209 2 години тому +8

    ହରିହର ପାଢି କିଛି ନଜାଣି ବାଇଟ୍ ଦିଅନ୍ତୁ ନାହିଁ

  • @Mrrp56
    @Mrrp56 2 години тому +7

    ସେମାନେ mada ପିଇଥିଲେ ପୋଲିସ ମାନେ କ୍ଷୀର ପିଇଥିଲେ ନୁହେଁ
    ପୋଲିସ ର ସବୁ ଭୁଲ

  • @kashinathdash4772
    @kashinathdash4772 3 години тому +6

    ଭାରତ ପୁର ମଡେଲ ଥାନାର ମଡେଲ ପୋଲିସ୍ ଅଫିସର ଙ୍କ ମଡେଲ କାର ନ।ମା।। ଯେଉଁଠି ମଡେଲ ଥାନା ଅଞ୍ଚଳ ରେ ଚୋର ତାସ୍କର ବଦମାସ୍ ମାଲ। ମାଲ,ସେଠୀ ସର୍ବ ସାଧାରଣ ବେହାଲ୍।।

  • @samirsamantaray6306
    @samirsamantaray6306 2 години тому +9

    ଏ ଶଳା ଆଗେ ବାନ୍ଧ ଏ ତାଙ୍କର ବିରଦ୍ରୀ

  • @BbeheraKumar
    @BbeheraKumar 3 години тому +20

    ତୋ ବୋଉ ବିଆ ❤❤❤

    • @sk-se9xr
      @sk-se9xr 3 години тому +1

      Au to bou ra Banda badhe 😂😂

    • @Krishna77787
      @Krishna77787 3 години тому

      ​@@sk-se9xrtu Kain K2a Chodi hauchu
      To maa ,Bhauni ra Bra Otariki kick marithile
      Tatte Bhalagithanta kibe...hoire

  • @srisaidesignvastu9209
    @srisaidesignvastu9209 3 години тому +6

    ଏମିତି ପୋଲିସ ମାନଙ୍କୁ ଚର୍ଚ୍ଚା କୁ ଆଣିଲେ ଆମେ ଓ ଟିଭି ଦେଖିବୁନାହୂଁ , ବ୍ୟୋମକେଶ ବାବୁ ସେ ଶଳା କୁ ଧକିଆ ଦିଅ !

  • @upendrakumarbiswal4682
    @upendrakumarbiswal4682 2 години тому +6

    ଥାନାକୁ ଗଲେ ଥାନା ବାବୁ ଇଲେଟ୍ରିକ ବଲ ଆଣିବାକୁ କହୁଛନ୍ତି, PCR van ରେ ତେଲ ପକେଇବା ପାଇଁ କହୁଛନ୍ତି, ଥାନାରେ କଣ ପଇସା ନାହିଁ, ସରକାର ଥାନାରେ ଚା ପାନ ର ବ୍ୟବସ୍ଥା କରିଛନ୍ତି କାହାପାଇଁ ?

  • @KulamaniPanda-r3r
    @KulamaniPanda-r3r 3 години тому +9

    ଛି ଛି ଛି ଛି ଛି ପୋଲିସ

  • @deepakswain391
    @deepakswain391 Годину тому +6

    ବମକେଶ ବାବୂ ପାଁଇ ଗୋଟେ like

  • @srisaidesignvastu9209
    @srisaidesignvastu9209 2 години тому +6

    ପୋଲିସ କୁ ଜେଲ ପଠାଯାଉ

  • @FAKIRJENA-du2zs
    @FAKIRJENA-du2zs 2 години тому +6

    ବ୍ୟୋମକେଶ ବାବୁ ଠିକ୍ କହୁଛନ୍ତି।

  • @rajibdash625
    @rajibdash625 Годину тому +4

    Byomokesh babu is totally correct ,he always speaks right

  • @Predator-23455
    @Predator-23455 3 години тому +8

    Odisha police shame shame

  • @srisaidesignvastu9209
    @srisaidesignvastu9209 2 години тому +4

    ଓଡ଼ିଶା ପୋଲିସ୍ ର ଆର୍ମି ଅଫିସର ପ୍ୟାଣ୍ଟ ଖୋଲି ଦେବେ !

  • @user-fv1vz9fn9m
    @user-fv1vz9fn9m 2 години тому +5

    Byamakes ଭାଇ ତୁମ କୁ ଅନେକ ଅନେକ ଧନ୍ୟବାଦ

  • @jayamaa1747
    @jayamaa1747 3 години тому +5

    ଏ ଶଳା ବୁଢ଼ା ବୋଧେ ଗୋଟିଏ ପୂର୍ବତନ ପୋଲିସ ଥିଲା

  • @Skgbul470
    @Skgbul470 2 години тому +4

    ପୋଲିସ ଯଦି ଭଲ ଲୋକ 100% ରୁ 98 % ଲୋକ ଘୃଣା କାଟନ୍ତି?

  • @Skgbul470
    @Skgbul470 2 години тому +4

    ନାଇଟି ପିନ୍ଧିବା କାରଣ ଅଛି ରୁମ କୁ ଅନ୍ଧାର କରିବାର କାରଣ ଅଚ୍ଛି,

  • @SankarDash-x8n
    @SankarDash-x8n Годину тому +3

    100%Right Advocate babu

  • @gangadhardash3430
    @gangadhardash3430 3 години тому +3

    ସତ୍ୟ ମେବ ଜୟତେ🎉
    ନାମକୁ ମାତ୍ର
    କିଛି ହୁଏ ନାହିଁ
    କେବଳ ହାଲ୍ଲା ହୋଲ୍ଲା ହୋଇଥାଏ

  • @srisaidesignvastu9209
    @srisaidesignvastu9209 2 години тому +6

    ହରିହର କୁ ଲଜ୍ଜ୍ୟା ଲାଗିବା ଦରକାର

    • @Krishna77787
      @Krishna77787 Годину тому

      Seku kana Lajya achi tike bhi
      Nirlaja ta poora
      Criminal ta eita bhi

  • @santoshnath5151
    @santoshnath5151 3 години тому +14

    Bemokesh thik katha kahuchi

    • @Krishna77787
      @Krishna77787 2 години тому +1

      Se educated loka
      Ei Hari Pani
      Fully Corrupted Assaulter

  • @SanjayVerma-yi1po
    @SanjayVerma-yi1po 3 години тому +3

    କୋଉ ମେଣ୍ଟାଲ ଡିଷ୍ଟ୍ୟୁର୍ଵ ଲୋକ କୁ ବସାଇ ଇଣ୍ଟରଭିବୁ ନେଉ ଛ

  • @thecommonman5169
    @thecommonman5169 2 години тому +2

    ମାଲ ପିଇଲେ ତ ଗଲା ...ସତ କଥା କଣ ଲୋକଲୋଚନକୁ ଅଣାଯାଉ....Media ଭାଇ ମାନେ

  • @FAKIRJENA-du2zs
    @FAKIRJENA-du2zs 3 години тому +2

    ଗୃହ ବିଭାଗ ଅନ୍ୟ ବିଧାୟକ କୁ ଦିଆଯାଉ।

  • @Sached299
    @Sached299 3 години тому +5

    କୋଉ ପାଗଳ ଲୋକ କୁ ଆଣି ବସେଇଲ

  • @jagamohansenapati1019
    @jagamohansenapati1019 2 години тому +3

    Byamakesha sir apana right 👍🏻

  • @gaurangcharanmohanty6183
    @gaurangcharanmohanty6183 2 години тому +3

    ସବୁ ଲାଞ୍ଚୁଆ ପୋଲିସ ଷ୍ଟାଫଙ୍କ ସମ୍ପତ୍ତି କ୍ରାଇମ ବ୍ରାଞ୍ଚ ଦ୍ଵାରା ରେଡ଼ ହେବା ଉଚ୍ଚିତ

  • @sukantakumarmohanty4095
    @sukantakumarmohanty4095 Годину тому +1

    ଯଦି ମହିଳା ପୋଲିସ ଅଲଗା ଡ୍ରେସ ପିନ୍ଧିବେ ତେବେ ପୋଲିସ ଡ୍ରେସ କଣ ପାଇଁ ଦିଆଯାଇଛି ? ଆଜ୍ଞା duty time re କେବଳ ଡ୍ରେସ ପିନ୍ଧିବେ ଓ ସେ ବାଧ୍ୟ

  • @GaneshchandraLohar-x4l
    @GaneshchandraLohar-x4l 2 години тому +2

    ପୋଲିସ ପ୍ରକୁତରେ ମା ଗିହା

  • @Kalundia436
    @Kalundia436 3 години тому +3

    କିଛି ପୋଲିସ ନୁହଁ ସବୁ ପୋଲିସ ଏମିତିଆ.

  • @alokmangaraj8308
    @alokmangaraj8308 41 хвилина тому +1

    ଆଇନ୍ ଜୀବୀ ସାର୍ ଜହା କହିଛନ୍ତି ଠୀକ

  • @sukantakumarmohanty4095
    @sukantakumarmohanty4095 Годину тому

    ବ୍ୟୋମକେଶ ବାବୁ ସମ୍ପୂର୍ଣ୍ଣ ସତ୍ୟ ଓ ପ୍ରକୃତ ତଥ୍ୟ ପ୍ରଦାନ କରିଛନ୍ତି ସେଥିପାଇଁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @arabindabhuyan1019
    @arabindabhuyan1019 59 хвилин тому +1

    ସାର ଆପଣ କହୁଛନ୍ତି ତୁମର ଝିଅ ହୋଇଥାଏ ତୁମ ମାନଙ୍କର ଝିଅ ମାନେ ଚାରିଶହ ବିଷ ସେତି ପାଇଁ ତୁମର ଖାତିରି ନାହିଁ

  • @Rakesh9583.
    @Rakesh9583. 2 години тому +1

    Bemokesh Babu right katha kahile

  • @SURJYANARAYANCHHOTRAY
    @SURJYANARAYANCHHOTRAY Годину тому +1

    ସବୁ ମିଛକଥା କହିଲା ଭଳିଆ ଲାଗୁଛି

  • @sanjaykumarsarangi8417
    @sanjaykumarsarangi8417 Годину тому +1

    Shukriya , dhanyawad, thank you byomkesh tripay ( kantibir🎉 ) sir

  • @amareswarpradhan4731
    @amareswarpradhan4731 2 години тому +1

    ହରିହର ସେ ଥାନାରେ ରାତିରେ ଥିଲା କି?

  • @sukantakumarmohanty4095
    @sukantakumarmohanty4095 53 хвилини тому

    ହଁ ଆଜ୍ଞା ସବୁଠୁ ବେଶୀ ପଇସା କାରବାର ହେଉଛି ଥାନା ମାନଙ୍କରେ । ୟେ ହରିହର ବାବୁ ବୋଧେ ପୋଲିସ ବିଭାଗରେ ଅଛନ୍ତି ସେଥିପାଇଁ ପୋଲିସ୍ କୁ support କରୁଛନ୍ତି ତାଙ୍କୁ ଦେଖା ଯାଉନି ପୋଲିସ ଓଡିଶା ସାରା କଣ କରୁଛି !!!! ୟେ କେସ କୁ cbi ଦେବା ଆବଶ୍ୟକ ।

  • @mundarama1122
    @mundarama1122 Годину тому

    ବ୍ୟମକେଶ ବାବୁ ଉକିଲ ଯଉକଥା କହୁଛନ୍ତି ସଂପୂର୍ଣ୍ଣ ୧୦୦% ସତ।।❤❤❤❤

  • @PrafullaPradhan-g2e
    @PrafullaPradhan-g2e 2 години тому

    ମେଜର ଓ ପୋଲିସଙ୍କ ଭିତରେ ହୋଇଥିବା ସମସ୍ୟା
    ଗୁଡିକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାରେ ଆମେ ମତାମତ ଦେଇ ପାରିବା, କିନ୍ତୁ ତଦନ୍ତ ଚାଲୁଥିବା ବେଳେ
    ଏପରି ମନ୍ତବ୍ୟ ଦେବା ଆଦୌ ଶୋଭନୀୟ ଅଟେ l
    ବ୍ୟମୋକେଶ ବାବୂ ପୋଲିସକୁ ଭୁଲ ଦେଇ ପୁରୁଷ କମିଶନ ପାଇଁ ଯୋଜନା କରୁଛନ୍ତି କି l

  • @kishorebiswal4298
    @kishorebiswal4298 3 хвилини тому

    ହରିହର ବାବୁ ଙ୍କ ଚିନ୍ତାଧାରା ଯାହା ତାଙ୍କ ବକ୍ତବ୍ୟ ସେପରି ହେଉଛି। ସାଧାରଣ ସମାଜରୁ ଉର୍ଧ୍ଵରେ ସେ। ଦୁର୍ନୀତିରେ ବୁଡି ରହିଥିବା ଲୋକ ଯାହା କହିବା କଥା ସେ କହୁଛନ୍ତି। ତାଙ୍କୁ ଏପରି ନିରପେକ୍ଷ ମେଡ଼ିଆ ରେ ବସାଇ କଥା ହେବା ଲଜ୍ୟା।

  • @sagarika234
    @sagarika234 Годину тому

    Great byomkesh sir each word valuable 👍👏

  • @srisantagulusan
    @srisantagulusan 18 хвилин тому

    ପୁଲିସ୍ ବାବୁ ଜଣକ ରଚନା ଲେଖୁଛି

  • @dukhabandhudehury4075
    @dukhabandhudehury4075 10 хвилин тому

    ଏ ଚ ନ୍ଦା ବ୍ୟକ୍ତି ସମସ୍ତ ଘଟଣା ଦେଖିଛି.....

  • @Predator-23455
    @Predator-23455 3 години тому +1

    This guy Hari Pani is making derogatory remarks against army.

  • @jayantanayak1793
    @jayantanayak1793 34 хвилини тому

    ହରି ବାବୁ କୂପମନ୍ଦୁକ ପୁରା ଓଡ଼ିଶା କଥା ଚିନ୍ତା ନାହିଁ ନିଜ କଥା ଓ ନିଜ ପୋଲିସ କଥା ଓ ଅନ୍ୟମାନେ ମରି ଯାଆନତୁ

  • @deepakdeepu2646-t6p
    @deepakdeepu2646-t6p Годину тому

    ଏ ପାଣି ବାବୁ ନିଜକୁ ସଚ୍ଚୋଟ ପୁଲିସ୍ ଅଫିସର ଯେଉଁ କହୁଛନ୍ତି ପ୍ରକୃତରେ ସେମିତି ହେଇନଥିବେ ଜଣାପଡୁଛି। ନିଜ ବିଭାଗର କୁକର୍ମ କରିଥିବା ଅଫିସରଙ୍କୁ ଘଣ୍ଟ ଘୋଡ଼ାଇ ଆର୍ମି ଅଫିସର ଙ୍କୁ ପାଣି ବାବୁ ଟାର୍ଗେଟ କରିବା ନିନ୍ଦନୀୟ।

  • @uditmedia5686
    @uditmedia5686 Годину тому

    Byobakes sir you are right big fan

  • @Mrrp56
    @Mrrp56 2 години тому

    CBI enquiry ହେଉ

  • @jagannathsahu6714
    @jagannathsahu6714 8 хвилин тому

    Thanks bumkesh sir

  • @balaramnatha2249
    @balaramnatha2249 4 хвилини тому

    ବିଜେପି ଚ୍ୟାନେଲ କୁଆଡେ ଗଲେ ତମ ବିଜେପି ନେତା ଏ ପୋଲିସ୍ ପାଇଁ ଦିନେ ଘରେଘରେ ମାଓବାଦୀ ସୁଷ୍ଟି ହେବେ ଅପେକ୍ଷାକର

  • @SanjayVerma-yi1po
    @SanjayVerma-yi1po 3 години тому

    100 %ପୋଲିସ ଜଗନ୍ନାଥ ପ୍ରସାଦ ଖାଈ ଛନ୍ତି

  • @PremanandaPradhan-mf7te
    @PremanandaPradhan-mf7te 2 години тому

    Right kahichha Sir Aapanku Salut Sir

  • @abhivlogs6538
    @abhivlogs6538 46 хвилин тому

    Sir Ex police officer thank you so much

  • @Subrat_hots
    @Subrat_hots 2 години тому

    କିଛି ପୋଲିସ କଣ. ଯେତେବେଳେ ଗୋଟେ ଖରାପ IIC ଲାଞ୍ଚ ଖାଉଥିବ ବକ୍ସିସ ନେଉଥିବ ସେ କଣ ଏକା ନେଉଥିବ. ସବୁ ଷ୍ଟାଫ ଙ୍କ ଭିତରେ ଦସ କୋଡିଏ ବାଣ୍ଟି କି ନଉ ଥିବେ. ତାହେଲେ ଏମାନେ ଭଲ ହେଲେ କେମିତି

  • @sarojpati4636
    @sarojpati4636 8 хвилин тому

    ଓଡିଶାର ଅଧିକାଂଶ ପୋଲିସ ଅତ୍ଯନ୍ତ ଘ୍ରୁଣ୍ଯ।

  • @Predator-23455
    @Predator-23455 3 години тому +2

    He is digressing from topic and trying put forward baseless things.

  • @bhagabanrout856
    @bhagabanrout856 3 години тому

    Manoj Rout is a best officer in police department

  • @Satyabandhudas7il3sj1r
    @Satyabandhudas7il3sj1r 2 години тому

    POLICE ସମାଜ ପାଇଁ ଭଲ କାମ କରୁ ଛି ଛି

  • @sumantabehera3477
    @sumantabehera3477 Хвилина тому

    Mr Pani tells us the right thing that the New Promotional Police Officer( SI - IIC) don't know about IPC.

  • @itishreejena3610
    @itishreejena3610 Годину тому +1

    Army bala chhadibeni.

  • @rakeshkumardalei3597
    @rakeshkumardalei3597 Годину тому +1

    Choro Harihar 😅

  • @Predator-23455
    @Predator-23455 3 години тому +1

    How did you accept it at the first place.

  • @balaramnatha2249
    @balaramnatha2249 2 хвилини тому

    ଏ ବେଧଛୁଆ ସେ ପୋଲିସ୍ ଅଫିସର ପରି ଆର ବି କେତେ କେସ ଥିବ ଆ ପେଡ଼ି ଖୋଲିଲେ ବାହାରିବ

  • @KumarPabitra-r1y
    @KumarPabitra-r1y 3 години тому +1

    🤧🤧🤧🤮🤮 police

  • @djvirusodisha2256
    @djvirusodisha2256 Годину тому

    Salute the bomkesh tripathy perfect Katha kahichanti

  • @bhikarinayak2374
    @bhikarinayak2374 Годину тому

    Bomkes sir good

  • @aratiraniprasad1765
    @aratiraniprasad1765 50 хвилин тому

    that person was shameful for our country

  • @satyanarayanswain1863
    @satyanarayanswain1863 2 години тому

    କଉ ପାଗଲ କୁ ଇନଭେଟ କରେକି କୁଷ୍ଟନ କରୁଛ ପୋଲିସ ଛି ଛି ଛି

  • @DRMRailway
    @DRMRailway 2 години тому

    Bomkesh sir is the 👍👍

  • @MotilalSwain-r9m
    @MotilalSwain-r9m 23 хвилини тому

    Bomekesh sir is right

  • @bhagabanswain6148
    @bhagabanswain6148 Годину тому

    ଏ ବୁଢ଼ା ଲୋକ ସପକ୍ଷରେ କଥା କହୁଛନ୍ତି।

  • @shibaprasad-sz3lu
    @shibaprasad-sz3lu 3 години тому +1

    Boymakesh babu thiki katha kahichanti.

  • @srisaidesignvastu9209
    @srisaidesignvastu9209 3 години тому

    ଡ଼ିଉଟି ସମୟରେ ଚଡି ବ୍ରା ପିନ୍ଧି ରହିବେ କି ?

  • @kamalkantamallick7111
    @kamalkantamallick7111 47 хвилин тому

    Byomokesh vai apananka kathare mu 100% sahamata...

  • @kapilachandra1816
    @kapilachandra1816 Годину тому

    ହରି ହର ଗୋଟେ ଲଚୁଆ ଠକ

  • @Vritika-r2j
    @Vritika-r2j 3 години тому

    Right kahuchanti bamkesh sir

  • @deepaksohala7116
    @deepaksohala7116 2 години тому

    Right kahichanti sir

  • @bimanbehura4181
    @bimanbehura4181 38 хвилин тому

    How this person say, there is no any fault in police. First investigate this ex-police's property.

  • @Krishna77787
    @Krishna77787 Годину тому

    Criminal Cases filed now
    Against IIC , all all other 4 officials
    By Odisha Police Crime Branch

  • @deepakswain391
    @deepakswain391 Годину тому

    ପରମ ମଘୀୟା କିଏ duty ରେ ନାଇଟ୍ ଗାଣ୍ଡିରେ ବାଉଁଶ ପଶିଚି ଛୁଟି ନେଲେନି

  • @srisaidesignvastu9209
    @srisaidesignvastu9209 2 години тому

    ପୋଲିସ ସବୁଠାରୁ ବଢଚୋର

  • @MotilalSwain-r9m
    @MotilalSwain-r9m 18 хвилин тому

    Police always save police people know about . People don't believe police forever.

  • @jayakrishnapanda5424
    @jayakrishnapanda5424 2 години тому

    Mr. Panigrahi speaks as corrupt man, i think. May be a Dalal of police department. Mohan government can't control the police department.

  • @shreebantchaini9902
    @shreebantchaini9902 Годину тому

    Byumokesh babu nka bhali 10 jana hele system change hoi jiba ..PIL upare PIL Kariba katha

  • @bhagabanchaini2149
    @bhagabanchaini2149 2 години тому

    Investigation is nil in Odisha

  • @debabratadas7426
    @debabratadas7426 8 хвилин тому

    Police ku girop Kara jau