Army Major-Police Tussle: Criminal Case Filed Against Suspended IIC Dinkrushna Mishra

Поділитися
Вставка
  • Опубліковано 19 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews #Army_PoliceTussle #FIR

КОМЕНТАРІ • 388

  • @Binodkumarpanigrahi2187
    @Binodkumarpanigrahi2187 2 години тому +147

    ସମସ୍ତ ପୋଲିସ କର୍ମଚାରୀ ମାନଙ୍କ ଚାକିରି ରୁ ବହିଷ୍କୃତ କରାଯାଉ ଏବଂ Jail ପଠାଯାଉ

  • @debasish8895
    @debasish8895 Годину тому +52

    କ୍ରାଇମବ୍ରାଞ୍ଚର ଅଧିକାରୀ ମାନଙ୍କୁ ଅନୁରୋଧ ମେଜରଙ୍କ ବାନ୍ଧବୀ କୁ ସେ IIC ଯେମିତି 3rd ଡିଗ୍ରୀ ପ୍ରୟୋଗ କରିଥିଲେ ଠିକ୍ ସେମିତି ତାଙ୍କୁ ମଧ୍ୟ 3rd ଡିଗ୍ରୀ ପ୍ରୟୋଗ କରନ୍ତୁ ସବୁ ସତ କହିବେ

  • @BapujiMLT
    @BapujiMLT Годину тому +83

    ପୀଡ଼ିତl ଙ୍କ ବୟାନ ଶୁଣି ବହୁତ୍ ଖରାପ୍ ଲାଗୁଛି
    କୋଲକତା case ଠାରୁ ବଳି ଯାଇଛି
    ଛି ଛି ଓଡ଼ିଶା police

    • @RAMCHANDRAGALARI
      @RAMCHANDRAGALARI Годину тому +4

      hm.. bhai .. gote jhio public re emti kahuchi mane taku kete kharap byabahara karithibe jana paduchi.. police ku suspend kale hebani tanku ajibana kara dana dia jiba darkar .. ee officer babu mane bhi mane mane bhabuchanti govt job karuchu besi hele kan karibe .. tranfer nahi ta suspend .. tanku pura danda deba darkar.

    • @srinivasbarik4336
      @srinivasbarik4336 30 хвилин тому +4

      IIC ra ଗୁପ୍ତାଙ୍ଗକୁ କାଟି ଦିଅ ।

  • @pramodjhankar9720
    @pramodjhankar9720 Годину тому +60

    ବହୁତ ସୁନ୍ଦର, ଏମାନେ ଗୋଟିଏ ଗୋଟିଏ ଅପରାଧୀ,

    • @satyapradhan8083
      @satyapradhan8083 12 хвилин тому

      After suspension..why that officer wear uniform..?

  • @rudrakshyabhusansahu3379
    @rudrakshyabhusansahu3379 Годину тому +24

    ସେ ଦୀନକୃଷ୍ଣ କୁ କୋର୍ଟର ବିଚାରପତିଙ୍କୁ ଅନୁରୋଧ କରୁଛି ,ଯେତେ ଶିଘ୍ର ବିଚାର କରି ଫାଶୀ ଦିଆଯାଉ କାରଣ ଯେଉଁଠି ଆର୍ମି ର ଜବାନ ସୁରକ୍ଷିତ ନୁହଁନ୍ତି ସେଠି ପବ୍ଲିକ ମାନଙ୍କ ଅବସ୍ଥା କଣ ହେବ ଆପଣ ଅନୁମାନ କରିପାରିବେ......? ବିଚାରପତିଙ୍କ ମହୋଦୟ..........

  • @laxmidharbarik5867
    @laxmidharbarik5867 2 години тому +32

    ରକ୍ଷକ ହୋଇ ବକ୍ଷକ ହେଲେ ସାଧାରଣ ଲୋକୋ ନିଜର କଂପ୍ଲେନ୍ କାହା ପାଖକୁ ଯିବେ

  • @satyabehera9431
    @satyabehera9431 Годину тому +20

    ଏ ଶଳା ପୁଲିସ ଅଫିସର କୁ କଡ଼ା କାର୍ଯ୍ୟାନୁଷ୍ଠାନ ଦରକାର ।ତା ପରେ ଚାକିରୀ ବହିଷ୍କାର କରାଯାଉ।ଘରେ ଭିଜିଲାନ୍ସ ରେଡ କରାଯାଉ ।

  • @basantakumarpanda9022
    @basantakumarpanda9022 2 години тому +21

    ବିଭାଗ ରେ ଏପରି ଅଭିଯୋଗଥିବା କର୍ମଚାରୀ ଙ୍କ ପ୍ରତି ସତର୍କ ଦୃଷ୍ଟି ରହୁ

  • @sri1047
    @sri1047 Годину тому +17

    ଏମାନଙ୍କୁ ଗିରଫ ନୁହେଁ ଫାଶୀ ଦରକାର

  • @durgeshpatra4498
    @durgeshpatra4498 Годину тому +17

    କେତେ ସାହାସ ଭୂବନେଶ୍ୱର ରେ ଯେତେ ଚୋରି ହେଇଛି ଏଇ ଆଇଆଇସିଙ୍କ କଥା ରେ ହେଇଛି

  • @user-rh5zt3tz9u
    @user-rh5zt3tz9u Годину тому +18

    ଆକୁ ଆଜୀବନ ଜେଲ ହେଉ ତାର ସମସ୍ତ ସମ୍ପତ୍ତି ଓଡିଶା ରାଜକୋଷ କୁ ଜାଉ

  • @lalit98193
    @lalit98193 2 години тому +13

    ମାମଲା ରୁଜୁ କଲେ କଣ୍ ହେବ ଗିରଫ କରୁ ନାହାନ୍ତି କଣ୍ ପାଇଁ

  • @rajendramallick4172
    @rajendramallick4172 2 години тому +30

    ତାକୁ 3 ବର୍ଷ ଜେଲ୍ ହଉ ଆଇଆଇସି କୁ।

  • @mihirkmishra166
    @mihirkmishra166 2 години тому +16

    Send the suspended IIC to jail .

  • @sadhudas2758
    @sadhudas2758 2 години тому +17

    କନକ, ଓ ଟିଭି ପିଡିତାର ବୟାନ ଦେଖଉ ନାହାଁନ୍ତି

    • @sipun_darknight
      @sipun_darknight Годину тому

      Bjp ra personal lapdog channel se …semane karibeni

    • @niksharma-ol8ii
      @niksharma-ol8ii Годину тому

      Bayan Sara India re bajuchi ...

  • @soumyanayak7847
    @soumyanayak7847 57 хвилин тому +10

    ମାଗିହା ta ଏତେ ମୋଟା ଏଇଟାକୁ କିଏ ପୋଲିସ ରେ rakhichi

  • @sadhudas2758
    @sadhudas2758 2 години тому +14

    ଏ ସତରେ ଦୀନ ଦୁଃଖୀ ଙ୍କ କୃଷ୍ଣ

  • @biswaranjanbehera7692
    @biswaranjanbehera7692 2 години тому +17

    Suspended kale 6 months pare puni join karibe kichi lava nahi Direct terminate kara jemiti ta jibanare job paibani au pension bi milibani

  • @user-tw9le4mi8w
    @user-tw9le4mi8w 2 години тому +45

    ଦୀନକୃଷ୍ଣ ପେଟ ଦେଖିଲେ ଜଣାପଡୁଛି ଜଣେ ସଚ୍ଚୋଟ ପୋଲିସ

  • @nakulnaik1423
    @nakulnaik1423 58 хвилин тому +5

    ଯେତେ ଲୁଚେଇଲେ ବି ଅସଲ ମୁଖା ଦିନେ ନା ଦିନେ ଖୋଲେ, କର୍ମ ର ଫଳ ଭୋଗିବାରେ କେହି ରୋକି ପାରିବେନି !ଗର୍ବ ଅହଂକାର ଏବଂ ଅତି ଅନ୍ୟାୟ କୁ ଭଗବାନ କେବେ ସହନ୍ତି ନାହିଁ! 🙏🙏ଜୟ ଜଗନ୍ନାଥ 🙏🙏🙏

  • @KulamanisahooSahoo
    @KulamanisahooSahoo 2 години тому +8

    ଏ ଶଳା ଙ୍କୁ ଜେଲ ହଉ

  • @durgeshpatra4498
    @durgeshpatra4498 Годину тому +6

    ହାରାମି ର ଝିଅ ଅଛି ନାଁ ନାହିଁ ତାକୁ ଲାଜ ମାଡୁ ଥବ ତା ବାପା ଝିଅ ମାନଙ୍କ ସାଙ୍ଗରେ କେମିତି କରିଛି

  • @mihirdwivedi8843
    @mihirdwivedi8843 2 години тому +10

    These persons should be send to jail immediately

  • @anandachandrarout3994
    @anandachandrarout3994 Годину тому +3

    ଏମାନଙ୍କର୍ ସମ୍ପତ୍ତି କୁ ED ଦ୍ୱାରା ଯାଞ୍ଚ କରାଯିବା ଉଚିତ।

  • @akpanda833
    @akpanda833 2 години тому +7

    Vigilance should raid this inspector residence. It’s shameful & tarnished image of BJP Govt . How can thrashed a girl & army officer . Nothing would happened if Honourable high court not taken notice of this case .

  • @anitamekap6584
    @anitamekap6584 47 хвилин тому +3

    ତା ସ୍ତ୍ରୀ ପୁଅ ଝିଅ ମାନେ ବି ଜାଣନ୍ତୁ ଏପରି ଗୁଣ ଗ୍ରାମ କରି ରୋଜଗାର କରେ ଏ ଲୋକ ଟି

  • @basantarout9538
    @basantarout9538 Годину тому +3

    Crime branch ଉପରେ ଆମର ଭରସା ନାହିଁ, CBI ତଦନ୍ତ କରାଯାଉ, suspend ଦଣ୍ଡ ନୂହେଁ.. ଏଗୁଡା ଙ୍କୁ ଏମିତି ଦଣ୍ଡ ଦିଆ ଯାଉ ଯେମିତି ଓଡିଶା ପୁଲିସ ବହୁତ୍ କିଛି ଶିଖିବ..

  • @sagarika234
    @sagarika234 Годину тому +5

    Great news...thanku crime branch 👏👏

  • @sorotoka9717
    @sorotoka9717 Годину тому +5

    ଶଳା କୁ ଲଙ୍ଗଳା କରି ରାସ୍ତା ମଝି ରେ ପିଟା ଯାଉ

  • @ArunMalik-i1b
    @ArunMalik-i1b Годину тому +3

    ଆଜୀବନ କରା ଦଣ୍ଡ ଦିଆଯାଉ
    ସାଧାରଣ ଲୋକ କରିଥିଲେ କଣ Acton ନିଆଯାଇ ଥାଆନ୍ତା ସିଏ ମଘିଆ ତା ଛାତିରେ ହାତ ମାରିଚି ତାକୁ ଛଡ଼ା ଜେବନି

  • @nakulnaik1423
    @nakulnaik1423 42 хвилини тому +2

    ଏହାର ଯେତିକି ବୟସ ହେଲାଣି ସୁଧୁରିବା chance ନାହିଁ,କାରଣ ଏହାର କେବଳ 1/2 ଅପରାଧ ରେକର୍ଡ ନୁହଁ ଆହୁରି ଅନେକ ଅଛି ! ଇୟେ ଜଣେ ସମାଜ ଓ ଦେଶ ଦ୍ରୋହୀ ଏବଂ ଖାକି ବର୍ଦ୍ଦି ସହ ବିଶ୍ୱାସ ଘାତକତା କରିଛି ! ଏହାକୁ ଆଜୀବନ କାରାଦଣ୍ଡ କିମ୍ବା ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ଯେପରିକି ଅନ୍ୟ କୌଣସି ପୋଲିସ ଅଫିସର ଏଭଳି କାର୍ଯ୍ୟ କରିବାକୁ ସାହସ କରିବେନି !

  • @chittaranjandehury6450
    @chittaranjandehury6450 Годину тому +3

    Removal from service should be needed

  • @abhiseksahoo9767
    @abhiseksahoo9767 Годину тому +4

    Odisha police needs reform and take exemplary action against such criminal police officers for which whole department suffers and loses public trust.

  • @ashisdalai2064
    @ashisdalai2064 2 години тому +11

    Banda kati deantu

  • @newstarsvision7754
    @newstarsvision7754 2 години тому +13

    ଭାଇ କେତେ ଲୋକଙ୍କ ଠୁ ଖାଇ ଖାଇ ଶଳା ର ପେଟ କେତେ ବଡ ଦେଖିଲ। ତା ଘରବାଲା ଦେଖୁଛ ନା ନାହିଁ ବେ। ତାକୁ କି ଦଣ୍ଡ ଦରକାର ତୁମେ କୁହ 😂😂

  • @hadibanduprusty8765
    @hadibanduprusty8765 Годину тому +3

    ବେଧଛୁଆଟାର ହାତଗୋଡ ଭାଂଗିଦିଅ

  • @prakashbaral7568
    @prakashbaral7568 41 хвилина тому +1

    ସାଧାରଣ ଲୋକ ଙ୍କ ର ପଇସା ଖାଇ ଚାଲିପାରୁ ନାହିଁ। ପୋଲିସ୍ ପାଇଁ ପୂରାପୂରି ଅନୁପଯୁକ୍ତ |

  • @ambujitpatra007
    @ambujitpatra007 Годину тому +3

    CBI ku handover kara

  • @Vinood900
    @Vinood900 45 хвилин тому +1

    ଭରତପୁର ଥାନା ର ସବୁ ପୋଲିସ୍ ଙ୍କୁ ଚାକିରୀ ରୁ ବହିଷ୍କୃତ କରି ଜେଲ୍ ହାଜତ ରେ ରଖନ୍ତୁ ମୋହନ ସରକାର, ନଚେତ୍ ୫ ବର୍ଷ ପୂରଣ ପାଈଁ ବି ସୁଯୋଗ ଦିଆ ଯିବନି। ଛି ଛି ପଙ୍ଗୁ ସରକାର। କିଛି ୟୋଗୀ ସରକାର ଙ୍କ ଠାରୁ ଶିଖ।

  • @GaneshJena-mr1hf
    @GaneshJena-mr1hf Годину тому +3

    IIC ଙ୍କୁ 3 rd degree use ହେବା ଦରକାର , ହେଲେ ଯାଇ ସତ ବାହାରିବ ।

    • @subratjana8563
      @subratjana8563 Годину тому

      Jesaku tesa,nitire iic parivar ku target kara o lady police parivar ku madhya

  • @kasinathbaral6873
    @kasinathbaral6873 Годину тому +3

    IIC should be punished u/s 354 ipc

  • @jitendrakumarswain6259
    @jitendrakumarswain6259 Годину тому +1

    ଏଇଭଳି ଅଫିସର ଙ୍କ ପାଈଁ ଓଡିଶା ବଦନାମ ହଉଛି.......

  • @iknow7753
    @iknow7753 7 хвилин тому +1

    Cuttack ବାଲିଯାତ୍ରା ବେଳେ ବଟି ମାଗିଥିଲା ଆଇଆଇସି ଦୀନକୃଷ୍ଣ

  • @ManjariManjari-p6f
    @ManjariManjari-p6f Годину тому +2

    Custody ku pathao.criminal offences.

  • @amitray8078
    @amitray8078 54 хвилини тому +2

    ଏ ପୋଲିସ ଜଣକ ଆଗରୁ ଭି ଏମିତି କାଣ୍ଡ କରିଥିଵେ, ନ‌ ହେଲେ ଏତେ ସାହସ କେମିତି ହୋଇଥାନ୍ତା। ଯାହାକି କେବେ ପ୍ରକାଶ ପାଇ ନଥିବ, ଏଥର ପାପ ର ଘଡ଼ା ଭାଙ୍ଗିଛି।There should be basic moral training class for the Police,very sad incident for the girl😔😔🙏🙏

  • @pradyumnaPanda-d8x
    @pradyumnaPanda-d8x 2 години тому +5

    Good
    ❤❤

  • @akpanda833
    @akpanda833 2 години тому +4

    Why not sent to jail & why police did not take sue motto

  • @madhusudandas2630
    @madhusudandas2630 Годину тому +1

    ଦେଶର ସୈନିକ ଓ ପୂର୍ବତନ ସୈନିକ ମାନେ special target group ରେ SC/ ST, Women ପରି Minority Communityରୁ ଆସୁଥିବାରୁ Minority Community Actର ଦଫା ଅପରାଧୀ ପୋଲିସ୍ ଅଫିସର ଉପରେ ତୁରନ୍ତ ଲାଗୁ କରାଯାଉ।

  • @mauditripati2254
    @mauditripati2254 2 години тому +1

    କୋର୍ଟ ରୁ ଯେମିତି ଖସିକି ଯାଇପାରିବ ନାହିଁ ସେମିତି କ୍ରାଇମ ବ୍ରାଞ୍ଚ ଏଫୈର କରିବା ଦରକାର

  • @kalicharanpanda4079
    @kalicharanpanda4079 Годину тому +1

    Should be dissmissed from service as well as taken highest order of criminal offence against IIC and involved police staffs. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sunilgouda2225
    @sunilgouda2225 2 години тому +3

    Good👍👍

  • @SusilJena-ew9dd
    @SusilJena-ew9dd 2 години тому +3

    Good

  • @Krushnakar
    @Krushnakar Годину тому +3

    nama Dina krushna ...chhi

  • @smallvison
    @smallvison 51 хвилина тому +1

    Let's see standard of judiciary and govt of Odisha.

  • @nirmalpatnaik5796
    @nirmalpatnaik5796 42 хвилини тому +1

    Life long, punishment, is Required

  • @pramodpanda8976
    @pramodpanda8976 2 години тому +2

    Right karjyanustan

  • @gabinnaik5985
    @gabinnaik5985 Годину тому +1

    Vigilant checking immediately his property

  • @user-on4ms6id1r
    @user-on4ms6id1r 3 хвилини тому

    Good decision ପୋଷାକ ପିନ୍ଧି ଜନସାଧାରଣଙ୍କ କଥା ଶୁଣିବା

  • @Himanshurout-q3i
    @Himanshurout-q3i 2 години тому +2

    Bhut bhal hala, arrest Kari jail patha👍

  • @sibanarayansamantray4716
    @sibanarayansamantray4716 2 години тому +2

    Case registered but not arrested?

  • @prakashpraharaj2843
    @prakashpraharaj2843 Годину тому +1

    TAKE ACTION

  • @sukantakumarsahoo9340
    @sukantakumarsahoo9340 Годину тому +1

    Soubhagya brother special request to you,,, please look into sharply this matter,,,, it's a mental influence of state rural police station officers...... Very bad situation of every police station in odisha

  • @manojbar2958
    @manojbar2958 2 години тому +4

    I appreciate this decision... Whoever it is, crime is crime...

  • @prakashparida3663
    @prakashparida3663 30 хвилин тому

    ଆଜିର ପୋଲିସ୍ ସୁରକ୍ଷା ଦେବାରେ ଅଯୋଗ୍ୟ,

  • @rudranarayanmallick3725
    @rudranarayanmallick3725 Годину тому

    Bahut Bahut Bhala Hoichhi..

  • @srikantsahoo6563
    @srikantsahoo6563 38 хвилин тому

    ଏବେ ହେଲା । ଆରେଷ୍ଟ୍ ହୋଇନାହାନ୍ତି ଏପର୍ଯନ୍ତ୍।

  • @satyaranjandash388
    @satyaranjandash388 2 години тому +2

    ସେ ଶଳା କୁ ବହେ ବାଡା

  • @biju2045
    @biju2045 2 години тому +3

    ଲାଗୁଚି iic odia film singha bahinibFILM DEKHICHI G MARILU ethara

  • @saveodisha4674
    @saveodisha4674 Годину тому +2

    Police usually deploy criminals to collect money from the public and get share from them, Miss Ankita confronted those crmnal minded people on the way may be (I am not sure) well known to the Bharatpur police personel, so poiice irrited to accept the FIR against them,

  • @satyarout098
    @satyarout098 15 хвилин тому

    ଛି ଛିCM
    ଛି ଛି ଓଡ଼ିଶା ପୋଲିସ୍

  • @pradiptakumarsahoo3930
    @pradiptakumarsahoo3930 35 хвилин тому

    ଏହି ଆଇ. ଆଇ. ସି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେତେ ସମ୍ପତି ଏକାଠି କରିଛନ୍ତି ତାର ମଧ୍ୟ ତଦନ୍ତ କରାଯିବ ଉଚିତ୍।

  • @sasanksekharaswain9208
    @sasanksekharaswain9208 8 хвилин тому

    ACP ଗଣ ମାଧ୍ୟମ କୁ ଭୂଲ ତଥ୍ୟ ଦେଇଥିଲେ। ତାଙ୍କ ପାଇଁ କଣ ହେବ ,

  • @maheswarjena8845
    @maheswarjena8845 Годину тому

    Sir no 1 Desition

  • @SUJITKUMAR-xi9bi
    @SUJITKUMAR-xi9bi 2 години тому +3

    It's o.k. But ,moving ,night,is,not,appreciate able,by,Major....

    • @mamatamohanta7310
      @mamatamohanta7310 Годину тому

      Life style has changed.For different works now a days people are engaged.Airport,Bus terminal, Railway station and other destination are not under our control.So time is not at all a matter in this incident.

    • @Wolf-so8uv
      @Wolf-so8uv Годину тому

      If after 70 years of independence we advise not moving out at night ! Shame on us

  • @satyapradhan8083
    @satyapradhan8083 13 хвилин тому

    Shame on it...

  • @jitenkumarbarik1005
    @jitenkumarbarik1005 Годину тому

    Very good odisha police ❤ bahiskaar karajau

  • @TheMrsukanta
    @TheMrsukanta Годину тому

    ପ୍ରଭୁ ଜଗନ୍ନାଥ ହିଁ ସହଭରସା

  • @puspanjalipradhan3336
    @puspanjalipradhan3336 Годину тому

    ଭଲ ହେଲା ଲଜ୍ଜା ଲାଗୁଛି ପୋଲିସ ମାନେ ଏମିତି କାମ ଛି ଛି

  • @pradipray6127
    @pradipray6127 14 хвилин тому

    ଏ ଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ପୁରା ପୋଲିସ କିଛି ଶିକ୍ଷା ପାଈବେ

  • @suparfonyfamily
    @suparfonyfamily 48 хвилин тому

    କିଛି ବି ହଉ କାହାକୁ ହାତ ଉଠେଇବା ଭୁଲ୍,ବ୍ରିଟିଶ ଶାସନ ନୁହଁ ୟେ

  • @prakashbaral7568
    @prakashbaral7568 49 хвилин тому

    ଏହି ଭଳି ପୋଲିସ କୁ ରାଜରାସ୍ତାରେ ଠିଆ କରି ଗୁଳି କରି ଦେବା ଦରକାର।

  • @ranjankumarmohapatra8240
    @ranjankumarmohapatra8240 17 хвилин тому

    Jago Advocate bhai jago

  • @ppsahoo123
    @ppsahoo123 50 хвилин тому

    ମୁଖ୍ୟମନ୍ତ୍ରୀ ସିନା ଶାସନ କଲେ ହବ, ଯେମିତି ନବୀନ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଶାସକ ,ସେମିତି ମୋହନ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ଶାସକ ।

  • @ChandraBehera-v2x
    @ChandraBehera-v2x 2 години тому +1

    Jail haba darkar

  • @swadhikarbetaj3768
    @swadhikarbetaj3768 42 хвилини тому

    ସେ ପାପୀ କୁ ଲଙ୍ଗଳା କରି ତା ଲିଙ୍ଗ ରେ ଲଙ୍କାଗୁଣ୍ଡ ପୁରେଇ ଖରା ରେ ଚଲେଇ ଚଲେଇ ନିଆଯାଉ ଓ ସେ ମହୀଳା ପୋଲିସ ସହିତ ମଧ୍ଯ ଅନୁରୂପ ବ୍ୟବହାର କରାଯାଉ ଏବଂ ସଂପୃକ୍ତ ସମସ୍ତ ପୋଲିସ ମାନଙ୍କୁ ପ୍ରଥମେ ଚାକିରୀରୁ ବହିସ୍କୃତ କରାଯାଉ।

  • @PrakashNaik-s9y
    @PrakashNaik-s9y Годину тому

    ଶଳା ଆଇ ଆଇ ସି କୁ ଜେଲ ରେ ରଖାଯାଉ

  • @ashokkumarnayak-i8q
    @ashokkumarnayak-i8q 23 хвилини тому

    Very nice action❤❤❤❤❤

  • @kcsahoo5114
    @kcsahoo5114 2 години тому +1

    Veryyy good ..... Vagya vala se officer ra wife thile ... Normal loka te heithile ... E police babu banchijanta

  • @AlekhaPatra-ss7pk
    @AlekhaPatra-ss7pk Годину тому

    ଜନତା ମୈଦାନ ରେ ମାଡ ଦରକାର ଶଳାକୁ

  • @jagabandhunayak2635
    @jagabandhunayak2635 45 хвилин тому

    Right decision

  • @Satyabandhudas7il3sj1r
    @Satyabandhudas7il3sj1r Годину тому

    ଦୀନକୃଷ୍ଣ ଲୋକ ଭଲନୁହେଁ arrest କର

  • @JagaJaga-tc9jb
    @JagaJaga-tc9jb Годину тому

    Right action

  • @sarojmikubehera5039
    @sarojmikubehera5039 Годину тому

    Very good

  • @binakanaik3123
    @binakanaik3123 2 години тому

    ପାଶ୍ଚାତ୍ୟ ଦେଶ ପରି ଦଣ୍ଡ ଦିଆ ଯାଉ

  • @prasanatabeura3742
    @prasanatabeura3742 54 хвилини тому

    good dicition

  • @purnanandapatro9679
    @purnanandapatro9679 Годину тому

    Bhala heichi

  • @pratap8516
    @pratap8516 Годину тому

    ଏମାନଙ୍କୁ ହାତକଡି ପକାଇ ଖୋଲା ରାସ୍ତାରେ ଚଲାଇ ଚଲାଇ ନେବା କଥା । ଏମାନଙ୍କ ଅପରାଧ ଭୟଙ୍କର ।ଓଡିଶା ପୋଲିସ ପାଇଁ ବଡ଼ ଲଜ୍ଜା ।ଏମିତି ମନୋଭାବ କେମିତି ବଦଳିବ ଚେଷ୍ଟା କରନ୍ତୁ।ପୋଲିସ କଥା ଖଵରକାଗଜ ବି ଭଲ କି ଯାନ୍ଚ ନ କରି ଛାପୁଛନ୍ତି ।କାହାକୁ ବିଶ୍ୱାସ କରିବ ।

  • @muktikantalenka9902
    @muktikantalenka9902 Годину тому

    Very nice👍

  • @Sai.2016
    @Sai.2016 Годину тому

    ପୋଲିସ ମାନେ କରିମିନାଲ କ୍ନୁ ଟପିଗଲେ ସାଧାରଣ ଲୋକେ କାହାକୁ ଭାରସା କରିବେ. ପୋଲିସ ମାନେ ହିଁ କରିମିନାଲ ପାଲିଟି ଗଲେଣି. ବିନା ଲାଂଚ ରେ କାମ ନାହିଁ ନହେଲେ ଓଲଟା ମାଡ

  • @Om-mg9gb
    @Om-mg9gb Годину тому

    Before going to police station inform friends and relatives and take advocates advise