Babi will be removed from the team | ଦଳରୁ ହଟିବେ ବବି | The Quiver News

Поділитися
Вставка
  • Опубліковано 21 чер 2024
  • ବିଜେଡିର ସଂଗଠନ ସମ୍ପାଦକ ଦରୁ ବବି ଓରଫ ପ୍ରଣବ ପ୍ରକାଶ ଦାସ ହଟିବେ । ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ପୁରୁଖା ନେତା ସଞ୍ଜୟ ଦାସବର୍ମାଙ୍କୁ ବସାଇବା ପାଇଁ ଯୋଜନା ଚାଲିଛି । ଏଥିରେ କାଳେ ଅନେକ ବିଧାୟକ ବି ହଁ ମାରିଲେଣି । ହାରିବା କାରଣ ଖୋଜା ବୈଠକ ପରେ ବବିଙ୍କୁ ତଡ଼ିବା ପାଇଁ ଯୋଜନା ହୋଇଛି । ଦଳର ମୁଖିଆ କାଳେ ଏକଥା ଚାହୁଁଛନ୍ତି । ମାତ୍ର ତାଙ୍କୁ ରୋକିଛନ୍ତି ଭିକେ ପାଣ୍ଡିଆନ । ବବି ବିଦା ହେଲେ ଅନେକ ଗୁପ୍ତ ଡିଲ ପଦାକୁ ଆସିଯିବ । ତେଣୁ ଚାଲିଛି ଗୋଳମାଳ । ସେପଟେ ଦଳର ପାୱାରଫୁଲ ଗୋଷ୍ଠୀ ବବିଙ୍କୁ ତଡ଼ିବାକୁ ଜିଦ କଲେଣି ।
    #thequiver #thequivernews #odianews #odishanews #babimishra #election2024update #politicalnews #odishapolitics #cmo,#mohanmajhi #naveenpattnaik
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in UA-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

КОМЕНТАРІ • 192

  • @jagannathmishra5300
    @jagannathmishra5300 5 днів тому +52

    ବବି ଦାସ ଆଉ ପାଣ୍ଡିଆନ ଦିଟା ଯାକ ଭୋଗିବେ। ଯେମିତି କରିଥିଲେ ସେମିତି ଭୋଗିବେ।

  • @jagannathsahoo6022
    @jagannathsahoo6022 5 днів тому +27

    ବବି. ପାଣ୍ଡିଆନ. ସସ୍ମିତ ପାତ୍ର.ଯୋଉ ମନ୍ତ୍ରୀ ହାରିଛନ୍ତି. ସେମାନଙ୍କୁ ଦଳ ରୁ ହଟାଓ. ଏମାନେ ପରମ ଚୋର.

  • @user-rabi317
    @user-rabi317 5 днів тому +23

    ସଞ୍ଜୟ ଦାସବର୍ମା ଯୁଆଡ଼େ ଜିବ ସେ ଦଳ ହାରିବ।

  • @SmashEnough
    @SmashEnough 5 днів тому +34

    ବବି ଦାସ କୁ ପାଣ୍ଡିଆ ନ ର କ୍ରୀତଦାସ ପଦବୀରେ ନିଯୁକ୍ତି ପାଇଁ ବିଜେଡି ଦଳ ସୁପାରିଶ ନିଷ୍ପତ୍ତି ନେଲେ ବବି ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବ

  • @azubizu2534
    @azubizu2534 5 днів тому +8

    ଜଗନ୍ନାଥଙ୍କୁ ଭିକାରି କଲା ବିଜେଡ଼ି ଦଳ
    ଓଡ଼ିଆ ର ମାନ ସମ୍ମାନ ହେଲା କଲବଲ

  • @dhamirona8662
    @dhamirona8662 5 днів тому +15

    ଅତିଶୀଘ୍ର ବିଦା ହେବା ଆବଶ୍ୟକ

  • @bibekanandaparida4252
    @bibekanandaparida4252 5 днів тому +47

    ବିଜେଡି ଲୋପ ପାଇବ ଓଡିଶାରୁ

    • @SmashEnough
      @SmashEnough 4 дні тому +2

      Thank you for your comments and suggestions

    • @bijaylaxmipanda6402
      @bijaylaxmipanda6402 4 дні тому

      Thanks 👍

    • @SmashEnough
      @SmashEnough 4 дні тому

      @@bijaylaxmipanda6402 thank you for your comments and suggestions

  • @arunmohanty4703
    @arunmohanty4703 5 днів тому +24

    ବବି ହଟା ଅ ବିଜେଡି ବଞ୍ଚାଓ

  • @abhilash607
    @abhilash607 5 днів тому +5

    ଶୀଘ୍ର ବବି କୁ ହଟା ଯାଉ.. କେନ୍ଦୁଝର ଜିଲ୍ଲା କୁ ଲୁଟ କରିଛି.. କେନ୍ଦୁଝର ବିଜେଡି କୁ ଭାଙ୍ଗି ଟଙ୍କା ଲୁଟ କରିଛି ବବି

  • @bhupendrasamal8637
    @bhupendrasamal8637 5 днів тому +5

    Sanjya,Arun& Atanu are more dangerous than Bobby

  • @swastiprasaddas5508
    @swastiprasaddas5508 5 днів тому +7

    ଭଲ କି ଚିନ୍ତା ଭାବନା କରି ବଛା ବଛା 4 ଜଣକୁ ହଟାଇଲେ ଦଳ ସୁଧୁରି ଯିବ.

  • @shubhramanyutarai4963
    @shubhramanyutarai4963 5 днів тому +18

    କ୍ରୀତ ଦାସ କୁ ବିଦା କର

  • @jatadharibehera3067
    @jatadharibehera3067 4 дні тому +2

    ବହୁ ଆଗରୁ ଏ ଦୁହିଁଙ୍କ ପତିଆରା ସ୍ୱୀକାର କରି ଲୁଟି ଖାଉଥିଲ, ଏବେ ଦଳ ହାରିଗଲା ବୋଲି ତାଙ୍କ ପଛରେ ପଡ଼ି ମୁହଁ ଖୋଲୁଛ, ଲଜ୍ଜା ଲାଗୁନାହିଁ ଦିନ ଥିଲା ତାଙ୍କର ବଶ୍ୟତା ସ୍ୱୀକାର କରୁଥିଲ l ମନେରଖ ତୁମ ସମସ୍ତଙ୍କର ଗୁପ୍ତ ପାଞ୍ଜି ସେ ପାଣ୍ଡୁ ପାଖରେ ସାଇତା ହୋଇ ଅଛି, ସମସ୍ତେ ଜେଲ୍ ଯିବ l

  • @99Boss328
    @99Boss328 5 днів тому +5

    Vala decision
    Se manisa ku durei ଦିଅନ୍ତୁ ସେ ପୋଷ୍ଟ ରୁ
    Se post paen se jogya ନୁହନ୍ତି

    • @manoranjan34680
      @manoranjan34680 4 дні тому

      କଣ ଏବେ ଅଯୋଗ୍ୟ ହୋଇଗଲେ?

  • @jayantmaharana643
    @jayantmaharana643 5 днів тому +2

    ଦଳ ରହୁଛି କି ନା ନାହିଁ ଦେଖ ଆଗ 😄

  • @dillipnayak9305
    @dillipnayak9305 5 днів тому +5

    Arun gote criminal

  • @sagarikaswain-zr8gu
    @sagarikaswain-zr8gu 5 днів тому +3

    Bobby Bhai ra parama bhakta Lenin Babu kuade gale

  • @keshabchandra6997
    @keshabchandra6997 4 дні тому +1

    ବହୁତ୍ ଭଲ କଥା, ଠିକ୍ ନିଷ୍ପତ୍ତି ସେ ମଣିଷ କୁ ମଣିଷ ଭାବନ୍ତି ନାହିଁ ଖୁବ୍ ଖରାପ ବ୍ଯବହାର

  • @santanukumarbisoi877
    @santanukumarbisoi877 4 дні тому +1

    Pratapdev, pandian, pranabprakash, PRASANAACHARYA , PRAMILAMALLIK, prafula mallik, are working like pyaari m

  • @prafullakumarsahoo2639
    @prafullakumarsahoo2639 3 дні тому

    ବିଜେଡି ଦୁଇଭାଗ ନିଶ୍ଚିତ

  • @chittaranjanmallick5521
    @chittaranjanmallick5521 5 днів тому +1

    Very good decision

  • @YoutubeShorts-pf1tx
    @YoutubeShorts-pf1tx 5 днів тому +3

    Pandian Tamil Chora ku Prathame hatao tapare

  • @srikantaharichandan1464
    @srikantaharichandan1464 5 днів тому

    Excellent presentation my dear sister

  • @samirpattanaik7789
    @samirpattanaik7789 5 днів тому +1

    FUTURE POLITICS BETWEEN BJP & CONGRESS ONLY. BJD WILL CLOSE ONLY FOR TWO PEOPLE'S.

  • @user-ce6zc7zh6n
    @user-ce6zc7zh6n 4 дні тому

    Very good

  • @neeladribhushanamishra4243
    @neeladribhushanamishra4243 5 днів тому +5

    ସଭାପତି ପଦ ରୁ ନବୀନ ଙ୍କୁ ମଧ୍ୟ ହଟାଯାଉ

  • @devaprasadudayasingh9943
    @devaprasadudayasingh9943 3 дні тому

    ❤❤

  • @ajayasahoo2010
    @ajayasahoo2010 3 дні тому

    Right decision

  • @user-dp8ou6kq6g
    @user-dp8ou6kq6g 3 дні тому +1

    ଦଳର ଧ୍ବଂସ ଅନିର୍ବାର୍ଯ୍ୟ😂😂😂

  • @suprabhatpandab7615
    @suprabhatpandab7615 4 дні тому

    Sanjay das is good people please Nabi patnyak sir please i am kendrapara people we have been working sanjay das varma

  • @niranjanpradhan8299
    @niranjanpradhan8299 4 дні тому

    ଜୟ ବିଜେଡି ପୁଣି ଉଠିବ

  • @beinghuman.143
    @beinghuman.143 День тому

    Good decision

  • @dr.birendrabiswal2086
    @dr.birendrabiswal2086 3 дні тому

    The future of BJD is uncertain. I am in favor of constituting a committee to know who can lead the party.

  • @user-ur7ph8bu4n
    @user-ur7ph8bu4n 4 дні тому

    Koti koti tanka Boby Das pandian Dai.

  • @basantkumarpradhan1709
    @basantkumarpradhan1709 День тому

    ଯଦି ରାଜ୍ୟ ଭାଜପା ସଠିକ ପରିଚାଳନା କରେ ତାହେଲେ ବିଜେଡି ଇତିହାସ ପାଲଟିଯିବ କିନ୍ତୁ କଥାହେଲା ଭାଜପା ରେ ଯେଉଁ ଗୋଷ୍ଠୀ ନୀତି ରହିଚି ସେ ଭିତରୁ ଦଳ ବାହାରି ଭାଜପା ର ପ୍ରକୃତ ନୀତି ଆଦର୍ଶ ରେ ଯଦି ପରିଚାଳିତ ହୁଏ ତେବେ ବିଜେଡି ନିଶ୍ଚିହ୍ନ ହେଇଯିବ। କିନ୍ତୁ ଆଜିତାରିଖରେ ଯେତିକି ଭାଜପା ନେତା ଅଛନ୍ତି ଅଧିକାଂଶ ଆମେ ଦିନରେ ବସନ୍ତ ରାତିରେ ମାଳତୀ...ବାକି ରାଜନୀତିରେ ରୁଚି ରଖୁଥିବା ବନ୍ଧୁମାନେ ସମସ୍ତେ ଅଳ୍ପେ ବହୁତେ ଅବଗତ ନିଶ୍ଚିତ। ଜୟ ଜଗନ୍ନାଥ 🙏

  • @hulashmajhi7571
    @hulashmajhi7571 4 дні тому +1

    ଦଳରୁ ଖୁନିଆସାମିକୁ ବବି, ଅରୁଣ ପ୍ରତାପ,ଆଳୁକୁ, ଏହିଭଳି ଅନେକ ହତ୍ୟା ଓ ଦୁନିତି ନେତାଙ୍କୁ ହଠାଓ ଓଡ଼ିଶା ବଚାଓ

  • @user-cu7id5si3p
    @user-cu7id5si3p 5 днів тому

    Right

  • @jhunumandal6864
    @jhunumandal6864 3 дні тому

    jay Nabin babu miss u my Best cm🎉🎉🎉

  • @saradaprasadmallick6751
    @saradaprasadmallick6751 5 днів тому +1

    800 କୋଟି ରୁ ଅଧିକା ତଥା ବେହିସାବ ପାଣ୍ଠି।
    ଏତେ ଟଙ୍କା 😮😮😮

  • @bhagabanrana4898
    @bhagabanrana4898 5 днів тому

    ଏ ହାରାମୀକୁ ଦଳରୁ ତୁରନ୍ତ ତଡ଼ିଦେବା ଉଚିତ, ଦଳ ପାଇଁ ଭଲହେବ 🙏🏻🙏🏻🙏🏻

  • @yudhisthir123
    @yudhisthir123 5 днів тому

    Rigit katha👍👍👍👍👍👍👍

  • @keshabchandra6997
    @keshabchandra6997 4 дні тому

    ପ୍ରତାପ ଦେବ ବି ଭଲ ବ୍ୟବହାର କର ନ୍ତି ନାହିଁ

  • @sankarnaik2915
    @sankarnaik2915 4 дні тому

    ସମୀକ୍ଷା କରାଯିବା ଦରକାର..

  • @brahmaachary3955
    @brahmaachary3955 5 днів тому

    ବବି ଏବଂ ପଣ୍ଡିଅନ କୁ ବିଜେଡି ଦଳରୁ ନିଲମ୍ବିତ କରାଯିବା ଦରକାର,

  • @bipinbiharinayak5973
    @bipinbiharinayak5973 5 днів тому +1

    Jete sighra seitaku biday kar Aruna raja nku biday kar turanta

  • @kalyanpanda5885
    @kalyanpanda5885 4 дні тому

    ଅରୁଣ... ଣ୍ଡି ରେ ଜବର କିଳା

  • @shrutik3473
    @shrutik3473 5 днів тому

    Ranendra Swain ji or Sanjay Das ji look like they have strong voices and are experienced. Keep both of them if required even more numbers if organization has to be rebuilt.If one party can keep two deputy C. M other party can also think about it posts. Remove present Organization secretary. He likes BJP leaders cum business men more like Dilip Babu. He wanted Dilip Babu to make
    C. M and wanted to secure his Deputy C. M post and is heard still supporting him internally.High time to take high step against such infilterations whoever is damaging any party.

  • @sampadakumar8342
    @sampadakumar8342 18 годин тому

    Now naveen pattnaik is a Dhritarashtr

  • @pranatisamantaray144
    @pranatisamantaray144 5 днів тому

    A ta thik nuhna Bobby Paine BJD harini Pandian ku Biswas Kari Nabin Babu nku pakhare rakhibaru BJD harila

  • @tusarpanda5148
    @tusarpanda5148 4 дні тому

    ବିନାଶ କାଳେ ବିପରୀତ ବୁଦ୍ଧି😮 ବବି କୁ ତଡିଲେ ବିଜେଡି ଲୋପ ପାଇଯିବ

  • @nilokantha7343
    @nilokantha7343 5 днів тому +1

    Sobu pandu pai amiti hela

  • @subhransuroutray6291
    @subhransuroutray6291 4 дні тому

    Jaldi sanghathan sampadaka pada ku raja swain ku karajau karana se sabuthu senior and lagataar 8 thara jitileni

  • @nareshpattnaik2454
    @nareshpattnaik2454 4 дні тому

    ଏଦୁଇ ଆରକ୍ ଚୋର ନବୀନ ବର୍ତ୍ତମାନ ବିଜୟ ମହାପାତ୍ର ଙ୍କୁ ଡାକି ଦଳର ପୁରା ଦାଇତ୍ୱ ଦିଅନ୍ତୁ ଯଦି ସେ ରାଜି ହୁଅନ୍ତି ସବୁ ଚୋର ଧରା ହେବେ ଓ ସ୍ଥିତି ବଦଳି ପାରେ ନବିନ ବାବୁ ଦଳରୁ ମଡ଼ର୍ର କରି ଝିଅ କେଶେରେ ଜଡ଼ିତ ଚୋର ଙ୍କୁ ହଟନ୍ତୁ

  • @ajaykumarmangaraj6338
    @ajaykumarmangaraj6338 5 днів тому +1

    Harele ta bahare jiba bhala

  • @lalpatimohanta571
    @lalpatimohanta571 4 дні тому

    ନନ୍ଦ ବଂଶ ଧ୍ୟଂଶ ହେବ ଏଥିରେ ସନ୍ଦେହ ନାହିଁ ।

  • @user-gv3pl6bm9t
    @user-gv3pl6bm9t 5 днів тому +1

    Jaldi hatao

  • @user-es3fn9dc5u
    @user-es3fn9dc5u 5 днів тому

    ଭଲ ହେବ, କିନ୍ତୁ ଗୁମାସ୍ତା କ୍ରୀତଦାସ କୁ ଛାଡିବ ତ?

  • @yudhisthir123
    @yudhisthir123 5 днів тому

    Jay nabin🥦🥦🥦🥦🥦

  • @PradeepKumar_yt
    @PradeepKumar_yt 4 дні тому

    ବାହାର କରିବା ଦରକାର

  • @swaincreationentertainment
    @swaincreationentertainment 4 дні тому

    I think the 400cr deal is going to work.....

  • @sangramkar1198
    @sangramkar1198 5 днів тому

    BJD has always been synonymous to NAVIN but the party has been managed by three musketeers since many years. This tradition should be changed to save BJD from sabotage. BJD is still popular at the grass root level. All the leaders at the helm of affairs of BJD should have an introspection at this juncture.

  • @buddhadevbarik2570
    @buddhadevbarik2570 4 дні тому

    Baby dash B j D ra great purusha

  • @manoranjan34680
    @manoranjan34680 4 дні тому

    ଯାହାବି କରନ୍ତୁ ଦଳକୁ ବଞ୍ଚାଇବା ଅସମ୍ଭବ, ବିଜେଡି 33 ଖଣ୍ଡ ହେବା ଥୟ, ଅଯୋଗ୍ୟ ନବୀନବାବୁ ରାଜ୍ୟ ସହିତ ଦଳକୁ ସମ୍ପୂର୍ଣ୍ଣ ଅସଜଡ଼ା କରିଦେଇଛନ୍ତି, ନା ଦଳପାଇଁ ନେତା ସୃଷ୍ଟି କଲେ ନା ରାଜ୍ୟର ବିକାଶ, କେବଳ ଲକ୍ଷ ଲକ୍ଷ କୋଟି ଟଙ୍କାର ଭ୍ରଷ୍ଟାଚାର ଦୁର୍ନୀତି କରି ବାପକୁ ମାରି ଦାଦି ପୋଷିବା ନ୍ୟାୟରେ କେବଳ ଅଣଓଡ଼ିଆଙ୍କୁ ପୋଷିଲେ, ରାଜ୍ୟର ଅସ୍ମିତା ସହିତ ଖେଳିବା ପରେ ମହାପ୍ରଭୁଙ୍କୁ ବି ଅପମାନିତ କରିବାକୁ ପଛାଇଲେ ନାହିଁ, ତାର ଫଳତ ଭୋଗିବାକୁ ହେବ, ଆଉ ଦଳର ଚାଟୁକାର ନେତାମାନେ ଏତେ ଅହଙ୍କାରୀ ହୋଇଯାଇଥିଲେ ଯେ ଧରାକୁ ସରା ମନେକରୁଥିଲେ, କେବଳ ଗୋଟିଏ ଝଟକାରେ ପାଗଳ ପରାଏ ହୋଇଗଲେଣି

  • @bubusuppliers8770
    @bubusuppliers8770 4 дні тому

    ବିଜେଡି ସରିଗଲା.... 1/2 ବର୍ଷ ରେ, ନେତା କଂଗ୍ରେସ, bjp ରେ ମିଶିଯିବେ . so no discussion on BJD

  • @user-tp2uh8rr2q
    @user-tp2uh8rr2q 4 дні тому

    Bhai deha rey hatha deley kounishi kermi kebey heley dala ku biswasa karibey nahi.

  • @sadanandaparamguru6466
    @sadanandaparamguru6466 4 дні тому

    Kahaku kadib kain milib samasthe jaganatha guharikar se rakhakaribe nabinjindabad

  • @subhransuroutray6291
    @subhransuroutray6291 4 дні тому +1

    Emiti bada badi huani nahele 2029 purabaru bjd history heijiba karana tamara regional party

  • @somanathamanta705
    @somanathamanta705 5 днів тому

    SABAS MOHAN SIR CM

  • @nilu-vi3zb
    @nilu-vi3zb 5 днів тому +1

    Naveen pare bjd delete heijiba

  • @suprabhatpandab7615
    @suprabhatpandab7615 4 дні тому

    Sanjay

  • @batakrushanpanda7751
    @batakrushanpanda7751 5 днів тому +1

    Eta param maghia aripain Bhadrak seat re asit ku nadei Paisa nei prafull ku ticket dela jaha falare Bhadrak seat harile au gote bhala neta dalaru gala

  • @akpanda833
    @akpanda833 3 дні тому

    Traffic police

  • @niranjanbiswal4414
    @niranjanbiswal4414 5 днів тому

    BINASHA NISCHINTA BJD PARTY LEADERS SHOULD BE CONFIRMED THAT THERE IS NO LEADER LIKE BOBY DAS in BJD😂😂😂😂😂

  • @s.sgamer1361
    @s.sgamer1361 5 днів тому

    35 year khatila pare pension nahin block grand teacher nkar teacher nk abhisap padichi Babi upare

  • @prafullakumarsahoo2639
    @prafullakumarsahoo2639 3 дні тому

    ଆରେ ଟୋକାଳିଆ ବିଜେଡି ନେତାଗଣ!ତୁମ ଭବିଷ୍ୟତ କଥା ଭାବ।ନବିନ ଆଉ କେତେଦିନ?ତାଙ୍କ ଅନ୍ତେ ବିଜେଡି ଓଡିଶାରେ ରହିବନି।ଏବେଠୁ ଅନ୍ୟ କେଉଁ ଏକ ଦଳ ଗଠନ କର କିମ୍ବା ଅନ୍ୟ କେଉଁ ଦଳକୁ ଡେଇଁପଡ। ଭବିଷ୍ୟତରେ ଭଲ ନେତୃତ୍ଵର ଅଧିକରୀ ହୋଇପାରିବ।ଦଳର ବୁଢାମାନେ ନିଜେ ବଞ୍ଚିଥିଲାଯାଏ ଦଳଟାକୁ ବଞ୍ଚେଇକି ରଖିଥାନ୍ତୁ।

  • @rasikpattnayak140
    @rasikpattnayak140 5 днів тому +1

    Sanjay is not fit

  • @Satrughan479
    @Satrughan479 5 днів тому

    IF SUSANTA SING BJD PRESIDENT AND BABI DASH HELPER MAY BE ALL IS WELL 😅

  • @gopalkrishnapattnaik5313
    @gopalkrishnapattnaik5313 4 дні тому

    Pranab prakash Das should remain in BJD , SHOULD NOT BE SECRETARY. VK PANDIAN SHOULD NOT FACE PUBLIC. X,Y, Z , OR PANDIAN MAY MANAGE OFFICE.. NAVEEN BABOO MUST MIX WITH PUBLIC & PARTY WORKERS & GUIDE BJD. .. HE IS REQUESTED TO KEEP CLOSE CONTACT WITH 30 DISTRICT LEADERS . BJD IS ONLY REGIONAL PARTY OF ODISHA . IT SHOULD IMPROVE.

  • @pradeepbarikpradeepbarik9712
    @pradeepbarikpradeepbarik9712 4 дні тому

    Jaha karecha taha paeba besta huani

  • @subhransuroutray6291
    @subhransuroutray6291 4 дні тому

    Jadi bobby bhai ku hateiba aau kahaku bi kala nabeena babu tahele dala ra 90 percent sanghaathak chadibe bjd tapare dala aau rahibani becareful bjp bi chuncgu emiti hele se jitichaliba bjd bhaliaa

  • @MunaPanda-vn6xf
    @MunaPanda-vn6xf 5 днів тому

    💯💯💯yes

  • @manojray4364
    @manojray4364 4 дні тому

    Murkha sabu rajaniti karuchanti block and Panchayat level re

  • @subashpatra6884
    @subashpatra6884 5 днів тому +1

    Nabina.ku.dalaru.bahar.kariba.darkar.nabina.nata.sabu.

  • @smitaranibehera1303
    @smitaranibehera1303 5 днів тому

    Arun das kana vala pari maa ku nya dainathila

  • @sagarikaswain-zr8gu
    @sagarikaswain-zr8gu 5 днів тому +1

    Abe Kain sasmit patra.lenin mohanty kichhi kahunahanti

  • @mdjikria9657
    @mdjikria9657 3 дні тому

    Black roze gharichhi. Naba das mordarcase gharichhi

  • @bimaldash2987
    @bimaldash2987 5 днів тому

    sethiru Seashore Group ra amnt kete, se amnt keunthi achhi

  • @GirijaPattnaik-bt5sf
    @GirijaPattnaik-bt5sf 5 днів тому

    2nd Pandu ebe b achhi dalare...janata jananty se kiye...

  • @kudumalihomeproduction4788
    @kudumalihomeproduction4788 4 дні тому

    ଗେହି ଦେଲା ରେ

  • @user-tk9cw3ws3p
    @user-tk9cw3ws3p 3 дні тому

    ଜେବେ ବିଜେଡି ଜିତିଵ ପୁଣି ପାଣ୍ଡିଆନ ବିଜେଡି ରେ ପ୍ରବେଶ କରିବ

  • @WolfRaider999
    @WolfRaider999 4 дні тому

    ସବୁ ମିସିଲେ ବି ବବି ର ବାଳ କିଛି ଉପାଡି ପାରିବେନି। ନିଜ ଜାଗାରୁ ଜିତିପରୁନ ଦଳ ନା ବାଳ ଚଲେଇବ।

    • @sangramnayak93
      @sangramnayak93 3 дні тому

      Sun bahu rathi maharathi galeni babi ta chhua ta mg
      Power nahi ebe kemiti gandi mareiba dekh
      Babi aau ta family ra Aukat achhi na jitibara ete chhodi kan pai

  • @nareshpatro7986
    @nareshpatro7986 5 днів тому

    Se bada leader nathile eithi Kichi nahi power nahi ta BJD nahi
    Pandian kuade gala ki taku khoja Navin is responsible se nije harile aau Navin naa re vote nahi bhala parthi hele jitibe

  • @user-dl5mo1gi7s
    @user-dl5mo1gi7s 5 днів тому

    Kn heba odisha ra .abasta..?😂

  • @parsuramjena7119
    @parsuramjena7119 День тому

    Apne ap light no ten's

  • @ShishirPadhan-wn3xc
    @ShishirPadhan-wn3xc 4 дні тому

    Kalia bhuaa karani

  • @suprabhatpandab7615
    @suprabhatpandab7615 4 дні тому

    ସ ମାଘିଆ ଯୌଭଳି ଲୋକ କୁ ପଳିଦାଉଥିଲ ତାକୁ ସମତୀ ତାଧୀଆ

  • @user-lg4vi7wr8g
    @user-lg4vi7wr8g 4 дні тому

    ଆଉ ବିଜେଡି ଉଠି ପାରିବନି l

  • @MunaPanda-vn6xf
    @MunaPanda-vn6xf 5 днів тому

    Yes

  • @biplabbhoi8527
    @biplabbhoi8527 5 днів тому

    Next election re total bjp

  • @user-ob8wg4hp6e
    @user-ob8wg4hp6e 5 днів тому

    Maghhia jajapuria