ଚା' ଖଟିରେ ରାଜନୀତି ଚର୍ଚ୍ଚା, ପ୍ରାର୍ଥୀଙ୍କୁ ନେଇ କଣ ରହିଛି ଭୋଟରଙ୍କ ମତ ଶୁଣନ୍ତୁ | Nandighosha TV

Поділитися
Вставка
  • Опубліковано 21 тра 2024
  • #bjd #Odisha #Election2024 #NandighoshaTV #politics
    ରେଢାଖୋଲ ଚା' ଖଟିରେ ରାଜନୀତି ଚର୍ଚ୍ଚା । ଭୋଟରଙ୍କ ମତ ପ୍ରାର୍ଥୀଙ୍କୁ ନେଇ କଣ ରହିଛି ଶୁଣନ୍ତୁ...
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 96

  • @user-zg3nc8hl5t
    @user-zg3nc8hl5t 23 дні тому +33

    Ama ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏

  • @user-dg6pj4wf8u
    @user-dg6pj4wf8u 22 дні тому +4

    ଓଡ଼ିଶାର ଗର୍ବ ଗୌରବ ଆମର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ 👍👍

  • @AjayakumarGochhi
    @AjayakumarGochhi 23 дні тому +11

    ୨୪ ବର୍ଷ ର ହିସାବ କଲେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ପଛରେ ପରିବର୍ତନ ନିହାତି ଜରୁରୀ।

    • @reetap4008
      @reetap4008 23 дні тому +1

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ

    • @madanparida3593
      @madanparida3593 21 день тому +2

      PARIBARTANA TAMA GHARA KARIKI DEKHA

    • @sabitendudasvlogs1398
      @sabitendudasvlogs1398 21 день тому +2

      Bala paribartan bjd jatiki paribartan karichi bjd hi karichi

    • @gyanaranjanbehera7150
      @gyanaranjanbehera7150 19 днів тому

      ​@@sabitendudasvlogs1398 Right kahila

    • @itznayak443
      @itznayak443 19 днів тому +1

      ​@@reetap4008 Tu bahut shikhita Jana paduchi... sethipain odisha government school gudikare 5 class ku gote teacher ..jauta gote state development pain nihati jaruri..khali free education kahidele hebani.. sethipain minimum necessary jaha darkar taha fulfill Kariba nihati darkar jadi setiki na hue tahele free education ra value 0..Jane primary teacher ajika dunaiare 10k 12 k re 6 yr contractual khatuchi tahabi bibhina exam qualify kariki...tapare lakhya lakhiya pilanku training deiki post fanka..puni post baharile post prati neuchi 14lakh 25 lakh..Kain agaru ta emiti heunathila..ebe education re b ete corruption kn pain..

  • @reetap4008
    @reetap4008 23 дні тому +23

    ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଦ୍ର ଉଚ୍ଚ ଶିକ୍ଷିତ ଅଟନ୍ତି ତାଙ୍କ ଉପରେ ଆମର ଭରଷା ଅଛି ରହିବ ମଧ୍ୟ 🙏🙏💓💓💓

    • @som88055
      @som88055 23 дні тому +2

      Tmk gote qsn .....ebe govt kie chalouchi Navin Pattnaik na pandian ??

    • @AjayakumarGochhi
      @AjayakumarGochhi 23 дні тому +2

      ଆରେ ମୁର୍ଖ ଚଣ୍ଡାଳ ଓଡ଼ିଶା କୁ ପାଣ୍ଡିଆନ ଚଳାଉଛି ନବିନ ନାମକୁ ମାତ୍ର ରବର୍ ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ

    • @itznayak443
      @itznayak443 19 днів тому

      Ebe Naveen sirnka sarkar nuhe..ebe Pandu raj chalichi etiki bujhiba niahti darkar ok..ama odisha ra pila rojgar pain jauchanti Tamil but Tamil loka asiki ama odisha re raaj karibaku swapna dekhilani...

  • @arajunmaharana6147
    @arajunmaharana6147 23 дні тому +18

    We have NABIN...No TENSION. 🙏Jay BJD 🙏

  • @balarambiswal7506
    @balarambiswal7506 23 дні тому +4

    Bjd Hariba ta final

  • @monalisajena4924
    @monalisajena4924 23 дні тому +20

    Aama Odisha Naveen Odisha ❤

  • @monalisajena4924
    @monalisajena4924 23 дні тому +6

    Only BJD ❤

  • @samarendrabarala4397
    @samarendrabarala4397 23 дні тому +20

    Jay Naveen Odisha 🙏🙏

  • @pradeepkumarrout5608
    @pradeepkumarrout5608 23 дні тому +4

    1999 ରେ ଚୁଲି ଚାଳା ନ ଥିବା ବ୍ୟକ୍ତି, ନବୀନ ଙ୍କ, ଅନେକ ଯୋଜନା ପାଇ, ଏବେ ଖୁସି ରେ ରହି, ସେଇ ମାନ ଙ୍କ ସର୍ବ ଖୁଆ ପିଲା ମାନେ, ଆଜିର ଦିନ ରେ ନବୀନ ଙ୍କ ବିରୋଧୀ, ହୋଇଛନ୍ତି ମମତା ଯୋଜନା ନ ଥିଲେ ସେମାନେ ଘରେ ଜନ୍ମ ହୋଇ ମରି ଥାଆନ୍ତି - ସାବୁ ପ୍ରକାର ମାଗଣା ଖାଇ ଏବେ, ମୋବାଇଲ ଧରି, ବିଜେଡି ଭିଡିଓ ରେ କମେଟ ଦେଉଛନ୍ତି

  • @MrSwarajdas
    @MrSwarajdas 23 дні тому +4

    ପୁଣି ଥରେ ବିଜେଡ଼ି ସରକାର ଗଠନ କରିବ

  • @kalpanaparidavlogchanel9693
    @kalpanaparidavlogchanel9693 23 дні тому +10

    Only bjd once again Nabin sir

  • @manoranjanmullick3487
    @manoranjanmullick3487 22 дні тому +1

    💚🐚💚ଆମର କେବଲ ଯୋଡ଼ି ଶଙ୍ଖ 💚🐚💚

  • @monojghose4823
    @monojghose4823 23 дні тому +11

    ମନେ ରଖନ୍ତୁ ବିଜେପି ଯେଉଁ କହୁଚି ଡବଲ ଇଞ୍ଜିନ ସେ ଇଞ୍ଜିନ କବାଡ଼ିଆ ଇଞ୍ଜିନ ହେଡ୍ ଗୋଟେ ଗାଡ଼ିର ପିଷ୍ଟନ ଗୋଟେ ଗାଡ଼ିର ବୋର୍ ଗୋଟେ ଗାଡ଼ିର ଟୋଟଲ ଉପରେ କବାଡିଆ

  • @manishapattanayak2152
    @manishapattanayak2152 20 днів тому +1

    ଆମ ମୁଖ୍ୟମନ୍ତ୍ରୀ ଆମ ପାଇଁ ଗର୍ବ ଆଉ ଗୌରବ👍

  • @golaksahoo3570
    @golaksahoo3570 23 дні тому +5

    Bhai Modi jebe odisha asuchi au sambalpur jauchi taku tike NH 55 dekhao se alajukaku

  • @suni90134
    @suni90134 23 дні тому +16

    ଡବଲ ଇଞ୍ଜିନ ରେ ଗାଡି ଯେତେ ଜଲଦି ଚାଲେ ସେତେ ଜଲଦି ପଛକୁ ଆସେ ସିଙ୍ଗଲ ଇଞ୍ଜିନ ଧୀରେ ଚାଲେ କାମ ଠିକ୍ ହୁଏ ଡବଲ ଇଞ୍ଜିନ ଠାରୁ ଅଧିକ ଚାଲେ jay BJD

  • @mithunabhoi8732
    @mithunabhoi8732 22 дні тому +1

    BJD ବହୁତ ସୁନ୍ଦର ଜୟ ଜଗନ୍ନାଥ ଜୟ ଜଗନ୍ନାଥ⭕‼️⭕🙏🙏🙏🙏🙏🙏

  • @BatuSahani-rp4pq
    @BatuSahani-rp4pq 23 дні тому +1

    Right bhai

  • @ODISHABHAI-eq8jq
    @ODISHABHAI-eq8jq 23 дні тому +8

    1999 ରେ ଚୁଲି ଚାଳା ନ ଥିବା ବ୍ୟକ୍ତି, ନବୀନ🎉 ଙ୍କ 🙏🏻 ଅନେକ ଯୋଜନା ପାଇ, ଏବେ ଖୁସି ରେ ରହି, ସେଇ ମାନ ଙ୍କ ସର୍ବ ଖିଆ ପିଲା ମାନେ, ଆଜିର ଦିନ ରେ ନବୀନ ଙ୍କ ବିରୋଧୀ, ହୋଇଛନ୍ତି 👍 ମମତା ଯୋଜନା 👍 ନ ଥିଲେ ସେମାନେ ଘରେ ଜନ୍ମ ହୋଇ ମରି ଥାଆନ୍ତେ 😭 ସାବୁ ପ୍ରକାର ମାଗଣା ଖାଇ ଏବେ , ମୋବାଇଲ ଧରି , ବିଜେଡି ଭିଡିଓ ରେ କମେଟ ଦେଉଛନ୍ତି 👍👍

  • @manishapattanayak2152
    @manishapattanayak2152 20 днів тому +1

    OUR CM🙏🏻
    OUR PRIDE 🙏🏻

  • @user-zg3nc8hl5t
    @user-zg3nc8hl5t 23 дні тому +2

    Jay bijedi ❤

  • @nahasonlofi8728
    @nahasonlofi8728 22 дні тому +3

    ମୋର ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ....
    1)ମଣିପୁର,ଲାଦାଖ୍,ଝାଡଖଣ୍ଡ ଭଳି BJP ଶାସିତ ରାଜ୍ୟରେ ଯେଉଁ ଲଜ୍ଜ୍ୟାକର ଅନୈତିକତା କାର୍ଯ୍ୟରେ BJP ପଦକ୍ଷେପ ନେବା ବଦଳେ ମୁଢ ହୋଇ ରହିଛି ତାହା କଣ ତୁମକୁ ଦେଖାଯାଉ ନାହିଁ କି!
    2)ବର୍ତ୍ତମାନ ଦେଶରେ କୋଉଠି ମଧ୍ୟ ନାରୀ ସମାଜ ସୁରକ୍ଷିତ ନାହିଁ। ଆଶ୍ଚର୍ଯ୍ୟ ଲାଗେ ଯେ,ସଦ୍ଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ BJP ଶାସିତ ରାଜ୍ୟ ଗୁଡିକ ହିଁ ନାରୀ Rape Case ତାଲିକାରେ ସବା ଉପରେ ରହିଛି। ପୁଣି ଏହା ମଧ୍ୟ ଦେଖିବାକୁ ମିଳିଛି ଯେ କେବଳ BJP ଶାସିତ ରାଜ୍ୟ ଗୁଡିକରେ ହିଁ ଅଶିକ୍ଷିତ ଓ ବେକାରୀ ମାନଙ୍କ ସଂଖ୍ୟା ସର୍ବାଧିକ।
    3)ଓଡିଶାରେ ରୋଜଗାରର ସୁବିଧା ନାହିଁ ବୋଲି ଓଡିଶାବାସୀ ମାନେ ଯେଉଁ BJP ଶାସନ ଉପରେ ଆଶା ରଖିଛନ୍ତି କେବେ ସେମାନେ ଜାଣିବାକୁ ଚେଷ୍ଟା କରିଛନ୍ତି କି, ଆମ ଦେଶର ବିହାର,ରାଜସ୍ଥାନ,ଛତିଶଗଡ ଭଳି ଅଧିକାଂଶ BJP ଶାସିତ ରାଜ୍ୟର ଲକ୍ଷାଧିକ ଶ୍ରମିକମାନେ ମଧ୍ୟ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି! ସେମାନଙ୍କ ପାଇଁ ମଧ୍ୟ ନିଜ ରାଜ୍ୟରେ BJP ସରକାର ଭଲ ରୋଜଗାରଟିଏ ଯୋଗାଇ ପାରି ନାହିଁ।ତେଣୁ ଅଧିକତ ସେମାନେ ମଧ୍ୟ ଆମ ଭଳି ନିଜ ରାଜ୍ୟ ଛାଡି ତାମିଲନାଡୁ,କେରଳ,କର୍ଣ୍ଣାଟକ ଭଳି କଂଗ୍ରେସ ଶାସିତ ରାଜ୍ୟକୁ କାମ କରିବାକୁ ଯାଆନ୍ତି।
    (ମୋ ମତରେ ଆମେ କେନ୍ଦ୍ରରେ କଂଗ୍ରେସ ସରକାରଙ୍କୁ ସୁଯୋଗ ଦେବା ଦରକାର କାରଣ ଆମେ ଦେଖିପାରୁ ଯେ କେନ୍ଦ୍ରରେ କଂଗ୍ରେସ ସରକାର ନ ଥିଲେ ହେଁ ଯେଉଁ ରାଜ୍ୟରେ କଂଗ୍ରେସ ସରକାର ରହିଛି ସେହି ରାଜ୍ୟଟି ଅନ୍ୟ ରାଜ୍ୟ ଅପେକ୍ଷା ଟିକିଏ ଉନ୍ନତ ଓ ଶିଖିତ ଅଟେ।କିନ୍ତୁ ଅଧିକତ ଯେଉଁ ରାଜ୍ୟରେ ବିଜେପି ସରକାର ରହିଛି ସେହି ରାଜ୍ୟ ଗୁଡିକ ଗରୀବ,ଅନୁନ୍ନତ,ଅଶିକ୍ଷିତ,ବେକାରୀ ହୋଇ ରହିଛନ୍ତି।ତେବେ ମୋ ମତରେ ଯଦି ଆମେ କେନ୍ଦ୍ରରେ କଂଗ୍ରେସ ସରକାରଙ୍କୁ ସୁଯୋଗ ଦେବା ତେବେ ଆମ ଦେଶ କେତେ ଅଧିକ ଉନ୍ନତ ଅବସ୍ଥାରେ ଯେ ଗତି କରିବ ଏହା ନିଶ୍ଚୟ ନିଃସନ୍ଦେହରେ କୁହାଯିବ।)
    4)କହିବାକୁ ଦୁଃଖ ଲାଗେ ଯେ,ଡଃ B R ଆମ୍ବେଦକରଙ୍କ ତତ୍ତ୍ୱାବଧାନରେ ପ୍ରଣିତ ଭାରତର ସମ୍ବିଧାନ ଯାହାକି ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ସମ୍ବିଧାନ ରୂପେ ପରିଚିତ ତାହାକୁ ପ୍ରଧାନମନ୍ତ୍ରୀ ଅଲାଜ୍ଜୁକତାର ସହ ବଦଳେଇବାକୁ ଯୋଜନା କରୁଛନ୍ତି।
    5)ସମସ୍ତଙ୍କୁ ମୋର ଏତିକି ଅନୁରୋଧ ଯେ,ଯିଏ ଜାତି ଧର୍ମ ନାମରେ ଭୋଟର ପ୍ରଚାର କରନ୍ତି ତାଙ୍କୁ ଅନ୍ଧଭକ୍ତଙ୍କ ଭଳି ଭୋଟ ନଦେଇ ଯିଏ ଶିକ୍ଷା,ନ୍ୟାୟ,ରୋଜଗାର,ବିକାଶ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଅନ୍ତି ତାଙ୍କୁ ଭୋଟ ଦେବା ପାଇଁ ସଂକଳ୍ପବଦ୍ଧ ହେବା।
    ଏତଦବ୍ୟତୀତ...
    6)BJP ନେତା ମାନଙ୍କୁ ମୋର ଅନୁରୋଧ ଦୟାକରି ମୋର ଅଳ୍ପ କେତୋଟି ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ...
    ... ୧ -୨ କୋଟି ନିଯୁକ୍ତି କୁଆଡ଼େ ଗଲା .. ??
    ୨ -୧୫ ଲକ୍ଷ କୁଆଡେ ଗଲା .. ??
    ୩ - ସବୁ କଳାଧନ କୁଆଡେ ଗଲା .. ??
    ୪ - ୧୦୦ ଟା ସ୍ମାର୍ଟ ସିଟି କୁଆଡେ ଗଲା .. ??
    ୫ - ପେଟ୍ରୋଲ ଦାମ କେତେ ଥିଲା କେତେ ହେଲା ..??
    ୬ - ଡିଜେଲ ଦାମ କେତେ ଥିଲା କେତେ ହେଲା .. ??
    ୭- LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା .. ??
    ୮ - ଉଜ୍ୱଳା ଯୋଜନା ପ୍ରହସନ ନୁହେଁ କି .. ??
    ୯ - ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା .. ??
    ୧୦ - ରାଫେଲ ଦୁର୍ନୀତି କିଏ କରିଛି .. ??
    ୧୧ - Air india କୁ କିଏ ବିକିଲା ଓ କାହିଁକି .. ??

  • @upendrasahoo6172
    @upendrasahoo6172 19 днів тому +1

    Bjd❤❤❤❤

  • @rahulking5986
    @rahulking5986 23 дні тому +15

    Bobby Bhai jindabad

  • @nehabohidar6456
    @nehabohidar6456 19 днів тому

    Naveen Babunkar 25 tama barshiki
    Naveen Babu Amar rahe 🙏
    Agami 25 barsha jaye pura odisha apananka durniti aau Aparadhika karya kalapaku sara odisha mane rakhiba.

  • @manishapattanayak2152
    @manishapattanayak2152 20 днів тому

    ଧର୍ମେନ୍ଦ୍ର କୁ ଧକା ମାରି ବାହାର କର ସମ୍ବଲପୁର ରୁ

  • @jyotiranjanswain7374
    @jyotiranjanswain7374 18 днів тому +1

    Jay bjd

  • @NabakisshorMahakud-di3xn
    @NabakisshorMahakud-di3xn 22 дні тому

    ସମ୍ବଳପୁର ବାସି ବିଜେପି କୁ ଭଲ ଜବାବ ଭୋଟ ରେ ଦେଉନ

  • @Bethetravelleryt
    @Bethetravelleryt 21 день тому +1

    BJD

  • @barunabagha1982
    @barunabagha1982 22 дні тому

    Ama dukha chinnichhanti Naveen babu

  • @dillipkumarsingh5515
    @dillipkumarsingh5515 21 день тому

    ସାଧାରଣ ଲୋକ କୁ ପଚାର ବିଜେଡି ର ଚାମଚା କୁ ପଚାରୁଛୁ ବିଜେଡି ନନ୍ଦିଘୋଷ ଚାନେଲ

  • @bichitranandatripathy3007
    @bichitranandatripathy3007 18 днів тому

    Jou. Sarakar. Rahile. Karíba

  • @tamnna4992
    @tamnna4992 23 дні тому +4

    Right katha Bhai kahile. Mithya Garantee Mithya bhasana Delhi leaders.

  • @sp.education1006
    @sp.education1006 21 день тому

    ଭାଷଣ ବାଜିର ସରକାର ବିଜେପି ସରକାର

  • @indrajitpanda9790
    @indrajitpanda9790 23 дні тому

    Jeti ki tanka rally re spend karuchi sethi ki tanka re nh55 hei jiba

  • @samraytudu
    @samraytudu 20 днів тому

    ସାରା ଓଡ଼ିଶାରେ BJD ଶାସନ ସମୟରେ ବିନାଶର ଆଲୋଚନା

  • @HabibKhan-he2ts
    @HabibKhan-he2ts 21 день тому

    Sonar Odiss. Mo Naveen Odissa.

  • @bipinamallik2803
    @bipinamallik2803 22 дні тому

    Jaya Jagannatha Jaya June 4Tarikhare North India BJPDALA Odisharu Bidayaneijibe

  • @seshapareddevparida4148
    @seshapareddevparida4148 20 днів тому

    Pandean. No 1

  • @bijaykumarrout4161
    @bijaykumarrout4161 23 дні тому +1

    Nandia nabina pandu hariba

  • @barunabagha1982
    @barunabagha1982 22 дні тому

    Ama pai sabubele Naveen babu ame helu chasi mulia laka ama pai jaha kichhi karichhanti Naveen babu kari chhanti ama tanka pai banchhichhu

  • @golaksahoo3570
    @golaksahoo3570 23 дні тому +1

    Modi au Dharmendra ku pachara petrol au gas rate kete achi au taku kie badhaila odisha Bhai Mane tike pachara lokanka tanti chipi fareen jiba Modi

  • @Suvasispriyadarshi
    @Suvasispriyadarshi 23 дні тому

    Joy Bjd Jay Nabinji

  • @DinabandhugoudaChanda-py3ic
    @DinabandhugoudaChanda-py3ic 22 дні тому

    Nabin odisha.baloacheho..

  • @som88055
    @som88055 23 дні тому

    Charcha ta Khali nandighosa Chanel re hauchi ..au kouthi nahi

  • @sukantasahani5328
    @sukantasahani5328 22 дні тому

    Vote for BJD

  • @sumeetsahu1409
    @sumeetsahu1409 21 день тому

    Naveen Odisha

  • @rameshnanda9527
    @rameshnanda9527 22 дні тому

    Jay BJD

  • @sashanksekharpanda8851
    @sashanksekharpanda8851 22 дні тому +1

    Modi ra kebal kathare guarantee
    Kamare nuhein

  • @user-in7sr5wd4k
    @user-in7sr5wd4k 22 дні тому

    Only Nabin

  • @user-oi6uf5cy1v
    @user-oi6uf5cy1v 20 днів тому

    Jay Naveen Jay BJD 💚💚💚

  • @karunakarmohanty89
    @karunakarmohanty89 19 днів тому

    ପୁଣି ନବୀନ

  • @biswaranjansahoo4497
    @biswaranjansahoo4497 20 днів тому

    ଏଇ ଯେ ନବୀନ ନବୀନ ହେଉଛ ତୁମେ ସବୁ ସେ ନବୀନ ତୁମ ପାଇଁ ଆମ ପାଇଁ ନିହାତି ଭଲ ହେଲେ ରାଜ୍ୟ ପାଇଁ ରାଜ୍ୟର ସ୍ବାର୍ଥ ପାଇଁ ଓଡ଼ିଶା ପାଇଁ ଯୋଗ୍ୟ ନୁହନ୍ତି। ଆଜିର ଯୁଗରେ ଓଡ଼ିଆ ଦାଦନ ଖଟୁଛି, ଓଡ଼ିଆ ମାଗଣା ଖାଇ ଖାଇ କୋଢ଼ିଆ ହେଇଛି, ମଦ ମାଂସ ରେ ଯୁବକ ଆଜି ନିଶା ଗ୍ରସ୍ତ, ପରିବାର ପରିବେଶ ପ୍ରତି ଯତ୍ନ ନାହିଁ ଯାହା ଫଳରେ ଓଡିଶା ଆଜି ବିଶ୍ଵ ଦରବାରରେ ଗରିବ ରାଜ୍ୟ ରେ ଗଣା ହେଉଛି । ଆଉ ଆପଣ ମାନେ କେତେ ଜଣକୁ ବସେଇ ଚା ଖୁଆଇ ମତ ନେଉଛ।

  • @user-hs2dk3pg3j
    @user-hs2dk3pg3j 20 днів тому

    H

  • @satyaiq6422
    @satyaiq6422 23 дні тому

    Dadan, unemployment, corruption nd 40% pc . It is the development of last 24 years

  • @barunabagha1982
    @barunabagha1982 22 дні тому

    Ama sarakara bjd sarakar

  • @seshadevbaliarsingh5085
    @seshadevbaliarsingh5085 23 дні тому

    Bjp lao gst 18 key badley 28 %
    Do.
    Hamara mukhia pm world Tour
    Per jayengay.

  • @dhirajkanungo6590
    @dhirajkanungo6590 20 днів тому

    Kanhiki na bjd ra au asthha nahi rajyare bjd ra abe sesabela tara kala karmara fala vogiba

  • @jashobantamajhi9898
    @jashobantamajhi9898 22 дні тому

    BJD ra kichhi lok a mane

  • @dhirajkanungo6590
    @dhirajkanungo6590 20 днів тому

    Jeun mane tanka khaichanti bjd ra semane amiti naveenara nama nei mendhharadi pakai e kintu vote fulare debe

  • @gopalpalata6366
    @gopalpalata6366 21 день тому

    Bjd Chanel

  • @ranjanrana8358
    @ranjanrana8358 23 дні тому +2

    ସାବୁ ତାମିଲ୍ ପାଣ୍ଡୁ ଖାଇଲା । ଏଥର ନବୀନ ହଟାଅ ଓ ପାଣ୍ଡୁ କୁ ତାମିଲନାଡୁ ପଠାଅ ନ ହେଲେ ଓଡ଼ିଶା କୁ ବର୍ବାଦ କରିଦେବ

    • @Gourangamurmu-yt9wc
      @Gourangamurmu-yt9wc 23 дні тому +1

      Bjp hotao and bjd boncha

    • @kumarDillipodisa
      @kumarDillipodisa 23 дні тому

      💪💪💪bjp

    • @ranjanrana8358
      @ranjanrana8358 23 дні тому

      ପାଣ୍ଡୁ ହଟାଅ ବିଜେଡି ବଞ୍ଚାଅ ନ ହେଲେ ଯିବ ତାମିଲନାଡୁ ଦାଦନ ଖଟି

    • @sradhamihir5552
      @sradhamihir5552 23 дні тому +1

      ​@@ranjanrana8358 ୨୫ ବର୍ଷ ଆଗରୁ ଯାଉନଥିଲ କିରେ😅

    • @monojghose4823
      @monojghose4823 23 дні тому

      ୟା ଗାଣ୍ଡିରେ ଅପରାଜିତା ପେଟ୍ରୋଲ ଢ଼ାଳି ଦେଇଚି ବୋଧେ

  • @ajitsahu6728
    @ajitsahu6728 21 день тому

    Bala ta bikash karichi nabina

  • @dhirajkanungo6590
    @dhirajkanungo6590 20 днів тому

    Kendrara 10 hazaar koti asithhila rajya jalasechana paeen taku khidela khani pani sabu biki khaila soyam jojanaru arambha kari laxmi bus re sesa kala basudha jojana dekhei taku bthhap karidela ste bikasa kalaje sabu futu baharila abebaleswar re bus padi khata heuchi au kaan kariba rajyaku berojgar kari dadana khatela athara janatanka akhi kholi jaichi au nuhe ratna vandar chabi khaideichi au nuhe jagannathhnku dhari vika magi na pakeila athhara lop heba rajyaru bjd heba bikasa agami dinare bjp sasanare karana ghare ghare gyas rasana paikhana sabu modi deichi ea 25 barsare kaan karichi mipi mela kari dadana khatauchi sabu jojana panda karichi amane tanka khaichanti tara gana kariba paeen au loka boka nahanti loka badali galeni au durniti tanka banta chalibani sata samnaku asijaichi prabachana dei kichhi lava nahi

  • @surajitmohapatra9222
    @surajitmohapatra9222 23 дні тому +2

    Bjd 👌👍

  • @ramakanthnayak5192
    @ramakanthnayak5192 23 дні тому

    Chi chi Gaa thuu

  • @kumarDillipodisa
    @kumarDillipodisa 23 дні тому

    🤣🤣🤣🤣🤣ସବୁ ଖୋଳ କରି ସାରିଲାଣି bjd

    • @sradhamihir5552
      @sradhamihir5552 23 дні тому +2

      ଏବେ bjp ଚାନ୍ସ ମାଗୁଛି - ମୁଝେ ଖାନେ କୋ ଦିଓରେ 😅

  • @dhusarautray1256
    @dhusarautray1256 22 дні тому

    jay bjd

  • @KNSahu-pg6wi
    @KNSahu-pg6wi 22 дні тому

    BJD

  • @odiayou4221
    @odiayou4221 19 днів тому

    Jay BJD