🔴Big Breaking | ଭରତପୁର କାଣ୍ଡରେ ଆସିଲା ବଡ଼ ଅପଡେଟ୍ | Bharatpur Case | Odisha Police | Bhubaneswar | OTV

Поділитися
Вставка
  • Опубліковано 10 лис 2024

КОМЕНТАРІ • 10

  • @pabitramohandalai8348
    @pabitramohandalai8348 Місяць тому +2

    କହୁଛି ପୁଲିସ 18 ଘଣ୍ଟା କାମକରେ l ଆରେ ଲୋକେ ଶୁଣିଲେ ହସିବେ l ଆଛା କହିଲୁ , ଆର୍ମି କେତେ ଘଣ୍ଟା କାମ କରେ? ତତେ ଏଠିକି କିଏ ଆସିବାକୁ ମତେଇଛି?

  • @user-fu5zl6pz6m
    @user-fu5zl6pz6m Місяць тому +1

    ପୋଲିସ ସଙ୍ଘ ନିଷ୍ପତ୍ତି ଯାତାର୍ଥ ନୁହେଁ। ସଂଘର ଜାଣିରଖିବା ଉଚିତ -"ଚୋର ଚୋରି କରିବା ପରେ, ଚୋର ସଙ୍ଘ ଯଦି ଏକାଠି ହୋଇଯାନ୍ତି ତେବେ ଚୋରି କାର୍ଯ୍ୟଟି କେବେ ସାଧୁର କାର୍ଯ୍ୟରେ ରୂପାନ୍ତରିତ ହୋଇପାରିବ ନାହିଁ।"

  • @DineshkumarDao
    @DineshkumarDao Місяць тому +1

    Ratire Jou Bike walanku dhri Jou Lancha Nia Seta Ta kain kahuna ?

  • @HareKrushna-f3d
    @HareKrushna-f3d Місяць тому

    ଏ ଲୋକ ପୋଲିସ୍ ସପୋଟରେ କଥା ବାର୍ତ୍ତା କଦୁଚି,ଏ ପୁଣି କହୁଛି ପୋଲିସ୍ ର ମନବଲ ଭାଙ୍ଗି ଜିବ ଏ ପରି ତନ୍ଦନ୍ତ ବିହିନ ମନ୍ତ୍ୟବ ଦେବାରେ । ତା ଆଖିକି ଏ ଦୃଶ୍ଯ ଦେଖା ଜାଉନି ,ବହୁତ୍ ଭଲ ପିଲା ଏ ରାଜ୍ୟ ରେ ଅଛନ୍ତି ପୋଲିସ୍ ହେବାକୁ ସେ ସଳାଙ୍କୂ ଚାକିରିରୁ ବହିସ୍କାର କରାଯାଋ ଓ ସଶ୍ରମ ଆଜୀବନ କାରା ଦଣ୍ଡ ହେଉ ।

  • @sachidanandamishra4778
    @sachidanandamishra4778 Місяць тому

    ଭୋକ ବିକଳରେ ତାଟିଆ କାମୁଡ଼ା

  • @pratyushranjannayak3965
    @pratyushranjannayak3965 Місяць тому

    18, hour nuhne24 hour duty karuchanti,karan lancha paisa bhaga kamijiba

  • @user-fu5zl6pz6m
    @user-fu5zl6pz6m Місяць тому

    All the police criminals with Dinakrushna Mishra should be arrest immediately.Argument of police association is illegal and unjustified.

  • @somanathmahanta4739
    @somanathmahanta4739 Місяць тому

    Police kouthu mal asiba se katha ratire plan kare

  • @ashokkumardas8193
    @ashokkumardas8193 Місяць тому

    Tum chup raho.ex police