CM Naveen Patnaik Plans To Allocate A Youth Budget Of Rs 10,000 Crores Every Year: VK Pandian

Поділитися
Вставка
  • Опубліковано 21 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #VKPandian #OdishaNews #YouthBudget #NaveenPatnaik #VKPandian #OdishaYouth #DevelopmentInitiatives

КОМЕНТАРІ • 439

  • @GuruMajhi-
    @GuruMajhi- 27 днів тому +6

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @santoshbarik1143
    @santoshbarik1143 27 днів тому +1

    ଏଥର ଆପଣ ଏତେ ଭୟଭୀତ କଣ ପାଇଁ
    ଆପଣ BJP ପଛରେ ପଡିଯାଇଛନ୍ତି
    କେବଳ BJP BJP ବାଉଳାଚାଉଳ ହଉଛନ୍ତି

  • @GuruMajhi-
    @GuruMajhi- 27 днів тому +4

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @chandrikasahoo3179
    @chandrikasahoo3179 27 днів тому +1

    ବିଜୁ ଜନତା ଦଳର କାମ ପ୍ରତ୍ୟେକ ମହିଳା ଗୋଷ୍ଠୀ କୁ ଦଶ ହଜାର ଟଙ୍କା ଲାଞ୍ଚ କଣ ପାଇଁ ଦେଇଛି , ଏହା ଆମ ମୁଖ୍ୟମନ୍ତ୍ରୀ ସେବା, ଅଲାଜୁକ ପଣ୍ଡିଆଣ୍ 😮😮😮😮😮😮😮😮

  • @kalucharanpatra5767
    @kalucharanpatra5767 27 днів тому +1

    ଯୁବପିଢି ପାଇଁ ନବିନ ବାବୁ ଦୀର୍ଘ 24ବର୍ଷ ହେଲା ଚିନ୍ତା କରିନଥିଲେ । କାଲି ଭୋଟ ଆଜି ଚିନ୍ତା କଲେ ।ଓଡିଶା କୁ ଖାଇ ଖାଇ ମନ ବୁଝି ଲାନି ଯେ ଆଉ ଚୂନ ମାରନି,ପୋଡା ହେଲାଣି । ତମ ବାଣୀ ମାରିବା ବନ୍ଦ କର ।ଲାଜ୍ଜ ନାହିଁ ତମ ମୁହଁ ରେ

  • @sanjayamohanty814
    @sanjayamohanty814 27 днів тому +1

    ଏ ଓଡ଼ିଆ ଜାତି, ଏ ଓଡ଼ିଶା ମାଟି କୁ ନୂଆ ପରିଚୟ ଦେଇ
    ବହୁ ମୂଳକ ଉନ୍ନତି ଉପଲକ୍ଷେ ଉପଯୁକ୍ତ ପଦକ୍ଷେପ ନେଇ ଆମ ମାଟି ଆମ ଓଡ଼ିଶା କୁ ସାରା ବିଶ୍ବ ରେ ପ୍ରଥମ ସ୍ଥାନ କୁ ଆଗେଇ ନେଇ ଥିବାରୁ,,।
    ହୃଦୟ ର ଗଭୀରତମ କୋଣ ରୁ ଧନ୍ୟବାଦ୍ sir. ।
    We are proud of you sir 💚

    • @skmahi4219
      @skmahi4219 27 днів тому

      Krita dada kn bikasa heichi dadana khatibaku loka jauchanti

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ସାଢ଼େ ଚାରିକୋଟି ଓଡ଼ିଆଙ୍କ ହୃଦୟର ହିରୋ ମାନ୍ୟବର ନବୀନ ବାବୁ l

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ଓଡିଶା ବିକାଶ ପାଇଁ ଆଜି ଓଡିଶା ବାସୀଙ୍କ ମନରେ ବସି ସାରିଛନ୍ତି ରାଜ୍ୟ ସରକାର।

  • @AshishNayak-fy9cz
    @AshishNayak-fy9cz 26 днів тому

    ଓଡିଶା ବାସୀଙ୍କ ଜଣେ ନେତା ଜଣେ ହୃଦୟ ରେ ଅଛନ୍ତି ସେ ହେଉ ଛନ୍ତି ଆମ ଅତି ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @kruteetpradhan
    @kruteetpradhan 27 днів тому

    ଆଜି ଓଡ଼ିଶା ବାସୀଙ୍କ ବିକାଶ ଧାରାକୁ ଯେଉଁ ଭଳି ଭାବରେ ଆଗେଇ ନେଇ ଚାଲିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ନୂଆ ଓଡ଼ିଶା ନୂଆ ତା ବିକାଶର ପରିଭାଷା। ନବୀନଙ୍କ ଦୃଢ ନେତୃତ୍ୱ ପୂରଣ କରିଛି କୋଟି କୋଟି ଲୋକଙ୍କ ଆଶା। ସେଥିପାଇଁ ତ ଓଡ଼ିଶାବାସୀଙ୍କ ହୃଦୟରେ ଆମ ନବୀନ ସରକାର ।

  • @BiswajeetNayak1234
    @BiswajeetNayak1234 27 днів тому

    ୨୪ ବର୍ଷ ହେଲା ଏକ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ ରଖିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ l

  • @Ankitasubudhi04
    @Ankitasubudhi04 27 днів тому

    ସର୍ବଦା ଓଡ଼ିଶା ବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସହିତ ଲଢ଼ି ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି ଆମ ନବୀନ ସରକାର ।

  • @BiswajeetNayak1234
    @BiswajeetNayak1234 27 днів тому

    ନବୀନ ବାବୁ କେବଳ ଜଣେ ଭଲ ନେତା ନୁହନ୍ତି ସେ ହଉଛନ୍ତି ଜଣେ ଭଲ ଲୋକ ଅଟନ୍ତି ଏବଂ ଓଡିଶା ର ଜଣେ ଜନ ନାୟକ |

  • @BiswajeetNayak1234
    @BiswajeetNayak1234 27 днів тому

    ବିଜେଡି ଦଳ ଏତେ ଦିନ ଧରି ଲୋକ ମାନଙ୍କ ସେବା ଛଡ଼ା ଅନ୍ୟ କୌଣସି ବେକାର କଥା ଧ୍ୟାନ ଦେଇ ନାହାନ୍ତି ।

  • @saniray884
    @saniray884 27 днів тому +5

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

    • @dcivilengineersworld84
      @dcivilengineersworld84 27 днів тому

      Ete gyana deba purba ru first jao tama nabin babuku odia sikhaebo gote chata pila max 1 yr bhitare odia sikhijibo au tama ra manyabar 24 barsha hela ni khali apan mane khusi ta thu adhika sikhiparila ni au adhika gyana daucha...Tama kothare Pandu khusi heiki kichi debo 😂

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    ବିପର୍ଯ୍ୟୟ ପ୍ରଶମନ ଏବଂ ଖାଦ୍ୟ ନିରାପତ୍ତା, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ ପାଲଟିଛି ।

  • @minaketanhans8105
    @minaketanhans8105 27 днів тому

    ଏହା ବହୁତ ଆଗରୁ କରିବାର ଥିଲା sir.

  • @kruteetpradhan
    @kruteetpradhan 27 днів тому

    ଓଡ଼ିଶାରେ ଜଣେ ଲୋକ ଯିଏ କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ ସେ ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟର ସମସ୍ତ ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମସ୍ୱାଗତ ଯୋଗ୍ୟ l

  • @Ankitasubudhi04
    @Ankitasubudhi04 27 днів тому

    ଶଙ୍ଖ ଚିହ୍ନ ହେଉଛି ବିକାଶ ଓ ବିଶ୍ବାସର ଚିହ୍ନ ଦୀର୍ଘ 25 ବର୍ଷ ନବୀନ ବାବୁ ଓଡିଶା ବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ ହେଉ।

  • @kruteetpradhan
    @kruteetpradhan 27 днів тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @kruteetpradhan
    @kruteetpradhan 27 днів тому

    ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

  • @Ankitasubudhi04
    @Ankitasubudhi04 27 днів тому

    ଆମର ନୂତନ ସରକାର ସର୍ବଦା ଓଡିଶାବାସୀଙ୍କ ସୁବିଧା ପାଇଁ କେନ୍ଦ୍ର ସହ ଲଢଛନ୍ତି ଏବଂ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି।

  • @Ankitasubudhi04
    @Ankitasubudhi04 27 днів тому

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର...

  • @BiswajeetNayak1234
    @BiswajeetNayak1234 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟ ରେ ରାଜ୍ୟବାସୀ ବହୁତ୍ ଖୁସି ଅଛନ୍ତି,ଆଉ ତାଙ୍କର ସବୁ ଉନ୍ନତ ମୂଳକ କାର୍ଯ୍ୟ ଓ ଦକ୍ଷତା ଯୋଗୁଁ ପୁଣି ଥରେ ସେ ନିର୍ବାଚନର ଜିତିବେ।

  • @kruteetpradhan
    @kruteetpradhan 27 днів тому

    ଲୋକଙ୍କର ବିକାଶ କଥା ସବୁ ସମୟରେ ଚିନ୍ତା କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।

  • @BiswajeetNayak1234
    @BiswajeetNayak1234 27 днів тому

    ମାନବ ସେବା ହିଁ ଈଶ୍ୱର ସେବା, ଏହା ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସେବା କରି ଆସୁଛନ୍ତି

  • @kruteetpradhan
    @kruteetpradhan 27 днів тому

    ଲୋକ ମାନଙ୍କର ସବୁ ସମସ୍ୟାକୁ ନିଜ ସମସ୍ୟା ଭାବି ସମାଧାନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ।

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ପ୍ରତି ଓଡିଆଙ୍କ ସ୍ପନ୍ଦନ ନବୀନ, ପ୍ରତି ପରିବାରର ସାହସ ବିଜେଡି । ମୁଁ ଗର୍ବିତ ମୋ ଦଳ ପାଇଁ, ମୋ ଦଳର ନୀତି ଆଦର୍ଶକୁ ନେଇ... ଜୟ ବିଜେଡି

  • @BiswajeetNayak1234
    @BiswajeetNayak1234 27 днів тому

    ଓଡ଼ିଶା ବାସୀ ଙ୍କ ହୃଦୟରେ ଆଜି ନବୀନ ବାବୁ ଜୟ କରିଛନ୍ତି, ଆଉ ଥରେ ନବୀନ ବାବୁ ହିଁ ମୁଖ୍ୟମନ୍ତ୍ରୀ ଆସନ ନିଶ୍ଚିତ ଭାବରେ ସ୍ଥାନ ପାଇବେ ।

  • @BiswajeetNayak1234
    @BiswajeetNayak1234 27 днів тому

    ଓଡ଼ିଶାରେ ଯେଉଁଭଳି ବିକାଶ ନବୀନ ବାବୁ କରିଚାଲିଛନ୍ତି ତାହା ଦେଖିକି ଜଣାପଡୁଛି କି ଏଥରକ ୯୦ପ୍ରତିଶତ ଭୋଟରେ ବିଜେଡି ଜୟ ଲାଭ କରିବା ।

  • @sukantimallick1372
    @sukantimallick1372 27 днів тому +2

    ହ ଜେ ,,ମୋର ବାପା ନାହିଁ,,
    ମୋର ଲାଟିନ୍,ହେଇ ନାହିଁ,, ମୋ ନା ରେ bill pass ହେଇ ଜାଇଛି
    ମୋ ଗାଁ ରେ ବହୁତ ଲୋକଙ୍କ ର ହେଇ ନାହିଁ,,, ଆମେ କହାକୁ କହିବୁ,,ତମେ ସିଆଡେ ଦବ ଏଠି ତମ ନେତା ମାନେ ଖାଇବେ ଆମର କଣ ହବ,,😭

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡିର ମୂଳମନ୍ତ୍ର, ନୀତି, ଆଦର୍ଶ ।

  • @BiswajeetNayak1234
    @BiswajeetNayak1234 27 днів тому

    5 ଟି ଅଧକ୍ଷ ଭି କେ ପାଣ୍ଡିଆନ ସାର ବିଜେଡ଼ି ଦଳର ଆଭିମୁଖ୍ୟ ବିଷୟରେ ଜାତୀୟ ଗଣ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରୁଛନ୍ତି.

  • @Nilamprasad528
    @Nilamprasad528 27 днів тому

    ନବୀନ ବାବୁ ଆମ ମାଟିର ସମ୍ମାନ ଓ ଗୌରବ ତାଙ୍କ ପାଇଁ ଆଜି ଓଡ଼ିଶା ଅନ୍ୟ ଦେଶ ମାନଙ୍କ ଠାରୁ ସବୁ କ୍ଷେତ୍ରରେ ଆଗେଇ ଅଛି।

  • @Ankitasubudhi04
    @Ankitasubudhi04 27 днів тому

    ଏଥର ଯୋଡି ଶଙ୍କର ଚିହ୍ନରେ ବହୁ ସଂଖ୍ୟାରେ ଭୋଟ୍ ଦେଇ ଓଡ଼ିଶାବାସୀ ତୃଣମୂଳ ସ୍ତରରୁ ରାଜ୍ୟର ବିକାଶକୁ ସମର୍ଥନ କରିବେ।

  • @BiswajeetNayak1234
    @BiswajeetNayak1234 27 днів тому

    ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ବାଣିଜ୍ୟ, କ୍ରିଡ଼ା ଆଦି ସବୁରି କ୍ଷେତ୍ରରେ ଉନ୍ନତି ଆଣି ଦେଉଛନ୍ତି ଓଡ଼ିଶାବାସୀ ଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ।

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ବିକାଶର ଅନ୍ୟନାମ ନବୀନ ସରକାର , ଓଡ଼ିଶାର ବିକାଶ ପାଇଁ ଉନ୍ନତି ପାଇଁ ଲୋକ ଙ୍କ ଦରକାର ପୁଣି ନବୀନ ସରକାର ।

  • @BiswajeetNayak1234
    @BiswajeetNayak1234 27 днів тому

    ଲକ୍ଷ୍ମୀ ଯୋଜନା ଦ୍ବାରା ସମସ୍ତ ଓଡ଼ିଶା ବାସୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ହୋଇପାରୁଛି।ଏହା ଦ୍ବାରା ସାଧାରଣ ଲୋକେ ବିଭିନ୍ନ ପ୍ରକାରର ସାହାର୍ଯ୍ୟ ସୁବିଧା ପାଇ ପାରୁଛନ୍ତି।ବିଭିନ୍ନ ଅଞ୍ଚଳର ବିକାଶ ମଧ୍ୟ ହେଉଛି।

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ସାମଗ୍ର ଓଡ଼ିଶା ବାସୀଙ୍କୁ ନିଜ ପରିବାର ବୋଲି ମନେକରି ସମସ୍ତଙ୍କ ସ୍ଵାର୍ଥ ରକ୍ଷା ପାଇଁ ସର୍ବଦା ଲଢ଼ି ଆସୁଛନ୍ତି ନବୀନ ସରକାର ।

  • @BiswajeetNayak1234
    @BiswajeetNayak1234 27 днів тому

    ପ୍ରତିନିର୍ବାଚନରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି

  • @Ankitasubudhi04
    @Ankitasubudhi04 27 днів тому

    ଓଡିଶା ବାସୀ ଙ୍କ ସେବା କରିବା ପାଇଁ ନିଜକୁ ସମର୍ପଣ କରି ଦେଇଥୁବା ଭି କେ ପାଣ୍ଡିଆନ ଙ୍କୁ ଲୋକେ ଭଲ ପାଇବା ଦେଉଛନ୍ତି!

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ନବୀନ ସରକାର ସାଢ଼େ ଚାରି କୋଟି ଓଡିଆଙ୍କ ବିଶ୍ୱାସ ଓ ଭରସାର ଆଧାର

  • @BiswajeetNayak1234
    @BiswajeetNayak1234 27 днів тому

    ରାଜ୍ୟର ବିକାଶ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଆଗରେ ରୁହନ୍ତି ଏବଂ ସେ ଯେଉଁ ସବୁ ନିଷ୍ପତ୍ତି ନିଅନ୍ତି ତାହା ପୂରଣ କରିଥାନ୍ତି l

  • @Nilamprasad528
    @Nilamprasad528 27 днів тому

    କଥା ନୁହେଁ କାମ ଉପରେ ବିଶ୍ୱାସ ରଖିଥାନ୍ତି । ଆମ ପ୍ରୀୟ ମୁଖମନ୍ତ୍ରୀ ସେ ନିରନ୍ତର ଭାବେ ଚେଷ୍ଟା କରିଥାନ୍ତି ଲୋକଙ୍କ ସବୁ ସମସ୍ୟାର ସମାଧାନ କରିବା

  • @BiswajeetNayak1234
    @BiswajeetNayak1234 27 днів тому

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର।

  • @dcreative2544
    @dcreative2544 27 днів тому

    ସବୁ ଯୋଜନା କରିବ କିନ୍ତୁ ଲାଭ ପାଇବେ ଦଳୀୟ ନେତାମାନେ

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    କଥା ରେ ନୁହେଁ କାମରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲା ର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି

  • @BiswajeetNayak1234
    @BiswajeetNayak1234 27 днів тому

    କୋଟି କୋଟି ଓଡ଼ିଶା ବାସୀଙ୍କ ଭଲ ପାଇବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସବୁ ସମୟରେ ବିଜୁ ଜନତା ଦଳ ଉପରେ ରହିଛି

  • @pkshots7751
    @pkshots7751 26 днів тому

    Pandian sir zindabad
    Jai Naveen pattnayak
    He helping people very much for career.

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ନବୀନ ବାବୁଙ୍କ କଥା ଶୁଣି ଲୋକଙ୍କ ଆଂକ୍ଷୀ ଭିଜିଯାଏ |ନବୀନ ବାବୁଙ୍କ କଥା ରେ ହିଁ ଓଡିଶାବାସୀଙ୍କ ପ୍ରବଳ ବିଶ୍ୱାସ ରହିଛି ଆଗକୁ ମଧ୍ୟ ରହିବ କାରଣ ସେ ଯାହା କୁହନ୍ତି କାମରେ କରି ଦେଖାନ୍ତି |

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ସେବା ଓ ବିକାଶ କୁ ତୃଣମୂଳ ସ୍ତରରୁ ଗୁରୁତ୍ବ ଦେଇ ଆସିଛନ୍ତି। ସେଥିପାଇଁ ୪.୫କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ହୋଇ ରହିଛନ୍ତି।

  • @gyanaranjansethi2582
    @gyanaranjansethi2582 27 днів тому +3

    Agaru kuade jaithila bodhe 24 year haiparilani

  • @Nilamprasad528
    @Nilamprasad528 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେଉଁମାନେ ଅସମ୍ମାନ କରୁଛନ୍ତି । ସେମାନେ ଜାଣି ନାହାନ୍ତି ସାଢେ ଚାରିକୋଟି ଓଡ଼ିଶା ବାସୀଙ୍କ ହୁଦୟର ସହ ଭଲ ପାଆନ୍ତି। ବିରୋଧୀର ଏହି ଷଡ଼ଯନ୍ତ୍ରର ଉଚିତ୍ ଜବାବ ଦେବେ ।

  • @BiswajeetNayak1234
    @BiswajeetNayak1234 27 днів тому

    ଗରିବ ଙ୍କ ଆଶା ଏବଂ ଭରସା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଟନ୍ତି।ତେଣୁ ଆଉ ଥରେ ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବ ବିଜେଡି l

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    କୃଷକ ର ବିକାଶ ଓ ସମୃଦ୍ଧିରେ ରାଜ୍ୟ ର ବିକାଶ ଓ ସମୃଦ୍ଧି ଆସିଥାଏ। ସେଥିପାଇଁ କୃଷକ ମାନଙ୍କ ପାଇଁ ବିନା ସୁଧରେ ଋଣ ବ୍ୟବସ୍ଥା ସହିତ ଉନ୍ନତ କିସମର ବିହନ,ସାର ଏବଂ ରିହାତି ମୂଲ୍ୟରେ ଚାଷ ଉପକରଣ ମାନ ଯୋଗାଇ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।

  • @AshishNayak-fy9cz
    @AshishNayak-fy9cz 26 днів тому

    ଓଡିଶା ବାସୀଙ୍କ ପାଇଁ ସବୁବେଳେ ଚିନ୍ତା କରିବା ଓଡିଶା ବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ମୂଳ କାର୍ଯ୍ୟ l

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ରାଜ୍ୟର ଥିବା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଯୋଜନା କରି ମା ମାନଙ୍କୁ ଆଗକୁ ନେଇ ପାରିଛନ୍ତି l

  • @Ankitasubudhi04
    @Ankitasubudhi04 27 днів тому

    ଓଡିଶା ବାସୀ ଙ୍କ ପାଇଁ ଆଜି 5T ଅଧ୍ଯକ୍ଷ ଭି କେ ପାଣ୍ଡିଆନ ଜଣେ ଆଦର୍ଶ ରାଜନେତା ହିସାବ ରେ ଗ୍ରହଣୀୟ ହୋଇ ସାରିଛନ୍ତି!

  • @AshishNayak-fy9cz
    @AshishNayak-fy9cz 26 днів тому

    ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି!

  • @Ankitasubudhi04
    @Ankitasubudhi04 27 днів тому

    ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତକୁ ଆଣିବାକୁ ତଥା ବିକାଶର ରାଜ୍ୟ ଭାବରେ ରାଜ୍ୟକୁ ସମୃଦ୍ଧତାର ଶୀର୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

  • @Ankitasubudhi04
    @Ankitasubudhi04 27 днів тому

    ନବୀନ ପଟ୍ଟନାୟକଙ୍କ 5t ଗ୍ୟାରେଣ୍ଟି ଓଡିଶା ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ | ସେ ଓଡ଼ିଶାର ସମସ୍ତ ଲୋକଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି |

  • @Ankitasubudhi04
    @Ankitasubudhi04 27 днів тому

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନୁନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @Ankitasubudhi04
    @Ankitasubudhi04 27 днів тому

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @BiswajeetNayak1234
    @BiswajeetNayak1234 27 днів тому

    ଓଡ଼ିଶା ମାଟି,ଓଡ଼ିଆ ଜାତି ଓ ଓଡ଼ିଆ ଲୋକଙ୍କୁ ଭଲପାଉଥିବା ମାଟିର ମଣିଷ ନବୀନ ପଟ୍ଟନାୟକ ଓଡ଼ିଶା ର ବିକାଶ ସବୁବେଳେ କରିଛନ୍ତି ଓ ଆଗକୁ କରୁଥିବେ।

  • @kruteetpradhan
    @kruteetpradhan 27 днів тому

    ମାନ୍ୟବର ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ବିକାଶ କୁ ଗୁରୁତ୍ୱ ଦେଇ ଆସିଛନ୍ତି ଯାହା ଦ୍ୱାରା ଓଡିଶା ବାସୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି lସେହି ଭଳି ମହାନ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ନିଶ୍ଚୟ ସ୍ୱାଗତ କରିବେ l

  • @BiswajeetNayak1234
    @BiswajeetNayak1234 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନିଷ୍ପତ୍ତି ଫଳରେ ଓଡ଼ିଶା ଆଜି ସଫଳତାର ଶିର୍ଷରେ ପହଞ୍ଚିପାରିଛି ।

  • @BiswajeetNayak1234
    @BiswajeetNayak1234 27 днів тому

    ଆମ ପ୍ରିୟ ନବୀନ ବାବୁ ତାଙ୍କ କାଯ୍ୟ କୁ ବହୁତ ଭଲ ଭାବରେ ତୁଲାଉଛନ୍ତି, ଏଥିପାଇଁ ଓଡିଶା ବାସୀ ତାଙ୍କ ଉପରେ ବହୁତ ଖୁସି ଅଛନ୍ତି

  • @BiswajeetNayak1234
    @BiswajeetNayak1234 27 днів тому

    ନିସ୍ଵାର୍ଥ ପର ଭାବେ ଓଡିଶାର ବିକାଶକାର୍ଯ୍ୟକୁ ତୀବ୍ର ଗତିରେ ଆଗକୁ ଆଗେଇ ନେଉଛନ୍ତି ଭିକେ ପାଣ୍ଡିଆନ ବାବୁ l

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ନବୀନବାବୁଙ୍କ କାର୍ଯ୍ୟ ଶୈଳୀ ଓ ବିକାଶର ଧାରାରେ ଓଡିଶା ଆଜି ବହୁତ ଆଗକୁ ଯାଇପାରିଛି ନବୀନବାବୁଙ୍କ ପାଇଁ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇଛି।

  • @AshishNayak-fy9cz
    @AshishNayak-fy9cz 26 днів тому

    ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l

  • @Ankitasubudhi04
    @Ankitasubudhi04 27 днів тому

    ଓଡ଼ିଶା ମାଟି, ଓଡ଼ିଆ ଜାତି ଓ ଓଡ଼ିଆ ଲୋକଙ୍କୁ ଭଲପାଉଥିବା ମାଟିର ମଣିଷ ନବୀନ ପଟ୍ଟନାୟକ ଓଡ଼ିଶା ବାସୀ ପାଇଁ ସବୁବେଳେ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି।

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ରାଜ୍ୟ ବାସୀଙ୍କୁ ସର୍ବଦା ସାହାଯ୍ୟ ଓ ତାଙ୍କ ସ୍ବପ୍ନ ସାକାର କରିବା ପାଇଁ ଆସିଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ପଟ୍ଟନାୟକ l

  • @BiswajeetNayak1234
    @BiswajeetNayak1234 27 днів тому

    24ବର୍ଷ ଭିତରେ ଓଡିଶାରେ ସଫଳତାର ଅନେକ ପାହାଚ ଚଢିବା ସହିତ ବିକାଶ ର ନୂଆ ଧାରା ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @AshishNayak-fy9cz
    @AshishNayak-fy9cz 26 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l

  • @santoshbarik1143
    @santoshbarik1143 27 днів тому

    ଯେତେବେଳେ ଜନତା ମନପରିବର୍ତ୍ତନ କରିସାରିଲେଣି ଆପଣ ଯେତେ ଚାହିଁଲେବି ରୋକିପାରିବେନି

  • @BiswajeetNayak1234
    @BiswajeetNayak1234 27 днів тому

    ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କାମ ବେଶୀ କରନ୍ତି କଥା ଅପେକ୍ଷା କାମ ରେ ବିଶ୍ୱାସ ରଖନ୍ତି ସେଥି ପାଇଁ ତାଙ୍କ ସେ ତାଙ୍କ ସରଳ ଓ ମୌଳିକ ବ୍ୟବହାର ପାଇଁ ସାରା ବିଶ୍ବ ରେ ପରିଚିତ।

  • @BiswajeetNayak1234
    @BiswajeetNayak1234 27 днів тому

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @kruteetpradhan
    @kruteetpradhan 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଯାହା ପ୍ରତିଶୃତି ଦିଅନ୍ତି ତାକୁ କାର୍ଯ୍ୟ କାରୀ କରନ୍ତି |

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ଆମ ନେତା ଯେମିତି, ତାଙ୍କ ଦଳ ସେମିତି । ସବୁବେଳେ ଲୋକଙ୍କ ପାଇଁ ଭାବନ୍ତି, ଲୋକଙ୍କ ଉନ୍ନତି-ପ୍ରଗତି ଲାଗି ଲଗାତାର ଉଦ୍ୟମ କରନ୍ତି ।

  • @BiswajeetNayak1234
    @BiswajeetNayak1234 27 днів тому

    ରାଜ୍ୟ ବିଜେପି ଦଳ ର ମିଥ୍ୟା ପ୍ରତିଶୃତି ର ଉଚିତ ଯବାବ ଦେବେ ଓଡ଼ିଶା ର ଜନସାଧାରଣ।

  • @kruteetpradhan
    @kruteetpradhan 27 днів тому

    ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଉଦ୍ୟମ ପାଇl

  • @user-bg6yj9yc9g
    @user-bg6yj9yc9g 27 днів тому +1

    Kishan marana niti karichati Nahin pandu Jay kisan Jay bjp

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ପରିପୂର୍ଣ୍ଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାଥମିକତା ଦେଇ ଥାଆନ୍ତି।

  • @AshishNayak-fy9cz
    @AshishNayak-fy9cz 26 днів тому

    ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି!

  • @Ankitasubudhi04
    @Ankitasubudhi04 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡ଼ିଶା ବାସୀଙ୍କ ସେବାରେ ସଦା ସର୍ବଦା ନିୟୋଜିତ କରିଛନ୍ତି ।

  • @Ankitasubudhi04
    @Ankitasubudhi04 27 днів тому

    ସେ ଯୁବକମାନଙ୍କୁ ଶିକ୍ଷା ଉପରେ ଧ୍ୟାନ ଦେବାକୁ, ଦୃ strong ନ ical ତିକ ମୂଲ୍ୟବୋଧ ବିକାଶ କରିବାକୁ ଏବଂ ସମାଜରେ ଅବଦାନରେ ସକ୍ରିୟ ହେବାକୁ ଉତ୍ସାହିତ କରନ୍ତି | ପାଣ୍ଡିଆନ୍ ମଧ୍ୟ ପରିଶ୍ରମର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି |

  • @BiswajeetNayak1234
    @BiswajeetNayak1234 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ନେତୃତ୍ଵ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ଯୋଗୁଁ ଓଡ଼ିଶା ଆଜି ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇଛି ।

  • @sunilrout3290
    @sunilrout3290 27 днів тому

    ସବୁ ହେବ କିନ୍ତୁ ଦଳୀୟ ଲୋକ ମାନେ ହିଁ ଲାଭ ପାଇବେ

  • @mynameisnew3783
    @mynameisnew3783 27 днів тому +1

    5 T mane 5 Tamilnadu chora criminal abe odisha re

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    ରାଜ୍ୟର ମହିଳା ମାନଙ୍କ ଉନ୍ନତି ପାଇଁ ସଦା ସର୍ବଦା ଗୁରୁତ୍ତ୍ଵ ଦେଇଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ବର୍ଷ ପରେ ପ୍ରତ୍ୟେକ ମିଶନ ଶକ୍ତିର ମା ' ମାନଙ୍କୁ ଭତ୍ତା ବ୍ୟବସ୍ଥା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @KrrishDevRaazDas-ew3wg
    @KrrishDevRaazDas-ew3wg 26 днів тому

    ଓଡିଶାବାସୀଙ୍କୁ ସବୁ କ୍ଷେତ୍ରରେ ସୁଦୃଡ ରାଜ୍ୟରେ ପରିଣତ କରିବାର ସଂକଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଓଡିଶା ଆଜି ନୂତନ ପରିଚୟ ସୃଷ୍ଟି କରି ପାରିଛି.

  • @BiswajeetNayak1234
    @BiswajeetNayak1234 27 днів тому

    ବିଜୁ ବାବୁଙ୍କର ଯେଉଁ ସ୍ବପ୍ନ ଅଧା ରେ ରହିଥିଲା ତାହାକୁ ଗୋଟିଏ ପରେ ଗୋଟିଏ ସ୍ବପ୍ନ ପୂରଣ କରି ପାରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @BiswajeetNayak1234
    @BiswajeetNayak1234 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।

  • @BiswajeetNayak1234
    @BiswajeetNayak1234 27 днів тому

    ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ଆସନରେ ବସିବା ପାଇଁ ଯାଉଛନ୍ତି, ଏହାକୁ ଓଡିଶାବାସି ଗ୍ରହଣ କରୁଛନ୍ତି

  • @BiswajeetNayak1234
    @BiswajeetNayak1234 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ଓଡ଼ିଶାର ବିକାଶପାଇଁ ଆଗାମୀ ନିର୍ବାଚନରେ ହିଞ୍ଜିଳି ଏବଂ କଣ୍ଟାବାଞ୍ଜି ଦୁଇଟି ସ୍ଥାନରୁ ଲକ୍ଷାଧିକ ଭୋଟବ୍ୟବଧାନରେ ବିଜୟୀ ହେବେ

  • @PujaKumari-xe6kc
    @PujaKumari-xe6kc 27 днів тому +13

    ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @Ankitasubudhi04
    @Ankitasubudhi04 27 днів тому

    ଜଣେ ଜନସେବକ ହିସାବ ରେ ନିଜକୁ ଭି କେ ପାଣ୍ଡିଆନ ସାରା ଓଡିଶା ରେ କେବଳ ନୁହେଁ ସାରା ଦେଶ ରେ ପରିଚିତ କରି ପାରିଛନ୍ତି!

  • @BiswajeetNayak1234
    @BiswajeetNayak1234 27 днів тому

    ଓଡ଼ିଶା ପାଇଁ କେବଳ ଜଣେ ଭଲ ଚିନ୍ତା କରନ୍ତି ସେ ହେଉଛନ୍ତି ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଓଡ଼ିଶା ବାସୀ ପାଇଁ ବହୁତ ଅବଦାନ ରହିଛି ।

  • @BaisakhiSahoo-bo1kx
    @BaisakhiSahoo-bo1kx 27 днів тому

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସରକାରଙ୍କୁ ଯେତେ ବଦନାମ କରିଲେ କି ମିଛ କହିଲେ କିଛି ଫରକ ପଡିବ ନାହିଁ