ଭାଉଜ ବିନା ବାହାଘରରେ ଭାଇ ସହ ପ୍ରେଗ୍ନେଣ୍ଟ ଥିଲେ , ହେଲେ ଭୁବନେଶ୍ୱର ଫେରି ପୁରା ଭୁଲିଗଲେ

Поділитися
Вставка
  • Опубліковано 15 вер 2024
  • #PratidinTv #PratidinNews #OdishaNews #LatestNews #LatestUpdate
    Like Our Facebook Page: / pratidintvodisha
    Subscribe To Our UA-cam Channel: / @pratidintvodisha

КОМЕНТАРІ • 489

  • @Sonalitechodia
    @Sonalitechodia 2 роки тому +212

    ଭଉଣୀ ଠିକ୍ କହୁଛନ୍ତି

    • @prasantraut3467
      @prasantraut3467 2 роки тому

      Not only woman inpowerment maney rules miss utilise so request to govt and judicial to find out preventive

  • @bhabanibiswal1012
    @bhabanibiswal1012 2 роки тому +451

    ନାରୀଙ୍କୁ ସଂମାନ ଦେବା ବି ଉଚିତ କିନ୍ତୁ ସଂମାନ ବି ପାଇବା ପାଇଁ ଯୋଗ୍ୟତା ଥିବା ଆବଶ୍ୟକ

  • @rishikesh4340
    @rishikesh4340 2 роки тому +160

    Ladies empowerment ର ଝିଅ ମାନେ ଗଳତ ଫାଇଦା ଉଠାଇ ବହୁତ୍ ବଡ଼ ଭୁଲ୍ କରୁଛନ୍ତି
    ନିଜ ଗୋଡ଼ରେ ନିଜେ କୁରାଡି ମାରୁଛନ୍ତି
    ଏପରି ହେଲେ ଝିଅଙ୍କୁ ଭରଷା କରି ପ୍ରାୟ ପୁଅ ମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ରାଜି ହେବେନି
    ଆଉ ଏପଟେ ବିବାହ ନ କରି ଯୌନ ସମ୍ପର୍କ ବହୁତ୍ ମାତ୍ରାରେ ବଢି ଚାଲିବ, ଆଉ ଦିନ ଆସିବ ନାରୀଙ୍କୁ କେବଳ ସେକ୍ସ ସାମଗ୍ରିବୋଲି ସମସ୍ତେ ଭାବିନେବେ।
    ଏଥିପାଇଁ ନାରି ହିଁ ଦାୟୀ

    • @Twins_Lifestyle
      @Twins_Lifestyle 2 роки тому +3

      💯💯💯correct

    • @loveyouodisha3248
      @loveyouodisha3248 2 роки тому +2

      Yes right

    • @Rajyoutuber0
      @Rajyoutuber0 2 роки тому +1

      Right 👍

    • @jayjagannatha6857
      @jayjagannatha6857 2 роки тому +1

      apananka katha bahot bhala lagila....nari au purush bhitare tafat eita...nari bhabuchhi purush jaha karuchhi mu semiti karibi but tar parinam kn heba se nari kebe bujhi pareni.....

    • @jayjagannatha6857
      @jayjagannatha6857 2 роки тому +1

      right🙏🙏🙏🙏🙏🙏🙏🙏🙏🙏🙏🙏

  • @subhalaxmiojha7702
    @subhalaxmiojha7702 2 роки тому +86

    ମହିଳା କମିଶନ୍ କେବଳ ଝିଅ ଘର ପାଇଁ। ପୁଅ ଘର ଲୋକଙ୍କ ର ଇଜ୍ଜତ ମହତ କିଛି ନାହିଁ। ଆମ ରାଜ୍ଯ ର ଆଇନ୍ ରେ ପୁଅ ଘର ଲୋକଙ୍କ ପାଇଁ କିଛି ନାହିଁ। ସବୁବେଳେ ପୁଅ ଘର ଲେକ ହିଁ ଦୋଷୀ। ଏଥିପାଇଁ କେତେ ପୁଅର ଜୀବନ ନଷ୍ଟ ହେଉଛି, କେତେ ପୁଅ ର ମା, ଭଉଣୀ ଆତ୍ମହତ୍ଯା କରୁଛନ୍ତି। ପୁଅ ର ମା, ଭଉଣୀ କ'ଣ ମହିଳା ନୁହଁ। ତାଙ୍କ ପାଇଁ ମହିଳା କମିଶନ୍ କୁଆଡେ ଜାଉଛି।

    • @Balaram.143
      @Balaram.143 2 роки тому +2

      Right

    • @dibyaranjansahoo8180
      @dibyaranjansahoo8180 2 роки тому +1

      Right

    • @satyajitmohanty5859
      @satyajitmohanty5859 2 роки тому

      Aita thik kotha. Kan khali puo Mane sabu bele bhul kan jhio mane bhul korontini ki. Aji kali to jhio mane hin puo mananku torchore koruchanti au fasauchanti. Jhio mane emmiti fayda utheiba bholo nuhan. Mohila commissioner a kotha ki mind ku neba darkar. Puo Mane foauchanti, frustration, depression, suicide koruchanti a jhio nko pain

    • @rkyoutube7696
      @rkyoutube7696 2 роки тому

      Salute mam real indian culture lady apana

    • @trilochanpati9697
      @trilochanpati9697 2 роки тому

      Right 👍👍👍

  • @sibasundarrout4220
    @sibasundarrout4220 2 роки тому +88

    ଗୋଟେ ଫିଲିମି ଦେଖି ଥିଲି ଅମ୍ଲାନ ଆଉ ରିୟା ର ନାଁ ମନେ ପଡୁନି ଠିକି ଏଇ ଭଳି ଷ୍ଟୋରି. ଯାହା ମଣିଷ ଫିଲିମି ରେ ଦେଖିଥିଲା ତାହା ଏବେ ରିଏଲ ରେ ଦେଖିବାକୁ ମିଳିଲା. ଧନ୍ୟ ତମ ଶିକ୍ଷା ଧନ୍ୟ ତମ ମଣିଷ ପଣିଆ ତମ ଭଳି ସନ୍ତାନ ଜନ୍ମ କରି ବାପା ମା ନିଜକୁ ଧନ୍ୟ ମନେ କରୁଥିବେ... ଛି

    • @arjunbaskey6101
      @arjunbaskey6101 2 роки тому +14

      Golapi golapi

    • @sibasundarrout4220
      @sibasundarrout4220 2 роки тому +3

      Yes. U r r8

    • @ganeshbirua7197
      @ganeshbirua7197 2 роки тому +6

      Golapi Golapi mone paduchii au night Rathi 🤣🤣🤣🤣🤣🤣🤣🤣🍆🍆🍆🍆🍆🥕🥕🥕💯💯💯💯

    • @sipuyt5626
      @sipuyt5626 2 роки тому +2

      Sethire pua grahana Karu nathila ethire ta olata ta jhia hi Grahana karuni

    • @aratidas4976
      @aratidas4976 2 роки тому

      Kn golapi golapi

  • @mihirkumarbeura9092
    @mihirkumarbeura9092 2 роки тому +54

    Madam explained the real definition and reel definition of women empowerment 🤗

  • @RameshYadav-nd5te
    @RameshYadav-nd5te 2 роки тому +19

    ଭଉଣୀ ତମ କଥା ରୁ ଯାହା ଜଣା ପଡ଼ୁଛି ଏଇଟା MARITIAL DISPUTE case ଏଥିରେ ନା ପୋଲିସ କିଛି କରିପାରିବ ନା media କିଛି କରିପାରିବ ଯଦି କିଛି କରିହେବ ସେଇଟା ହେଉଛି COURT

    • @hinditegvdo9772
      @hinditegvdo9772 2 роки тому

      ଏଥି ତନ୍ତ୍ର ବିଦ୍ୟା ପ୍ରୟୋଗ କରା ଯାଇଛି

  • @mr.sanjayinformationdiscov3282
    @mr.sanjayinformationdiscov3282 2 роки тому +72

    ତୋ ଭାଇ ପୁରୁଷ ଜନ୍ମ ରୁ ଏଇଟା ତାର ଅପରାଧ ତେଣୁ ନ୍ୟାୟ ର ଗୁହାରି କରିବା କେବଳ ବୃଥା ପ୍ରୟାସ ଅଟେ।।।।।।
    ଯେପର୍ଯ୍ୟନ୍ତ ଆଇନ ନାରୀ ଙ୍କୁ ଅନ୍ଧଭାବେ ବିଶ୍ୱାସ କରୁଥିବ ସେପର୍ଯ୍ୟନ୍ତ ଏମିତି ଉଦ୍ଧତ ମହିଳା ମାନେ ସୃଷ୍ଟି ହେଉଥିବେ।।।।

    • @nobanitamohanty8244
      @nobanitamohanty8244 2 роки тому +5

      Mun Jane Nari helebii Aapananka saha sampurna bhabe ekamata .Mun moo jibanare bahut udhhata Nari nka samparka re asichi O dekhichije Naritie kete besi irsalu , muhankhor , swarthapara , subidhha badi , bhayanak bhabe udhhata ...... Emitika Naritie jetebele kahara Jhhia hue , Patni hue , Bohu hue , Bhauja hue , Nananda hue , bandhhabi hue , samparkiya hue , Patni hue , Maa hue aau emiti anek sparkare nija charitra ku dekhae setebele taa samparka re asithhiba Manisha mananku ete matrare aghat dieje jahaku jie anubhab karichi sie hiin kebala janipariba .....
      Satare Bhagawan dusta Manisha mananku kahinki anya ku kasta deba pain eii sansara ku ananti ???

    • @naturebeauty2487
      @naturebeauty2487 2 роки тому +1

      Thik katha

    • @mr.sanjayinformationdiscov3282
      @mr.sanjayinformationdiscov3282 2 роки тому +1

      @@nobanitamohanty8244 ଆପଣ ସତ୍ୟ ପକ୍ଷରେ ଥିବାର ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ🙏

    • @prasantsethi4915
      @prasantsethi4915 2 роки тому

      Absolutely Right bro

    • @ସଚେତନନାଗରିକ
      @ସଚେତନନାଗରିକ 2 роки тому

      @@mr.sanjayinformationdiscov3282ଓଡ଼ିଶାରେ ଏ ଭଳି ଉଚ୍ଚ ଶିକ୍ଷିତ ବେଧେଇ ମହିଳା କେଉଁ ଧର୍ମ ସମ୍ପ୍ରଦାୟର ସହିତ ଜଡିତ ?
      ୧. ଆଦିବାସୀ, ୨.ହରିଜନ,୩. ମୁସଲିମ,୪. ହିନ୍ଦୁ

  • @nirmalendumandal3040
    @nirmalendumandal3040 2 роки тому +23

    ଜଲଦି ଏମାନଙ୍କୁ ଭାଇରାଲ କର,ବର୍ଷା ଟୁଙ୍ଗୁରୁ ଭୋଳକୁ ଦେଖିବାକୁ ଆଉ ଇଚ୍ଛା ହଉନି।

  • @ghanashyam5804
    @ghanashyam5804 2 роки тому +9

    ଆମେ ଡାଟା balance ପକାଇଉଛୁ ଏମିତି
    ପ୍ରତେକ ଦିନ ପାରିବାରିକ ଘଟଣା ଦେଖିବାକୁ
    କଳିଯୋଗ ଶେଷ ହୋଇଗଲା ନି

  • @ChhabilaMunda
    @ChhabilaMunda 2 роки тому +7

    ସେହି ନାରୀକୁ ସମ୍ମାନ ଦିଅ, ଯେଉଁ ନାରୀର ଚଳନ ଭଳ ଥିବ। Women Empowerment ର ଫାଇଦା ଉଠାଉଛନ୍ତି 😊

  • @sunilnayak6490
    @sunilnayak6490 2 роки тому +25

    Thik katha kahucha didi jhia mane faida uthouchanti

  • @jeevanclasses1299
    @jeevanclasses1299 2 роки тому +15

    Very good jhio thik kahicha

  • @santoshmahanta4512
    @santoshmahanta4512 2 роки тому +5

    କ'ଣ ପାଇଁ ମିଡିଆରେ ଛାଡୁଛନ୍ତି ଏମିତି ଘଟଣା କ'ଣ ସମାଜ ରେ ସୁଧାର ଆସୁ ବୋଲି

  • @sabitaprusty8035
    @sabitaprusty8035 2 роки тому +4

    ସବୁତ ସାରିଲ। ଆଉ କ'ଣ ପାଇଁ ବାହା ହୋଇଥାନ୍ତନୂଆ ଶିଷ୍ଠମ, ଆଗ ବାହାଘର ପରେ ବରଯାତ୍ରୀ ସେହି ଭଳି ଆ କଥା ଛି,

  • @rostboy3060
    @rostboy3060 2 роки тому +6

    ତୁମ ଭାଇ ବିନା ବାହା ଘରରେ ବାପା ହେଇଗୋଲେ ଆଉ ତୁ ପିଶି ବୋନିଗଲୁ କି ପାଲା ଚାଲିଛି ଓଡ଼ିଶାରେ ଛି ଛି+ଛି

  • @hrudayaranjan8217
    @hrudayaranjan8217 2 роки тому +11

    Sister 👍🙏

  • @ZeeMusicLab
    @ZeeMusicLab 2 роки тому +6

    ଯା ହଉସେ ଝିଆର photo ସବୁ ଦେଖେଇଲ ଭଲ
    ଏଇଭଳି ଦୁଷ୍ଟ ଝିଅଙ୍କୁ ଚିହିଁବାବି ଜରୁରୀ 😡😡😡😡😡

    • @hinditegvdo9772
      @hinditegvdo9772 2 роки тому

      Na Bhai thare stira mind re chinta kara, au ତନ୍ତ୍ର ବିଦ୍ୟା ପ୍ରୟୋଗ କରା ଯାଇଥାଏ ପାରେ!!

  • @ସଚେତନନାଗରିକ
    @ସଚେତନନାଗରିକ 2 роки тому +8

    "ବିନା ବାହାଘର ରେ ପ୍ରେଗେନେଟ"
    ଏହା ହେଉଛି ଉଚ୍ଚ ଶିକ୍ଷିତ, ସମ୍ଭ୍ରାନ୍ତ ଝିଅ ମାନଙ୍କର "ରାଧା" ଲୀଳା, ଗୁମୁର କଥା
    Love in relationship,vailantain day ଭଳି କୁତ୍ସିତ ପ୍ରଥା ପାଳନ ହେଉଥିବାରୁ ଏ ଭଳି ଘଟଣା ଉପରେ ରୋକ ଲଗାଇବା ବଡ କଷ୍ଟକର.

  • @prateek3068
    @prateek3068 2 роки тому +2

    Wow ur Bhai and Bhauja r great....Pregnant without marriage 😆😧...They give great Message to society 😝

  • @suniltapan1382
    @suniltapan1382 2 роки тому

    You are right

  • @ମଧୁ..ମଧୁ
    @ମଧୁ..ମଧୁ 2 роки тому +56

    ୟାକୁ ଯିଏ ବି ବାହା ହେବ ନା ସେ ନିଶ୍ଚିନ୍ତ ଗାଇ ସାଥେ ବାଛୁରୀ ଫ୍ରି ପାଇବ...

  • @Sonalitechodia
    @Sonalitechodia 2 роки тому +25

    ଲଙ୍ଗୁର୍ ହାତରେ ଅଙ୍ଗୁର
    ପରିଣାମ ସେଇଆ ହବ

  • @deeptiranjan7122
    @deeptiranjan7122 2 роки тому +39

    ଟୁଁଙ୍ଗୁରୁ ପାଖକୁ ସେ ଯିବ.

    • @traveltost
      @traveltost 2 роки тому +1

      Tunguru taku ato re khela kariba

    • @ସଚେତନନାଗରିକ
      @ସଚେତନନାଗରିକ 2 роки тому

      @@traveltost ଚର୍ଚ୍ଚିତ ରାଣ୍ଡୁଆ DFO ସଂଗ୍ରାମ ବେହେରା ପାଖକୁ ଗଲେ ଜଙ୍ଗଲରେ ଖେଳ କରିବ .
      ଚର୍ଚ୍ଚିତ ରାଣ୍ଡୁଆ DOCTOR ସୁମିତ ସାହୁ ପାଖକୁ ପଠେଇ ଦେଲେ ମେଡିକାଲ ବେଡ ରେ ଖେଳ ହେବ,
      ଚର୍ଚ୍ଚିତ ରାଣ୍ଡୁଆ ବବି ମିଶ୍ର ପାଖକୁ ଗଲେ ନିଜ ରୁମରେ ଖେଳ ହେବ.

    • @Satya_1011
      @Satya_1011 2 роки тому

      Underrated comment 🤣🤣

  • @SunilKumar-zu4ow
    @SunilKumar-zu4ow 2 роки тому

    Right right right thank you jhia

  • @sumitramalik9721
    @sumitramalik9721 2 роки тому +2

    Bahut sundar Katha kahucha ❤️

  • @mrjustwatch9685
    @mrjustwatch9685 2 роки тому +44

    ଆମ କୁ ଗୋଟେ ବି ମିଳୁନି , ଆଉ ଏଠି ଦେଖ 🥺🥺

  • @chaturbhujarana5194
    @chaturbhujarana5194 2 роки тому +14

    ବିନା ବାହା ଘର ରେ ବି ଛୁଆ ସାବୁନ ସଙ୍ଗେ ସମ୍ପୁ ଫ୍ରି ହୋଇ ଥିବା ରୁ ବହୁତ୍ ବହତ୍ ଧାନ୍ୟଦ

    • @ସଚେତନନାଗରିକ
      @ସଚେତନନାଗରିକ 2 роки тому

      ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ Love in relationship,vailantain day ଭଳି କୁତ୍ସିତ ପ୍ରଥା ପାଳନ କରୁଛନ୍ତି ତେଣୁ ବିନା ବାହାଘର ପୁର୍ବରୁ ପ୍ରେଗେନେଟ ହେଉଛନ୍ତି ଏ ସବୁ ବଡ ଘର ଗୁମୁରୁ କଥା

    • @jayjagannatha6857
      @jayjagannatha6857 2 роки тому

      gai sange bachhuri free

    • @mr.k.sbiswal7965
      @mr.k.sbiswal7965 2 роки тому

      ଧନ୍ୟବାଦ ଲେଖ bro.👌

  • @villageindia5072
    @villageindia5072 2 роки тому +2

    You are right sister...thik bujhichho 👍👍👍

  • @Suryakanta7-d2s
    @Suryakanta7-d2s 2 роки тому +11

    ଆଜିକାଲି ଟୋକି କନ ହଉଛନ୍ତି ଖାଲି ହା ହା ଗିଁହା ଖାଇବାକୁ 🤣🤣🤣😁

  • @ZeeMusicLab
    @ZeeMusicLab 2 роки тому +44

    Respect those women who deserve it!!!

  • @ODO7BOY_Jr
    @ODO7BOY_Jr 2 роки тому +2

    You are 200 percent Correct.

  • @Sunildas-zm6zh
    @Sunildas-zm6zh Рік тому

    Sis ତମକୁ ତମ ଭାଇ ର ରାଣ ତମ ଭାଇ ର କୋଷ୍ଟ ତୋ ତମେ ଦେଖୁଛ ତମେ ବି ଯେମିତି ଆଉ କୋଉ ଭଉଣୀ ମନରେ କଷ୍ଟ ଦବନି କି ତମ ଭାଉଜ ଭଳି ହବନି

  • @trinathbehera329
    @trinathbehera329 2 роки тому +1

    Obviously right talking👍

  • @mr.shivshankar1324
    @mr.shivshankar1324 2 роки тому +1

    ମହିଳା କମିଶନ ଭଳି ପୁରୁଷ କମିଶନ ବିଭାଗ ହେବା ଦରକାର ।

  • @NarottamParida
    @NarottamParida 2 роки тому +3

    ଆରେ ଭାଇ ଏତେ ଚିନ୍ତା କାହିଁକି ?
    ଯିଏ ଯାଉଛି ଯାଉ, ଖୁସି ହୁଅ ।
    ମୋ ସହ ହେଇଥିଲେ ମୋ ସବୁଠୁଁ ଖୁସି ହେଇ ଥାଆନ୍ତି । Tension ଗଲା ଖୁସି ହୁଅ।

  • @lipu1989
    @lipu1989 2 роки тому

    Correct answer

  • @manasjalli4640
    @manasjalli4640 2 роки тому +11

    sie au kaha Saha relationship thiba

  • @spectrovision7466
    @spectrovision7466 2 роки тому +2

    ଆଜିକାଲି ଗୁଡାଏ ଝାଵଡ୍ ଚ୍ୟାନେଲ ହେଇ ଗଲେଣି । ଯାହା ହେଲା ଶୁଙ୍ଘି ଶୁଙ୍ଘି କି ଯାଇ ହାଜର୍ ହେଇ ଯାଉଛନ୍ତି । କେତେ ପାଡିଲ କାହିଁକି ପାଡିଲ ଆଵାଜ୍ ଦେଇକି ପାଡିଲ ନା ଠୁସ୍ କରି ପାଡିଲ , ଯଦି ପାଡିଲ ଆଉ କିଏ ଥିଲେ କି ନାହିଁ ପଚାରିକି ସାଥେ ସାଥେ ଭାଇରାଲ୍ । ଏଗୁଡା କଣ ସାମ୍ବାଦିକତା ? ପାଞ୍ଚ ପଇସାର ମୂଲ୍ୟ ଅଛି ଏଥିରେ ?? ସମାଜ କଲ୍ୟାଣ ରେ ଧ୍ୟାନ ଦିଅ , ତେଵେ ଯାଇ କହି ପାରିଵ ତମେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ । ଫାଲ୍ -ତୁ ଧନ୍ଦା ଛାଡ ।

  • @jajapura1m715
    @jajapura1m715 2 роки тому +2

    ଗୋଲାପୀ ଗୋଲାପୀ ଫିଲ୍ମ୍ ଚାଲିଚି ନା କଣ।
    କାହିଁକି ଏମିତି ହଉଚରେ ତମ ପରିବାର କଥା ଟିକେ ଭାବ।
    ତମେ କାମ କାଢ଼ିବ। ପରିବାର ଲୋକେ ହଇରାଣ ହେବେ।
    ଯେମିତି ମିସିକି କାଣ୍ଡ କରିଛନ୍ତି ସେମିତି ମିଶିକିନା ରହିଯା ଅ
    ଭଲ ହବ।

  • @khusijitu9137
    @khusijitu9137 2 роки тому +3

    ଭଉଣୀ ଠିକ୍ କହୁଛ 100,80ଏମିତିପୁଅକୁ,ଫସୁଛନ୍, ସରକାର ଏଆଇନିକୁକିଛି,ବଦଳାତୁ

  • @saiarchu111
    @saiarchu111 2 роки тому +2

    Jay Jagannath 🙏🏻🙏🏻

  • @rakeshpanda6582
    @rakeshpanda6582 2 роки тому +9

    Bala daily gote gote new new case

  • @prativaswain7481
    @prativaswain7481 2 роки тому +1

    Ekdum correct...

  • @pramodmohanty8039
    @pramodmohanty8039 2 роки тому

    You are absolutely right

  • @soumyaranjnrout5320
    @soumyaranjnrout5320 2 роки тому

    Right 👍 sister

  • @pravatkumarsahoo1439
    @pravatkumarsahoo1439 2 роки тому +12

    ଭଲପାଇ ଆଠ ବର୍ଷ ରିଲେସନ ସିପ୍ ପୁଣି ଅବିବାହିତାରେ ପିଲା ଜନ୍ମ କରିଲା , ସେ ଝିଅକୁ ଏବଂ ତାର ପରିବାର ଲୋକଙ୍କୁ ଲାଜ ଲାଗିବା କଥା କିନ୍ତୁ ସେ ଅଲଜ୍ଜା ବେଲଜ୍ଜା ଫ୍ୟାମିଲି ର ଝିଅ ,ଏମିତିଆ ପରିବାରର ଲୋକଙ୍କୁ ଛାଡି ଅନ୍ୟତ୍ର ବିବାହ କରିବା ଭବିଷ୍ୟତରେ ସେ ଝିଅର ଅବସ୍ଥା କଣଯେ ହେବ ତାହା ଇଶ୍ୱରଙ୍କୁ ଅଗୋଚର ।

  • @binodinisahoo3044
    @binodinisahoo3044 2 роки тому +3

    Youareright

  • @mahendrabai31
    @mahendrabai31 2 роки тому

    U r right

  • @pruthwirajbag954
    @pruthwirajbag954 2 роки тому +1

    All of sudden... You are right 👍👍

  • @padmalochanbarik7863
    @padmalochanbarik7863 2 роки тому +5

    govt asa son asa possible pls equal justice for mail & female

  • @Ranjitrabi
    @Ranjitrabi 2 роки тому

    Right 👍

  • @bandanapradhan682
    @bandanapradhan682 2 роки тому

    Right point sister ☺️

  • @ajaykumarsasmal7477
    @ajaykumarsasmal7477 2 роки тому +3

    Yanka Katha ru laguchi, They are educated & matured..

  • @chikssahu4692
    @chikssahu4692 2 роки тому +5

    Bhauja nka life re kie jane tunguru bhola entry karithiba laguchhi..

  • @shaitansingh9698
    @shaitansingh9698 2 роки тому

    About women empowerment, right said sister

  • @rajeshkumarsahoo3903
    @rajeshkumarsahoo3903 2 роки тому

    ଭାଉଜ ଏତେ ସୁନ୍ଦରୀ ଦେଖା ଯାଉଛ ହେଲେ ଏମିତି କଣ ପାଇଁ କରୁଛ?? ଆରେ ଆଉ ଜଉ ଅଲଗା ଟୋକା କୁ ବିବାହ କରିବ କହୁଚ ସେ ଯଦି ଏଇ ସବୁ କଥା ଜାଣିବ ସେ କଣ ତୁମକୁ କେବେ ଖୁସିରେ ରଖିବ ବୋଲି ଭାବୁଛ କି? କେବେ ନୁହେଁ। ସେତେବେଳେ ସମସ୍ତେ କଷ୍ଟ ପାଇବ। ଟିକେ ଭଲ ସେ ଭାବ ଭାଉଜ।

  • @rajendranayak4179
    @rajendranayak4179 2 роки тому

    Soo nice

  • @sagarpadhi8559
    @sagarpadhi8559 2 роки тому

    Right

  • @bijayalaxmipatnaik3493
    @bijayalaxmipatnaik3493 2 роки тому +5

    A sabu pain bapa maa nihati dai,freedom na re pilanku sanjamata sikhaibaku vulijauchhanti,paschyata savyata re samaste volo..kahiba kahaku..dukha laguchhi samaja ra adhho patana pain,...

    • @ସଚେତନନାଗରିକ
      @ସଚେତନନାଗରିକ 2 роки тому

      Bapa,maa ଦୋଷୀ କେମିତି ହେଲେ ? କଣ ଗଞ୍ଜେଇ ଟାଣି ନିଶାରେ ମତ ପ୍ରକାଶ କରୁଛ.
      ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ Love in relationship, vailantain day ଭଳି କୁତ୍ସିତ ପ୍ରଥା ପାଳନ କରି ନିଜର ଲାଜ ସରମ ଛାଡି ଯୌନ ଆକର୍ଷଣରେ ଡୁବି ରହୁଛନ୍ତି, ବିନା ବାହାଘର ପୁର୍ବରୁ ପ୍ରେଗେନେଟ. ଏ ଭଳି କୁତ୍ସିତ ପ୍ରଥା ପ୍ରଥା କୁ କେବେ ବିରୋଧ କରିଛନ୍ତି କି ?
      ପୂର୍ବତନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଣେ ଓଡ଼ିଆ ରାୟ ପ୍ରଦାନ କରିଥିଲେ ବିବାହ ପୁର୍ବରୁ ସହମତି ଭିତ୍ତି ଯୌନ ସମ୍ପର୍କ ଅପରାଧ ନୁହେଁ,
      ଏ ଭଳି ରାୟ କୁ କେବେ ବିରୋଧ କରିଛନ୍ତି କି ?
      ଓଲଟା ଏ ସବୁ କୁତ୍ସିତ ପ୍ରଥା ଆଇନ କୁ ଆପଣ ପରୋକ୍ଷରେ ସ୍ଵୀକାର କରିଛନ୍ତି.
      ତେଣୁ ନିଜ ଦୋଷକୁ ଲୁଚାଇ କଣ ପାଇଁ ବାପା ମାଆ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି .
      ତତେ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ।

  • @user-uf3so2jf7r
    @user-uf3so2jf7r Рік тому

    ଭାଉଜ କୁ ଭୁଲି ଗଲେ ଅସୁବିଧା କଣ?

  • @subhalaxmimahauty2517
    @subhalaxmimahauty2517 2 роки тому +3

    Police investigation kn pai karuni 😥

  • @sumisonu7330
    @sumisonu7330 2 роки тому

    Right didi

  • @anammuduli2255
    @anammuduli2255 2 роки тому +1

    Hi

  • @meenatisoren145
    @meenatisoren145 2 роки тому +7

    Villain laguchanti tanka wife....

  • @ramakantapanda6606
    @ramakantapanda6606 2 роки тому

    U r right sis

  • @_Dream_IAS_
    @_Dream_IAS_ 2 роки тому +7

    ଭାଇ Arrange Marriage କରିବାକୁ ଡର ଲାଗୁଚି 😂

    • @abinashmohanty546
      @abinashmohanty546 2 роки тому +2

      😄😃😃 chhua free miliba 😄😃😃

    • @_Dream_IAS_
      @_Dream_IAS_ 2 роки тому

      @@abinashmohanty546 ନା ଭାଇ ଥାଉ , ଖାଲି Free ନେଲେ ଦେଶ ପରିସ୍ଥିତି ଶ୍ରୀଲଙ୍କା ଭଳି ହୋଇ ଯିବ 😂

    • @dailylife1956
      @dailylife1956 2 роки тому +1

      Second hand maal paiba

    • @_Dream_IAS_
      @_Dream_IAS_ 2 роки тому +1

      @@dailylife1956 ମୁଁ ଆଗ ପଚାରିବି ତାକୁ , ମା ଯଦି କୋଉଠି କଣ କରିଛୁ କହ ନହଲେ ପଛରେ ଜଣା ପଡିଲେ , ବ୍ୟାଗ୍ ବସ୍ତାନି ଧରି ଘର କୁ ଯା 🙋😂

    • @dailylife1956
      @dailylife1956 2 роки тому +1

      @@_Dream_IAS_ nari maya bhagwan v janiparileni aau tume kan janiba... Tume dale dale gale se patre patre jibe...

  • @Fun_Ki_Club
    @Fun_Ki_Club 2 роки тому

    ଏହାର ମତଲବ ଭାଉଜ ଆମର ଅନ୍ୟ କୋଉଠି ମୁହଁ ମାରିବାରେ ଲାଗିଗଲେଣି।
    ଏବେ ପ୍ରକୃତରେ ନାରୀମାନେ ଏତେ ମୂର୍ଖ କାହିଁକି ଜଣାପଡିଯାଉଛି। ଯେଉଁ ପୁରୁଷ ଅନ୍ୟର ନାରୀ କୁ ଟିକେ caring , ଅଧିକ time ଆଉ ମିଠା ମିଠା କଥା କହି ମାନମୋହି ନେଇଯାଉଛନ୍ତି। ସେଥିରେ ନାରୀଟିଏ ଫସି ଯାଇ ସେ ପୁରୁଷର କଥାରେ ଏମିତି ଭାସି ଯାଉଛି ଯେ ସେ ତାର ସର୍ବସ୍ୱ ହରାଇ ତାକୁ ହିଁ ନିଜର ଭାବି ଦେଉଛି। ଯାହା ଫଳରେ ସେ ନିଜେ ବୁଝିପାରୁନି ସେ କେତେବଡ ଭୁଲ କରୁଛି। ସାମାନ୍ୟ ଟିକେ କାମନାର ବାସ୍ନାରେ ଅନ୍ଧହେଇ ସେ ନିଜର ସ୍ୱାମୀକୁ ବି ଛାଡି ଦେଉଛି। ପ୍ରକୃତରେ ଏମାନଙ୍କୁ ହିଁ କଳିଯୁଗର ବେଶ୍ୟା ବୋଲି କୁହାଯିବ।

  • @kunalpanda6964
    @kunalpanda6964 2 роки тому

    Right. Katha

  • @bkbiswal8433
    @bkbiswal8433 2 роки тому +2

    Good

  • @bilasabhisek
    @bilasabhisek 2 роки тому +13

    Without marriage re Toka kahin ki se jhia sahita rahuthila. Useless news...

    • @thecollection2902
      @thecollection2902 2 роки тому +2

      ଗେହିଁକି ଛୁଆ ବି କରିଦେଇଛି

  • @debashish86
    @debashish86 2 роки тому

    Wah wah 👌

  • @natarajeducation2123
    @natarajeducation2123 2 роки тому

    Pratidina TV tamaku kichi news miluni....bala news

  • @itsabhi1998
    @itsabhi1998 2 роки тому +1

    News channel not promoting this case like tunguru bholo ,

  • @aswanidasadhikari1111
    @aswanidasadhikari1111 2 роки тому

    So Nice

  • @God_Knight
    @God_Knight 2 роки тому

    Update kna?

  • @geetanjalidas1149
    @geetanjalidas1149 2 роки тому

    The case should be properly investigate

  • @kanhurout8747
    @kanhurout8747 2 роки тому

    Sister tame kahila pura thik

  • @prashantpatra9883
    @prashantpatra9883 2 роки тому

    Romantic toka

  • @SIPU_amazing
    @SIPU_amazing 2 роки тому

    Ame kn subscribe karichi aa e news dekhini boli.
    Bhai mane please unsubscribe karanti

  • @shortsvedio8281
    @shortsvedio8281 2 роки тому

    Good question

  • @jagadishvlogs1996
    @jagadishvlogs1996 2 роки тому +3

    SABU THIK HAI JIBO

  • @SumanSingh-eq9xv
    @SumanSingh-eq9xv 2 роки тому

    Very good madam

  • @subhipradhan2723
    @subhipradhan2723 2 роки тому

    Thik katha 👍👍👍

  • @just30sec31
    @just30sec31 2 роки тому +5

    Bada ghara bada gumara katha....!
    Semane jaha karibe sabu thik 😕

  • @itsabhi1998
    @itsabhi1998 2 роки тому +2

    If same thing done by a male then ... Police takes action immediately .. man's life matters .

  • @abhijitsahani944
    @abhijitsahani944 2 роки тому

    Kana eita dekha jauchi

  • @dpstylepapu2828
    @dpstylepapu2828 2 роки тому

    Good job

  • @manveersagarbage3291
    @manveersagarbage3291 2 роки тому +6

    Love ❣️ is blind ❤️

  • @krushnamohanta5753
    @krushnamohanta5753 2 роки тому

    Action should be taken immediately

  • @chinmay6170
    @chinmay6170 2 роки тому

    Thik pura

  • @udeykumar6176
    @udeykumar6176 2 роки тому

    Bahut bhala se explain karile apana.

  • @ipsitaharichandan728
    @ipsitaharichandan728 2 роки тому +2

    Whats happening to youth today.western youth follow indian culture and indians western culture.more independence is dangerous.

  • @sweety3616
    @sweety3616 2 роки тому

    Right sister

  • @anugrahakumar488
    @anugrahakumar488 2 роки тому +23

    MAXIMUM TO MAXIMUM LEDKI/WOMANS/GIRLS MISUTLIZE/MISSUSES OF RULES OF THE GOVERNMENT CASES.....POLICE ADMIN UNDERSTANDING OF MATTERS ETC...

  • @ommm632
    @ommm632 2 роки тому +1

    Jaha hau ki na hau news bala nku kintu contet milijauchi

  • @Dr.Rajendraprasadrout
    @Dr.Rajendraprasadrout 2 роки тому

    Are you right sister....

  • @smrutiranjanmalla7415
    @smrutiranjanmalla7415 2 роки тому +4

    Media wala tamara kana au banda kichi kama nahi kie kahaku genhila dinare genhula na ratire khali ye sabu news dekhoucha. Bhala news kana pauna ki ye sabu bedhua au bedhei kna story dekhouch. Ethiru young pila sabu kana sikhibe.

  • @ramakantamahapatra9442
    @ramakantamahapatra9442 2 роки тому

    Kedee behia aaee odia...... jagannathee

  • @samanathbhumia9392
    @samanathbhumia9392 2 роки тому

    କି.ଯୁଗ.ଆଇଲା.ନାରୀମାୟା.ନାରାୟଣ.କୁ.ଅଗଛର.🙈🙉🙊