Lovebirds in Odisha seek police protection, here's what girl's father says
Вставка
- Опубліковано 1 чер 2022
- Lovebirds in Odisha seek police protection, here's what girl's father says
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ମୁଁ କିଛି ବୁଝିପାରୁନାହିଁ ସବୁ ପ୍ରଶ୍ନ ବାପା ଙ୍କୁ କଣ ପାଇଁ ଝିଅ କୁ କଣ ପାଇଁ ନୁହଁ 😡 ସେ ବାପା ଙ୍କର୍ ଅବସ୍ଥା କଣ ହଉଥିବ ସେଇଟା ଜାଣି ପାରୁନାହାନ୍ତି ପ୍ରଶ୍ନ ଉପରେ ପ୍ରଶ୍ନ 😡 ତୁମେ ମାନେ ବାପା ହେଇକି ଦେଖ ଜାଣିପାରିବ 😡
Right 👍
Right
Fast media wala mcd 1st bhul dekhu nahanti
Right
Right
ବାପା ମା ପାଇଁ ବହୁତ ଦୁଃଖ ଲାଗୁଚି
🙏🙏🙏🙏🙏
ଦୁଃଖ କଣ ଝିଅ ନିଜ ପସନ୍ଦ ରେ ବିବାହ କଲେ ବାପା କଣ ଅସୁବିଧା ବରଂ ଖୁସି ହେବା କଥା
@@milanmishra1215 ଆଛା????
@@milanmishra1215 Nonsense,kali kichi asubidha hele ee Bapa maa pakhaku hin doudi asiba
Right
@@milanmishra1215 Kali tame bapa hele janiparibe ,kouthi asibidha
I respect father's imotion.....they way he was dealing the situation....
We respect the Father's Imotion.
ଆପଣ ଝିଅ ର ବାପା କୁ କିଛି କୁହନ୍ତୁ ନାଇଁ ବିଚାର ଭାଙ୍ଗି ପଡିଛି..
ଆପଣ ଭି ଗୋଟେ ଝିଅ ର ବାପା ହେଇ କି
ଦେଖ. ଆପଣଙ୍କ ସାତେ ବି ଏମିତି ଘଟଣା ଘଟେ ତା ହେଲେ କେମିତି କରିବେ
ସାରା ଜୀବନ କିଏ ବାହା ହେବ ଝିଅ ନା ବାପା ଆପଣ ଏବେର ପିଲା ହେଇକି ଏମିତି ଅନ୍ଧବିଶ୍ୱାସ ର କଥା କହୁଛନ୍ତି ଝିଅ ଏବେ ବାପା କଥା ରେ 7 year ର love କୁ ଛାଡିକି ଆଉ ଜଣେ ପୁଅକୁ ବାହା ହେଇଯିବ ତାପରେ ସେ ନୂଆ Husband କୁ ହୃଦୟ ର ସହ ଗ୍ରହଣ କରିପାରିବ ତ? ତା ପରେ 3 ଜଣ ଙ୍କ ଜୀବନ ନଷ୍ଟ ହେବ ପୁଣି Boyfriend ସହ Relation ରେ ରହିବ ନହେଲେ ସବୁ ଦିନ ପାଇଁ ଦୁଃଖ କରିବ ବାପା ଝିଅ ର ଖୁସି ରେ ଖୁସି ହେବା ଦରକାର ନିଜ ଅହଂକାର କୁ ଛାଡିକି
@@milanmishra1215 right bhai ସେଥିପାଇଁ ପାଇଁ ଝିଅ ମାରିଦେଉଛନ୍ତି କଣ କରିବେ ବାପା ଟିକେ ବୁଝି ଗଲେ ଭଲ ଭଗବାନ ଠିକ କରି ଦେବେ 🙏🙏🙏🙏 ଏବେ ପରା MBA ଛାତ୍ରୀ କୁ ମାରିଦେଲେ ତ ନହେଲେ ବହୁ ମନେ ପଳାଇ ଯାଉଛନ୍ତି ତ କଣ କରାଯିବ?????? 😔😔😔😔😔😔
@@tunijena5012 ଆମ ସମାଜ ଏମିତି ଯେ ଜଣେ ପୁଅ love କରିକି ବିବାହ କଲେ ଆମେ କହୁ ପୁଅ ତା ପସନ୍ଦ ରେ ବାହା ହେଲା ପୁଅ ଖୁସି ରେ ଆମେ ଖୁସି ସେହି କଥା ଯଦି ଜଣେ ଝିଅ କରେ ଝିଅ ନିଜ ପସନ୍ଦ ରେ ବିବାହ କରେ ତେବେ ଘରର ଇଜତ ଗଲା ଆମ ମୁଣ୍ଡ ତଳକୁ ଗଲା ଏମିତି ସବୁ କିନ୍ତୁ ପୁଅ ବେଳେକୁ ସବୁ ନିରବ ଏହା ହେଲା ଆମ ର ପକ୍ଷ ପାତିତା ମାନସିକତା
@@milanmishra1215 thik ekdam thik eita Sola kehi bujhanintini....
I respect the father, i feel his pain.
Faltu loka pura se
Yes sir
But media pakhe kichi news nahi, ashaya bapa ku jera kariba chhada
Au jhia ra pain kahaku dekha jauni 😡
Ta eacha se chose Kariba se life time kaha saha rahiba 😡
such a difficult and emotional moment for a father !!!
Love is very sweet as like as rasagola but very. Bad .khata......
ଧନ୍ୟ ପିତୃ ଦେବ ଧନ୍ୟ ! ଆପଣଙ୍କ ବିଚାର ଶକ୍ତି, ଧୈର୍ଯ୍ୟ, ପିତାର କର୍ତ୍ତବ୍ୟ ପରାୟଣତାକୁ ହୃଦୟବତ୍ତାର ସହ ମୁଁ ଗ୍ରହଣ କରୁଛି।🙏
-------------------------------------------
*ପିତା ମାତାଙ୍କ ଲୁହରେ ସନ୍ତାନଙ୍କ କ୍ଷତି..
ପୁଅ -ଝିଅ ଭୋଗିଥାନ୍ତି ଅପାର ଅଶାନ୍ତି।।
ଏ ଯୁଗର ପୁଅ ଝିଅ ନିଜକୁ ପଚାର..
କାହାପାଇଁ ବଡ଼ ହୋଇ କଲ ରୋଜଗାର।।
କେତେ କଷ୍ଟ ସହି ପିତା ମାତା ବଡ଼ କଲେ..
ତା'ର ପୁରସ୍କାର ଖାଲି ଦୁର୍ନାମ ଶୁଣିଲେ।।
ବିନା ଅନୁମତି ନେଇ ପିତାମାତାଙ୍କର...
ମନ ଇଚ୍ଛା କାର୍ଯ୍ୟ କଲେ ମହା ଭୟଙ୍କର।।
ଯେତେବେଳେ ନେଡି ଗୁଡ଼ କହୁଣିକୁ ଯିବ..
ଭାଙ୍ଗିଯିବ ସବୁ ଅହଙ୍କାର ଦମ୍ଭ ଗର୍ବ।।
କଲରା ପିତା ଲାଗିବେ ଏବେ ମାତା ପିତା..
ବିପଦରେ କେହି ନଥିବେ ତ ତ୍ରାଣକର୍ତ୍ତା।।
ଏଣୁ ହେ ଭାଇ ଭଉଣୀ ମୋ କଥାକୁ ମାନ..
ଆମ ଭଗବାନ ପିତା ମାତା ଗୁରୁଜନ।।
ସେମାନଙ୍କ ଆଦେଶକୁ କଲେ ଗଣ୍ଠି ଧନ..
ଚିର ମଧୁମୟ ହେବ ଆମ ଏ ଜୀବନ।।
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
Bhai ... Hrudayaru salam A 2pada pain🙏
@@ajitkumarsahoo6822
ଅଶେଷ ଅଶେଷ ଧନ୍ୟବାଦ ଅଜିତ୍ ଭାଇ 🙏
👍👍👍👍🙏🙏🙏🙏🙏🙏🙏
No one can feel the pain of his father....shame on this type of daughter....sir you are very good father....stay strong....ye waqt bhi gujar jayega...🙏🙏🙏🙏
We should obey and respect our first love they are our father. I love my first love my father 🙏♥️
😂😂😂😂😂😂😂😂
@@subhashreemohapatrameera9918 very good .....👍🏼
Very true
Painful moment for a father😭
No care greater than father so we have to do obey father's dessicion
No one can feel the pain ....but its not over IT S TIME TO START CHANGE YOUR IMOTION
& SIR U R A GREAT MAN✨
Thank you alok mohanty... Very good news you are covering... Reporter of the year... You must be so proud by covering this after so many years of work
Ri8
😀 😀 😀
TRP is everything feelings and pains are nothing
ଯାହା ମଧ୍ୟ କରୁଛ ବାପା,ମାଙ୍କ ଆଶୀର୍ବାଦ ନେଇ କର
ବାପା ମା ଅଶାନ୍ତି ହେଲେ ଜୀବନରେ ସୁଃଖୀ ହୋଇପାରିବ ନାହିଁ
U r right 🥰
100%Right
Aita thik achhi but pila jadi love kari sarichhi au kaha Saha kemiti life sara kati pariba seita b ta bapa maa accept kariba darkar because of only her daughters happiness
Bapa maa accept na karibaru ta pila mane vul karibaku badhya heuchhanti
@@snehalatapradhan7299 you raight tame thik kahicha besi samste atitiud dekhauchanti👍
I am surprised to see the patience of this great father. Her daughter needs counselling. Possibly she is confused.
ଯେଉଁମାନେ ଆଜି ସେହି ପ୍ରେମୀଯୁଗୋଳଙ୍କୁ ସୁରକ୍ଷା ଦେବାପାଇଁ ଆସିଛନ୍ତି ସେମାନେ ଥରେ ଛାତିରେ ହାତ ଦେଇ କୁହନ୍ତୁ ଯଦି ଏହି ଖେଳ ତୁମ ପାଖରେ ଘଟିଥାନ୍ତା ତାହେଲେ ତୁମେ କଣ ସେହିପରି ସୁରକ୍ଷା ଦିଅନ୍ତ ।
Right
Right
Right bro.
Correct
Right
I respect the father
Oh mamali you are very good ..respect father......100 ru gote
It's very emotional when her father said ," 400 tanka re bbsr asiki jhia ku doctor Kali aji amaku eithi Thia karidela".
Shame on this type of daughter
Love na chhatu karuchhanti last ku chhadi deba se pua e jhia ku
I respect that father...and encounter to u and family.
The brave and ideal father.... Salute.... Hats off
it's really heart breaking for a father who patronage a girl from child to adult!!!
pls give them time and make sure the guy take good care of your daughter so that one day you will feel yourself as wrong. Let this guy prove this and he should give his heart and soul to take care of his wife. I wish them good luck and pls be happy for them. Thanks
what is the duty of a daughter ?why we will ask that boy?jhia so dangerous
Your kids are not your investments to withdraw in your future. I am sure these people might have said no to her decision. And she is mature enough and has all the right to marry whoever she wants. If as a parent you can not be happy with her, you don't deserve to be a parent. All these dramas just because you wanted her to marry a guy you liked and not someone she likes? Bakwaas! And everyone in the comments is supporting the father? Can't you clearly see that he is doing this coz his ego is hurt.
Nija pilaanka khusi re khusi heiparuna jadi, choose not to have kids at all. Having kids was your decision, they don't owe you everything.
I appreciate mam..... Now a days, sabu try karuchanty kichy na kichy bakwas news Ani kemty trend re asibu aau kichy nuha madam.....
Thats why he withdraw 2 lakh thousand from his father-in-law acount before marriage......love doesn't hurt expectations do....didi samjho.... parents may be thought that ki boys are their investments but definitely not girls........Jay sri krishna 🙏
Ke faltu ans,,,pilanka khusi mane kn au muslim Christian nka sangare maja masti
@@biswaranjanmishra6474 so what if she marries a boy who doesn't belong to her religion?? She has her choices to marry whomever she wants . Everytime it's not necessary to bring religion in every matter. Be a human first then teach about ethics and all.
Your father n mother are also not your slaves then. Go stay in your own house n manage your things on your own. If there is no commitment from children then dont expect anything from parents also after you have become adults. Dont cry n run back to your parents when things go bad. Also remember one thing, no one will ever love you like your parents. Tomorrow or day after you will realise that
ଚିନ୍ତା କରନି ସେ ଧୋକା ଖାଇବା ପରେ ବାପାଙ୍କ ମୁଲ୍ୟ ବୁଝିଯିବ
Tame kmti jainila se dhoka deichi ....tame sabu jhianku dhoka dia bodhe sethipain bhabucha samate semti .......arey odia loko kebe sudhriba
100%
@@humanity1524 nija ghara thu sansar re kichhi b bada nuha
@master suraj ୧୦୦%
ବାପା, ମାଁ ଆଖିରେ ଲୁହ ଦେଇ ଆଜି ପର୍ଯ୍ୟନ୍ତ କେହି ମଣିଷ ହୋଇ ନାହାନ୍ତି
ଛୋଟ ବେଳୁ କେତେ କଷ୍ଟ କରି ବଡ଼ କରିବା ଆଉ ବଡ ହେଲା ପରେ ଜଣକ ପାଇଁ ନିଜ ବାପା ମା କୁ ଭୁଲି ଯିବା କେତେ କଷ୍ଟ ବାପା ମା ଙ୍କ ପାଇ ନିଜେ ଯେବେ ବାପା ମା ହେବେ ଜାଣିବେ
😂😂
You are right 😭😭😭😭
@@Alex90295 😂😂😂😂🤣
@User right Katha
Jou pua ku love karichhhi se se pua Ra kn haba ?
5:00 supperb line by a father
ଯୋଉ ମାନେ ଏଥି ବାପାକୁ ଭଲ ଆଉ ଝିଅକୁ ଗାଳି କରୁଛ।। ତମେ ମାନେ ବୁଝିବା ଦରକାର୍ ଯେ ଆଜିକାଲି ବାପା ମାଙ୍କ ସ୍ବାର୍ଥ ଆଉ ଅହଙ୍କାର ପାଇଁ ବହୁତ୍ ପିଲାଙ୍କ ଜୀବନ ନଷ୍ଟ ହେଉଛି।। ସେମାନେ ନିଜ ପିଲାକୁ ଜବରଦସ୍ତି ଅନ୍ୟ ସହ ବାହା କରୁଛନ୍ତି ଯୋଉଟା କି ବହୁତ୍ ଖରାପ୍ ଆଉ ତାକୁ ରାକ୍ଷସ ବିବାହ କୁହାଯାଏ।। ବହୁତ୍ ପ୍ରେମିଯୁଗଳ ଯୋଉମନେ କି ପ୍ରକୃତରେ ପରସ୍ପର କୁ ଭଲ ପାଇ ସାରା ଜୀବନ ଖୁସି ରେ ରହିବାକୁ ଚାହୁଁଛନ୍ତି ସେମାନେ ଏଭଳି ବାପା ମାଆଙ୍କ ପାଇଁ କାନ୍ଦି କାନ୍ଦି ପରସ୍ପରଠୁ ଅଲଗା ହେଉଛନ୍ତି।।। ବାପା ମା ହିସାବରେ ନିଶ୍ଚିତ ଆପଣଙ୍କର ନିଜ ପିଲା ଉପରେ ଅଧିକାର ରହିଛି, ତାକୁ ଖୁସି ରଖିବା ଦାୟିତ୍ଵ ଭି ବାପା ମା ଙ୍କର ଅଛି।। କିନ୍ତୁ ଯୋଉଠି ଆପଣଙ୍କ ପିଲା ଜଣକୁ ପସନ୍ଦ କରିଛି ଆଉ ସେ sure ଅଛି ଯେ ସେ ତା ସହ ସାରା ଜୀବନ ଖୁସିରେ ରହିପାରିବ ସେଥି ତାକୁ ଜବରଦସ୍ତି ଅନ୍ୟ ସହ ବାହା କରିବା କେତେ ଦୂର ଠିକ୍
Don't worry about it uncle you are a very good father you will see your daughter will loss everything in her future
I respect the father's emotions 🙏
I'm extremely delighted that otv reporting really fabulous, completely high level reporting salute this reporter but I'm feeling extremely melancholy for this matter and father's heart. This is a love of a girl, there is no love between father and daughter??
I salute ❤❤😢😢se Uncle nku....last ku vala katha t kahileeeee❤❤❤😢😢 great sir..,😓😓
ଯୋଉ ଝିଅ ତା ବାପା ମା ଙ୍କୁ ଧୋକା ଦିଏ, ସେ ଝିଅ କାହାକୁ ବି ଧୋକା ଦେଇ ଦେବା । ଇଏ ପ୍ରେମ ନୁହେଁ, ଏହା କେବଳ ଦେହର ଭୋକ ମେଣ୍ଟଇବାକୁ ଅତୁରତା ।
Right
ଯେବେ ଜଉତୁକ ନିର୍ଯାତନା ଆରମ୍ଭ ହେବ ସେବେ ବାପା ମାଁ ଙ୍କୁ ମନ ପଡିବ
Eh marriage divorce re end haba guaranteed
Ekdum Thik Katha.
Au jou jhia ta bf ku dhokadia parents nka pae taku apapna mane kn kahibe??😡
ଆରେ ଓଡ଼ିଆ ରିପୋଟର ମାନଂକୁ ଭଉଣୀ କିମ୍ବା ଝିଅ ବି ନାହାନ୍ତି ବୋଧେ.....ଘୁଷୁରୀ ମୁଁହା ମା....ହା ଜିବନରେ ନିଜ କୁ ପଚାରି ଦେଖ.....କେଉଁ ସମୟରେ କଣ ପ୍ରଶ୍ନ ପୋଛରୁଛ ତୁମେ ....ମାଗି...,ह
ଓଡିଶା ସରକାର କୁ ଏମିତି ପ୍ରଶ୍ନ କେବେବି ପଚାରିଛ କିରେ .... ତୁମେ..ମୁ ଆନ୍ଧ୍ର ରେ ରୁହେ....
Mg repoter
*! THEY BOTH LOVE EACH OTHER FROM THEIR CHOLDHOOD , NO ONE BE BETTER CHOICE FOR HER, AND NO ONE CAN UNTERSTAND HER !*
Every lovestory has a vallian is its family
It's wrong
Sir ଆମକୁ ବହୁତ ଦୁଃଖ ଲାଗୁଛି, କେତେ କଷ୍ଟ କରି ଲାଳନ ପାଳନ କରି ମଣିଷ କଲ ଶେଷରେ ଆପଣଙ୍କୁ ଧୋକା ଦେଲା, ଆପଣଙ୍କ ଛାତିର ଦୁଃଖକୁ କେବଳ ଜଣେ ଝିଅ ଜନମ କରିଥିବା ବାପା ହିଁ ବୁଝିପାରିବ,sir ଆପଣ ସବୁ କିଛି ସ୍ବପ୍ନ ପରି ଭୁଲି ଯାଆନ୍ତୁ ମରିବା ପର୍ଯ୍ୟନ୍ତ ଝିଅର ମୁହଁ ଚାହାଁନ୍ତୁନି, sir ଆପଣଙ୍କ ଦୁଃଖରେ ଆମେ ବହୁତ ଦୁଃଖିତ
Sir tumaku koti koti pranam
Really.... Ur a great father 🙏❤️
God bless you happy marriage life 💐💐💐
Jahaku love karucha karo ghare permission re Mrg karo... Bapa Maa nka love true n unconditional
True love💟💟
I respect the father i really feel his pain 😭😭
Great person sir 🥰🙏🥰
Media should understand, it’s their personal issue. And highlighting this in social media is indirectly harming their emotion and the way u guys are gathered here , seems Odisha doesn’t have any other issue other than this type of private affairs.
ଜଦି ଭଲପାଇବାର ଅଛି ତେବେ ତାଙ୍କୁ ଭଲ ପାଅ ଯିଏ ତୁମକୁ ଛୋଟବେଳୁ କାଖେଇ କୋଳେଇ ଏତେବଡ଼ ମଣିଷ କରିବାରେ ସାହାଯ୍ୟ କରିଛନ୍ତି ତାଙ୍କୁ ପରକରି ଅନ୍ୟ କୌଣସି ପୁରୁଷ ବା ନାରୀକୁ ଭଲପାଇବାର ଅର୍ଥ କେବଳ ଶାରୀରିକ ସଂଭୋଗ ପାଇଁ ଭଲ ପାଇବା
I feel pain, respected father 😪
କଣ ପାଇଁ ଝିଅ ଟା ଏମିତି ହଉଛି. ବାପା ଟା କୁ ଦେଖିଲେ ଭାରି ଦୁଃଖ ଲାଗୁଛି .. ଭଗବାନ ସେ ଝିଅ କୁ ସଦବୁଦ୍ଧି ଦିଅନ୍ତୁ . 😔
ଯୋଉ ବାପା ମା ପିଲା ବେଳୁ ପାଳି ପୋଷି ବଡ଼ କରିଥିଲେ , ଶେଷରେ ବେଧେଈ ଗିହାଁ ଖାଇବା ପାଇଁ ବାପା ମା ଙ୍କୁ ପର କରିଦେଲା ।
Giha khai sarilani kebe thu. Au kn baki achhi
Taku Panjabi...ra 10inch darkar thila😂😂😂
@@pin2bhonsaria210 ଦରକାର ପଡିଲେ ନାଇଜେରିୟା ରୁ ଆଫ୍ରିକୀୟ ବାଣ୍ଡ import କରି ଅଣାଯିବ ବେଧେଈ ପାଇଁ ।
@@spandanmishra456 Bhai thau setiki. hard hauchi.. Odia loka sabu dekhu thibe
Kendriya Vidyalaya love story re pasiba uchit nuhe. Starting ru sei pila mane randuaami karanti. Sie Odia hau ki Panjabia. Culture ta semiti helani au.
ତୁ କଣ ଭାବିଛୁ ବାପା ମା ଙ୍କ ଆଖିରେ ଲୁହ ଦେଇ ଶାନ୍ତିରେ ବଞ୍ଚିବୁ, ଅପେକ୍ଷା କର ....
Se jhia doctor achhi, income achi. Se dariba kahinki.
@@kumarrama8469 khyamata,khatir, tanka, au swami sabubele pakhare nathiba ketebele bi chalijaepare ete garba bi vala nuhe
@@kumarrama8469 ଭାଇ ଖାଲି କଣ income ଥିଲେ ସମସ୍ତେ ଭଲରେ ରୁହନ୍ତି??? ଯାହା ବି comment କରିଛ, ଟିକେ ଭାବ। ତାପରେ ବାକି ମୁ ଭଲରେ ବୁଝେଇ ଦେବି।
Kebe b shanti re rahi pariba nahi
@@kumarrama8469 paisa sabukichi natha life re
As a father he is good decision
Yesterday I saw a reporter reporting on duplicate cold drinks , a well behaved and good reporting by him. But see this reporter asking like a lawyer. OTV and kanak news should take this matter seriously and stop this reporters from asking ridiculous questions for their TRP.
ଏତେ ବଡ ସମ୍ବାଦ ଶୁଣିବାକୁ ଆଜିର ସମଗ୍ର ଓଡିଶା ବାସୀ ଚାତକ ପରି ଅନେଇ ବସିଥିଲେ, ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଆପଣଙ୍କ ପାଇଁ ସମଗ୍ର ମାନବ ସମାଜ ଆଜିର ଏତେ ବଡ ସମ୍ବାଦ ଶୁଣିବାକୁ ସକ୍ଷମ ହେଇପାରିଲେ, ସମଗ୍ର ଜୀବ ଜଗତରେ ଆଜିର ଏହି ସମ୍ବାଦ ଶୁଣିଲା ପରେ ଖୁସିର ଲହରୀ ଖେଳି ଯାଇଛି, ଜୀବଜନ୍ତୁ ମାନେ ମଧ୍ୟ ଆନନ୍ଦ ଉଲ୍ଲାସ ରେ ନାଚି ବୁଲୁଛନ୍ତି 🤣🤣🤣🤣🤣mg sale କେବେ କାହିଁକି job ବାହାରୁ ନାହିଁ ବେକାରୀ ସମସ୍ୟା କେମିତି ଦୂର ହେବ ଏ ବିଷୟରେ news ଟେ ବାହାର କରୁଚ କି??? ସବୁ ଫାଲତୁ news ଦେଇକି ଆହୁରି ସମାଜ କୁ ଖରାପ କରୁଛ ଛି 😡
🤣🤣🤣
🤣🤣🤣🤣🤣🤣🤣
Mahan news channel ra mahan Reporter 🤣🤣🤣🤣🤣🤣
I appreciate bhai 😔 Unnecessary news😡😡😡😡😡😡
Ekdum thik katha bhaii....
ଯିଏ ବାପା ମାଆଙ୍କ ଅବଦାନକୁ ବେଇମାନ କଲା, ସେପରି ରାଣ୍ଡି ଅତିଶୀଘ୍ର ବିଧବା ହେଉ। ଯେଉଁ ଯନ୍ତ୍ର ପାଇଁ, ବାପା ମାଆଙ୍କୁ ଛାଡିଛି, ସେ ଯନ୍ତ୍ର ପଚିଯାଉ।
Bhai mate bujhigote katha kahibe.......😐 Mu kichhi paruni...... Tame tk kahiba ki
😃
He hello mind ur language 🙂 sabubele jhio gharaku raheni problem ta solved Kariba darakara
Bhagaban tuma katha satakarantu. Semiti jhiapain eha hindi upajukta sasti heba.
I respect OTV news Chennal but Just think About A father ... Gathering encounter ..just shame on you..
Bhai emotional haucha tiki logically chinta kora...
Just think as a father
this Alok fellow is a shameless character
@@dusmantapatro9295 ikii
@@dusmantapatro9295 ikikkik
It is there family Matter I don't think media should interfere in this subject, there are many more problems happening in odisha you guys should cover those problems rather than covering family matter...
ଯାହା ହଉଚି ଭଲ ହଉଚି,ଯାହା ହବ ଭଲ ହବ ,ଯାହା ଆଗକୁ ହବ ଭଲ ହବ ଜୟ ଜଗନ୍ନାଥ 🙏🙏
It's father duty to support the daughter. But it's not his right to decide about the life of the daughter. It's her wish.
Bedha chhua ta tu laguchi
@@sandeepkumar-qn6le to maa ta contract neichhi bedha chhua produce karibara. Sethi pain laguchhi tate.
@@gemphu1234 gandi adu janma heichu bodhe 😂😂😂😂😂
@@sandeepkumar-qn6le to bhalia gandi jata chhua kana samaste achhanti
Its his wish then to not allow her to his house. It belongs to him not to her.
I respect the daughter father filling (Prabhu tanku Shakti dia
).
Great father 😔😔😔😔
🌹ଵ୍ୟଙ୍ଗ ବାଣ 🌹
ତାଙ୍କ ପ୍ରମ❤️❤️❤️
ସଫଳ ହେଉ,,,,
ଜୟ ଜଗନ୍ନାଥ
🙏🙏🙏🙏
Au Bapa MAA kn doso kale?
Respect the father's imotion
Never forget your parents...I think the girl will understand in future!
I respect for father
no one can understand the heart of a father🙏
Bahut sundar katha kahile sir
Apanku dukha mu bhalare janiparuchi au dukha bi laguchi ...au apanka mind re kana chalichi seithabi bhalare jani paruchi so please apana sabu kichhi bhuli bhalare au khusire ruhantu apanka family sara 🙏🙏🙏🙏
Parents do a lot for children without expectations..but when it comes to marriage why parents are saying that I have done a lot for you and you have to marry according to my wish...it's request to everyone... parents and children are the best relationship...they are not parents' property ki me ye kiyahun tumhe karja Dena hoga... respect each other decision without thinking about society...and don't make a communication gap
Ki logic pelucha ma .. laguchi alaga dunia ru asicha .. bokachoda
ଜୟ ଜଗନ୍ନାଥ 🥰🙏🥰 ବା ବା ରେ ମଣିଷ , media ବାଲା ଆପଣ ମାନେ ଯେଉଁମାନେ ଦେଶକୁ ଲୁଟୁ ଛନ୍ତି ତାଙ୍କୁ ତ ଧରିପାରୁନ 😭 । ଏ ସାଧା ସିଧା ମଣିଷ ଟିକୁ କଣ ପାଇଁ ପ୍ରଶ୍ନ ବା ରେ ଦୁନିଆ 🙏
We should accept their love. I don't understand where is the problem?
Sir salute......u..and pls eyi ghatia midia ku tike bujhaya
You are great uncle
Jhia bapa bahut bhala lok heithiba sure.
Dhanya se jhia
I respect the father..
News wala nku aau kichi miluni.... Electricity power cut jou houchi sethi pain tata aau gridco pachare laguna
R8
Her Father's statement is so heartbreaking 🥺
Good father
Best father
But today common disease this type of love ...... But not successful.
But best story both are believe in love . Congratulations🎉🥳 couple I like it believe in your self and anything is possible. 🤝👍🤞👊
Very good good sir
I respect u sir
It's really painful after hearing Uncles statement - 400 tankare jhia ku doctor kali au jhia aniki bapa maa nku ethi thia karichi...
Bapa bahut badhiaa loka.jhia tk bhabiba darkarthila. Bapa ete kastakari manishakale seshare jhia eiaa kala
Why the generation is like this… respect to his father
Sir be strong, don't loose your patience
Same on you OTV
ଯୋଉ ବାପାମା ବର୍ଷ ବର୍ଷ ଧରି ପାଳନକରିଥିଲେ,ପାଳିପୋଷି ମଣିଷ କରିଥିଲେ, ଆଜି ସେମାନେ ପର ହେଇଗଲେ. ଯୋଉ ପିଲା ମାନେ ବାପାମାଙ୍କ ଆଖିରେ ଲୁହ ଦିଅନ୍ତି, ସେମାନେ ତା ଫଳ ଭୋଗିବେ ଦିନେ ନା ଦିନେ. ଆଗରୁ ତ ବାପାମା ମାନେ ବାହାଘର ଠିକ କରୁଥିଲେ ଏପରିକି ପୁଅ ଝିଅ ପରସ୍ପରକୁ ଦେଖୁବି ନଥିଲେ. ସେତେବେଳେ ଲୋକଙ୍କ ଶିକ୍ଷାଦୀକ୍ଷା କମ ଥିଲା,କିନ୍ତୁ ତଥାପି ବାହା ହେଇକି ୪-୪ ଟା ପିଲାଙ୍କୁ ମଣିଷ କରୁଥିଲେ,ଭଲରେ ବାହା ଦେଉଥିଲେ. ଏପରିକି ନିଜ ବୈବାହିକ ଜୀବନରେ ଝଡଝଞାକୁ ସାମ୍ନା କରି ୫୦-୬୦ ବର୍ଷ ସାଥିରେ ବଂଚୁଥିଲେ ଯେପର୍ଯ୍ୟନ୍ତ ମୃତ୍ୟୁ ଅଲଗା ନକରିଦେଇଛି. ତେବେ ଯୋଉମାନେ ଏ ଧାରଣା ରଖୁଛନ୍ତି ଯେ ଭଲ ପାଇକି ବାହା ହେଲେ ସବୁ ଭଲ ହେବ, ସେ ଚିନ୍ତାଧାରା ଭୁଲ. ଆଜିକାଲି ପ୍ରେମ ବିବାହରେ ବେଶୀ ଅସୁବିଧା ଆଉ ଛାଡପତ୍ର,ନିର୍ଯ୍ୟାତନା ବେଶୀ ହେଉଛି ତେଣିକି ସେ ପ୍ରେମୀଯୁଗଳ ଚଳଚିତ୍ର ସୁପରଷ୍ଟାର ହୁଅନ୍ତୁ କିମ୍ବା ଆଇଏଏସ ଅଫିସର.ଇଶାରା ବୁଝିପାରିଥିବେ.
Ama govt. rule, supreme court esabubujhuni, jou jhia emiti kama karichhi taha ilegal krideithilejhia badhya hoi pherithanta.
@@haripriyasahu8628 Dina ku dina lokamane nija swartha payin law badaleiba payin pressure karuchanti, court taku mani neuchi. Bujhiba katha hata ganati kimba 1000 loka nka payin pura samaj upare prabhaba paduchi. Adhunika heba chakar re nija awatitwa harei sarileni bisesh kari samaj ra kichi nirdhista sreni byakti kintu ahuri anek sreni achanti joumane niti niyam nije bi manuchanti aau tanka pilanku bi sikhauchanti. Se mananka case re emiti samasya kebe hebara mun janini
First respect to family..
I respect the girls father
Children must take permission from their parents and parents have to also understand children feeling.
An grownup person doesn't need permission from anyone while choosing a partner for marriage.The right to choose a partner is intrinsic in the right to life and personal liberty under Article 21 of our constitution.Children respect their parents hence they seek permission from them and parents need to understand this.Parents try to force their decision on children and that is just toxic.
Very good 👍👍👍
Respect papa
Satare bahut dukha laguchi ......jadi bi kahaku pua huantu ya jhia huanti pasand karuchanti...bapa maa nka Saha convence kariki hin kichhi karantu but emt bapa maa nku kasta deiki karantuni .....🙏🙏🙏amt kale apana kbe bi life re khusi re rahiparibeni......aeta 💯 true.
Whatever they are personal matter...this is not a news...the news should be current affairs which helps to people enhance their knowledge ....it's be like everything in news channel now's days...but actual news which needs to be in news channel..that's not there...patha padhiki news reporting karucha ta....actually girls should be case on these reporter for interference
Very painful.....🙏
ଯଦି ଝିଅ ପୁଅ ରାଯି ବାପା ଓ ମା ଅଟକଉଛନ୍ତି କାହିଁକି ତୁମେ ଯିବନ ଶାରା ଶମ୍ଭାଳିବକି ତାଙ୍କ ଶୁଖ ଦୁଃଖରେ ଭାଗ ନବକି ଛାଡ଼ିଦିଅ
boy is best ❤❤
ଆପଣ ପର କରିଦେଲେ ସେ କୁଆଡେ ଯିବ, କ୍ଷମା କରିଦିଅନ୍ତୁ, ସେ ତା ଭୁଲ ବୁଝିବ
No excuse..he chota chua nuha..
@@pradeepkumardas8409 kete bayas heichi, e bayasa re pila bhul karanti, budha mane କାଣ୍ଡ କରି ଦେଉଛନ୍ତି
Mother's and father's love greater than all over loves ... mummy and pappa are roots of the life...how dare girl is kicking off his own father and mother...
Support the love
Tuna he life ku Netflix au chill bhabucha na kana .
ଏଭଳି ଘଟଣା ସମାଜରେ ଅନେକ ... ପ୍ରେମ ବିବାହ ସାଂପ୍ରତିକ ସମାଜରେ ପାରମ୍ପପାରିକ ବିବାହ ସହ ତାଳ ମିଳାଇ ଚାଲିଛି । ଉଭୟ ପ୍ରକାର ବିବାହକୁ ସାମାଜିକ ସୀକୃତି ମିଳୁଛି। ପ୍ରେମ ବିବାହ ରେ ବାଣ ନଫୁଟିଲେ ମଧ୍ୟ ଏକ ପ୍ରକାର ସର୍ଜିକାଲ ଷ୍ଟ୍ରାଇକ୍ ପରି ପ୍ରଭାବ ଅନୁଭୁତ ହୋଇଥାଏ । କଣ ନ ହେଲା.... କ'ଣ କଲା ସେ ... ! ଏଭଳି ଆକାଶବାଣୀ ନେପଥ୍ୟ ରେ କୋଳାହଳ ତଥା କଳରବ ପ୍ରାୟ ଶୁଣା ଯାଇଥାଏ... କିନ୍ତୁ ଅନେକ କ୍ଷେତ୍ରରେ ପରବର୍ତ୍ତୀ ଦିନ ଗତିଗଲେ ଘଟଣା ଏକ ସର୍ବସାଧାରଣରେ ଗ୍ରହଣୀୟ ହୋଇଯାଏ .....I
... ପିତା ମାତାଙ୍କ ଲୋତକ ଭରା ଦିର୍ଘଶ୍ୱାସ ପୁର୍ଣ୍ଣ କଥା ସେମାନଙ୍କ ଶ୍ରୀ ମୁଖରୁ ଆମ୍ଭେ ଶୁଣିଛୁ.... କ'ଣ ଉଗତେ ଠିକ୍ ଶୁଭୁଛି ଟି .....! ହଇଏ ଝିଅର ମା କିପରି ଅନ୍ୟ ମା' ର ପୁଅଟାକୁ ନେଇ ଧରାବର.......... ଆଗକୁ ଅନେକ କିଛି....ବହି ସରିନି... ଆରମ୍ଭ ମାତ୍ର.....🤔
I fill very sorry for DAD,,