ମୁଖ୍ୟମନ୍ତ୍ରୀ ଆସିଲେ ବି ଭାଇକୁ ଉଠେଇବିନି, ତାପଙ୍ଗ ଘଟଣାରେ ଗର୍ଜିଲା ଓମ୍ ର ଭଉଣୀ । Tapang lake student case.

Поділитися
Вставка
  • Опубліковано 14 жов 2024

КОМЕНТАРІ • 848

  • @RK-xe4qq
    @RK-xe4qq 3 місяці тому +134

    ଦୁଃଖରେ ଭାଂଗିପଡିଛନ୍ତି ପରିବାର, ସେଥିପାଇଁ ସନ୍ଦେହ କରୁଛନ୍ତି କିଛି ଖରାପ କମେଣ୍ଟ କରନ୍ତୁ ନାହିଁ. ଭଗବାନ ସାହା ହୁଅନ୍ତୁ ଆପଣଙ୍କ ପରିବାର ପାଇଁ 🙏🏿.

    • @jitendeep6939
      @jitendeep6939 3 місяці тому +2

      Sata katha janch kara jau

    • @pragyanparimita..6152
      @pragyanparimita..6152 3 місяці тому +2

      Thik kahile .. kintu kharap comments kari chalichhanti emane .. ..

    • @RK-xe4qq
      @RK-xe4qq 3 місяці тому +1

      @@pragyanparimita..6152 everyone has their own opinion, God is there 🙏🏿.

    • @renubalamohapatra7437
      @renubalamohapatra7437 3 місяці тому +3

      ଖରାପ କମେଣ୍ଟ କେହି କରୁନାହାଁନ୍ତି କିନ୍ତୁ ସେ ଝିଅ ଯେମିତି ପାଟି କରି କହୁଛି ଲୋକ ବାଧ୍ୟ ହୋଇ କହିବେ।

    • @royalkinganshuman4236
      @royalkinganshuman4236 3 місяці тому

      ​@@renubalamohapatra7437jadi tuma bhai ki tuma ghara ra kaha saha emt heithanta kn karithanta?

  • @soumyapallisamohapatra4858
    @soumyapallisamohapatra4858 3 місяці тому +172

    ଯାହା ଘରୁ ପୁଅ ଯାଇଛି ସେ ଜାଣିବ ଦୁଃଖ ଅନ୍ୟମାନେ ଜାଣିବେ ନାହିଁ ..ଦୟା କରି ଖରାପ କମେଣ୍ଟ ଦିଅ ନ୍ତୁ ନାହିଁ..ଘଟଣା ର ସଠିକ ତଦନ୍ତ ହେଉ..

    • @Bharatiblog
      @Bharatiblog 3 місяці тому +1

      Right

    • @fake_smaile_manoj
      @fake_smaile_manoj 3 місяці тому +3

      To bou bia ta pua ku CM kahithile ja budiki maribu boli

    • @santoshthatoi8286
      @santoshthatoi8286 3 місяці тому

      Are bhai ebhai kaan Katha kahuchha se kahile mohan mjhi marichhanti bhala heu ki balunga heu pua na​@@fake_smaile_manoj

    • @guddenguddu2347
      @guddenguddu2347 3 місяці тому

      Kou banda tadanta haba pua gm jiba tapang mg mala pare sanga ra bhul police ra bhul chi mg .. common sense boli jinsa achi na nahi

    • @deepakjena5188
      @deepakjena5188 3 місяці тому

      ​@@guddenguddu2347 jaha hela ta puo jaichhi . support karuna .kahiki emiti gali karibe .

  • @prananathpati9976
    @prananathpati9976 3 місяці тому +219

    ଯାହା ଘର ପିଲା ଯାଇଛି ତାର କେତେ ଦୁଃଖ ଅନ୍ୟମାନେ ବୁଝି ପାରିବେ ନାହିଁ। ଦୁଃଖରେ ଭାଙ୍ଗି ପଡିଥିବା ଲୋକଙ୍କ ବିରୁଦ୍ଧରେ ଫାଲତୁ କମେଣ୍ଟ ଦିଅନ୍ତୁ ନାହିଁ। ବରଂ ଘଟଣାର ତଦନ୍ତ ହେଉ।

  • @dibyakumar885
    @dibyakumar885 3 місяці тому +24

    ଏ ଘଟଣାର ଯେ ଆଉ କୋୖଣସି ଦିଗ ଥିବ, ଏହାକୁ ଅସ୍ବୀକାର କରାଯାଇ ନପାରେ। ପ୍ରଶାସନ ଏହାର ଉପଯୁକ୍ତ ତଦନ୍ତ କରାଇ ସତ୍ୟକୁ ଉଜାଗର କରିବା ଉଚିତ୍। ସେ ଭାଇ ଏବଂ ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ମିଳିବା ଉଚିତ୍।

  • @prananathpati9976
    @prananathpati9976 3 місяці тому +140

    ଏ ଝିଅର କଥା ମୁଖ୍ୟମନ୍ତ୍ରୀ ଶୁଣିବା ଉଚିତ୍। ଏ ଘଟଣାର ତଦନ୍ତ ହେବା ଦରକାର। ହତ୍ୟା ମଧ୍ୟ ହୋଇପାରେ। ତା ସାଙ୍ଗ ଦୁଇଜଣ କୁ ଧରି ଭଲ କରି ଟ୍ୟୁସନ୍ କଲେ ସତ ଜଣା ପଡ଼ିବ।

    • @rashmitahota5329
      @rashmitahota5329 3 місяці тому +9

      Bhai sabu jaga re senior maane junior nku hairan karanti. So athi bhi seya hei Thai paare

    • @lipsapradhan9721
      @lipsapradhan9721 3 місяці тому +5

      Exactly kichi foul play laguchi incident para thu se 3 jna nka dekha nhi

    • @SHIBARAMMURMU-s9j
      @SHIBARAMMURMU-s9j 3 місяці тому +1

      Very good

    • @SubhasreeGouda-cx6zc
      @SubhasreeGouda-cx6zc 3 місяці тому +3

      Hm thik kotha ....tadanta heba darkar ...odisha besi students Mane amiti ka case re hi marichhanti...🥹🥹

    • @priyam-c3l
      @priyam-c3l 3 місяці тому +1

      Right

  • @renubalamohapatra7437
    @renubalamohapatra7437 3 місяці тому +202

    ତୋ ଭାଇ କୁ କିଏ କହୁଥିଲେ ଯିବା ପାଇଁ ମୂଖ୍ୟ ମନ୍ତ୍ରୀ କ'ଣ ପାଇଁ ସେଠାକୁ ଆସିବେ ତୋ ହଳିଆ ତ ମୂଖ୍ୟ ମନ୍ତ୍ରୀ।

    • @priyam-c3l
      @priyam-c3l 3 місяці тому +2

      Hm janinu ki

    • @LAXMU-vl6gn
      @LAXMU-vl6gn 3 місяці тому

      Cm ta bujibe Odisha ra kata

    • @LAXMU-vl6gn
      @LAXMU-vl6gn 3 місяці тому +1

      Kn pain cm dai nue

    • @dillippatra3467
      @dillippatra3467 3 місяці тому

      Aasibe na aasibe ...saeta tame final kemiti k dela tame kn tanka ... security

    • @dillippatra3467
      @dillippatra3467 3 місяці тому

      Gote gote pH paichha coment dauchha aau .....

  • @chandrabhanubiswal1777
    @chandrabhanubiswal1777 3 місяці тому +29

    ଆରେ ଝିଅ ତୁମର ଯଦି ସନ୍ଦେହ ହେଉଛି ତେବେ ପୋଲିସ ପାଖରେ ଅଭିଯୋଗ କର, ତଦନ୍ତ ପାଇଁ ଦାବି କର ଏଠି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ପରି ବଡ଼ ବଡ଼ ଳୋକଙ୍କୁ ଏହି ଭିତରକୁ ଆଣୁଛ କାହିଁକି? ଆମେ ମାନୁଛି ତୁମେ ତୁମର ସବୁଠାରୁ ମୂଲ୍ୟବାନ ଭାଇ କୁହରାଇଛ ଏ ଦୁଃଖଦ ମୂହୁର୍ତ୍ତ ରେ ସମଗ୍ର ଓଡ଼ିଶା ତୁମ ସାଥେ ସାଥେ ଅଛି ତେଣୁ ତୁମେ ଭାଷା ଉପରେ ସଞ୍ଜମତା ରଖ

    • @chandrasekhar01
      @chandrasekhar01 3 місяці тому

      Ebe କିଛି କାମ ବିନା highlight ରେ ହେଉନାହିଁ। E b ସେମିତି ଦବିଯିବ file ତଳେ ଯଦି highlight ହବନି

  • @amitakar948
    @amitakar948 3 місяці тому +128

    କଣ ପାଇଁ ତୁମ ଭାଇ ଯାଉଥିଲା ସାଙ୍ଗ ହେବା ଦରକାର ନାହିଁ ଏଇଟା ଭୁଲ

    • @sagarsahoo4394
      @sagarsahoo4394 3 місяці тому

      ନିହାତି.....!! ୟା ଭାଇ ସାଙ୍ଗେ ନହେଇ ଆଉ କାହା ସାଥୀରେ ଏମିତି ହେଇ ଥାନ୍ତା ଇଏ ତା ଭାଇକୁ ତ ଜେଲ୍ ରେ ପୁରେଇଥାନ୍ତା......??!!
      ଛତରଖାଇ ବେଶୀ ଡ୍ରାମା କରୁଛି.....!!

  • @sumantakubehera5135
    @sumantakubehera5135 3 місяці тому +398

    ମୁଖ୍ୟ ମନ୍ତ୍ରୀ କହିଥିଲେ ତୋ ଭାଇ କୁ ସେଠାକୁ ଯିବାପାଇଁ ?

    • @satyajitswain6994
      @satyajitswain6994 3 місяці тому

      ବାଣ୍ଡ ପାଇଁ ମୁକ୍ଷ୍ୟ ମନ୍ତ୍ରୀ ହେଉଛି ଖାଲି Ac ରୁମ୍ ରେ ବସିକି ବାଣ୍ଡ କୁ ହଲେଇବ

    • @swetapadma7550
      @swetapadma7550 3 місяці тому +7

      Hmm tk katha 😂😂

    • @AnnapurnaJena-h5d
      @AnnapurnaJena-h5d 3 місяці тому +1

      Suna Gori chamadi aau lipstick Bali toki sabu pagal karuchanti ....😢😢😢Daya Kari samaste Gori nka story tharu durei ruha ......esabu sei toki pain Yara jiban jaichi

    • @rudra52423
      @rudra52423 3 місяці тому

      ​​@@AnnapurnaJena-h5dତୋ ଭଉଣୀ ସେଇଆ କରୁଥିବ ବୋଲି ତୁ ଏମିତି କହୁଚୁ ରେ ଚୋର

    • @jagyaseniparida5264
      @jagyaseniparida5264 3 місяці тому

      Tu gote Bala katha kahuchu

  • @KonarkExplorers
    @KonarkExplorers 3 місяці тому +12

    ସତ କଣ ଜଣା ପଡିବା ଉଚିତ୍। ତା ଭଉଣୀ କଥା ଶୁଣାଯାଉ ।

  • @kabulinayak7212
    @kabulinayak7212 3 місяці тому +427

    ତୋ ଭାଇ କଣ ସ୍ଵାଧୀନତା ସଂଗ୍ରାମ ଲଢେଇ କରିବାକୁ ଯାଇଥିଲା ବୋଧେ ।

  • @dushmantapradhan6516
    @dushmantapradhan6516 3 місяці тому +156

    ମୁଖ୍ୟମନ୍ତ୍ରୀ କଣ ଏତେ ଶସ୍ତା

    • @vickykaushalactor
      @vickykaushalactor 3 місяці тому +5

      Bohut sasta Chief Minister..u should also believe that.

    • @sagarsahoo4394
      @sagarsahoo4394 3 місяці тому

      ​@@vickykaushalactorହଇରେ ଭାଡୁଆ ବୁକୁଚାବୁହା କୀଟଦାସ ତୋ ଭଡ଼ାଟିଆ ବୋପା ଲବୀନ ହଡ଼ାନାୟକ ହାତ ଥରା ହଡ଼ା ବୋଧେ ବେଶୀ ଦାମିକା.....??!!
      କାରଣ ତୁ ଗେଣ୍ଡା ମାନଙ୍କୁ ନୂଆ ଭଡ଼ାଟିଆ ବୋପା କରିଛୁ ତ.....??!!

    • @deepakjena5188
      @deepakjena5188 3 місяці тому

      Chief minister kane ki ama tanku vote daichhu .se asibe kane problem bujhibaku aau kahaku pathaibe.

    • @RameshKumarDas-ng5he
      @RameshKumarDas-ng5he 3 місяці тому

      Hmm kahinki nuhe

  • @prasantkumarrath3018
    @prasantkumarrath3018 3 місяці тому +5

    ଯୋଉ ମାନେ ଖରାପ କମେଣ୍ଟ କରୁଚ ଜାଣିଛ ସେ Reels କରି ମରିଛି କୁଳରେ ଯଦି Reels କରୁଥିଲା ପେଣ୍ଟ କୁ ଆଣ୍ଠୁ ପର୍ଯନ୍ତ ଟେକିଚି ତାହାଲେ ସେତିକିରେ ପଡ଼ୀଥାନ୍ତା ଗୋଡ ଖସିଲେ ଏତେ ଗଭିର କୁ ଗଲା କେମିତି ସ୍ତୀର ପାଣିରେ ମୁର୍ଖ ଙ୍କ ଭଳିଆ କମେଣ୍ଟ କରୁଚ Phone ଧରିଚ ବୋଲିକୀ ତାକୁ 100% ମାରିଛନ୍ତି । ତମର କଣ ହେଇଥିଲେ ଘର ଲୋକ କହିବେ କୀ ନାଇ ସତ ଟା କଣ ପୋଲିସ ତଦନ୍ତ କରିବ ଡା଼କିକି ପିଲାଙ୍କୁ ଯୋଉ ମାନେ ଡା଼କିକି ଆଣିଥିଲେ ଜଣା ପଡ଼ିବ ତମେ କେତେଟା ବାଣ୍ଡ ପିଲା ଅଛ ଖରାପ କମେଣ୍ଟ କରୁଚ ତମ ମା କୀ ବୋପ କୀ ଭାଇ ଭଉଣି କୀ କିଛି ବି ପରିସ୍ଥିରେ କଣ କଣ କହି ଦଉଚ କୀ ନାଇ ସରକାର ଙ୍କୁ ମୁର୍ଖ ଲୋକଙ୍କର ମାଘିଆ ମୁର୍ଖ ଚିନ୍ତା ଧରା 😡👿ଜାଣିନ ଠିକ୍ ସେ କଣ ହେଇଛି ସୁଣିକି Reels କରୁ କରୁ ବୁଡି ଗଲା ଖାଲି ବାଣ୍ଡ କମେଣ୍ଟ କରୁଚ ସଳେ 😠 ପେଣ୍ଟ କେତିକୀ ଟେକିଚି ସେ ସେଇ ଜାଗାରେ କଣ 300 ପୁଟୁ ଖାଲ ଜେ ସମସ୍ତେ ଖୋଯିକି ପାଇଲେନି ଯିଏ ବୁଢିବ କୂଳକୁ ଆସିବାକୁ ଚେଷ୍ଟା କରିବ ଗଭୀର କୁ ନୁହଁ ଏଥିରୁ ବୁଝି ପାରୁନ ପାଠ ପଢିଛ ନ ତମ ବୋପ ଡ଼୍ୟାସ୍ ପଡୁଚ

  • @sasmitamohanty3035
    @sasmitamohanty3035 3 місяці тому +5

    ଖରାପ କମେଣ୍ଟ କାହିଁକି କରୁଛନ୍ତି , ଯିଏ ନିଜ ଲୋକ ଙ୍କୁ ହରେଇଛି ସେ ଜାଣି ପାରୁଚି ସେ ଦୁଃଖ କଣ , ୟେ ହୁଏତ murder ବି ହେଇପାରେ , ଦୟାକରି ତଦନ୍ତ କରନ୍ତୁ 😭😭

  • @chittaranjanojha9439
    @chittaranjanojha9439 3 місяці тому +236

    ଷ୍ଟାଇଲ ମାରୁଥିଲା ବୋଲି ତ ତିନି ପାଞ୍ଜିରୁ ଗଲା
    ମୁଖ୍ୟମନ୍ତ୍ରୀ କଣ ପାଇଁ ଆସିବେ ମୁଖ୍ୟମନ୍ତ୍ରୀ
    କହିଥିଲେ କି ଷ୍ଟାଇଲ ମାରିକି ମସ୍ତାନୀ କରିବୁ ଆଉ ମରିବୁ
    ତୁମ ଭାଇ ମୃତ୍ୟୁ ରେ ଆମେ ବି ଗଭୀର ମର୍ମାହତ
    ତାମାନେ ନୁହେଁ ଯେ ତୁମ ଭାଇ ପାଇଁ ଓଡ଼ିଶା ଉଠି ଆସିବ ତମ ପାଖକୁ ଏତେ ଦିନରେ କେତେ ଟଙ୍କା ରାଜକୋଷ ର ଖର୍ଚ୍ଚ ହେଲା ଏଇ ଜ୍ଞାନ ବି ଟିକେ ରଖ

    • @dillippatra3467
      @dillippatra3467 3 місяці тому +3

      A time ae Vali coment.....thnku..thnku...

    • @AnnapurnaJena-h5d
      @AnnapurnaJena-h5d 3 місяці тому +6

      Style se nuhan Gori chamadi toki gaan ru asi town re Rahi Oyo hotel jauchanti

    • @chittaranjanojha9439
      @chittaranjanojha9439 3 місяці тому +6

      @@dillippatra3467 ଆଜ୍ଞା ଆମେ ବି ଦୁଃଖିତ ତାର ଭଉଣୀ କେମିତି ମୁହଁ ଫୁଟାଣି ରେ କହୁଛି ଟିକେ ଦେଖନ୍ତୁ ତ
      ମୁଖ୍ୟମନ୍ତ୍ରୀ କଣ କହିଥିଲେ କି ଷ୍ଟାଇଲ ମାରିବାକୁ ପଥର ଖଣିକୁ ଯାଇକି
      ଇଏ ସବୁ ଦେଖେଇ ହେବାକୁ ଯାଉଛନ୍ତି ପ୍ରେମିକା ଆଗରେ ବାହାଦୁରି ସେମିତି ଜୀବନ ଗଲା ଏବେ

    • @PinkuSahoo-t2m
      @PinkuSahoo-t2m 3 місяці тому

      Tu magiha to hataru deithili bodhe besi chukuchu nai re chodi pua

    • @PinkuSahoo-t2m
      @PinkuSahoo-t2m 3 місяці тому

      ​@@chittaranjanojha9439tu mo Banda dukhita to family bhita ru jadi kiye marithanta tu chadideithantu bodhe bedha pila

  • @sangramhembram2945
    @sangramhembram2945 3 місяці тому +29

    ପ୍ରକୃତ ଭୁଲ ବାପାମାଙ୍କର ଯେତେବେଳ ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହିତ ଭଲରେ ଥିବ ଠିକ୍ କିନ୍ତୁ କୌଣସି କାରଣ ବସତ ଯଦି କିଛି ବି ଅଘଟଣା ଘଟିଯାଏ | ତାପରେ ପରିବାର ଡ୍ରାମା ଆରମ୍ଭ ହୁଏ I

  • @RasmitaSwain-ke4tt
    @RasmitaSwain-ke4tt 3 місяці тому +9

    ମା ଙ୍କ କଥା ଶୁଣି ବହୁତ୍ କଷ୍ଟ ଲାଗୁଛି ସହି ହେଉନି , ପ୍ରଭୁ ଜଗନ୍ନାଥ ସେ ପରିବାରକୁ ସହିବା ପାଇଁ ଶକ୍ତି ଦିଅ 😢

  • @sherwin_titans9264
    @sherwin_titans9264 3 місяці тому +3

    Om deserves Justice and respect as well, at any cost, whatever b the situation.🙏🏻👍🏻
    It's the pain in a sister's eyes fr her brother, whose worth only she can understand.

  • @arajunmaharana6147
    @arajunmaharana6147 3 місяці тому +38

    "ଆପଣା ଦୋଷେ ପ୍ରାଣୀ ମରେ " ପାନ ପତ୍ରର ଲୋଭ ଓ ଆଇଁଷିଣିଆ ଦୋଷ ପାଇଁ ଭାଇ ବୁଡ଼ିକି ମୃତ୍ୟୁବରଣ କଲା l ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ରହିବେ ? ମୁଖ୍ୟମନ୍ତ୍ରୀ କହିଥିଲେ କି ସେଠାକୁ ଯିବା ପାଇଁ l

    • @chandrasekhar01
      @chandrasekhar01 3 місяці тому +1

      Tuma ପରିବାର ସର୍ବଦା ସୁଖୀ ରୁହନ୍ତୁ

    • @PinkuSahoo-t2m
      @PinkuSahoo-t2m 3 місяці тому +1

      Se kou Banda ku mukhya mantri heichi j

  • @sujitpatalsingh8917
    @sujitpatalsingh8917 3 місяці тому +20

    ଆଉ ଅତି ହୁଅନି ମ..
    ପିଲା ଯାହା କର୍ମ କରୁଛନ୍ତି.. ଲାଜ ଲାଗିବା
    କଥା..
    ଆଉ କାହାକୁ ପଛେ ସଜାଡ଼ିବ ଓ ଦୋଷ ଦେବ..ଆଗ ନିଜ ପିଲା କୁ ସଜାଡ଼ିବାକୁ ଚେଷ୍ଟା କର..
    ପିଲା ତ ଛୋଟ ନଥିଲା.. ପିଲାକୁ କଣ ଟେକି କି ନେଇଗଲେ କି ?
    ଯେମିତି କର୍ମ ସେମିତି ଫଳ..

    • @rkswain5772
      @rkswain5772 3 місяці тому +1

      Right 👍

    • @prakashnag4361
      @prakashnag4361 3 місяці тому +5

      Phir bi bhai ta katha suni laguchhi investigation heba katha.

  • @143...7
    @143...7 3 місяці тому +104

    କାରଣ ଯାହାବି ହଉ ଜଣେ ତାଙ୍କ ପୁଅ କୁ ହରେଇ ଦେଇଛନ୍ତି କେହି ବି ଖରାପ୍ comment କରନ୍ତୁନି 🙏

    • @dillippatra3467
      @dillippatra3467 3 місяці тому +2

      Rt bro.

    • @Abhimanyu-fy3dz
      @Abhimanyu-fy3dz 3 місяці тому +3

      @@143...7 ତାର ମୁଁହରେ ଟିକେ ଦୁଃଖ ଅଛି କି

    • @jagyaseniparida5264
      @jagyaseniparida5264 3 місяці тому +1

      Se style Mari reels kai karibaku asithila

    • @rudra52423
      @rudra52423 3 місяці тому

      @@Abhimanyu-fy3dz ଏଇ ଝିଅ କିଏ ତାହେଲେ ଯୋଉ ID କୁ tag ଦେଇଛ

    • @rudra52423
      @rudra52423 3 місяці тому

      @@Abhimanyu-fy3dz ତାହେଲେ ତମେ କିଛି ଜାଣିଛ , ହଉ ତୁମ ଏକାଉଣ୍ଟ୍ ନାମ ଟି କେସ ଟେ ଦେଉଛୁ ok

  • @RebatiNaik-x5v
    @RebatiNaik-x5v 3 місяці тому +34

    ଏ ଝିଅ ବେଶୀ style ମାରେ ନା ତୋ ଭାଇ କୁ ସରକାର ପଠେଇ ଥିଲେ କି। ସରକାର ଙ୍କ ର କିଛି କାମ ନାହିଁ ତ ଯେ କୋଉଠି କିଏ ଫୋଟୋ ଉଠେଇବ କିଏ କାହାକୁ love କରିବ, ସବୁ କଥା ରେ ଖାଲି ସରକାର ଦାୟୀ ରହିବେ

    • @RebatiNaik-x5v
      @RebatiNaik-x5v 3 місяці тому +1

      ମୋ family ରେ ହେଲେ ନିଜ କଥା ନିଜେ ବୁଝିବି ତୋ ଭଳିଆ ନାଟକ create କରିବା ଵାଲା ମୁଁ ନୁହେଁ। ତୋ ର ବୋଧେ କିଛି ଅହଙ୍କାର ନାହିଁ ତୁ ମଙ୍ଗଳ ଗ୍ରହ ରୁ ଆସିଛୁ ବୋଧେ

  • @Mrpapun124
    @Mrpapun124 3 місяці тому +5

    ବିଜେଡି ସରକାର ଥିଲା ବେଳେ ଏମିତି ଭୁକିଲନି ମୁଖ୍ୟ ମନ୍ତ୍ରୀ ଶପଥ ନେବାର ବର୍ଷେ ନ ପୁରୁଣୁ ତୁମେ ଭୂକିବା ଆରମ୍ଭ କରିଦେଲ

  • @NirliptaBaral
    @NirliptaBaral 3 місяці тому +2

    We need JUSTICE for Omm😢

  • @raydiptiranjan1358
    @raydiptiranjan1358 3 місяці тому +46

    ଭାଇ ଟୋକି ଧରି ଯାଇ ଥିଲା.

  • @mahadevsingh4659
    @mahadevsingh4659 3 місяці тому +2

    ବ୍ୟକ୍ତି ଗତଃ ସୁବିଧା ସରକାର ଦିଏ ନାହିଁ
    ଆମେ ଜନ ସାଧାରଣ ଟିକିଏ ସତର୍କ
    ରହିଲେ ଏପରି ଘଟଣା କେବେ ଘଟିବ ନାହିଁ
    ଏଥିରେ ସରକାର କୁ ଦାୟୀ କଲେ ହେବ ନାହିଁ

  • @SudeshnaPattnaikMCP
    @SudeshnaPattnaikMCP 3 місяці тому +2

    We need Justice.

  • @sumantabehera7642
    @sumantabehera7642 3 місяці тому

    ଭଲ ହେଇଛି

  • @socialtalkbychiku9992
    @socialtalkbychiku9992 3 місяці тому +122

    ପାଗଳ ଭଳି କାଇଁ କଥା କହୁଛୁ ଭଉଣୀ

    • @royalsoumya1949
      @royalsoumya1949 3 місяці тому +13

      bhai se jaha kahuchi thik kahuchi

    • @royalsoumya1949
      @royalsoumya1949 3 місяці тому +8

      se eka budigala au kahanti media kahuchi duijana budichanti hele au gote body kahin

    • @AnnapurnaJena-h5d
      @AnnapurnaJena-h5d 3 місяці тому +3

      Bhai ye Gori chamadi toki guda gaan ru asi sahara re Rahi Toka nku pagal karuchanti .....mora b gote vai achhi se b pagal hei buluchi 😢😢😢😢Daya Kari Gori lipstick Bali toki tharu dureo ruha.......reels nuhan emane prama pala Kari jiban chali gala

    • @rudra52423
      @rudra52423 3 місяці тому +4

      ତୁ କିଏ କିରେ - ବହେ ସେକିବି ଯାଇକି ,
      ତୁ ଦେଖୁଥିଲୁ ବେ , ସେ ତା ଭାଇ ର ନ୍ୟାୟ ମାଗୁଛି ତୁ କିଏ ବେ କଣ କହିବା କୁ ତୋ ଗାଣ୍ଡୀ ତୁ ସମ୍ଭଳେ ଆଗ

    • @swagatlenka7847
      @swagatlenka7847 3 місяці тому

      To gandi Kai puduchi re maghea......jahara dukha....se....janichi taku kete kasto hauchi

  • @SangramDalai128
    @SangramDalai128 3 місяці тому +3

    ତିନି ବର୍ଷ ତଳେ govt ସେ ଖଣି କୁ ବନ୍ଦ୍ କରିଥିଲା
    ତା ପରେ ବି ସେଠିକୁ ଯାଇ ରସିକ ହେବା କଣ ଦରକାର୍ ଥିଲା ।। ନିଜ ଛୁଆ ଙ୍କ ଭୁଲ କୁ ସ୍ବୀକାର କର ଭଉଣୀ

    • @Rendosena
      @Rendosena 2 місяці тому

      Bhai abe jai heba na nahi

  • @prajnashreemohanty4779
    @prajnashreemohanty4779 3 місяці тому

    Jay Jagannath

  • @timepasscreative6794
    @timepasscreative6794 3 місяці тому +3

    ଆରେ ଭଉଣୀ ତମେ ମନ ଗଢା କଥା ଭାବିକି କେବଳ ଏମିତି କଥା କହୁଛ ତମ ଭାଈ ର ଆତ୍ମା କୁ ଶାନ୍ତି ଦିଅ ୟାକୁ ତାକୁ ଦୋସେଇ କଣ ମିଳିବ ହେ ପ୍ରଭୁ ଟିକେ ସଦ ବୁଦ୍ଧି , ସହିତ ଶୋକ ସନ୍ତକ ପରିବାରକୁ ଆଶ୍ଵାସନା ଦିଅ ପ୍ରଭୁ

  • @dolarambag8085
    @dolarambag8085 3 місяці тому +8

    Personal matter re କଣ Odisha ku ଘାଣ୍ଟିଚକଟି କରୁଛ

  • @User1670-zj5gg
    @User1670-zj5gg 3 місяці тому +1

    ଘଟଣା ର ପ୍ରକୃତ ତଦନ୍ତ କରାଯାଉ .......

  • @haraprasadmahanta4657
    @haraprasadmahanta4657 3 місяці тому +32

    ତୁମେ ପ୍ରେମ କରିବ ଜେ ମୁଖ୍ୟମନ୍ତ୍ରୀ କାହିଁକି ଆସିବ , ଏମିତି ପିଲା ଓ ଭଉଣୀ ଜିଦ୍ ଠିକ୍ ନୁହଁ

    • @archanabarik2330
      @archanabarik2330 3 місяці тому

      Nabin Babu CM thiba bele puni kemiti dayi Karu thila.....😡

  • @HoneyMohanty
    @HoneyMohanty 3 місяці тому +41

    ସହିଦ ହେଲା ତୋ ଭାଈ ଦୁଇ ଜଣ କ ର ଜୀବନ ବଞ୍ଚେଇ
    ବସିଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିବେ ମେଡାଲ ନବୁ

  • @lalitmohanmishra3561
    @lalitmohanmishra3561 3 місяці тому +1

    ସିନିୟର୍ ପିଲା ଜୋର୍ ଜବରଦସ୍ତ ଡାକି ନେଇଥିଲେ ତାଙ୍କ ରେକର୍ଡିଂ କରିବା ପାଇଁ, ରିଲ୍ସ କରୁ କରୁ ସିଏ ବୁଡ଼ିଗଲେ,ଉଦ୍ଧାର କରିବା କୁ ଯାଇ ଇଏ ବୁଡ଼ିଗଲl😢
    ତାଙ୍କ ପରିବାର ଏବେ ଦୁଃଖ ରେ ମ୍ରିୟମାଣ,ଏଣୁ ତା ଭଉଣୀ ଯାହା କହୁଛି ତାହାର କଦର୍ଥ କରଣଯାଉ 😭😭

  • @Abhimanyu-fy3dz
    @Abhimanyu-fy3dz 3 місяці тому +15

    ତୋର ଭାଇ ଯୁଦ୍ଧ କରିବାକୁ ଯାଇଥିଲା ଲଦାଖ କୁ

  • @kunmunmallick-oi4jx
    @kunmunmallick-oi4jx 3 місяці тому

    Right katha kahucha sister

  • @simanaik6261
    @simanaik6261 3 місяці тому +8

    That's true... These types of frnds r dangerous

  • @Rhahulnaik1449
    @Rhahulnaik1449 3 місяці тому +1

    ଭାଉଣୀ ଙ୍କୁ ନ୍ୟାୟ ମୀଳୁ ଜୟ ଜଗନ୍ନାଥ

  • @SatyabratabeheraRAKI
    @SatyabratabeheraRAKI 3 місяці тому +1

    Right

  • @comedyandlove2435
    @comedyandlove2435 3 місяці тому

    Jay jagannath ♥️

  • @bapimurmu8924
    @bapimurmu8924 3 місяці тому +8

    ଆରେ କି ସାହସ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଡାକି ଦେଲା,,,,,ଆଳୁ ଖାଇ ବୁ ,,,ଧର୍ଯୋ ଧର ଏତେ କଣ ହଉଚୁ,,ତଦନ୍ତ ହେବ,,,,

  • @askprasad4554
    @askprasad4554 3 місяці тому

    CBI tadanta heba darkar
    God bless 🙏🙏

  • @LaxmidharBehera-556
    @LaxmidharBehera-556 3 місяці тому +1

    ଯେଉଁ ଭାଇ ଓ ଭଉଣୀମାନେ ଖରାପ କମେଣ୍ଟ କରୁଛନ୍ତି ଦୟାକରି ଏମିତି କରନ୍ତୁ ନାହିଁ ସେମାନେ ତାଙ୍କ ପୁଅ/ଭାଇକୁ ହରେଇଛନ୍ତି ପ୍ରକୃତ ତଥ୍ୟ ଲୋକଲୋଚନକୁ ଅଣାଯିବ ଉଚିତ୍ ସରକାର ମଧ୍ୟ ଏହାର ଉପଯୁକ୍ତ ତଦନ୍ତ କରନ୍ତୁ 🙏🙏..

    • @tapasiadhikari5103
      @tapasiadhikari5103 3 місяці тому

      ସେ କଥା ଆମେ ବି ବୁଝୁଛୁ ଭାଇ କିନ୍ତୁ ଏ ଭଉଣୀ ଜଣଙ୍କ ଯେମିତି ତାଙ୍କ କଥା କହିବାର ଶୈଳୀ ସେଥିପାଇଁ ପାଇଁ ଲୋକ ରାଗୁଛନ୍ତି

  • @dineshkanhar7297
    @dineshkanhar7297 3 місяці тому +16

    ପହଁରି ନ ଜାଣିଲେ ପାଣିକୁ ଦୋଷ...😂😂
    ପହଁରା ଶିଖ dad & mom ଛୁଆ..

    • @saritamishra3409
      @saritamishra3409 3 місяці тому +2

      Bapa nahanti se chua ra ,se maa girls high school re gote pion
      Se maa ra ki dosa thila , aga swami chadi paleila tapare pua!🙂

  • @bharatiswain4654
    @bharatiswain4654 3 місяці тому +7

    କେତେ କଥା କହୁଛି. ପାଞ୍ଚ ଦିନ ହଲାଣି ତା କାମ କର. ତାପରେ ଯାହା କରିବ

  • @MadhusmitaSahoo7
    @MadhusmitaSahoo7 2 місяці тому +1

    ଭାଇ reels କରି ଦେଶ କୁ ରକ୍ଷା କରିବାକୁ ଯାଇଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ କୀର୍ତ୍ତି ଚକ୍ର ଦେବେ।

  • @sewanayak945
    @sewanayak945 3 місяці тому +91

    ମୁଖ୍ୟମନ୍ତ୍ରୀ ତୋ ବୋପା ତୋ 😜

    • @God-cv1wb
      @God-cv1wb 3 місяці тому

      Nai mukhyamantri tora bopa , tora bou sange misiki tote janma karithile .... chi chi bastard

    • @priyam-c3l
      @priyam-c3l 3 місяці тому

      Janinu ki

    • @rudra52423
      @rudra52423 3 місяці тому +2

      ଆଉ କଣ ତୋ ବୋପା ହେଇଥାନ୍ତା

    • @RameshKumarDas-ng5he
      @RameshKumarDas-ng5he 3 місяці тому

      ଜାଣିନୁ କି

  • @Mamata-j6z-e3l
    @Mamata-j6z-e3l 2 місяці тому

    I know how pain full for his family. May God bless your soul brother rest in peace

  • @susantanaik4486
    @susantanaik4486 3 місяці тому +4

    ତମର ପୁଣି କି ଦାବି ସରକାର ଙ୍କୁ ପଚାରି ଯାଇଥିଲା କି ତୁମ ଭାଇ

  • @kamleshsahu5139
    @kamleshsahu5139 3 місяці тому +2

    Those who are commenting bad I am remembering you all that one Sister leave his heroic brother, one father leave his obideient son & one mother leave his loveliest son. So don't do anything nonsense over here.

  • @debabratasethy6309
    @debabratasethy6309 3 місяці тому

    Right 👍

  • @tofanbehera8403
    @tofanbehera8403 3 місяці тому +1

    ଭଉଣୀ ଏତେ ବଡ଼ ବଡ଼ କଥା କହିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ତୋ ଭାଇ କୁ ପାହାଡ କୁ ଯିବା ପାଇଁ ପୋଲିସ ଯାଇକି ଯେତେ ବେଳେ ପିଟିବ ତୋ ରଙ୍ଗ ଛାଡି ଯିବା

  • @itishreesamantasinghar5219
    @itishreesamantasinghar5219 3 місяці тому +5

    କିଏ କହି ଥିଲା ଯିବା ପାଇଁ ମୁଖ୍ୟମନ୍ତ୍ରୀ

  • @SsPix23
    @SsPix23 2 місяці тому +1

    ଏ ଶାଳୀ ମିଛ କହୁଛି

  • @santoshjagadev
    @santoshjagadev 3 місяці тому +5

    Subhasmita so sad😭😭😭

  • @ultratrap915
    @ultratrap915 3 місяці тому +1

    Justice for omm

  • @RameshKumarDas-ng5he
    @RameshKumarDas-ng5he 3 місяці тому +2

    ଯାହା ଘର ପିଲା ଯାଇଛି ତାର କେତେ ଦୁଃଖ ଅନ୍ୟମାନେ ବୁଝି ପାରିବନାହିଁ ଦୁଃଖ ରେ ପଡ଼ିଥିବା ଲୋକଙ୍କ ବିରୁଦ୍ଧରେ ଫାଲତୁ comment ଦିଅନ୍ତୁ ନାହିଁ ପ୍ଲିଜ 😢😢😢😢

  • @iloveodisha6003
    @iloveodisha6003 3 місяці тому +8

    ତୋ ଭାଇ କୁ କଣ ମୁଖ୍ୟମନ୍ତ୍ରୀ କହିଥିଲେ ସେଠି ଯାଇକି selfy ନେବାକୁ

  • @sambhunathduhudi7857
    @sambhunathduhudi7857 3 місяці тому +48

    ମା ଲୋ କୋଉ ପାର୍ଟି ରେ ତୁ ଭୋଟ ଡେଇଥିଲୁ ସତ କହ

    • @Twins_Lifestyle
      @Twins_Lifestyle 3 місяці тому +13

      BJD/CONGRESS ସେଥିପାଇଁ ତ ଏମିତି ହଉଛି... ତା ଭାଇ ମନୋରଞ୍ଜନ କରିବାକୁ ଯିବ... ନିଜର ଧ୍ୟାନ ରଖିବନି ଏଥିରେ ସେ ମୁଖ୍ୟମନ୍ତ୍ରୀକୁ ଧମକ ଦଉଚି.... ମୁଖ୍ୟମନ୍ତ୍ରୀ ତା ଭାଇର ସର୍ଚ୍ଚ ଅପରେସନରେ ଏତେ ଟଙ୍କା ରାଜକୋଷରୁ ସାରିଲେ ସେଇଟା ତାକୁ ଦେଖାଯାଉନି

    • @lifelessonhindi4455
      @lifelessonhindi4455 3 місяці тому +2

      Laguchi AAP re deithiba.. nahele Kejirwal Bhalia Bhokuchi kahinki....

  • @hariharasahoo428
    @hariharasahoo428 3 місяці тому +4

    ତୁ ଏଠି ଯେତିକି ଜୋର ରେ କହୁଛୁ.. Sei କଥା ଯଦି ତୋ ଭାଇ କି ବୁଝେଇ ଥିଲେ ସେ ମରିନଥାନ୍ତା.. ତୁ ଗୋଟେ rool ଚଳେଇଛୁ

    • @RameshKumarDas-ng5he
      @RameshKumarDas-ng5he 2 місяці тому

      Jie bi tanka bhauni nka stage re thanta sie amiti hin kahithanta

  • @arpitajena6612
    @arpitajena6612 3 місяці тому +3

    To every people In this comment section who are making fun of his family shame on you!! .... You don't even know how it feel to lose a family member.

  • @ArmanBehura
    @ArmanBehura 3 місяці тому

    ଆପଣଙ୍କ ଚାନେଲ ଟିକେ ସଂଜମତା ରକ୍ଷା କରୁ title ରେ ଏତେ ଅସମ୍ମାନ ଭାବରେ ଜଣଙ୍କୁ ଲେଖିବା କଣ ଦରକାର?

  • @pinku7129
    @pinku7129 3 місяці тому +8

    to pakhare jadi ete information achi to bhai ku kana pain baharaku chadu thilu???

  • @gsentertainments5174
    @gsentertainments5174 3 місяці тому +11

    CMO ରେ APPLICATION ଦେଇ ପାଣି ଭିତରକୁ ଯାଇଥିଲା କି

  • @prakashsahoo336
    @prakashsahoo336 3 місяці тому

    ଭାଈ ପାଇଁ ଜଣେ ଭଉଣୀ କଣ ନକରିପାରେ।ଘଟଣା ଟି ଅତୀବ ଦୁଃଖ ପ୍ରଦ। ଭଗବାନ ଏ ପରିବାରକୁ ଧର୍ଯ୍ୟ ଓ ଭରସା ଦିଅନ୍ତୁ। ସବୁ ଭୁଲ୍ ଠିକ୍ ର ଉର୍ଦ୍ଧ ରେ ସେ ପରିବାର ଉପରେ ଯୋଉ କାଳଝଞା ର ଦୁଃଖ ବିତିଥିବା, ତାହା ଜଣେ ଅନୁଭବୀ ହିଁ ଅନୁଭବ କରିପାରିବ।

  • @asutosh501
    @asutosh501 3 місяці тому +11

    ମାଲୋ ତୋ ଭାଇ ସେମାନଙ୍କସହ ଆସିଲାବେଳେ କଣ ସରକାରଙ୍କୁ ସାକ୍ଷୀରଖୀ ଆସିଥିଲା. ସାଙ୍ଗସାଥି ହୋଇ ଘରେ ମିଛ କହି ଆସିଥିଲା ଦୁର୍ଘଟଣା ଘଟିଲା ସେଥିପାଇଁ ଦାୟୀ କିଏ.

  • @bikashKumar-vg9fh
    @bikashKumar-vg9fh 3 місяці тому

    ବହୁତ ଦୁଃଖତ ଘଟଣା ତୁରନ୍ତ ନ୍ୟଅ ମିଳିବା ଦରକାର
    ସନ୍ତୁଷ୍ଟ ଜନକ ତଦନ୍ତ ହବା ଦରକାର
    ଜୟ ଜଗନ୍ନାଥ

  • @bhubanajena2782
    @bhubanajena2782 3 місяці тому +13

    ନାରୀ ମାୟା , ବାବୁ ଭାଇ ...... ଏକ ଫୁଲ,୪ମାଲି ।

  • @Ghhggh0
    @Ghhggh0 3 місяці тому

    ଠିକ କହୁଛନ୍ତି ,a strong inquiry required and establish the truth

  • @puchuitsme
    @puchuitsme 3 місяці тому

    Thik kahucha didi

  • @MamataSamad
    @MamataSamad 3 місяці тому +5

    ତ ଭାଇକୁ ଝିଅ ନେଇଁ କି ଯା କାହିଁକି ଏଇଟି ଖାଲି ହୁହାଲା କରୁଛୁ ପଳା ସେ ତା କର୍ମ ଫଳ ପାଇଛି ବୁଝିଲୁ

    • @RameshKumarDas-ng5he
      @RameshKumarDas-ng5he 2 місяці тому

      jie tanka bhauni nka stage re thanta sie amiti hin kahithanta

  • @joshnajena3005
    @joshnajena3005 3 місяці тому +6

    ଇଏ ବେଶି ଭାଉ ଖାଉଛି ଟିକେ ଭାଇରାଲ୍ ହେବା ପାଇଁ

  • @Sibaram12370
    @Sibaram12370 3 місяці тому +1

    🎉🎉🎉❤❤❤nice👍

  • @abhayraj1374
    @abhayraj1374 3 місяці тому

    Tuma bhai bhari bhala loka....

  • @rajamishra8526
    @rajamishra8526 3 місяці тому

    ଶୁଣ ଭାଇ ତମର ମରିଛି ସେଇଟା ପାଇଁ ମନ ଦୁଖ। କିନ୍ତୁ ତମେ ଯୋଉ ଛୋଡ଼ି ହଉନ କାଇଁ ହଉଛ, ମନ୍ତ୍ରୀ କହିଥିଲେ ସେଲ୍ଫି ନବାକୁ

  • @PuriNana-x7w
    @PuriNana-x7w 3 місяці тому +3

    ଇଏ ଟଙ୍କା ପାଇଁ ନାଟକ କରୁଛି ଆଲୋ ମା ଭାଇ ତା ଭୁଲ ଯୋଗୁ ଜୀବନ ହରାଇଛି......

  • @pradeepkumarjena4162
    @pradeepkumarjena4162 3 місяці тому +71

    ମୁଖ୍ୟମନ୍ତ୍ରୀ କୁ ସସତା ଭାବୁଛ କାହିଁକି

    • @priyam-c3l
      @priyam-c3l 3 місяці тому +1

      Hm

    • @dillippatra3467
      @dillippatra3467 3 місяці тому

      Ha ha tuma name ta mana nathila. May be..

    • @rudra52423
      @rudra52423 3 місяці тому +1

      ଶସ୍ତା କାରଣ ତାଙ୍କୁ ହିନ୍ଦୀ English କହି ଆସୁନି 😅😅😅😅

    • @kapuramarandi5199
      @kapuramarandi5199 3 місяці тому

      ​@@rudra52423tu Mone Mone bohut pondit bhabuchu

  • @kcvai2956
    @kcvai2956 3 місяці тому +1

    ମୂଖ୍ୟ ମନ୍ତ୍ରୀ କଣ ତୋ ଘର ଚାକର, ତୋ ଭାଇ କଣ ରାମ ଚନ୍ଦ୍ର, ସବୁବେଳେ ସତ କହେ

  • @padmanavanayak7713
    @padmanavanayak7713 3 місяці тому

    ଆଲୋ ଝିଅ ମୁଖ୍ୟମନ୍ତ୍ରୀ କଣ ପାଇଁ ଆସିବେ ଯଦି ତୋ ଭାଇ ମରି ଯାଇଛି FIR ଦିଅ ତାପରେ ଯାହା ହବ ସେଠି ବସି ଏମିତି ହେଲେ ହବ କି

  • @MunaOfficial-q7g
    @MunaOfficial-q7g 3 місяці тому

    Achha Bhala hela au

  • @Jb-rn4gu
    @Jb-rn4gu 3 місяці тому +17

    ତମ ଭାଇ କୁ କଣ ମୁଖ୍ୟମନ୍ତ୍ରୀ କହି ଥିଲେ ସେଠାକୁ ଯିବା ପାଇଁ

  • @baikunthakanhar5422
    @baikunthakanhar5422 3 місяці тому +18

    CM kn tanku reel kariba pain kahithila ki ??

  • @saktisethy9204
    @saktisethy9204 3 місяці тому

    ତୋ କଥାରେ ଆମେ ଏକମତ,ହେଲେ ତୁ ତୋ ଭାଇର ମୃତ୍ୟୁ ପାଇଁ କଣ ଟିକେ ବି ଦୁଃଖ କରୁନୁ , ତୋ ମୁହଁରେ ତ ସେଇଟା ଦେଖା ଯାଉନି, ହାତରେ ହାତ ବାଡେଇ କହୁଛୁ ସବୁ, ତୁ କିଛି ଏପଟ ସେପଟ କରିନୁ ତ 🤔🤔🤔🤔

  • @Bapa4207
    @Bapa4207 3 місяці тому +4

    ଆବେ ତୋ ଭାଈ ନିଜ ଇଛା ରେ ଯାଇଛି ପାଣି ରେ ଗାଧୋଇବାକୁ ସରକାର କୁ ଦୋଷ ଦେଲେ କଣ ହବ...😢

  • @jskngr
    @jskngr 3 місяці тому +1

    ମୁଖ୍ୟମନ୍ତ୍ରୀ ଆପଣଙ୍କ ଭାଇ କହିଥିଲେ, ବାବୁରେ ତାପଙ୍ଗ ଗୋଟେ ପର୍ଯଟନ ସ୍ଥଳୀ, ତୁ ସେଠିକି ଯା ବହୁତ ପ୍ରଚାର ପ୍ରସାର ହେଵ, ଦୁଃଖରେ ଅଛ ସମବେଦନା ଅଛି, କାହାଣୀ କହି ପାଲା କରୁଛି

  • @anirudharout7119
    @anirudharout7119 3 місяці тому

    ଅତି ପରିପୁରା

  • @jagannathdas3738
    @jagannathdas3738 3 місяці тому +1

    To Bhai tanka sange agaru sanga hue g and b sanga hei bulanti abe cm

  • @ghanashyamswain4941
    @ghanashyamswain4941 3 місяці тому +9

    ତୋ ପିଲା ମୁଖ୍ୟମନ୍ତ୍ରୀ ଙ୍କୁ application ଦେଇ କି ମସ୍ତି କରିବାକୁ ଯାଇଥିଲା l ନିଜେ ନିଜ ପିଲାଙ୍କୁ ଆଗ ସମ୍ଭାଳି ପାରୁନ, stayle ମାରୁଛ

  • @balaram.officiall
    @balaram.officiall 3 місяці тому

    ସତ୍ୟା ସତ୍ୟ ତଦନ୍ତ ହେଉ

  • @BIKIEXPRESS12345
    @BIKIEXPRESS12345 3 місяці тому +1

    କିଛି ନାଇଁ ଭାଇ coment ପଢିବାକୁ ଆସି ଥିଲି

  • @gitanjalinath6478
    @gitanjalinath6478 3 місяці тому

    ସେ ଜାଗାରେ ଯେହେତୁ କେହି ବାହାର ଲୋକ ନ ଥିଲେ ତେଣୁ ଘଟଣାର ତଦନ୍ତ ହେଉ murder case ହେଇ ପାରେ,ବହୁତ୍ ସାହସୀ ଭଉଣୀ salut 😂😂😂😂

  • @LiliDeep-xc4dp
    @LiliDeep-xc4dp 3 місяці тому

    Bahuta dukha katha bhauni.

  • @tanujkumarsahoo2437
    @tanujkumarsahoo2437 3 місяці тому +9

    ଅତି ଗେହ୍ଲା ଆଉ ଷ୍ଟାଇଲ ମାରିବା ର ପରିଣତି ଏଭଳି ହେଉଛି ଖାଲି ଦେଖେଇ ହେବା ସ୍ୱଭାବ ଯୋଗୁଁ ହିଁ ଆଜି କାଲି ଏଭଳି ପିଲାଙ୍କର ଅକାଳ ମୃତ୍ୟୁ ଘଟୁଛି ତଥାପି ପରିବାର ଲୋକେ ଚେତୁନାହାନ୍ତି 😢

  • @subhashreejena4064
    @subhashreejena4064 3 місяці тому

    ଆରେ ଭାଇ କେହି ଖରାପ୍ comments କରନି yaar ଗୋଟେ family ତା ପୁଅ କୁ ହରେଇଛି ସେ ତ ରାଗିବେ ନିଶ୍ଚୟ ।
    ହେଇ ଥାଇ ପାରେ lovecase ହେଇ ଥାଇ ପାରେ।

  • @ladeli_sonam9594
    @ladeli_sonam9594 3 місяці тому

    We need Justice for ommm

  • @chikustatuszone9467
    @chikustatuszone9467 3 місяці тому

    😢😢😢

  • @sushantjena9203
    @sushantjena9203 3 місяці тому

    ଠିକ୍ କଥା ସେ ଦୁଇ ଜଣ ଆସିବା କଥା କାହିଁକି ଆସୁ ନାହାନ୍ତି ତାହା ହେଲେ କିଛି ଅଚ୍ଛି