Bhul Na Thaibi Bhul Bujhilu | Male Version | Odia New Sad Heart Touching Song 2021 | DJ NAGEN

Поділитися
Вставка
  • Опубліковано 10 вер 2024
  • ମୁଁ ଗାୟକ ନୁହେଁ କିନ୍ତୁ ଗୋଟେ ଗୀତ ଗାଇବାର ସୁଯୋଗ ପାଇଛି, ଗୀତ ରେ କିଛି ତ୍ରୁଟି ରହିଛି ବୋଲି ଅନୁମାନ, ଭୁଲ ଥିଲେ କ୍ଷମା କରିବାକୁ ଅନୁରୋଧ- ନଗେନ [ DJ NAGEN ]
    Nagen ଙ୍କ କଣ୍ଠରେ Odia New Sad Song 2021" " ଦେଖନ୍ତୁ ଏବଂ ସେୟାର କରନ୍ତୁ ଏବଂ Subscribe କରନ୍ତୁ Hrudayara Geeta ର UA-cam Channel କୁ |ଆପଣମାନଙ୍କର ଭଲ_ପାଇବା ପାଇଁ ଆମେ ଆଉ ଗୋଟେ ପାଦ ଆଗକୁ ଯାଉଛୁ। ଆମେ ଆମ ପଡକ୍ସନର 14th ଗୀତଟିକୁ ମୁକ୍ତିଲାଭ କରିଅଛୁ ଆପଣମାନେ ଶୁଣନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ।ଜୟ_ଜଗନ୍ନାଥ🙏🙏🙏🙏
    Audio Song :-
    ☆☆☆☆☆☆☆☆☆☆☆☆☆☆☆☆☆☆☆
    ✽Song :- Bhul Na Thaibi Bhul Bujhilu (Studio Version)
    ✽Album:- HG014
    ✽ Singer :- Nagen
    ✽ Lyrics :- Milan Mohapatra
    ✽ Music :- Chinmaya & Bibhun
    ✽ Making Video :- Chiku
    ✽ Recorded At :- MRR Studio,Cuttack
    ✽ Video Edit :- DJ Nagen
    ✽ Banner :- Hrudayara Geeta
    ✽ Producer :- Nagen & Manas
    ✽ Special Thanks :- Ganapati & Chiku (CS MUSIC)
    ✽ Lable :- Hrudayara Geeta
    ✽ Contact :- 7377175207 & 9337927281
    ✽ Releasing on :- 22nd March 2021
    Lyrics:-
    ମୋ ରାଗକୁ ବି ଦିନେ ତୁ ଭଲ ପାଉଥିଲୁ
    କା ହସ ପରସ ପାଇ ମୋତେ ତୁ ଭୁଲିଲୁ
    ଜୀବନଠୁ ବେଶେ ଭଲ ପାଉଥିଲି
    କଳିରେ କଳିରେ ପ୍ରେମ କରୁଥିଲି
    ଆଉ କାହା ପ୍ରେମ ପାଇ ମୋତେ ଠକିଲୁ
    ଭୁଲ୍ ନ ଥାଇବି ତୁ ମୋତେ ଭୁଲ୍ ବୁଝିଲୁ
    ବିନା କାରଣରେ ତୁ ପ୍ରିୟା ଦୋଷ ଲଦିଲୁ (2)
    ଅନ୍ତରା ୧-
    ଆଜି ମୋତେ ଯେମିତି କରିଦେଲୁ ଏକା
    କାଲି ବି ତୁ ସେମିତି ହେଇଯିବୁ ଏକା
    ମୋ ମନ ଯେମିତି ପଡ଼ିଗଲା ଫିକା
    ତୋ ମନ ସେମିତି ପଡ଼ିଯିବ ଫିକା
    କେତେ ଆଦରରେ ମନ ଦେଇଥିଲି
    ରାଣୀ କରିବାକୁ ସ୍ୱପ୍ନ ଦେଖିଥିଲି
    ଆଉ କାହା ଖୁସି ପାଇଁ ମୋତେ ଜାଳିଲୁ
    ଭୁଲ୍ ନ ଥାଇବି ତୁ ମୋତେ ଭୁଲ୍ ବୁଝିଲୁ
    ବିନା କାରଣରେ ତୁ ପ୍ରିୟା ଦୋଷ ଲଦିଲୁ (2)
    ଅନ୍ତରା ୨-
    ହୋ..... ହୋ.....
    ମୋ ପ୍ରେମରେ ରହିଗଲା କୋଉଠି ଲୋ ଊଣା
    ତୋ ମନରେ ଭରିଗଲା ମୋ ପାଇଁ ଲୋ ଘୃଣା
    ଯାହାକୁ ଲୋ ନିଜର କରିଲୁ ତୁ ପ୍ରିୟା
    ସେ ଦିନେ ଲଗେଇବ ତୋ ମନରେ ନିଆଁ
    ମରିଯିବ ମନ ତୋର ଭାଙ୍ଗିଯିବ ଆଶା
    ପ୍ରେମ ଦୁନିଆରେ ତୁ ହବୁ ଲୋକ ହସା
    ଆଉ କାହା ସୁଖ ପାଇଁ ମୋତେ ମାରିଲୁ
    ଭୁଲ୍ ନ ଥାଇବି ତୁ ମୋତେ ଭୁଲ୍ ବୁଝିଲୁ
    ବିନା କାରଣରେ ତୁ ପ୍ରିୟା ଦୋଷ ଲଦିଲୁ(2)
    This is the Copyright content of "Hrudayara Geeta". Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
    "Hrudayara Geeta" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Hrudayara Geeta" ର UA-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    Thanks for Watching. Please Like, Share, Comment and Subscribe Channel for more such videos.
    Watch & Subscribe to our other UA-cam Channels:
    👉 Nagen News: / @nagennews
    👉 Hrudayara Geeta: / @hrudayarageeta
    👉 Nagen Films: / @nagennews
    #bhulnathaibibhulbujhiluodiasong
    #moragakubidineodiasadsong
    #humansagarnewodiasong
    #djnagensadSong
    #newodiasadsong
    #OdiaSong
    #Odiahearttouchingsong
    #HumaneSagarNewSong
    #HrudayaraGeeta

КОМЕНТАРІ • 30