🔴LIVE | ତେଜିଲା ପରୀକ୍ଷା ଆଶାୟୀଙ୍କ ଆନ୍ଦୋଳନ | OSSSC Exam Scam | OSSSC Protest | RI, ARI, AMIN | OR |
Вставка
- Опубліковано 8 жов 2024
- 🔴LIVE | ଚାକିରି ଆଶାୟୀଙ୍କ ଆନ୍ଦୋଳନ | OSSSC Exam Scam | RI, ARI, AMIN | OSSSC Protest | 07.10.24 | OR |
Odisha Reporter is one of the best Odia news portal in Odisha. Get all the news updates in Odia.
ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#odishareporter #OSSSC #ExamScam #RI #ARI #Amin #odishareporter #odisha #liveodishareporter #livenews #livestreaming #OSSSCProtest #livenews #liveupdates #osscprotest #lowerpmg #odishagovernment #cmmohanmajhi #mohanmajhi #odishacm
ଆହୁରି ପିଲା ମାନେ ଯିବା କଥା ଏ ଓଡ଼ିଶା goment କରୁଛି କଣ corrupted State.
Odisha ରେ ତ ବେକାର ସମସ୍ୟା ଭୟ ଙ୍କର ସ୍ଥିତି ରେ
ଏଠି ବେସରକାରୀ ନିଯୁକ୍ତି ନାହିଁ କାରଖାନା ନାହିଁ, ସରକାରୀ ନିଯୁକ୍ତି ବିଜ୍ଞାପନ ରେ ପଦବୀ ହାତ ଗଣତି ସେଥିରେ corruption ଟଙ୍କା ଦେଇ ଚାକିରି କିଣା ବିକା
ସରକାର୍ Pvt vender ଦ୍ବାରା temporary ନିଯୁକ୍ତ କରିଚନ୍ତି ଫଳ ରେ ଶିକ୍ଷିତ ବେକାରୀ ଙ୍କୁ ସୁଯୋଗ ମିଲୁନି
ଅଫିସର ମାନକୁ ପ୍ରତି 5 ବର୍ଷ ରେ ବଦଳି ହେବା ଜରୁରୀ
ଆଉଥରେ ହେବା ଦରକାର ଅଉ OMR question ଅଉ offline ରେ କରାଯାଉ government କରୁ ଘରୋଇ କମ୍ପାନୀ କୁ ନଦିଆଯାଉ 😓😓😓
Bhai question leak heba offline re
Chup mghia pura chup...tu jnma haba agaru lakh lakh pila offline re chakiri paiki galeni@@rajatlakra498
, forester , forest guard,Li,, already selected,why should not their selection be cancelled,,, they have been also come through osssc.
ପୁନର୍ବାର ନିଜ ନିଜର ଜିଲ୍ଲାରେ ପରୀକ୍ଷା କରାଯାଉ। ସରକାର ଏ ବାବଦରେ ପଦକ୍ଷେପ ନେବାକୁ ବାଧ୍ୟ।
Jete bi pila osssc re apply karichhanti sabu pila bbsr jibaku anurodha
Good reporting 👍
ବର୍ତ୍ତମାନ ସରକାର୍ ଏହା ପାଇଁ ଦାୟୀ
ପୂର୍ବ ସରକାର୍ ଙ୍କୁ କେବଳ ଦାୟୀ କଲେ ଚଳିବ ନାହିଁ
ରିପୋର୍ଟ ର ବର୍ତ୍ତମାନ ମୋହନ ସରକାର୍ ଙ୍କୁ ଟିକେ ପଚାରି ପ୍ରସାରଣ କରାନ୍ତୁ
ଆମ୍ଭର ଆଭିମୁଖ୍ୟ
୧- ବର୍ତ୍ତମାନ ପାଇଁ RI ପରୀକ୍ଷା ବାତିଲ କରାଯାଉ।
୨- ପୁନର୍ବାର ୩ ମାସ ମଧ୍ୟରେ ଅନଲାଇନ୍ ପରୀକ୍ଷା କରାଯାଉ।
୩- ଯଦି ଅନଲାଇନ୍ ରେ ପରୀକ୍ଷା ହୁଏ ତେବେ TCS କୁ ହିଁ ପରୀକ୍ଷା ଦାୟିତ୍ଵ ଦିଆଯାଉ।
ତା ଛଡ଼ା ଅନ୍ୟ କୌଣସି ସଂସ୍ଥା କୁ ଦିଆ ନଯାଉ।
୪- ପରୀକ୍ଷା ସେଣ୍ଟର୍, କେନ୍ଦୀୟ SSC Board ପରୀକ୍ଷା କରୁଥିବା ଜାଗା ରେ ହେଉ।
୫- ପରୀକ୍ଷା ଫଳ ରେ Percentile ସିଷ୍ଟମ୍ ସମ୍ପୂର୍ଣ ଭାବରେ ହଟାଯାଉ।
୬- ପରୀକ୍ଷା ଫଳ ଲିଷ୍ଟ ରେ ପିଲାଙ୍କ ନାମ, ରୋଲ ନମ୍ବର, ଆପ୍ଲିକେସନ ନମ୍ବର, Raw Score, Normalised Score, Age, Catagory ଏବଂ Wrong Attempts ଆଦି ଯେମିତି ହେଲେ ବି ସ୍ଥାନ ଦିଆଯାଉ।
୭-Normalisation ପାଇଁ କେନ୍ଦ୍ରୀୟ SSC Board କରୁଥିବା ପନ୍ଥା ଅବଲମ୍ବନ କରାଯାଉ ।
୮- ପରୀକ୍ଷା ଶେଷ ହେବାର ସର୍ବାଧିକ ୮ ଦିନ ମଧ୍ଯରେ ପିଲା ମାନଙ୍କୁ Answer Key ଯୋଗେଇ ଦିଆଯାଉ। କେନ୍ଦ୍ରୀୟ SSC Board ପରୀକ୍ଷା ଗୁଡିକରେ ମଧ୍ୟ ସେମିତି ହୁଏ।
୯- ପରୀକ୍ଷା କେନ୍ଦ୍ର ରେ ବ୍ୟାପକ CCTV ର ବ୍ୟବସ୍ଥା କରାଯାଉ। ଯେଉଁ ଜାଗା ରେ CCTV କାମ କରୁନାହିଁ ସେ କେନ୍ଦ୍ର କୁ ତୁରନ୍ତ ରଦ୍ଦ କରାଯାଉ।
୧୦- ଏହି ସବୁ ଉନ୍ନତ ବ୍ୟବସ୍ଥା ପାଇଁ ଯଦି ରାଜ୍ୟ ସରକାର ପରୀକ୍ଷାର୍ଥୀ ମାନଙ୍କଠୁ କିଛି ଫି ଦରକାର କରୁଛନ୍ତି, ତାହା ପରୀକ୍ଷାର୍ଥୀଙ୍କ ଠୁ ନେଇପାରିବେ।
ଯାହାକୁ ଲାଗୁଛି ତୁମର EXAM ଭଲ ହେଇଛି।🙂 ତୁମେ କେମିତି ଜାଣିଲ ତୁମେ Corruption ରେ safe ଅଛ ବୋଲି ?🤔
ଯେତେ ବେଳେ Final ରେ କଟିବ। ସେତେବେଳେ ଭାବିଲେ ଆଉ କାନ୍ଦିଲେ କିଛି ନଥିବ । ତ ସେଇ ପାଠ ତୁମେ ପଢ଼ି re-exam ରେ ବସିବ Free Corruption ହେଲେ ତୁମେ "Almost 90% safe" ରହିବ।
👍
ବାତିଲ କାହିଁକି ଏଯାଏଁ କରାଯାଇନି
Black listed company ku government kahniki OSSSC ra ARI,RI,AMI,SFS,ICDS exam pain allow karichhanti? Government ku request OFFLINE re dt.fix kari karantu.Bahut problem heuchhi ae company ra computer re exam debaku.Extention karibaku anurodh.
Why govt is not solving the problem of Students?????
Chatra mane andolana karuchanti bahut bada dukhara katha government ku lajya nahi chi chi😢
Chakri,Bikri,Katha,Nirat,Sotya,,,Chhatra,Andalan,Sowagot,jagya,swachhota,nohebajay,chalu,,jayjaganath,❤🎉🎉❤
IRB /OSAP Constable re madhya offline karajau
❤❤❤
We have selected junior manager electrical from 2012 after written and vivavoice.till now we loss in case highcourt case spending 40 lakh money.supreme court said a selected candidate has no vested right for a post.
ସବୁ ପିଲା 1hr ପାଇଁ ବି ପଢ଼ା ବନ୍ଦ କରିକି ଆସ mastercanteen ନ ହେଲେ ଏମିତି ପଢୁଥିବ ପାଉ ନଥିବ
Are madam eita pilanka future eithire please election puraoni
All are requested to come Bbsr
Paisa nei ki online hike kari ki mark badehi dia hau chi totally corruption
In all ssc and osssc exam
Reportermane,madhya,Jani,Suni,sarkaranka,saportre,goribapilara,Tonkanaito,jagyanahi,bodabodiankar,kathare,Sarkar,jayjaganath ❤🎉❤😂😢😮❤
Jadi naveen thana sure katha sunithanta ei bgp katputli
IRB /OSAP Constable re madhya offline karajau govt Karuchi kan
Media madam apana b kn paesa khaichanti ki kn ae bhali bala question pacharuchanti 😂😂
Jadi sarkar swachhata katha kahuchhanti taha hela exam offline kara
ମୋତେ କାଈ ଲାଗୁନି ଏଠି ଛାତ୍ର strike କରୁଛନ୍ତି ବୋଲି।
Tume bhabuchha ki school students asiki strike kale semanku students kuhajiba . Amanebi students tume janiparuna
@@amprakashnaik768 hmm students je bu rajaniti students vali laguchi..🤔bhi
@@karunakarkk6725 hmm bhai rajaniti nahele semane amo students manaka kathaku jamaru sunibeni ki kichhi acction nebeni
Mohan sorkar standard less sarker
Naveen sarkar ta chhodi pakau thilaa... Sabu sarakar hauchhanti maaghiya
Nabina😂kona upadichi
Rkl re strike heuchi ki
Ys
Percentile uthajau
Sabu exam offline karajau
Bjd huskeiki evali karuchi .
Ahi channel t BJP ra
Odisha re kebe bhala se exam karibe
ମୁଖ୍ୟମନ୍ତ୍ରୀ. ପଦକ୍ଷପ ନିଆନ୍ତୁ ନ ହେଲେ
ସରକାର ବଦନାମ
ପୁରୁଣା ସରକଙ୍କର ଏ କାମ (ମୁଖ୍ୟ ଖଳନାୟକ ପାଣ୍ଡିଆନ )
ସମ୍ପୂର୍ଣ ସତ୍ୟ।
U r ri8👍
ଭକୁଆ ବନେଇବା ଛାଡ ଦୟାକରି ପରୀକ୍ଷା oflinne କରାଯାଉ
1st ru BJP sarkar ra pariba pania dekhagala
Rahul Gandhi nku jaldi janao bhai mane 😅😢😢
Sabu exam re emiti heuchhi, master mind ku dhara jau,tara tala ta kati dia jau, govt kichhi punishment dei paruni,student Ekk hua Bangladesh pari ekatharake office re pasa salanku godai,godai mada mara
Osssc exam cancel karo nahel nia jaleideba odisha
Student strike❌
Political strike✅
Kemiti janila aeita political strike..ghare basiki type kari dele gala aau
Mor 23 exam thila au mobile sms aslani mi exam deat janiparili nai
BJD BJP bhai bhai
Kn hb kn nhi pacha katha government janile corporation hauchi ta exam cancel Kara ta pare jou katha hele ati kehi sunu nahanti
Besipila galapari laguni
OSSSC hi hi
Ban kara jau
Paisa dia chakiri nia
Odisha bashi kn bhakua
Student nka strike nuhen political strike
samastankara prelims clear karajau next (all) exam belaku sabu swatchhata purbak exam karajau
Kichhi durniti nahi
Kete paisa deichu kire chindali
Student strike ❌
Political strikes✅
Sabu michha .