୭୦ ବର୍ଷ ଲୋକେ ବଞ୍ଚୁ ନାହାଁନ୍ତି, ୮୦ ବର୍ଷ ବୟସ ହେଲେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ; ଏହା ଥଟ୍ଟା ନୁହେଁ ଆଉ କଣ

Поділитися
Вставка
  • Опубліковано 16 жов 2024

КОМЕНТАРІ • 1,1 тис.

  • @DNPTechnical18
    @DNPTechnical18 2 місяці тому +264

    BJP ଓଡ଼ିଶା ବାସୀଙ୍କୁ ଭଲ ଏପ୍ରିଲ ଫୁଲ୍ ବନେଇଛି

  • @kshirodbarik7170
    @kshirodbarik7170 2 місяці тому +158

    Bjp ର ଲାଷ୍ଟ୍ ଚାନ୍ସ ମିସ୍ କରିଦେଲା ଆଉ କେବେ ଓଡ଼ିଶାରେ ସରକାର କରିପାରିବେନି ଛି ଛି ଏ ସରକାର ଧୋକା ବଜ୍ ସରକାର👊👊👊👊

  • @mandardharjena2450
    @mandardharjena2450 2 місяці тому +143

    ବିଜେପି କାମ ନୁହଁ

  • @jitendramishra9363
    @jitendramishra9363 2 місяці тому +138

    Modi Majhi hatao desh bachao

  • @BinapaniNayak-f8u
    @BinapaniNayak-f8u 2 місяці тому +125

    ଷାଠିଏ ବର୍ଷ ହେଲେ କ'ଣ ବୁଢ଼ା ବୁଢ଼ୀ ହୁଅନ୍ତି ନାହିଁ ।ଇଏ ବହୁତ ଅନ୍ୟାୟ ।

  • @sandeshdas1690
    @sandeshdas1690 2 місяці тому +205

    ବିଜେପି ଟାଉଟର ନୁହେଁ ସୁପର ଟାଉଟର

    • @RuihaMarndi-ml4eu
      @RuihaMarndi-ml4eu 2 місяці тому +2

      Bjdକଣ ସାଧୁ

    • @silunayak6482
      @silunayak6482 2 місяці тому

      Semanaka apekhya bhala .​@@RuihaMarndi-ml4eu

    • @jayantakumarparhi7935
      @jayantakumarparhi7935 2 місяці тому +1

      Are bhai BJP heu ki congress gote government ku time dia gote month re kie kn karipakaiba...

    • @satyabratadas3635
      @satyabratadas3635 2 місяці тому

      ​@@RuihaMarndi-ml4euyes

  • @trilochanbiswal52
    @trilochanbiswal52 2 місяці тому +460

    ଆସନ୍ତା ପଞ୍ଚାୟତ ନିର୍ବାଚନ ରେ BJP କୁ ଉଚିତ ଜବାବ ଦିଆଯିବ, ସାବଧାନ ମୋହନ ସରକାର

  • @nainadaspattnaik2663
    @nainadaspattnaik2663 2 місяці тому +103

    ଏବେ କାନ୍ଦିବାକୁ ପଡୁଛି
    ନା ବିଜୁଳି ବିଲ, ନା ଭତ୍ତା କିଛି ନାଇଁ 🥲

    • @fapulrath6351
      @fapulrath6351 2 місяці тому +2

      ସୂର୍ଯ୍ୟ ଘର ଛାତ ଉପରେ ଲଗାନ୍ତୁ,୫୦,୦୦୦ଦେଇକି,
      ତାପରେ ୩୦୦ ୟୁନିଟ କଥା ଚିନ୍ତା କରିବେ ।

    • @niharranjanbehera5639
      @niharranjanbehera5639 2 місяці тому

      😂😂

  • @satrughnanaik4393
    @satrughnanaik4393 2 місяці тому +84

    ୮୦ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକେ ବିଜେପିକୁ ଭୋଟ ଦେଇ ୩୫୦୦ ଟଙ୍କା ଭତ୍ତା ପାଆନ୍ତୁ |

  • @soumyaranjanmallick2952
    @soumyaranjanmallick2952 2 місяці тому +119

    ସୁପର ମିଛୁଆ ବିଜେପି

    • @RuihaMarndi-ml4eu
      @RuihaMarndi-ml4eu 2 місяці тому +1

      Bjdହେଉଛି ବାହା ମିଛୁଆ

    • @Motivational__video56
      @Motivational__video56 2 місяці тому

      ​@@RuihaMarndi-ml4euat least ration card rules dekho jaao

    • @princerajesh475
      @princerajesh475 2 місяці тому +4

      Subhadra yojana re bhi amt pratarana dekhibaku miliba😂😅

    • @PATTANAIK_GAMER
      @PATTANAIK_GAMER 2 місяці тому +2

      @@RuihaMarndi-ml4eutote kie dakila re andhabhakta 😂😂😂😂

    • @achyutbag4614
      @achyutbag4614 2 місяці тому

      300 unit bijuli b seia heba

  • @sbehera5051
    @sbehera5051 2 місяці тому +153

    60ବର୍ଷ ରୁ ବାର୍ଦ୍ଧକ୍ୟ ଭତ୍ତା 3000 ନିହାତି ଦରକାର ,

  • @bijayparida8085
    @bijayparida8085 2 місяці тому +8

    ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି

  • @dayanidhisahoo2158
    @dayanidhisahoo2158 2 місяці тому +59

    ଅତି ଚାଲାଖ ସରକାର ପଞ୍ଚାୟତ ଭୋଟ ରେ ଲୋକେ g m😂କରିଦେଵେ

  • @pravasinisingh386
    @pravasinisingh386 2 місяці тому +96

    ମିଛୁଆ BJP ସରକାର

  • @AlokMishra-w3e
    @AlokMishra-w3e 2 місяці тому +51

    ଭତା ଠିକସେ ଦେଇପରୁନାହାନ୍ତି ଚାକିରି କଣ ଦେବେ😢😢😢😢😢😢😢

  • @MNDIGITALSARAKANA
    @MNDIGITALSARAKANA 2 місяці тому +45

    ଆଗାମୀ ବଜେଟ୍ ରେ 120 ବର୍ଷ ରୁ ଉର୍ଦ୍ଧ ଙ୍କୁ 15,000 ଆଉ 150 ବର୍ଷ ରୁ ଉର୍ଦ୍ଧ୍ବ ଙ୍କୁ 25,000 ମିଳିବାର ସମ୍ଭବନା ଅଛି !!

  • @amarcreation0655
    @amarcreation0655 2 місяці тому +115

    ବିଧବା ମା ଭଉଣୀଙ୍କର ଭର୍ତ୍ତା ବଢ଼ାନ୍ତୁ 👍

    • @Sahusipun
      @Sahusipun 2 місяці тому +2

      Ri8

    • @MurlidharBehera-g3v
      @MurlidharBehera-g3v 2 місяці тому +2

      sota kotha

    • @BonyNahak
      @BonyNahak 2 місяці тому +2

      Bhata miliba hele tamaku 80 barsa hele miliba 3000 tanka ye sarkar ta thakidela samstanku

    • @RajeshKumar-s
      @RajeshKumar-s 2 місяці тому +1

      Bhai 3k miliba 60+ loka nku....thakile kouthi...check your fact 1st​@@BonyNahak

    • @AdyashaNayak-yp9fm
      @AdyashaNayak-yp9fm 2 місяці тому +1

      Nihati badhu

  • @kalpanamohapatra1528
    @kalpanamohapatra1528 2 місяці тому +24

    ଜନସାଧାରଣ ଯେମିତି ହାତ ଧରି ବସେଇଛନ୍ତି ସେମିତି ତଣ୍ଟି ଧରି ଓହ୍ଲେଇ ଦେବେ

  • @PRAMODKUMARBHERA
    @PRAMODKUMARBHERA 2 місяці тому +36

    ବିଜେପି ଓଡିଶାର୍ ଲୋକଙ୍କୁ ଭକଉଆ ବନେଇ ଭୋଟ ନେଇଗଲେ । ଆଗାମି ଦିନରେ ଜବାବ୍ ଦିଅ। ତୁମର MLA କୁ କୁହ ବିଜେପିରୁ ଇସ୍ତଫା ଦେବେ ।

  • @DebasisBhoi-se5jg
    @DebasisBhoi-se5jg 2 місяці тому +61

    ବିଜେପି ଠକୁଛି ଲୋକଙ୍କୁ ଅଉ କିଛି ନାହି

  • @AlokMishra-w3e
    @AlokMishra-w3e 2 місяці тому +34

    ଭୋଟ ସମୟରେ ଗୋଟେ କଥା ଭୋଟ ପାଇ ସାରିଲା ପରେ ଆଉ ଗୋଟେ କଥା 😢😢😢😢😢😢😢😢😢😢😢😢😢

    • @TAPAN777
      @TAPAN777 2 місяці тому

      Katha kuha kapila

  • @babunamallick5594
    @babunamallick5594 2 місяці тому +111

    ଓଡ଼ିଶା ପାଇଁ ବେକାର ଏ ବିଜେପି ସରକାର

    • @MurlidharBehera-g3v
      @MurlidharBehera-g3v 2 місяці тому +1

      sota kotha

    • @BonyNahak
      @BonyNahak 2 місяці тому

      @@babunamallick5594 ebe bujha paduchi naa hele kn heba 5 barsa ta samste mareiba

    • @sbehera5051
      @sbehera5051 2 місяці тому

      @@babunamallick5594 କିନ୍ତୁ ବାର୍ଦ୍ଧକ୍ୟ ଭତ୍ତା 3000 👍

  • @mohanmajhi5105
    @mohanmajhi5105 2 місяці тому +64

    100 ବର୍ଷ ପରେ 3500 ଭତା ଦେବା କଥା

    • @satyarout098
      @satyarout098 2 місяці тому +1

      ODISHA ରେ ଯିଏ death' ହୋଇବ then ତାକୁ ମିଳିବା କଥା

    • @nisharoshan7782
      @nisharoshan7782 2 місяці тому

      😂😂

  • @AlokMishra-w3e
    @AlokMishra-w3e 2 місяці тому +17

    BJP ସରକାର ଭାଷଣରେ ହିରୋ କାମରେ ଜିରୋ ଦେଖେଇ ହୁଏ ଅଧିକା ଯାହା କହେ ତାହା କରେନାହିଁ 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @baikunthacharanrout7754
    @baikunthacharanrout7754 2 місяці тому +35

    Only Naveen Sir 🙏🙏🙏❤❤❤🎉🎉🎉

  • @ManojDas-cn9mq
    @ManojDas-cn9mq 2 місяці тому +21

    Bjp hatao odisha ru.2029 odisha puni bjd sarkar

  • @CreationOdia1234
    @CreationOdia1234 2 місяці тому +17

    ପ୍ରତାରିତ କହିଲେ ଭୁଲ୍ ହେଇଯିବ ଠକ ସରକାର ଠକ ମୋଦି ସରକାର ଠକ ମୋହନ ମାଝି ଠକ ମାଝି

  • @subashchandradas1638
    @subashchandradas1638 2 місяці тому +50

    ଷାଠିଏ ବର୍ଷ ରୁ ତ ଭତ୍ତା ମିଳୁଛି।

  • @DeepakKumarRout-k7m
    @DeepakKumarRout-k7m 2 місяці тому +39

    Bjp sarkar biswa choro sarkar

  • @DasharathaRoti
    @DasharathaRoti 2 місяці тому +37

    Next jitiba BJD

  • @sarmiranayak5934
    @sarmiranayak5934 2 місяці тому +74

    ଓଡ଼ିଶାର ଗଣମାଧ୍ୟମ ଏତେ ତଳକୁ ଖସିଗଲା ଆଉ ଭରସା ଯୋଗ୍ୟ ହେଇ ପାରିବ ନାହିଁ

  • @bidyutranjanpradhan652
    @bidyutranjanpradhan652 2 місяці тому +8

    ମନ ରଖିଲେ ମୋହନ , ହୋଇଗଲେ ମନମୋହନ , ବିକିବେ ଏଥର ଯାଦୁମଲମ !!!

  • @PrafullaKNayak
    @PrafullaKNayak 2 місяці тому +6

    ବାହାରେ ଲୋକ କହୁଛନ୍ତି ଓଡ଼ିଆ ଲୋକ କେତେ ଗଧ ଯେଉଁମାନେ bjp କୁ ପାୱାର କୁ ଆଣିଛନ୍ତି ସେମାନେ ଏପରି ପ୍ରତାରଣା ପାଇଁ ଯୋଗ୍ୟ।

  • @ArchanaNayak-cq3we
    @ArchanaNayak-cq3we 2 місяці тому +7

    ସେ ମୂଖ୍ୟ ମନ୍ତ୍ରୀ ଭଳିଆ ଆଚରଣ କରୁନାହାନ୍ତି, ସେ ସତରେ ମୂଖ୍ୟ ମନ୍ତ୍ରୀ ହେବାର ଯୋଗ୍ୟ ନୂହନ୍ତି

  • @DusmantPaltasingh
    @DusmantPaltasingh 2 місяці тому +8

    ୬୦+ଭତ୍ତା ନ ବଡେ ବିଜେପି ସରକାର ପତନ ହବ

  • @Ranjanmallick1999-tr1ih
    @Ranjanmallick1999-tr1ih 2 місяці тому +12

    ଆଛା ଭାଇମାନେ ତୁମେମାନେ କୁହ ଯଦି ନବୀନ ପଟ୍ଟନାୟକ ଭଲ ଲୋକ ନଥାନ୍ତେ ଓଡ଼ିଶା ର ବିକାଶ କରି ନଥାନ୍ନ୍ତେ ତାହେଲେ କେମିତି ଲୋକ ମାନେ ତାଙ୍କୁ ୨୪ ବର୍ଷ ଶାସନ କରିବା ପାଇଁ ସୁଯୋଗ ଦେଇଥାନ୍ତେ, ଏବେ ଖାଲି ଧର୍ମକୁ ନେଇକି ରାଜନୀତି ଚାଲିଛି ଆଖି ଖୋଲ ଭାଇମାନେ ।।। ବିଜେପି ସରକାର ସର୍ତ୍ତାକୁ ଆସିବା ପୂର୍ବରୁ ଗୋଟେ କଥା କହିଲେ ସେଇ ଭରସାରେ ଲୋକମାନେ ତାଙ୍କୁ ସରକାର ଗଢ଼ିବା ପାଇଁ ଦେଲେ ,ହେଲେ ବିଜେପି ସରକାର ଯାହା ଏବେ କରୁଛି ଠିକ୍ କରୁଛି ତ? ବୟସ୍କ ମାନଙ୍କର ବାର୍ଦ୍ଧକ୍ୟ ଭର୍ତା ୩୦୦୦ କହିକି ଏବେ ଘୋଷଣା କରିଲେ ୮୦ ବର୍ଷରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ ମିଳିବ ସେତେ ବର୍ଷ ବଞ୍ଚିଥିଲେ ତ , ଆଉ ଯାହା ଯେମିତି ଚାଲିଥିଲା ସେମିତି ଚଳିଥାନ୍ତା ଏ ନାମ ପରିବର୍ତ୍ତନ ଆଉ ରଙ୍ଗ ପରିବର୍ତ୍ତନ କରିବା କଣ ନିହାତି ଆବଶ୍ୟକ ଥିଲା କି?

  • @ranjansethy3269
    @ranjansethy3269 2 місяці тому +8

    ଅତି ଜରୁରୀ ବିଧବା ମାନଙ୍କର ବଢିବା ଦରକାର

  • @banshidharua41
    @banshidharua41 2 місяці тому +2

    ବିଜେପି ର ଅଭିନୟ ବହୁତ ବଢିଆ ଧନ୍ୟବାଦ ।

  • @dinabandhumalik4884
    @dinabandhumalik4884 2 місяці тому +7

    ପାଞ୍ଚ ବର୍ଷ ପରେ ଲାଙ୍ଗୁଡ଼ ଟେକିକି ଯିବ ବିଜେପି

  • @AshutoshBehera-qd3gd
    @AshutoshBehera-qd3gd 2 місяці тому +1

    ବିଧବା କୁ3500 ଦିଆଯାଉ ଆଗ୍ୟୀ

  • @timepasscreative6794
    @timepasscreative6794 2 місяці тому +10

    ଏ ମୋହନ କୁ ଗରିବ ନିଃଶ୍ୱାସ ପଡ଼ିବ ପ୍ରକୃତ ଯଦି ଧର୍ମ ବୋଲି କିଛି ଥାଏ ଏ ମୋହନ ଅଭିଶପ୍ତ ହେଇ ବୁଡିବ ଜଳି ପୋଡ଼ି ମରିବ

  • @JagatanandaDhrupati
    @JagatanandaDhrupati 2 місяці тому +1

    Right sir

  • @satyachayaentertanment1870
    @satyachayaentertanment1870 2 місяці тому +52

    କେବଳ ଅର୍ଗସ କହୁଛି ବିଜେପି ର

  • @dhanurjabesan276
    @dhanurjabesan276 2 місяці тому +28

    ମୋହନ ସରକାର ଭତ୍ତା ଯୋଜନା ରେ ବୃଦ୍ଧି ପାଇବ ବୋଲି କହି ଠକୁଛ,

  • @thomaskor4406
    @thomaskor4406 2 місяці тому +4

    ଆସନ୍ତା ଦିନରେ ଓଡ଼ିଶାର ଜନସାଧାରଣ ଏହାର ଜବାବ ଦେବେ,

  • @s....p7120
    @s....p7120 2 місяці тому

    ଜୟ ନବୀନ ଜୟ ବିଜେଡି

  • @sadanandasahoo3707
    @sadanandasahoo3707 2 місяці тому +15

    ୮୦ ବର୍ଷ ଓ ତଦୁର୍ଦ୍ଧ୍ବ ବୟସର କେତେ ଜଣ ଅଛନ୍ତି? ସେଥିରୁ କେତେଜଣ ସରକାରୀ ପେନସନ ପାଉଛନ୍ତି। କାରଣ ସରକାରୀ ପେନସନ ପାଉଥିବା ଲୋକ ମଧୁବାବୁ ପେନସନ ପାଇବେ ନାହିଁ। ତେଣୁ କେତେ ଲୋକ ପ୍ରକୃତରେ ଏହାଦ୍ଵାରା ଉପକୃତ ହେବେ।
    ଓଡ଼ିଶାର ଅଧିକାଂଶ ସାମ୍ବାଦିକ ସାମ୍ବାଦିକତା କରୁନାହାଁନ୍ତି ବରଂ ଚାଟୁକାରିତା କରୁଛନ୍ତି

    • @BonyNahak
      @BonyNahak 2 місяці тому

      @@sadanandasahoo3707 * 80 barsa jae ajikali banchiba bada kasta bhai aau ye kadali bjp sarkara 80 hele 3500 deba bhata bjp ra dum nahi desha rajya chaleibaku jadi dum thanta na ebethu hi budha budhi pai bhata lagu karithanta ete skim kariba kn darkar*

  • @jitendrapradhan9476
    @jitendrapradhan9476 2 місяці тому +7

    Parfect saying sir jiiii

  • @SWEETIE-01-1
    @SWEETIE-01-1 2 місяці тому +6

    ଏ ମାଁଗିହା ସରକାର ବାଳ ଯୋଜନା କରୁଛି

  • @b4new167
    @b4new167 2 місяці тому +15

    2029 bjd coming soon ❤❤❤

  • @statusbook3214
    @statusbook3214 2 місяці тому +1

    ଖାଲି ମିଛ ପ୍ରତିଶ୍ରୁତି ।ଏହାର କଡ଼ା ଜବାବ ମିଳିବ ଦରକାର୍।ଭତ୍ତା ବର୍ଜନ କରାଯିବ ଉଚିତ୍।

  • @tanmayeeparida1500
    @tanmayeeparida1500 2 місяці тому +18

    Thik katha

  • @bhimarajdigal8514
    @bhimarajdigal8514 2 місяці тому +1

    Good advic

  • @chandansahoo2464
    @chandansahoo2464 2 місяці тому +6

    ଏ ହେଲା ଜୁମଲା ସରକାର ବେଈମାନ ସରକାର

  • @omprakashsahu4247
    @omprakashsahu4247 2 місяці тому +1

    ହଇରେ ପାଗଳ ବିଜେପି କହିଥିଲା 3000 ହେଲାକି ନାହିଁ 500 ଏକ୍ସଟ୍ରା 80 ବୟସ ବୃଦ୍ଧା ଙ୍କୁ ଯିଏ ବଞ୍ଚିବା ସିଏ ପାଇବ

  • @gurukrupa4151
    @gurukrupa4151 2 місяці тому +5

    ସେଇ ବର୍ଷର ଲୋକଙ୍କୁ କହିଲନି ଭୋଟ ଦେଇଥାନ୍ତେ ସମସ୍ତେ କାଇଁ ଦେଲେ ।

  • @sarojkumarbehera8827
    @sarojkumarbehera8827 2 місяці тому

    ବିଜେପି ସରକାର ଆଉ 3000 ଟଙ୍କା ମିଳିବ ବୋଲି କିଛି ଦେଖାଯାଉନାହିଁ

  • @ମୋନିଜଅନୁଭୂତି
    @ମୋନିଜଅନୁଭୂତି 2 місяці тому +38

    ବିଜେପି ବାଳ ସରକାର

  • @PrasantaKumarGiri-cx7dm
    @PrasantaKumarGiri-cx7dm 2 місяці тому +9

    ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦେଖିବା

  • @DeepakKumarRout-k7m
    @DeepakKumarRout-k7m 2 місяці тому +23

    Bjp choro Argus aau otv biswa dakayat

  • @nuapadaspecial525
    @nuapadaspecial525 2 місяці тому +2

    ମୋହନ ସରକାର ଙ୍କ ବିନାଶ କାଳେ ବିପରୀତ ବୁଦ୍ଧି।

    • @fapulrath6351
      @fapulrath6351 2 місяці тому

      @@nuapadaspecial525 ସରପଞ୍ଚ କୁ cm ବନେଇଲେ ଏଇଆ ଭୋଗି ବାକୁ ପଡ଼ିବ

  • @ranajitjena4668
    @ranajitjena4668 2 місяці тому +60

    ବିଜେପି ଦଳ ମିଛ ଗୁଜବର ଆଶ୍ରୟ ନେଇ ଓଡିଶା ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନିଜର ଉଦେଶ୍ୟ ନିର୍ବାଚନରେ ପୂରଣ କରିଲେ ଏବେ କିପରି ସାଧାରଣ ଲୋକଙ୍କୁ କିପରି ଠକା ଯାଇପାରେ ତାର ନମୁନା ବଜେଟରେ ଦେଖାଇଦେଲେ

    • @SanjayaBahuka143
      @SanjayaBahuka143 2 місяці тому +2

      bjd chora dala

    • @aquaculture151
      @aquaculture151 2 місяці тому +2

      BJD kau satrey sarkar chalauthiley, Nabin dalal abeybi haribaku siukar karunahanti,

    • @harharmahadev2805
      @harharmahadev2805 2 місяці тому

      ​@@aquaculture151🎉

    • @sudhansusubudhi896
      @sudhansusubudhi896 2 місяці тому

      Bjp sabuthu chora.. 80 age heu bhata paiba ​@@SanjayaBahuka143

    • @Motivational__video56
      @Motivational__video56 2 місяці тому

      ​@@SanjayaBahuka143bjp Kan kou volo ki bhai nutral heiki dekho kie volo

  • @ranjansethy3269
    @ranjansethy3269 2 місяці тому +8

    ଲୋକମାନଙ୍କୁ ଠକିବା ଠିକ୍ ନୁହେଁ ଏହାର ଜବାବ panyayat ଇଲେକ୍ସନ ରେ ଦିଆଜିବ

  • @AlokMishra-w3e
    @AlokMishra-w3e 2 місяці тому +7

    ଯାହାର ହାତ ଗୋଟେ ବା ଗୋଟେ ଗୋଡ଼ ନାହିଁ ଯଦି ସେ। ୬୫/ ଭିନ୍ନକ୍ଷମ ସେ କଣ ୧୦୦୦ଟଙ୍କା ପାଇଁ ଯୋଗ୍ୟ ଜୟ ଜଗନ୍ନାଥ ଜୟ ବିଜେପି ସରକାର ଭୋଟ ଦେଇ ଆମେ ହେଲୁ ହା ଆ କାର😢😢😢😢😢😢😢😢😢😢😢😢😢😢😢

    • @fapulrath6351
      @fapulrath6351 2 місяці тому

      @@AlokMishra-w3e ଆମ ସରକାର ଙ୍କ ଅନୁସାରେ ଠିକ୍

  • @prasadmajhi5559
    @prasadmajhi5559 2 місяці тому +9

    କଳିଯୁଗର ମାଁ ବାପା ମାନେ ୮୦ ବରଷ ବୟସ୍ ଯାଏଁ ରହିବେ କୀ......?

  • @jyotiranjansahoo8128
    @jyotiranjansahoo8128 2 місяці тому +10

    BJP hatao odisha bachao....

  • @satyabratadash1586
    @satyabratadash1586 2 місяці тому +1

    You Are Right Sir 👍

  • @RupamFashionclothstore
    @RupamFashionclothstore 2 місяці тому +32

    Only Naveen sir ❤️❤️❤️❤️

  • @AnusuyaKar
    @AnusuyaKar 2 місяці тому

    Thike katha

  • @NabinGouda-r4x
    @NabinGouda-r4x 2 місяці тому +10

    Tik khuchnti sir

  • @RajkishoreMallick-ss1km
    @RajkishoreMallick-ss1km 2 місяці тому +1

    It is a rights question

  • @basantakumarnayak695
    @basantakumarnayak695 2 місяці тому +6

    ଏ ସରକାର ଙ୍କ ମତରେ ୮୦ ବର୍ଷ ରୁ ଲୋକେ ବାର୍ଦ୍ଧକ୍ୟ ହେବେ। ୬୦ ରୁ ୭୯ ବୟସ ଲୋକେ ଯୁବକ। ବେଶରମି ସରକାର ଙ୍କୁ କଣ କୁହାଯିବ? ଏମାନେ ହେଲେ ନିର୍ଲଜ୍ଜ। ପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ।

  • @shibaprasadnayak1315
    @shibaprasadnayak1315 2 місяці тому +1

    Thik kahile sir

  • @dibakar1238
    @dibakar1238 2 місяці тому +16

    ଲଜ୍ୟା ଲଯ୍ୟା

  • @AlokMishra-w3e
    @AlokMishra-w3e 2 місяці тому +1

    50% ରୁ 78% ଥିବା ଭିନ୍ନକ୍ଷମ । 60 ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ । ❤❤❤ଜୟ ଜଗନ୍ନାଥ। ଜୟ ଓଡ଼ିଶା।

  • @likunaPalai
    @likunaPalai 2 місяці тому +5

    ଆଶୁ ସରପଞ୍ଚ ଇଲେକ୍ସନ ଆଉ ଥରେ ଦେଖେଇ ଦବୁ 😊

  • @BarikDulari
    @BarikDulari 2 місяці тому +1

    You are right sir

  • @DeepaPanda-n5n
    @DeepaPanda-n5n 2 місяці тому +8

    Right bhai

  • @chittaranjanpanda9026
    @chittaranjanpanda9026 2 місяці тому +1

    ଭାଇ ସ୍ବପ୍ନ ଓଡିଶାବାସୀ ଦେଖିଛନ୍ତି
    ସତ ହେବ ନି
    ମୋଦୀ ହେଉଛି କଥା କୁଆହା କପିଳା
    Congress କୁ vote। ଦେଇଥିଲେ ସବୁଠୁ ବଢିଆ ହୋଇଥାନ୍ତା
    କଂଗ୍ରେସ ଯୋଉ ରାଜ୍ୟରେ ସରକାର୍ କରିଛି
    ନୂଆ ଯୋଜନା ସାଙ୍ଗେ ସାଙ୍ଗେ କରିଛି
    ଏ ରାହୁଲ୍ ଗାନ୍ଧୀ ଯାହା କହିବ ତାହା କରିବ

  • @SidharthPrasadDas
    @SidharthPrasadDas 2 місяці тому +9

    ଦିନରେ ଲଣ୍ଠନ ଦେଖେଇଲେ ଲୋକଙ୍କୁ, ଡବଲ ଇଂଜିନ ମାର ତାଳି,

  • @AlokMishra-w3e
    @AlokMishra-w3e 2 місяці тому +1

    ଭିନ୍ନକ୍ଷମ ମାନଙ୍କର ବୟସ ଏବଂ ପରସେଣ୍ଟ ହିସାବରେ ଭତା ବଢିବ ବୋଲି ନ କହି ମିଛ ଭାଷଣ ଦେଇ BJP ସରକାରକୁ ଆସିଛି | କେବଳ ୮୦ % ଭିନ୍ନକ୍ଷମ ଏବଂ ୮୦ ବର୍ଷ ବୟସ ର ବୃଦ୍ଧା ବୃଦ୍ଧି ଭୋଟ ଦେଇ ସରକାରକୁ ଆଣିଥିଲେ ଆଉ ଯେଉଁମାନେ ୫୦% ରୁ ୭୮% ଭିନ୍ନକ୍ଷମ ଏମାନେ ଭୋଟ ଦେଇନଥିଲେ ଏମାନଙ୍କର ସଂସାର ନାହିଁ ଏମାନେ କଣ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ନାହାନ୍ତି ଏମାନଙ୍କ ର ଭତା ବଢାଗଲା ନାହିଁ ଜଣକୁ ୧୦୦ଟଙ୍କା ବଢାଇ ଆଉ ଜଣକୁ ୩୦ ଟଙ୍କାରେ ରଖି ଆଡେଇ ଦବା ଏହା କଣ ଅନ୍ୟାୟ ନୁହେଁ

  • @sohanisahu193
    @sohanisahu193 2 місяці тому +12

    Ok Next change kariba

  • @kaberibehera7759
    @kaberibehera7759 2 місяці тому

    Right katha

  • @silkcity470
    @silkcity470 2 місяці тому +6

    Bjp ନାମ ବଦଳାଇବା ଆଉ ରଙ୍ଗ ବଦଳେଇବା😂

  • @kalpanapatra5217
    @kalpanapatra5217 2 місяці тому

    ଏହା ସମ୍ପୂର୍ଣ୍ଣ ପ୍ରତାରଣା

  • @bholeswarsamal9789
    @bholeswarsamal9789 2 місяці тому +20

    Wait for panchayat election 2027 ... Right 👍👍

  • @ManasRana-cz5pb
    @ManasRana-cz5pb 2 місяці тому +8

    Right

  • @DamayantiSashni
    @DamayantiSashni 2 місяці тому

    Nice message

  • @fapulrath6351
    @fapulrath6351 2 місяці тому +4

    ୧୮ ବର୍ଷରୁ ୫୯ ବର୍ଷର ମହିଳା ମାନଙ୍କୁ ୧୦୦୦ କୁଆଡେ ଗଲା

  • @nrusinghacharanadash4036
    @nrusinghacharanadash4036 2 місяці тому +1

    ଉଛିତଜବାବପଞାୟତନାବାଚନରେ

  • @shivasahoo2616
    @shivasahoo2616 2 місяці тому +7

    କାମକରନି ଖାଲି ସରକାରକେତେବେମିଳିବ

  • @bijayalaxmimohapatra9878
    @bijayalaxmimohapatra9878 2 місяці тому +1

    R8 sir u r telling absolutely correct

  • @sasmitamohanty1970
    @sasmitamohanty1970 2 місяці тому +3

    ବହୁତ ବଢିଆ ଭଦ୍ର ମାଡ ର ଉପହାର ସରକାର ଭେଟି ଦେଇଛନ୍ତି ଓଡିଶାବାସୀ ଙ୍କୁ ଧନ୍ୟବାଦ.....ନୂଆ ସରକାର ନୂଆ ପ୍ରଣାଳୀ ରେ ପ୍ରତାରଣା 😆😆😆😆

  • @padhicreation
    @padhicreation 2 місяці тому

    ଏ ସରକାର କୁ ଲୋକ ଜବାବ ଦେବେ ଏ ପ୍ରତାରଣା କରିବା ସରକାର

  • @trinathpattnaik4593
    @trinathpattnaik4593 2 місяці тому +13

    This is an Idiot govt.

  • @user-wr2se7zz4zhemanta
    @user-wr2se7zz4zhemanta 2 місяці тому

    ସୁପର ମିଛୁଆ ବିଜେପି/100/ମିଛୁଆ

  • @RamaARTWORK
    @RamaARTWORK 2 місяці тому +15

    ଏ ହେଉଛି ଡବଲ ଇଂଜିନ ର ସରକାର

    • @fapulrath6351
      @fapulrath6351 2 місяці тому

      @@RamaARTWORK ଟ୍ରିପଲ୍

  • @AswiniMoharana
    @AswiniMoharana 2 місяці тому +1

    ଏ ସରକାର ର ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉପହାସ

  • @rashmiranjankabirashmiranj8279
    @rashmiranjankabirashmiranj8279 2 місяці тому +5

    Panchayat/Municipality Election ku Ashantu

  • @sanjhasingh2070
    @sanjhasingh2070 2 місяці тому

    ଆଶତାପଚାୟତନିବାଚନରେ.ବିଜେପିହାରିବ.ଚୋରସଳେ.ନବିନଠୁଆଉରିହାରାମି