ମୁଁ ଏକ ଅଯୋଗ୍ୟ ଅପଦାର୍ଥ କହୁଛି | Samaj O Sanskruti | Baishnaba Charan Mohanty | Odisha365

Поділитися
Вставка
  • Опубліковано 7 січ 2025

КОМЕНТАРІ • 220

  • @naturegifts6251
    @naturegifts6251 Рік тому +17

    🙏🙏🙏🙏❤❤❤❤
    ଆଜ୍ଞା ଆପଣଙ୍କ ପରି ବ୍ୟକ୍ତିତ୍ୱଙ୍କୁ ଏପରି କରୁଛନ୍ତି ତ ଆମେ ସାଧାରଣ ଲୋକଙ୍କ ଅବସ୍ଥା......... ଧିକ ପ୍ରଶାସନ

  • @malaykumarpraharaj1864
    @malaykumarpraharaj1864 Рік тому +19

    ବହୁତ ଦୁଃଖ ଲାଗିଲା ବଡଭାଇ, ଆପଣଙ୍କ ପରି ଜଣେ ସରଳ ଓ ସଚ୍ଚୋଟ ବ୍ୟକ୍ତି ଙ୍କୁ ଆମ ଓଡିଶା ସରକାର ନ୍ୟାୟ ପ୍ରଦାନ ଜାଣିଶୁଣି କରୁ ନଥିବାରୁ, ଧନ୍ୟ ଆମ ସରକାର ଓ ଆମ ଓଡିଶାର ନ୍ୟାୟ ବ୍ୟବସ୍ଥା 😢😢

  • @prakasinidas8188
    @prakasinidas8188 Рік тому +35

    ଜୟ ଜଗନ୍ନାଥ,ପ୍ରଣାମ ସାର,ଆଜିକାଲି ନ୍ୟାୟବାନ, ସଚ୍ଚୋଟ ଲୋକମାନେ ହିଁ ଅନ୍ୟାୟର ଶିକାର।ସେମାନଙ୍କ କଷ୍ଟ,ଯନ୍ତ୍ରଣା କେହି ବୁଝନ୍ତି ନାହିଁ, ଓଲଟି ସମାଲୋଚନା କରନ୍ତି।ଆପଣ କିଛି ଲୋକଙ୍କ ଦୃଷ୍ଟିରେ ଅଯୋଗ୍ୟ ହେଇପାରନ୍ତି,କିନ୍ତୁ ଆପଣଙ୍କ ଭଳି ବ୍ୟକ୍ତିତ୍ବ ଏ ସମାଜରେ ବିରଳ ସାର🙏🙏

  • @chantiachary5986
    @chantiachary5986 8 місяців тому +2

    ଆପଣଙ୍କ କଥା ବହୁତ କଷ୍ଟ ଲାଗିଲା ସାର୍

  • @sasmitadatta8819
    @sasmitadatta8819 Рік тому +15

    ମୁଁ କେବଳ ଆପଣଙ୍କ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିପାରିବି । ଜୟ ଜଗନ୍ନାଥ 🙏🙏🙏

  • @kunaprasad5058
    @kunaprasad5058 Рік тому +1

    ଓଡ଼ିଶା ୩୬୫ ର ପରିଚାଳକ ତଥା ମାଲିକ ଙ୍କୁ ଗୋଟେ ଅନୁରୋଧ ଶୁଣିମା ହେଉ।ଆଜି ସମାଜ ବିଘଟନ ର କାରଣ ଓ ସମାଧାନ ର ବାଟ କୁ ନେଇ ମୁଁ ସୃଷ୍ଟି କରିଥିବା ରଚନା କୁ ଚିତ୍ରିତ କରିବା ଏବଂ ସଭ୍ୟତା ର ଉଦ୍ଧାର ପାଇଁ ନିଜ ର କାର୍ଯ୍ୟକ୍ରମ ଜରିଆରେ ମୋତେ ସୁଯୋଗ ଦିଆଯାଉ। ମୁଁ ମଧ୍ଯ ଏ ପ୍ରକ୍ରିୟା ରେ ସାମିଲ୍ ହେବାକୁ ଚାହେଁ। ଜଣେ ସ୍ତମ୍ଭ ଲେଖକ ହିସାବ ରେ ଯେତିକି ନିଜର ସ୍ୱଳ୍ପ ଜ୍ଞାନ ମଧ୍ୟରେ ପ୍ରକାଶ କରିବି ତାହା ନିଶ୍ଚିନ୍ତ ଯୁଗ ଉପଯୋଗୀ ହେବ। ଏବଂ ସମାଜ କୁ ଗୋଟେ ନୂଆ ବାର୍ତ୍ତା ମିଳିପାରିବ। ଜଣେ ଯୁବ ସ୍ତମ୍ଭକାର ହିସାବରେ ସମାଜ କୁ ଉଚିତ୍ ଶିକ୍ଷା ଦେବା ମୋର ମୂଳ ଉଦ୍ଦେଶ୍ୟ ରହିଛି। ମୋ:-୭୮୫୫୯୭୯୬୨୦.

  • @thirdeye9492
    @thirdeye9492 Рік тому +1

    ଆପଣଙ୍କ ସ୍ପଷ୍ଟବାଦୀତା ସ୍ୱାଭିମାନ ସତ୍ୟପ୍ରତି ଅନୁରକ୍ତି ହିଁ ଆପଣଙ୍କ ଅଯୋଗ୍ୟତା.... ଆପଣଙ୍କ ସାଧୁତା ବିଜ୍ଞତା ଏବଂ ନୈତିକତା ଉତ୍ତରପୁରୁଷଙ୍କ ପାଇଁ ଏକ ଦିଗବାରେଣୀ ସମ ଯାଜୁଲ୍ୟ............
    ପ୍ରଣାମ ମହାଶୟ 🙏❤️

  • @ashokkumarmishra7424
    @ashokkumarmishra7424 Рік тому +2

    ଆପଣ ଅଯୋଗ୍ୟ କି ଅପଦାର୍ଥ ନୁହନ୍ତି, ଅନେକ ଜ୍ଞାନୀ, ସଚୋଟ, ଏବଂ କର୍ମ ଯୋଗ କୁ ଆଦରି ନେଇଥିବା ମଣିଷ |
    ମୋ ମତରେ ଆପଣ ଙ୍କ ଜିତ୍ ହୋଇ ସାରିଛି |କିନ୍ତୁ ଆପଣ ଦେଖିବେ ଖୁବ କମ୍ ଦିନ ର ଅବଧି ମଧ୍ୟରେ ଆପଣ ଙ୍କ ସ୍ଥାନ ଖୁବ ଉଚ୍ଚ ରେ ଥିବା ଏବଂ ଯେଉଁମାନେ ଅସହଯୋଗ କରୁଛନ୍ତି ସେମାନେ ରସାତଳ କୁ ନିକ୍ଷେପିତ ହୋଇଯିବେ |ଆପଣ ଙ୍କୁ ମୂଁ ଵା କଣ କହିବି ଯେହେତୁ ଆପଣ ଗିତା କୁ ଅଧ୍ୟୟନ କରିଛନ୍ତି |
    ପ୍ରକୃତ ରେ ମୂଁ ଆଜିକାଲି ର ଶାସନ କଳ ଉପରେ ବିତସ୍ପୃହ ଅଟେ |
    ପ୍ରଣାମ ଆଜ୍ଞା 🙏

  • @sabitaswain5513
    @sabitaswain5513 Рік тому +3

    ଅଜ୍ଞା ପ୍ରଣାମ
    କେହି ଆପଣ ଙ୍କ ଦୁଃଖ ଶୁଣୁ ନାହାଁନ୍ତି....ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ
    ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି ଆପଣ ଙ୍କ ସମସ୍ୟା ର ସମାଧାନ ହେଉ....🙏🙏🙏

  • @kaibalya_sahoo8655
    @kaibalya_sahoo8655 Рік тому +5

    ଆପଣଙ୍କ ଦୁଃଖ ମୁଁ ଅନୁଭବ କରି ପାରୁଛି
    ଭାଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ଆପଣଙ୍କୁ ଆପଣଙ୍କ ର ପ୍ରାପ୍ୟ ଯାଥା ଶୀଘ୍ର ମିଳି ଯାଉ

  • @Jigyanshoo
    @Jigyanshoo Рік тому +2

    ଧିକ୍ ଏ ସରକାର। I express deep solidarity with Vaishnava Babu and demand before the government of Odisha to pay all his dues with interest.

  • @samarkumarharichandan5378
    @samarkumarharichandan5378 Рік тому +5

    ଆପଣଙ୍କ ପାଇଁ ଆମ୍ଭେ ଗର୍ବିତ । 🌻🙏🏼🌹

  • @janmejayasahoo7376
    @janmejayasahoo7376 Рік тому

    Jay Jagannath

  • @prafulsuparseuparmo3874
    @prafulsuparseuparmo3874 Рік тому

    Sir, apananka katha suni bahut Dukha laguchi, prasasan andha, bhagaban bharasa

  • @snehalataprusty8059
    @snehalataprusty8059 Рік тому +5

    ସାର୍ ନମସ୍କାର। ଆପଣଙ୍କ ସଚ୍ଚୋଟତାକୁ ପ୍ରଣାମ। ଆପଣ ଙ୍କ କଥା ଶୁଣିବା ପରେ ଦୁଃଖ ଓ କ୍ଷୋଭ ଦୁଇଟା ଯାକ ମନକୁ ଅସ୍ଥିର କରୁଛି ମାତ୍ର ମୁଁ ଜଣେ ଲେଖକ ହୋଇଥିବାରୁ ଭାଷା ତ ଖରାପ କରି ପାରିବି ନାହିଁ ତଥାପି ଏତିକି କହିବି , ଯେଉଁମାନେ ସମ୍ବେଦନଶୀଳ ନୁହନ୍ତି ସେମାନେ ମଣିଷ ନୁହନ୍ତି। ସତ୍ୟର ଜୟ ହେଉ।

  • @anusayamohanty1775
    @anusayamohanty1775 Рік тому +1

    Sir pranm jay shree jaganath

  • @aditiyatripathy645
    @aditiyatripathy645 Рік тому +3

    ବହୁତ ଦୁଃଖ ଲାଗିଲା ଆଜ୍ଞା ଆପଣଙ୍କ ସହିତ ହୋଇ ଥିବା ଅନ୍ଯାୟ ପାଇଁ ।

  • @jnanaranjansahoo8294
    @jnanaranjansahoo8294 Рік тому +2

    ବହୁତ ସୁନ୍ଦର ଲାଗୁଛି ଆପଣଙ୍କ ବ୍ୟାଖ୍ୟା

  • @sarbeswardas8097
    @sarbeswardas8097 Рік тому

    Truth is always b neglected but one day must।bloosom.

  • @mukundasahoo1319
    @mukundasahoo1319 Рік тому

    ମହାନ୍ତି ବାବୁ,your speech is rite.

  • @pabitrakhuntia290
    @pabitrakhuntia290 Рік тому

    ଜୟ ଜଗନ୍ନାଥ ସାର ।ଏକ ସଚ୍ଚୋଟ ଅଫିସର ପାଇଁ ବାଣପୁର ମାଟି ଆଜି ପର୍ଯ୍ୟନ୍ତ ଗର୍ବ କରିଆସୁଛି। ସତ୍ ପଥରେ ଚାଲି ଲେ କଣ ସତରେ ମଣିଷ ଅସୁବିଧା ରେ ପଡେ। ଏବେ ମୁଁ ଜାଣି ପାରୁଛି । ପ୍ରକୃତରେ ସତ୍ ରସ୍ଥାନ ଅସତ ନେଇ ଯାଇଛି ? ଶୁଣିଛି ଅପେକ୍ଷା ର ଫଳ ମିଠା। । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚୟ ଅଳ୍ପ ଦିନରେ ଆପଣଙ୍କ ଫଳ ପ୍ରାପ୍ତ ହେବ। ଜୟ ଜଗନ୍ନାଥ।

  • @bhagirathibarik9956
    @bhagirathibarik9956 Рік тому

    ସାର୍ ଆଜି ର କଳିଯୁଗ ରେ ସତ୍ୟ ନ୍ୟାୟ କୁ ବହୁତ୍ ପ୍ରତାରିତ ହେବାକୁ ପଡୁଛି ଯାହା ଆପଣଙ୍କର ଘଟିଛି କିନ୍ତୁ ଗୁଟେ କଥା ସାର୍ କାଳିଆ ସବୁର ହିସାବ କିତାବ କରୁଛି🙏
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏

  • @subhabratamishra4465
    @subhabratamishra4465 12 днів тому

    🙏 ଆଜ୍ଞା
    ଆପଣ ପୁରୁଷ ନୁହଁନ୍ତି 'ମହା ପୁରୁଷ' ।
    ଯୁଗେ ଯୁଗେ ସତ୍ୟନିଷ୍ଠ ବ୍ୟକ୍ତି ମାନଙ୍କ ସହିତ ଅନ୍ୟାୟ‌ ହୋଇ ଆସିଛି । ଇଏ ତ କଳିଯୁଗ ।
    ଆପଣ ନିରୋଗ୍‌ ରହନ୍ତୁ ଓ ଆପଣଙ୍କ ସମସ୍ୟାର ସମାଧାନ୍‌ ହୋଇଯାଉ ।

  • @SujataBindhani-j9y
    @SujataBindhani-j9y 11 місяців тому +1

    ଦୁନିଆର ସବୁଠାରୁ ଯୋଗ୍ୟ ବ୍ୟକ୍ତିତ୍ୱ ଆପଣ। ଆପଣଙ୍କ ପାଇଁ ଓଡିଶା ଗର୍ବିତ କିନ୍ତୁ ସରକାରକୁ ଧିକ। ସାଇ ଆପଣଙ୍କୁ ଶକ୍ତି ଦିଅନ୍ତୁ। ସତ୍ ବଂଚିହୁଏ। ସାଇ ରାମ
    ,

  • @shibaprasadnath827
    @shibaprasadnath827 Рік тому +1

    ଆପଣା କଂର ଜୀବନରେ ଅସୀମ ଦୁଃଖ,ଅବୋଶୋଷର, ହତାଶର ପ୍ରକୃତ କଥା ଗୁଡ଼ିକ ଶୁଣି ବହୁତ ଦୁଃଖ ଓ କାନ୍ଦ ଲାଗିଲା😂😂 ଦେଶ ରେ ଆଉ ବଞ୍ଚି ରହିବା ପାଇଁ ଏକ କଠିନ କାର୍ୟ୍ଯ... ସତ୍ଯ ଓ ନ୍ଯାୟ ମିଳି ବା ମଧ୍ଯ ମିଳି ପାରିବ ନାହିଁ 🙏🙏ଈଶ୍ବରଙ୍କୁ ଭରସା କରି ରହିବା 🕉🕉🙏🙏🕉🕉ଜୟ ଜଗନ୍ନାଥ🙏🙏🙏

  • @santoshpaniyoutubechannel4138

    Salute apononku 🙏🙏

  • @mukeshpradhan6556
    @mukeshpradhan6556 Рік тому

    Sir apananku koti pranam 🙏🙏🙏🙏🙏

  • @satishdas1248
    @satishdas1248 Рік тому +2

    Sir, really you are a aggrieved person. You have done your govt.duty earnestly & still suffering is going on.I pray God to hear & do good to you. You are really a talented & talented person. I bow down to you.This talk will reach to the proper authorities & do the needful.

  • @akshyasahu4335
    @akshyasahu4335 Рік тому +3

    ନିରାଟ ସତ୍ୟ କଥା ସାର 🙏ଏ ହେଉଛି ଆମର ଅଙ୍ଗେ ନିଭା କଥା 😭🤔

  • @jenapinkun2458
    @jenapinkun2458 Рік тому

    Jay Jagannath swami 😭🙏.....he Ram sabu thik Kari diantu

  • @debasishtripathy7133
    @debasishtripathy7133 Рік тому

    ମିଛ ମାୟା ସଂସାର

  • @TilottamaBehera-ly8kd
    @TilottamaBehera-ly8kd Рік тому

    Apananku koti pranam

  • @jiteshtripathy600
    @jiteshtripathy600 Рік тому +3

    Salute Sir🙏

  • @santoshmajhi550
    @santoshmajhi550 Рік тому

    God bless you sir

  • @pmsahu2602
    @pmsahu2602 Рік тому +1

    🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 ହଁ sir ଭଗବାନ ଆପଣଙ୍କୁ ବହୁତ ଦେଇଛନ୍ତି,ମନ ଦୁଃଖ ନ କରି ଅବଶିଷ୍ଟ ସମୟ ହରି ନାମ ଜପ କରି ଖୁସିରେ ରୁହନ୍ତୁ 🙏🏼🙏🏼🙏🏼🙏🏼

  • @jaydebjena4424
    @jaydebjena4424 Рік тому +2

    U r really worthy person, so u have courage to say " unworthy ".Regards and gratitude to you sir.

  • @nityaswarups111
    @nityaswarups111 Рік тому +4

    ବୈଶ୍ନବ ସାର ଙ୍କ କଥା ଖୁବ୍ ସୁନ୍ଦର

  • @gourakishoracharya5692
    @gourakishoracharya5692 Рік тому

    ମହାଶୟ ଏଠାରେ କାମ ନକଲେ ମଧ୍ଯ ସମ୍ମାନ ମିଳେ ଯିଏ ଠକି ପାରିବ ସେ ଭଦ୍ର ଜଗନ୍ନାଥ ଆପଣଙ୍କ ଦୁଃଖ ସମାଧାନ କରନ୍ତୁ ଏତିକି ପ୍ରାର୍ଥନା

  • @suvashchandraswain391
    @suvashchandraswain391 Рік тому

    Mirror of society. Right

  • @arunsethy2829
    @arunsethy2829 Рік тому +1

    Pranam sir.great sir

  • @ullashmaharana6320
    @ullashmaharana6320 Рік тому

    ସାର୍,ଯାହା ହେଲେବି ଆପଣ ମହାନ୍ ।

  • @anantadevadarshi
    @anantadevadarshi Рік тому +1

    ଆପଣ ଅଯୋଗ୍ୟ ,ଅପଦାର୍ଥ ନୁହଁନ୍ତି, ଆମ ସମାଜ ର ଅମୂଲ୍ୟ ପଦାର୍ଥ।ସରକାରୀ କଳ ରୁ ନ୍ୟାୟ ପାଉନଥିବା ଅନେକ ଲୋକଙ୍କ ଦୁଃଖ, ଆପଣଙ୍କ ସ୍ଵର ରେ ହେଉଛି ଚରିତାର୍ଥ।

  • @debabratadash14
    @debabratadash14 Рік тому

    Sir apanku kotipranam, Agandia Rajanku Palachunta mantri, Jay Raja Jay mantri.

  • @kumarkantimohapatra7051
    @kumarkantimohapatra7051 Рік тому

    I salute you ,Sir.

  • @krushnasahu7514
    @krushnasahu7514 Рік тому

    👍.ରାଜ୍ୟ ସରକାର ସରକାରୀ କର୍ମଚାରୀ କୀଭଳି ପେନସନ ନପାଉ ସେଥିପାଇଁ ସୁପ୍ରିମ କୋଟ ପର୍ଯ୍ୟନ୍ତ ଯାଉଛନ୍ତି. ଏ ହେଉଚି ଜନ ମଙ୍ଗଳ ସରକାର. ଭୋଟ ନେଲା ବେଳେ ଗୋଡ଼ ଧରିବେ କହିବେ ଆମେ ସୁଶାସନ ଦେବୁ. ଏବେ ଜଣା ପଡୁଛି.

  • @mahendrabehera7299
    @mahendrabehera7299 Рік тому

    ସାର୍ ପ୍ରଭୁ ଜଗନ୍ନାଥ ସବୁ ଠିକ୍ କରିଦେବ।

  • @mamatasdash
    @mamatasdash Рік тому

    ଏହା ଏକ ହୃଦୟ ବିଦାରକ ଘଟଣା। ଏ ସବୁ ଭିତରେ "ମୁଁ" ନୁହେଁ "ଆମେ" । ଆମେ ସମସ୍ତେ ଏହି ଅବୁଝା ବୁଝାମଣାର ଶିକାର। ଆମେ ସମସ୍ତେ inefficient.
    ଗଭୀର ଯନ୍ତ୍ରଣାଦାୟକ।

  • @banshidharmohapatra4528
    @banshidharmohapatra4528 Рік тому

    ପ୍ରଣାମ । ଶୁଣିଥିବା ସବୁ ଅଧ୍ୟାୟ ପରି ଏହା ତଥ୍ୟ ପୂର୍ଣ୍ଣ ତଥା ରୁଚିକର। ମୁଁ ୨୦୧୬ ରେ ଅବସର ନେଲି । ସ୍ବଅନୁଭୂତିରୁ ଏତିକି କହିବି ଯେ, ସତ ବାଟରେ ଚାଲିଥିବା ଲୋକର ସାମଗ୍ରିକ ଜୀବନରେ ଯେଉଁ ସୁଖ, ଶାନ୍ତି, ସମ୍ମାନ, ସନ୍ତୋଷ ପ୍ରାପ୍ତ ହୁଏ, ତାହା ଅବାଟର ପଥିକ ଜୀବନରେ ଅପ୍ରାପ୍ୟ, ଦୁର୍ଲ୍ଲଭ ନିଶ୍ଚୟ !
    ଆମକୁ ତ ଆମ ପୂର୍ବ ଜନ୍ମର କର୍ମ ଫଳ ଭୋଗିବାକୁ ଅବଶ୍ୟ ପଡ଼ିବ । ତା ସତ୍ବେ, ଏ ସଂସାରରେ ସତ୍ ବାଟୋଇର ଜୀବନ, ତୁଳନାତ୍ମକ ଭାବେ ବହୁତ ଲାଭ ପ୍ରଦାୟକ ଓ ନିଶ୍ଚିତ ଉଚ୍ଚସ୍ତରୀୟ!!
    ଆମକୁ ଗ୍ରହଣ କରିବାକୁ ହେବ ଯେ: ଏ ଜୀବନର ସାଧୁତା ନିଷ୍ଫଳ ନୁହେଁ, " ମୁଣ୍ଡ ଉପରେ ବଡ଼ ପଥର ଟିଏ ବଦଳରେ ଛୋଟ ଗୋଡ଼ିଟିଏ ପଡିଲା ମାତ୍ର !!!"
    ବଂଶୀଧର ମହାପାତ୍ର
    ସାହିତ୍ୟ ନିବାସ
    ୯୦୯୦୯୪୯୧୪୫

  • @parsuramjena7119
    @parsuramjena7119 Рік тому

    Thnks explain ur all names is this sarakari contract system of odisha Govt. Officially work. Jay Jagannat..

  • @sachidanandamohanty721
    @sachidanandamohanty721 Рік тому

    Jay jagannatha

  • @lidoratha9920
    @lidoratha9920 Рік тому

    Bahut dukha ra bisaya.(sir Namaskar).

  • @Dassamirendra
    @Dassamirendra Рік тому

    ସାର୍ ଆପଣଙ୍କ କଥା କେହି ସୁଣିବେନି। ସୋଚୋଟତା ର କିଛି ମୂଲ୍ୟ କିଛି ନାହିଁ।

  • @uttamchandramithra4471
    @uttamchandramithra4471 Рік тому

    Sir prabhu apanka probelem solve heu

  • @chantiachary5986
    @chantiachary5986 8 місяців тому

    ସାର୍ ନମସ୍କାର

  • @pruthvirajparida3485
    @pruthvirajparida3485 Рік тому +4

    Rare personality 🙏🙏🙏

  • @sujitkumarsahoo7379
    @sujitkumarsahoo7379 Рік тому +1

    ପ୍ରଭୁ ଜଗନ୍ନାଥ ଆପଣଙ୍କର ଅସୁବିଧା କୁ ଦୂର କରନ୍ତୁ ଏତିକି ପ୍ରାର୍ଥନା । 🙏

  • @prasant6260
    @prasant6260 Рік тому

    You are the great personality of Odisha.

  • @akhilchandrabarik6440
    @akhilchandrabarik6440 Рік тому

    Lord Jagannath help.

  • @mangalaprasannadhal6197
    @mangalaprasannadhal6197 Рік тому

    ସାର, ପ୍ରଣାମ🙏
    ଆପଣଂକର ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ରେ ଯେତିକି ଅବଦାନ ରହିଛି ସେ ସବୁ ମୋ ଭଳି ସାଧାରଣ ଲୋକ କହିବାକୁ ମୁଢ ମନେକରୁଛି।
    ଏଥିପାଇଁ ଅଧିକ ଦାୟୀତ୍ୱ ନେବାକଥା ଆମ ୨୫ ବର୍ଷର ବିକାଶ କରିଥିବା ସରକାର। ୫ ବର୍ଷର ଶାସନ କାଳରେ ଆମ ସମ୍ବିଧାନରେ ଥିବା ନିୟମ ଅନୁସାରେ ମନ୍ତ୍ରୀ ବିଧାୟକ ମାନେ ସେହି ବିଭାଗ କୁ ସୁଧାରିବାକୁ ଆସନ୍ତି। କିନ୍ତୁ ଆଜିକାଲି ବାପ ପରେ ପୁଅ ସିହାଂସନ ସମାଳିବା ପାଇଁ ପ୍ରଜାକୁଂ ମନୋରଜଂନର ମାଧ୍ୟମ କରି ନୀତିନିୟମ କୁ ଭଂଗ କରୁଛନ୍ତି।
    ଆପଣଂକ କ୍ଷୋଭ ନିହାତି ବାହାରକୁ ଆସିବା ଦରକାର କାରଣ ଦୁନିଆରେ ଏତେ ପରିଚିତ ଥାଇ ଏଭଳି କଷ୍ଟ ଭୋଗୁଛନ୍ତି ତାହେଲେ ଜଣେ ସାଧାରଣ ସରକାରୀ ଚାକିରିଆକୁ ଲାଂଚ ଦେବାକୁ ବାଧ୍ୟ କରଉଛନ୍ତି।

  • @hbrpresent5782
    @hbrpresent5782 Рік тому

    ସମାଜରେ ଭଲ ବୀକ୍ତି, ଅହିଂସା, ସତ୍ୟ, ଧର୍ମ, ଦୟା, ସେବାୟତ, ସଚ୍ଚୋଟ ଅଫିସର, କମିକମି ଯାଉ ଛନ୍ତି,,,, ଆଜ୍ଞା ଙ୍କ କଥା ଶୁଣି ସରକାରୀ ସେବାୟତଙ୍କ ପ୍ରତି ଅବହେଳା ଦେଖି ଦୁଃଖ ଲାଗୁଛି,,, ମୁଁ ସରକାରି ଅଧିନରେ ଥିବା ଅନେକ ଅଫିସର ଙ୍କୁ ଲାନ ଚ ଦେଲେ ମୋ କାର୍ଯ କରିଛନ୍ତି,,,, ଧନ୍ୟ ମନେ କରେ ଲା ନ ଚ ଖିଆ ଅଫିସରଙ୍କୁ କିନ୍ତ୍ ସବୁ ଅଫିସର ଅଧିକାରୀ ସମାନ ନୁହଁନ୍ତି,,,,

  • @susantakumarswain7280
    @susantakumarswain7280 11 днів тому

    Sir It is very difficult to go against the system. But you will succeed definitely.

  • @ladukishorepadhy144
    @ladukishorepadhy144 Рік тому

    👏👏👏👏👏👏👏👏👏
    କର୍ମଆଦରି ସହି ଦୁଃଖ , କେବେହେଁ ନୋହିବ ବିମୁଖ ........
    କଳିଯୁଗ ଅବଧୂତ ହୋଇ , ପଚିଶଗୁରୁ
    କରନ୍ତୁ !!! ପ୍ରଣାମ ଯେତେକ ବଇଷ୍ଣବକୁ
    ସର୍କାରେ ଧିକ୍କାର ପ୍ରଶାଶନକୁ ....
    ଅଥବା ;ଅମଲା ତନ୍ତ୍ରକୁ ....
    ଅଥବା; ରାଜନେତାଙ୍କୁ .........🙏☝

  • @amulyakumardas3
    @amulyakumardas3 Рік тому

    Jagarnatha apanakarapilamanakara mangala karantu

  • @birakishorenayak1690
    @birakishorenayak1690 Рік тому +1

    ଧନ୍ୟ ଆପଣ 🙏

  • @SingSing-c5w
    @SingSing-c5w 11 місяців тому

    thankyou sir

  • @kshirodkumarsamal4225
    @kshirodkumarsamal4225 Рік тому +1

    Salute sir.

  • @pratapchandra2994
    @pratapchandra2994 Рік тому +2

    But u r really hero

  • @kkmusic38
    @kkmusic38 Рік тому

    ଆଜ୍ଞା,.. ସେମାନେ ଅଯୋଗ୍ୟ ବୋଲି ଯୋଗ୍ୟ ଲୋକଙ୍କୁ ସବୁବେଳେ ଦୁଃଖ କଷ୍ଟ ଓ ହଇରାଣ କରି ଥାନ୍ତି, କିନ୍ତୁ ସେମାନେ ଆତ୍ମସନ୍ତୋଷ ପାଇ ପାରିବେନାହିଁ, ସଚୋଟ ପଣିଆ ଟା ଈଶ୍ୱରଦତ୍ତ, Gene ରେ ଯାହାର ଯେମିତି ଅଛି ଆଜ୍ଞା 🙏🏼🙏🏼🙏🏼

  • @srtsahoo2862
    @srtsahoo2862 Рік тому

    He Sarkar tike dukha sunatu,Baisnab sir khuba bharat LOKA

  • @duryodhanmahanand6581
    @duryodhanmahanand6581 Рік тому

    Really sir you are a honest person in our state 🙏🙏🙏

  • @pabitramohanpasha8525
    @pabitramohanpasha8525 9 місяців тому

    ନମସ୍କାର ଆଜ୍ଞା। ଆପଣଙ୍କର ସତ୍ ପଥ କୁ କୋଟି ପ୍ରଣାମ।

  • @Sunitavlogs51
    @Sunitavlogs51 3 місяці тому

    Absolutely right sir❤

  • @legallaxiconsk5659
    @legallaxiconsk5659 Рік тому

    Good man always to be punished and bad man takes pride. This is our extra good governance.

  • @AnilSharma-im4rh
    @AnilSharma-im4rh Рік тому +1

    ଲେ ନବିନା ଟିକେ ପଛକୁ ଅ ନା। ପଛରେ ଅଛନ୍ତି ସଚୋଟ ନନା ।।ଧନ୍ୟ ହେ ନବୀନ ସରକାର ।sir ଙ୍କ ଦୁଃଖ ଟିକେ ଶୁଣିମା ହେଉ ମଣୀମା ।ହେ ପ୍ରଭୁ ଏ ନବୀନ ସରକାର କୁ ସଦବୁଦ୍ଧି ଦିଅ ।

  • @learntocompete.5242
    @learntocompete.5242 Рік тому

    We, the people of Odisha are responsible to our government and administrative process. You're the honest personality . Wait.... God sees the truth but waits. Keep faith upon your honesty.

  • @sudhansusekhardash9010
    @sudhansusekhardash9010 Рік тому

    ସତ୍ ଓ ସଚ୍ଚୋଟ ଲୋକ ର ସ୍ଥାନ ନାହିଁ। ଭଗବାନ ଅଛନ୍ତି। ବହୁତ ଅନ୍ୟାୟ ବଢ଼ି ଯାଉଛି। ବିଚାରାଳୟ ରେ ବିଚାର ନାହିଁ।

  • @bhagabatsahoo3718
    @bhagabatsahoo3718 Рік тому

    Apana mohan sir

  • @NiranjanPanda-f2o
    @NiranjanPanda-f2o Рік тому

    ଅତ୍ୟନ୍ତ ଉଦବେଗ ଜନକ ଘଟଣା. କଷ୍ଟ ଲାଗୁଛି. ନିର୍ଲଜ ସରକାର ଓ ସରକାରୀ କଳ. ମୁଁ ଲାଞ୍ଚ ଦେଇନାହିଁ ବୋଲି ଅବସର ର ବାର ବର୍ଷ ପରେ ଆଜି ବି ମୋର ସରକାର ଉପରେ ଦୁଇ ଲକ୍ଷ ରୁ ଉର୍ଧ୍ଵ ବାକିଆ ଦରମା ପଡି ରହିଛି. ବିଲ ଦେଇ ଦେଇ ଥକି ପଡିଛି. ମୋର ଅପରାଧ ମୁଁ ଶିକ୍ଷକ ସଙ୍ଘଠନ ର ନେତୃତ୍ୱ ରେ ଥିଲି, ତେଣୁ ଲାଞ୍ଚ ନ ଦେବା ପାଇଁ ସଂକଳ୍ପ କରିଥିଲି. ଧନ୍ୟବାଦ.

  • @Dillip5331
    @Dillip5331 Рік тому

    Sir Namaskar 🙏

  • @ranjitbehera4815
    @ranjitbehera4815 Рік тому +1

    Great person 👍🙏🏻

  • @prasitkumardas1488
    @prasitkumardas1488 Рік тому

    ବହୁତ୍ ଦୁଃଖ ର କଥା।

  • @sarojkumarbehera8734
    @sarojkumarbehera8734 Рік тому

    God sees the truth but late.

  • @lochandehury2555
    @lochandehury2555 Рік тому +1

    Sir, your explanations is good.

  • @bhanupratapswain8211
    @bhanupratapswain8211 Рік тому

    He mahaprabhu sata kahiba sachhot heba kn aparadh

  • @pramilapani9960
    @pramilapani9960 Рік тому

    JAY JAGANNATH🙏❤🙏❤

  • @punjabiguy101
    @punjabiguy101 Рік тому +2

    Sir: Very much pained to hear this and appreciate your principled stand. Sometimes getting things done by what ever it takes should be the approach. Rupees 2000 versus 10+ years and the pain. One has to be pragmatic 😢

  • @dibyapatnaik3870
    @dibyapatnaik3870 Рік тому

    Honesty has got no reward.

  • @madanmohansial3485
    @madanmohansial3485 Рік тому

    U r right

  • @sakuntalabhanja3927
    @sakuntalabhanja3927 Рік тому

    Thanks

  • @sudarshansahoo1317
    @sudarshansahoo1317 Рік тому

    ସଚ୍ଚୋଟତା ଯୋଗୁଁ ପିଲାମାନେ ରୋଜଗାରକ୍ଷମ ।ଏଣୁ ଦୀର୍ଘଜୀବି ହେବେ। ଏ ଦିନ ବଦଳି ଯିବ।

  • @prakashprusty5668
    @prakashprusty5668 Рік тому +1

    ସାର୍ ଆପଣଙ୍କୁ କୋଟି ପ୍ରଣାମ, ମୁଁ ବହୁତ୍ ଭଲପାଏ ଆପଣଙ୍କୁ, ବହୁତ ଦୁଃଖ ଲାଗୁଛି ଏ କଥା ଶୁଣିଲେ, ଶତ ଧିକ୍ ଏ ଅଫିସର୍ ମାନଙ୍କୁ, ତାଙ୍କ ମୁହଁରେ ଛେପ ପକାଇବା କଥା, ମାଓବାଦୀ ଭାଇମାନେ କୁଆଡେ ଗଲେ

  • @sanjusanjayvlog7487
    @sanjusanjayvlog7487 Рік тому +4

    Sir ଭଗବାନ ଆପଣଙ୍କୁ ନିଶ୍ଚୟ ଭଲରେ ରଖିବେ
    କଥାରେ ଅଛି
    ରଖିଲେ ହରି ମାରିବ କିଏ ଆପଣ ଜମା ବି ଚିନ୍ତା କରନ୍ତୁ ନାହିଁ

  • @govindadas7095
    @govindadas7095 Рік тому

    govt should take immediate action

  • @sivaprasadmishra6527
    @sivaprasadmishra6527 Рік тому

    Corruption is so rampant we are ashamed of it.

  • @msahani3919
    @msahani3919 Рік тому

    Honesty is always priceless. You will win. 🙏🙏🙏

  • @manaskumarmantri3554
    @manaskumarmantri3554 Рік тому +1

    No 1 ସର କାର ସାର ଙ୍କ କଥା ଟିକେ ବୁଝି ଦିଅ 🙏🙏🙏

  • @banshidharnayak6679
    @banshidharnayak6679 Рік тому

    Apananka dukha re ame mriyaman kintu eswara apananku sakti dabe apana Amara chira namasya

  • @sudhirmishra5255
    @sudhirmishra5255 Рік тому

    ଧନ୍ୟ ଓଡ଼ିଶା ସରକାର।
    ଯଦି ଅଫିସର ହେବେ କୋଢିଆ,
    ତେବେ କେମିତି ବଢିବେ ଓଡ଼ିଆ?

  • @pranabandhubiswal2626
    @pranabandhubiswal2626 Рік тому

    Really without bribe file can't move ahead.it is my experience.sir you were honest in your duty.i am proud of you. But still then you should have given a little bribe for pension file to move.

  • @jitenpattanaik3774
    @jitenpattanaik3774 Рік тому

    Salute