ଭୁବନେଶ୍ଵର ସ୍ଥିତ ବବି ଦାସଙ୍କ ଆଲିସାନ ବାସଭବନରକୁ ଲୁଚିଛପି କରୁଛନ୍ତି ଭଙ୍ଗାରୁଜା || Pranab Prakash Das

Поділитися
Вставка
  • Опубліковано 23 чер 2024
  • ଭୁବନେଶ୍ଵର ସ୍ଥିତ ବବି ଦାସଙ୍କ ଆଲିସାନ ବାସଭବନରକୁ ଲୁଚିଛପି କରୁଛନ୍ତି ଭଙ୍ଗାରୁଜା ।
    #ArgusNews #Bhubaneswar #undergroundhouse #PranabPrakashDas #Alisanresidence #BobbyDas #exclusive #Odisha
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ଭୁବନେଶ୍ଵର ସ୍ଥିତ ବବି ଦାସଙ୍କ ଆଲିସାନ ବାସଭବନରକୁ ଲୁଚିଛପି କରୁଛନ୍ତି ଭଙ୍ଗାରୁଜା || Pranab Prakash Das
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 504

  • @jagannathsahoo6022
    @jagannathsahoo6022 3 дні тому +132

    Cbi ed ଲଗାଇ ଆରେଷ୍ଟ କର. ଟଙ୍କା govt ରାଜକୋଷ କୁ ଅଣାଯାଉ. ମୋହନ ସରକାର ଙ୍କୁ ଅନୁରୋଧ ଖୁବ ଶୀଘ୍ର ତଦନ୍ତ କରାଯାଉ.

  • @jyotiranjan6269
    @jyotiranjan6269 3 дні тому +156

    ଓଡ଼ିଶାକୁ 24 ବର୍ଷ ବିଜେଡ଼ି ଲୁଟି ଖାଇ ଯାଇଛି ବର୍ତ୍ତମାନ ଗୋଟିଏ ଗୋଟିଏ ଗୁମର ଖୋଲୁଛି

  • @jyotiranjan6269
    @jyotiranjan6269 3 дні тому +140

    ରାଜ୍ୟ ସରକାର ଵବି ଦାସ କୁ ed, cbi ଲଗାଇ ଗିରଫ କରୁ

  • @ranibehera4394
    @ranibehera4394 3 дні тому +108

    ସନ୍ତୋଷ ଜେନା ❤ ଓଡ଼ିଶା ର ସାମ୍ବାଦିକ ଜଗତର ସୁପରଷ୍ଟାର ❤❤❤

  • @jagamohanojha4766
    @jagamohanojha4766 3 дні тому +120

    ବହୁତ ଟଙ୍କା ଖାଇଛି ବବି କ୍ରୀତଦାସ

  • @srikantapanda1969
    @srikantapanda1969 3 дні тому +14

    ବବି ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।

  • @user-cw9gp5ty9f
    @user-cw9gp5ty9f 3 дні тому +22

    ଏଭଳିଆ ଦୁର୍ନୀତି,ଭ୍ରଷ୍ଟାଚାର, ଅବ୍ୟବସ୍ଥାକୁ ଜାଣିବା,ନିୟନ୍ତ୍ରଣ କରିବା ଯାହାର ଦାୟିତ୍ବ, ସେ ଆଜିଯାଏ କରୁଥିଲେ କ'ଣ ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @onedayyouandme3268
    @onedayyouandme3268 3 дні тому +41

    ସାବାସ୍ ଅର୍ଗସ୍ ନିଉଜ୍। ମାନିବାକୁ ପଡ଼ିବ ଆପଣଙ୍କ ସାହାସ କୁ କେବଳ ଆପଣ ହିଁ ସରକାର ର କଳା କାରନାମା କୁ ବାହାରକୁ ଆଣିବାରେ ସମର୍ଥ ହୋଇଛନ୍ତି ଆଉ ଓଡ଼ିଶା ବାସି ଙ୍କ ଆଖି ଖୋଲିଛନ୍ତି। *Salute To You Argus News* 🫡

  • @bhikareebehera15
    @bhikareebehera15 3 дні тому +11

    କ୍ରିମିନାଲ ବବି ଦାସ ଉପରେ ସରକାର ତୁରନ୍ତ ଆକ୍ସନ ନିଅନ୍ତୁ ।

  • @PramodkuBasantara
    @PramodkuBasantara 3 дні тому +8

    ରାଜ୍ୟ ସରକାର ଏବେ କଣ କରୁଛନ୍ତି। ଆଇନ ଅନୁସାରେ action କାହିଁକି ନେଉନାହାନ୍ତି। ଏହା 5T and Mo Sarkar ର ନମୁନା।

  • @ManojKumar-wd3cc
    @ManojKumar-wd3cc 3 дні тому +77

    ନୁଆଁ ରାଜ୍ୟ ସରକାର କଣ କରୁଛନ୍ତି? ? ଏସବୁ ସରକାରୀ ବାସଭବନ କୁ ସରକାର କାହିଁକି ନିଜ ଅଧୀନ କୁ ନେଉ ନାହାନ୍ତି? ?

    • @mr_lotans8621
      @mr_lotans8621 3 дні тому +3

      Rule hisab re 6 month time dia jae handover karibaku

    • @ajitkumarsamal7202
      @ajitkumarsamal7202 3 дні тому

      New government tanku sabu thik karibaku time dauchhanti laguchhi

    • @ajitkumarsamal7202
      @ajitkumarsamal7202 3 дні тому

      @@mr_lotans8621 ethi beiman kama heichhi. Bobby Das arrest kariki jail re pura jau first

  • @ratnakarmantry7671
    @ratnakarmantry7671 3 дні тому +67

    ନିଶ୍ଚିତ୍ ଭାବେ ବବି ଦାସ୍ ଙ୍କୁ ତୁରନ୍ତ ଗିରଫ୍ କରାଯାଉ ଆମର ଦାବି।😮😮😮😮

  • @krushnaranjandashdash8916
    @krushnaranjandashdash8916 3 дні тому +52

    ତୁରନ୍ତ ବନ୍ଧା ହେବା ଦରକାର ବବି ଦାସ

  • @mr.silupradhan5135
    @mr.silupradhan5135 3 дні тому +4

    ଏହିପରି ଦୃଶ୍ୟ ଓଟିଭି ବଡ ଶାନ୍ତିର ସହିତ ଦେଖେଇ ଥିଲେ ତମେ ଏତେ ଧଡକ ଧାଡି କଣ ପାଇଁ ହୋଉଛ

  • @subhabratamishra4465
    @subhabratamishra4465 3 дні тому +32

    ମାଦର୍‌ଚୋଦ୍‌ ବବିକୁ ଶୀଘ୍ର‌ ଗିରଫ୍‌ କରାଯାଉ ।

  • @pabitramalik6800
    @pabitramalik6800 3 дні тому +5

    ଆଉ ଜଣେ ଏମେଲେ ଧର୍ମଶାଳା ର ପ୍ରଣବ ବଳବନ୍ତରାୟ ଙ୍କ ବିରୁଦ୍ଧରେ ବବୀଦାସ ଙ୍କ ପରି କାର୍ଯ୍ୟାନୁଷ୍ଠାନ ହଵାଦରକାର

  • @chaturbhujabag5095
    @chaturbhujabag5095 3 дні тому +50

    Bjp ସରକାର କଣ କରୁଛି ମୋହନ ସରକାର ଜଲଦି ଗିରିପ କର

  • @ItsOkguys392
    @ItsOkguys392 3 дні тому +6

    ମୋହନ ବାବୁ କଣ କରୁଛନ୍ତି କି ।। ନା ସେ ବି ଏଥିରେ ସାମିଲ୍ ହେଇ ସାରିଛନ୍ତି ।। ନା ଭୟ କରୁଛନ୍ତି କଣ କହିବାକୁ ଚାଂହିବେ ମୋ ଓଡ଼ିଶା ବାସୀ ।।

  • @j.j.bproductions3341
    @j.j.bproductions3341 3 дні тому +14

    I am proud good journalists

    • @user-mk5gb7pe2t
      @user-mk5gb7pe2t 3 дні тому

      Bhai nka sahas aau dharjya ku manibaku padiba odia hebata amiti......... Sabas big bro Jai Hind

  • @prakashgill6414
    @prakashgill6414 3 дні тому +66

    Bjd ର poll ଖୋଲୁଛି, ଆଉ ଯେତେ କୁକୁର ଅଛନ୍ତି, ସେମାନଙ୍କ ଅବସ୍ଥା କଣ ହେବ 🤔

  • @DeepakParida-ih6is
    @DeepakParida-ih6is 3 дні тому +18

    He bhagaban

  • @Tapas-ip9on
    @Tapas-ip9on 3 дні тому +27

    ବବି ଦାସ କୁ arast କରାଯାଉ

  • @purnachandrapanigrahi5100
    @purnachandrapanigrahi5100 3 дні тому +8

    thanks to aurgus news channel

  • @odiyavloggerjhili797
    @odiyavloggerjhili797 3 дні тому

    Sabas Argus news tq so muche ❤❤❤❤

  • @apartimoharana2763
    @apartimoharana2763 3 дні тому +11

    ଏହିପରି ବହୁ ବ୍ୟକ୍ତି ଅଛନ୍ତି
    . ସେମାନଙ୍କର ହାର୍ଟ ଅଟ୍ଟାକ ହେବ

  • @Pinkyswain9862
    @Pinkyswain9862 3 дні тому +11

    Shocked to see this

  • @amandeepcutedanceing7619
    @amandeepcutedanceing7619 3 дні тому +11

    CBI auo Ed jancha karajau

  • @Twins_Lifestyle
    @Twins_Lifestyle 3 дні тому

    ବର୍ତ୍ତମାନର ସରକାର ଯଦି ଏମାନଙ୍କ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ତେବେ ଜନତାଙ୍କର ଭରଷା ଆଉ ବିଶ୍ୱାସ ହରେଇବେ....

  • @newstarsvision7754
    @newstarsvision7754 3 дні тому +7

    ବବି କୁ ଗୋଡେଇ ପିଟ ଗରିବଙ୍କ ଟଙ୍କା ଖାଇଛି । 😂😂ଶଳା ବିଜେଡି ଲୋକ ଦେଖ ରେ ପାଣ୍ଡୁ ନବୀନ ଥିଲା ବେଳେ ଏ ସବୁ ହେଇଛି କଣ କରୁଥିଲେ ସରକାର। ଖାଲି ପାଣ୍ଡୁ ପାଣ୍ଡୁ ହଉଥିଲ ତା ବା.....😂😂ଚାଟୁନ

    • @melisha4236
      @melisha4236 3 дні тому

      Ta area loka kn karuchhanti..?

  • @user-ld4wk7zn2h
    @user-ld4wk7zn2h 3 дні тому +2

    Thanks

  • @sarojkumardas1812
    @sarojkumardas1812 3 дні тому

    Bhala karichhanti

  • @reliance9717
    @reliance9717 3 дні тому +22

    କ୍ରୀତଦାସ

  • @sunil7358
    @sunil7358 3 дні тому

    Jay shree ram🙏🙏

  • @sohamtentdecorator5891
    @sohamtentdecorator5891 3 дні тому +2

    ତା ବୋପା ସମ୍ପତି. ତମେ ଦେଖାଇଲେ କଣ ହେବ ସାଧାରଣ ଜନତା ଙ୍କର ଟଙ୍କା ରେ ଓଏସ କରୁଥିଲେ

  • @SureshKumar-xg3qw
    @SureshKumar-xg3qw 3 дні тому

    ସାଧାରଣ ଲୋକଙ୍କ ଟିକସ ପଇସା ରେ ଇଏ ସବୁ ନିର୍ମିତ ....

  • @AMITKUMAR-vx7bx
    @AMITKUMAR-vx7bx 3 дні тому

    ଜୋଉମାନେ ସରକାରି ଘର କୁ ଭାଙ୍ଗୁଛନ୍ତି ତାହାକୁ ଆଗୋ ଆରେସ୍ଟ କରାଜାଉ

  • @travelwithsom6770
    @travelwithsom6770 3 дні тому

    Great News Reporter bhai 🙏

  • @anilbehera6777
    @anilbehera6777 3 дні тому

    Good sabas

  • @CreationOdia1234
    @CreationOdia1234 3 дні тому +3

    କିଛି କରିପାରିବେନି ବବି ଦାସ ର 😂😂😂😂

  • @user-vm1ve7hn8m
    @user-vm1ve7hn8m 3 дні тому +22

    ପର ଧନ୍ ରେ କୁକୁର୍ ମାଡ଼

  • @pareshmohanty9047
    @pareshmohanty9047 3 дні тому

    Good channel

  • @harekrishnamajhi4326
    @harekrishnamajhi4326 3 дні тому

    Argues channel is good news channel

  • @bubulinaik6840
    @bubulinaik6840 3 дні тому +4

    Vai salut tare

  • @Meajicalvlogs
    @Meajicalvlogs 3 дні тому

    Good job brrroo

  • @sushamadash8383
    @sushamadash8383 3 дні тому +2

    Arrest immediately.Destroyed Odisha poor people money.😂😂😂😂😂 Best news channel Argus 👍👍

  • @tofandalai3815
    @tofandalai3815 3 дні тому

    ଅତି ଗର୍ବ ଲଙ୍କା ନାଶ

  • @basantmalick9799
    @basantmalick9799 3 дні тому +8

    ବର୍ତ୍ତମାନ ସରକାର ମୋହନ ଚରଣ ମାଝି ସାର୍ କୁଂ ଅନୁରୋଧ କରୁଛି🙏Ed CBI ଲଗାଇ ଟକାଂ (କଳାଧନ) କୁ ରାଜକୋଷକୁ ଅଣାଯାଉ

  • @tikerambag9866
    @tikerambag9866 3 дні тому +21

    ବବି ଦାଶ ଗୋଟିଏ ଚୋର

  • @saswat62
    @saswat62 3 дні тому +3

    Must Be Investigated

  • @user-km8ot5yf6g
    @user-km8ot5yf6g 3 дні тому +3

    We request our new cm to kindly take action immediately.

  • @avansumishra5478
    @avansumishra5478 3 дні тому +2

    Really your reporting is outstanding.....Bhai

  • @shubhendupattanayak5227
    @shubhendupattanayak5227 3 дні тому +1

    A khela bhagaban ka
    Tera shukriya prabhu tera shukriya

  • @suneelpolai6652
    @suneelpolai6652 3 дні тому

    Jay shree Ram

  • @bijayasethy3972
    @bijayasethy3972 3 дні тому

    ଯଥାଶୀଘ୍ର Boby dash arrest ହେବା ଦରକାର

  • @bikasnayak7083
    @bikasnayak7083 3 дні тому +20

    ନୂଆ ସରକାର କଣ ନାଭିରେ ତେଲ ଦେଇକି ଶୋଇଛି କି?

  • @kailashpadhan4728
    @kailashpadhan4728 3 дні тому

    Reporter Bhai good

  • @Educationpoint100
    @Educationpoint100 3 дні тому

    ବବି ଦାସ କୁ arrest କରାଯାଉ

  • @mamatamohapatra8559
    @mamatamohapatra8559 3 дні тому +5

    Midia bhai namaskar

  • @advocateranjitbiswal9014
    @advocateranjitbiswal9014 3 дні тому

    ଆରେ ବାବୁ ଏତେ ଦୌଡ଼ି ନ୍ୟୁଜ ଦେଖେଇବା ଅପେକ୍ଷା ବର୍ତ୍ତମାନ ତୁମ୍ଭ ସରକାର ଅଛି ଆଉ G. A ବିଭାଗକୁ କହି କାମ ବନ୍ଦ କରିବା ପାଇଁ ଏହା ନକରି ଏତେ ବାଡ଼େଇ କଚାଡି କାହିଁକି ହେଉଛ ନା ଏଥିରେ ବି ବିଜେପି ସରକାର ସମ୍ପୃକ୍ତ ଅଛି ଯଦି ନାହିଁ ପୋଲିସ ଡାକି କାମ ବନ୍ଦ କରିବା ସଙ୍ଗେ ତଦନ୍ତ କରୁନି

  • @jagannathmishra5300
    @jagannathmishra5300 3 дні тому +1

    ବିଜେପି ସରକାର କଣ କରୁଛନ୍ତି। କେହି କଣ ଜାଣି ନାହାନ୍ତି ???
    ନା ସମୟ ଦିଆ ଗଲା, ସବୁ ଭାଙ୍ଗି ଦିଅ। ଆମେ ଯିବୁ enquiry କରିବାକୁ। ଗଲା ବେଳକୁ ଆଉ କିଛି ନଥିବ।
    Thanks 👍 Argus channel

  • @sumitkumardas6921
    @sumitkumardas6921 3 дні тому

    Cm sir direct action. Babidas

  • @nishikantamahakud4193
    @nishikantamahakud4193 3 дні тому +1

    Excellent coverage performance by my friend Santosh

  • @DevDash-em2bf
    @DevDash-em2bf 3 дні тому

    Please action the government

  • @liteshkumar2496
    @liteshkumar2496 3 дні тому +8

    CBI ଲଗେଇ ପ୍ରୋପେର ଇନଭେସ୍ଟିଗସନ ହେବା ଦରକାର

  • @avaynayak6619
    @avaynayak6619 3 дні тому

    Nice news Argus channel ko salute sabu bjd chora

  • @deepakkumarnaik885
    @deepakkumarnaik885 3 дні тому

    Very good 👍 decision.jay b.j.p.

  • @Business-inodia
    @Business-inodia 3 дні тому +8

    Sala ku Aji dhara Au Jharbeda jail ku Pathantu.Where is Naveen Patnaik.ask him to reply.It is our ODISHA Paisa.

  • @diptiranjanchoudhury7052
    @diptiranjanchoudhury7052 3 дні тому +1

    କଣା ଅନ୍ଧ ବିଜେଡି ଲୋକଙ୍କୁ ଟିକେ ପଚାର ସେ କହିବେ

  • @Banykanhar6896
    @Banykanhar6896 3 дні тому

    Strong news Argus 👍👍 right 👍👍🎉

  • @SantuBadamali
    @SantuBadamali 3 дні тому +2

    CBI

  • @umakantamoharana8906
    @umakantamoharana8906 3 дні тому

    Very courageous Journalist and life risking news. Please Mohan Sir, Honorable CM take action

  • @user-jt4mm2ml5d
    @user-jt4mm2ml5d 3 дні тому

    ଜୟଜାଗରନାଥ ଯେତେ ଶୀଘ୍ର ବବୀଦାସ କୁ ଆରାୟେଷ୍ଟ କରାଯାଉ (ଜୟ ଶ୍ରୀରାମ )

  • @rjsoy4432
    @rjsoy4432 3 дні тому

    କୋଳାପାଣି ରେ jail ବୋବି ଦାସ କୁ ଫୋଫଳା ଯାଉ 🙏🙏😊

  • @nykoficial9542
    @nykoficial9542 3 дні тому

    ଓଡ଼ିଶା କୁ ଲୁଟି ନେଇଥିବା ବେଳେ ଏଟା କଣ କିଛି ନୁହଁ

  • @nandkumar610
    @nandkumar610 3 дні тому

    Salute argous news❤🙏🏻

  • @laxmidharnayak6240
    @laxmidharnayak6240 3 дні тому

    CM sahab please take action

  • @manasbeher7264
    @manasbeher7264 3 дні тому

    ପୁରା ଇନ୍ଦ୍ରପୁରୀ

  • @rakeshbehera8821
    @rakeshbehera8821 3 дні тому

    Good job please cm sir aarest me

  • @yudhisthiraswain
    @yudhisthiraswain 3 дні тому +1

    Good news

  • @girijapattnaik3533
    @girijapattnaik3533 3 дні тому

    Thank you Reporter

  • @BhagabanNaik-hr6zm
    @BhagabanNaik-hr6zm 3 дні тому

    ଆଉ ରହିବ ସବୁ ଭାଙ୍ଗି ଯିବ ପାପର ଘଡ଼ା ନିଜେ ଭାଗିବ

  • @jagannathsahoo7533
    @jagannathsahoo7533 3 дні тому +1

    Cameraman b like ଦୈଡିବା ପାଇଁ 😅

  • @krusnasekhardas2533
    @krusnasekhardas2533 3 дні тому +1

    Ed cbi,ଲଗା ଯାଇ ଆରେଷୄ କରାଯାଉ

  • @AkshayKumar-ze8ok
    @AkshayKumar-ze8ok 3 дні тому

    ସରକାର କଣ କରୁଛନ୍ତି ତୁରନ୍ତ ହସ୍ତକ୍ଷେପ କରନ୍ତୁ

  • @user-ph3vn6fn2h
    @user-ph3vn6fn2h 3 дні тому

    Thank you August news

  • @bhagabanpanda7200
    @bhagabanpanda7200 3 дні тому

    ଅନ୍ଧ ଭକ୍ତ ମାନେ ମାଗଣା ଖିଆ ମାନେ ଖୁସି ତ

  • @bijayapppradhan4563
    @bijayapppradhan4563 3 дні тому

    ରମ୍ପା ଯିବ। ବିଜେଡ଼ି ପେଡି ଖୋଲିବ

  • @tnanda1432
    @tnanda1432 3 дні тому

    ବାପାର ନା ପକେଇ ଦେଲା, ଛି । ଓଡ଼ିଶା ର ଏ ଶତ୍ରୁ।

  • @lalatendudixit
    @lalatendudixit 3 дні тому

    ସରକାର ତ BJP ର ବବି ଦାସ BJD ର ତେଣୁ ଯଦି ଆଇନ ଥିବ ସିଏ ଯାହା କରିଛନ୍ତି ନିଜ ଖର୍ଚ୍ଚରେ ତାହା ନେଇ ପାରିବେ ତେବେ ସିଏ ନେଉଥିବେ | ବୋଧେ ସେଥିପାଇଁ ଗଣମାଧ୍ୟମ ରେ ବାରମ୍ବାର ପ୍ରଚାର ହେବା ପରେ ମଧ୍ୟ ମୋହନ ସରକାର ନିରବ | ସରକାର ନୀତି ନିୟମ ଆଇନ ଅନୁସାରେ କାର୍ଯ୍ୟକରୁଥିବେ ସରକାର | ଗଣମାଧ୍ୟମ ର ଚର୍ଚ୍ଚାରେ କଣ ଅଛି?? ଯାହା ଆଇନ ରେ ଥିବ ସେଇଟା ହେବ |

  • @user-rj9qk1cl3c
    @user-rj9qk1cl3c 3 дні тому

    😮😮😮

  • @NilaNiladas-lu4sq
    @NilaNiladas-lu4sq 3 дні тому

    Argush news dhaneya bad

  • @abhijitsahoo9528
    @abhijitsahoo9528 3 дні тому

    Great step by you brother

  • @alokbhoi8144
    @alokbhoi8144 3 дні тому

    Take action

  • @niharranjansamal9121
    @niharranjansamal9121 3 дні тому

    ବହୁତ୍ ବଡ ଖବର ତୁ ଆଉ ଟିକେ ବହୁତ୍ ଜୋର୍ ରେ ଦୋଉଡ଼ି ନିଉଜ କରିପକା କରିପକା

  • @sureskumar9199
    @sureskumar9199 3 дні тому

    Argus jay ho

  • @anuanushka2003
    @anuanushka2003 3 дні тому

    GA department ଅଫିସରଙ୍କୁ ଆଗେ ଆରେଷ୍ଟ୍ କରନ୍ତୁ ନଚେତ ମେଡିଆ ବାଲାଙ୍କ ପରିଶ୍ରମ ବୃଥା ଯିବ

  • @bijayasethy3972
    @bijayasethy3972 3 дні тому

    Thank you argus

  • @Babusan524
    @Babusan524 3 дні тому

    ଆରେଷ୍ଟ କରନ୍ତୁ

  • @Rosselminia
    @Rosselminia 3 дні тому

    ଆମେ ମାନେ ହେଲେ ଭକୁଆ ସଲାସୁତୁରା ହେଇ ଜନତାଙ୍କ ଟଙ୍କା କୁ ଗାଣ୍ଡି ମାରୁଛନ୍ତି thank u argus news

  • @dipakkumarsahoo4284
    @dipakkumarsahoo4284 3 дні тому +1

    Ohh ki କଷ୍ଟ କରୁଛ ଭାଇ