Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଓଡ଼ିଶୀ ସଙ୍ଗୀତକବି ସମ୍ରାଟ ଉପେନ୍ଦ୍ର ଭଞ୍ଜରାଗ କାମୋଦୀ, ତାଳ ତ୍ରିପଟାଆସି ଘନ କାଳ ହୋଇଲା ରେଘନକେଶୀ ସଙ୍ଗ ନୋହିଲା ରେ । ଘୋଷା ।ବରହୀ ଏକାଳେ ବିରହୀ ହୋଇବିଦେଶେ ରହିଲେ ମୋ ପ୍ରାଣସହିପର ପରା କରି ତା ମୁଖ ଚାହିଁଭାଙ୍ଗି ବାଣୀ ତନୁ ଦହିଲା ରେ । ୧ ।ଆସିଲା ବେଳକୁ ରମଣୀମଣିଧରି ନ ଛାଡ଼ିଲା ମୋ ବେନି ପାଣିଦିନ ସରିବ କି ତା ଗୁଣ ଗୁଣିଝୁରି ଝୁରି ନିଶି ପାହିଲା ରେ । ୨ ।ଚଉଷଠି ବନ୍ଧ ଜାଣେ ରମଣୀଚତୁର୍ମାସ୍ୟା ଦେଖି ସରିଯିବଣିଆଳୀ ହୃଦୟରେ ଆଉଜିବଣିମାର ଶରେ ତନୁ ଦହିଲା ରେ । ୩ ।ଦାରୁଣ ପଣେ ଅଇଲି ପାଶୋରିକାରୁଣ୍ୟ କଲେ କି ପାଇବି ଗୋରୀଭଣେ ଉପଇନ୍ଦ୍ର ଭଞ୍ଜ ବିଚାରିବଇରାଗୀ ହେବି ବୋଇଲା ରେ । ୪ ।
Dr.Ramahari Das, You are pride of theOdashi song and culture.
Congratulation Prof.Dr.RamamahariDas.
You are the pride ofOdia Odshi Sangita andCulture.
Regards Prof.Ramahari.Das.
🙏🏻🙏🏻🙏🏻🙏🏻🙏🏻
Prof. Ramahari Das
🙏🙏
❤️❤️❤️❤️💙💙💙💙
Kana ame comment deba odisara 1no gabesaka of odishi
ଓଡ଼ିଶୀ ସଙ୍ଗୀତ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ରାଗ କାମୋଦୀ, ତାଳ ତ୍ରିପଟା
ଆସି ଘନ କାଳ ହୋଇଲା ରେ
ଘନକେଶୀ ସଙ୍ଗ ନୋହିଲା ରେ । ଘୋଷା ।
ବରହୀ ଏକାଳେ ବିରହୀ ହୋଇ
ବିଦେଶେ ରହିଲେ ମୋ ପ୍ରାଣସହି
ପର ପରା କରି ତା ମୁଖ ଚାହିଁ
ଭାଙ୍ଗି ବାଣୀ ତନୁ ଦହିଲା ରେ । ୧ ।
ଆସିଲା ବେଳକୁ ରମଣୀମଣି
ଧରି ନ ଛାଡ଼ିଲା ମୋ ବେନି ପାଣି
ଦିନ ସରିବ କି ତା ଗୁଣ ଗୁଣି
ଝୁରି ଝୁରି ନିଶି ପାହିଲା ରେ । ୨ ।
ଚଉଷଠି ବନ୍ଧ ଜାଣେ ରମଣୀ
ଚତୁର୍ମାସ୍ୟା ଦେଖି ସରିଯିବଣି
ଆଳୀ ହୃଦୟରେ ଆଉଜିବଣି
ମାର ଶରେ ତନୁ ଦହିଲା ରେ । ୩ ।
ଦାରୁଣ ପଣେ ଅଇଲି ପାଶୋରି
କାରୁଣ୍ୟ କଲେ କି ପାଇବି ଗୋରୀ
ଭଣେ ଉପଇନ୍ଦ୍ର ଭଞ୍ଜ ବିଚାରି
ବଇରାଗୀ ହେବି ବୋଇଲା ରେ । ୪ ।
Dr.Ramahari Das,
You are pride of the
Odashi song and culture.
Congratulation Prof.
Dr.RamamahariDas.
You are the pride of
Odia Odshi Sangita and
Culture.
Regards Prof.Ramahari.
Das.
🙏🏻🙏🏻🙏🏻🙏🏻🙏🏻
Prof. Ramahari Das
🙏🙏
❤️❤️❤️❤️💙💙💙💙
Kana ame comment deba odisara 1no gabesaka of odishi