Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ରକ୍ତବାହୁ, କଳାପାହାଡ, ଔରେଞ୍ଜେବ..... କେତେ କେତେ ପାପୀଙ୍କ ଆକ୍ରମଣ ରୁ ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଆ ସଂକୃତି କୁ ରକ୍ଷା କରିଥିବା ସେହି ବୀର ଓଡ଼ିଆଙ୍କୁ 🙏🙏🙏🙏.
ଦର୍ଶନ ହବନି ଦ୍ରଶନ କରିବୁ କାହାକୁ ହବ, କାରଣ ଏହା ସାଲବେଗ ପ୍ରାଚୀନ ଓଡିଆ ଭାଷା ରେ ଲେଖିଛନ୍ତି |ଜୟ ଜଗନ୍ନାଥ 🙏🏽🙏🏽🙏🏽🙏🏽🙏🏽
ତାଙ୍କର ଆଚରଣ, ଉଚ୍ଚାରଣ ଏବଂ ଭାବଭଙ୍ଗୀ ସ୍ବତନ୍ତ୍ର ଏବଂ ଅନନ୍ଯ ।
ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଷୀ ଭଜନ
ସୁନ୍ଦର ସୁନ୍ଦର ଅପୂର୍ବ ମନମୁଗ୍ଧକର ହୋଇପଡିଛି ଭକ୍ତ ସ୍ଵରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ
🙏Jay jagannath jay gurudeb 💐🙏
Best way he sang then...Oh jagannatha tamaku koti koti pranam...Koti koti pranam....
Arabinda muduli voice Ama lage jaganath kankar bardan I miss you
Omg... High level voice
🙏🙏🙏 jai jagannath 🙏🙏🙏
🙏🙏 ଜୟ ଜଗନ୍ନାଥ 🙏🙏
ଦୁଇଟା ଘଟଣା ଭିନ୍ନ
hari bol..hare Krishna
Odia boli garbita e gita suni.
Kene gheni jaucha Jagannathanku........ambhe darshana karibu kahaku
Jay Jagannath 🙏🙏
My favorite singer
Jay JagannathMadhab hei madhab
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁଆମେ ଦ୍ରଶନ କରିବୁ କାହାକୁ ।।ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେବିଜୟ କର ପ୍ରଭୁ ଚାପକୁ ।୧।କୁଳବଧୂଙ୍କ ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା ଓଡ଼ିଶାକୁ ।୨।ବଡ଼ ଦେଉଳୁ ବାହାରି ଶଗଡ଼ିରୁ ବିଜେ କରି ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୩।କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ ଜୀବନକୁ ।୪।
Jay jaganath
one of my favorite bhajan
Jai jagannath
Jay Jagannath
😥😥😥😥😥
Jay jagannath jay jagannath
Everyone has to make sure that grow in 3feet and write it down and write
Jay JAGANNATH
ରକ୍ତବାହୁ, କଳାପାହାଡ, ଔରେଞ୍ଜେବ..... କେତେ କେତେ ପାପୀଙ୍କ ଆକ୍ରମଣ ରୁ ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଆ ସଂକୃତି କୁ ରକ୍ଷା କରିଥିବା ସେହି ବୀର ଓଡ଼ିଆଙ୍କୁ 🙏🙏🙏🙏.
ଦର୍ଶନ ହବନି ଦ୍ରଶନ କରିବୁ କାହାକୁ ହବ, କାରଣ ଏହା ସାଲବେଗ ପ୍ରାଚୀନ ଓଡିଆ ଭାଷା ରେ ଲେଖିଛନ୍ତି |ଜୟ ଜଗନ୍ନାଥ 🙏🏽🙏🏽🙏🏽🙏🏽🙏🏽
ତାଙ୍କର ଆଚରଣ, ଉଚ୍ଚାରଣ ଏବଂ ଭାବଭଙ୍ଗୀ ସ୍ବତନ୍ତ୍ର ଏବଂ ଅନନ୍ଯ ।
ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଷୀ ଭଜନ
ସୁନ୍ଦର ସୁନ୍ଦର ଅପୂର୍ବ ମନମୁଗ୍ଧକର ହୋଇପଡିଛି ଭକ୍ତ ସ୍ଵରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ
🙏Jay jagannath jay gurudeb 💐🙏
Best way he sang then...Oh jagannatha tamaku koti koti pranam...Koti koti pranam....
Arabinda muduli voice Ama lage jaganath kankar bardan I miss you
Omg... High level voice
🙏🙏🙏 jai jagannath 🙏🙏🙏
🙏🙏 ଜୟ ଜଗନ୍ନାଥ 🙏🙏
ଦୁଇଟା ଘଟଣା ଭିନ୍ନ
hari bol..hare Krishna
Odia boli garbita e gita suni.
Kene gheni jaucha Jagannathanku........ambhe darshana karibu kahaku
Jay Jagannath 🙏🙏
My favorite singer
Jay Jagannath
Madhab hei madhab
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମେ ଦ୍ରଶନ କରିବୁ କାହାକୁ ।।
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ ଚାପକୁ ।୧।
କୁଳବଧୂଙ୍କ ରଡ଼ି ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ ।୨।
ବଡ଼ ଦେଉଳୁ ବାହାରି ଶଗଡ଼ିରୁ ବିଜେ କରି
ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୩।
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ ଜୀବନକୁ ।୪।