Це відео не доступне.
Перепрошуємо.

Kaliyuga Jagannath l କଳିଯୁଗ ଜଗନ୍ନାଥ l Volume 02 l Govind Chandra l Srikant Gautam l Suresh Panda

Поділитися
Вставка
  • Опубліковано 11 жов 2022
  • Bhakti Upasana ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ଭଜନ "କଳିଯୁଗ ଜଗନ୍ନାଥ" । ଏହି ଭଜନଟିକୁ ଗାଇଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର , ଗୀତ ରଚନା କରିଛନ୍ତି ସୁରେଶ ପଣ୍ଡା ଏବଂ ସଂଗୀତରେ ସଜେଇଛନ୍ତି ଶ୍ରୀକାନ୍ତ ଗୌତମ , ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Bhakti Upasana.
    ► Video Credits
    ♫ Song Name: Kaliyuga Jagannath ( କଳିଯୁଗ ଜଗନ୍ନାଥ )
    ♫ Singer: Govind Chandra
    ♫ Lyrics: Suresh Panda
    ♫ Music Director: Srikant Gautam
    ♫ Production House: Bhakti Upasana
    ♫ Produced By: Srikant Gautam
    #kaliyuga #jagannath #SrikantGautam #sureshpanda #GovindChandra #bhaktiupasana #malika
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

КОМЕНТАРІ • 671

  • @digudeepakmallick5425
    @digudeepakmallick5425 Рік тому +50

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏 କଳିଯୁଗ ସରି ସରି ଆସିଲାଣି ଲୋକେ କିଛି ଜାଣି ପାରୁନାହାଁନ୍ତି । ଭଗବାନଙ୍କ ଭକ୍ତ ହିଁ ଭଗବାନଙ୍କୁ ତ୍ରାହି ତ୍ରାହି ବୋଲି ଡାକ ଛାଡି଼ବେ, ହେଲେ ଭଗବାନଙ୍କୁ କେହି ମାନନ୍ତି ନାହିଁ ସେମାନେ କେବେ ତ୍ରାହି ତ୍ରାହି ବୋଲି ଡାକ ଛାଡି଼ବେ ନାହିଁ । ଏଇ କଳିଯୁଗରେ କେହି କାହାର ନୁହନ୍ତି, ତୋ ଲୋକେ ଭଗବାନଙ୍କୁ କେମିତି ମାନିବେ ଭଗବାନଙ୍କୁ ସମସ୍ତେ ଭୁଲି ଗଲେଣି ।

  • @narayandalai9799
    @narayandalai9799 Рік тому +7

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @spstudiocreations6723
    @spstudiocreations6723 Рік тому +3

    ମାଆ ବୋଲି ଯାର ନାମ, ମହୁ ଠୁ ମିଠା ଯା ପ୍ରେମ।
    ନେଇପାରେ ନାହିଁ ଯମ, ମାଆ ପ୍ରେମ ଅନ୍ୟତମ।।

  • @bhaktisagar4721
    @bhaktisagar4721 Рік тому +2

    ଭାଇ ଯେଉଁ ଜ୍ଞାନୀ ଲେଖିଛନ୍ତି ଓ ଏହି ଗୀତ ରଚନା କରିଛନ୍ତି ପ୍ରାବନ୍ଧିକ ଭାବେ ପାଳନ କରିବାକୁ ଆହ୍ବାନ। ବେଳ ଆଉ ନାହିଁ। ବହୁତ ସୁନ୍ଦର ହେଇଛି ।ବହୁତ ଭାବର ଆଦାନ ପ୍ରଦାନ। ଜୟ ଜଗନ୍ନାଥ...

  • @sonysonysony5936
    @sonysonysony5936 Рік тому +4

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bhabani_09
    @bhabani_09 Рік тому +10

    ଜୟ ଜଗନ୍ନାଥ। ହେ ପ୍ରଭୁ ଏ ଦୁନିଆରେ ପାପ ଏବଂ ଅସତ୍ୟ ହଉଛି

  • @dibyeshwarnath
    @dibyeshwarnath Рік тому +9

    Ei video ku samastanku share karantu gote video vaneiba pai bahut parishram lage.. Au semitire bi bahut sundar bhajan tie heichi... Jay jagganath....

  • @arunamathanaruna4968
    @arunamathanaruna4968 Рік тому +11

    Jay shree Jagannath Swami Nayana patha gami bhaba tume 🙏🙏🙏 🚩🚩🚩🚩🚩🌼🌼🌼

  • @FALSEGOD333
    @FALSEGOD333 Рік тому +4

    Srikant bhai 🙏🙏🙏Bahut sundar lagila kalijuga jagannath 👍👌👌 Sata ..pura 💯Tathu ahuri adhika... Prabhu Apananku sabu bele bhalare rakhithantu....❤ Prabhu jagannath nka 🙌🙌🙌🙌...sabubele thau....🙏

  • @sasmalneha9068
    @sasmalneha9068 Рік тому +4

    He prabhu koli jugaro samapti ghatu .... Bahut papo heigolani Prabhu ....... Jai shree jagarnath 🙏🌹🙏

  • @mlcreation4993
    @mlcreation4993 Рік тому +31

    ବହୁତ ଅନ୍ୟାୟ ବଢ଼ିଗଲାଣି ହେ ଜଗତର ନାଥ ଜଗନ୍ନାଥ ପ୍ରଭୁ ତୁମେ ଉଧାର କର..🙏🙏🙏🙏

  • @pintucreation9315
    @pintucreation9315 Рік тому +6

    ପ୍ରଭୁ ତୁମେ ସାହା🙏🙏🙏

  • @sahoosusanta4831
    @sahoosusanta4831 Рік тому +36

    ଏ ଭକତ ଗଣ ଏହି ଭଜନ ର ମାନେ ବୁଝନ୍ତୁ,,
    ଜୟ ଜଗନ୍ନାଥ ,,,🙏🙏🙏🙏🙏🙏

  • @maheshnaik3684
    @maheshnaik3684 Рік тому +12

    ଏ ମଣିଷ ଅଉ ସୁଧୁରିବେନି ବିନାଶ ହଁ ଶେଷ ରାସ୍ତା ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼

  • @MrAshok07655
    @MrAshok07655 Рік тому +11

    ମନ ଛୁଆଁ ଜଗନ୍ନାଥ ଭଜନ 👌 ଜୟ ଜଗନ୍ନାଥ 🙏🙏

  • @santhoshmahankuda6271
    @santhoshmahankuda6271 Рік тому +11

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🌺🌺🌺🌺🌺🌺

  • @tapanplambar
    @tapanplambar Рік тому +10

    🙏ଜୟ ଜଗନ୍ନାଥ 🌑💧🌑
    ଚକା ଆଖି ସବୁ ଦେଖୁଛି
    😭😭😭😭😭😭😭😭
    କଳି ରେ ଜଗନ୍ନାଥ ଏ କା ସତ୍ୟ
    👏👏👏👏👏👏👏👏👏

  • @kalyanikalyani4797
    @kalyanikalyani4797 Рік тому +6

    Anatha ra natha Jaya jagannath.....💞...🙏...💞.....

  • @pareshkumarmohanty310
    @pareshkumarmohanty310 Рік тому +4

    ଆହା କି ଅପୂର୍ଵ ଭଜନ ମନ କିଣି ନଉଚି ମନ ଛୁଆଁ ଭଜନ 🙏🙏🙏

  • @jharanadas4318
    @jharanadas4318 Рік тому +7

    Jay jagannath.....Jay jagannath

  • @narayandalai9799
    @narayandalai9799 Рік тому +10

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🍀ଶ୍ରୀ 🌴🚩ନୀଳ ☘️🍀ମାଧବ 🚩🍀🌱🌿ଜୟ🚩🌿 ଶ୍ରୀ🌴🚩 ମାଳିକା🚩🍀 ବଚନ 🚩🍀

  • @PrasantaKumar-iu5yg
    @PrasantaKumar-iu5yg Рік тому +7

    Jay jagannatha . very nice song , very very important message. .

  • @satyarider07
    @satyarider07 Рік тому +31

    ଭାଇ କନ୍ଦେଇ ଦେଲ 😭😭
    ଗୀତିକାର+ସଂଗୀତକାର+କଣ୍ଠଶିଳ୍ପୀ ଏବଂ ସମସ୍ତ team ଙ୍କୁ ଏ ଗୀତ ପାଇଁ ଭୂମିଷ୍ଠ ପ୍ରଣାମ 🙏🙏
    ପ୍ରଭୂ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ 🙏

  • @storywithkanchan5293
    @storywithkanchan5293 Рік тому +4

    Ati sundar mana mugdha kara bhajan. Jay prabhu jagannath tama charanare mora koti koti pranam 🙏🙏🙏

  • @Aspirants95
    @Aspirants95 Рік тому +6

    All in one🤞🤞🤞Jay Jagannath 🙏🙏🙏❤️

  • @sambalpuriaeditorbabu8497
    @sambalpuriaeditorbabu8497 Рік тому +5

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @yoyocreation7535
    @yoyocreation7535 Рік тому +14

    ନିରାଟ ସତ୍ୟ ଘଟଣା ଉପରେ ଆଧାରିତ ଭଜନ, 🙏ଆହେ କଳିଯୁଗ ଜଗନ୍ନାଥ, 🙏

  • @krushnapriyamohapatra8200
    @krushnapriyamohapatra8200 Рік тому +6

    Prabhu tuma pada tame koti koti pranam🙏🙏🙏

  • @asitrout7659
    @asitrout7659 Рік тому +4

    🙏🙏. ଜୟ ଜଗନ୍ନାଥ

  • @parthamohanty1124
    @parthamohanty1124 Рік тому +3

    Anyaya chaliba Pravu ❤️❤️❤️

  • @puspalata6673
    @puspalata6673 Рік тому +6

    Jay shree laxmi narayan namah 🙏🏿
    Jay Jagannath Swami 🙏🏿

  • @shibajisahoo4093
    @shibajisahoo4093 Рік тому +7

    ଜୟ ଜଗନ୍ନାଥ🚩🙏🙏🙏

  • @majayapatro6053
    @majayapatro6053 Рік тому +9

    ପ୍ରଭୁ 🙏🏿ଜୟ ଜଗନ୍ନାଥ ମହାପ୍ରଭୁ 🙏🏿🌼🙏🏿

    • @ShubhamNayak-vr2qo
      @ShubhamNayak-vr2qo Рік тому

      ଭଗବାନ ଙ୍କୁ ବିଶ୍ଵାସ କର ନହେଲେ କିଛି ଭଲ ହେବନି

  • @dusmant5268
    @dusmant5268 Рік тому +2

    ଜୟ ଜଗନୂାଥ🙏🙏🙏🙏🙏🙏🙏

  • @subhalaxmisamal2990
    @subhalaxmisamal2990 Рік тому +3

    Jai Jagannath🙏🙏🙏🙏🙏 mo maa nka mana bhutu dhukhare thila ahi sundar vhajan.ti sunilapare santi lagila Jai Jagannath🙏🙏🙏🙏

  • @aratidas2772
    @aratidas2772 Рік тому +7

    ମନମୁଗ୍ଧକରିଲାଭଜନ

  • @manojgouda3052
    @manojgouda3052 Рік тому +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @berhachandan
    @berhachandan Рік тому +8

    🙏🙏🥰🥰Om Namo Bhagwate Vasudevaya.🙏🙏🙏🙏

  • @Subham1947
    @Subham1947 Рік тому +2

    ଭଲ ଲାଗିଲା ରେ 🙏🏻💞🎶🎼👍

  • @bijaybehera6158
    @bijaybehera6158 Рік тому +70

    ସିଧା ସାଧା କଥାର ଏ ଗୀତ ହେ ଜଗନ୍ନାଥ। ଶୁଣି ମନ ହେଇଯାଏ ପ୍ରୀତ ହେ ଜଗନ୍ନାଥ। ଅନେକଙ୍କ ଭିତରୁ ସେ ଅନ୍ୟତମ ହେ ଜଗନ୍ନାଥ। ସେ ମୋ ଭାଇ ଶ୍ରୀକାନ୍ତ ଗୌତମ ହେ ଜଗନ୍ନାଥ। ତାଙ୍କୁ ଲଗିଯାଉ ମୋ ଆୟୁଷ ହେ ଜଗନ୍ନାଥ। ଏମିତି ଗୀତ ଲ୍ଲେଖୁଥାନ୍ତ୍ ଅଶେଷ ହେ ଜଗନ୍ନାଥ ।

  • @krushanpradhan8023
    @krushanpradhan8023 Рік тому +7

    ଜୟ ଜଗନ୍ନାଥ 🙏🙏🙏

  • @nukulchandrasahoo9318
    @nukulchandrasahoo9318 Рік тому +6

    ଗୀତର ଗୀତିକାରଙ୍କୁ ପ୍ରଣାମ 🙏

  • @jayjagannathchannel2702
    @jayjagannathchannel2702 Рік тому +6

    ଜୟ ଜଗନ୍ନାଥ ହରିବୋଲ 🌹🌹🌹🙏🏻

  • @urvashi39
    @urvashi39 Рік тому +4

    Jai jagannath 🙏🌺

  • @odishabajarangidal2024
    @odishabajarangidal2024 Рік тому +4

    jay jagannath swami Nayana Patha gami bhaba tume 🚩🚩🚩🚩🙏🙏🙏❤️🙏

  • @user-dk2sm2km5j
    @user-dk2sm2km5j 6 місяців тому +2

    Ate bhala Gita suniki mana bhut bhut Khushi lagila❤❤❤❤ jay jaganath

  • @barshapriyadarshinishaoo9816
    @barshapriyadarshinishaoo9816 Рік тому +2

    ଜୟ ଜଗନ୍ନାଥ 🌏

  • @jcbopretarindra2166
    @jcbopretarindra2166 Рік тому +2

    ଆହାଃ,,,କିସୁନ୍ଦର୍

  • @seemasahu9966
    @seemasahu9966 Рік тому +3

    Jay jaganaath swami nayana pathagami bhaba tume 🙏🙏🙏🙏

  • @pujaranipradhan9868
    @pujaranipradhan9868 Рік тому +64

    ଯିଏ ଏ ଗୀତ ଟା ଲେଖିଛି/ ଆଉ ଯିଏ ଗାଇଛି ତାଙ୍କୁ ମୋର ପ୍ରଣାମ 🫡🫡🫡

  • @sujanbhai3970
    @sujanbhai3970 Рік тому +6

    ଜୟ ଜୟ ଜଗନ୍ନାଥ 🙏🙏🙏

  • @Thapa-
    @Thapa- Рік тому +1

    Ki sundar lekha.. Ki sundar kantha... Mo akhiru loha asigala
    Jay jagannath
    Hari bolo

  • @kunidas1667
    @kunidas1667 Рік тому +6

    Jay jagannath ❤❤❤❤

  • @Latika409
    @Latika409 Рік тому +5

    ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @amankisan2229
    @amankisan2229 Рік тому +7

    Jagannath swaminayana patha gami bhaba tume🙏🙏

  • @BadalBadal-zy6sz
    @BadalBadal-zy6sz Рік тому +4

    Jay jagantha swami ⭕❗⭕🙏💖 he bhagban Ei bhaba sagararu rakhya kara prabhu 😂😂🙏🙏

  • @pintusonagroup152
    @pintusonagroup152 Рік тому +4

    जय जगन्नाथ 🙏🙏

  • @berhachandan
    @berhachandan Рік тому +4

    😍😍😍😍🙏🙏🙏🙏🙏🙏😍😍😍. mere Shree Man NaraYan.......MeRe Cut NarAyan.....😍😍😍😍

  • @manojbarik5163
    @manojbarik5163 Рік тому +2

    Jay pravu kalia saanta nku mora koti koti pranama

  • @dancingghelivideoshort6322
    @dancingghelivideoshort6322 Рік тому +5

    Jay jaganath🙏

  • @akashkhatua9070
    @akashkhatua9070 Рік тому +34

    ଜୟ ଜଗନ୍ନାଥ କଳିଯୁଗ କୁ ଶ୍ରୀଗ ସେଶ କର🙏🙏🙏

  • @ssardhik
    @ssardhik Рік тому +5

    Jay jagannath swamy...🙏🙏🙏

  • @chandanmohanty3565
    @chandanmohanty3565 Рік тому +12

    ଅତି ସୁନ୍ଦର ଗୀତ🙏🙏

  • @tanujadash3484
    @tanujadash3484 Рік тому +5

    Jay Jagannath Swami 🙏🙏🙏

  • @bholanathnanak3160
    @bholanathnanak3160 Рік тому +3

    Shree Jagannath

  • @shibanarayandas
    @shibanarayandas Рік тому +2

    ଜୟ ଜଗନ୍ନାଥ ସ୍ବାମୀ

  • @bijaymishra6797
    @bijaymishra6797 Рік тому +5

    Jai jagannath jai 🙏 beautiful very Very nice thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏

  • @babuliangul123
    @babuliangul123 Рік тому +1

    ଜୟ ଜଗନ୍ନାଥ 🙏🙏

  • @mrbisampod.youtubechannel5807
    @mrbisampod.youtubechannel5807 Рік тому +3

    Jay jagannath 🙏🙏🙏

  • @hemantakumajhi8421
    @hemantakumajhi8421 Рік тому +45

    ହେ ପ୍ରଭୁ ଜଗନ୍ନାଥ ଶୀଘ୍ର ଏ କଳି ସମାପ୍ତ କର ପ୍ରଭୁ ଆଉ ସତ୍ୟକୁ ଆଣ ପ୍ରଭୁ ହେ କଳିଯୁଗର ଲୋକମାନଙ୍କର ହିଂସା କ୍ରଦ ଲଭମାୟ। କୁଟଚକ୍ରାନ୍ତ କୁ ଆଉ ସମ୍ଭାଳି ହେଉନି ପ୍ରଭୁ

  • @tapaswinisankhua6325
    @tapaswinisankhua6325 Рік тому +4

    Jay jagannath 🙏🙏🙏🙏🙏🙏🙏🙏🙏

  • @lijarani3725
    @lijarani3725 Рік тому +4

    Jay jagnnath 🙏🙏🙏🌹🌹💐💐🏵️

  • @sarijitamohanty5934
    @sarijitamohanty5934 Рік тому +7

    Jaya jagannath 💖💖💖💖💖💖

  • @gayatribehera559
    @gayatribehera559 Рік тому +4

    Jay Jagannath 🙏🙏🙏

  • @sahilffyt8386
    @sahilffyt8386 Рік тому +2

    Jay Jaganathan 🙏

  • @gurugovindsinghmajhi4772
    @gurugovindsinghmajhi4772 Рік тому +55

    ବାସ୍ତବରେ ଯାହା ଘଟୁଛି ତାହା ହିଁ ଗୀତ ରେ ସ୍ଥାନ ଦେଇଥିବା ଯୋଗୁଁ ଅଶେଷ ଅଶେଷ ଧନ୍ଯବାଦ।

  • @niranjanabarik6289
    @niranjanabarik6289 Рік тому +4

    Jay Jagannath 🙏 super hit Gita🙏🙏🙏🙏

  • @labakumarbehera2153
    @labakumarbehera2153 Рік тому +3

    Jay jagannath Swami 🙏🙏🙏🙏🙏

  • @abhiramnayak3256
    @abhiramnayak3256 Рік тому +5

    Jay Jogonntha 🙏🙏🙏🙏🙏🙏

  • @smile_king_babuna_07
    @smile_king_babuna_07 Рік тому +2

    Nice song Jay Jagannath

  • @naraharijena9845
    @naraharijena9845 Рік тому +5

    ଜୟ ଜଗନ୍ନାଥ 🙏ଜଗତ କୁ ବଛାଅ ❤ 😭 ବହୁତ ଅନାୟ ହଉଛ 😭 ଖୁବ ଭଲ ଲାଗୁଛି ଭଜନଟି ❤🎉

  • @sa-si-yanka.official
    @sa-si-yanka.official Рік тому +2

    Jay Jagannath 🙏

  • @satare8700
    @satare8700 Рік тому +1

    Jay Jagannath 🙏🙏❤️🙏

  • @DEEPAK-dz9op
    @DEEPAK-dz9op Рік тому +3

    Jay Jagannath swami 🙏🏿🙏🕉️🙏🙏🕉️

  • @chitrasengouda6718
    @chitrasengouda6718 Рік тому +4

    Jay Jagannath

  • @narayanbhai2435
    @narayanbhai2435 Рік тому +10

    ପୁରା team କୁ ମୋର ଅଶେଷ ଅଶେଷ ଧନ୍ୟବାଦ..ଏବଂ ଯିଏ ଗୀତଟିକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି... ଓ ଯେଉଁ ବ୍ୟକ୍ତି ଜଣକ ଅତି ସୁକ୍ଷ୍ମ ଭାବରେ ଗୀତଟିକୁ ଗାଇଛନ୍ତି..ସେ ବ୍ୟକ୍ତି ଜଣକୁ ମୋର ହାତ 🙏🙏🙏🙏🙏ଯୋଡି ପ୍ରଣାମ.. ବହୁତ ସୁନ୍ଦର. ଅତି ସୁନ୍ଦର 👋👋👋?

  • @sonalisonali6897
    @sonalisonali6897 Рік тому +3

    Jay Jagannath🌹🌹🙏🙏🙏🙏🌹🌹

  • @bimalnaik7378
    @bimalnaik7378 Рік тому +2

    ହେ ଜଗନ୍ନାଥ ହେ ନାରାୟଣ
    କଳିଯୁଗ ସମାପ୍ତ କରନ୍ତୁ
    ଅଧର୍ମ କୁ ନାଶ କରି
    ଧର୍ମ ର ସ୍ଥାପନ ହେଉ
    ସର୍ବ ମୁଖରେ ହରି ନାମ
    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ
    ଏହା ପରେ ଅନନ୍ତ ଯୁଗ ଆସିବ

  • @sashikantthatoi372
    @sashikantthatoi372 Рік тому +4

    Perfectly perfect...... Jay jagannath

  • @LovelyLovely-ud2vf
    @LovelyLovely-ud2vf 10 місяців тому +4

    Super song ❤️ Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sadashivsethi990
    @sadashivsethi990 Рік тому +5

    Jai jagannath Swami 🙏

  • @spstudiocreations6723
    @spstudiocreations6723 Рік тому +1

    କଲମ ରୁ କ୍ରାନ୍ତି 🙏🙏
    ଲେଖକ ମହାଶୟ ଙ୍କୁ ଅଶେଷ ଧନ୍ୟବାଦ।

  • @mr.samal187
    @mr.samal187 Рік тому +3

    ଏ କଳି ଯୁଗରେ ସବୁ କିଛି ମିଛ ମୋହ ମାୟା ଏକା ହିଁ ତୁମେ ପ୍ରଭୁ ସତ୍ୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ପ୍ରଭୁ 🙏🙏🙏🙏🙏😞😞😞😞😞

  • @mr.samal187
    @mr.samal187 Рік тому +6

    Jay jagannath

  • @user-qt2jx6xe2e
    @user-qt2jx6xe2e 10 місяців тому +2

    Jai jagannath Swami nayanpath gami vobo tume

  • @Pritikumari-mr5pp
    @Pritikumari-mr5pp Рік тому +2

    Mana au atmaku Santi pradana karuchi ehi bhajana .mana bhitare gote adbhuta bhavana anuchi .bahuta Sundar swara .bahuta badhiya. Au kichi lekhibaku bhasa nahi Sundar manare pabitrata Ani deuchi ehi bhajana .jai jagannath 🌺🙏🌺🙏🌺🙏🌺🙏🙏🌺🙏🙏🌺🙏🌺🙏🌺🙏🌺

  • @saisankrmohapatra3423
    @saisankrmohapatra3423 Рік тому +4

    Jalni👏👏🙏🙏😘😘

  • @dillipnaik1439
    @dillipnaik1439 Рік тому +9

    Jay shree Jagannath 🙏🙏🙏🙏

  • @narayandalai9799
    @narayandalai9799 Рік тому +3

    🚩🌴ମାଳିକା 🚩🌿preminku 🌿🚩🌿🚩କୋଟି 🚩🌿କୋଟି 🌿🚩pranam🌿🚩🙏🙏🙏...

  • @pabitrapradhan8135
    @pabitrapradhan8135 Рік тому +1

    Jai jagannath, 🙏😭😭😭swami, nayan pathagami bhaba, thume🙏satare gito, ti bahut sundar heice